Archives

କ’ଣ ବାଲେଶ୍ଵର ସାଂସଦ ରବୀନ୍ଦ୍ର ଜେନା ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି? ଜାଣନ୍ତୁ ସତ୍ୟ।

Photo Credit: Sambad English ୨୩ ସେପ୍ଟେମ୍ବରରେ ଜଣେ ଫେସବୁକ ୟୁଜର ପ୍ରତାପ ସଡ଼ଙ୍ଗି ନାମକ ଫେସବୁକ ଗ୍ରୁପରେ ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ଓଡ଼ିଶାର ବାଲେଶ୍ଵର ସହର ର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେଡି ଦଳରୁ ନିଜ ଇସ୍ତଫା ଦେଇଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ କୁହା ଯାଇଅଛି ଯେ ବିଜେଡି ରବୀନ୍ଦ୍ର ଜେନାଙ୍କୁ କଣଠେସାକରି ରାଖୀ ଥିଲା। ବର୍ତମାନ କେବଳ ବିଜେପି ବା କଂଗ୍ରେସ ହି ରବୀନ୍ଦ୍ରଙ୍କର ସାହା ଅଟନ୍ତି।  Facebook […]

Continue Reading

ଶିବରାସ ସିଂଙ୍କ ଉପରେ ଚପଲ ପଡୁଥିବାର ଭାଇରାଲ ଭିଡିଓ ଦୁଇ ବର୍ଷ ପୁରୁଣା ଅଟେ ।

ମଧ୍ୟପ୍ରଦେଶରେ ଉପନିର୍ବାଚନ ସାମ୍ନାରେଥିବା ବେଳେ ସୋସିଆଲ ମିଡିଆରେ ଅନେକ ଭିଜିଓ ଏବଂ ଫଟୋ ଭାଇରାଲ ହେବାରେ ଲେଗିଛି। କିଛି ସପ୍ତାହ ପୂର୍ବରୁ  Jhariya Nayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ମଧ୍ୟପ୍ରେଦଶ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ପୋଷ୍ଟ କରାଯାଇଛି। ଭିଡିଓରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ଉପରେ ଏକ ସଭାରେ ଜୋତା ଭିଙ୍ଗା ଯାଉଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବିଧାୟକ କିଣି ସରକାର ବନାଇଥିବା ବିଜେପି ସରକାରକୁ ଜନତା ଜୋତା ଚପଲ ପକାଇ […]

Continue Reading

କ’ଣ ଫୋଟୋରେ ଥିବା ଦୃଶ୍ୟ ବିହାର ରାଜ୍ୟର ତାଲାବନ୍ଦ ସମୟର ଦୃଶ୍ୟ ଅଟେ?

ବିହାର ନିର୍ବାଚନ ନିକଟ ଆସିଥିବାରୁ ବର୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ରାଜନୈତିକ ପାର୍ଟି ବିରୁଦ୍ଧରେ ପୋଷ୍ଟ ଭାଇରାଲ ହେବା ଦେଖିବା କୁ ମିଳିଛି। ଏମିତି ସମୟରେ ଜଣେ ଫେସବୁକ ୟୁଜର ତାଲାବନ୍ଦ ସମୟରେ ଭାଇରାଲ ହେଇଥିବା ଗୋଟିଏ ପୋଷ୍ଟ କରି ଦାବି କରିଛନ୍ତି କି ଏହି ଫୋଟୋ ବିହାର ରାଜ୍ୟର ଅଟେ। ଏହି ଫୋଟୋରେ ଆମେ ଦେଖିବାକୁ ପାଇଲୁ ଯେ ଗୋଟିଏ ଟ୍ରକ୍ ଉପରେ କିଛି ଲୋକ ବସିଥିବା ସମୟରେ ଜଣେ ବ୍ୟକ୍ତି ଗୋଟିଏ ହାତରେ ଟ୍ରକ୍ […]

Continue Reading

ଇନଫୋସିସ୍ ଫାଉଣ୍ଡେସନ୍ ଚେୟାରମ୍ୟାନ୍ ସୁଧା ମୁର୍ତ୍ତୀ ବର୍ଷକୁ ଥରେ ପନିପରିବା ବିକ୍ରି କରନ୍ତି କି?

14 ସେପ୍ଟେମ୍ବରରେ Girl Children ନାମକ ଏକ ଫେସବୁକ ପେଜରେ ଇନଫୋସିସ୍ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ସୁଧା ମୂର୍ତ୍ତିଙ୍କ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ କିଛି ପନିପରିବା ବିକୁଥିବା ଭଳି ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଇନଫୋସିସ୍ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ସୁଧା ବ୍ୟକ୍ତିଗତ ଅହଙ୍କାରଠାରୁ ନିଜକୁ ଦୂରେଇ ରଖିବା ପାଇଁ ମଝିରେ ମଝିରେ ନିଜେ ହିଁ ପରିବା ବିକନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଅବିଶ୍ୱସନୀୟ ହେଲେ ମଧ୍ୟ ସତ୍ୟ !ବ୍ୟକ୍ତିଗତ ଅହଙ୍କାରଠାରୁ […]

Continue Reading

କ’ଣ ଭାଇରାଲ ଭିଡିଓରେ କଙ୍ଗନା ରଣାୱତ ବିହାର ନିର୍ବାଚନ ସରିଲେ ମନାଲିରେ ମଦ ପିଇ ଉପଭୋଗକରିବା କଥା କହିଛନ୍ତି କି?

ବଲିଉଡ ସ୍ଟାର ସୁଶାନ୍ତ ମୃତ୍ୟୁ ମାମଲାରେ କଙ୍ଗନା ରାଣାୱତ ଜେବେଠାରୁ ନିଜ ମତ ରଖିଛନ୍ତି , ସେବେଠାରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଛି। ତାଙ୍କର କିଛି ଭିଡିଓ ଏବଂ ଫଟୋ ମଧ୍ୟ ଭାଇରାଲ ହେଉଛି। ଯାହାକୁ ଅଲଗା ଅଲଗା ଦାବିରେ ଭାଇରାଲ କରାଯାଉଛି। 18 ସେପ୍ଟେମ୍ବରରେ Pasa Gaan ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ କଙ୍ଗନାଙ୍କ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ଦାବି କରିଛନ୍ତି ଯେ, କଙ୍ଗନା ଭିଡିଓରେ କହୁଛନ୍ତି , […]

Continue Reading

କ’ଣ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନବୀନ ପଟନାୟକଙ୍କ ଫୋଟୋ ପୁରସ୍କାରରେ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

୨୭ ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟନାୟକଙ୍କ ଫୋଟୋ ଧରି ଚିଡ଼ା ହେଇଛନ୍ତି। ନବୀନ ପଟନାୟକଙ୍କ ଏହି ଫୋଟୋ ଉପରେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଦଳ ବୋଲି ଲେଖା ଯାଇଅଛି।  Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା […]

Continue Reading

ରାଫେଲ ବିମାନ ଉଦ୍‌ଘାଟନ ସମାରୋହରେ କେବଳ ଖ୍ରୀଷ୍ଟିଆନ ପ୍ରାର୍ଥନା କରାଯାଇଥିଲା କି?

ଭାରତୀୟ ସୈନ୍ୟବାହିନୀରେ ରାଫାଲ ଜେଟର ଉଦ୍‌ଘାଟନୀ ସମାରୋହରେ ଆୟୋଜିତ ହୋଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଖ୍ରୀଷ୍ଟୟାନ ଧର୍ମ ପ୍ରଥା’ରେ ଜଣେ ପୁରୋହିତ ବାଇବଲ ପ୍ରାର୍ଥନା କରୁଥିବାର ଦେଖା ଯାଉଛନ୍ତି।  10 ସେପ୍ଟେମ୍ବରରେ  ଅମ୍ବାଲା ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲାଟଙ୍କ ଉପସ୍ଥିତିରେ ପାଞ୍ଚଟି ରାଫାଲ ବିମାନର ଉଦ୍‌ଘାଟନ କରାଯାଇଥିଲା।  ସୋସିଆଲ ମିଡିଆରେ ଭାଇରାଲ କ୍ଲିପ ସହିତ ଦାବି କରାଯଉଛି ଯେ, […]

Continue Reading

ଅମିତାଭ ବଚ୍ଚନ ଦାଉଦ ଇବ୍ରାହିମଙ୍କ ସହ ହାତ ମିଶାଉଥିବା ଫଟୋର ଜାଣନ୍ତୁ ସତ୍ୟତା।

ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନଙ୍କ ବିଲିଉଡକୁ ନେଇ ଦେଇଥିବା ମତ ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି। ଏହା ସହ କିଛି ଫଟୋ ମଧ୍ୟ ଭାଇରାଲ ହେବାରେ ଲେଗିଛି। ଅମିତାଭ ବଚ୍ଚନଙ୍କ ଏକ ଫଟୋ ଜଣେ ବ୍ୟକ୍ତି ସହ ଭାଇରାଲ ହେଉଛି। ଯେଉଁଥିରେ ଦେବି କରାଯାଉଛି ଯେ, ଭାଇରାଲ ଫଟୋରେ ଅମିତାଭ ବଚ୍ଚନ ବିଶ୍ୱ ଆତଙ୍କବାଦୀ ଦାଉଦ ସହ ସହ ଦେଖା ଯାଉଛନ୍ତି। Prakash Kumar Mishra ନାମକ ଜଣେ ଫେସବୁକ ୟୁଜର 20 […]

Continue Reading

କ’ଣ ଭିଡିଓରେ ମାରପିଟ ହେଉଥିବା ଲୋକେ ଶିବ ସେନା ଦଳର କାର୍ଜ୍ୟକର୍ତା ଅଟନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନରୁ ଶିବ ସେନା ଦଳ ଗଣମାଧ୍ୟମରେ ଖୁବ ଚର୍ଚାରେ ରହିଛି। କଙ୍ଗନାଙ୍କ ଅଫିସ ଭାଙ୍ଗିବା ପରେ ମୁମ୍ବାଇରେ ରହୁ ଥିବା ଜଣେ ଭାରତୀୟ ନୌସେନା ଅଫିସର ମଦନ ଶର୍ମାଙ୍କୁ ଆକ୍ରମଣ କରିବା ଅଭିଯୋଗ ମଧ୍ୟ ସାମନାକୁ ଆସିଛି। ଏହି ଘଟଣା ନେଇ ଆଉ ଗୋଟିଏ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ମାହାରାଷ୍ଟ୍ର ପୋଲିସ ଉପସ୍ଥିତିରେ ଶିବ ସେନା କାର୍ଜ୍ୟକର୍ତା ଗୋଟିଏ ଲୋକ ଉପରେ ଆକ୍ରମଣ କରିଛନ୍ତି। […]

Continue Reading

ଭାଇରାଲ ଫଟୋରେ କଙ୍ଗନାଙ୍କ ସହଥିବା ବ୍ୟକ୍ତି ଗ୍ୟାଙ୍ଗଷ୍ଟର ଅବୁ ସାଲେମ ନୁହଁନ୍ତି । ଜାଣନ୍ତୁ ସତ୍ୟ…

15 ସେପ୍ଟେମ୍ବରରେ Painter Riyaz ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ କଙ୍ଗନା ରଣାୱତର ଏକ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାଇରାଲ ଫଟୋରେ କଙ୍ଗନା ଯେଉଁ ବ୍ୟକ୍ତି ସହ ଦେଖା ଯାଉଛନ୍ତି ସେ ଆବୁ ସାଲେମ ଅଟନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ବାବରେ ଆବୁ ସାଲେମ ସହିତ ରାତ କୀ ରାଣୀ ଲେମୋନ ଜୁସ ସେବନ ଅବସରରେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। […]

Continue Reading

ବେରୋଜଗାର ଯୁବକ ଯୁବତୀମାନେ ଯୋଗୀ ସରକାରଙ୍କ ରାସ୍ତା ରୋକି ପ୍ରଦର୍ଶନକରିଥିବା ଦାବିରେ ଭାଇରାଲ ଭିଡିଓର ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ବୋରଜଗାର ପାଇଁ ଅନେକ ଖବର ଭାଇରାଲ ହେବାରେ ଲେଗିଛି। ଏଥିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲେଗିଛି। ଭାଇରାଲ ଭିଡିଓରେ ଛାତ୍ରଛାତ୍ରୀମାନେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାଡ଼ିର ରାସ୍ତା ରୋକ କରି ବିରୋଧ ପ୍ରଦର୍ଶନ କରୁଛନ୍ତି। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ବେରୋଜଗାର ଦିବସ ଦିନ ଏହି ଘଟଣା ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘଟିଛି।  13 ସେପ୍ଟେମ୍ବରରେ Arjun kumar ନାମକ ଜଣେ […]

Continue Reading

କ’ଣ ସୋରିଷ ତେଲ ନାକରେ ଲଗାଇଲେ କରୋନା ଭାଇରସ ନଷ୍ଟ ହେଇ ଯାଇ ଥାଏ? ଜାଣନ୍ତୁ ସତ୍ୟ।

କରୋନା ଭାଇରସ ସଂକ୍ରମଣକୁ ଅଟକାଇବା ପାଇଁ ଶୋକିଆଲ ମିଡିଆରେ ଅନେକ ଘରୋଇ ଉଓଚାର ବିଷୟରେ ପୋଷ୍ଟ କରା ଯାଉଅଛି। କିଛି ଦିନ ପୂର୍ବରୁ ଏମିତି ଗୋଟିଏ ଘରୋଇ ଉପଚାର ଭିଡିଓ ସୋସିଆଲ ମିଡିଆରେ ଦେଖିବା କୁ ମିଳିଛି। ୧୬ ସେପ୍ଟେମ୍ବରରେ ପୋଷ୍ଟ କରା ଯାଇଥିବା ଏହି ଭିଡିଓରେ କୁହା ଯାଇଅଛି ଯେ ସୋରିଆ ତେଲ ମାଧ୍ୟମରୁ କରୋନା ଭାଇରସ ଠାରୁ ବଞ୍ଚିବା ସମ୍ଭବ ଅଟେ। ଭିଡିଓରେ କୁହା ଯାଇଅଛି ଯେ କରୋନା ଭାଇରସ ଜଣେ ବ୍ୟକ୍ତିଙ୍କ ନାକ […]

Continue Reading

ଶିବସେନା ନେତା ସଞ୍ଜୟ ରାଉତ “ହାଲକଟ ଜବାନୀ” ଗୀତରେ ନାଚୁଛନ୍ତି କି?

ବର୍ତ୍ତମାନ ଶିବସେନା ଏବଂ କଙ୍ଗନା ରଣାୱତଙ୍କ ମଧ୍ୟରେ କଳହ ପାଇଁ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭିଡିଓ  ସାଂସଦ ସଞ୍ଜୟ କୁମାରଙ୍କ ନାମରେ ଭାଇରାଲ ହେବାରେ ଲେଗିଛି।  ଯେଉଁଥିରେ ଜଣେ ବ୍ୟକ୍ତି ନାଚୁଥିବାର ଦେଖା ଯାଉଛନ୍ତି। ଏହି ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ହେଉଛନ୍ତି ସଞ୍ଜୟ ରାଉତ ଅଟନ୍ତି ବୋଲି ଦାବି କରାଯାଉଛି।  9 ସେପ୍ଟେମ୍ବରରେ Udayanath Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଅସ୍ତ୍ର ତ୍ରୁଟିର ଦୃଶ୍ୟ ଚୀନ ସେନାର ଅଟେ? ଜାଣନ୍ତୁ ସତ୍ୟ।

ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏହି ସମୟରେ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ ଗୋଟିଏ ଭିଡିଓ ଫେସବୁକରେ ଭାଇରାଲ ହେଉଛି ଯେଉଁଥିରେ ଦେଖିବା କୁ ମିଳିଛି ଯେ ଜଣେ ସୈନ୍ୟ ଯବାନ ଗୋଟିଏ ଖୁଲା ପଡ଼ିଆରେ ଏନ୍ଟି  ଏୟାରକ୍ରାଫ୍ଟ ଗନ୍ ଚଲାଉଛନ୍ତି। ଗନ୍ ଚଲାଇଲା ପରେ ଗନ୍ ରୁ ବାହାରି ଥିବା ରକେଟ ଆକାଶକୁ ନଜଯାଇ ଜମିରେ ଖସି ପଡ଼ିଲା। 13 ସେପ୍ଟେମ୍ବରରେ […]

Continue Reading

କ’ଣ ଭାରତୀୟ ଜନତା ପାର୍ଟି ନିଜ ୟୁଟ୍ୟୁବ ଚ୍ୟାନାଲରୁ ନାପସନ୍ଦ କରିବା ବିକଳ୍ପ ବାହାର କରିଦେଇଛି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ ୟୁଟ୍ୟୁବ ଭିଡିଓକୁ ଲୋକେ ନାପସନ୍ଦ କରିବା ପରେ ଏହି ବିଷୟ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚା ଚାଲିଛି। ମୋଦୀଜିଙ୍କ ବିରୋଧୀ ଏହି ଘଟଣା ନେଇ ସୋସିଆଲ ମିଡିଆରେ ଖୁବ ଆଲୋଚନା କରୁଛନ୍ତି। ୧୦ ସେପ୍ଟେମ୍ବର ରେ ଜେନ ଫେସବୁକ ୟୁଜର ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ମୋଦୀଜିଙ୍କ ଭିଡିଓର ଏତେ ସଂଖ୍ୟାରେ ଆଲୋଚନା ହେଲା ପର ଭାରତୀୟ ଜନତା ପାର୍ଟି ୟୁଟ୍ୟୁବରୁ ନାପସନ୍ଦ […]

Continue Reading

ଜାଣନ୍ତୁ ରିୟା ଚକ୍ରବର୍ତ୍ତି ବାପାଙ୍କ ଟ୍ୱିଟର ପଛର ସତ୍ୟତା ।

ରିଆ ଚକ୍ରବର୍ତ୍ତି ଡ୍ରକ୍ସ ମାମଲାରେ ଗିରଫ ହେଲା ପରେ ତାଙ୍କ ପିତାଙ୍କ ନାମରେ ଏକ ଟ୍ୱିଟ ଭାଇରାଲ ହେଉଛି। ଯେଉଁଥିରେ ସେ କହୁଛନ୍ତି, କୌଣସି ପିତା ତା ଝିଅର ଗିରଫ ସହି ପାରିବନି। ମତେ ମରିଜିବା ଦରକାର। 9 ସେପ୍ଟେମ୍ବରରେ Odisha Exclusive ପେଜରେ ଏହାର ଏକ ଖବର ପ୍ରକାଶିତ କରାଯାଇଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ସମସ୍ତେ ମୋ ଝିଅକୁ ଫାଶୀର ଝୁଲାଇବାକୁ ଚାହାନ୍ତି, ମୋର ମରିଯିବା ଉଚିତ- ରିୟାଙ୍କ ବାପା।  ଆମ ଅନୁସନ୍ଧାନ ପୂର୍ବରୁ […]

Continue Reading

କ’ଣ ଅମିତାଭ ବଚ୍ଚନ ଟୁଇଟ କରି କଙ୍ଗନାଙ୍କ ବିଷୟରେ କିଛି କହିଛନ୍ତି କି? ଜାଣନ୍ତୁ ସତ୍ୟ।

ମୁମ୍ବାଇ ବିଏମସି କଙ୍ଗନା ରନାୱାତଙ୍କ କାର୍ଜ୍ଯାଲୟ ଭାଙ୍ଗିଲା ପରେ ଏହା ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚା ଚାଲିଛି। ଅନେକ ଲୋକ କଙ୍ଗନାଙ୍କ ସମର୍ଥନ ମଧ୍ୟ କରୁଛନ୍ତି କିନ୍ତୁ କିଛି ଲୋକେ ତାଙ୍କ ବିରୋଧ କରୁଛନ୍ତି। କିଛି ଦିନ ପୂର୍ବରୁ ଏପରି ଗୋଟିଏ ପୋଷ୍ଟ ଭାଇରାଲ ହେଇହିଲା ଯେଉଁଥିରେ କର୍ଣୀ ସେନା କଙ୍ଗନାଙ୍କ ସମର୍ଥନ ଦେବା ପାଇଁ ଗାଡ଼ିରେ ଆସୁଥିବା ଦାବି କରା ଯାଇଅଛି। ଫେକ୍ଟ କ୍ରୀସ୍କେଣ୍ଡୋ ଓଡ଼ିଆ ସେହି ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରିଥିଲା।  […]

Continue Reading

କ’ଣ ପେଙ୍ଗୋଙ୍ଗରେ ପର୍ଯ୍ୟଟକଙ୍କ ଏହି ଭିଡିଓ ଭାରତ ସୀମା ଭିତର ଘଟଣା? ଜାଣନ୍ତୁ ସତ୍ୟ।

ପେଙ୍ଗୋଙ୍ଗ ଲେକ୍ ରେ କିଛି ଚିନୀ ପର୍ଯ୍ୟଟକଙ୍କ ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଦେଖି ଅନେକ ଲୋକ ଅନେକ ପ୍ରକାର ର ମତ ଦେଇଥିବା ବେଳେ ଏହା ଚର୍ଚାରେ ଅଛି ଯେ ଏହି ଭିଡିଓଟି ଭାରତ ସୀମା ଭିତର ଭିଡିଓ ଅଟେ। ୧୦ ସେପ୍ଟେମ୍ବର ରେ ଜେନ ଫେସବୁକ ୟୁଜର ଏହି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଯେଉଁ ଅଞ୍ଚଳ ଭାରତରେ ଥିଲା, ବର୍ତମାନ ବିଜେପି ସରକାର ଆସିଲା […]

Continue Reading

ଭାଇରାଲ ଫଟୋରେଥିବା ମହିଳା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ନୁହଁନ୍ତି।

12 ଅଗଷ୍ଟରେ  Samir Kumar ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋରେଥିବା ମହିଳା ମୋଦୀଙ୍କ ପତ୍ନୀ କଂଗ୍ରେସରେ ଯୋଗ ଦେଲେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ମୋଦୀ ଜୀଙ୍କ ପତ୍ନୀ ଯୋଗ ଦେଲେ କଂଗ୍ରେସରେ ,ଜୟ କଂଗ୍ରେସ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।  ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive […]

Continue Reading

ଚେନ୍ନାଇ ପୋଲିସ୍ କର୍ମଚାରୀଙ୍କୁ ମୁସଲମାନ ବ୍ୟକ୍ତିଙ୍କ ଦ୍ୱାରା ମାଡ ଦିଆଯିବା ଖବର ବିଭ୍ରାନ୍ତିକର ଏବଂ ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଏକ ଆହତ ଏକ ବ୍ୟକ୍ତିର ଫୋଟୋ ଏବଂ ରକ୍ତ ଜୁଡୁବୁଡୁ ପୋଲିସ୍ ୟୁନିଫର୍ମରେ ଭାଇରାଲ ହେଉଛି।  ଫଟୋ ମାଧ୍ୟମରେ ଦାବି କରାଯାଇଛି ଯେ ତାମିଲନାଡୁର ଚେନ୍ନାଇର ଜଣେ ପୋଲିସ୍ ଉପରେ  ମୁସଲମାନ ମାଓବାଦୀମାନେ ଆକ୍ରମଣ କରିଥିଲେ। ମଦ ପିଇ ନିଶାରେଥିବା ତିନିଜଣ ମୁସଲମାନ ଯୁବକ ଏକ ମହିଳା ସହ ଦୁର୍ବ୍ୟବହାର କରିବାକପ ଚେଷ୍ଟା କରୁଥ୍ବା ସମୟରେ ପୋଲିସ କର୍ମି ଜଣକ ମହିଳାକୁ ବଞ୍ଚାଇବାକୁ ଯାଇଥିଲେ। ସେତେବେଳେ ମୁସ୍ଲିମ ଯୁବକମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ। […]

Continue Reading

ନବଜାତ ଜନ୍ମପରେ ମୃତ ମାଁକୁ ଦେଖି କାନ୍ଦୁଥିବା ଡାକ୍ତର ଫଟୋର ଜାଣନ୍ତୁ ସତ୍ୟ ।

8 ସେପ୍ଟେମ୍ବରରେ M.M Foundation ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଦୁଇଟି ଫଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ପ୍ରସବ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋବାର ଦେଖି  ଡାକ୍ତର କାନ୍ଦୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଏହି ଫୋଟୋ ଦୁଇଟିକୁ ଦେଖନ୍ତୁ ! ଦୀର୍ଘ ୧୪ ବର୍ଷ ହେଲା କୋଳରେ ଛୁଆ ଟିଏ ପାଇବା ପାଇଁ ଠାକୁରଙ୍କୁ ଡାକୁଥିଲେ ! ଶେଷରେ ଭଗବାନ ଡାକ ଶୁଣିଲେ ,କିନ୍ତୁ ଅତି ଦୁଃଖର କଥା […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ କରଣି ସେନା କଙ୍ଗନା ରଣାୱାତଙ୍କୁ ସମର୍ଥନ ଦେବା ପାଇଁ ଆସୁଛନ୍ତି? ଜାଣନ୍ତୁ ସତ୍ୟ।

ସୁଶାନ୍ତ ସିଂହ ରାଜପୂତଙ୍କ ଦେହାନ୍ତ ମାମଲାରେ ମୁହଁ ଖୁଳି କଙ୍ଗନା ରଣାଉତ ଗଣମାଧ୍ୟମରେ ଅନେକ ବୟାନ ଦେଇଥିଲେ। ସେ ବୋଲିୱୂଡରେ ବିସ୍ତାର ହେଇଥିବା ନେପୋଟିଯିମ୍ ବିରୂଢରେ ବୟାନ ଦେଇଥିଲେ। ରିୟା ଚକ୍ରବୋର୍ତିଙ୍କୁ ନାର୍କୋଟିକ୍ସ ଦ୍ରଗ୍ସ ମାମଲାରେ ଗିରଫ କରିଲା ପରେ କଙ୍ଗନା ଅନେକ ଅଭିନେତା ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବିରୁଦ୍ଧରେ ଅନେକ କଥା ସୋସିଆଲ ମିଡିଆରେ ମଧ୍ୟ କହି ଥିଲେ। ଏହା ନେଇ ଶିବ ସେନା ସେନା ସରକାର ଦ୍ଵାରା ବିଏମସୀ ମାଧ୍ୟମରେ କଙ୍ଗନାଙ୍କ ଅଫିସ […]

Continue Reading

ମୁମ୍ବାଇ ରାସ୍ତା ଉପରେ ଅବୈଧ ମସଜିଦଥିବା ଦାବିରେ ଭାଇରାଲ ହେଉଥିବା ଫଟୋ ମଧ୍ୟ ପ୍ରଦେଶ କଟରା ବଜାରର ଅଟେ।

ମହାରାଷ୍ଟ୍ର ସରକାର କଙ୍ଗନା ରଣାୱତର ଘର ଭାଙ୍ଗିବା ଘଟଣାପରେ ଏବେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଇଛି।, ଯେଉଁଥିରେ ଦାବି କରାଯାଇଛି ଯେ, ମୁମ୍ବାଇରେ ପ୍ରାୟ 200 ଅବୈଧ ମସଜିଦ ଓ ଅସଂଖ୍ୟ ମଜାର ରାସ୍ତା ଉପରେ ଅଛି। କ୍ନିତୁ ମହାରାଷ୍ଟ୍ର ସରକାର ତାହା ହଟଉ ନାହିଁ। ଭାଇରାଲ ଫୋଚୋ ମୁମ୍ବାଇର ବୋଲି ଦାବି କରାଯାଇଛି। 9 ସେପ୍ଟେମ୍ବରରେ Arun tripathy  ଏବଂ  Bikashram gopi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ […]

Continue Reading

ରାଜସ୍ଥାନ ଭିଲୱାଡା ରେଳ ଷ୍ଟେସନ ମସଜିଦର ଭିଡିଓକୁ ମୁମ୍ବାଇର କହି ଭାଇରାଲ କରାଯାଉଛି।

3 ଅଗଷ୍ଟରେ Amiya Pndab ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ମସଜିଦରେ ତ୍ରୀରଙ୍ଗାର ଲାଇଟ ସୋ ହେଉଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ମୁମ୍ବାଇର ଏକ ମସଜିଦରେ ସ୍ୱାଧିନତା ଦିବସ ଅବସରରେ ତ୍ରୀରଙ୍ଗା ଲାଇଟ ସୋ କରାଯାଇଥିଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ଅନୁସନ୍ଧାନ ପୂର୍ବରୁ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ଗଲବାନରେ ଚୀନ ସହିତ ଯୁଧ୍ୟ କରି ଗୁରୁତର ଆହତ ହେଇଥିବା ସୈନ୍ୟ ମାନଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

୭ ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ଜଣେ ସୈନ୍ୟ ଆହତ ହେଇଛନ୍ତି ଏବଂ ଅନ୍ୟ ସୈନ୍ୟ ମାନେ ତାକୁ ହେଲିକପ୍ଟର ରୁ ଅଲ୍ହାଇବା ପାଇଁ ସାହାଜ୍ଯ କରୁଛନ୍ତି। ଏହି ପୋଷ୍ଟ ପୋଷ୍ଟ କରି ସେ ଦାବି କରିଛନ୍ତି ଯେ ଗଳବାନ ଘାଟିରେ ଚୀନ ସହିତ ଯୁଧ୍ୟ କରି ଏହି ସୈନ୍ୟ ଆହତ ହେଇଛନ୍ତି। ଫେକ୍ଟ କୃସେଣ୍ଡୋ ଓଡ଼ିଆ […]

Continue Reading

କ’ଣ ଫଟୋରେଥିବା ଆଇପିଏସ୍ ଅଫିସର ଭାଇଭଉଣି ଅଟନ୍ତି ?

 7 ସେପ୍ଟେମ୍ବରରେ Ama prativa ନାମକ ଏକ ପେଜରେ ଏକ ଫୋଟୋ ପୋଷ୍ଟ କରାଯାଇଛି। ଫୋଟୋରେ ତିନି ଜଣ ପୋଲିସ ଅର୍ଥାତ୍ ଆଇପିଅସ ଅଫିସର ବସିଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଗୋଟିଏ ପରିବାରର ଦୁଇ ଭାଇ ଏବଂ ଗୋଟିଏ ଭଉଣୀ ହେଉଛନ୍ତି ଆଇପିଏସ୍ ଅଫିସର। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।  […]

Continue Reading

ବର୍ଷା ନିଜେ ସୋସିଆଲ ମିଡିଆରେ ଓଡ଼ିଶା ବାସୀଙ୍କ ସହଯୋଗ ମାଗିଛନ୍ତି ?

କେନ୍ଦାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନି ବର୍ଷା ପ୍ରିୟଦର୍ଶନି ମଧ୍ୟରେ ବିବାଦ ଲାଗି ରହିଛି। ବର୍ଷା ପ୍ରିୟ ଦର୍ଶନି ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ କଟକ କୋର୍ଟରେ ମାମଲା ରଜୁ କରିବାର ଖବର ସାମ୍ନାକୁ ଆସିଲାପରେ ରାଜ୍ୟରେ ଏହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। ଏଥି ମଧ୍ୟରେ ସୋସିଆଳ ମିଡିଆରେ କିଛି ଖବର ଭାଇରାଲ ହେବାରେ ଲାଗିଛି। ଖବର ଅନୁସାରେ ସୋସିଆଲ ମିଡିଆରେ ବର୍ଷା ଓଡ଼ିଶା ବାସୀଙ୍କୁ ତାଙ୍କ ସହଯୋଗ ପାଇଁ ନିବେଦନ […]

Continue Reading

କ’ଣ ହିନ୍ଦୁ ଦେବୀଙ୍କୁ ଅସଭ୍ୟ ନାମରେ ଡାକିଥିବା ୟୁଟ୍ୟୁବର ହୀର ଖାନ ବାଙ୍ଗଲାଦେଶୀ ରେଫ୍ୟୁଜି ଅଟନ୍ତି? ଜାଣନ୍ତୁ ସତ୍ୟ।

କିଏ ଏହି ମହିଳା ହୀର ଖାନ? ଗତ କିଛି ଦିନରୁ ଗଣମାଧ୍ୟମରେ ହୀର ଖାନଙ୍କ ନାମ ଖୁବ ଚର୍ଚାରେ ରହିଛି। ଘଟଣା ଏହା ଯେ କିଛି ଦିନ ପୂର୍ବରୁ ହୀର ଖାନ ନିଜ ୟୁଟ୍ୟୁବ ଚ୍ୟାନାଲରେ ଭିଡିଓ ପୋଷ୍ଟ କରି ହିନ୍ଦୁ ଦେବୀ ଦେବତାଙ୍କୁ ଅସଭ୍ୟ ନାମରେ ଡାକୁ ଥିଲେ। ଏହି ମହିଳା ସବୁ ବେଳେ ହିନ୍ଦୁ ଦେବୀ ଦେବତାଙ୍କ ବିରୂଢରେ ଅସଭ୍ୟ ଭିଡିଓ ପୋଷ୍ଟ କରନ୍ତି। କିଛି ଦିନ ତଳେ ହୀର ଖାନ ହିନ୍ଦୁ ଦେବୀ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ବେଙ୍ଗାଲୁରୁ କ୍ଵାରେଣ୍ଟିଣ ସେଣ୍ଟର ର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫୋଟୋରେ ଦାବି କରା ଯାଇଅଛି ଯେ ଏହି କ୍ଵାରେଣ୍ଟିଣ ସେଣ୍ଟର ର ଫୋଟୋ ବେଙ୍ଗାଲୁରୁର ଅଟେ। ଏହି ପୋଷ୍ଟରେ କୁହା ଯାଇଅଛି ଯେ ଏହି କ୍ଵାରେଣ୍ଟିଣ ସେଣ୍ଟରକୁ ହାଲୁକା ଏବଂ ବିନା ଲକ୍ଷଣ କୋଭିଡ୍-୧୯ ପଜିଟିଭ୍ ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହା ମଧ୍ୟ ଦାବି କରା ଯାଇଥିଲା ଯେ ଏହା ଦେଶର ସବୁଠୁ ବଡ଼ କୋଭିଡ୍ କେୟାର ସେଣ୍ଟର ଅଟେ। କରଣାତାକା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି […]

Continue Reading

କ’ଣ ଟାଇବାନ ଚୀନର ଗୋଟିଏ ସୁଖୋଇ ଯୁଧ୍ୟ ବିମାନକୁ ମାରି ଖସାଇଲା? ଜାଣନ୍ତୁ ସତ୍ୟ।

୪ ଅଗଷ୍ଟ ରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଖବର ସାମନାକୁ ଆସିଛି ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଚୀନର ୫ ଟି ସୁଖୋଇ ବିମାନ ଆକ୍ରମଣ ଉଦ୍ଦେଶ୍ୟରେ ତାଇୱାନ ଆକାଶରେ ପ୍ରବେଶ କରିଥିଲେ। ଏହାର ଉତ୍ତରରେ ତାଇୱାନ ପାଟ୍ରିଅଟ କ୍ଷେପଣାସ୍ତ୍ର ବ୍ୟବହାର କରି ଚୀନର ଗୋଟିଏ ବିମାନ ଧ୍ଵଂସ କରିଦେଇଛି।  Facebook | Archive ଏହି ଘଟଣା ନେଇ ଫେସବୁକରେ ଗୋଟିଏ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଉତ୍କଳ ସେନା ବିଜେପି […]

Continue Reading

ପୁରୁଣା ଗ୍ରାଫକୁ ଅନ୍ୟ ଦେଶ ତୁଳନାରେ ଭାରତର ଜିଡିପି ଅଧିକ ଶକ୍ତିଶାଳୀ ଦାବିରେ ଭାଇରାଲ୍ହେଉଛି।

Biswajit Sethi ନାମକ ଜଣେ ଫେସବୁକ ୟୁଜର 3 ସେପ୍ଟେମ୍ବରରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ, 2020ରେ ଭାରତର ଜିଡିପି ଅନ୍ୟ ଦେଶମାନଙ୍କ ଅପେକ୍ଷା ଭଲ ଅଛି। ପୋଷ୍ଟରେ ଲେଖାଯାଇଛି ଯେ, ଆଜିର କୋରୋନା କାଳରେ ମଧ୍ୟ ଭାରତର ଜିଡିପି ମାମଲାରେ ଭାରତ ଅନ୍ୟ ଦେଶମାନଙ୍କୁ ପଛରେ ପକାଇ ଦେଖଇଛି।  ଭାଇରାଲ୍ ହେଉଥିବା ଗ୍ରାଫିକ୍ସ ଭାରତ ପାଇଁ 1.9% ଅଭିବୃଦ୍ଧି ହାର ଦାବି କରିଛି ଏବଂ ଅନ୍ୟ 16 ଟି ଦେଶ […]

Continue Reading

2019 ଭିଡିଓକୁ ବର୍ତ୍ତମାନ ରେଳବାଇ କର୍ମଚାରୀ ଘରୋଇକରଣ ବିରୁଦ୍ଧରେ ଆନ୍ଦୋଳନ କରୁଥିବା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ସାରା ଦେଶରେ ଲକ୍ଷ ଲକ୍ଷ ରୋଳବାହି କର୍ମଚାରି ଘରୋଇକରଣ ବିରୋଧରେ ଆନ୍ଦେଳନ କରୁଥିବାର ଭିଡିଓ ଅଟେ। 23 ଅଗଷ୍ଟରେ Rangacharan pradhan ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ସାରା ଦେଶରେ ଲକ୍ଷ ଲକ୍ଷ ରେଳବାଇ କର୍ମଚାରୀ ଘରୋଇକରଣ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି । ଆପଣ କେଉଁ ମିଡିଆରେ ଏ ବିଷୟରେ […]

Continue Reading

ଲଭ ଜିହାଦ୍ ବିଷୟରେ ଭାଇରାଲ ହେଉଥିବା ଫଟୋ ଏବଂ ଦାବିଗୁଡ଼ିକର କୌଣସି ସମ୍ବନ୍ଧ ନାହିଁ ।

ଅଲଗା ଧର୍ମ ବିବାହ ଏବଂ ପ୍ରେମ ଜିହାଦ ସମ୍ବନ୍ଧରେ ସୋସିଆଲ ମିଡିଆରେ ଅନେକ ଆଲୋଚନା ଏବଂ ଧର୍ମକୁ ନେଇ ଘୃଣା ପ୍ରଚାର ପ୍ରସାର ପ୍ରାୟତଃ ହୋଇଆସୁଛି।  ଅଣ-ଧାର୍ମିକ ପ୍ରେମ ସମ୍ପର୍କ ବିଷୟରେ କିଛି ଦାବି ଭାଇରାଲ କରାଯାଉଛି।  ଲଭ ଜିହାଦ ବିଷୟରେ ସୋସିଆଲ ମିଡିଆରେ କିଛି ଚିତ୍ର ସେୟାର କରାଯାଉଛି, ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ କରାଯାଉଥିବା ଦାବି ଅନୁଯାୟୀ ଜଣେ ହିନ୍ଦୁ ଝିଅ ଜଣେ ମୁସଲମାନ ପୁଅକୁ ଭଲ ପାଇ ବିବାହ କରିଥିଲେ, […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ଭାରତ ସ୍ବାଦିନ ହେଲା ପରେ, ବିହାରରେ ହେଇଥିବା ଦଙ୍ଗାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଭାରତ ସ୍ଵାଧୀନ ହେଲା ପରେ ଦେଶରେ ଅନେକ ଡଙ୍ଗା ହୋଇଥିଲା। ବିଭିନ୍ନ ଧର୍ମ ଲୋକଙ୍କ ମଧ୍ୟରେ ଘୃଣା ଏବଂ କ୍ରୋଧ ଥିଲା। ଏହା କାରଣରୁ ଦେଶରେ ହୀନାର ପରିବେଶ ସୃଷ୍ଟି ହେଇ ଯାଇଥିଲା। ଏହି ସମ୍ବନ୍ଧରେ 26 ଅଗଷ୍ଟରେ ଜେନ ଫେସବୁକ ୟୁଜର ପଏଣ୍ଟ ଜିରୋ ନାମକ ଫେସବୁକ ଗ୍ରୁପରେ କିଛି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ 1948 ମସିହାରେ ସବୁଠାରୁ ଭୟଙ୍କର ଡଙ୍ଗା ବିହାର ରାଜ୍ୟରେ ଘଟିଥିଲା। ଏହି ପୋଷ୍ଟରେ ଜଣେ ହିନ୍ଦୁ […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ଚୀନରେ ଆସିଥିବା ବନ୍ୟାର ଅଟେ? ଜାଣନ୍ତୁ ସତ୍ୟ।

କରୋନା ଭାଇରସ ବ୍ୟାପୀବା ପରେ ଲୋକଙ୍କ ମନରେ ଚୀନ ପ୍ରତି କ୍ରୋଧ ଉତପନ ହେଇଛି। ଆମେ ଜାଣିଛୁ ଯେ ଜୁନ ମାସରେ ଚୀନରେ ଭୟଙ୍କର ବନ୍ୟା ଆସିଥିଲା। ଏହି ଦାବି ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଲୋକଙ୍କ କହିବା ଅନୁଯାୟୀ ପ୍ରକୃତି ଚୀନ କୁ ଭଲ ଶିକ୍ଷା ଦେଇଛି। ୩୦ ଅଗଷ୍ଟରେ ଜେନ ଫେସବୁକ ୟୁଜର ଏହି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଭିଡିଓ ଚୀନର ଅଟେ। […]

Continue Reading

କ’ଣ ଆମେରିକା ରାଷ୍ଟ୍ରପତ୍ତି ଡୋନାଲ୍ଡ ଟ୍ରମ୍ଫ ଭାରତକୁ ଆତଙ୍କବାଦୀ ଦେଶ ବୋଲି କହିଛନ୍ତି? ଜାଣନ୍ତୁ ସତ୍ୟ।

୨୮ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡିଶା ନାମକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମେରିକା ରାଷ୍ଟ୍ରପତ୍ତି ଡୋନାଲ୍ଡ ଟ୍ରମ୍ଫ ଭାରତକୁ ଗୋଟିଏ ଆତଙ୍କବାଦୀ ଦେଶ ବୋଲି କହିଛନ୍ତି। ଏହା ସହିତ ଏହା ମଧ୍ୟ କୁହା ଯାଇଅଛି ଯେ ଆମେରିକା ନିଜର ନାଗରିକ ମାନଙ୍କୁ ଭାରତ ପରିଦର୍ଶନ ନକରିବାକୁ ପରାମର୍ଶ ଦେଇଛି। ଏହାର କାରଣ ଆମେରିକା ଭାରତ ରେ ହେଉଥିବା କରୋନା, ଅପରାଧ ଏବଂ ଆତଙ୍କବାଦ ବୋଲି କହିଛି।  […]

Continue Reading

କ’ଣ ଗଣମାଧ୍ୟମର ଏହି ସାକ୍ଷାତରେ ରିୟା ଚକ୍ରବୋର୍ତି ତାଙ୍କ ଏବଂ ମହେଶ ଭଟ୍ଟଙ୍କ ସମ୍ବନ୍ଧ ବିଷୟରେ କହୁଛନ୍ତି? ଜାଣନ୍ତୁ ସତ୍ୟ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ନେଇ ସୋସିଆଲ ମିଡିଆରେ ରିୟା ଚକ୍ରବୋର୍ତି ଏବଂ ମହେଶ ଭଟ୍ଟଙ୍କ ମଧ୍ୟରେ ଥିବା ସମ୍ବନ୍ଧ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହି ସମୟରେ ଓଡ଼ିଆ ଅନାବନା ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରା ଯାଇଅଛି ଯେଉଁଥିରେ ରିୟା ଚକ୍ରବୋର୍ତି ତାଙ୍କ ଏବଂ ମହେଶ ଭଟ୍ଟଙ୍କ ସମ୍ବନ୍ଧ ବିଷୟରେ କହୁଥିବା ଶୁଣିବାକୁ ମିଳିଛି। ଏହି ଭିଡିଓରେ ରିୟା କହୁଛନ୍ତି ଯେ ଏବେ ଆମେ ଦୁହେଁ ଏକା ସଙ୍ଗ ହେଇଯାଇଛୁ। ଏହାରେ ମହେଶ […]

Continue Reading

ଚଟାଣରେ ବସି କଦଳୀ ପତ୍ରରେ ଖାଇବା ଭାରତୀୟ ସଂସ୍କୃତିକୁ ନ୍ୟୁଜିଲ୍ୟାଣ୍ଡ ଅନୁସରଣ କରୁଛି କି?

ଧର୍ମକୁ ନାଁରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ।  ଏହା ସହ ଲୋକମାନେ ଏହାକୁ ଅସି ସହଜରେ ବିଶ୍ୱାସ କରିନିଅନ୍ତି। ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲେଗିଛି। ଯେଉଁଥିରେ ଭକ୍ତମାନେ ଚଟାଣରେ ବସି କଦଳି ପତ୍ରରେ ଭୋଜନ କରୁଥିବାର ଦେଖା ଯାଉଛନ୍ତି। ସୋସିଆଲ ମିଡିଆରେ ଏହି ଫୋଟୋ ପୋଷ୍ଟକରି ଦାବି କରାଯାଉଛି ଯେ, ଏହା ନ୍ୟୁଜିଲ୍ୟାଣ୍ଡର ‘ଭାରତୀୟ’ ସଂସ୍କୃତି ଅନୁସରଣ କରୁଥିବା ଲୋକଙ୍କ ଦୃଶ୍ୟ ।  27 ଅଗଷ୍ଟରେ Rukmana […]

Continue Reading

କ’ଣ ପୋଷ୍ଟରେ ଥିବା ମହିଳା ମାନେ ଳବ୍ ଜିହାଦର ଶିକାର ହେଇଛନ୍ତି? ଜାଣନ୍ତୁ ସତ୍ୟ।

Photo Credit: Jagran ୨୬ ଅଗଷ୍ଟରେ ଜଣେ ଫେସବୁକ ୟୁଜର ସନାତନ ହିନ୍ଦୁ ସମରଥଙ୍କ ଗ୍ରୁପରେ କିଛି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଫୋଟୋରେ ଥିବା ମହିଳା ମାନେ ଳବ୍ ଜିହାଦର ଶିକାର ହେଇ ଯନ୍ତ୍ରଣା ସହିଛନ୍ତି। ମିଛ ପ୍ରେମର ଶିକାର ହୋଇ ବର୍ତମାନ ଏହି ମହିଳା ମାନଙ୍କ ଉପରେ ନିର୍ଯାତନା କରା ଯାଇଅଛି।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥି ଫୋଟୋକୁ ବିଭାଜିତ […]

Continue Reading

ଅନ୍ୟ ରାଜ୍ୟର ପୁରୁଣା ଭିଡିଓକୁ ଓଡ଼ିଶାର ଯାଜପୁର ଜିଲ୍ଲା ଗାଁ ଦାଣ୍ଡରେ କୁମ୍ଭୀର ଆତଙ୍କ ଦାବିରେ ଭାଇରାଲ କରାଯାଉଛି।

ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିମଧ୍ୟରେ ଜିଲ୍ଲାମାନଙ୍କରେ  ହେଇଥିବା ବନ୍ୟା ଏବଂ ଅନ୍ୟ ଜଳପୂର୍ଣ୍ଣ ସ୍ଥିତିର ଭିଡିଓ ଏବଂ ଫୋଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ କୌଣସି ଆତଙ୍କିତ ଭିଡିଓ ପୋଷ୍ଟ ହେବାମାତ୍ରେ ତାହା ହୁ ହୁ ହୋଇ ଭାଇରାଲ ହେବାରେ ଲାଗେ। ଯାହାକୁ ସୋସିଆଲ ମିଡିଆରୋ ଲୋକ ସତ ବୋଲି ମାନନ୍ତି। ଏପରି ଏକ ଭିଡିଓ ସୋସିଆଲି ମିଡିଆରେ ଭାଇରାଲ ହେବାରେ ଲେଗିଛି। ଯାଜପୁର ଜିଲ୍ଲାରେ ଏକ କୁମ୍ଭୀର ବନ୍ୟା ଜଳରେ  ଭାସି […]

Continue Reading

କ’ଣ ପାଦର ଏପରି ଅବସ୍ତା ହେଇଥିବା ଫୋଟୋ ଭାରତିତୀ ସେନା ଜବାନଙ୍କର? ଜାଣନ୍ତୁ ସତ୍ୟ।

26 ଅଗଷ୍ଟରେ ଓଡିଶା ନ୍ୟୁଜ ନାମକ ଗୋଟିଏ ଫେସବୁକ ଏକାଉଣ୍ଟରେ ଗୋଟିଏ ଫୋଟୋ ପୋଷ୍ଟ କଟା ଯାଇଅଛି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ଜଣେ ସୈନିକ ତଳେ ବସିଛନ୍ତି ଏବଂ ଝାଳରେ ତାଙ୍କ ପାଦ ଅବସ୍ତା ଖରବ ହେଇ ଯାଇଅଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଅଛି ଯେ ଏହି ସୈନ୍ୟ ଭାରତ ସେନାର ଜବାନ ଅଟନ୍ତି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ଏହି ଫୋଟୋର ଅନୁସନ୍ଧାନ କରି ଏହା କୁ ମିଥ୍ୟା […]

Continue Reading

ଗାଈ ଗୋରୁ ଭାସିଆସୁଥିବା ଏହି ଭିଡିଓ ଭାରତର ନୁହେଁ ମେକ୍ସିକୋ ଦେଶର ଅଟେ ।

ବାର୍ଷା ଲାଗିରହିଥିବାରୁ ଦେଶର ଅଲଗା ଅଲଗା ଜାଗାରେ ବନ୍ୟାର ସ୍ଥିତି ବାନିଯାଇଛି। ଜାଗା ଜାଗାରେ ପାଣି ଭର୍ତ୍ତି ହୋଇଥିବାରୁ ଲେକଙ୍କୁ ଏ ନେଇ ଅନେକ ଅସୁବିଧାର ସମ୍ନା କରିବାକୁ ପଡ଼ୁଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଗାଈ ବନ୍ୟା ପାଣିରେ ଭାସିଯାଉଥିବାର ଦେଖା ଯାଉଛନ୍ତି। ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ଭାରତର ଅଟେ।  Jagat news ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି […]

Continue Reading

କ’ଣ ଫୋଟୋରେ ଥିବା ବୃଦ୍ଧ ମହିଳା ନରେନ୍ଦ୍ର ମୋଦୀଙ୍କୁ ନିଜ ସମର୍ଥନ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

୨୨ ଅଗଷ୍ଟରେ ଜେନ ଫେସବୁକ ୟୁଜର ଅପରାଜିତା ଫ୍ୟାନ କ୍ଲବ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ ଫୋଟୋରେ ଥିବା ବୃଦ୍ଧ ମହିଳା ଦେଶର ବିକାଶ କରୁଥିବା ମୋଦୀ ସରକାରଙ୍କୁ ନିଜ ସମର୍ଥନ ଦେଇଆସିଛନ୍ତି। ଏହି ଫୋଟୋରେ ଦେଖିବା କୁ ମିଳିଛି ଯେ ଏହି ମହିଳା ଗୋଟିଏ ପୁସ୍ତକ ଧରି ଛିଡ଼ା ହେଇଛନ୍ତି ଯେଉଥିରେ ମୋଦୀଜିଙ୍କ ଫୋଟୋ ଅଛି ଏବଂ ମୋର ପ୍ରିୟ ପ୍ରଧାନମନ୍ତ୍ରୀ ମଧ୍ୟ ଲେଖା ଯାଇଅଛି।  Facebook […]

Continue Reading

ହାଇଦ୍ରାବାଦରେ ଗଣେଶ ପ୍ରତିମୂର୍ତ୍ତି ସ୍ଥାପନା ନେଇ ହୋଇଥିବା ଝଗଡ଼ାକୁ ମିଥ୍ୟା ସାମ୍ପ୍ରଦାୟିକ ରୂପଦେଇ ଭାଇରାଲ କରାଯାଉଛି।

ଗଣେଶ ପୂଜା ପାଇଁ  ସୋସିଆଲ ମିଡିଆରେ ଅନେକ ପ୍ରକାରର ଦାବି ଭାଇରାଲ ହେବାରେ ଲାଗିଛି, ଏଥିମଧ୍ୟରୁ କେତେକ ଦାବି ହିନ୍ଦୁ-ମୁସଲମାନ ବିବାଦ ସହ ସାମ୍ପ୍ରଦାୟିକତା ସହ ଜଡିତ ହୋଇ ସାମ୍ପ୍ରଦାୟିକ ସମ୍ପର୍କକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଭାଇରାଲ କରାଯିବାରେ ଲାଗିଛି। ଏପରି ଏକ ଭିଡିଓ  ଭାଇରାଲ ହେଉଛି। ଯୋଉଁଥିରେ ଦାବି କରାଯାଉଛି ଯେ, ହାଇଦ୍ରାବାଦରେ ଗଣେଷ ମୁର୍ତ୍ତି ନେଲାବେଳେ ମୁସଲିମମାନେ  ଆକ୍ରମଣ କରିଲେ।  ଭିଡିଓରେ କିଛି ଲୋକ କିଛି ଲୋକଙ୍କୁ ମାଡ ମାରୁଥିବାର ଦେଖିବାକୁ ମିଳୁଛି ଏବଂ […]

Continue Reading

କ’ଣ ଫୋଟୋରେ ବସିଥିବା ବୃଦ୍ଧ ବ୍ୟକ୍ତି ପୂର୍ବତନ ରାଷ୍ଟ୍ରପତ୍ତି ଡାଃ ଅବ୍ଦୁଲ କାଲାମଙ୍କ ବଡ଼ ଭାଇ? କ’ଣ ସେ ବର୍ତମାନ ଛତା ମରାମତି କାମ କରୁଛନ୍ତି? ଜାଣନ୍ତୁ ସତ୍ୟ।

୪ ଅଗଷ୍ଟରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି। ଏହି ଫୋଟୋରେ ଜଣେ ବୃଦ୍ଧ ବ୍ୟକ୍ତି ଛତା ମରାମତି ଦୋକାନରେ ବସିଛନ୍ତି। ଏହି ଫୋଟୋରେ ଦାବି କରା ଯାଇଅଛି ଯେ ଏହି ବୃଦ୍ଧ ବ୍ୟକ୍ତି ଡାଃ ଅବ୍ଦୁଲ କାଲାମଙ୍କ ବଡ଼ ଭାଇ ଅଟନ୍ତି ଏବଂ ତାଙ୍କର ଗୋଟିଏ ଛତା ମରାମତି ଦୋକାନ ଅଛି। ଏହି ପୋସ୍ତରେ ଏହା ମଧ୍ୟ କୁହା ଯାଇଅଛି ଯେ କାଲାମ ସାହାବ […]

Continue Reading

ଜାପାନ ଫୁଜି ମାଉଣ୍ଟ ନିକଟରେ 2020 ଅଲିମ୍ପିକ୍ସ ‘TOKYO 2020’ ପାଇଁ ପ୍ରସ୍ତୁତ ଆତସବାଜି ପ୍ରଦର୍ଶନ କରିଛି କି?

17 ଅଗଷ୍ଟରେ Sunil kumar singh ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଭିଡିଓରେ ବାଣ ଫୁଟାଯାଉଥିବାର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳୁଛି। ପୋଷ୍ଟରେ ଦାବି କରାଯାଇଛି ଯେ, 2020 ଟୋକିଓ ଅଲମ୍ପିକ ଟୋକିଓରେ ହେବାରଥିଲା। କିନ୍ତୁ କୋରୋନା ମହାମାରି ପାଇଁ ଏହା 2020ରେ ନ ହୋଇ 2021ରେ କରାଯିବ ବୋଲି ନିଷ୍ପତି ନିଆ ଯାଇଛି। କିନ୍ତୁ ଓଲମ୍ପିକ ପୂର୍ବରୁ ହେଉଥୁବା ଆତିସବାଜ କାର୍ଯ୍ୟକ୍ରମ ଲୋକଙ୍କ ମନୋରଞ୍ଜନ […]

Continue Reading

ଅନ୍ଲାଇନ୍ ଶିକ୍ଷା ପାଇଁ କେନ୍ଦ୍ର ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍ମାର୍ଟଫୋନ୍ ଦେଉଛନ୍ତି କି?

କରୋନା ଭାଇରସ ଯୋଗୁଁ ସ୍କୁଲ ଏବଂ କଲେଜଗୁଡ଼ିକ ବନ୍ଦ ହୋଇଯାଇଛି ଏବଂ ଏହି କାରଣରୁ ଛାତ୍ରମାନଙ୍କ ଶିକ୍ଷା ପ୍ରଭାବିତ ହୋଇଛି। ତେଣୁ ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଯୋଗାଇଦେବା ନେଇ ଖବର ଭାଇରାଲ ହେଉଛି।   ଯାହାଫଳରେ ଛାତ୍ରମାନେ ଇଣ୍ଟରନେଟ୍ ଏବଂ ଅନ୍ଲାଇନ୍ କ୍ଲାସ୍ ସହିତ ସେମାନଙ୍କର ଶିକ୍ଷା ସମାପ୍ତ କରିପାରିବେ।  ଏହି ଦାବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲିଗିଛି।  Khabar Circle Media ନାମକ ଏକ ନ୍ୟୁଜ ପେଜରେ ଭାଇରାଲ ଦାବି ପୋଷ୍ଟ […]

Continue Reading

କ’ଣ ଆସନ୍ତା ୭୩ ଦିନ ମଧ୍ୟରେ ଭାରତର ସେରମ୍ ଇନଷ୍ଟିଚ୍ୟୁଟ କୋରୋନା ଟୀକା ଆବିଷ୍କାର କରିବ ବୋଲି ଦାବି କରିଛି? ଜାଣନ୍ତୁ ସତ୍ୟ।

୨୪ ଅଗଷ୍ଟରେ ଓଡ଼ିଆ ନ୍ୟୁଜ ୨୪ ନିଜ ଫେସବୁକ ଗ୍ରୁପରେ ଗୋଟିଏ ପୋଷ୍ଟରେ ଦାବି କରିଛି ଯେ ଭାରତର ସେରମ୍ ଇନଷ୍ଟିଚ୍ୟୁଟ ଆସନ୍ତା ୭୩ ଦିନ ମଧ୍ୟରେ କୋରୋନା ଟୀକା ଆବିଷ୍କାର କରି ଲୋକଙ୍କ ଚିକିତ୍ସା ପାଇଁ ବଜାରରେ ଉପଲବ୍ଧ କରାଇବ। ବର୍ତମାନ ଏହି ଟୀକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରି ସାରିଛି ଏବଂ ସରକାର ସେମାନଙ୍କୁ ଏକ ସ୍ଵତନ୍ତ୍ର ନିର୍ମାଣ ପ୍ରଥମିକତା ଲାଇସେନ୍ସ ମଧ୍ୟ ଦେଇଛନ୍ତି। ୧୭ ଟି କେନ୍ଦ୍ରରେ ୧୭୦୦ ଟି ଲୋକଙ୍କ […]

Continue Reading

କ’ଣ ରାମ ମନ୍ଦିର ଭୂମି ପୂଜନ ଦିନ ଆଜ ତକ ନିଜ ଚ୍ଯାନେଲରେ ବର୍ନଲ ବିଜ୍ଞାପନ ପ୍ରସାରିତ କରି ଥିଲା? ଜାଣନ୍ତୁ ସତ୍ୟ।

ୱ୍ହାତ୍ସ ଏପ୍ ରେ ଭାଇରାଲ ହେଉଥିବା ଗୋଟିଏ ଫୋଟୋର ଫେକ୍ଟ ଚେକ୍ କରିବା ଅନୁରୋଧ ଆସିଲା। ଏହି ଫୋଟୋରେ ରାମ ମନ୍ଦିର ଭୂୟ ପୂଜନ ହେଉଥିବା ବେଳେ ଆଜ ତକ ଚ୍ଯାନେଲରେ ବର୍ନଲର ବିଜ୍ଞାପନ ଦେଖିବା କୁ ମିଳିଛି। ଏହି ବିଜ୍ଞାପନରେ ଏହା ମଧ୍ୟ ଲେଖା ଯାଇଅଛି ଯେ “ଜଳିବ ଯଦି ବର୍ନଲ ହି ଚାଲିବ (ଜଲେଗା ତୋ ବର୍ନଲ ହି ଚଲେଗା)” Archive ଆମ ଅନୁସନ୍ଧାନ:  ସତ୍ୟ ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ […]

Continue Reading

ଗଲବାନ ଘାଟିର ହିଂସାରେ ଆହତ ହେବା ପେର ଉତ୍ତରାଖଣ୍ଡର ବଶନ୍ ସିଂ ଶହୀଦ ହୋଇଗଲେ ?

ସୋସିଆଲ ମିଡିଆରେ ଜଣେ ଜବାନଙ୍କ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଗାଲଭାନ୍ ଘାଟରେ ଭାରତ-ଚୀନ୍ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ହିଂସାକାଣ୍ଡ ମଧ୍ୟରେ ଜଣେ ଯାବାନ ବିଶନ ସିଂହଙ୍କ ମୃତ୍ୟୁ ହୋଇଥିଲା। ଶହିଦ ବିଶନ ସିଂହଙ୍କ ଆଂତିମ ସଂସ୍କାର ରବିବାର ଦୀନ ରାନୀବାଗ ସ୍ଥିତ ଚିତ୍ରଶିଲା ଘାଟରେ ସମ୍ମାନର ସହ ଅଂତିମ ସଂସ୍କାର କରାଯାଇଥିଲା। ଭାଇରାଲ ଖବର ଅନୁସାରେ , ସେ ଅଗଷ୍ଟ 31 ତାରିଖ ଦିନ ଭାରତୀୟ ସେନାରୁ ଅବସର […]

Continue Reading

କ’ଣ ସ୍ବାଦୀନତା ଦିବସ ଅବସର ରେ ବିଜେପି ପାର୍ଟି ନିଜ ପାର୍ଟି ପତାକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ ଗାଇଛନ୍ତି? ଜାଣନ୍ତୁ ସତ୍ୟ।

୧୭ ଅଗଷ୍ଟ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋସ୍ତ କରି ଦାବି କରିଛନ୍ତି ଯେ ସ୍ଵାଧୀନତା ଦିବସ ଦିନ ବିଜେପି ଦଳ ନିଜ ପାର୍ଟି ପତାକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ (National Anthem) ଗାଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ବିଜେପି ସରକାର ବେସୀ ଦିନ ସାଶନରେ ରହିଲେ ତିରଙ୍ଗା କାଢିକି ବିଜେପି ପତାକା କୁ ଜାତୀୟ ପତାକା ଘୋଷଣା କରି ଦେବେ।  ଏହି […]

Continue Reading

କ’ଣ ଉତ୍ତରପ୍ରଦେଶ ବିଜେପି ବିଧାୟକ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ହେଇଛି? କ’ଣ ଫୋଟୋ ରେ ଥିବା ବ୍ୟକ୍ତି ଉତ୍ତରପ୍ରଦେଶ ବିଜେପି ବିଧାୟକ? ଜାଣନ୍ତୁ ସତ୍ୟ।

୨୦ ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଫୋଟୋରେ ଥିବା ବ୍ୟକ୍ତି ଉତ୍ତରପ୍ରଦେଶର ବିଜେପି ବିଧାୟକ ଅଟନ୍ତି ଏବଂ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ କରା ଯାଇଅଛି। ଏହା ବାବଦ ଏହା ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶରେ ବର୍ତମାନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଦିନ କୁ ଦିନ ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିର୍ଯାତନା, ହତ୍ୟା ଏବଂ […]

Continue Reading

ଭକ୍ତମାନେ କ’ଣ ଭଗବାନଙ୍କ କୋରୋନା ଚିକିତ୍ସା କରୁଛନ୍ତି ? ଜାଣନ୍ତୁ ସତ୍ୟ ।

14 ଅଗଷ୍ଟରେ Pinku jena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ ଭଗବାନ ଖଟରେ ସୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭକ୍ତମାନେ ଭଗବାନଙ୍କୁ କୋରୋନା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏକି ପାଲା ଚାଲିଛି, ଭକ୍ତେ ଭଗବାନ ଙ୍କୁ Covid hospital ରେ ଭର୍ତ୍ତି କରିଦେଲେଣି, ମଣିଷଙ୍କ ପାଇଁ ଯେଉଁ ଚିକିତ୍ସା. ଭଗବାନଙ୍କ ପାଇଁ ସେହି ଚିକିତ୍ସା ତ। […]

Continue Reading

କ’ଣ ଫୋଟୋରେ ଇଂରେଜଙ୍କର ନିର୍ଯାତନା ସାମନା କରୁଥିବା ବ୍ୟକ୍ତି ଭଗତ ସିଂହ ଅଟନ୍ତି? ଜାଣନ୍ତୁ ସତ୍ୟ।

୧୮ ଅଗଷ୍ଟରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଭଗତ ସିଂହ କୁ ଇଂରେଜ ମାନେ ଚାବୁକରେ ପ୍ରହାର କରୁଛନ୍ତି।  Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ବିଷୟ ନେଇ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୨ ମେ ୨୦୧୮ ମସିହାରେ ଜଣେ ଟୁଇଟର ୟୁଜର ଏହି ଫୋଟୋ ଟୁଇଟ କରିଥିବା ମିଳିଲା। […]

Continue Reading

ଦିଲ୍ଲୀର ସଙ୍ଗମ ବିହାରର ପୁରୁଣା ଚିତ୍ର ବିଜେପି ସରକାରଙ୍କ ସ୍ଥାନ ବନାରସ ନାମରେ ଭାଇରାଲ ହେଉଛି ।

17 ଅଗଷ୍ଟରେ  Aira Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ରାସ୍ତାର ଫୋଟୋ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦାବି କରାଯାଇଛି ଯେ, ଉତ୍ତର ପ୍ରଦେଶ ବନାରସ ସହରର ଏକ ରାସ୍ତାର ନଜାରା । ବନାରଜରେ ବିଜେପି ସରକାରଥାଇ ମଧ୍ୟ ଏପରି ଅବସ୍ଥା ଦେଖି ସୋସିଆଲ ମିଡିଆରେ ଅନେକ ଆଲୋଚନା ଏବଂ ଚର୍ଚ୍ଚା କରାଯାଉଛି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଉତ୍ତର ପ୍ରଦେଶର ବନାରସ ସହରର ର ଏକ ରାସ୍ତାର ନଜାରା, […]

Continue Reading

ଅହମଦାବାଦର ଭଙ୍ଗା ରାସ୍ତାର ଫୋଟୋକୁ ବନାରସର କହି ଭାଇରାଲ କରାଯାଉଛି।

14 ଅଗଷ୍ଟରେ Karta Digal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ରାସ୍ତା ମଝିରେ ଏକ ବଡ଼ ଗାତ ହୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବନାରସରେ ଭାରତର ପ୍ରଥମ ଅଣ୍ଡରଗ୍ରାଉଣ୍ଡ କ୍ରିକେଟ ଷ୍ଟାଡିଅମ ବନିବାକୁ ଯାଉଛି।  ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ବିଶ୍ବର ପ୍ରଥମ ଅଣ୍ଡରଗ୍ରାଉଣ୍ଡ କ୍ରିକେଟ ଷ୍ଟାଡିଅମ ଭାରତର ବନାରସ ସହରରେ ! ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 14ଥର ସେୟାର କରାଯାଇଛି […]

Continue Reading

କ’ଣ ଭିଡିଓରେ ଥିବା ପଥର ପୁରୀ ଜଗନାଥ ମନ୍ଦିର ର ଶାଲିଗ୍ରାମ ପଥର? କ’ଣ ଏହି ପଥର ର ପୂଜା ବିପଦ ସମୟରେ କରା ଯାଇଥାଏ? ଜାଣନ୍ତୁ ସତ୍ୟ।

୨୭ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଦେବମୁର୍ଟ ଦର୍ଶନ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଭିଡିଓରେ ଥିବା ପଥର ପୁରୀ ଜଗନାଥ ମନ୍ଦିର ର ଶାଲିଗ୍ରାମ ପଥର ଅଟେ। ଏହି ପଥର ବିପଦ ସମୟରେ ମନ୍ଦିର ରୁ କାଢି ପୂଜା କରା ଯାଏ। ୧୯୨୦ ମସିହାରେ ଏହି ପଥର ସ୍ପେନିଶ ଫ୍ଲୁ ସମୟରେ ବାହାର କରି ପୂଜା କରା ଯାଇଥିଲା। ବର୍ତମାନ କୋରୋନା ସମୟରେ ମଧ୍ୟ […]

Continue Reading

ଭଗବାନ କୃଷ୍ଣଙ୍କ 5ବର୍ଷ ପୁରୁଣା ବିବାଦୀୟ ଚିତ୍ରର ଚିତ୍ରକର ଗିରଫ ହୋଇ ସାରିଛନ୍ତି।

କୃଷ୍ଣ ଭଗବାନଙ୍କ ଏକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ଭଗବାନ କୃଷ୍ଣ ଏବଂ ଗୋପୀମାନଙ୍କୁ ଆପତ୍ତିଜନକ ଚିତ୍ରଣ କରାଯାଇଛି। ଦାବି କରାଯାଉଛି ଯେ , ଏହି ଚିତ୍ର ବର୍ତ୍ତମାନ ଗୁଆହାଟୀର ରବୀନ୍ଦ୍ର ଭବନରେ ପ୍ରଦର୍ଶିତ ହୋଇଛି। ଏବଂ ଏହି ଚିତ୍ର  ଆକ୍ରାମ ହୁସେନ୍‌ଙ୍କ ଦ୍ୱରା ବନାଯାଇଛି।  ବିବାଦୀୟ ଚଳଚ୍ଚିତ୍ର ଆକ୍ରାମ ହୁସେନ୍‌ଙ୍କ ଚିତ୍ରକାରଙ୍କୁ ଗିରଫ କରିବାକୁ ଅନେକ ଲୋକ ଦାବି କରିଛନ୍ତି। ଏହି ଫଟୋ 18 ଅଗଷ୍ଟ 2020 ରେ ଦୁର୍ଗା ମାଧବ […]

Continue Reading

କ’ଣ ପେନ୍ସନ୍ ଯୋଜନା ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀଙ୍କୁ କୌଣସି ସୁବିଧା ଯୋଗାଇବନି ମୋଦୀ ସରକାର? ଜାଣନ୍ତୁ ସତ୍ୟ।

୧୬ ଅଗଷ୍ଟରେ ଜଣେ ଫେସବୁକ ୟୁଜର ଜୟ ନବୀନ ନାମକ ଫେସବୁକ ଗୃୟରେ ଗୋଟିଏ ପୋସ୍ତ ରେ ଦାବି କରିଛନ୍ତି ଯେ ନରେନ୍ଦ୍ର ମୋଦୀ ପେନସନ ଯୋଜନାରେ ହିତାଧିକାରୀଙ୍କର ମୃତ୍ୟୁ ହେଲା ପରେ ତାଙ୍କର ଉତ୍ତରାଧିକାରୀଙ୍କୁ କିଛିବି ସୁବିଧା ସୁଯୋଗ କରିବେ ନାହିଁ। ଏହି ନିୟମ ଅନ୍ତର୍ଗତ ମୋଦୀ ସରକାର ଦେଶବାଶିଙ୍କୁ ଲୁତୁଛନ୍ତି ବୋଲି ମଧ୍ୟ ଦାବି କରା ଯାଇଅଛି।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ଆମେ ସରକାରୀ ପେନ୍ସନ ପୋର୍ଟାଲ ୱେବସାଇଟରେ […]

Continue Reading

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପ୍ରକୃତରେ କରୋନାରୁ ସୁସ୍ଥ ହେବା ପରେ ଏକ ହିନ୍ଦୁ ମନ୍ଦିରକୁ ଯାଇଥିଲେ ?

12 ଅଗଷ୍ଟ 2020 ର Satyendu Nayak ନାମକ ଜଣେ ଫେସବୁକ ୟୁଜର ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କରୋନାରୁ ସୁସ୍ଥ ହେବା ପରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଏକ ହିନ୍ଦୁ ମନ୍ଦିରରେ ପୂଜା କରିବାକୁ ଯାଇଥିଲେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଥିଲା। ପୋଷ୍ଟକୁ ଅନେକ କମେଣ୍ଟ ଏବଂ ଲାଇକ ମଧ୍ୟ ମିଳିଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, କରୋନାରୁ ମୁକ୍ତ ଘୋଷଣା କରିବା ପରେ ନ୍ୟୁଜିଲ୍ୟାଣ୍ଡ […]

Continue Reading

ଭାରତୀୟ ରେଳ ବିଭାଗ ଦ୍ୱରା 5285 ପଦ ପାଇଁ କୌଣସି ବିଜ୍ଞାପନ କଢ଼ାଯାଇ ନାହିଁ।

ଦେଶରେ କୋରୋନା ସଂକ୍ରମଣ ବେକାରି ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଏବଂ ମଧ୍ୟ ସରକାରି ଚାକିରି ପାଇଁ ପିଲାମାନେ ଅପେକ୍ଷା କରି ରହିଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ଏକ ପୋଷ୍ଟ ଭାଇରାଲ ହେଉଛି ଯେ, ଭାରତୀୟ ରେଳ ବିଭାଗ 5285 ପୋଷ୍ଟ କାଢ଼ିଛି। ଏହା ହ୍ୱାଟ୍ସଅପରେ ଏବଂ ଫେସବୁକରେ ସେୟାର ହେବାରେ ଲାଗିଛି। ଆମକୁ ହ୍ୱାଟ୍ସ ଅପରେ ଏହି  ଭାଇରାଲ ପୋଷ୍ଟ ମିଳିଲା। ପେଜରେ ଲେଖା ଯାଇଛି ପଦବି ପାଇଁ ଫୋର୍ମ ପୁରଣ କରିବାର ଅନ୍ତିମ […]

Continue Reading

କ’ଣ ଭାରତ ସ୍ଵାଧୀନ ହେଲା ପରେ ୧୯୪୭ ରୁ ୧୯୭୯ ମସିହା ତକ ସମସ୍ତ ଶିକ୍ଷାମନ୍ତ୍ରୀ ମୁସଲମାନ ଥିଲେ? ଜାଣନ୍ତୁ ସତ୍ୟ।

Photo Credit: India Today ୧୦ ଅଗଷ୍ଟରେ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ପୋଷ୍ଟକରି ଦାବି କରିଛନ୍ତି ଯେ ୧୯୪୭ ମସିହାରୁ ୨୯୭୯ ମସିହା ପର୍ଯ୍ୟନ୍ତ ଭାରତର ଶିକ୍ଷା ମନ୍ତ୍ରୀ କେବଳ ଇସଲାମ ମଜହବୀ କଟ୍ଟରପନ୍ତି ଲୋକେ ଥିଲେ ଯେଉଁ ମାନେ କଂଗ୍ରେସ ଶାସନ କାଳରେ ୩୧ ବର୍ଷ ଭିତରେ ଭାରତ ଇତିହାସକୁ ବିକୃତ କରି ଦେଇଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ମନ୍ତ୍ରୀ ମାନେ ନିମ୍ନଲିଖିତ […]

Continue Reading

ଏଡିଟ୍ ଫୋଟୋକୁ ଶ୍ରୀନଗ ଲାଲ ଚୌକଠାରେ ଭାରତୀୟ ତ୍ରୀରଙ୍ଗା ଲଗାଯାଇଥିବା ଦାବିରେ ଭାଇରାଲ କରାଯାଉଛି।

ଅଗଷ୍ଟ 15 ଅର୍ଥାତ୍ ସ୍ୱାଧୀନତା ଦିବସ, ଦେଶ ସ୍ୱାଧୀନ ହେଲା ପରଠାରୁ ଏହି ଦୀନକୁ ସମସ୍ତେ ଗର୍ବର ସହ ମନାଇଥାନ୍ତି। 15 ଅଗଷ୍ଟରେ ମଧ୍ୟ ସୋସିଆଲ ମିଡିଆରେ ସ୍ୱାଧୀନତା ଦିବସ ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଥିଲା। ସେଥି ମଧ୍ୟରୁ ଏକ ଫୋଟୋ ଭାଇରାଲ ହେଉଥିଲା ଲାଲ ଚୈକର । 15 ଅଗଷ୍ଟେରେ Bjp Namo Odisah ଜଣେ ଫେସବୁକ ଯୁଜର ତାଙ୍କ ଆକାଉଣ୍ଟରେ ଏହି ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲାଲ ଚୌକରେ […]

Continue Reading

ସୋମନାଥ ମନ୍ଦିରରେ ହିରଜନଙ୍କ ପ୍ରବେଶ ନିସେଦ୍ଧ ଦାବିରେ ଭାଇରାଲ ହେଇଥିବା ଖବର ପୁରୁଣା ଅଟେ।

13 ଅଗଷ୍ଟରେ Amitabh Patra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ନ୍ୟୁଜ ପେଜ ପେଷୋଟ କରିଛନ୍ତି। ଏବଂ ଦାବି କରିଛନ୍ତି ଯେ, ଗୁଜୁରାତ ସୋମନାଥ ମନ୍ଦିରରେ ହରିଜନଙ୍କ ପ୍ରହବେଶ ନିସେଦ୍ଧ କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ କମେଣ୍ଟ ଏବଂ ଲାଇକ ମଧ୍ୟ ମିଳିଛି। ତେବେ ଭାଇରାଲ ଖବର କେବେର ଏବଂ କଣ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ତଳେ ପୋଷ୍ଟର ଲିଙ୍କ […]

Continue Reading

କେବୁଲ ସାହାର୍ଯ୍ୟରେ ନଦୀ ପାର ହେଉଥିବା ସ୍କୁଲ ପିଲାଙ୍କ ଫୋଟୋ ଉତ୍ତରାଖଣ୍ଡର ନୁହେଁ ନେପାଳର ।

ଦଳକୁ ନେଇ ସୋସିଆଲ ମିଡିଆରେ ଅନେକ ଆଲୋଚନା କରାଯାଉଛି। ବିଜେପି, ବିଜେଡି ଏବଂ କାଂଗ୍ରେସ ଦଳକୁ ପସନ୍ଦ କରୁଥିବା ଲୋକମାନେ ଏହି ଆଲୋଚନା ଅଧିକ କରିଛାନ୍ତି। ସୋସିଆଲ ମିଡିଆରେ କିଛି ଫୋଟୋ ଭାଇରାଲ ହେଉଛି, ଯେଉଁଥିରେ ବିଜେପି ଏବଂ ବାଜେଡି ସରକାରଙ୍କର ଅପାରଗତାକୁ ଦର୍ଶାଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫୋଟୋରେ ସ୍କୁଲ ପିଲାମାନେ ଏକ ଦଉଡି ସାହାର୍ଯ୍ୟରେ  ପାର ହୋଇ ସ୍କୁଲ ଯାଉଥିବାର ଦେଖା ଯାଉଛି। Amitabh patra ନାମକ ଜଣେ ଫେସବୁକ ୟୁଜର ଏହା […]

Continue Reading

କ’ଣ ଗଛ ଲଗାଇବା ଇସଲାମ ଧର୍ମ ବିରୁଦ୍ଧ ହେବାରୁ ପାକିସ୍ତାନର ବାସିନ୍ଦା ଗଛ ଉପାଡ଼ୁଛନ୍ତି? ଜାଣନ୍ତୁ ସତ୍ୟ।

୧୨ ଅଗଷ୍ଟ ରେ ଜଣେ ଫେସବୁକ ୟୁଜର ସାଇବର ଆର୍ମୀ ବିଜେପି ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋସ୍ତ କରିଛନ୍ତି। ଏହି ଭିଡିଓରେ କିଛି ଲୋକେ ମାଟିରେ ଲାଗି ଥିବା ଗଛ ଉପାଡ଼ୁଛନ୍ତି। ଏହି ଭିଡିଓ ନେଇ ପୋଷ୍ଟରେ ଦାବି କରା ଯାଇଅଛି ଯେ ଗଛ ଲଗାଇବା ଇସଲାମ ଧର୍ମରେ ଅନୁମତି ନାହିଁ। ସେଥିପାଇଁ ପାକିସ୍ତାନରେ ସରକାର ଲଗାଇଥିବା ଗଛ ଗୁଡ଼ିକ ଲୋକେ ଉପଡ଼ୁଛନ୍ତି।  Archive ଆମ ଅନୁସନ୍ଧାନ:  ପରିବେଶ ଖରାବ ହେଇଚାଲି ଥିବାରୁ […]

Continue Reading

କ।ଣ ଅମିତ ଶାହଙ୍କର କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି? ଜାଣନ୍ତୁ ସତ୍ୟ।

୯ ଅଗଷ୍ଟରେ ଓଡିଶାର ପ୍ରସିଦ୍ଧ ନ୍ୟୁଜ ଚ୍ୟାନାଲ ଓଟିଭି ନିଜ ପତ୍ରିକାରେ ଅମିତ ଶାହଙ୍କ କୋରୋନା ପରୀକ୍ଷା ନେଗେଟିଭ୍ ଆସିଥିବା ଦାବି କରିଛି। ଏହି ଖବର ଅମିତ ଶାହଙ୍କ ସହକର୍ମୀ ମନୋଜ ତିଵାରୀଙ୍କ ଟୁଇଟ କରିଥିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଗଷ୍ଟ ୨ ତାରିଖରେ ଅମିତ ଶାହ କୋରୋନା ଆକ୍ରାନ୍ତ ହେଇଥିବା କଥା ନିଜେ ଟୁଇଟ କରି ଜଣାଇ ଥିଲେ। ତାଙ୍କ ଚିକିତ୍ସା ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ହେଉଛି।  OTV | Archive […]

Continue Reading

ଏହା କ’ଣ ରାଷ୍ଟ୍ରପତି ପୁଟିନଙ୍କ ଝିଅକୁ ପ୍ରଥମ କୋରୋନା ଟିକା ଦିଆଯାଉଥିବାର ଫୋଟୋ ?

କୋରୋନା ସଂକ୍ରମଣ ବଢ଼ିବା ପରେ କୋରୋନା ୱାକ୍ସିନ୍ ପାଇଁ ସମସ୍ତେ ଅପେକ୍ଷାରେ ଥିଲେ। କେଉଁ ଦେଶ ପ୍ରଥମ କୋରୋନା ୱାକ୍ସିନ୍ କାଢ଼ିବ ତାହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିଲା। ତେବେ 12 ଅଗଷ୍ଟରେ ରୁଷ ବିଶ୍ୱର ପ୍ରଥମ କୋରୋନା ୱାକ୍ସିନ୍ କାଢ଼ିଥିବାର ଖବର ସାମ୍ନାକୁ ଆସିଲା। ଖବର ଅନୁସାରେ ରୁଷ ଦ୍ୱାରା ପ୍ରସ୍ତୁତ କୋରୋନା ୱାକ୍ସିନ୍ କୋରୋନା ସଂକ୍ରମଣରୁ ରକ୍ଷା କରୁଛି ଏବଂ ଏହା ସଫଳାତ ପୂର୍ବକୁ ପରିକ୍ଷଣ ହୋଇଛି। ଏହା ସହ ଅନ୍ୟ […]

Continue Reading

ମସଜିଦ ପାଇଁ କୋର୍ଟ ଦେଇଥିବା 5 ଏକର ଜମିରେ ବାବ୍ରି ହସ୍ପିଟାଲ ନିର୍ମାଣ କରାଯିବ ?

ରାମ ମନ୍ଦିର ଭପମି ପୂଜନ ପରେ ଏବେ କୋର୍ଟ ମସଜିଦ ପାଇଁ ଦେଇଥିବା 5 ଏକର ଜମି ସମ୍ପର୍କରେ ସୋସିଆଲ ମିଡିଆରେ ଆଲୋଚନା ଲାଗି ରହିଛି। ସୋସିଆଲ ମିଡିଆରେ ଦାବି କରାଯାଇଛି ଯେ, କୋର୍ଟ ଦେଇଥିବା 5 ଏକର ଜମିରେ ମସଜିଦ ବ୍ୟତୀତ ବାବ୍ରୀ- ହସ୍ପିଟାଲ ନିର୍ମାଣ କରାଯିବ।  7 ଅଗଷ୍ଟରେ Soumya Ranjan Dash ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପୋଷ୍ଟ କରି ଦାବି କରିଛନ୍ତି ଯେ, କୋର୍ଟ ଦେଇଥିବା 5 ଏକର […]

Continue Reading

1 ସେପ୍ଟେମ୍ବରରୁ ସ୍କୁଲ ଖୋଲିବା ନେଇ ଭାଇରାଲ ହେଉଛି ମିଥ୍ୟା ଖବର ।

କୋରୋନା ସଂକ୍ରମଣ ଦିନ କୁ ଦିନ ବଢ଼ିବାରେ ଲେଗିଛି। ଏହି ସମୟରେ ସରକାର ସ୍କୁଲ-କଲେଜ ଖୋଲିବାକୁ ଚାହୁଁନାହାଁନ୍ତି। ସର୍ଭେରେ କେବଳ 33 ପ୍ରତିଶତ ଅଭିଭାବକ 1 ସେପ୍ଟେମ୍ବରରୁ ବିଦ୍ୟାଳୟ ଖୋଲିବାକୁ ରାଜି ହୋଇଛନ୍ତି। କୋଭିଡ -19 ମହାମାରୀ ହେତୁ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିଛି।  ଏହି ସମୟରେ ସୋସିଆଲ ମିଡିଆରେ ଏକ  ଖବର ଭାଇରାଲ ହେଉଛି ଯେ, 1 ସେପ୍ଟେମ୍ବରରୁ ସାରା ଦେଶରେ ସ୍କୁଲ ଖୋଲାଯିବ।  କିଛି ଲୋକ ଏହି ଖବରକୁ ସତ୍ୟ ଭାବରେ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ଧର୍ମେନ୍ଦ୍ର ପ୍ରଧାନ ବିଶ୍ଵ ହାତୀ ଦିବସ ଉତ୍ସବରେ ନିଜ ଯୋଗଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

୧୨ ଅଗଷ୍ଟ ୨୦୧୨ ମସିହାରୁ ପ୍ରାରମ୍ଭ ହେଇଥିବା ବିଶ୍ଵ ହାତୀ ଦିବସର ହାତୀଙ୍କର ସଂରକ୍ଷଣ ଏବଂ ସୁରକ୍ଷା କରିବା ଉଦ୍ଦେଶ୍ୟରେ ଗଠନ କରା ଯାଇଥିଲା। ଏହି ଦିବସ ସାରା ପୃଥିବୀରେ ପାଳନ କରା ଯାଏ। ଏହି କଥା ନେଇ ଗତ କାଲୀ ୧୨ ଅଗଷ୍ଟରେ ଜଣେ ଫେସବୁକ ୟୁଜର ତେଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତୀ ଉପରେ ବସିଥିବା ଫୋଟୋ ପୋଷ୍ଟ କରିଛନ୍ତି ଯେ ସେ ୧୨ ଅଗଷ୍ଟ ୨୦୨୦ ରେ ବିଶ୍ଵ ହାତୀ ଦିବସରେ ଯୋଗଦାନ […]

Continue Reading

ବାହିର ହସ୍ପିଟାଲରେ ପାଣି ଭର୍ତ୍ତି ହୋଇଥିବା ଭିଡିଓ ବର୍ତ୍ତମାନର ନହେଁ ।

କୋରୋନା ମହାମାରି ସମୟରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଏବଂ ଆଲୋଚନା ହେବାରେ ଲାଗିଛି । 28 ଜୁଲାଇରେ Bikash Garabadu ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏହ ହସ୍ପିଟାଲରେ ପାଣି ଭର୍ତ୍ତି ହୋଇଥିବାର ଦେଖା ଯାଉଛି। ପାଣି ଭର୍ତ୍ତି ହୋଇଥଇବା ହସ୍ପିଟାଲରେ ରୋଗିମାନେ ଚିକିତ୍ସିତ ହେଉଥିବାର ଦେଖା ଯାଉଛନ୍ତି । […]

Continue Reading

କ’ଣ ସୁଶାନ୍ତ ସିଂହ ରାଜପୁତଙ୍କ କେସ୍ ଅନୁସନ୍ଧାନ କରିବା ପାଇଁ ବିନୟ ତିଵାରୀଙ୍କୁ ସିବିଆଇ ଦଳ ପ୍ରତିନିଧି କରିବେ? ଜାଣନ୍ତୁ ସତ୍ୟ।

ସୁଶାନ୍ତ ସିଂହଙ୍କ ମୃତ୍ୟୁର ରହସ୍ୟ ବର୍ତମାନ ମଧ୍ୟ ଅନ୍ଧାରରେ ଅଛି। କିଛି ଦିନ ପୂର୍ବରୁ ବିହାର ପୋଲିସ ବିନୟ ତିଵାରୀଙ୍କୁ ଏହି ମାମଲାର ଅନୁସନ୍ଧାନ କରିବା ପାଇଁ ପଠେଇ ଥିଲା। ଏହି କଥା ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଖବର ଖୁବ ଭାଇରାଲ ହେଉଛି। ୧୦ ଅଗଷ୍ଟ ରେ କିରଣ ଜେନା ନାମକ ଜଣେ ଫେସବୁକ ୟୁଜର ଗୋଟିଏ ଫେସବୁକ ଗ୍ରୁପରେ ପୋସ୍ତ କରି ଦାବି କରିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତଙ୍କ କେସ୍ ମାମଲା […]

Continue Reading

ପୁରୁଣା ଭିଡିଓକୁ ଅମିତ ଶାହଙ୍କ କୋରୋନା ସଂକ୍ରମଣ ଖବର ପରେ ମୁସ୍ଲିମମାନେ ତାଙ୍କ ଶବ ଯାତ୍ରା କାଢ଼ିଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ସଂକ୍ରମଣ ପାଇଁ ଦେଶରେ ଚିନ୍ତାର ବିଷୟ ବନି ରହିଛି। ଏଥି ମଧ୍ୟରେ ଅମିକତ ଶାହ କୋରୋନା ପିଜିଟିଭ ଥିବାର ଖବର ସାମ୍ନାକୁ ଆସିଛି। ତେବେ ବିରୋଧି ଦଳ ଏହାକୁ ନେଇ କଟାକ୍ଷ କିରିବା ସହ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ମଧ୍ୟ କରୁଛନ୍ତି। 8 ଅଗଷ୍ଟରେ Muna bhai ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଜଣେ ମୁସ୍ଲିମ ବ୍ୟକ୍ତି କାନ୍ଦି କାନ୍ଦି କହୁଛନ୍ତି ଅମିତ ଶାହ […]

Continue Reading

ଭାଇରାଲ୍ ଫଟୋ ରାଜୀବ ଗାନ୍ଧୀ ରାମ ମନ୍ଦିର ଭୁମି ପୂଜନ କରୁଥିବାର ନୁହେଁ।

ଅଯୋଧ୍ୟାରେ ରାମ ମାନ୍ଦିର ଭୁମି ପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏହି ପୃଷ୍ଠଭୂମିରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଇଛି ଯେ ଏହା ହେଉଛି ରାଜୀବ ଗାନ୍ଧୀଙ୍କ ହାତରେ 9 ନଭେମ୍ବର  1989 ରେ ରାମ ମନ୍ଦିର ଭୁମି ପୂଜନର ମୂଳଦୁଆ ପକାଇବା ସମାରୋହର ଫଟୋ ।  3 ଅଗଷ୍ଟରେ Ranjani Kanta Swain ନାମକ ଜଣେ ଫେସବୁକ ୟୁଜର ଏହି ଦାବିରେ ଫୋଟୋ […]

Continue Reading

କ’ଣ ଭିଡିଓ ରେ ଗୀତ ଗାଉ ଥିବା ବ୍ୟକ୍ତି ଦୀପକ ବସନ୍ତ ସାଠେ ଅଟନ୍ତି? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ କେରଳରେ ହେଇ ଥିବା ବିମାନ ଦୁର୍ଘଟଣାରେ ନିଜ ଜୀବନ ହରାଇଥିଲେ ପାଇଲାଟ୍ ଦୀପକ ବସନ୍ତ ସାଠେ। ଏହି ବିମାନ ଦୁବାଇ ରୁ କେରଳର କୋଜିକୋଡ଼େ ଆସୁଥିଲା। ପାଇଲାଟ୍ ଦୀପକ ସାଠେଙ୍କ ସହକର୍ମୀ ପାଇଲାଟ୍ ଅଖିଲେଶ କୁମାର ମଧ୍ୟ ନିଜ ଜୀବନ ହରାଇଛନ୍ତି। ଏହି ସମୟରେ ଗୋଟିଏ ଭିଡିଓ ଭାଇରାଲ ହେଇଛି ଯେଉଁଥିରେ ଜଣେ ବାୟୁ ସେନା ପୋଷାକ ପିନ୍ଧି ଗୋଟିଏ ଗୀତ ଗାଇବା ଦେଖିବାକୁ ମିଳିଛି। ୮ ଅଗଷ୍ଟ ରେ ଫେସବୁକର ବିଜେଡି […]

Continue Reading

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ 5 ଅଗଷ୍ଟରେ ତାଙ୍କ ବାସଭବନରେ ପ୍ରଭୁ ଶ୍ରୀ ରାମଙ୍କୁ ଅଭିଷେକ କରିଥିଲେ ?

ରାମ ମନ୍ଦିର ଭୁମି ପୂଜନ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫୋଟୋ ଭାଇରାଲ ହେଉଛି। ଅଯୋଧ୍ୟା ରାମ ମନ୍ଦିରର ଭୁମି ପୂଜନ 5 ଅଗଷ୍ଟ 2020 ରେ ଅନୁଷ୍ଠିତ ହୋଇଥିଲା । ଭୁମି ପୂଜନ ପରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଅଗଷ୍ଟ 5 ରେ ତାଙ୍କ ବାସଭବନରେ ପ୍ରଭୁ ଶ୍ରୀ ରାମଙ୍କୁ ଅଭିଷେକ କରିଥିଲେ। ଭାଇରାଲ ଚିତ୍ରରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ […]

Continue Reading

କ’ଣ ଭୂମି ପୂଜନ ଦିନ ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଲରେ ରାମଙ୍କୁ ପୂଜା କରୁଥିବା ସମୟରେ ପୋଲିସ ଲୋକଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

୫ ଅଗଷ୍ଟ ରେ ଜେନ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ଭଗବାନ ରାମଙ୍କୁ ପୂଜା କରୁଥିବା ସମୟରେ ପୋଲିସ ସେଠାରେ ଆସି ସେମାନଙ୍କୁ ମାରିଛି। ଏହା ନେଇ କୀଚ ଲୋକ ପୋଲିସ ଗାଡ଼ି ଅଟକାଇ ଝଗଡ଼ା କରିବା ମଧ୍ୟ ଦେଖିବାକୁ ମିଳିଛି। ପୋଷ୍ଟରେ ଦାବି କରା ଯାଇଅଛି ଯେ ଏହି ଘଟଣା ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଳରେ […]

Continue Reading

କୂଅ ମାଟି ଭିତରକୁ ପଶିଯାଉଥିବାର ଏହି ଭିଡିଓ 2020ର ନୁହେଁ।

2020ରେ କୋରୋନା ସଂକ୍ରମଣ ସହ ଅନେକ ଘଟଣା ଏବଂ ଦୁର୍ଘଟଣା ଘଟିବାରେ ଲିଗିଛି। ଏହାକୁ ନେଇ ଲୋକମାନେ ଆତଙ୍କିତ ହେବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ଲୋକଙ୍କୁ 2020କୁ ନେଇ ଅଧିକ ଆତଙ୍କିତ କରିବା ପାଇଁ ଅନେକ ପୋଷ୍ଟ ମଧ୍ୟ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ସମସ୍ତ ଦୁର୍ଘଟଣା 2020ରେ ହେବାରେ ଲାଗିଛି। 9 ଅଗଷ୍ଟରେ  Muna bhai ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ରାସ୍ତା […]

Continue Reading

ପୁରୁଣା ଫୋଟୋକୁ ବର୍ତ୍ତମାନ ବର୍ଷାରେ ମୁମ୍ବାଇ ବେହାଲ ହେବା ଦାବିରେ ଭାଇରାଲ କରାଯାଉଛି।

ଲଗାଣ ବର୍ଷାରେ ଦେଶର ଅଲଗା ଅଲଗା ଜାଗାରେ ଜଳପୂର୍ଣ୍ଣ ହେବାର ଖବର ସମ୍ନାକୁ ଆସୁଛି। ଏହାର ଫୋଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି। 6 ଅଗଷ୍ଟରେ Vision odisha Creation ନାମକ ଏକ ପେଜରେ କିଛି ଫୋଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ରାସ୍ତାରେ ପାଣି ଭର୍ତ୍ତି ହୋଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବର୍ତ୍ତମାନ ଲଗାଣ ବର୍ଷାରେ ମୁମ୍ବାଇ ବେହାଲ, ସହରର ବିଭିନ୍ନ ସ୍ଥାନ ଜଣାର୍ଣ୍ଣବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା […]

Continue Reading

କ’ଣ ଅମିତାଭ ବଚନ ହସ୍ପିଟାଲରୁ ବାହାରିଲା ପରେ ମୁସଲମାନ ପର୍ବରେ ନିଜ ଯୋଗଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

ଗତ ମାସ ଅମିତାଭ ବଚନ ନିଜ କୋରୋନା ଆକ୍ରାନ୍ତ ହେଇଥିବାର ଖବର ଟୁଇଟର ମାଧ୍ୟମରେ ଦେଇଥିଲେ। ଏହା ପରେ ଦେଶବାସୀ ତାଙ୍କ ଆରୋଗ୍ୟ କାମନା କରିଥିଲେ। ଏହାର କିଛି ଦିନ ପରେ ଅମିତାଭ ବଚନ ନିଜ ସୁସ୍ଥ ହେବା ଖବର ଗଣମାଧ୍ୟମ ଦ୍ଵାରା ଦେଇଥିଲେ। କିନ୍ତୁ ଗତକାଲି ୬ ଅଗଷ୍ଟ ରେ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ଅମିତାଭ ବଚନଙ୍କ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଗୋଟେ ମୁସଲମାନ ପର୍ବରେ ଯୋଗ ଦେଇଛନ୍ତି।  […]

Continue Reading

UPSC ଟପ୍ପର ପ୍ରଦୀପ ସିଂଙ୍କ ଭୁଲ ଫୋଟୋ ଭାଇରାଲ ହେଉଛି।

2019 UPSC ରେଜଲ୍ଟ ବାହାରିଲା ପରେ ଟପର ଏବଂ ଭଲ ମାର୍କ ରଖି ପାସ କରିଥିବା ଛାତ୍ରଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 2019 UPSC ରେ ପ୍ରଦୀପ ସିଂ ନାମକ ଜଣେ ଯୁବକ ଦେଶରେ ପ୍ରଥମ ସ୍ଥାନ ହାସଲ କରି ଟୋପ କରିଛନ୍ତି। ତାଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ସେହି ଯୁବକ ହିଁ ପ୍ରଦୀପ ସିଂ ନା ନାହିଁ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। […]

Continue Reading

ରାମ ମନ୍ଦିର ପାଇଁ ଅନୁମତି ଦେଇ ନଥିବା ପୂର୍ବ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଭୁମି ପୂଜନ ଦିନ କୋରୋନା ହୋଇଗଲା?

ରାମ ମନ୍ଧିର ଭୂମି ପୂଜନ ସମୟରେ ଦେଶରେ ଉତ୍ସାହର ବାତାବରଣ ଥିବା ସମୟରେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେ, ରାମ ମନ୍ଦିର ପାଇଁ ଅନୁମତି ନ ଦେଇଥିବା ପୂର୍ବ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଭୁମି ପୂଜନ ଦିନ କୋରୋନା ସଂକ୍ରମିତ ହୋଇଛନ୍ତି।  5 ଅଗଷ୍ଟରେ Rajani kanta swain ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଖବର ପୋଷ୍ଟ କରିଛନ୍ତି।  ପୋଷ୍ଟରେ ଦାବି କରାଯାଇଛି ଯେ, ରଞ୍ଜନ ଗୋଗୋଇ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଭଉଣୀ ପାକିସ୍ତାନରୁ ତାଙ୍କ ପାଇଁ ରାକ୍ଷୀ ପଠେଇଛନ୍ତି? ଜାଣନ୍ତୁ ସତ୍ୟ।

୨ ଅଗଷ୍ଟରେ ଜେନ ଫେସବୁକ ୟୁଜର ଜୟ ନବୀନ ନାମକ ଫେସବୁକ ଗ୍ରୁପ ରେ ଗୋଟିଏ ଖବର କାଗଜର ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଲେଖା ଯାଇଅଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁବୋଲି ଭଉଣୀ କମର ମୋହସିନ ସେଖ୍ ପାକିସ୍ତାନରୁ ତାଙ୍କ ପାଇଁ ରାକ୍ଷୀ ପଠେଇ କହିଛନ୍ତି ଯେ କୋରୋନା ସମୟରେ ସେ ପ୍ରଥମେ ନିଜ ଭାଇଙ୍କ ଚହୁଁଛନ୍ତି। ଆସନ୍ତୁ ଜାଣିବା ସତ୍ୟ କଣ।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ […]

Continue Reading