ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ ରେ ସିଗାରେଟ ପିୟୁଥିବା ଫୋଟୋ ଏଡିଟ୍ କରା ଯାଇଛି।
ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଂଶୀ ଧରିଥିବା ଏବଂ ନବୀନ ପଟ୍ଟନାୟକ ସିଗାରେଟ ପିୟୁଥିବା ଫଟୋ ଭାଇରାଲ ହେବାରେ ଲାଗିଛି। ବିଜେପି ସମର୍ଥକ ମାନେ ଦୁଇଟି ଫଟୋର ତୁଳନା କରି ଆପତ୍ତି ପ୍ରକାଶ କରୁଛନ୍ତି ଯେ ମୋହନ ମାଝି ବଂଶୀ ଧରିଲେ ବିରୋଧୀ ଦଳ ବୋରୋଧ କରୁଛନ୍ତି କିନ୍ତୁ ନବୀନ ପଟ୍ଟନାୟକ ସିଗାରେଟ ପିୟୁଥିବା ବେଳେ କେହି ପ୍ରଶ୍ନ କରିଲେ ନାହିଁ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓକୁ […]
Continue Reading