ରାଜନାଥ ସିଂଙ୍କ ପୁରୁଣା ଭିଡିଓ ‘ବିଜେପି ବିରୋଧୀ’ ଭାଷଣ ଦାବିରେ ଭାଇରାଲ ହେଉଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କଂଗ୍ରେସ ଦ୍ୱାରା ଆୟୋଜିତ ଭାରତ ଯୋଡ ଯାତ୍ରା ସମ୍ବନ୍ଧୀୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ଏହି ଭିଡିଓ ମାଧ୍ୟମରେ ଦାବି କରା ଯାଉଛି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜ ସରକାର ବିରୋଧରେ ଭାଷଣ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ରାଜନାଥ ସିଂ ବିଜେପି ଛାଡିଛନ୍ତି ବୋଲି ଦାବି କରା ଯାଉଛି। ଭିଡିଓରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, “ପ୍ରଧାନମନ୍ତ୍ରୀଜି ମୁଁ ଆପଣଙ୍କୁ […]

Continue Reading

କ’ଣ ଭାଇରାଲ ଭିଡିଓରେ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶରେ ବଢୁଥିବା ଦର ନେଇ ପ୍ରଶ୍ନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଇଥିବା ଭାଷଣର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରାଜନାଥ ସିଂ କହିଛନ୍ତି ଯେ, “ଆମର ପ୍ରଧାନମନ୍ତ୍ରୀ ବାରମ୍ବାର ନିଶ୍ଚିତ କରନ୍ତି, ହେ ମୋର ଭଉଣୀ ଏବଂ ଦେଶର ଭାଇମାନେ, ବ୍ୟସ୍ତ ହୁଅନ୍ତୁ ନାହିଁ, ୧୦୦ ଦିନ ମଧ୍ୟରେ, ଆମେ ୬ ମାସ ମଧ୍ୟରେ ଦେଶରେ ବଢୁଥିବା ଦର ନିୟନ୍ତ୍ରଣ କରିବୁ। ନଅ ବର୍ଷ ବିତିଗଲା, ପ୍ରଧାନମନ୍ତ୍ରୀ କାହିଁକି ଦେଶର ଲୋକଙ୍କୁ ଏପରି ମିଥ୍ୟା ଆଶ୍ୱାସନା ଦିଅନ୍ତି?” […]

Continue Reading

ବର୍ତ୍ତମାନ ବଢ଼ିଥିବା ତେଲ ଦରକୁ ନେଇ ରାଜନାଥ ସିଂ ନିଜ ଦଳ ବିରୋଧରେ ଆନ୍ଦୋଳନ କରୁଛନ୍ତି ?

ସୋସିଆଲ ମିଡିଆରେ ପେଟ୍ରୋଲ ଦରକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥି ମଧ୍ୟରେ ରାଜନାଥ ସିଂହଙ୍କ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସେ, ପେଟ୍ରୋଲ ଡିଜେଲ ଦାର କମ କରିବା ନେଇ ଧାରଣା ଦେଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବା କରାଯାଉଛି ଯେ, ପେଟ୍ରୋଲ ଦର ବୃଦ୍ଧିକୁ ନେଇ ନିଜ ଦଳ ବିରୋଧରେ ରାଜନାଥ ସିଂହ ଆନ୍ଦୋଳନ କରୁଛନ୍ତି। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଇଥିବାର ପାଇଲୁ।   […]

Continue Reading

ରାଜନାଥ ସିଂ କୃଷିକଙ୍କ ବିରୋଧ ପ୍ରଦର୍ଶନକୁ ସମର୍ଥନ କରି ନିଜ ସରକାର ବିରୋଧି ହେଉଛନ୍ତି କି ? ଜାଣନ୍ତୁ ସତ୍ୟ।

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। କିଛି ମିଥ୍ୟା ଖବର ଏବଂ ପୁରୁଣା ଫଟୋକୁ କୃଷକ ଆନ୍ଦୋଳନ ସହିତ ଯୋଡି ଭାଇରାଲ କରାଯାଉଛି।  ଏଥିମଧ୍ୟରେ ରାଜନାଥ ସିଂଙ୍କ ଏକ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦିଲ୍ଲୀର କୃଷକମାନଙ୍କୁ ସମ୍ବୋଧିତ କରି ନୂଆ  କୃଷି ବିଲକୁ  ବିରୋଧ କରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ରାଜନାଥ ସିଂ କହୁଛନ୍ତି ଯେ,  ସେ ଆନ୍ଦୋଳନ […]

Continue Reading

କ’ଣ ଭିଡିଓରେ ବିଜେପି ବିଧାୟକ ମାନେ ରାଜନାଥ ସିଂହଙ୍କୁ କୃଷି ଆଇନ ଫେରାଇ ନେବା ପାଇଁ ନିବେଦନ କରୁଛନ୍ତି? ଜାଣନ୍ତୁ ସତ୍ୟ।

କୃଷକ ଆନ୍ଦୋଳନ ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫେକ୍ଟ କୃସେଣ୍ଡୋ ଏହି ଘଟଣା ନେଇ ଅନେକ ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରି ସାରିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ପୁଣି ଥରେ ଭାଇରାଲ ହେବାଊ ଲାଗୁଛି। ଏହି ଭିଡିଓରେ କିଛି ଲୋକେ ରାଜନାଥ ସିଂହଙ୍କୁ କିଛି ନିବେଦନ କରୁଥିବା ଦେଖିବାକୁ ମିଳିଛି। ପୋଷ୍ଟର ଦାବି ଅନୁଯାୟୀ ଏହି ଲୋକ ମାନେ ବିଜେପି ବିଧାୟକ ଏବଂ କୃଷି […]

Continue Reading

ରାମନାଥ ସିଂ ରାଫେଲ ପରିଦର୍ଶରେ ପହଞ୍ଚିଥିବା ଫୋଟୋ 2019ର ଅଟେ।

29 ଜୁଲାଇରେ ଭାରତ ରାଫେଲ ପହଞ୍ଚିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଭରତରେ ରାଫେଲ ପହଞ୍ଚିଲା ପରେ ରାଜନାଥ ସିଂ ରାଫଲ ପରିଦର୍ଶନ କରିଥିବାର ଫୋଟୋ ଅଟେ। Subrajeet Dash ନାମକତ ଜଣେ ଫେସବୁକ ୟୁଜର ତାଙ୍କ ଆକାଇଣ୍ଟରେ ଏହା ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଭାରତରେ ପହଞ୍ଚିଲା ରାଫେଲ ବିମାନ। ରାଫେଲ ବିମାନ ପରିଦର୍ଶନ କଲେ ମାନନୀୟ ପ୍ରତିରକ୍ଷା […]

Continue Reading