ମାଲେସିଆର ହେଲିକପ୍ଟର ଦୁର୍ଘଟଣାର ପୁରୁଣା ଭିଡିଓକୁ ବ୍ରାଜିଲର ଘଟଣା ବୋଲି ଭାଇରାଲ କରାଯାଇଛି।

ସୋସିଆଲ ମିଡିଆରେ ହେଲିକପ୍ଟର ଦୁର୍ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ଆକାଶରେ ଦୁଇଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇ କ୍ରାଶ୍ ହେଉଛନ୍ତି। ଦାବି କରା ଯାଉଛି ଯେ ଏହି ଘଟଣାଟି ନିକଟରେ ବ୍ରାଜିଲରେ ଘଟିଥିବା ଦୁର୍ଘଟଣାର ଏକ ଫୁଟେଜ୍। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ମାଲେସିଆର ହେଲିକପ୍ଟର ଦୁର୍ଘଟଣାର ପୁରୁଣା ଭିଡିଓକୁ ବ୍ରାଜିଲର ଘଟଣା ବୋଲି ଭାଇରାଲ କରାଯାଇଛି। Facebook | Archive ଆମ ଅନୁସନ୍ଧାନ:  […]

Continue Reading

ବ୍ରାଜିଲର ଏକ ଘଟଣାକୁ ଫରିଦାବାଦରେ ଜଣେ ମହିଳାଙ୍କୁ ବଳାତ୍କାର କରି ଫୁଟପାଥରେ ଫିଙ୍ଗି ଦିଆଯାଉଥିବା ମିଥ୍ୟା ଦାବି ସହିତ ଭିଡିଓ ସେୟାର କରାଯାଇଛି।

ହରିଆଣାର ଫରିଦାବାଦରେ ଜଣେ ମହିଳାକୁ ଗାଡ଼ିରୁ ଫିଙ୍ଗି ଦିଆଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ହରିଆଣାର ଫରିଦାବାଦରେ ଜଣେ ଝିଅକୁ ଗଣବଳାତ୍କାର କରାଯାଇଥିବା ଏବଂ ପରେ ଗାଡ଼ିରୁ ଫିଙ୍ଗି ଦିଆଯାଇଥିବାର ଦାବି କରା ଯାଉଛି। ୧୭ ସେକେଣ୍ଡର ଏହି ଭିଡିଓରେ ଝିଅଟି ଗାଡ଼ିରୁ ରାସ୍ତା କଡ଼ରେ ପଡ଼ି ଯାଉଥିବାର ଦେଖାଯାଉଛି। ଅନେକ ଥର ଓଲଟିବା ପରେ, ସେ ତଳେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading