ଜଣେ ହଲିୱୁଡ୍ ଅଭିନେତ୍ରୀଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ ସେୟାର କରା ଯାଉଛି।
ସୋସିଆଲ ମିଡିଆରେ ଜଣେ ବିଦେଶୀ ମହିଳାଙ୍କ ତିନୋଟି ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେ କିଛି ଲୋକଙ୍କ ସହ ଥିବା ଦେଖିବାକୁ ମିଳିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଫୋଟୋରେ ଥିବା ମହିଳା ହେଉଛନ୍ତି କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ହଲିୱୁଡ୍ ମୁଭି ‘ଡାଃ ନୋ’ ର ଅଭିନେତ୍ରୀ ଉରସୁଲା ଆଣ୍ଡରେସଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ […]
Continue Reading