ଛୋଟ-ଛୋଟ ଶିଶୁଙ୍କୁ ମାରିଥିବା ଜଣେ ହମାସ୍ ଆତଙ୍କବାଦୀର ଇଜ୍ରାଏଲ୍ ହାତ କାଟିଥିବା ଏବଂ କିଡନୀ ବାହାର କରିଦେଇଥିବା ଦାବି ମିଥ୍ୟା ଅଟେ।

ଗୁରୁତ ଭାବରେ ଆଘାତ ହୋଇଥିବା ଜଣେଯୁବକଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଯୁବକ ଜଣେ ହମାସ୍ ଆତଙ୍କବାଦୀ ଯିଏ ଅନେକ ଶିଶୁଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଇଜ୍ରାଏଲ୍ ଆକ୍ରମଣ ସମୟରେ ତାଙ୍କୁ ଜବତ କରି ତାଙ୍କ ଦୁଇଟି ହାତ ଏବଂ କିଡନୀ ବାହାର କରି ଦେଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ୨୦୨୪ ରେ ଗୋଟିଏ ଆପାର୍ଟମେଣ୍ଟକୁ ଇଜ୍ରାଏଲ୍ ଆକ୍ରମଣ କରିଥିବା […]

Continue Reading

କ’ଣ ଏହି ଭିଡିଓରେ ହମାସ୍ ଲୋକଙ୍କ ନକଲି ମୃତ ଶରୀର ଦେଖାଇ ଇସ୍ରାଏଲ୍ କୁ ବଦନାମ କରୁଛି? ଜାଣନ୍ତୁ ସତ୍ୟ। 

ଅନେକ ଦିନରୁ ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଯୁଧ୍ୟ ଲାଗି ରହିଛି। ନିକଟରେ କିଛି ରିପୋର୍ଟ ଅନୁଯାୟୀ, ଇସ୍ରାଏଲ୍ ସେନା ଗାଯାରେ ପ୍ରବେଶ କରିଛି। ଏହି ଘଟଣା ନେଇ ଅନେକ ଭିଡିଓ ଏବଂ ଫୋଟୋ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଏପରି ଏକ ଭିଡିଓ ବର୍ତ୍ତମାନ ସାମନାକୁ ଆସିଛି ଯେଉଁଥିରେ କିଛି ଶବ ଗୁଡିକ ଜମିରେ ରଖା ଯାଇଛି। ଭିଡିଓରୁ ଜଣା ପଡୁଛି ଯେ ସେହି ଶବ ମଧ୍ୟରୁ କିଛି ଜଣ ଜୀବିତ […]

Continue Reading

ଆଲ୍ଜେରିଆର ପୁରୁଣା ଭିଡିଓକୁ ଇସ୍ରାଏଲ୍-ପାଲେଷ୍ଟାଇନ୍ ମଧ୍ୟରେ ଚାଲୁଥିବା ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

୭ ଅକ୍ଟୋବର ରେ, ଆତଙ୍କବାଦୀ ସଂଗଠନ ହମାସ, ଇସ୍ରାଏଲ ଉପରେ ଆକ୍ରମଣ କରି ଗାଜା ଷ୍ଟ୍ରିପରୁ ୫୦୦୦ ରକେଟ ଛାଡିଥିଲା। ମୃତ୍ୟୁସଂଖ୍ୟା ୧,୭୦୦ ରେ ପହଞ୍ଚିଥିବା ବେଳେ ଅତିକମରେ ୨୭୦୦ ଜଣ ଆହତ ହୋଇଛନ୍ତି। ଏହି ସମୟରେ, ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରାଯାଇଛି ଯେ ଏହା ଦିୱାଲୀ ଭିଡିଓ ନୁହେଁ କିନ୍ତୁ ଇସ୍ରାଏଲ୍ ସେନାର ଗାଜା ଉପରେ ଏକ ଆକ୍ରମଣର ଭିଡିଓ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ […]

Continue Reading

କ’ଣ ଭିଡିଓରେ ଗୋଟିଏ ବିଲ୍ଦିଙ୍ଗ ଏବଂ ଦୁଇଟି ହେଲିକପ୍ଟର ଉପରେ ଆକ୍ରମଣ ହେଉଥିବା ଭିଡିଓ ସମ୍ପ୍ରତ୍ତି ସମୟରେ ଚାଲୁ ଥିବା ଇସ୍ରାଏଲ୍-ପାଲେଷ୍ଟାଇନ ଯୁଧ୍ୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

ପାଲେଷ୍ଟାଇନ୍ ଦେଶର ଆତଙ୍କବାଦୀ ସଂଗଠନ ହମାସ୍ କିଛି ଦିନ ପୂର୍ବରୁ ଦକ୍ଷିଣ ଇସ୍ରାଏଲ୍ ରେ ଆକ୍ରମଣ କରି ଅନେକ ବାସିନ୍ଦା ଏବଂ ସୈନ୍ୟ ଯବାନଙ୍କ ହତ୍ୟା କରିଥିଲା। ସୂଚନା ଅନୁଯାୟୀ, ସେମାନେ ଇସ୍ରାଏଲର ମହିଳାଙ୍କ ଅପହରଣ କରି ତାଙ୍କୁ ଉଲଗ୍ନ କରି ନିର୍ଯାତନା ମଧ୍ୟ କରିଛନ୍ତି। ହମାସ୍ କିଛି ସମୟ ମଧ୍ୟରେ ଇସ୍ରାଏଲ୍ ଉପରେ ୫୦୦୦ ରୁ ଅଧିକ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲା। ଏହାର ଜବାବରେ ଇସ୍ରାଏଲ୍ ଗାଯା ଉପରେ ଆକରଣ କରିଛି।  ଏହି ପ୍ରସଙ୍ଗରେ ସୋସିଆଲ […]

Continue Reading

କ’ଣ ଏହା ଇସ୍ରାଏଲ୍ ଆକ୍ରମଣ ସମୟରେ ପାଲେଷ୍ଟାଇନର ଗାଜା ରେ ଥିବା ଅଲ-ଅମୀନ ମହମ୍ମଦ ମସଜିଦ ଧ୍ଵଂଶ ହେବାର ଭିଡିଓ ଅଟେ? 

ବିଗତ କିଛି ଦିନ ପୂର୍ବରୁ ପାଲେଷ୍ଟାଇନର ହମାସ୍ ଆତଙ୍କବାଦୀ ମାନେ ଦକ୍ଷିଣ ଇସ୍ରାଏଲ୍ ରେ ପ୍ରବେଶ କରି ସେଠାର ବାସିନ୍ଦା ଏବଂ ସେନା ଯବାନଙ୍କ ହତ୍ୟା କରିଥିବା ଖବର ସାମନାକୁ ଆସିଛି। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ସେମାନେ କିଛି ଇସ୍ରାଏଲ୍ ଲୋକଙ୍କୁ ବନ୍ଦୀ କରି ନେଇଛନ୍ତି। ଏହାର ପ୍ରତିକ୍ରିୟାରେ ଇସ୍ରାଏଲ୍ ହମାସ୍ ଠିକଣା ଉପରେ କ୍ଷେପଣାସ୍ତ୍ର ରେ ଆକ୍ରମଣ କରିଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ମସଜିଦର ଧ୍ଵଂଶ ହେବାର ଭିଡିଓ ଭାଇରାଲ ହେବାରେ […]

Continue Reading