କ’ଣ ପୋଖରୀରେ ଗାଧୋଇବାକୁ ଯାଇଥିବା ଜଣେ ଦଳିତ ମହିଳାଙ୍କୁ ଉତ୍ତରପ୍ରଦେଶର ଉଚ୍ଚ ଜାତି ଲୋକେ ଅତ୍ୟାଚାର କରୁଛନ୍ତି? ଜାଣନ୍ତୁ ସତ୍ୟ।

ଜଣେ ମହିଳାଙ୍କୁ ଦୁଇଜଣ ପୁରୁଷଙ୍କ ନିର୍ଯାତନା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ପଭାଇରାଲ ହେଉଛି। ଦାବି କରା ଯାଇଛି ଯେ ଏହି ଭିଡିଓରେ ଜଣେ ଦଳିତ ମହିଳା ଗାଧୋଇବା ପାଇଁ ନଦୀ ଜଳ ବ୍ୟବହାର କରିଥିବାରୁ ତାଙ୍କ ଉପରେ ଅତି ନିର୍ମମ ଭାବେ ଅତ୍ୟାଚାର କରା ଯାଉଛି। କିଛି ଲୋକ ଏହା ଉତ୍ତରପ୍ରଦେଶର ଘଟଣା ବୋଲି କହି ଭିଡିଓ ସେୟାର କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ […]

Continue Reading

କେବୁଲ ସାହାର୍ଯ୍ୟରେ ନଦୀ ପାର ହେଉଥିବା ସ୍କୁଲ ପିଲାଙ୍କ ଫୋଟୋ ଉତ୍ତରାଖଣ୍ଡର ନୁହେଁ ନେପାଳର ।

ଦଳକୁ ନେଇ ସୋସିଆଲ ମିଡିଆରେ ଅନେକ ଆଲୋଚନା କରାଯାଉଛି। ବିଜେପି, ବିଜେଡି ଏବଂ କାଂଗ୍ରେସ ଦଳକୁ ପସନ୍ଦ କରୁଥିବା ଲୋକମାନେ ଏହି ଆଲୋଚନା ଅଧିକ କରିଛାନ୍ତି। ସୋସିଆଲ ମିଡିଆରେ କିଛି ଫୋଟୋ ଭାଇରାଲ ହେଉଛି, ଯେଉଁଥିରେ ବିଜେପି ଏବଂ ବାଜେଡି ସରକାରଙ୍କର ଅପାରଗତାକୁ ଦର୍ଶାଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫୋଟୋରେ ସ୍କୁଲ ପିଲାମାନେ ଏକ ଦଉଡି ସାହାର୍ଯ୍ୟରେ  ପାର ହୋଇ ସ୍କୁଲ ଯାଉଥିବାର ଦେଖା ଯାଉଛି। Amitabh patra ନାମକ ଜଣେ ଫେସବୁକ ୟୁଜର ଏହା […]

Continue Reading