କଙ୍ଗନା ରଣାଓତ ଭାରତକୁ ‘ଗରିବ’ଙ୍କ ଦେଶ ଭାବରେ ବର୍ଣ୍ଣନା କରୁଥିବା ଭିଡିଓଟି ଏଡିଟ୍ କରା ଯାଇଛି।

କଙ୍ଗନା ରଣାୱତଙ୍କ ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ସେ ଭାରତକୁ ଏକ ଗରିବ ଏବଂ ନଙ୍ଗଳା ଦେଶ ଭାବରେ ଗଣମାଧ୍ୟମକୁ ବର୍ଣ୍ଣନା କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା। ଭିଡିଓକୁ ଏଡିଟ୍ କରି ସେୟାର କରା ଯାଇଛି। ମୂଳ ଭିଡିଓରେ କଙ୍ଗନା ଧୁରନ୍ଧର ଫିଲ୍ମ ବିଷୟରେ କହୁଛନ୍ତି।  ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଦେଖି ପାରିବେ।  Facebook | […]

Continue Reading

2017 ପୁରୁଣା ଫଟୋକୁ କଙ୍ଗନା ରାନାୱତ ବିଏସଏଫ ଯବାନଙ୍କ ସହ ବିଜୟ ଦିବସ ପାଳନ କରିଥିବା ଦାବିରେ ଭାଇରାଲ ହେଉଛି।

16 ଡିସେମ୍ବର ଭାରତରେ ବିଜୟ ଦିବସ ଭାବରେ ପାଳନ କରାଯାଏ। 1971 ମସିହାରେ ଏହି ଦିନ, ଭାରତୀୟ ସୈନିକମାନେ ପାକିସ୍ତାନକୁ ପରାସ୍ତ କରି ବାଂଲାଦେଶକୁ ମୁକ୍ତ କରିଥିଲେ। ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ଏବଂ ସାଧାରଣ ଜନତା ପର୍ଯ୍ୟନ୍ତ, ଆଜି ସହିଦ ହୋଇଥିବା ସୈନିକମାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି। ଏହା ସହ ଜଡିତ କଙ୍ଗନା ରାନାୱତର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ କଙ୍ଗନା ବିଏସ୍ଏଫ୍ ଯବାନଙ୍କ ସହିତ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋରେ କଙ୍ଗନା ରନାଓତ ପ୍ରସିଦ୍ଧ ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କ ସହିତ ଅଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ କଙ୍ଗନା ରନାଓତ ଏକ ସାକ୍ଷାତକାରରେ ଏକ ବିବୃତ୍ତି ଦେଇଥିଲେ ଯେ ୧୯୪୭ ମସିହାରେ ଭାରତ ଯେଉଁ ସ୍ଵାଧୀନତା ପାଇ ଥିଲା ତାହା ଏକ ଭିକ୍ଷା ଥିଲା। ଭାରତକୁ ପ୍ରକୃତରେ ସ୍ଵାଧୀନତା ୨୦୧୪ରେ ମିଳିଛି ବୋଲି ସେ କହିଥିଲେ। ଏହି ବିବୃତ୍ତି ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ତାଙ୍କ ବିରୁଦ୍ଧରେ ଭାଇରାଲ ହେବାର ଦେଖିବାକୁ ମିଳିଛି। କିଛି ପୋଷ୍ଟରେ ଲୋକେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ ହେଇଥିବା ଅଯୋଗ୍ୟ ମାଉଥିବା ସମୟରେ ଲିଛି ଲୋକେ ଦାବି […]

Continue Reading

କ’ଣ ଭାଇରାଲ ଭିଡିଓରେ କଙ୍ଗନା ରଣାୱତ ବିହାର ନିର୍ବାଚନ ସରିଲେ ମନାଲିରେ ମଦ ପିଇ ଉପଭୋଗକରିବା କଥା କହିଛନ୍ତି କି?

ବଲିଉଡ ସ୍ଟାର ସୁଶାନ୍ତ ମୃତ୍ୟୁ ମାମଲାରେ କଙ୍ଗନା ରାଣାୱତ ଜେବେଠାରୁ ନିଜ ମତ ରଖିଛନ୍ତି , ସେବେଠାରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଛି। ତାଙ୍କର କିଛି ଭିଡିଓ ଏବଂ ଫଟୋ ମଧ୍ୟ ଭାଇରାଲ ହେଉଛି। ଯାହାକୁ ଅଲଗା ଅଲଗା ଦାବିରେ ଭାଇରାଲ କରାଯାଉଛି। 18 ସେପ୍ଟେମ୍ବରରେ Pasa Gaan ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ କଙ୍ଗନାଙ୍କ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ଦାବି କରିଛନ୍ତି ଯେ, କଙ୍ଗନା ଭିଡିଓରେ କହୁଛନ୍ତି , […]

Continue Reading