ଲେବାନନରେ ବିସ୍ଫୋରଣର ଭିଡିଓ କୁ ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦୃଶ୍ୟ ଭାବରେ ସେୟାର କରା ଯାଉଛି।
ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ବିମାନଟି ଏକ ମେଡିକାଲ କଲେଜର ହଷ୍ଟେଲ ଉପରେ ପଡ଼ିଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣ ଯାତ୍ରୀ ଏବଂ ମେଡିକାଲ କଲେଜର ଅନେକ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଏଥିରେ, ଏକ ବିଲଡିଙ୍ଗ ନିକଟରେ ଗାଡ଼ିଗୁଡ଼ିକ ପାର୍କିଂ ହେଇଥିବା ବେଳେ, ସେଠାରେ ବିସ୍ଫୋରଣ ହେଉଛି। ଭିଡିଓଟି ସେୟାର କରି ଦାବି କରାଯାଉଛି ଯେ ଏହି ଭିଡିଓଟି […]
Continue Reading