କ’ଣ ଆଳୁ ଦର ବୃଦ୍ଧି ହେବା ପରେ ରାଜ୍ୟରେ ଜଣେ ପାରିବା ଦୋକାନୀ ବିଜେପି ସରକାରଙ୍କୁ ନିନ୍ଦା କରିଛନ୍ତି? ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି।
ନିକଟରେ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଇଛି। ଆଳୁ ଯାହା ସାମାନ୍ୟ ଲୋକଙ୍କର ଏକ ପ୍ରାଥମିକ ଆହାର ବୋଲି ଜଣା ଯାଏ, ତାହାର ଦରରେ ବୃଦ୍ଧି ହେବା ପରେ ସୋସିଆଲ ମିଡିଆରେ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହା ମଧ୍ୟରେ ଆଳୁ, ପିଆଜ, ଅଦା ଏବଂ ରସୁଣ ଦୋକାନର ଏକ ଫୋଟୋ ଭାଇରାଲ ହେଉଛି। ଏହି ଦୋକାନରେ ଗୋଟିଏ କଳା ବୋର୍ଡରେ ଲେଖା ଯାଇଛି, “ଆଳୁ ୪୪ ଟଙ୍କା। ଦୁଇଥର ପଦ୍ମ, ଦୁଇ ଗୁଣା ବିକାଶ” ଏହି […]
Continue Reading