ଇରାନ ସହିତ ବର୍ତ୍ତମାନର ଯୁଦ୍ଧର ଫୁଟେଜ୍ ଭାବରେ ଇସ୍ରାଏଲ ଦ୍ୱାରା ଲେବାନନ ଉପରେ ପୁରୁଣା ଆକ୍ରମଣର ଭିଡିଓ ଭାଇରାଲ୍

ସମ୍ପ୍ରତି ଏକ କୋଠା ଉପରେ ହୋଇଥିବା ବିମାନ ଆକ୍ରମଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଭିଡିଓଟି ଇସ୍ରାଏଲ ଦ୍ଵାରା ଇରାନ ଉପରେ ଆକ୍ରମଣର ଏକ ଦୃଶ୍ୟ ଦେଖାଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଇସ୍ରାଏଲର ମିସାଇଲ ମାଡ଼… ଇରାନରେ ହାହାକାର” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ୨୦୨୪ ର ଇସ୍ରାଏଲ-ଲେବାନନ୍ ଯୁଧ୍ୟର କ୍ଲିପ୍ କୁ ସମ୍ପ୍ରତିରେ ଇରାନ ଉପରେ […]

Continue Reading

କ’ଣ ବିଶାଳ ବିସ୍ଫୋରଣର ଏହି ଭିଡିଓ ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଧ୍ୟର ଗୋଟିଏ ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

ଅନେକ ଦିନରୁ ଇସ୍ରାଏଲ୍-ପାଲେଷ୍ଟାଇନ ମଧ୍ୟରେ ଯୁଧ୍ୟ ଥମିବାର ନାମ ନେଉଆ ନାହିଁ। ପ୍ରତ୍ଯେକ ଦିନ ସୋସିଆଲ ମିଡିଆରେ ଏହି ଘଟଣାର ବିଭିନ୍ନ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ସହରରେ ଧୂଆଁ ଉଠୁଥିବା ସମୟରେ ସେଠାରେ ଏକ ବିଶାଳ ବିସ୍ଫୋରଣ ହେଉଛି।  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ବିସ୍ଫୋରଣର ଦୃଶ୍ୟ ଇସ୍ରାଏଲ୍-ପାଲେଷ୍ଟାଇନ୍ ର ଏକ ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

୨୦୦୬ ମସିହାର ଲେବାନନ୍ ଦେଶର ଏକ ଫୋଟୋକୁ ରୁଷ-ୟୁକ୍ରେନ୍ ଯୁଧ୍ୟ ସମୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖି ରୁଷ ଖାର୍କିଭ୍ ରେ ଥିବା ଫ୍ରିଡମ୍ ସ୍କ୍ୱେୟାରର ସରକାରୀ କାର୍ଯ୍ୟଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଯେଉଁଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।  ଏହି ଆକ୍ରମଣର ଭିଡିଓ ସାମନାକୁ ଆସିବା ପରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଇଛି ଯେ ଏହା ୟୁକ୍ରେନ୍-ରୁଷ ମଧ୍ୟରେ ହେଉଥିବା ଯୁଧ୍ୟର ଦୃଶ୍ୟ ଅଟେ।  କିନ୍ତୁ ଅନୁସନ୍ଧାନ ପରେ […]

Continue Reading