ଜାପାନର ଜାଙ୍ଗମି ବାତ୍ୟା ସମୟର ଭିଡିଓକୁ ଫିଲିପାଇନ୍ସରେ ଭୂମିକମ୍ପ ପରେ ସୁନାମୀ ସୃଷ୍ଟି ହୋଇଥିବା ଦାବି ସହିତ ସେୟାର କରା ଯାଉଛି। 

୮ ଜୁନ୍ ୨୦୨୬ ରେ ଫିଲିପାଇନ୍ସରେ ୭.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ସୁନାମି ସତର୍କତା ଜାରି ହୋଇଥିଲା, ଯେଉଁଥିରେ ୩୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦୦ ରୁ ଅଧିକ ଆହତ ହୋଇଥିଲେ। ଏହି ପୃଷ୍ଠଭୂମିରେ, ଫିଲିପାଇନ୍ସରେ ୭.୮ ତୀବ୍ରତାର ଭୂମିକମ୍ପ ପରେ କ୍ୟାମେରାରେ କଏଦ ହୋଇଥିବା ସୁନାମି ତରଙ୍ଗର ଫୁଟେଜ୍ ବୋଲି ଦାବି କରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

କ’ଣ ଭାଇରାଲ ଭିଡିଓ ନିକଟରେ ଫିଲିପାଇନ୍ସରେ ଘଟିଥିବା ଭୂମିକମ୍ପର ଅଟେ? ଜାଣନ୍ତୁ ସତ୍ୟ। 

୨ ଡିସେମ୍ବର ରାତ୍ରି ସମୟରେ ଫିଲିପାଇନ୍ସର ମିଣ୍ଡାନାଓ ଦ୍ଵିପ ୭.୬ ତୀବ୍ରତା ସହିତ ଭୂମିକମ୍ପର ସାମନା କରିଛି। ସୂଚନା ଅନୁଯାୟୀ ମାଲାୟସିଆ, ଇଣ୍ଡୋନେସିଆ ଇତିୟାଦୀ ଦେଶରେ ସୁନାମୀର ଚେତାବନୀ ଜାରି କରା ଯାଇଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ବେଡମିଣ୍ଟନ୍ ଖେଳୁଥିବା ସମୟରେ ଛାତ ଭୁସୁଡି ପଡୁଛି ଏବଂ ସେମାନେ ନିଜ ପ୍ରାଣ ରକ୍ଷା କରିବା ପାଇଁ ସେଠାରୁ ଦଉଡି ପଳାଉଛନ୍ତି। ଦାବି କରା ଯାଉଛି […]

Continue Reading