୨୦୧୪ ର କିସ୍ ଅଫ୍ ଲଭ୍ ଅଭିଯାନର ଫୋଟୋ ଗୁଡ଼ିକୁ କକ୍ରୋଚ ଜନତା ପାର୍ଟି ପ୍ରତିବାଦ ସମୟର ବୋଲି ଦାବି କରା ଯାଉଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଯୁବକ ମାନେ ପରସ୍ପରକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି। ଏଥିରୁ କିଛି ଫୋଟୋରେ ସମଲିଙ୍ଗୀ ଲୋକଙ୍କୁ ଚୁମ୍ବନ କରିବା ମଧ୍ୟ ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଗୁଡ଼ିକ କକ୍ରୋଚ ଜନତା ପାର୍ଟିର ପ୍ରତିବାଦ ସମୟର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ଫୋଟୋ ଗୁଡ଼ିକ କିସ୍ ଅଫ୍ ଲଭ୍ ଅଭିଯାନ ସମୟର […]

Continue Reading

ଛତିଶଗଡ଼ରେ ଜଣେ ସବ୍-ଇନ୍ସପେକ୍ଟର ଲାଞ୍ଚ ନେଉଥିବାର ପୁରୁଣା ଭିଡିଓ କକ୍ରୋଜ୍ ଜନତା ପାର୍ଟି ସହିତ ଯୋଡ଼ି ଭାଇରାଲ କରା ଯାଉଛି।

ଜଣେ ପୋଲିସ କର୍ମଚାରୀଙ୍କ ପକେଟରୁ ଟଙ୍କା ବାହାର କରୁଥିବାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ନବଗଠିତ ଡିଜିଟାଲ୍ ଗୋଷ୍ଠୀ – “କକ୍ରୋଜ୍ ଜନତା ପାର୍ଟି” -ର ସଦସ୍ୟମାନେ ଛତିଶଗଡ଼ରେ ଜଣେ ସବ୍-ଇନ୍ସପେକ୍ଟରଙ୍କୁ ₹30,000 ଲାଞ୍ଚ ନେଉଥିବା ସମୟରେ ଧରିଛନ୍ତି।  ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ମନ୍ତବ୍ୟ ପରେ ଏହି ଗୋଷ୍ଠୀ ଗଠନ ହୋଇଥିବା ଜଣାପଡ଼ିଛି। ପ୍ରକୃତରେ, ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ସମ୍ପ୍ରତି ଏକ କୋର୍ଟ ଶୁଣାଣି ସମୟରେ ଏକ ମନ୍ତବ୍ୟ ଦେଇଥିଲେ […]

Continue Reading