କ’ଣ ଅଧିକ ଖରା ଏବଂ ଗରମ ହେବା କାରଣରୁ ବାଇକ୍ ରେ ନିଆ ଲାଗିଥିଲା? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଥିବା ଗୋଟିଏ ବାଇକ୍ ରେ ହଟାତ ନିଆ ଲାଗିଥିବା ଦେଖିବାକୁ ମିଳିଛି। କିଛି ଲୋକେ ପାଣି ଢାଳି ନିଆକୁ ନିୟନ୍ତ୍ରଣ କରିବା ଉଦ୍ୟମ କରୁଥିବା ସମୟରେ ନିଆ ତେଜୀ ଉଠିଥିଲା। ଏହି ଘଟଣାରେ କିଛି ଲୋକ ଆଘାତ ହୋଇଥିବା ମଧ୍ୟ ଜଣା ପଡିଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଗ୍ରୀଷ୍ମ ଋତୁ ରେ ଅତ୍ଯାଧିକ ଉତ୍ତାପ କାରଣ ହେତୁ ବାଇକ୍ […]

Continue Reading

କ’ଣ ବନ୍ଦେ ଭାରତ ଟ୍ରେନ୍ ପୁଣି ଥରେ ଗୁଜୁରାଟର ଭଲସାଡ୍ ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି? ଜାଣନ୍ତୁ ସତ୍ୟ। 

ଗତ ବର୍ଷ ବନ୍ଦେ ଭାରତ ଟ୍ରେନର ଦୁର୍ଘଟଣା ଗ୍ରସ୍ତ ହେବା ନେକ ଖବର ଶୁଣିବାକୁ ମିଳିଥିଲା। କେତେବେଳେ ଗରୁ ଶାୟତ ଧକା ହୋଇ ତ କେବେ କିଛି ଲୋକ ଏହା ଉପରେ ପଥର ଫୋଫାପି ଟ୍ରେନକୁ ଖ୍ଯାତି ପହଞ୍ଚାଇଥିଲେ। ଅନେକ ଥର ଆମେ ଶୁଣିବାକୁ ପାଇଥିଲୁ ଯେ କିଛି ଗୋରୁପଳ ସହିତ ଦୁର୍ଘଟଣା ପରେ ଟ୍ରେନର ସାମନା କୋଣକୁ କ୍ଷତି ହୋଇଥିଲା।  ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନର ଗୋଟିଏ ଦୁର୍ଘଟଣା ଗ୍ରସ୍ତ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ […]

Continue Reading

କ’ଣ ଅଶୋକ ଗେହଲତ ସରକାର, କନ୍ହୟା ଲାଲଙ୍କ ହତ୍ୟା ପରେ ତାଙ୍କ ପରିବାରକୁ କ୍ଷତିପୂରଣ ହିସାବରେ ମାତ୍ର ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି?

କିଛି ଦିନ ପୂର୍ବରୁ, ରାଜସ୍ଥାନରେ ଏକ ଦୁର୍ଘଟଣାରେ ଜଣେ ଅଳ୍ପସଂଖ୍ୟ ସମ୍ପ୍ରଦାୟର ୧୮ ବର୍ଷର ବାଳକ ନିଜ ଜୀବନ ହରାଇଛି। ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପୀଡିତଙ୍କ ପରିବାର ପାଇଁ ଚୁକ୍ତିଭିତ୍ତିକ ଚାକିରି ଘୋଷଣା କରିଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ନଇମା ପରବୀନ ନାମରେ ୫୦ ଲକ୍ଷ ଟଙ୍କାର ଗୋଟିଏ ଚେକ୍ ର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୀଡିତ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ସୋସିଆଲ ମିଡିଆ ବ୍ୟବହାରକରି […]

Continue Reading

କ’ଣ ଭାଇରାଲ ଫୋଟୋ ନିକଟରେ ଲଦାଖରେ ଭାରତୀୟ ସେନାର ଟ୍ରକ୍ ଦୁର୍ଘଟଣାର ଏକ ଫୋଟୋ? ଜାଣନ୍ତୁ ସତ୍ୟ। 

ନିକଟରେ ଲଦାଖରେ ଭାରତୀୟ ସେନା ବସ୍ ଦୁର୍ଘଟଣାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହିପରି ଗୋଟିଏ ଫଟୋ ଆମ ସମ୍ମୁଖରେ ଆସିଛି ଯେଉଁଥିରେ ଗୋଟିଏ ଘାଟିରେ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଅନେକ ସେନା ଯବାନ ମଧ୍ୟ ଛିଡା ହୋଇଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ନିକଟରେ ଲଦାଖରେ ଦୁର୍ଘଟଣା ହୋଇଥିବା ଏକ ଭାରତୀୟ ସେନାର ଗାଡି ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ ଭାଇରାଲ ଫୋଟୋ ନିକଟରେ ଲଦାଖରେ ଗୋଟିଏ ସେନାବାହିନୀ ଗାଡ଼ି ଦୁର୍ଘଟଣାର ଦୃଶ୍ୟ? ଜାଣନ୍ତୁ ସତ୍ୟ। 

ଲଦାଖରେ ଏକ ସେନାବାହିନୀ ଗାଡିର ଏକ ଦୁଖଦ ଦୁର୍ଘଟଣାରେ ଜୁନିଅର କମିଶନ ଅଫିସର (ଜେସିଓ) ଏବଂ ୮ ଜଣ ସୈନିକ ନିଜ ମୂଲ୍ୟବାନ ଜୀବନ ହରାଇଛନ୍ତି। ଲଦାଖର ନିଓମା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଏକ ସାମରିକ ଗାଡି ରାସ୍ତାରୁ ଖସି ଏକ ଗଭୀର ଉପତ୍ୟକାକୁ ଖସିପଡିଥିଲା ଏହି ପ୍ରସଙ୍ଗରେ, ସୋସିଆଲ ମିଡିଆରେ କ୍ଷତିଗ୍ରସ୍ତ ସାମରିକ ଯାନର ଗୋଟିଏ ଫୋଟୋ ଭାଇରାଲ ହେଉଛି। ଏହା ନିକଟରେ ଲାଦାଖରେ ଘଟିଥିବା ଏକ ଘଟଣା ବୋଲି ଦାବି କରା […]

Continue Reading

କ’ଣ ଭାଇରାଲ ଭିଡିଓ ଟାଇଟାନିକ୍ ଦେଖିବାକୁ ଯାଇଥିବା ପନଡ୍ଡୁବିର ଶେଷ ଭିଡିଓ? ଜାଣନ୍ତୁ ସତ୍ୟ।

ଜୁନ୍ ମାସରେ ଓସେନ୍ ଗେଟ୍ ଦ୍ଵାରା ପରିଚାଳିତ ଟାଇଟେନ୍ ପନଡ୍ଡୁବି କିଛି ଯାତ୍ରୀଙ୍କୁ ନେଇ ସମୁଦ୍ରରେ ବୁଡି ରହିଥିବା ଟାଇଟେନିକ୍ ଜାହାଜର ପରିଦର୍ଶନ ପାଇଁ ଯାଇଥିଲା। ସମୁଦ୍ର ପାଣିରେ କିଛି ଗଭୀରତାକୁ ଯିବା ପରେ ଏହି ପନଡ୍ଡୁବି ସହିତ ସମ୍ପର୍କ ବିଛିନ୍ନ ହେଲା ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଯାତ୍ରା କରୁଥିବା ୫ ଟି ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଗୋଟିଏ ପନଡ୍ଡୁବି ଭିତରେ ବସିଥିବା କିଛି ଲୋକଙ୍କ ଏକ ଭିଡିଓ […]

Continue Reading

କ’ଣଚୀନରେ ଚାଲୁଥିବା ଛାତ୍ର ଆନ୍ଦୋଳନ ଓ ସେହି ଆନ୍ଦୋଳନକୁ ପ୍ରତିହତ କରିବାକୁ ଚିନ ସରକାର ଏପରି ପଦକ୍ଷେପ ନେଉଛି?

ଚୀନରେ ଲୋକ ମାନେ ଦେଶରେ ନୂତନ କୋଭିଡ ନିୟମାବଳୀ ବିରୁଦ୍ଧରେ ରାସ୍ତାରେ ବିରୋଧ କରୁଥିବା ଖବର ସାମନାକୁ ଆସିଛି। ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଅନେକ ଲୋକେ ରାସ୍ତାରେ ବିରୋଧ କରୁଥିବା ବେଳେ ଗୋଟିଏ ପୋଲିସ କାର ତାଙ୍କ ଉପରେ ଚଢି ଯାଉଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ଚୀନର ଅଟେ। ଚୀନ ସରକାର ବିରୋଧ କରୁଥିବା ଲୋକଙ୍କ ସହ ଏପରି […]

Continue Reading

କ’ଣ ପୋଷ୍ଟ ହେଇଥିବା ଫୋଟୋ ନିକଟରେ କେଦାରନାଥର ହେଲିକପ୍ଟର ଦୁର୍ଘଟଣାକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

ନିକଟରେ କିଛି ଯାନ୍ତ୍ରିକ ତ୍ରୁଟି ହେତୁ କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ 7 ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଏହିପରି ଗୋଟିଏ ଫଟୋ ସେୟାର କରି ଦାବି କରା ଯାଉଛି ଯେ ଏହା ନିକଟରେ କେଦାରନାଥରେ ଦୁର୍ଘଟଣାଗ୍ରସ୍ତ ହେଇଥିବା ହେଲିକପ୍ଟରର ଫୋଟୋ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ ଏହି ଫୋଟୋ ଅନେକ ବର୍ଷରୁ ଇଣ୍ଟର୍ନେଟରେ […]

Continue Reading