କ’ଣ ଜବାହାରଲାଲ ନେହରୂ ନିଜକୁ ଦୁର୍ଘଟଣା ବସତଃ ହିନ୍ଦୁ ବୋଲି କହିଥିଲେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ରାଜନୈତିକ ନେତା ମାନଙ୍କ ବିଷୟରେ ଭିତ୍ତିହୀନ ଗୁଜବ ବିସ୍ତାର କରିବା ଏକ ସାଧାରଣ କଥା ହୋଇଗଲାଣି। ସମ୍ପ୍ରତିରେ ଆମେ ଅନେକ ରାଜନୈତିକ ନେତାଙ୍କ ଜୀବନ, ସେମାନଙ୍କ ନାମ ଏବଂ ଚରିତ୍ରକୁ ବଦନାମ କରୁଥିବା ବିଷୟର ଅନେକ ପୋଷ୍ଟ ଭାଇରାଲ ହେଉଥିବା ଦେଖିଛୁ।  ସୋସିଆଲ ମିଡିଆରେ ଜବାହାରଲାଲ ନେହେରୁଙ୍କୁ ନେଇ ଏହି ପରି ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ସେ ନିଜେ କହିଥିଲେ ଯେ ସେ ଶିକ୍ଷା […]

Continue Reading

୨୦୨୧ ମସିହା ପାସ୍ ହୋଇଥିବା ପ୍ରାର୍ଥୀ ମାନଙ୍କ ଚାକିରି ନେଇ ଏଚଡିଏଫସି ବ୍ୟାଙ୍କର ବିଜ୍ଞାପନ ପଛରେ ଥିବା ସତ୍ୟ ଘଟଣା କ’ଣ?

କୋଭିଡ ମାହାମାରୀ କାରଣରୁ କେତେକ ବର୍ଗ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ କରିବାକୁ ସରକାର ଦ୍ଵାରା ନିଷ୍ପତ୍ତି ନିଯା ଯାଇଥିଲା। ଏପରି ନିଷ୍ପତ୍ତି ଛାତ୍ର ମାନଙ୍କ ମଧ୍ୟରେ ଅନେକ ବିବାଦ ଏବଂ ମତଭେଦ ସୃଷ୍ଟି କରିଛି। ଲୋକମାନେ ୨୦୨୧ ମସିହାରେ ପାସ୍ କରିଥିବା ଛାତ୍ରମାନଙ୍କୁ ପରିହାସ କରୁଛନ୍ତି ଯେ ସେମାନେ ଅଧ୍ୟୟନ ନକରି ଯୋଗ୍ୟତା ଅର୍ଜନ କରିଛନ୍ତି।  ଏହି ସମୟରେ ସୋସିଆଲ ମିଡିଆରେ ଏଚଡିଏଫସି ବ୍ୟାଙ୍କର ଏକ ବିଜ୍ଞାପନ ଭାଇରାଲ ହେଉଛି ଯେଉଁଥିରେ ଲେଖା ଯାଇଅଛି ଯେ […]

Continue Reading

କ’ଣ ମହିଳାଙ୍କଠାରୁ ବିଜେପି ନେତା ମାଡ଼ ଖାଉଛନ୍ତି ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ମହିଳା ମିଶି ଜଣେ ବ୍ୟକ୍ତିକୁ ମାରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ମହିଳାମାନେ ଜଣେ ବିଜେପି ନେତାକୁ ମାରୁଥିବା ଦାବିରେ ଭାଇରାଲ କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।  1 ଅଗଷ୍ଟରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଦେଶ ଜାଗ୍ରତ ହୋଇ ସାରିଛି, ଯେଉଁଠି ବି ବିଜେପି କମଳା […]

Continue Reading