Archives

କଣ ଛେଳି ମାସ୍କ ପିନ୍ଧି ନ ଥିବାରୁ କାନପୁର ପୋଲିସ ଛେଳିକୁ ଗିରଫ କରାଯାଇଥିଲା?

28 ଜୁଲାଇରେ Pramaya ନ୍ୟୁଜ ପେଜରେ ଏକ ଖବର ପ୍ରକାଶିତ ରାଯାଇଛି, ଯେଉଁଥିରେ ଦାବି କରାଯାଇଛି ଯେ, ଏକ ଛେଳି ମାସ୍କ ନ ପିନ୍ଧିଥିବାରୁ  କାନପୁର ପୋଲିସ ଛେଳିକୁ ଗିରଫ କରିଛି। ପୋଷ୍ଟରେ ଲେଖା ଯାଇଛି ଯେ, ସଟ୍‌ଡାଉନ ସମୟରେ ଗୋଟିଏ ଛେଳି ମାସ୍କ ନ ପିନ୍ଧି ବାହାରେ ବୁଲୁଥିବା କାରଣରୁ ପୁଲିସ ତାକୁ ଅଟକ ରଖିଥିବା ଜଣାପଡିଛି । ୪ରୁ ୫ ଜଣ ପୁଲିସ ଛେଳିକୁ ଚାରିପଟୁ ଘେରି ଜିପ୍‌ରେ ଜବରଦସ୍ତି ଭାବେ ଭର୍ତ୍ତି କରି […]

Continue Reading

ଏଡିଟ୍ ଫୋଟୋକୁ ଆମେରିକାର ଟାଇମ୍ସ ସ୍କୋୟାରରେ ଭଗବାନ ରାମଙ୍କ ଫୋଟୋ ଲାଗିଥିବା ଦାବିରେ ଭାଇରାଲ କରାଯାଇଛି।

 ରାମ ମନ୍ଦିର ଭୂମି ପୂଜନ ପାଇଁ ସମଗ୍ର ଦେଶରେ ଉତ୍ସାହର ବାତାବରଣ  ଅଛି। ସୋସିଆଲ ମିଡିଆରେ ଦେଶ ବାହାରୁ ମଧ୍ୟ ଭୁମି ପୂଜନ  ପାଇଁ ଅନେକ ପୋଷ୍ଟ କରାଯାଉଛି। ରାମ ମନ୍ଦର ଭୁମି ପୂଜନର ସିଧା ପ୍ରସାରଣ ଆମେରିକା ଟାଇମ୍ସ ସ୍କୋୟାରରେ ଦେଖା ଯିବା ସହ ଏହି ଉତ୍ସବ ସେଠାରେ ମଧ୍ୟ ଆୟୋଜନ କରାଯିବ। ଏହାର ଅନେକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 1 ଅଗଷ୍ଟରେ Balabhadra Rout ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading

କ’ଣ ଅଜୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ଖୁସିରେ ସାରା ବିଶ୍ଵରେ ଉତ୍ସବ ପାଳନ କରା ଯାଉଅଛି? ଜାଣନ୍ତୁ ସତ୍ୟ।

୨ ଅଗଷ୍ଟ ୨୦୨୦ ରେ ଜଣେ ଫେସବୁକ ୟୁଜର ବିଜେପି ଓଡ଼ିଶା ନାମକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ସାରା ବିଶ୍ଵରେ ଏବେ ରାମ ମନ୍ଦିର ର ଉତ୍ସବ ପାଳନ କରା ଯାଉଅଛି। ଏହି ପୋଷ୍ଟରେ ଏହା ମଧ୍ୟ କହିଛନ୍ତି ଯେ ଭାରତ ବର୍ତମାନ ବିଶ୍ଵ ଗୁରୁ ହେବା ପାଇଁ ଯାଉଅଛି। ଏହି ଭିଡିଓରେ ଭାରତୀ ପୋଷାକ ପିନ୍ଧି କିଛି ଯୁବକ ଏବଂ ଯୁବତୀ ବିଦେଶରେ ରାସ୍ତାରେ ଢୋଲ ବଜାଇ ଚାଲି-ଚାଲି […]

Continue Reading

PM ନରେନ୍ଦ୍ର ମୋଦୀଙ୍କ ବିମାନ ଦାବିରେ ଭାଇରାଲ ଫଟୋ ପ୍ରକୃତରେ ବୋଇଙ୍ଗ -787 ପ୍ରାଇଭେଟ ଜେଟ ଫଟୋ ଅଟେ।

1 ଅଗଷ୍ଟରେ Ranju Pani ନାମକ ଜଣେ ଫ୍ସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ,ଏହା ହେଉଛି ମୋଦିଙ୍କ ନୂତନ B-777 VVIP ଆଇରସରଫାଟ ଯାହାକି ସେପ୍ଟେମ୍ବରରେ ଆସୁଛି। ଫୋଟୋକେ ଅତି ସୁନ୍ଧର ଭାବେ ସଜା ହୋଇଥିବା ଏକ ଉଡାଯାହାଜ ଦେଖା ଯାଉଛି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏହା ହେଉଛି ମୋଦିଙ୍କ ବିଳାସମୟ ନୂତନ B-777 VVIP ଆଇରସରଫାଟ ଯାହାକି ସେପ୍ଟମ୍ବର ରେ ଆସୁଛି, ସେଥିରେ […]

Continue Reading

ଭାରତକୁ ରାଫେଲ ଆସିବା ପରର ଦୃଶ୍ୟ ଦାବିରେ ଭାଇରାଲ ହେଉଥିବା ଭିଡିଓ 2016 ମସିହାର ଅଟେ ।

ଭାରତକୁ ଆସିଲା ପେର ସୋସିଆଲ ମିଡିଆରେ ଏହାର କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। 30 ଜୁଲାଇରେ MSnews live ନାମକ ଫେଜପୁକ ପେଜରେ ଭାରତ ରାଫେଲ ଆସିଲା ପରର ଦୃଶ୍ୟ ଦାବିରେ ଏକ ଭିଡିଓ ଭାଇରାଲ ହେଉଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 6 ହଜାରରୁ ମଧ୍ୟ ଅଧିକ ଲୋକ ଦେଖିବା ସହ ସେୟାର ମଧ୍ୟ କରିଛନ୍ତି।  ଭାଇରାଲ ଭିଡିଓରେ ବିମାନଟି ଆକାଶ ମାର୍ଗରେ ଘୁରି ବୁଲୁଥିବାର ଦେଖା ଯାଉଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି […]

Continue Reading

କ’ଣ ଆଦିତ୍ୟ ଠାକରେଙ୍କ ସହିତ କାରରେ ବସି ଥିବା ଯୁବତୀ ରିୟା ଚକ୍ରବତ୍ତୀ ଅଟନ୍ତି? କ’ଣ ଏହି କାରଣ ପାଇଁ ସୁଶାନ୍ତଙ୍କ କେସ୍ ସିବିଆଇ କୁ ଦିଆ ଯାଉ ନାହିଁ?

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ବର୍ତମାନ ସୁଧା ରହସ୍ୟମାୟୀ ସ୍ଥିତି ରେ ଅଛି। ପୋଲିସ ଏହି ଘଟଣା ନେଇ ଅନେକ ବୋଲିବୁଡ ଅଭିନେତାଙ୍କ ସହିତ ପଚରାଉଚରା କରୁଛି। ଏହି ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ନାମ ମଧ୍ୟ ସାମନାକୁ ଆସିଛି। ଶୁଣିବାକୁ ମିଳିଛି ଯେ ରିୟା ଓ ସୁଶାନ୍ତଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ଥିଲା। ସୋସିଆଲ ମିଡିଆରେ ରିୟାଙ୍କ ନାମ ଅନେକ ନିର୍ମାତା ଏବଂ ନିର୍ଦେଶକଙ୍କ ସହିତ ଯୋଡ଼ା ଯାଇଅଛି। ଏହି ସମୟରେ ଜଣେ ଫେସବୁକ ୟୁଜର ଗୋଟିଏ […]

Continue Reading

କ’ଣ ବିଜେପି ଏମ.ଏଲ.ଏ ରାସ୍ତା ମଝିରେ ଜିଲ୍ଲା ମେଗିଷ୍ଟ୍ରେଟଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

Photo Credit: Jansatta ୨ ଜୁଲାଇ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋସ୍ତ କରିଛନ୍ତି। ଏହି ଇଡେଓରେ ଜଣେ ବ୍ୟକ୍ତି ଆଉ ଜଣଙ୍କୁ ମାରୁଥିବା ଏବଂ ଗାଳି କରୁଥିବା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଫୋନରେ କଥା ଲାଗୁଥିବା ସମୟରେ ତାଙ୍କୁ ତାଙ୍କୁ ମାଡ଼ ମାରିବାକୁ ଆରମ୍ଭ କରି ଦେଲେ। ଏହା ପରେ ପରସ୍ପର ମଧ୍ୟରେ ଯୁକ୍ତି-ତର୍କ ହେଉଥିବା ମଧ୍ୟ ଦେଖିବା କୁ ମିଳିଛି। ପୋଷ୍ଟରେ ଦାବି […]

Continue Reading

ବୁଣାକାରଙ୍କ ଆତ୍ମହତ୍ୟା ଘଟଣା ବାରାଣାସୀରେ ନୁହେଁ ବରଂ ବେଙ୍ଗାଲୁରୁରେ ଘଟିଛି।

କୋରୋନା ସଂକ୍ରମଣ ପାଇଁ ଦେଶରେ ହୋଇଥିବା ଲକଡାଉନ କାରଣରୁ ଅର୍ଥନିତି କମିବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଆଲୋଚନା ମଧ୍ୟ କରାଯାଉଛି। ଏଥିମଧ୍ୟରେ ଚାଷି ଆତ୍ମହତ୍ୟା ଖବରତ ସାମ୍ନାକୁ ଆସୁଥିଲା, ଏବେ କିନ୍ତୁ ଚାଷି ପରି ଅନ୍ୟ ବ୍ୟବସାୟକାରିଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବାରେ ଲାଗିଛି। 27 ଜୁଲାଇରେ Baalia Baba ନାମକ ଏକ ଫେସବୁକ ପେଜରେ  ଏକ ବୁଣାକାର ଆତ୍ମହତ୍ୟା ଖବର ଭାଇରାଲ ହେଉଛି। ଭାଇରାଲ ପୋଷ୍ଟରେ ଜଣେ ବୁଣାକାର ଆତ୍ମହତ୍ୟା କରିଥିବାର […]

Continue Reading

କ’ଣ ମନମୋହନ ସିଂହଙ୍କ ଜନ୍ମଦିନ ଦିବସ ରେ ରାହୁଲ ଗାନ୍ଧୀ ତାଙ୍କୁ କେକ୍ କାଟିବାର ଅବସର ନ ଦେଇ ନିଜେ କେକ୍ କାଟୁଛନ୍ତି? ଜାଣନ୍ତୁ ସତ୍ୟ।

କଂଗ୍ରେସ ଶାସନକାଳରେ ସେ ସମୟ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରତି କଂଗ୍ରେସ ପାର୍ଟିର ବ୍ୟବହାର ଖୁବ ଚର୍ଚାରେ ଥିଲା। ଚର୍ଚା କିଛି ଏପରି ଥିଲା ଯେ ଯଦିଓ ପ୍ରଧାନମନ୍ତ୍ରୀ ମନମୋହନସିଂହ ଥିଲେ କିନ୍ତୁ ତାଙ୍କୁ ସେ ସବୁ କରିବା ପାଇଁ ବାଧ୍ୟ ହେବା କୁ ପଡ଼ୁଥିଲା ଯେଉଁଟା ସୋନିୟା ଗାନ୍ଧୀ ବା ରାହୁଲ ଗାନ୍ଧୀ ଚାହୁଁ ଥିଲେ। ବର୍ତମାନ ମଧ୍ୟ କିଛି ଲୋକେ ଏହି କଥା କୁ ବିଶ୍ଵାସ କରୁଛନ୍ତି। 2 ଅଗଷ୍ଟରେ ଜଣେ ଫେସବୁକ ୟୁଜର […]

Continue Reading

ହାଇଦ୍ରାବାଦ ମନ୍ଦିର ଭିଡିଓକୁ ରାମ ମନ୍ଦିର ଭୁମି ପୂଜନ ପାଇଁ ପେଣ୍ଡାଲ ସଜା ଯାଉଥିବା ଦାବିରେ ଭାଇରାଲ ହେଉଛି ।

5 ଅଗଷ୍ଟରେ ଅଯୋଧ୍ୟାରେ ହେବାକୁ ଯାଉଥିବା ରାମ ମନ୍ଦିର ଭୂମି ପୂଜନ ପାଇଁ ପ୍ରସ୍ତୁତି ଜୋରଦାର ଲାଗି ରହିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ରାମ ମନ୍ଦିର ଭୂମି ପୂଜନକୁ ନେଇ କିଛି ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। 1 ଅଗଷ୍ଟରେ Bikram Keshori Behera ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଏକ ମନ୍ଦିରକୁ ଅତି ସୁନ୍ଦର ଭାବେ ସଜା ଜାଇଛି। ପୋଷ୍ଟରେ ଦାବି […]

Continue Reading

କ’ଣ ଉତ୍ତରପ୍ରଦେଶ ସ୍ଥିତ ଗର୍ଗ ହସ୍ପିଟାଲରେ କୋରୋନା ରୋଗୀଙ୍କର କିଡନୀ ବିକ୍ରି କରୁଛନ୍ତି ଡାକ୍ତର ମାନେ? ଜାଣନ୍ତୁ ସତ୍ୟ।

୩୧ ଜୁଲାଇ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ କୋରୋନା ସମୟରେ ଉତ୍ତରପ୍ରଦେଶର ମୁଜାଫରନଗର ସ୍ତିତ ଗର୍ଗ ହସ୍ପିଟାଲର ଡାକ୍ତର ମାନେ ଗୋଟିଏ କୋରୋନା ରୋଗୀର କିଡନୀ କାଢି ବିକ୍ରି କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ହାତରେ ଧାରା ପଡ଼ିଥିଲେ।  Facebook | Archive ଏହି ପୋଷ୍ଟ ଟୁଇଟରରେ ମଧ୍ୟ ଭାଇରାଲ ହେଇଛି। Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାରେ ପ୍ରଥମେ […]

Continue Reading

ଆକାଶରେ ରାଫେଲ ଜେଟରେ ଇନ୍ଧନ ଭର୍ତ୍ତି କରାଯାଉଥିବା ଦାବିରେ ଭାଇରାଲ ହେଉଥିବା ଭିଡିଓ ବ୍ରାଜିଲର ଅଟେ ।

ଫ୍ରାନ୍ସରେ ବନିଥିବା ରାଫେଲ ବିମାନ ଭାରତ ପହଁଚି ସାରିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଏବଂ ଆଲୋଚନା କରାଯାଉଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ଭାରତ ଆସିଥିବା ରାଫେଲ ଜେଟରେ ଇନ୍ଧନ ଭର୍ତ୍ତି କରାଯାଉଥିବାର ଭିଡିଓ ଅଟେ। 30 ଜୁଲାଇରେ OTV English ଓଡ଼ିଆ ନ୍ୟୁଜ ଚ୍ୟାନେଲର ଫେସବୁକ ପେଜରେ ଭାଇରାଲ ଭିଡିଓର ପୋଷ୍ଟ ମିଳିଲା। ପୋଷ୍ଟରେ ଦାବି କରାଯାଇଛି ଯେ, Mid […]

Continue Reading

କର୍ଣ୍ଣାଟକରେ ବିଜେପି କର୍ମୀ ପାକିସ୍ତାନୀ ପତାକା ଉଡାଇ ଧରାପଡିଥିବା ଦାବି ମିଥ୍ୟା ଅଟେ।

17 ଜୁଲାଇରେ Amar Ravan ନାମକ ଜଣେ ଫେସବୁକ ଆକାଉଣ୍ଟରେ ଜଣେ ବ୍ୟକ୍ତିଙ୍କ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ଏହା ବ୍ୟକ୍ତି କର୍ଣ୍ଣାଟକରେ ବୁର୍ଖା ପିନ୍ଧି ପାକିସ୍ତାନ ପତକା ଉଡାଉ ଥିଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକଜୁ ଅନେକଥର ସେୟାର କରାଯାଇଛି। ପୋଷ୍ଟରେ ବ୍ୟକ୍ତିର ଫେସବୁକ ପେଜ ଫୋଟୋ ପୋଷ୍ଟ କରାଯାଇଛି। ଯୋଉଁଥିରେ ଦାବି କରାଯାଇଛି ଯେ, ବ୍ୟକ୍ତି ବିଜେପି କର୍ମି ଅଟେ। ବ୍ୟକ୍ତିର ନାମ Siddu Paragond ଅଟେ। ତେଳେ ପୋଷ୍ଟର ଲିଙ୍କ […]

Continue Reading

କ’ଣ ମେକ୍ ଇନ ଇଣ୍ଡିଆ ଅନ୍ତର୍ଗତ ମୋଦୀ ସରକାର ୯୯୯ ଟଙ୍କାରେ ୩ ଟି ଖଦି ମାସ୍କ ବିକୁଛନ୍ତି? ଜାଣନ୍ତୁ ସତ୍ୟ।

୨୪ ଜୁଲାଇ ରେ ଜଣେ ଫେସବୁକ ୟୁଜର ସାରେ ଜାହାନ ସେ ଅଛା ହିନ୍ଦୁସ୍ତାନ ହମାରା ନାମକ ଫକେବୂକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି। ଏହି ଫୋଟୋ ଖଦି ମାସ୍କର ବିଜ୍ଞାପନ ଅଟେ। ୩ ଟି ମାସ୍କର ଦାମ ୯୯୯ ଟଙ୍କା ବୋଲି ଲେଖା ଯାଇଅଛି। ଏହି ପୋଷ୍ଟର ବିଜ୍ଞାପନ ରେ ମୋଦୀ ଜି ଏବଂ ମେକ୍ ଇନ ଇଣ୍ଡିଆ ଲେଖା ଯାଇଥିବା ମଧ୍ୟ ଦେଖିବା କୁ ମିଳିଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି […]

Continue Reading

କ’ଣ ନିଜ ହଜି ଯାଇଥିବା ଝିଅର ରିପୋର୍ଟ ଦାଖଲ କରି ଆସିଥିବା ମହିଳା ସହିତ ପୋଲିସ ଏପରି ଦୁର୍ବ୍ୟବହାର କରିଛି? ଜାଣନ୍ତୁ ସତ୍ୟ।

୨୫ ଜୁଲାଇ ରେ ଜଣେ ଫେସବୁକ ୟୁଜର ଓଡ଼ିଆ ସ୍କ୍ରାପ ନାମକ ଫେସବୁକ ଗ୍ରୁପରେ ନ୍ୟୁଜ ୧୮ ଚ୍ୟାନାଲ ଦ୍ଵାରା ପ୍ରସାରିତ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଭିଡିଓରେ ଦେଖା ଯାଉଥିବା ମହିଳା ଜଣକ ନିଜ ହଜି ଯାଇଥିବା ଝିଅର ରିପୋର୍ଟ ଦାଖଲ କରିବା ପାଇଁ ପୋଲିସ ଥାନା ଆସିଥିବା ସମୟରେ ପୋଲିସ କର୍ମଚାରୀ ତାଙ୍କ ସାହି ଏପରି ଦୁର୍ବ୍ୟବହାର କରିଲେ।  Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି […]

Continue Reading

କ’ଣ କୋରୋନା ସମୟରେ ନବୀନ ପଟନାୟକ କାଳିଆ ଯୋଜନା ଅନ୍ତର୍ଗତ ସମସ୍ତ ଚାଷୀ ମାନଙ୍କୁ ମିଳିଥିବା ଟଙ୍କା ଫେରସ୍ତ କରିବା ପାଇଁ କହିଛନ୍ତି? ଜାଣନ୍ତୁ ସତ୍ୟ।

ଆର୍ଥିକ ସାହାଜ୍ଯତା ଦେବା ପାଇଁ ନବୀନ ସରକାର କଳିୟା ଯୋଜନା ଅନ୍ତର୍ଗତ ରାଜ୍ୟର ଚାଷୀଙ୍କୁ ପ୍ରତ୍ଯେକ ବର୍ଷ 10000 ଟଙ୍କା ଦେବା ନିଷ୍ପତ୍ତି ନେଇ ଥିଲେ। ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ସ୍ତରରେ ଚାଷୀଙ୍କୁ ପଇସା ଦିଆ ଯାଇଥିଲା। ରାଜ୍ୟରେ କୋରୋନା ପାଇଁ ଆର୍ଥିକ ସ୍ଥିତି ଦୁର୍ବଳ ପଡ଼ିଥିବାରୁ ବର୍ତମାନ ଏପରି ଖବର ସାମନା କୁ ଆସିଛି ଯେ ନବୀନ ସରକାର କାଳିଆ ଯୋଜନା ଅନ୍ତର୍ଗତ, ଚାଷୀ ମାନଙ୍କୁ  ଦିଆ ଯାଇଥିବା ପଇସା ଫେରସ୍ତ କରିବା ପାଇଁ […]

Continue Reading

ରାମନାଥ ସିଂ ରାଫେଲ ପରିଦର୍ଶରେ ପହଞ୍ଚିଥିବା ଫୋଟୋ 2019ର ଅଟେ।

29 ଜୁଲାଇରେ ଭାରତ ରାଫେଲ ପହଞ୍ଚିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଭରତରେ ରାଫେଲ ପହଞ୍ଚିଲା ପରେ ରାଜନାଥ ସିଂ ରାଫଲ ପରିଦର୍ଶନ କରିଥିବାର ଫୋଟୋ ଅଟେ। Subrajeet Dash ନାମକତ ଜଣେ ଫେସବୁକ ୟୁଜର ତାଙ୍କ ଆକାଇଣ୍ଟରେ ଏହା ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଭାରତରେ ପହଞ୍ଚିଲା ରାଫେଲ ବିମାନ। ରାଫେଲ ବିମାନ ପରିଦର୍ଶନ କଲେ ମାନନୀୟ ପ୍ରତିରକ୍ଷା […]

Continue Reading

କ’ଣ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ଏହି ମୁଦ୍ରା ଜନସାଧାରଣ ଲୋକଙ୍କ ବ୍ୟବହାର ପାଇଁ ବାହାର କରିକି? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ୱ୍ହାତ୍ସଏପ୍ ମାଧ୍ୟମରୁ ଆମକୁ କିଛି ମୁଦ୍ରା ଏବଂ ଟଙ୍କା ଫୋଟୋର ଫେକ୍ଟ ଚେକ କରିବା ପାଇଁ ଅନୁରୋଧ ଆସିଲା। ଏହି ମୁଦ୍ରାର ସଂଖ୍ୟା ୬୦ ଟଙ୍କା ରୁ ନେଇ ୧୦୦୦ ଟଙ୍କା ତକ ଥିବା ଦେଖିବା କୁ ପାଇଲୁ। ଏହା ପରି ଆମକୁ କିଛି ସବୁଜ ରଙ୍ଗ ନୋଟ୍ ମଧ୍ୟ ଦେଖିବା କୁ ମିଳିଲା ଯାହାର ସଂଖ୍ୟା ୨ ଟଙ୍କା ରୁ ନେଇ ୩୫୦ ଟଙ୍କା ପର୍ଯ୍ୟନ୍ତ ଅଛି।  Archive ତଳେ ଆମେ […]

Continue Reading

ରାମ ମନ୍ଦିର ଭୁମି ପୂଜନ ପାଇଁ ଅଯୋଧ୍ୟାକୁ ଗେରୁଆ ରଙ୍ଗରେ ସଜାଯାଇଛି କି?

5 ଅଗଷ୍ଟରେ ଅଯୋଧ୍ୟାରେ ପୂଜା ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବଡ ଚେହେରା ପହଞ୍ଚିବେ।  ଏହି ଇତିହାସିକ ଦିନ ପାଇଁ ଅଯୋଧ୍ୟାକୁ ମଧ୍ୟ ସଜାଯାଇଛି।  ସୋସିଆଲ ମିଡିଆରେ କିଛି ଫୋଟୋ ବହୁତ ଭାଇରାଲ ହେବାରେ ଲାଗିଛି।  ଘର ଗୁଡିକୁ  ଗେରୁଆ ରଙ୍ଗରେ ଆଙ୍କାଯାଇଥିବା କିଛି ଫୋଟୋ ଭାଇରାଲ ହେଉଛି।  ଯେଉଁଥିରେ ହିନ୍ଦୁ ଦେବତାମାନଙ୍କର ଚିତ୍ର ଅଙ୍କା ଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଏହି ଫୋଟୋଗୁଡ଼ିକ ଅଯୋଧ୍ୟାର ଅଟେ, ଯାହା […]

Continue Reading

ରାମ ମନ୍ଦିର ଭୂମିପୂଜନ ଖୁସିରେ ମୁସ୍ଲିମ ମହିଳାମାନେ ରାକ୍ଷୀ ଏବଂ ହାତରେ ବିଜେପି ଚିହ୍ନ କରିଛନ୍ତି ?

ରାମ ମନ୍ଦିର ନିର୍ମାଣ ନେଇ ଦେଶରେ ଉତ୍ସାହ ଲାଗି ରହିଛି। କୋରୋନା ସଂକ୍ରମଣ ସଂଙ୍କଟ ମଧ୍ୟରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଲୋକଙ୍କ ସାନ୍ତତ୍ୱନା ଦେଉଛି ଯେ, ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭର ପରେ ଦେଶରେ କୋରୋା ସଂକ୍ରମଣ ସଂଖ୍ୟା କମିବାରେ ଲାଗିବ। ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଦେବାରେ ଲଗିଛନ୍ତି।  ଏଥମଧ୍ୟରେ ସୋସିଆଲ ମିଡିଆରେ ମୁସ୍ଲିମ ମହିଳାଙ୍କ କିଛି ଫୋଟୋ ଭାଇରାଲ ହେଉଛି, […]

Continue Reading

କ’ଣ ଭୁବନେଶ୍ବର ର ମାଞ୍ଚେଶ୍ଵର ଅଞ୍ଚଳରେ ସ୍ଥାପିତ ରିଶତା ଅଟା କାରଖାରେ କୋରୋନା ରୋଗୀ ଚିହ୍ନଟ ହେଇଛନ୍ତି? ଜାଣନ୍ତୁ ସତ୍ୟ।

୨୫ ଉଲାଇ ରେ ୱ୍ହାତ୍ସ ଏପ୍ ମାଧ୍ୟମରୁ ଆମକୁ ଗୋଟିଏ ପୋଷ୍ଟ ଇଶୟରେ ସତ୍ୟ ଯାଞ୍ଚ କରିବାର ଅନୁରୋଧ ଆସିଲା। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଭୁବନେଶ୍ବର ର ମାଞ୍ଚେଶ୍ଵର ଅଞ୍ଚଳ ରେ ସ୍ଥାପିତ ରିଶତା ଅଟା କାରଖାନା ରେ ପାଖାପାଖି ୬୯ କର୍ମଚାରୀ କୋରୋନା ଚିହ୍ନଟ ବାହାରିଛନ୍ତି। ଏହି କାରଣରୁ ଲୋକଙ୍କୁ ରିଶତା ଅଟା ବା ରିଶତାର ଅନ୍ୟ ଉତ୍ପାଦ ନଖାଇବା ପାଇଁ ଅନୁରୋଧ କରା ଯାଇଅଛି।  Archive ଆମ ଅନୁସନ୍ଧାନ:  ଆମ […]

Continue Reading

ଜୁଲାଇ ମାସରେ ଆସାମରେ ହୋଇଥିବା ବନ୍ୟା ପାଇଁ ଅକ୍ଷୟ କୁମାର 2 କୋଟି ଟଙ୍କା ଦାନ କରିଥିବା ଖବର ମିଥ୍ୟା ଅଟେ।

ଦେଶରେ କୌଣସି ବିପଦ ଆସିଲେ ଅକ୍ଷୟ କୁମାର ସଦାବେଳେ ଚର୍ଚ୍ଚାରେ ଥାନ୍ତି। ପୁଲବାମା ହାମଲା , ଚେନ୍ନାଇ ବନ୍ୟା କିମ୍ବା କୋରୋନା ସଂକ୍ରମଣ ସୟରେ ହଉ। ଏବେ ଆସାମ ବତ୍ୟା ପରଠାରୁ ସୋସିଆଲ ମିଡିଆରେ ଅକ୍ଷୟ କୁମାର ପୁଣି ଚର୍ଚ୍ଚାରେ ଅଛନ୍ତି। ଦାବି କରାଯାଉଛି, ଅକ୍ଷୟ କୁମାର ଆସାମ ବନ୍ୟା ପାଇଁ 2 କୋଟି ଟଙ୍କା ଆସାମକୁ ସାହାଯ୍ୟ ଦେଲେ। Partha sarathi lenka ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଅକ୍ଷୟ କୁମାରଙ୍କ ଫୋଟୋ […]

Continue Reading

ଏହା ଅଯୋଧ୍ୟା ରାମ ମନ୍ଦିରର ପ୍ରସ୍ତାବିତ ଡିଜାଇନ୍ ଫୋଟୋ କି?

5 ଅଗଷ୍ଟରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ଭୂମି ପୂଜନ ହେବ। ଏଥି ପାଇଁ ଜୋରଦାର ପ୍ରସ୍ତୁତି ଲାଗି ରହିଛି। ରାମ ମନ୍ଦିର ନିର୍ମାଣ ପାଇଁ ଦେଶରେ ଆଗରୁ ଅନେକ ଉତ୍ସାହ ଲାଗି ରହିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ରାମ ମନ୍ଦିରର ପ୍ରସ୍ତୁତି ଡିଜାଇନ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  Singh Mukti ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ମନ୍ଦିର ଫୋଟୋ ପୋଷ୍ଟ […]

Continue Reading

ନିର୍ଭୟାକୁ ନ୍ୟାୟ ଦେଇଥିବା ଓକିଲ ସୀମା ସମ୍ରିଧୀ ଏବେ ସୁଶାନ୍ତ ସିଂ ହତ୍ୟା ମାମଲା ଲଢ଼ିବେ ?

ସୂଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଆଲୋଚନାର ଲାଗି ରହିଛି । କିଛି ଫିଲ୍ମସ୍ଟାରଙ୍କୁ ତାଙ୍କ ମୃତ୍ୟୁର କାରଣ ବୋଲି କୁହା ଯାଉଛି ତ କେବେ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ନୁହେଁ ହତ୍ୟା ଘଟଣା ବୋଲି କୁହାଯାଉଛି। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ସିବିଆଇ ଜାଞ୍ଚ କରିବା ପାଇଁ ଦାବି କରୁଛନ୍ତି। ଏଥିମଧ୍ୟରେ ଅନ୍ୟ ଏକ ଖବର ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ, ନିର୍ଭୟା କେସ ଲଢିଥିବା ଓକିଲ ଏବେ […]

Continue Reading

କ’ଣ ବନ୍ଦ ପାଣି ରୁ ବିଦ୍ୟୁତ ଉତ୍ପାଦନ କରିଲା ପରେ ସେହି ପାଣି ଖେତରେ ଯାଇ ଲାଭଜଣକ ହୁଏ ନାହିଁ ବୋଲି ଅଶୋକ ଗେହ୍ଲୋଟ କହିଛନ୍ତି? ଜାଣନ୍ତୁ ସତ୍ୟ।

୨୩ ଜୁଲାଇ ରେ ଜେନ ଫେସବୁକ ୟୁଜର ଓଡ଼ିଶା ଖବର ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ଦାବି କରିଛନ୍ତି ଯେ କଂଗ୍ରେସ ନେତା ଅଶୋକ ଗେହ୍ଲୋଟ ଏହି ୧୬ ସେକେଣ୍ଡ ଭିଡିଓରେ କହୁଛନ୍ତି ଯେ ଗୋଟିଏ ବନ୍ଦ ବନା ହେଉଛି ଆଉ ସେଇ ବନ୍ଧ ପାଣି ରୁ ବିଦ୍ୟୁତ ଉତ୍ପାଦନ କରା ଜୀବ। ଯେତେବେଳେ ପାଣିରୁ ସବୁ ବିଦ୍ୟୁତ ବାହାରି ଜୀବ ଆଉ ଯେତେ ବେଳେ ଏହି ପାଣି […]

Continue Reading

ଅମିତାଭ ବଚ୍ଚନଙ୍କ କୋରୋନା ସଂକ୍ରମଣ ରିପୋର୍ଟ ନେଗେଟିଭ ଆସିଥିବା ଖବର ମିଥ୍ୟା ଅଟେ।

11 ଜୁଲାଇରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ବହୁ ସମେତ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏବଂ ତାଙ୍କର ନାନବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।  ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନି ଯାଇଥିଲା। ଏବେ ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ଖବର ଭାଇରାଲ ହେଉଛି।  News7 ଖବର ପେଜରେ 23 ଜୁଲାଇରେ ଏହି ଖବର ପ୍ରକାଶିତ କରାଯାଇଛି। ଏବଂ ଦାବି କରାଯାଇଛି ଯେ, […]

Continue Reading

ଅମୁଲ ବିଜ୍ଞାପନ ନାମରେ ଭାଇରାଲ ହେଉଥିବା ବିଜ୍ଞାପନ ପୋଷ୍ଟର ମିଥ୍ୟା ଅଟେ।

21 ଜୁଲାଇରେ Kapilash Gupta ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଅମୁଲର ଏକ ବିଜ୍ଞାପନ ସେୟାର କରିଛନ୍ତି। ପୋଷ୍ଟ କରାଯାଇଥିବା ବିଜ୍ଞାପନରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଉପେର ପରିହାସ କରାଯାଇଛି। ବିଜ୍ଞାପନରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ସହ ଗାନ୍ଧୀ ପରିବାର ଦେଶକୁ ଧୀରେ ଧୀରେ ନଷ୍ଟ କରୁଥିବା ନେଇ ଚିତ୍ର ଅଙ୍କା ଯାଇଛି। ପୋଷ୍ଟରେ ଲେଥା ଯାଇଛି  “ଜେଜେବାପା ଖାଇଲେ, ଜେଜେମା ଖାଇଲେ, ବାପା ଖାଇଲେ, ମା ଖାଇଲେ, […]

Continue Reading

ନେପାଲ ପ୍ରଧାନମନ୍ତ୍ରୀ ନାମରେ ଭାଇରାଲ ହେଉଥିବା ଟ୍ୱିଟ ମିଥ୍ୟା ଅଟେ।

23 ଜୁଲାଇରେ Dekh bhai odia trolls ନାମକ ଏକ ଫେସବୁକ ପେଜରେ ନେପାଳର ପ୍ରଧାନମନ୍ତ୍ରୀ K P Sharma Oliର ଏକ ଟ୍ୱିଟ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭୁବନେଶ୍ୱରରେଥିବା ପାଲ ହାଇଟ୍ସ ( PAL HEIGHTS) ପ୍ରକୃତରେ ନେପାଲ ହାଇଟ୍ସ (NEPAL HEIGHTS) ଅଟେ। ପୋଷ୍ଟରେ ନେପାଳ ପ୍ରଧାନମ୍ନତ୍ରୀ ଓଲିଙ୍କର ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ଲାଗିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 153ଥର […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ଏହି ବର୍ଷ ଆସାମ ରେ ଆସିଥିବା ବନ୍ୟାର ଅଟେ? ଜାଣନ୍ତୁ ସତ୍ୟ।

୨୨ ଜୁଲାଇ ରେ ଜଣେ ଫେସବୁକ ୟୁଜର ଓଡ଼ିଆ ଭାରି ବଢିୟା ନାମକ ଫେସବୁକ ଗ୍ରୁପ ରେ କିଛି ଫୋଟୋ ପୋଷ୍ଟ କରି ଦାବି କାରୋଛନ୍ତି ଯେ ଏହି ଫୋଟୋ ଗୁଡ଼ିକ ଏହି ବର୍ଷ ଆସାମ ରେ ଆସିଥିବା ବନ୍ୟାର ଫୋଟୋ ଅଟେ। ଏହି ପୋଷ୍ଟରେ କୁହା ଯାଇଅଛି ଯେ କିଛି ଲୋକେ ବନ୍ୟା ଜଳରୁ ଅଳ୍ପ କିଛି ଚାଷରୁ ଅମଳ ଧାନ, ଘରୋଇ ସାମଗ୍ରୀ ଏବଂ ଗୃହ ପାଳିତ ପଶୁଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ […]

Continue Reading

ବିହାର ସିୱାନ ସଦର ହସ୍ପିଟାଲ ବାହାରେ ପଡିଥିବା ମହିଳା କୋରୋନା ରୋଗୀ ନୁହଁନ୍ତି।

କୋରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ଅନେକ ଖବର ଏପରି ସାମ୍ନାକୁ ଆସୁଛି ଯେ, ଜାହାର ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଏବଂ ଆଲୋଚନା କରାଯାଉଛି। ସୋସିଆଳ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେ, ବିହାର ରାଜ୍ୟର ସିୱାନ ସଦର ହସ୍ପିଟାଲ ବାହାରେ ଏକ ମହିଳା ରୋଗୀ ଜରୁରୀକାଳୀନ ୱାର୍ଡ ସମ୍ମୁଖରେ ପଡ଼ିଯାଇଥିଲେ। ମହିଳାକୁ କୋରୋନା ହୋଇଥିବା ନେଇ ଦାବି କରାଯାଉଛି। ସକାଳ ଲଗାତାର ବର୍ଷା ହେଉଥିଲା ଏବଂ ମହିଳା ହସ୍ପିଟାଲ ବାହାରେ […]

Continue Reading

କ’ଣ ଆଣ୍ଠୁଏ ବର୍ଷା ପାଣିରେ ସମ୍ବିତ ପାତ୍ରଙ୍କ ଚାଲୁ ଥିବା ଏହି ଫୋଟୋ ଭୁବନେଶ୍ବର ସହର ର ଅଟେ? ଜାଣନ୍ତୁ ସତ୍ୟ।

୨୧ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା  ନାମକ ଫେସବୁକ ଗ୍ରୁପରେ ସମ୍ବିତ ପାତ୍ରଙ୍କର ଆଣ୍ଠୁଏ ବର୍ଷା ପାଣି ରେ ଚାଲୁ ଥିବା ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ ଏହା ଭୁବନେଶ୍ବର ର ଘଟଣା ଅଟେ। ଏହି ଫୋଟୋରେ ଆମେକୁ ଦେଖିବା କୁ ମିଳିଛି ଯେ ସମ୍ବିତ ପାତ୍ର ଜଣେ ବ୍ୟକ୍ତିଙ୍କ ସହିତ ବର୍ଷା ପାଣିରେ ଚାଲୁଛନ୍ତି। ସେ ଗୋଟିଏ ହାତରେ ଛତା ଏବଂ ଆଣି ହାତରେ ନିଜ ଜୋଟା […]

Continue Reading

କୋରୋନା ର pH ସ୍ତର କେତେ ଅଟେ? କ’ଣ କ୍ଷାର ଖାଦ୍ୟ ସେବନ କରିଲେ କୋରୋନା ନଷ୍ଟ ହେଇଥାଏ? ଆସନ୍ତୁ ସତ୍ୟ କଣ ଜାଣିବା।

କୋରୋନା ନେଇ ଲୋକଙ୍କ ମଧ୍ୟରେ ସଚେତନା ନ ବଢେଇ ସୋସିଆଲ ମିଡିଆରେ କୋରୋନା ବିଷୟରେ ଅନେକ ଗୁଜବ ଭାଇରାଲ କରା ଯାଉଅଛି। ଏହା ମଧ୍ୟରୁ ଆମେ ଦେଖିବା କୁ ପାଇଛୁ ଯେ କିଛି ପୋଷ୍ଟ ଘରେ ତିୟାରି ପ୍ରତିକାର କୁ ନେଇ ଅନେକ ମେସେଜ ଭାଇରାଲ କରା ଯାଉଅଛି। ଏପରି ଗୋଟିଏ ପୋଷ୍ଟ ଆମ ସାମନା କୁ ଆସିଛି ଯେଉଁ ଥିରେ ଦାବି କରା ଯାଇଅଛି ଯେ କ୍ଷାର ଖାଦ୍ୟ ସେବନ କରିଲେ କୋରୋନା ନଷ୍ଟ ହୋଇଥାଏ। […]

Continue Reading

ଆସାମ ବନ୍ୟାରେ ଏହି ବାଳକ ଏକ ହରିଣକୁ ଉଦ୍ଧାର କରିଥିଲା କି?

ଆସାମରେ ବାତ୍ୟା କାରଣରୁ ଚିନ୍ତା ବଢ଼ିବାରେ ଲାଗିଛି। କୋରୋନା ସଂକ୍ରମଣ ଦାଉରୁ ରକ୍ଷା ମିଳିନଥିବା ବେଳେ ଆସାମ ଉପରେ ବାତ୍ୟାର ପ୍ରଭାବ  ସମସ୍ୟା ବଢ଼ାଉଛି। ସୋସିଆଲ ମିଡିଆରେ ଆସାମ ବାତ୍ୟାର କିଛି ଫୋଟୋ ଭାଇରାଲ ହେଉଛି। 20 ଜୁଲାଇରେ  ସେବା ଫାଉଣ୍ଡେସନ୍ ଦ୍ୱିତୀୟ ଖାତା ନାମକ ଏକ ଫେସବୁକ ପେଜ ଆକାଉଣ୍ଟରେ ଆସାମ ବତ୍ୟାର କିଛି ଫୋଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ଜଣେ ପିଲା ପାଣି ଭିତରୁ ହରିଣକୁ ବଞ୍ଚାଇ ବାହାରକୁ ଆଣୁଛି। ଫୋଟୋରେ ଦାବି କରାଯାଇଛି […]

Continue Reading

କ’ଣ ରାସ୍ତା ରେ ଚାଲୁ ଥିବା ବାଘର ଭିଡିଓ ସମ୍ବଲପୁର – ବୁର୍ଲା ରାଜପଥ ଘଟଣା? ଜାଣନ୍ତୁ ସତ୍ୟ।

୧୭ ଜୁଲାଇ ରେ ୱ୍ହାତ୍ସ ଏପ୍ ମାଧ୍ୟମରେ ଆମକୁ ଗୋଟିଏ ଭିଡିଓର ଅନୁସନ୍ଧାନ କରିବା ପାଇଁ ନିବେଦନ କରା ଯାଇଅଛି। ଏହି ଭିଡିଓରେ ଗୋଟିଏ ବାଘ ରାସ୍ତାର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଆରାମ ସେ ଚାଲି ଚାଲି ଯାଉଥିବା ଦେଖିବା କୁ ମିଳିଛି। ରାତ୍ରିର ଏହି ସମୟରେ କିଛି ଲୋକ ଏହି ବାଘର ଭିଡିଓ ଉଠେଇଛନ୍ତି। ଏହା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଦେଖିବା କୁ ମିଳିଛି।  Archive ଏହି […]

Continue Reading

ବିହାର ସରକାର ସତ୍ତର ଘାଟ ବ୍ରିଜ ଭାଙ୍ଗି ଯାଇଥିବା ଦାବିକୁ ଖଣ୍ଡନ କରିଛି।

ଜୁନ 16 ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୋପାଳଗଞ୍ଜ ଜିଲ୍ଲାର ଗାନ୍ଧକ ନଦୀରେ ରାମଜାନକି ପଥ ନାମରେ ଜଣାଶୁଣା ସତ୍ତରଘାଟ ବ୍ରିଜ ଉଦଘାଟନ କରିଥିଲେ। ତେବେ ଉଦଘାଟନ ହେବାର ମାତ୍ର 29 ଦିନ ପରେ ଏହି ବ୍ରିଜ ଭାଙ୍ଗି ଯାଇଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରବଳ ବର୍ଷା କାରଣରୁ ଗଣ୍ଡକ ନଦୀ କୂଳରେ ଥିବା ବ୍ରିଜର ଏକ ଅଂଶ ଭୁଶୁଡି ପଡିଛି। 16 ଜୁଲାଇରେ Baalia […]

Continue Reading

କ’ଣ ମଦ ସେବନ କରିଲେ କୋରୋନା ଭୂତାଣୁ ନଷ୍ଟ ହୋଇଥାଏ? କ’ଣ ବର୍ତମାନ ବଜାରରେ ମଦ ବୋତଲ ରେ ଏନ୍ଟି କୋରୋନା ଲେଖା ହେଇଥିବା ମିଳୁଛି? ଜାଣନ୍ତୁ ସତ୍ୟ।

ବିଶ୍ଵରେ କୋରୋନା ବ୍ୟାପିବା ପରେ ଏହା କୁ ନେଇ ଅନେକ ଗୁଜବ ସୃଷ୍ଟି ହେଇଛି। ଏହା କୁ ନେଇ ଲୋକେ ସୋସିଆଲ ମିଡିଆ ରେ ନିଜ ମତ ଏବଂ ପରାମର୍ଶ ଦେଇଥିବା ଦେଖିବା କୁ ମଧ୍ୟ ମିଳିଛି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ପରି ଅନେକ ଗୁଜବ ଯେଉଁଟା ସୋସିଆଲ ମିଡିଆରେ ଭାଇରାଲ ହେଇଛି ତାହା ବୁସେରେ ସତ୍ୟ ଲୋକଙ୍କ ସାମନା କୁ ଆଣିଛି। ୧୪ ଜୁଲାଇ ୨୦୨୦ ରେ ଜଣେ ବ୍ୟକ୍ତି ଶରେଛାତ ଏପ୍ ରେ […]

Continue Reading

କ’ଣ ଭାରତରେ ପ୍ରଥମଥର ପାଇଁ ଏହି ହଳଦିଆ ବେଙ୍ଗ ଦେଖା ଯାଇଛନ୍ତି ?କଣ ଏହା ବିଷାକ୍ତ ଅଟନ୍ତି ?

କୋରୋନା ପରେ ଦେଶରେ ଅନେକ ଅସାଧାରଣ ଜିନିଷ ଦେଖିବାକୁ ମିଳୁଛି। କେବେ ପଙ୍ଗପାଳ ତ କେବେ ଅନ୍ୟ କିଛି। ଏହାକୁ ଲୋକମାନେ ଅଶୁଭ ସଂଙ୍କେତ ଭାବେ ଗ୍ରହଣ କରୁଛନ୍ତି। ସେହି ପରି କିଛି ଦିନ ପୂର୍ବେ ମଧ୍ୟପ୍ରଦେଶରେ ହଳଦିଆ ବେଙ୍ଗ ଦେଖା ଯିବା ପରେ ଲୋକଙ୍କ ମନରେ ଭୟ ବିଢ଼ି ଯାଇଛି। ଏହା ଛଡ଼ା ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। 15 ଜୁଲାଇରେ Singh mukti ନାମକ ଜଣେ ଫସବୁକ ୟୁଜର ତାଙ୍କ […]

Continue Reading

କ’ଣ ଭାରତର ପ୍ରଥମ ପ୍ଲାଜମା ବ୍ୟାଙ୍କ ନବୀନ ସରକାର ଓଡ଼ିଶାରେ ସ୍ଥାପିତ କରିଲେ? ଜାଣନ୍ତୁ ସତ୍ୟ।

କୋରୋନା ଭାଇରସ ଟୀକା ଆବିଷ୍କାର କରିବା ପାଇଁ ଅନେକ ଦେଶ ଅନୁସନ୍ଧାନ କରୁଛନ୍ତି। କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କୌଣସି ଟୀକା ସମ୍ପୂର୍ଣ ଭାବେ ସଫଳ ହେଇ ନାହିଁ। ଏହି ସମୟରେ ପ୍ଲାଜମା ଥେରାପି ନାମକ ଗୋଟିଏ ଚିକିତ୍ସା ପ୍ରଣାଲି ସାମନା କୁ ଆସିଛି। ଗତ କାଲୀ ୧୬ ଜୁନରେ ଜେନ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରିଚନ୍ତି। ଏହି ଭିଡିଓରେ କୁହା ଯାଇ ଅଛି ଯେ ପ୍ଲାଜମା ଥେରାପି ସାହାଯ୍ୟରେ କୋରୋନା ରୋଗୀଙ୍କୁ ମୃତ୍ୟୁରେ ବଞ୍ଚାଇବା […]

Continue Reading

କ’ଣ ଅରକୃତର ରେ ଏହି ଶିଶୁର ତିନୋଟି ଆଖି ଅଛି? କ’ଣ ଏହୋ ଶିଶୁର ଜନ୍ମ ଛତ୍ତିସଗଡ଼ ରେ ହେଇଛି? ଜାଣନ୍ତୁ ସତ୍ୟ।

ଦୁନିୟାରେ କିଛି ବିଚିତ୍ର ଏବଂ ଆଶ୍ଚର୍ଯ୍ୟ କରି ଦେବା ଖବର ଶୁଣିବା କୁ ମିଳି ଥାଏ। କିଛି ଏପରି ଖବର ଯାହାର କଲ୍ପନା ମଧ୍ୟ କରା ଯାଇ ହେବ ନାହିଁ। ବର୍ତମାନ ସୋସିଆଲ ମିଡିଆରେ ଏପରି ଗୋଟିଏ ଭିଡିଓ ଦେଖିବା କୁ ମିଳିଛି। ୧୫ ଜୁନ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓ ରେ ଦେଖିବା କୁ ମିଳିଛି ଯେ ଗୋଟିଏ ଶିଶୁର ତିନଟି […]

Continue Reading

କ’ଣ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଅଞ୍ଚଳରେ ଖରାପ ରାସ୍ତାରେ ଲୋକ ଧାନ ଲଗାଉଛନ୍ତି ?

14 ଜୁଲାଇ କାଲୁ ଭାଇ ନାମକ ଜେଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦାବି କରାଯାଇଛି ଯେ, କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ପଟା ମୁଣ୍ଡେଇ ସାଂସଦ ଅନୁଭବ ମହାନ୍ତିଙ୍କ ଅଞ୍ଚଳରେ ରାସ୍ତା ଉପରେ କୃଷି କାମ ଆରମ୍ଭ ହୋଇ ଗଲାଣି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲା ସ୍ଥିତ ପଟା ମୁଣ୍ଡାଇ ର ଚିତ୍ର ମାନ୍ୟବର ସାଂସଦ ଙ୍କ ସଡକ କୃଷି କାମ ଯୋଜନା ଆରମ୍ଭ […]

Continue Reading

ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ସହ ସମ୍ବିତ ପାତ୍ରଙ୍କ ନାଚୁଥିବାର ଏହି ଫୋଟୋ ନକଲି ଅଟେ ।

ବିକାଶ ଦୁବେ ଏନକାଉଣ୍ଟର ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। 12 ଜୁଲାଇରେ Vicky Bikash Datta Kashyap ନାମକ ଜଣେ ଫେସବୁକ ୟୁଜର ତାଙ୍କ ପୋଷ୍ଟରେ ବିକାଶ ଦୁବେ ଏବଂ ସମ୍ବିତ ପାତ୍ରକୁ ନେଇ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ସମ୍ବିତ ପାତ୍ର ଦେଶ ଦ୍ରୋହୀ ବିକାଶ ଦୁବେ ସହିତ ବନ୍ଧୁମିଳନ କରୁଥିବାର ଦୃଶ୍ୟ। ପୋଷ୍ଟ କରାଯାଇଥିବା ଫୋଟୋରେ କୌଣସି ଏକ କାର୍ଯ୍ୟକ୍ରମରେ  ବିକାଶ ଦୁବେ ଏବଂ ସମ୍ବିତ […]

Continue Reading

କ’ଣ ଟାଟା ଡିଜିଟାଲ ହେଳ୍ଠ୍ ଘରେ ମେଡିକାଲ କିଟ୍ ବନାଇବାର ଉପାୟ ଏବଂ କୋରୋନାର ୩ ପର୍ଯ୍ୟାୟ ବିଷୟରେ କହିଛି? ଜାଣନ୍ତୁ ସତ୍ୟ।

ଦୁନିୟାରେ କୋରୋନା ବ୍ୟାପୁ ଥିବାରୁ ଓ ଏହା ନେଇ ବର୍ତମାନ କୌଣସି ଟୀକା ବାହାରି ନ ଥିବା ରୁ ସୋସିଆଲ ମିଡିଆରେ ଏହା କୁ ଅନେକ ପରାମର୍ଶ ଦେଖିବା କୁ ମିଳିଛି। ଗତ କିଛି ଦିନରୁ ଏପରି ଗୋଟିଏ ମେସେଜ ୱ୍ହାତ୍ସ ଏପ ରେ ଭାଇରାଲ ହେଉଥିବା ମିଳିଛି ଯେଉଁ ଥିରେ କୋରୋନା ନେଇ କିଛି ସୂଚନା ଏବଂ ପରାମର୍ଶ ଦିଆ ଯାଇଅଛି। ଏହି ମେସେଜରେ କୋରୋନା ରୋକିବା ପାଇଁ କିଛି ଔଷଧ ବିଷୟରେ କୁହା ଯାଇ […]

Continue Reading

ଏହି ଖାଲ ଭର୍ତ୍ତି ରାସ୍ତା କେନ୍ଦ୍ରାପଡା ଜିଲ୍ଲାର ନୁହେଁ ।

9 ଜୁଲାଇରେ କାଲୁ ଭାଇ ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପାଣି ଭରି ରହିଥିବା ଏକ ରାସ୍ତାର ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ଡାଙ୍ଗମାଳ ଗ୍ରାମର ଏହା ଚିତ୍ର ଅଟେ। ରାସ୍ତାରେ ଖାଲ ଯୋଗୁଁ ପାଣି ଭର୍ତି ହୋଇ ରହିଛି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, କେନ୍ଦ୍ରାପଡା ଜିଲା ଡାଙ୍ଗମାଳ ଗାଁ ପ୍ରତ୍ୟେକ ଘରକୁ ଗୋଟିଏ ଲେଖାଏ ସ୍ୱିମିଙ୍ଗପୁଲ। କେନ୍ଦ୍ରlପଡାl ଜିଲା ସ୍ଥିତ ଡାଙ୍ଗ […]

Continue Reading

କ’ଣ କୋରୋନା ଆକ୍ରାନ୍ତ ହେଲା ପରେ ଅମିତାଭ୍ ବଚ୍ଚନଙ୍କ ଏହି ଭିଡିଓ ନାନବଟି ହସ୍ପିଟାଲର ଅଟେ? ଜାଣନ୍ତୁ ସତ୍ୟ।

କୋରୋନା ଆକ୍ରାନ୍ତ ହେଲା ପରେ ଅମିତାଭ୍ ବଚ୍ଚନ ନାନବଟି ହସ୍ପିଟାଲ ରୁ ଗୋଟିଏ ଭିଡିଓ ଶେୟାର କରି ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୋଲି ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ କୋରୋନା ସମୟରେ ନାନାବତୀ ହସ୍ପିଟାଲର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସେବା ଓ ପରିଶ୍ରମ କୁ ନେଇ ଧନ୍ୟବାଦ ଜଣାଇଛନ୍ତି। ଏହି ପୋଷ୍ଟ ରେ ଦାବି କରା ଯାଇଅଛି ଯେ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲ […]

Continue Reading

ଜୁମ ଆପ୍ ଚାଇନା ନୁହେଁ ଆମେରିକା କମ୍ପାନୀ ଅଟେ ।

ଚାଇନା ଭାରତ ବିବାଦ ପରେ ଭାରତ ସରକାର ଚାଇନାର 59ଟି ଆପ୍ ଉପରେ ପ୍ରତିବନ୍ଧ ଲଗାଇଛି। ଭାରତରେ ଟିକଟକ ସହିତ ଅନେକ ଆପ୍ ବ୍ୟାନ କରାଯାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା କରାଯାଉଛି। ଏଥି ମଧ୍ୟରେ କିଛି ପୋଷ୍ଟ ଜୁମ ଆପକୁ ନେଇ ଭାଇରାଲ ହେଉଛି। କୋରୋନା ମାହାମାରି ସମୟରେ ଜୁମ ଆପ ଦ୍ୱାରା ଅନଲାଇନ କ୍ଲାସ, ଭିଡ଼ିଓ କଲରେ ମିଟିଙ୍କ ଏବଂ ଅନେକ ଇଣ୍ଟରଭିୟୁ କରାଯାଉଛି। ଏହି ଆପରେ ଏକାଥରକେ 10ରୁ ଅଧିକ […]

Continue Reading

କ’ଣ ତେନ୍ଦୁଆ ଏବଂ ଗାଈ ପରସ୍ପର ପ୍ରେମ କରୁଥିବା ଫୋଟୋ ଆସାମ ରାଜ୍ୟର। ଜାଣନ୍ତୁ ସତ୍ୟ।

୧୨ ଜୁଲାଇ ୨୦୨୦ ରେ ଓଡ଼ିଆ ପୁଅ ଝିଅ ନାମକ ଗୋଟିଏ ଫେସବୁକ ଗ୍ରୁପ ନିଜ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତିଇ। ଏହି ଫୋଟୋରେ ଦେଖିବା କୁ ମିଳିଛି ଯେ ଗୋଟିଏ ତେନ୍ଦୁଆ ରାତ୍ରି ସମୟରେ ଗାଈ ପାଖକୁ ଆସିଛି। ଏହହୀ ଫୋଟୋରେ ଦୁଇ ପଶୁଙ୍କ ମଧ୍ୟ ରେ ଥିବା ପ୍ରେମ ଦେଖିବା କୁ ମିଳିଛି।  Facebook | Archive ଏହି ଖବର ଟୁଇଟର ରେ ମଧ୍ୟ ଭାଇରାଲ ହେଉଛି। ୧୧ ଜୁଲାଇ ରେ ଜଣେ ଟୁଇଟର […]

Continue Reading

ଇରାନର ପରମାଣୁ ପରୀକ୍ଷଣ ସ୍ଥାନ ଉପରେ ଇସ୍ରାଏଲ୍ ଆକ୍ରମଣ ସମୟରେ ଏହି ଚିତ୍ର ନିଆଯାଇଛି କି?

କୋରୋନା ମହାମାରି ସମୟରେ ଦେଶ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। ଏଥି ମଧ୍ୟରେ ଭାରତ ଚାଇନା ବିବାଦ ହେଉ କିମ୍ବା ଆମେରିକା ଏବଂ ଇରାନ ବିବାଦ ହେଉ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି। ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଆମେରିକା ଓ ଇସ୍ରାଏଲ ମିଶି ଇରାନରେ ବୋମା ବିସ୍ଫୋରଣ କରିଛନ୍ତି। ଏବଂ ଏହି ବିସ୍ଫୋରଣରେ ଇରାନର ପରମାଣୁ ପରୀକ୍ଷଣ କେନ୍ଦ୍ର ନଷ୍ଟ ହୋଇଯାଇଛି।  […]

Continue Reading

କ’ଣ ଏହା ଭାରତ ବିୟୋଟେକ କମ୍ପାନୀ ଉପରାତ୍ରପତିଙ୍କ ଶରୀରରେ କୋରୋନା ଟୀକାର ପରିକୟା ହେବା ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

କୋଭକ୍ସିନ ଟୀକାର ପରୀକ୍ଷଣ କରିବା ଅନୁମତି ମିଳିଲା ପରେ ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋସ୍ତ ଏବଂ ଫୋଟୋଭାଇରାଲ ହେଉଛି। ଫେକଟ କ୍ରୀସେଣ୍ଡୋ ଓଡ଼ିଆ କୁ ୱ୍ହାତ୍ସ ଏପ ନମ୍ବରରେ ଗୋଟିଏ ପୋଷ୍ଟର ତଥ୍ୟ ଯାଞ୍ଚ କରିବା ପାଇଁ ଅନୁରୋଧ ଆସିଲା। 10 ଜୁଲାଇ ରେ ୱ୍ହାତ୍ସ ଏପ ରେ ଆସିଥିବା ଏହି ପୋଷ୍ଟରେ ଜଣେ ବ୍ୟକ୍ତି ଟୀକା ନେବାର ଦେଖିବା କୁ ମିଳିଛି।  Archive ଏହି ମେସେଜରେ ଏହା ଦାବି କରା ଯାଇଅଛି ଯେ […]

Continue Reading

ସିବିଏସଇ ବୋର୍ଡ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ ପାଇଁ କୌଣସି ତାରିଖ ଘୋଷଣା କରି ନାହିଁ।

କୋରୋନା ସଂକ୍ରମଣ ଦେଶରେ କମିବାର ନାଁ ଧରୁନି। କୋରୋନା ସଂକ୍ରମଣ ପାଇଁ ସମସ୍ତ ସ୍କୁଲ କଲେଜ ଏବଂ ଶିକ୍ଷାନୁଷ୍ଠାନ ବନ୍ଧ ହୋଇଛି। ବୋର୍ଡ ପରିକ୍ଷା ଏବଂ ଏହାର ଫଳାଫଲ ବାହାରିବାରେ ମଧ୍ୟ ଅନେକ ବିଳମ୍ବ ହେବାରେ ଲେଗିଛି।  ଏଥିମଧ୍ୟରେ CBSE ଦଶମ ଏବଂ +2 ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳାଫଲ ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଛି। ଦାବି କରାଯାଇଛି ଯେ, 11ରେ ଦ୍ୱାଦଶ ଶ୍ରେଣୀ ଏବଂ 13ରେ ଦଶମ ଶ୍ରେଣୀର ଫଳାଫଲ ପ୍ରକାଶ ପାଇବ। 10 […]

Continue Reading

କ’ଣ ଗରମ ପାଣି ବାଷ୍ପ ନେଲେ କୋରୋନା ନଷ୍ଟ ହେଇଥାଏ? ଜାଣନ୍ତୁ ସତ୍ୟ।

୮ ଜୁଲାଇ ରେ ଜଣେ ଫେସବୁକ ୟୁଜର କାରୋନା ସଚେତନା ନାମକ ଗ୍ରୁପ ରେ ଗୋଟିଏ ଅଡିଓ ପୋଷ୍ଟ କରିଛନ୍ତି। ଏହି ଅଡିଓ ରେ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ସେ ଚୀନର ବୁହାନ ସହରରେ ସ୍ତୁତ ଗୋଟିଏ କପଡ଼ା କାରଖାନା ରେ କାମ କରନ୍ତି। ସେ ଏହି ଅଡିଓ ମାଧ୍ୟମ ରେ ଜଣାଇଛନ୍ତି ଯେ କେଉଁ ଭାବେ ବୁହାନର ଲୋକେ ନିଜ କୁ କୋରୋନା ଠାରୁ ବଞ୍ଚାଇବାରେ ସମ୍ଭବ ହେଇଛନ୍ତି। ଦାବି ଅନୁସାରେ ବୁହାନର […]

Continue Reading

ସାଇକେଲ ଗର୍ଲ ଜ୍ୟୋତି ପାସୱାନ୍ ବଳାତ୍କାର ଏବଂ ହତ୍ୟା ଖବର ମିଥ୍ୟା ଅଟେ ।

ଏକ ମୃତ୍ୟୁ ଝିଅର ଫୋଟୋ ସୋସିଆଲ ମିଡିଆରେ ସେୟାର କରାଯାଉଛି ଯେ ଏହା ଜ୍ୟୋତି କୁମାରୀ ପାସୱାନ୍ ର ଅଟେ। ଯିଏ ଲକ୍ଆଉଟ୍ ସମୟରେ ତାଙ୍କ ଅସୁସ୍ଥ ପିତାଙ୍କୁ ସାଇକେଲ ପଛରେ ବସି 1200 କିଲୋମିଟର ସାଇକେଲ ଚଲାଇ ଗୁରୁଗ୍ରାମ (ହରିୟାଣା) ରୁ ବିହାର ତାଙ୍କ ଘରକୁ ଆଣିଥିଲେ।   ଏହି ଘଟଣା ପରେ ଜ୍ୟୋତି ପାସୱାନଙ୍କ ସାହସିକତା ଏବଂ ପରିଶ୍ରମକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା କରାଯାଉଥିଲା।  ବର୍ତ୍ତମାନ ସୋସିଆଲ ଫୋରମରେ ଏକ ପୋଷ୍ଟ ମାଧ୍ୟମରେ […]

Continue Reading

1963 ଅଭିନେତ୍ରୀ ଉର୍ସୁଲା ଆଣ୍ଡ୍ରେସଙ୍କ ଫୋଟୋକୁ ସୋନିଆ ଗାନ୍ଧୀ କହି ସେୟାର କରାଯାଉଛି।

ଦିଲ୍ଲିପ ପାଟକୁରା ନିର୍ବାଚନ ମଣ୍ଡଳି ନାମକ ଜଣେ ଫେସବୁକ ୟୁଜର 5 ଜୁଲାଇରେ ସୋନିଆ ଗାନ୍ଧୀ ସହ ଅନ୍ୟ ଏକ ମହିଳାର  ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତଚି ଯେ, ବାମ ପାର୍ଶ୍ୱରେ ଥିବା ଫଟୋରେ ଥିବା ମହିଳଆ ସୋନିଆ ଗାନ୍ଧୀ ଅଟନ୍ତି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ପ୍ରଧାନମନ୍ତ୍ରୀ #ନରେନ୍ଦ୍ର_ମୋଦୀ କାହାର ନାଁ ନନେଇ କହିଲେ:- “ଏବେ କୌଣଷି ବିସ୍ତାରବାଦୀ ମାନଙ୍କର ଉଦେଷ୍ୟ ସାଧିତ ହେବନି….”କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା #ଖାଁଙ୍ଗ୍ରେସିଆ ମାନଙ୍କର #ସ୍ଥାନବିସେଷରେ ପ୍ରବଳ #କଣ୍ଡୁ ହେଲା ଓ ଖାଁଙ୍ଗ୍ରେସିଆ କହିବାକୁ ଲାଗିଲେ […]

Continue Reading

ଏହି ଫୋନ ବାର୍ତ୍ତାଳାପ ରେ କୋରୋନା ବିଷୟରେ ଡାକ୍ତର କହୁଥିବା କଥା କେତେ ସତ୍ୟ? ଆସନ୍ତୁ ଜାଣିବା।

୬ ଜୁଲାଇ ରେ ଜଣେ ଫେସବୁକ ୟୁଜର ଜୟ ନବୀନ ନାମକ ଫେସବୁକ ପେଜରେ ଗୋଟିଏ ଡାକ୍ତର ଏବଂ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ହେଇଥିବା ଫୋନ ବାର୍ତ୍ତାଳାପ କୁ ପୋଷ୍ଟ କରିଛନ୍ତି। ଏହି ବାର୍ତ୍ତାଳାପରେ ଆମେ ଶୁଣିବା କୁ ପାଇଲୁ ଯେ ଡାକ୍ତର ସେହି ବ୍ୟକ୍ତିଙ୍କୁ କୋରୋନା ସମ୍ବନ୍ଧିତ କିଛି ଜ୍ଞାନ ଦେଉଛନ୍ତି। ଏହି ବାର୍ତ୍ତାଳାପ ଶୁଣିଲା ପରେ ଆମକୁ କିଛି କିଛି କଥାରେ ସନ୍ଦେହ ହେଲା। ଆମେ ଏହି ବାର୍ତ୍ତାଳାପରେ ସନ୍ଦେହ ଜଣକ ବିଷୟ କୁ […]

Continue Reading

ଓଡ଼ିଆ ଅଭିନେତା ବିଜୟ ମାହାନ୍ତିଙ୍କ ମୃତ୍ୟୁ ଖବର ମିଥ୍ୟା ଅଟେ ।

ଓଡ଼ିଆ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ଦେହ ଅସୁସ୍ଥଥିବାର ଖବର ସାମ୍ନାକୁ ଆସିଥିଲା। ତାଙ୍କ ଦେହ ଅସୁସ୍ଥତାଥିବା ଖବର ଓଡ଼ିଆ ସିନେମା ଜଗତରେ ଦୁଃଖ ପ୍ରକାଶ କରାଯାଉଥିଲା ମଧ୍ୟରେ ତାଙ୍କ ନିଧନର ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ବିଜୟ ମହାନ୍ତିଙ୍କ ନିଧନ ଖବର ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଜୟ ମହାନ୍ତିଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଛନ୍ତି। Rina Badajena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ବିଜୟ ମମହାନ୍ତିଙ୍କ ଫୋଟୋ ପୋଷ୍ଟ […]

Continue Reading

କ’ଣ ଏହି ସୈନ୍ୟ ଦଳ ଚୀନ ସହିତ ଲଢେଇ କରିବା ପାଇଁ ଏଲ ଓ ସି ଯାଉଛନ୍ତି? ଜାଣନ୍ତୁ ଶତ୍ୟ।

ଚୀନ ସହିତ ସୀମା ରେ ବିବାଦ ବଢିଲା ପରେ ସେଠାର ଗୁଳିଚାଳନା ମଧ୍ୟ ହେଇଥିଲା ଯେଉଁ ତିରେ ଆମ ଦେଶର ୨୦ ଯବାନ ଶହିଦ ହେଇଥିଲେ। ଏହା ପରେ ସୂଚନା ମଧ୍ୟ ମିଳିଛି ଯେ ଭାରତ ଏବଂ ଚୀନ ଲାଦାଖ ଅଞ୍ଚଳରେ ନିଜ ସୈନ୍ୟ ବଳ ପରିମାଣ ରେ ବୃଦ୍ଧି କରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବା କୁ ମିଳିଛି ଯେ ଭାରତର କିଛି ସୈନ୍ୟ ଦଳ ଗୀତ […]

Continue Reading

ଭାଇରାଲ୍ ଫଟୋରେ ସିଏମ୍ ଯୋଗୀଙ୍କ ସହ ଦେଖାଯାଇଥିବା ଏହି ବ୍ୟକ୍ତି ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନୁହଁନ୍ତି।

ସୋସିଆଲ ମିଡିଆରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ସହ ଏକ ଅନ୍ୟ ନେତାଙ୍କ ଫୋଟୋକୁ ଗ୍ୟାଙ୍ଗଷ୍ଟର ବିକାସ ଦୁବେ ହୋଇଥିବା ଦାବିରେ ଭାଇରାଲ କରାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ସହ ଗ୍ୟାଙ୍ଗଷ୍ଟର ବିକାସ ଦୁବେ  ଅଛନ୍ତି। ବିଜେପି ନେତାଙ୍କ ସହ ଗ୍ୟାଙ୍ଗଷ୍ଟରଙ୍କ ସମ୍ପର୍କ ରହିଛି। 5 ଜୁଲାଇରେ Pravhat Pnigrahi ନାମକ ଜଣେ ଫେସବୁକ ୟୁଜର ଏହା ପୋଷ୍ଟ କରିଥିଲେ। ପୋଷ୍ଟରେ ଲେଖା ଯାଇଛି। ଆତଙ୍କବାଦୀ ବିକାଶ ଦୁବେ […]

Continue Reading

କ’ଣ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଓଲି ତାଙ୍କ ପଦବିରୁ ଇସ୍ତଫା ଦେଇଦେଲେ ?

ଭାରତ ଚାଇନା ବଏଂ ଭାରତ ନେପାଳ ସହ ଚାଲୁ ରହିଥିବା ବିବାଦ  ସୋସିଆଲ ମିଡିଆରେ ଚର୍ଚ୍ଚାର ବଷୟ ବନିଯାଇଛି। ଏହା ଛଡ଼ା ନେପାଳର ପ୍ରଥାନମନ୍ତ୍ରୀଙ୍କ ଉପରେ ମଧ୍ୟ ବିବାଦ ଘେରି ରହିଛି। ଏଥି ମଧ୍ୟରେ  Tridip Kumar nandi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ନେପାଳ ପ୍ରଧାନମନ୍ତ୍ରୀ ଓଲି ପଦବୀରୁ ଇସ୍ତଫା ଦେଇଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ନେପାଳ ପ୍ରଧାନମନ୍ତ୍ରୀ ଓଲି […]

Continue Reading

କ’ଣ ଏକତାର ମୂର୍ତି (Statue of Unity) ଚୀନ ଦ୍ଵାରା ନିର୍ମିତ ହେଇଛି? ଜାଣନ୍ତୁ ସତ୍ୟ।

ଭାରତ ଚୀନ ର ୫୯ ଟି ଏପ୍ ନିଷେଧ କରିଲା ପରେ ଅନେକ ପୋସ୍ତ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ଜିନିଷ, କମ୍ପାନୀ ବା ଏପ୍ କୁ ମେଡ ଇନ ଚାଇନା କହି ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରା ଯାଉଅଛି। ଆମେ ସମସ୍ତେ ଜାଣିଛୁ ଯେ କିଛି ବର୍ଷ ପୂର୍ବରୁ ସରଦାର ବଲଭଭାଇ ପଟେଲ କୁ ସମର୍ପିତ କରି ତାଙ୍କ ଗୋଟିଏ ବିଶାଳ ମୂର୍ତି ତିଆରି କରା ଯାଇଅଛି। ଏହି ମୂର୍ତିର […]

Continue Reading

ପତଞ୍ଜଳିର କୋରୋନା ଔଷଧ କୋରୋନିଲ୍ କୁ ଆୟୁଷ ମନ୍ତ୍ରଆଳୟଠାରୁ ସବୁଜ ସଂଙ୍କେତ ମିଳିନଥିଲା।

ରାମଦେବ ବାବା କୋରୋନା ଔଷଧ କୋରୋନିଲ ବନାଇଲା ପରଠାରୁ ସୋସିଆଲ ମିଡ଼ିଆରେ ଏହାକୁ ନେଇ ଅନେକ ଆଲୋଚନା କରାଯାଉଛି। ସୋସିଆଲ ମିଡ଼ିଆରେ ଦାବି କରାଯାଉଛି ଯେ, ଆୟୁଷ୍ମାନ କେନ୍ଦ୍ର ମନ୍ତ୍ରଣାଳୟ କୋରୋନିଲ କୋରୋନା ଔଷଧ ରୁପରେ ବିକ୍ରି ପାଇଁ ଅନୁମତି ଦେଇଛି। ଭାଇରାଲ ପୋଷ୍ଟରେ ଏକ ଚିଠିର ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି, ଯାହା ଆଧାରରେ କରୋନାଙ୍କ ଚିକିତ୍ସା ପାଇଁ ପତଞ୍ଜଳିଙ୍କୁ ଔଷଧ ବିକ୍ରୟ କରିବାକୁ ଅନୁମତି ଦିଆଯାଇଥିବା ଦାବି କରାଯାଉଛି। ରାଷ୍ଟ୍ରବାଦି ପ୍ରଣସ ଆର୍ଯ୍ୟ ନାମକ […]

Continue Reading

କ’ଣ ଭାରତରେ ପେଟ୍ରୋଲର ମୂଲ୍ୟ ଅନ୍ୟ ଦେଶ ତୁଳନାରେ ଅନେକ ଗୁଣ ଅଧିକ?

ଦେଶରେ ପେଟ୍ରୋଲ ଦର ପଢ଼ିଲା ପରେ ସୋସିଆଲ ମିଡ଼ିଆରେ ବିରୋଧ ପ୍ରଦର୍ଶନ କରାଯାଉଛି। କୋରୋନା ମହାମାରି ସମୟରେ ଦେଶର ଅର୍ଥନିତିରେ ଭୟଙ୍କର ହ୍ରାସ ପାଇଛି। ଅଥି ମଧ୍ୟରେ ପେଟ୍ରୋଲ ଦରରେ ବୃଦ୍ଧି ଲୋକଙ୍କ ମଧ୍ୟରେ ଚିନ୍ତାର ବିଷୟ ବନି ଯାଇଛି। ଏହା ଛଡ଼ା ସୋସିଆଲ ମିଡିଆରେ ଅନ୍ୟ ଦେଶମାନଙ୍କ ପେଟ୍ରୋଲ ଦର ଭାରତଠାରୁ କମ୍ ହୋଇଥିବା ନେଇ ଆଶୋଚନା ମଧ୍ୟ କରାଯାଉଛି। 29 ଜୁନରେ Bikash Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ […]

Continue Reading

ରିଲାଏନ୍ସ ଜିଓ ବିଜ୍ଞାବନରୁ ଶାହାରୁଖ ଖାନଙ୍କୁ ବାହାର କରି ଅକ୍ଷୟ କୁମାରଙ୍କୁ ନିଯୁକ୍ତି ଦେବା ଦାବି ମିଥ୍ୟା ଅଟେ।

ସୁଶାନ୍ତ ସିଂ ରାଜପୁତ  ଆତ୍ଣହତ୍ୟା ପରେ ସୋସିଆଲ ମିଡ଼ିଆରେ ସମସ୍ତ ଖାନ୍ ଏବଂ ଅନ୍ୟ ସୁପରଷ୍ଟାରମାନଙ୍କୁ ବଏକଟ କରିବା ପାଇଁ ଦାବି କରାଯାଉଛି। ଏଥି ମଧ୍ୟ ଏକ ଖବର ସୋସିଆଲ ମିଡ଼ିଆରେ ଭାଇଈରାଲ ହେଉଛି ଯେ, ରିଲାଏନ୍ସ ଜିଓ ସିମ ବିଜ୍ଞାବନରୁ ଶାହାରୁଖ ଖାନଙ୍କୁ ବାହାର କରି ଦିଆଯାଇଛି। ଏବଂ ତାଙ୍କ ବଦଳରେ ଅକ୍ଷୟ କୁମାରଙ୍କୁ ନିଯୁକ୍ତି ମିଳିଛି।  Ankita saha ନାମକ ଜଣ ଫେସବୁକ ଯୁଜର ଏହା ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ Bycott#Khan ବୋଲି […]

Continue Reading

କ’ଣ ପେଟିଏମ୍ ଚାଇନୀଜ ଏପ୍ ହେଇଥିବାରୁ ମଧ୍ୟ ମୋଦୀ ଏହା କୁ ବ୍ୟାନ କରିଲେ ନାହିଁ? ଜାଣନ୍ତୁ ସତ୍ୟ।

ବିଗତ ଦିନ ରେ ଭାତ ଚୀନ ସୀମା ରେ ଯୁଧ୍ୟ ହେଇଥିବାରୁ ୨୦ ଭାରତ ସୈନ୍ୟ ଶହିଦ ହେଇଛନ୍ତି। ଏହା ପରେ ସମସ୍ତ ଦେଶବାସୀଙ୍କ ମନ ରେ ଚୀନ ପ୍ରତି କ୍ରୋଧ ଦେଖିବା କୁ ମିଳିଛି। ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି ଯେଉଁତିରେ ଲୋକେ ଚୀନ ସାମଗ୍ରୀ କୁ ବହିସ୍କାର କରୁଛନ୍ତି। ଏହା ଦେଖି ସରକାର ମଧ୍ୟ ଦେଶରେ ଚୀନର ୫୯ ଟି ଏପ୍ ବ୍ୟାନ କରିଛି। ଏହି ସମୟରେ ସୋସିଆଲ […]

Continue Reading

ଆଜିମ ପ୍ରେମଜି କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରୀଙ୍କ ପାଣ୍ଠିକୁ 50 ହଜାର କୋଟି ଟଙ୍କା କରିନାହାନ୍ତି।

କୋରୋନା ମୁକାବିଲା ପାଇଁ ଦେଶରେ ଲଢ଼େଇ ଜାରି ରହିଛି। କୋରୋନା ସଂକ୍ରମଣ ପାଇଁ ଅନେକ ନେତା ଅଭିନେତା ପ୍ରଧାନମନ୍ତ୍ରୀ ଦାନ ପାଣ୍ଠିରେ ଦାନ ମଧ୍ୟ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଆଲୋଚନା ମଧ୍ୟ କରାଯାଇଛି ଯେ, କେଉଁ ନେତା କେତେ ଦାନ କଲେ ଏବଂ କେଉଁ ଅଭିନେତା କେତେ ଦାନ କଲେ। ଏଧି ମଧ୍ୟରେ ସୋସିଆଲ ମିଡ଼ିଆରେ ଅନ୍ୟ ଏକ ଖବର ଭାଇରାଲ ହେଉଛି ଯେ, ୱିପ୍ରୋର ମାଲିକ  ଆଜିମ ପ୍ରେମଜି ଜାତିରେ ମୁସଲିମ […]

Continue Reading

କ’ଣ ବିଜେପି ମୁଖପାତ୍ର ସଂବିତ ପାତ୍ର ଟୁଇଟ କରି କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ଜେଜେ ବାପା ଦେଶ ପାଇଁ ଅବିବାହିତ ରହି ଥିଲେ? ଜାଣନ୍ତୁ ସତ୍ୟ।

Photo Credit: Money Control 26 ଜୁନ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟ କରି ଦାବି କରିଛନ୍ତି ଯେ ସମ୍ବିତ ପାତ୍ର ନିଜ ଟୁଇଟର ହେଣ୍ଡେଲ ରେ ଟୁଇଟ କରି କହିଛନ୍ତି ଯେ ମୋଡିଜି ଏବଂ ତାଙ୍କ ଜେଜେ ବାପା ଦେଶ ପାଇଁ ଅବିବାହିତ ରହିଛନ୍ତି। ଏହା ପରେ ସେ ଥଟା କରି କହିଛନ୍ତି ଯେ ଯଦି ମୋଦୀଜିଙ୍କ ଜେଜେ ବିବାହ କରି ନାହାନ୍ତି ତାହାଲେ ନାତି […]

Continue Reading

କ’ଣ ଚୀନ ବିରୁଦ୍ଧରେ କୌଣସି କାର୍ଯ୍ୟାଅନୁଷ୍ଠାନ ନେଇ ଣ ଥିବା ରୁ ମହିଳା ମାନେ ମୋଦୀଜି ଙ୍କ ପୁତୁଳା କୁ ମାଡ଼ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

୨୬ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋସ୍ତ କରି ଦାବି କରିଛନ୍ତି ଯେ ଚୀନ ବିରୋଧରେ ଯେ ପଯ୍ୟନ୍ତ କିଛି ଦୃଢ଼ କାଯ୍ୟଅନୁଷ୍ଠାନ ଗ୍ରହଣ ନ କରିଛନ୍ତି ସେତେ ପଯ୍ୟନ୍ତ ଦେଶରେ ଏମିତି ଚାଲିବ।  Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପ୍ରଥମେ ଏହି ଭିଡିଓ କୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କୃଲୁ। ଏହା […]

Continue Reading

କ’ଣ ଭୁଟାନ ନିଜ ଦେଶରୁ ଭାରତର ଆସାମ ରାଜ୍ୟ କୁ ଆସୁଥି ନଇ ପାଣି ଅଟକାଇ ଦେଇଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ପଡ଼ୋଶୀ ଦେଶ ଗୁଡ଼ିକ ସହିତ ଭାରତର ସମ୍ପର୍କ ଠିକଠାକ ନାହିଁ । ଗୋଟିଏ ପକ୍ଷରେ ଚୀନ୍ ସହ ସୀମା ବିବାଦ ତ ଅନ୍ୟ ପକ୍ଷରେ ନେପାଳ ସହିତ ନକ୍ସା ବିବାଦ । ପୁଣି ଏବେ ଚୀନ୍ ଏବଂ ନେପାଳ ପରେ ପରେ ଭୁଟାନ ମଧ୍ୟ ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି । କିଛି ମିଡିଆ ରିପୋର୍ଟରେ ଏହି ଦାବି କରାଯାଇଛି ଯେ, ଭୁଟାନ ଏବେ ଆସାମରେ ଅସୁଥିବା ପାଣିକୁ ରୋକିଦେଇଛି, ଏଥିରେ ରାଜ୍ୟର ବକ୍ସା […]

Continue Reading

ଏହା 72 ଘଣ୍ଟା ମଧ୍ୟରେ ଗାଲଭାନ୍ ଉପତ୍ୟକାରେ ସେନା ଦ୍ୱାରା ନିର୍ମିତ ସେତୁର ଫଟୋ ନୁହେଁ। ଜାଣନ୍ତୁ ସତ୍ୟ।

ଗତ ସପ୍ତାହରେ ଗାଲଭାନ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍  ସୈନ୍ୟ ମୁହାଁମୁହିଁ ହୋଇଥିଲେ। 20 ଜଣ ଭାରତୀୟ ସୈନିକ ନିହତ ହୋଇଥିବାବେଳେ ଚୀନ୍ ସୈନିକ ମଧ୍ୟ ନିହତ ହୋଇଥିଲେ। ଏଭଳି ପରିସ୍ଥିତିରେ ମଧ୍ୟ ଭାରତୀୟ ସେନା ହାର ନ ମାନି ଗାଲୱାନ ଉପତ୍ୟକାର ନଦୀ ଉପରେ 60 ମିଟର ଲମ୍ବର ସେତୁ କାମକୁ ମାତ୍ର 72 ଘଣ୍ଟା ମଧ୍ୟରେ ଶେଷ କରିଥିଲା। ତେବେ ସୋସିଆଲ ମିଡିଆରେ ଏହି ସୂଚନା ପୋଷ୍ଟ କରିବାବେଳେ ଅନେକ ଉପଭୋକ୍ତା ଗାଲୱାନ ନଦୀ […]

Continue Reading

କ’ଣ ତାଲାବନ୍ଦ ସମୟରେ ପେଟ୍ରୋଲ ଦର ବଢିବାରୁ ଲୋକେ କ୍ରୋଧିତ ହୋଇ ପେଟ୍ରୋଲ ପମ୍ପ ଭଙ୍ଗାରୁଜା କରୁଛନ୍ତି? କେଉଁ ସ୍ଥାନରେ ଘଟିତ ଏହି ଘଟଣା? ଜାଣନ୍ତୁ ସତ୍ୟ।

Photo Credit : OTv ଦେଶରେ କୋରୋନା ସମସ୍ୟା ମୁକାବିଲା କରିବା ସମୟରେ ଆହୁରି ଗୋଟିଏ ସମସ୍ୟା ସାମନା କୁ ଆସିଛି ଯେଉଁଟା ସାଧାରଣ ଲୋକଙ୍କ ଜୀବନ କୁ ପ୍ରଭାବ ପକାଉଚି। ଗତ କିଛି ଦିନ ହେବ ଦେଶରେ ପେଟ୍ରୋଲ ଦର ବଢି ଥିବା ରୁ ଲୋକଙ୍କ ମନରେ ହୀନତା ଓ କ୍ରୋଧ ଦେଖିବା କୁ ମିଳିଛି। ଏହି ସମୟରେ ସୋସିଆଲ ମିଡିଆ ରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ୨୫ ଜୁନ ୨୦୨୦ ରେ ଜଣେ […]

Continue Reading

ଶାହାରୁଖ ଖାନ ଟିପୁସୁଲତାନ ନାମକ କୌଣସି ଫିଲ୍ମରେ କାମ କରୁଛନ୍ତି କି?

ମୁସଲମାନ ଏବଂ ହିନ୍ଦୁ ଧର୍ମକୁ ନେଇ ଅନେକ ବିବାଦ ଲାଗି ରହିଛି। ବର୍ତ୍ତମାନରେ ନୁହେଁ ବରଂ ଇତିହାସରେ ମଧ୍ୟ ହିନ୍ଦୁ ଏବଂ ମୁସ୍ଲିମ ଧର୍ମର  ନେଇ ଯୁଦ୍ଧ ଏବଂ ବାଦ ବିବାଦ ଲାଗି ରହିଥିଲା। ଇତିବାସରେ ଟିପୁ ସୁଲତାନ ନାମ ଏହି ବାବାଦରେ ପ୍ରଥମେ ଉଠିଥାଏ। ଟିପୁ ସୁଲତାନ ଜଣେ ମୁସ୍ଲିମ ରାଜା ଥିଲେ। ତେବେ ଏଥି ମଧ୍ୟରେ ସାରୁଖାନ ଟିପୁ ସୁଲତାନର ଏକ ଫିଲ୍ମ କରିବା ନେଇ ଖବର ସାମ୍ନାକୁ ଆସୁଛି। ଯେଉଁଥିରେ ସାରୁଖ ଖାନ […]

Continue Reading

ଚୀନ୍ ବିରୋଧରେ ଭାରତକୁ ଅନ୍ୟ ଦେଶ ସମର୍ଥନ କରିବା ନେଇ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ଅଟେ।

ଭାରତ ଚାଇନା ମଧ୍ୟରେ ହଇଥିବା ହିଂସକ ବିବାଦ ପରେ ଦେଶରେ ଚୀନକୁ ଏବଂ ଚୀନର ସମସ୍ତ ଜିନିସକୁ ବିରୋଧ କରିବାରେ ପ୍ରୟାସ ଚାଲିଛି। ଏଧି ମଧ୍ୟରେ କେଉଁ ଦେଶ ଭାରତ ସପକ୍ଷରେ ଅଛି ଏବଂ କେଉଁ ଦେଶ ଭାରତ ବିପକ୍ଷରେ ସେ ନେଇ ମଧ୍ୟ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଲାଗି ରହିଛି।  ମେ ମାସଠାରୁ ଭାରତ ଏବଂ ଚୀନ୍ ବର୍ଡରେ ବିବାଦ ଲାଗି ରହିଛି। ସେବେଠାରୁ ଏହା ଉପରେ ଚର୍ଚ୍ଚା ଲାଗି ରହିଛି। ଏଥି ମଧ୍ୟ ଏକ […]

Continue Reading

କ’ଣ ଏ.ବି.ପି. ନ୍ୟୁଜ ଏହା ପ୍ରସାରିତ କରିଛି ଯେ ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କ ପୂର୍ବଜ ମୁସଲମାନ ଥିଲେ ଓ ସେ ନିଜେ ମଧ୍ୟ ମୁସଲମାନ ଅଟନ୍ତି? ଜାଣନ୍ତୁ ସତ୍ୟ।

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କୌଣସି ନା କୌଣସି କାରଣ ରୁ ସୋସିଆଲ ମିଡିଆରେ ଚର୍ଚା ରେ ରୁହି ଆସିଛନ୍ତି। କାଲୀ ୨୫ ଜୁନ ୨୦୨୦ ରେ ଫେସବୁକର ଓଡିଶା ୱୀଥ ବିଜେପି ନାମକ ପେଜରେ ଜଣେ ଫେସବୁକ ୟୁଜର ଏ.ବି.ପି. ନ୍ୟୁଜ ର ଗୋଟିଏ ସମ୍ବାଦ ପୋସ୍ତ କରିଛନ୍ତି ଯେଉଁ ତିରେ ଲେଖା ଯାଇ ଅଛି ଯେ ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କ ପୂର୍ବଜ ମୁସଲମାନ ଥିଲେ ଓ ସେ ନିଜେ ମଧ୍ୟ ଜଣେ […]

Continue Reading

କ’ଣ ରଥଯାତ୍ରାର ଏହି ଦୃଶ୍ୟ ନ୍ୟୁଜିଲାଣ୍ଡ କୋରୋନା ମୁକ୍ତ ହେବା ପର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ଓଡ଼ିଶା ବାସୀଙ୍କ ପର୍ବ ରଥ ଯାତ୍ରା ଅଟେ। ଏହି ପର୍ବ ବିଶ୍ଵରେ ଅନେକ ଦେଶରେ ପାଳନ କରା ଯାଏ। କିଛି ଦିନ ପୂର୍ବରୁ ଏହି ପର୍ବର ଦିନ ଥିଲା। ହେଲେ ରାଜ୍ୟରେ କୋରୋନା ବ୍ୟାପୀ ଥିବା ରୁ ରଥ ଯାତ୍ରା ପାଳନ କୁ ନେଇ ଅନେକ ବିବାଦ ଉଠିଥିଲା। ସୁପ୍ରିମ କୋର୍ଟ ମଧ୍ୟ ପ୍ରଥମେ ରଥ ଯାତା ପାଳନ କୁ ଅନୁମତି ଦେଇ ନ ଥିଲା। କିନ୍ତୁ ପଛେ ମାତ୍ର ୫୦୦ ଲୋକଙ୍କ ଉପସ୍ଥିତି ରେ ରଥ […]

Continue Reading

କ’ଣ ଭାଇରାଲ ଭିଡିଓରେ ଚୀନ୍ ଏବଂ ଭାରତ ବର୍ଡରରେ ସହିଦ ହୋଇଥିବା ଜବାନଙ୍କୁ ନିଆଯାଉଛି ?

ଚାଇନା ଏବଂ ଭାରତ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତର 20 ଜବାନ ସହିଦ ହୋଇଛନ୍ତି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଏବଂ ଫୋଟୋ ଭାଇରାଲ ହେବାରେ ଲାଗିଛି। ସହିଦଙ୍କ ଶ୍ରଦ୍ଧାଞ୍ଜଳି ଭିଡ଼ିଓ ହେଉ କିମ୍ବା ତାଙ୍କ ଫୋଟୋକୁ ସୋସିଆଲ ମିଡ଼ିଆରେ ଦୁଃଖ ସହ ସେୟାର କରାଯାଉଛି। ଏଥି ମଧ୍ୟରେ Awareness odisha ନାମକ  ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡ଼ିଓଔ ସେୟାର କରିଛନ୍ତି। ଏବଂ ଦାବି କରିଛନ୍ତି, ଚାଇନା ଏବଂ ଭାରତ […]

Continue Reading

ବର୍ଷେ ପୁରୁଣା ଫୋଟୋକୁ ଚାଇନା ବର୍ଡରେ ସହିଦ ଜବାନଙ୍କୁ ତାଙ୍କ ପୁଅ ଏବଂ ସ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଉଥିବା ଦାବିରେ ଭାଇରାଲ କରାଯାଉଛି।

ଚୀନ ଭାରତ ବିବାଦକୁ ନେଇ ସହିଦ ହୋଇଥିବା ସବାନଙ୍କ ଶ୍ରଦ୍ଧାଞ୍ଜଳିର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 20 ଜବାନ ସହିଦଙ୍କ ଖବର ପରେ ଦେଶରେ ଚୀନ୍ ବିରୋଧ ପ୍ରଦର୍ଶନ ଚାଲିଛି। ଏଥି ମଧ୍ୟରେ  Asok Rout ନାମକ ଜଣେ ଫେସବୁକ ୟୁଜର 21 ଜୁନରେ ତାଙ୍କ ଆକାଉଣ୍ଟରେ ଜଣେ ସହିଦ ଜବାନଙ୍କ  ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ ସହିଦ ଜବାନଙ୍କ ପାଖରେ ତାଙ୍କ ପୁଅ ଏବଂ ସ୍ତ୍ରୀ କାନ୍ଦୁଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି […]

Continue Reading

କ’ଣ ଫୋଟୋରେ ଥିବା କଙ୍କାଳ କାର୍ଗିଲ ଯୁଧ୍ୟ ଶହିଦ ଯବାନ ହେମ ସିଂହ ଯାଦବଙ୍କର? ଜାଣନ୍ତୁ ସତ୍ୟ।

୨୨ ଜୁନ ୨୦୨୦ ରେ ଓଡ଼ିଆ ନ୍ୟୁଜ ଫେସବୁକ ପେଜରେ ଗୋଟିଏ ପୋଷ୍ଟ ରେ ଏହା ଦାବି କରା ଯାଇଅଛି ଯେ ଫୋଟୋରେ ଥିବା କଙ୍କାଳ କୌଣସି ଫିଲିମ ସୁଟିଙ୍ଗର ଦୃଶ୍ୟ ନୁହେଁ। ଏହି କଙ୍କାଳ କାର୍ଗିଲ ଯୁଧ୍ୟରେ ଶହିଦ ହେଇ ଥିବା ଭାରତ ଜବାନ ହେମ ସିଂହ ଯାଦବଙ୍କ କଙ୍କାଳ ଅଟେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ସେ ସେଶ ପର୍ଯ୍ୟନ୍ତ ଶତ୍ରୁ ସହିତ ଲଢି ନିଜ ଜୀବନ ହରାଇଥିଲେ। […]

Continue Reading

କ’ଣ ୧୯୪୫ ରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ପାକଇଲା ପରେ ଜାପାନ ଆମେରିକା ସହିତ ନିଜ ବ୍ୟବସାଏ ସମ୍ପର୍କ ଭାଙ୍ଗି ଦେଇଛି?

ଭାରତ ଏବଂ ଚୀନ ମଧ୍ୟରେ ଚାଲୁ ଥିବା ସୀମା ବିବାଦ ଏବେ ଯୁଧ୍ୟର ରୁପ ନେଇ ସାରିଛି। କିଛି ଦିନ ପୂର୍ବରୁ ଚୀନ ସହିତ ସୀମା ରେ ହେଇହିବା ଲଢେଇ ରେ ୨୦ ଭାରତ ଯବାନଙ୍କ ମୃତ୍ୟୁ ହେଇଥିବା ବେଳେ ସୁନିବା କୁ ମିଛି ଯେ ଭାରତ ଯବାନଙ୍କ ଆକ୍ରମଣରେ ୪୩ ଚୀନ ସୈନ୍ୟ ଯବାନ ନିଜ ପ୍ରାଣ ହରାଇଛନ୍ତି। ଚୀନର ଭାରତ ସୀମା ଉଲଂଘନ କରିଲା ପରେ ଦେଶର ଲୋକଙ୍କ ମନରେ କ୍ରୋଧ ଉତପନ ହେଇଛି। […]

Continue Reading

କ’ଣ ଗାନ୍ଧୀ ପରିବାର ଚୀନ୍ ଦୂତମାନଙ୍କୁ ଗୁପ୍ତରେ ଭେଟିଥିଲେ କି?

ତୀନ୍ ଭାରତ ମଧ୍ୟରେ ବିବାଦ ପରଠାରୁ ସୋସିଆଲ ମିଡ଼ିଆରେ ଅନେକ ଖବର ପ୍ରଚାର ହେଉଛି। ଏହା  ସହ କଂଗ୍ରେସ ଯେବେଠାରୁ ଭାରତ ଏବଂ ଚୀନ୍ ବିବାଦକୁ ନେଇ କେନ୍ଦ୍ର ସରକାର ବିରୋଧରେ ପ୍ରଶ୍ନବାଚ ସୃଷ୍ଟି କରିବା ପର ଠାରୁ ସୋସିଆଲ ମିଡ଼ିଆରେ ଗାନ୍ଧି ପରିବାରର ଫୋଟୋ ଚିନ୍ ଲୋକଙ୍କ ସହ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଦେଶ ଚୀନ ବିରୋଧି ହେବା ସମୟରେ ଗାନ୍ଧି ପରିବାର ଚିନ୍ ରାଷ୍ଟ୍ର ଦୂତ ସହ ଗୁପ୍ତ ବୈଠକ […]

Continue Reading

ଭାରତୀୟ ସେନାଙ୍କ ବିରୋଧରେ କୌଣସି ରାଜନୈତିକ ଦଳ ବିରୋଧ ପ୍ରଦର୍ଶନ କରିନାହାନ୍ତି।

ଲଦାଖରେ ଭାରତୀୟ ଏବଂ ଚୀନ୍  ସୈନ୍ୟଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ଦଳ ନେତାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଫୋଟୋରେ କିଛି ଲୋକ ଭାରତୀୟ ସୈନ୍ୟଙ୍କ ବିରୋଧରେ ପ୍ରଦର୍ଶନ କରୁଥିବାର ଦେଖା ଯାଉଛି।  ଫଟୋ ମାଧ୍ୟମରେ ଦାବି ହେଉଛି ଯେ, ଏହି ଦଳିୟ ନେନାମାନେ  ଭାରତୀୟ ସେନା ଚୀନ୍  ସୈନିକଙ୍କ ଉପରେ ଗୁଳି କରିଥିବାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି।  20 ଜୁନରେ Tridip Kumar Nandi ନାମକ ଜଣେ […]

Continue Reading

କ’ଣ ଏହି ଫୋଟୋ ଚୀନ ସହିତ ଯୁଧ୍ୟରେ ଆହତ ହେଇଥିବା ଜବାନ ସୁରେନ୍ଦ୍ର ସିଂହଙ୍କର? ଜାଣନ୍ତୁ ସତ୍ୟ।

୨୦ ଜୁନ ରେ ଜଣେ ଫକେବୂ ୟୁଜର ଅଭିଭକ୍ତା କୋରାପୁଟ ସମାଚାର ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଫୋଟୋ ଭାରତ ଯବାନ ସୁରେନ୍ଦ୍ର ସିଂହଙ୍କର। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ତାଙ୍କ ପତ୍ନୀ କହିଛନ୍ତି ଯେ “ଆମର ଥିଲେ ୩୦୦-୪୦୦ ସୈନିକ। ହଠାତ ଚାଇନାର ୨୦୦୦-୨୫୦୦ ସୈନିକ ହାତରେ ରଡ,ପଥର,ଲୁହା କଣ୍ଟାଯୁକ୍ତ ବାଡି ନେଈ ମାଡିଆସିଲେ। ତଥାପି ବି ଆମେ ଖାଲି […]

Continue Reading

କ’ଣ ମଣିଷ ପାଡ଼ରୁ କୋରୋନା ସଂକ୍ରମଣ ହେଇଥାଏ? କ’ଣ ମଳ ଏବଂ ମୁତ୍ରରୁ କୋରୋନା ବ୍ୟାପିବାର ସମ୍ଭାବନା ଅଛି? ଜାଣନ୍ତୁ ସତ୍ୟ।

୧୬ ଜୁନ ରେ ଝରକା ନାମକ ଫେସବୁକ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋସ୍ତ କରା ଯାଇଅଛି। ଏହି ଭିଡିଓ ରେ କୁହା ଯାଇଅଛି ଯେ କୋରୋନା ରୋଗ ଜଣଙ୍କ ଥାରୋ ଆଉ ଜଣଙ୍କୁ ବ୍ୟାପୀ ଥାଏ। କାସ, ଛିଙ୍କ ଓ ଜର ଏହି ରୋଗର ଲକ୍ଷଣ। ଏହି ରୋଗର କୌଣସି ଅଉଷଡ୍ଗ ବା ଟୀକା ବାହାରି ନାହିଁ। ପ୍ରତିଦିନ ଏହି ବିଷୟ ନେଇ କିଛି ନ କିଛି ନୂଆ ତଥ୍ୟ ସାମନାକୁ ଆସୁଛି। ଇନ କୁ ଦିନ […]

Continue Reading

ଫୋଟୋରେଥିବା ଝିଅ ଗଲବାନ ଘାଟୀରେ ଚୀନ୍ ସହ ଲଢ଼ି ସହିଦ ହୋଇଥିବା ସନ୍ତୋଷ ବାବୁଙ୍କ ଝିଅ ନୁହେଁ ।

ଚାଇନା ଏବଂ ଭାରତ ବର୍ଡରରେ  ଚୀନ୍ ସେନା ସହିତ ବିବାଦରେ 20 ଜଣ ଭାରତୀୟ ସୈନିକଙ୍କ ସହିଦ ହୋଇଛନ୍ତି। ଏହାକୁ ନେଇ ଦେଶ ସାରା ଦୁଃଖର ଲହରି ଖେଳି ଯାଇଛି। ସହିଦମାନଙ୍କର ଫୋଟୋ ଏବଂ ତାଙ୍କ ପରିବାର ବର୍ଗର ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି।   ଏହି ସମୟରେ ସୋସିଆଲ ମିଡିଆରେ ଏକ ଫୋଟୋ ସେୟାର କରାଯାଉଛି ଯେଉଁଥିରେ ଏକ ଛୋଟ ଝିଅ ଶହୀଦ ସନ୍ତୋଷ ବାବୁଙ୍କ ଫୋଟୋ ଆଗରେ ହାତ ଯୋଡି ଛିଡ଼ା […]

Continue Reading

କ’ଣ କୋରୋନା ରୋଗୀଙ୍କ ମୃତ ଶରୀର କୁ ଚୀନ ସମୁଦ୍ରରେ ଫୋପାଡ଼ି ଦୁନିୟା ରେ କୋରୋନା ସଙ୍କ୍ରାମାନ ବିସ୍ତାର କରିବା କୁ ଚାହୁଁଛି? ଜାଣନ୍ତୁ ସତ୍ୟ।

୧୬ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଗୋଟିଏ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଚୀନ କୋରୋନା ସଂକ୍ରମଣ ରେ ମୃତ୍ୟୁ ହେଇଥିବା ମର ଶରୀର କୁ ସମୁଦ୍ର ଦ୍ଵାରା ବିଭିନ୍ନ ଦେଶ କୁ ପଠାଇଛି। କିଛି କୋରୋନା ସଂକ୍ରମିତ ଶରୀର ସମୁଦ୍ର ଦ୍ଵାରା ଭାସି ଭାସି ଭାରତ ରେ ମଧ୍ୟ ପହଞ୍ଚିଛି ବୋଲି ମଧ୍ୟ ଦାବି କରିଛନ୍ତି।  ଏହା ପରେ ଆମେ ଭିଡିଓ […]

Continue Reading

ରାହୁଲ ଗାନ୍ଧୀ ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ଟ୍ୱିଟରେ କ୍ରିକେଟର ବୋଲି କହିଛନ୍ତି କି?

ରବିବାର (ଜୁନ୍ 14) ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହୋଇଛି। ସେ ମୁମ୍ବାଇସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଏହା ପରେ ସୁଶାନ୍ତ ସିଂଙ୍କ ଅକାଳ ବିୟୋଗରେ  ନେତା ଏବଂ ଅଭିନେତା  ଅସନ୍ତୋଷ ବ୍ୟକ୍ତ କରିଥିଲେ। ରାହୁଲ ଗାନ୍ଧୀ ମଧ୍ୟ ଏକ ଟୁଇଟ୍ ଜରିଆରେ ସୁଶାନ୍ତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ।  ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଏକ ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ  ହୋଇଛି ଯେଉଁଥିରେ ସୁଶାନ୍ତ ସିଂଙ୍କୁ ରାହୁଲ ଗାନ୍ଧୀ […]

Continue Reading

କ’ଣ ଓଡ଼ିଶା ରେ ସପ୍ତାହରେ ୫ ଦିନ ତାଲାବନ୍ଦ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି? ଜାଣନ୍ତୁ ସତ୍ୟ।

ଓଡ଼ିଶା ରେ ଶନିବାର ଏବଂ ରବିବାର ଦିନ ସଂମ୍ପର୍ଣ୍ଣ ଭାବେ ସର୍ଟଡାଉନ ଥିଲା ହେଲେ କଥା ଆସୁଛି ଏଠାରେ ହେଲେ ଏହି ଦିନ ରେ କିଛି ନୂଆ ନିୟମ ଆସିଛି ଏବେ ଦୁଇ ଦିନ ନୁହେଁ ବରଂ ଚାରି ରୁ ପାଞ୍ଚ ଦିନ ସର୍ଟଡାଉନ ର ଅବଧି ବଢା ଯିବ । ଓଡ଼ିଶା ର ବି ସ୍ଥିତି ଚିନ୍ତା ଜନକ ହେଲାଣୀ । କେବଳ ଏହିଥି ପାଇଁ ଜୁନ ମାସ ରେ ସମସ୍ତ ଶନିବାର ଏବଂ ରବିବାର […]

Continue Reading

କ’ଣ ଭାଇରାଲ ଫୋଟୋରେ ଚାଇନା ବର୍ଡରରେ ଶହୀଦ 3 ଭୀରତୀୟ ସେନାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଉଛି?

ଚାଇନା ଏବଂ ଭାରତ ମଧ୍ୟରେ ଯୁଦ୍ଧ ଲାଗି ରହିଛି।  ଗୋଟେ ପଟେ କୋରୋନା ମାହାମାରି ଚିନ୍ତା ତ ଅନ୍ୟ ପଟେ ଭାରତ ଟାଇନା ଯୁଦ୍ଧ୍ରେ ଆମର କିଛି ବିର ଜବାନ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। ଭାରତ ଏବଂ ଚାଇନା ଯୁଦ୍ଧରେ ପ୍ରଥମେ ଭାରତର ତିନି ଯବାନ ମୃତ ହୋଇଥିବାର ଖବର ସାମ୍ନାକୁ ଆସିଥିଲା। ପରେ 20 ଜମାନ ମୃତ୍ୟୁ ହୋଇଥବାର ଖବର ଆସିଲା। ଏଥି ମଧ୍ୟରେ ପ୍ରଥମ ତିନି ଜବାନ କୁ ଶ୍ରଦ୍ଧାଞ୍ଜଳି ଦିଆ […]

Continue Reading

ଭୂତ ବ୍ୟାୟାମ କରୁଥିବା ଭିଡିଓର ରହସ୍ୟ କ’ଣ?

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଆ ଭାଇରାଲ ହେଉଛି। ଯେଉଁଥିରେ ଏକ ଭୂତ ବ୍ୟାୟାମ କରୁଥିବା ଦାବିରେ ଭାଇରାଲ କରାଯାଉଛି। ଭିଡ଼ିଓରେ ବ୍ୟାୟାମ ଉପକରଣ ଜାଗାରେ କେହି ବସିଥିବା ପରି ମନେ ହେଉନାହିଁ। ତେଣୁ ଭୂତ ବ୍ୟାୟାମ କରୁଥିବା ଗୁଜବ ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି। କିଛି ପୋଲିସ କର୍ମଚାରୀ ମୋବାଇଲରେ ଏହି ଉପକରଣର ସୁଟିଂ କରୁଛନ୍ତି।  ସୋସିଆଲ ମିଡ଼ିଆରେ ଲୋକମାନେ ଏକ ଭୂତ ବ୍ୟାୟାମ କରୁଛି ବୋଲି କହି ଭାଇରାଲ କରୁଛନ୍ତି। ଏହି ଭିଡ଼ିଓ Gouranga patra […]

Continue Reading

କ’ଣ ଏ.ଜେଡ.ଡି ୧୨୨୨ ପ୍ରମାଣିତ କୋରୋନା ପ୍ରତିଶୋଧକ ଟୀକା? ଜାଣନ୍ତୁ ସତ୍ୟ।

ଅକ୍ସଫୋର୍ଡ଼ ୟୁନିଭରସିଟି AZD1222 ନାମରେ କରୋନା ଭାଇରସର ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛନ୍ତି । ଯାହାର ପ୍ରୟୋଗ ସମୟରେ ଭଲ ଫଳ ପ୍ରକାଶ ପାଇଛି ଏବଂ ଏହି ଔଷଧର ଆଗାମୀ ପ୍ରୟୋଗ ମଧ୍ୟ ଖୁବଶୀଘ୍ର କରାଯିବ । ଏହାପରେ ଭାରତ ମଧ୍ୟ ଏହି ଔଷଧର ନିର୍ମାଣ ଆରମ୍ଭ କରି ଦେଇଛନ୍ତି । ଭାରତ ସହ ଏହି ଔଷଧର ନିର୍ମାଣର ବ୍ରିଟେନ, ସ୍ୱିଜରଲ୍ୟାଣ୍ଡ ଓ ନରୱେରେ ମଧ୍ୟ କରାଯାଉଛି। ଯାହାର ସୂଚନା ବ୍ରିଟେନର ଔଷଧ କମ୍ପାନୀ ଏଷ୍ଟ୍ରାଜେନେକା ଦେଇଛନ୍ତି। […]

Continue Reading

କ’ଣ ବିଳମ୍ବିତ ରାତି ସମୟରେ ପବ୍ ରେ ଚାଲୁଥିବା ପାର୍ଟି ରେ ପୋଲିସ ମାରିଥିବା ଛାପା ଘଟଣା ବର୍ତମାନ ସମୟର? କ’ଣ ପ୍ରକୃତର ଘଟଣା? ଜାଣନ୍ତୁ ସତ୍ୟ।

ଏବେ ପୋଲିସ ସବୁଆଡେ ନିଜ ର କଡା କଡୀ ଯାଞ୍ଚ ଆରମ୍ଭ କରିଦେଇଛି I ରାତି ରେ କୌଣସି ପାର୍ଟି ଆଦି ର ଆୟୋଜନ କରିବାକୁ ମଧ୍ୟ ବର୍ଜିତ କରାଯାଇଛି I ଏହି କ୍ରମ ରେ ପୋଲିସ ଇନ୍ଦୋର ରେ ଏକ ଅଂଚଳ ରେ ଛାନ ଭିନ ଚଳାଇଥିଲା I ଏବେ ପ୍ରତିବନ୍ଧକ ଲଗାଯାଇଛି କି ଅଧିକ ରାତି ପର୍ଯ୍ୟନ୍ତ କୌଣସି ପାର୍ଟି ଆଦି ର ଆୟୋଜନ କରାଯିବ ନାହିଁ I କିନ୍ତୁ ସେଠାରେ ଏକ ପର୍ବ […]

Continue Reading

କ’ଣ ନିତୀଶ କୁମାରଙ୍କ ଗାଡ଼ି ଉପରେ ପଥର ଫୋଫାଡ଼ୁ ଥିବା ଭିଡିଓ ବର୍ତମାନ ସମୟର? ପ୍ରକୃତର ଘଟନା କ’ଣ? ଜାଣନ୍ତୁ ସତ୍ୟ।

ଆଗାମୀ ଦିନରେ ବିହାର ନିର୍ବାଚନ ହେବା କୁ ଯାଉଥିବା ସମୟରେ ବିହାର ରାଜ୍ୟର କିଛି ଘଟଣା ସାମନାକୁ ଆସିଛି। ୧୦ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ବିହାର ର ଗୋଟିଏ ଗାଁର ଲୋକ ମାନେ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ଗାଡ଼ି ଉପରକୁ ଇଟା ପଥର ମାଡ଼ କରୁଛନ୍ତି। Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ […]

Continue Reading

ସାର୍ ଗଙ୍ଗା ରାମ ହସ୍ପିଟାଲର ଡା ରାଜ କମଲ ଅଗ୍ରୱାଲ ନାମରେ ଭାଇରାଲ୍ ହେଉଥିବା COVID19 ପ୍ରେସକ୍ରିପସନ୍ ନକଲି ଅଟେ ।

କୋରୋନା କୁ ନେଇ ଚିନ୍ତା ଦିନ କୁ ଦିନ ବଢ଼ିବାରେ ଲାଗିଛି। ଏଥି ମଧ୍ୟରେ ସୋସିଆଲ ମିଡ଼ିଆରେ ଏକ ଫୋଟୋ ଘୁରି ବୁଲୁଛି। ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନା ସାମାଜିକ ଦୂରତା, ହାତ ଧୋଇବା ଏବଂ ମାସ୍କ ପିନ୍ଧିବା ବ୍ୟତୀତ କୋଭିଡ -19 ର ସୁରକ୍ଷା ପାଇଁ ଏକ ଔଷଧର ତାଲିକା ପ୍ରକାଶ କରିଛି ବୋଲି ଦାବି କରାଯାଇଛି।  ଏହି ପ୍ରେସକ୍ରିପସନ୍ ସାର୍ ଗଙ୍ଗା ରାମ ହସ୍ପିଟାଲର ଡ. ରାଜ କମଲ ଅଗ୍ରୱାଲଙ୍କ ଦ୍ୱାରା ଲେଖାଯାଇଛି। […]

Continue Reading

କ’ଣ ଭିଡିଓରେ ହେଉଥିବା ଘଟଣା ବର୍ତମାନ ସମୟରେ ଲାଦାଖରେ ଘଟିଛି? ଜାଣନ୍ତୁ ସତ୍ୟ।

ଭାରତ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏହି ବିଷୟ ନେଇ ବିଗତ କିଛି ଦିନରୁ ସୋସିଆଲ ମିଡିଆରେ ଅନେକ ପୋସ୍ତ ଏବଂ ଭିଡିଓ ଭାଇରାଲ ହେଉଛି। ଗତ କାଲୀ ୧୨ ଜୁନ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋସ୍ତ କରି କହିଛନ୍ତି ଯେ ଭାରତ ସେନା ଜବାନ କୁ ଚୀନ ସୈନ୍ୟ କୁ ପଛକୁ ହଟିବାକୁ କହୁଛନ୍ତି। ଦୁଇ ଦେଶ ସୈନ୍ୟ ମଧ୍ୟରେ ବାକ […]

Continue Reading

କ’ଣ ହସ୍ପିଟାଲ ଭିତରୁ ଖୁସି ହେଇ ବାହାରି ଆସୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ଭିଡିଓ ନ୍ୟୁଜିଲାଣ୍ଡ ଦେଶର ଅଟେ? ଜାଣନ୍ତୁ ସତ୍ୟ।

ଏହି ସମୟରେ ସାରା ବିଶ୍ଵ କୋରୋନା ପୀଡ଼ିତ ଥିବା ବେଳେ ,ବିଗତ କିଛି ଦିନ ପୂର୍ବରୁ ଗୋଟିଏ ଖବର ଶୁଣିବା କୁ ମିଳି ଥିଲା ଯେ ନ୍ୟୁଜିଲାଣ୍ଡ ବର୍ତମାନ କୋରୋନା ମୁକ୍ତ ଦେଶ ହେଇ ଯାଇଅଛି। ଗତ ୨୦ ଦିନ ରୁ ନ୍ୟୁଜିଲାଣ୍ଡ ରେ କେହି ନୂଆ ଆକ୍ରାନ୍ତ ଦେଖିବା କୁ ମିଳି ନାହିଁ। ଏହି ଖବର ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ସୃଷ୍ଟି ହେଇଛି। ଏହି ବିଷୟ ନେଇ ଆମ ସାମନା କୁ ଗୋଟିଏ […]

Continue Reading

ଏକ କଣ୍ଢେଇ ଫୋଟୋକୁ ମାଲେସିଆରେ ମଣିଷ ଚେହେରା ନେଇ ବିଲେଇ ଛୁଆ ଜନ୍ମ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।

12 ମେ ରେ OdiaNews 24 ନାମକ ଏକ ନ୍ୟୁଜ ପେଜରେ ଏକ ଖବର ପ୍ରକାଶିତ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ, ମଣିଷ ଚେହେରା ନେଇ ଜନ୍ମ ହୋଇଛି ବିଲେଇ ଛୁଆ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 43 ଥର ସେୟାର କରାଯାଇଚି। ଏହା ସହ 370 ଲାଇକ ମଧ୍ୟ ମିଳିଛ। ଖବରରେ ଲେଖା ଯାଇଛି ଯେ, ମଣିଷ ରୂପରେ ଦେଖା ଯାଉଥିବା ଏହି ବିଲେଇ ଛୁଆ ମାଲେସିୟାରେ ଜନ୍ମ ଗ୍ରହଣ କରିଛି । ତାକୁ […]

Continue Reading

2013 ମସିହାର ଫୋଟୋକୁ ଲକଡାଉନରେ ଖାଦ୍ୟ ଅଭାବରେ ମୃତ୍ୟୁ ହୋଇଥିବା ମାଁ ଠାରୁ ଶିଶୁ କ୍ଷୀର ପିଉଥିବା ଦାବିରେ ଭାଇରାଲ କରାଯାଉଛି।

ଲକଡାଉନ ସମୟରେ ଅନେକ ଫୋଟୋ ଏବଂ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଲା । ଯେଉଁଥିରେ କିଛି ସତ ଏବଂ କିଛି ମିଥ୍ୟା ମଧ୍ୟ ଥିଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ପ୍ରବାଶି ଶ୍ରମିକଙ୍କ ଫୋଟୋକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ କରାଯାଇଛି। ତେବେ ଅନ୍ୟ ଏକ ଫୋଟୋ ଆମକୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖା ଯାଉଛି। ଯେଉଁଥିରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋ ଲକଡାଉନ ସମୟରେ ଅଟେ। ଫୋଟୋରେ ଏକ ମୃତ ମାଁଠାରୁ […]

Continue Reading

କ’ଣ ରେମ୍ଡେସିଭିର ଟୀକା ସମ୍ପୂର୍ଣ ଭାବରେ କୋରୋନା ସୁସ୍ଥ କରି ପାରିବ? ଜାଣନ୍ତୁ ସତ୍ୟ।

Photo Credit : NIAID  କରୋନା ଭାଇରସ ଚିକିତ୍ସାରେ ବ୍ୟବହୃତ ହେଉଥିବା ଗିଲିଆଡ୍ ସାଇନ୍ସର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭର୍ ମାଙ୍କଡମାନଙ୍କ ଉପରେ ଭଲ ପ୍ରଭାବ ପକାଇଥିବାର ଦେଖାଯାଇଛି। ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଏହି ଔଷଧ କରୋନା ଭାଇରସ ସଂକ୍ରମିତ ମାଙ୍କଡ଼ରେ ଫୁସଫୁସ ରୋଗକୁ ରୋକିଥାଏ। ଏହି ଅଧ୍ୟୟନ ମଙ୍ଗଳବାର ଦିନ ଜର୍ନଲ ନେଚରରେ ପ୍ରକାଶିତ ହୋଇଛି। ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ପ୍ରାମାଣିକ ପତ୍ରିକାରେ ପ୍ରକାଶ ପାଇବା ପୂର୍ବରୁ ଏପ୍ରିଲ୍ ମାସରେ ପ୍ରଥମ […]

Continue Reading

କ’ଣ ଉତ୍ତର ପ୍ରଦେଶ ପୋଲିସ ୟୁନିଫର୍ମ ପିନ୍ଧି ରାସ୍ତାରେ ବୁଲୁ ଥିବା ଏହି ମହିଳା ପୋଲିସଙ୍କ ଧାରା ପଡ଼ିବା ଘଟଣା ବର୍ତମାନ ସମୟର?

ୟୁପିର ଫଜାବାଦରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଗାଡି ଯାଞ୍ଚ ବେଳେ ପୋଲିସ ଜଣେ ନକଲି ମହିଳା ପୁଲିସଙ୍କୁ ଗିରଫ କରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଇନ୍ସପେକ୍ଟରଙ୍କ ୟୁନିଫର୍ମ ପିନ୍ଧିଥିବା ଏହି ଝିଅଟି ବିନା ହେଲମେଟରେ ରାସ୍ତାରେ ଯାଉଥିଲା। ଏହି ନକଲି ମହିଳା ଇନ୍ସପେକ୍ଟରଙ୍କ ଭେଦ ସେତେବଳେ ଖୋଲିଲା ଯେତେବେଳେ ସେ ଯାଞ୍ଚ ସମୟରେ ପୋଲିସର ପ୍ରଶ୍ନର ଉତ୍ତର ଦେଇପାରିନଥିଲେ| ଗାଡି ଯାଞ୍ଚ ସମୟରେ ପୋଲିସ ଜଣେ ନକଲି ମହିଳା ପୁଲିସକୁ ଧରିଛି। କୁହାଯାଉଛି […]

Continue Reading

3 ବର୍ଷ ପୁରୁଣା ଫୋଟୋକୁ କେରଳରେ ହତ୍ୟା ହୋଇଥିବା ଗର୍ଭବତୀ ହାତୀର ଅନ୍ତିମ ସଂସ୍କାର କରାଯାଉଥିବା ଦାବିର ଭାଇରାଲ କରାଯାଉଛି।

କେରଳରେ ଏକ ଗର୍ଭବତୀ ହାତୀକୁ ବୋମା ଖୁଆଇ ହତ୍ୟା ହୋଇଥିବା ଘଟଣାର ଖବର ସୋସିଆଲ ମିଡ଼ିଆରେ ଜୋରଦାର ଆଲୋଚନା କରାଯାଉଛି। ଏହାକୁ ନେଇ କିଛି ଲୋକ ଦୁଃଖ କରୁଥିବା ବେଳେ ଅନ୍ୟ କିଛି ଗର୍ଭବତୀ  ହାତୀ ସହ ହୋଇଥିବା ଘଟଣାର ଅପରାଧିକୁ ଦଣ୍ଡ ଦେବା ନେଇ ଦାବି କରୁଛନ୍ତି । ଏଥି ମଧ୍ୟରେ ଗର୍ଭବତୀ ହାତୀର ଅନ୍ତିମ ସଂସ୍କାର କରାଯାଉଥିବାର ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ମାଟି ଖୋଳି ଏକ ହାତୀର ଅନ୍ତିମ ସଂସ୍କାର କରାଯାଉଥିବାର […]

Continue Reading

5 ବର୍ଷ ତଳର ପୁରୁଣା ଫୋଟୋକୁ ହିମାଚଳ ପ୍ରଦେଶରେ ଘଟିଥିବା ଘଟଣା ଦାବିରେ ଭାଇରାଲ କରାଯାଉଛି ।

କେରଳରେ ଏକ ଗର୍ବୀ ହାତୀର ନିର୍ଦ୍ଦୟ ହତ୍ୟା ପରେ ସୋସିଆଲ ମିଡିଆରେ ଏହି ଘଟଣାଟି ବହୁ ଚର୍ଚ୍ଚାର ବିଷୟ ବନିଯାଇଛି।  ଯାହା ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ପଶୁମାନଙ୍କ ଉପରେ ଅତ୍ୟାଚାର ହେବାର ଖବର ସାମ୍ନାକୁ ଆସିବାରେ  ଲାଗିଛି।  ଏହି ସମୟରେ, ସୋସିଆଲ ମିଡିଆରେ ହିମାଚଳ ପ୍ରଦେଶର ଏକ ଘଟଣା ସାମ୍ନାକୁ ଆସିଛି।  ଯେଉଁଠାରେ ଏକ ଗାଈକୁ ଖାଦ୍ୟରେ ବିସ୍ଫୋରକ ଭର୍ତ୍ତିକରି ଖାଇବାକୁ ଦେବା ପରେ ଗାଈଟି ଗୁରୁତର ଆହତ ହୋଇଛି। ଏହାର ଏକ ଫୋଟୋ ଭାଇରାଲ […]

Continue Reading

ବିହାରର ଲବଗୁରୁ ମଟୁକନାଥ ଏବଂ ତାଙ୍କ ଶିଷ୍ୟ ଜୁଲିର ପ୍ରେମ ସମ୍ପର୍କ କୁ ବାପ ଝିଅ ସମ୍ପର୍କ କହି ଭାଇରାଲ କରାଯାଉଛି।

9 ଜୁନରେ ଏକ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯେଉଁଥିରେ ବୃଦ୍ଧ ବ୍ୟକ୍ତି ଏକ ଝିଅକୁ ରିକ୍ସାରେ ବସାଇ ନେଉଛନ୍ତି। Puja Puja ନାମକ ଜଣେ ଫେସବୁକ ୟୁଜର ଏହି ଭାଇରାଲ ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ ଦାବି କରାଯାଇଛି ଯେ, ରିକ୍ସାବାଲା ଝିଅ ହେଲା କଲେକ୍ଟର । ରିକ୍ସା ଚଳେଇ ପାଠ ପଢ଼ାଇଲେ ଝିଅ କୁ , ଝିଅ ଆଜି କଲେକ୍ଟର ହେଲା , ଲୋକେ କହୁଥିଲେ ଆଶ୍ରମରେ ଛାଡ଼ି ଦେବାକୁ। ଫୋଟୋକୁ ଅଧିକରୁ […]

Continue Reading

ହରିୟାଣାରେ, ଅନ୍ତିମ ସଂସ୍କାର କରିବାକୁ ନିଆଯାଉଥିବା ଏହି ମୃତ ଶିଶୁ ପଲିଥିନ ଭିତରୁ ହସୁଥିଲା କି?

ସୋସିଆଲ ମିଡ଼ିଆରେ ଅନେକ ଆଶ୍ଟର୍ଯ୍ୟଜନକ ଘଟଣା ଭାଇରାଲ ହୋଇଥାଏ। ଯାହା କେତେ ଦୁର ସତ ତାହା ଜାଣିବା ପାଇଁ କେହି ଅନୁସନ୍ଧାନ କରନ୍ତି ନାହିଁ। ଏକ ଆଶ୍ଟର୍ଯ୍ୟଜନକ ଖବର ଆମ ସାମ୍ନାକୁ ଆସିଲା। 5 ଜୁନରେ Odia news 24 ପେଜରେ ଏପରି ଏକ ଖବର ଦେଖିବାକୁ ମିଳିଛି। ଯେଉଁଥିରେ ଦାବି କରାଯାଇଛି ଯେ, ହରିୟାଣାର ଯମୁନା ନଗରରେ ଏକ ମୃତ ଶିଶୁକୁ ପ୍ଲାଷ୍ଟିକ ବ୍ୟାଗରେ ଅନ୍ତିମ ସଂସ୍କାର କରିବା ପାଇଁ ନେଉଥିବା ସମୟରେ ଶିଶୁ ଜିବିତ […]

Continue Reading