ଭାରତର ଛାତ୍ରୀ ବୈଶାଳୀ ୟାଦବ ୟୁକ୍ରେନ୍ ରେ ଫସି ରହି ଥିବା ମିଥ୍ୟା ଦାବି କାରଣରୁ ଉତ୍ତରପ୍ରଦେଶ ପୋଲିସ ଦ୍ଵାରା ଗିରଫ ହୋଇ ନାହାଁନ୍ତି। 

ଭାରତର ଜଣେ ଡାକ୍ତରୀ ଛାତ୍ରୀ ବୈଶାଳୀ ୟାଦବ ଏକ ଭିଡିଓ ପ୍ରସ୍ତୁତ କରି ଯୁକରେନରେ ତାଙ୍କ ପରି ଫସି ରହିଥିବା ଛାତ୍ରମାନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ଦାବି ଅନୁଯାୟୀ ବୈଶାଳୀ ୟାଦବ ନିଜକୁ ୟୁକ୍ରେନରେ ରହୁଥିବା ଭାରତୀୟ ଛାତ୍ରୀ ବୋଲି କହି ମୋଦୀ ସରକାରକୁ ଅପମାନ କରୁଥିଲେ। ତାଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି।  ଏହା ପରେ ପୋଲିସ ଦ୍ଵାରା ଘେରି ରହିଥିବା ଜଣେ ମହିଳାଙ୍କ ଫୋଟୋ ସେୟାର କରି ଉପଭୋକ୍ତାମାନେ ଦାବି କରିଛନ୍ତି ଯେ […]

Continue Reading

ୟୁକ୍ରେନ୍ ରାଜଧାନୀ କିଭ୍ ରେ ୨୦୧୪ ମସିହାରେ ହେଇଥିବା ଆନ୍ଦୋଳନକୁ ସମ୍ପ୍ରତି ସମୟରେ ରୁଷ ସହିତ ହେଉଥିବା ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଚାଲୁଥିବାରୁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ନିକଟରେ ଆମେ ଏପରି ଅନେକ ପୋଷ୍ଟ ଦେଖିଛୁ ଯେଉଁଥିରେ ପୁରୁଣା ଫୋଟୋ ଗୁଡିକ କୁ ସମ୍ପ୍ରତି ସମୟରେ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଇଥିଲା। ଏହି ପ୍ରସଙ୍ଗରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ଭିଡ ଦଙ୍ଗା ମଝିରେ ଅଛି ଏବଂ କିଛି ଲୋକେ […]

Continue Reading

ଆନାସ୍ତାସିଆ ଲେନା ସ୍ପଷ୍ଟ କରିଛନ୍ତି ଯେ ୟୁକ୍ରେନ୍ ସେନାରେ ନିଜ ଯୋଗଦାନ ଦେଇ ନାହାନ୍ତି। ଭାଇରାଲ ଭିଡିଓରେ ଥିବା ଫୋଟୋ ଗୁଡିକ ଏୟାରସଫ୍ଟ ନାମକ ଏକ ଖେଳର ଫୋଟୋ ଅଟେ। 

ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିଲା ପରେ ସୋସିଆଲ ମିଡିଆରେ ଯୁଧ୍ୟର ଅନେକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ ଏକ ଫୋଟୋ ସାମନାକୁ ଆସିଛି ଯେଉଁଥିରେ ଜଣେ ମହିଳା ବନ୍ଧୁକ ଧରି ଛିଡା ହୋଇଛନ୍ତି। ଦାବି କରା ଯାଇଛି ଯେ ଏହି ମହିଳା ହେଉଛନ୍ତି ପୂର୍ବତନ ମିସ୍ ୟୁକ୍ରେନ୍ ଆନାସ୍ତାସିଆ ଲେନା ଯେ ରୁଷ ବିରୁଦ୍ଧରେ ସେନାରେ ନିଜ ଯୋଗଦାନ ଦେଇଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ […]

Continue Reading

୨୦୦୬ ମସିହାର ଲେବାନନ୍ ଦେଶର ଏକ ଫୋଟୋକୁ ରୁଷ-ୟୁକ୍ରେନ୍ ଯୁଧ୍ୟ ସମୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖି ରୁଷ ଖାର୍କିଭ୍ ରେ ଥିବା ଫ୍ରିଡମ୍ ସ୍କ୍ୱେୟାରର ସରକାରୀ କାର୍ଯ୍ୟଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଯେଉଁଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।  ଏହି ଆକ୍ରମଣର ଭିଡିଓ ସାମନାକୁ ଆସିବା ପରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଇଛି ଯେ ଏହା ୟୁକ୍ରେନ୍-ରୁଷ ମଧ୍ୟରେ ହେଉଥିବା ଯୁଧ୍ୟର ଦୃଶ୍ୟ ଅଟେ।  କିନ୍ତୁ ଅନୁସନ୍ଧାନ ପରେ […]

Continue Reading

‘ୱାର ଅଫ୍ ଚିମେରା’ ସିନେମାର କ୍ଲିପ୍ କୁ ଯୁଧ୍ୟକୁ ଯିବା ପୂର୍ବରୁ ୟୁକ୍ରେନ୍ ସୈନିକ ମାନଙ୍କ ଦୃଶ୍ୟ ଭାବରେ ସେୟାର କରା ଯାଉଛି।

ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଚାଲଇଥିବାରୁ ସୋସିଆଲ ମିଡିଆରେ ଅନେକ ମିଥ୍ୟା ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ସୈନିକ ଏବଂ ମହିଳାଙ୍କ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ରତୀତ ହେଉଛି ଯେ ଯୁଧ୍ୟରେ ଯିବା ପୂର୍ବରୁ ସେ ସୈନ୍ୟ ଯବାନ ମହିଳାଙ୍କୁ ଆଲିଙ୍ଗନ କରୁଛନ୍ତି। ଦାବି ଅନୁଯାୟୀ ଏହି ଭିଡିଓ ୟୁକ୍ରେନ୍ ଦେଶର ବର୍ତ୍ତମାନର ପରିସ୍ଥିତିର ଅଟେ।  ଅନୁସନ୍ଧାନ ପରେ ଜଣା ପଡିଲା ଯେ […]

Continue Reading

୧୯୯୯ ରେ ଚେଚନିୟାର ଗ୍ରୋଜନି ସହରରେର ଯୁଧ୍ୟ ଦୃଶ୍ୟକୁ ସମ୍ପ୍ରତି ସମୟରେ ରୁଷ-ୟୁକ୍ରେନ୍ ଯୁଧ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷିଆ-ୟୁକ୍ରେନ୍ ଯୁଧ୍ୟ ଚାଲିଥିବାରୁ ସୋସିଆଲ ମିଡିଆରେ ଘଟନା ନେଇ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ଫ୍ୟାକ୍ଟ କ୍ରିଷେଣ୍ଡୋ ଏହା ମଧ୍ୟରୁ ଅନେକ ପୋଷ୍ଟ ଏବଂ ଭିଡିଓକୁ ମିଥ୍ୟା ବୋଲି ପ୍ରମାଣ କରି ସାରିଛି।  ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ସହରର ଧ୍ଵଂସ ହେଇଥିବା ଦୃଶ୍ୟ ଦେଖା ଯାଉଛି। ଦାବି କରା ଯାଇଛି ଯେ ଏହା ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଅଟେ।  ତେବେ, ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

ରୁଷିଆ ପାରାଟ୍ରୁପର୍ସଙ୍କ ପୁରୁଣା ଭିଡିଓକୁ ବର୍ତ୍ତମାନ ରୁଷ-ୟୁକ୍ରେନ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ ସୈନ୍ୟ ମାନେ ୟୁକ୍ରେନ୍ ରେ ପ୍ରବେହ କରି ଏହାର ରାଜଧାନୀ କିଭ୍ ଅଭିମୁଖ ହେଉଥିବା ବେଳେ ବିସ୍ଫୋରଣ ଏବଂ ଆକ୍ରମଣର ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏହା ମଧ୍ୟରୁ ଅନେକ ଭିଡିଓ ପୁରୁଣା ଏବଂ ରୁଷ-ୟୁକ୍ରେନ୍ ଯୁଧ୍ୟ ସହିତ ଜଡିତ ହେଇନଥିବା ପ୍ରମାଣ ମିଳିଛି।  ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆକାଶରୁ ଅବତରଣ କରୁଥିବା ଦେଖା ଯାଇଛି। ଦାବି ଅନୁଯାୟୀ ରୁଷ ସୈନ୍ୟ ପାରାଟ୍ରୁପର୍ସ […]

Continue Reading

ଜଣେ ୟୁକ୍ରେନ୍ ସୈନିକର ପୁରୁଣା ଫୋଟୋକୁ ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀଙ୍କର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। 

ଆକ୍ରମଣକାରୀ ରାଇଫଲ୍ ହାତରେ ଧରିଥିବା ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ସହିତ ଦାବି କରା ଯାଇଛି ଯେ ଏହି ମହିଳା ହେଉଛନ୍ତି ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀ।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ପାଇଲା ଯେ ଏହା ଏକ ପୁରୁଣା ଫୋଟୋ ଅଟେ ଏବଂ ଏହି ମହିଳା ସୈନିକ ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀ ହେଇଥିବା ଦାବି ମିଥ୍ୟା ଅଟେ।  କ’ଣ ଦାବି କରା ଯାଇଛି? ୨୭ ଫେବୃଆରିରେ ଓଏନଏଖବର ନାମକ ଫେସବୁକ […]

Continue Reading

୨୦୧୬ ମସିହାର କାନାଡାର ଫୋଟୋକୁ ୟୁକ୍ରେନ୍ ରେ ଯୁଧ୍ୟ ସମୟରେ ଶିଖ୍ ସମୁଦାୟ ଲୋକଙ୍କ ଦ୍ଵାରା ଏକ ଲଙ୍ଗର ଆୟୋଜିତ କରା ଯାଇଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଲାଗି ରହିଥିବା ସମୟରେ ସୋସିଆଲ ମିଡିଆରେ ଏହା ନେଇ ଅନେକ ପୋଷ୍ଟ ଭାଇରାଲ ହେଉଛି। ପୁରୁଣା ଏବଂ ରୁଷ-ୟୁକ୍ରେନ୍ ଯୁଧ୍ୟ ସହିତ ସମ୍ବନ୍ଧହିନ ଫୋଟୋକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। ଫୋଟୋ ଏବଂ ଭିଡିଓ ସେଯାର କରି କୁହା ଯାଉଛି ଯେ ସେଠିକାର ଲୋକ ମାନେ କିପରି ଭୟଭୀତ ଅଛନ୍ତି ଏବଂ କିପରି ଲୋକେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇଛନ୍ତି।  ଶିଖ୍ ସମୁଦାୟ ଲୋକମାନେ ଲଙ୍ଗର […]

Continue Reading

କ’ଣ ହିଜାବ ପିନ୍ଧିଥିବା ୩ ପୁରୁଷ ଲୋକଙ୍କୁ ଦୁବାଇ ପୋଲିସ ବିମାନବନ୍ଦରରେ ଗିରଫ କରିଛି? ଜାଣନ୍ତୁ ସତ୍ୟ। 

ସାଉଦି ଆରବର ପାରମ୍ପାରିକ ପୋଷାକରେ ମହିଳା ଭାବରେ ଜଣା ପଡୁଥିବା କିଛି ପୁରୁଷ ଲୋକଙ୍କ ଫୋଟୋ ଅନେକ ଅଗ୍ରଣୀ ନ୍ୟୁଜ୍ ୱେବସାଇଟ ଏବଂ ସୋସିଆ ମିଡିଆ ବ୍ୟବହାରକାରୀଙ୍କ ଦ୍ଵାରା ସେୟାର କରା ଯାଉଛି। ଦାବି କରା ଯାଇଛି ଯେ ଦୁବାଇ ବିମାନବନ୍ଦରରେ ତିନି ଜଣ ପୁରୁଷଙ୍କୁ ମହିଳା ଭେଷରେ ଗିରଫ କରା ଯାଇଥିଲା।  ୧୮ ଫେବ୍ରୁଆରିରେ ଜଣେ ଫେସବୁକ ବ୍ୟବହାରକାରୀ କନକ ନ୍ୟୁଜ୍ ର ଏକ ସ୍କ୍ରିନଶଟ୍ ସେୟାର କରି ଦାବି କରିଛନ୍ତି ଯେ ଦୁବାଇ ବିମାନବନ୍ଦରରେ […]

Continue Reading

କ’ଣ ଭାଇରାଲ ଭିଡିଓ ୨୦୧୯ ମସିହାରେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ସିସିଟିଭି ଫୁଟେଜ୍ ର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ କିଛି ଗାଡି ଚାଲୁଥିବା ସମୟରେ ଏକ ବିସ୍ଫୋରଣ ହେଉଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହି ଭିଡିଓ ୧୪ ଫେବୃଆରି୨୦୧୯ ମସିହାରେ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  ShareChat | Archive ଆମ ଅନୁସନ୍ଧାନ:  ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ […]

Continue Reading

କ’ଣ ସଲମାନ ଖାନ ଏବଂ ଆମିର ଖାନ ହିଜାବ ବିବାଦର ଯୁବତୀକୁ ୩ କୋଟି ଧନରାଶି ଦାନ କରିଛନ୍ତି? ଜାଣନ୍ତୁ ସତ୍ୟ। 

କର୍ଣ୍ଣାଟକରେ ହିଜାବ ପିନ୍ଧିବା ନେଇ ଚାଲିଥିବା ବିବାଦରେ ମିଥ୍ୟା ଏବଂ ବିଭାରାନ୍ତକାରୀ ଖବର ମଧ୍ୟ ବୃଦ୍ଧି ପାଉଛି। ଏକ ଭାଇରାଲ ପୋଷ୍ଟର ଦାବି ଅନୁଯାୟୀ ଅଭିନେତା ସଲମାନ ଖାନ ଏବଂ ଆମିର ଖାନ ହିଜାବ ଯୁବତୀ ନାମରେ ଜଣା ଯାଉଥିବା ମୁସ୍କାନ ଖାନଙ୍କୁ ୩ କୋଟି ଟଙ୍କା ଦାନ କରିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?  ୧୫ ଫେବୃଆରିରେ ଦୀପକ ମଲ୍ଲିକ ନାମକ ଜଣେ […]

Continue Reading

କ’ଣ ଭାଇରାଲ ଭିଡିଓ ହିଜାବ ବିରୁଦ୍ଧରେ ହିନ୍ଦୁ ଛାତ୍ରଛାତ୍ରୀଙ୍କ ଦ୍ଵାରା କର୍ଣାଟକାର ଆନ୍ଦୋଳନକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

କର୍ଣ୍ଣାଟକାରେ ହିଜାବ ବିବାଦ ଲାଗି ରହିଥିବା ବେଳେ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଲୋକଙ୍କ ବିଶାଳ ଭିଡ ପତକା ସହିତ ରାସ୍ତାରେ ରେଲି କରୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ କର୍ଣ୍ଣାଟକାର ହିନ୍ଦୁ ଛାତ୍ରମାନଙ୍କ ଦ୍ଵାରା ଏକ ରେଲି ଅଟେ। କର୍ଣ୍ଣାଟକାର ହିଜାବ ବିବାଦ ପ୍ରସଙ୍ଗରେ ଏହି ଭିଡିଓ ସେୟାର କରା ଯାଉଛି।  ଭିଡିଓ ପୋଷ୍ଟ କରି କୁହା ଯାଇଛି, “କର୍ଣ୍ଣାଟକାର ଛାତ୍ର ମାନଙ୍କୁ ଦେଖି ଲାଗୁଛି ଯେ […]

Continue Reading

କ’ଣ ନିର୍ବାଚନ ସମୟରେ ଯୋଗୀ ଆଦିତ୍ୟନାଥ ଲୋକଙ୍କ ମଧ୍ୟରେ ଟଙ୍କା ବଣ୍ଟନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ଉତ୍ତରପ୍ରଦେଶରେ ନିର୍ବାଚନ ଚାଲିଛି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଭିଡ ମଧ୍ୟରେ ଯୋଗୀ ଆଦିତ୍ୟନାଥ ବସିଥିବା ବେଳେ ଲୋକଙ୍କୁ ଟଙ୍କା ବଟନ ଚାଲିଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଉତ୍ତରପ୍ରଦେଶରେ ଯୋଗୀ ସରକାର ଭୋଟ୍ ଜିତିବା ପାଇଁ ଲୋକଙ୍କ ମଧ୍ୟରେ ଟଙ୍କା ବଣ୍ଟନ କରୁଛନ୍ତି।  ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? ୧୧ […]

Continue Reading

କ’ଣ ହିନ୍ଦୁ ମାନଙ୍କୁ ଧମକି ଦେଇଥିବାରୁ ହିନ୍ଦୁ ମାନେ ଆଦିଲ ଚୌଧରିଙ୍କ ଉପରେ ଆକ୍ରମଣ କରିଛନ୍ତି? ଜାଣନ୍ତୁ ସତ୍ୟ।

୧୦ ଫେବ୍ରୁଆରିରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସମାପ୍ତ ହେଇଛି। ସେହି ସମୟର ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ କିଛି ଲୋକ ମିଶି ଏକ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଇଛି ଯେ ହିନ୍ଦୁ ମାନଙ୍କୁ ଧମକି ଦେଇଥିବା ସମାଜବାଡି ପାର୍ଟିର ନେତା ମୋହମ୍ମଦ ଆଦିଲ ଚୌଧରିଙ୍କୁ ହିନ୍ଦୁ ମାନେ ମାରୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  ପୋଷ୍ଟରେ କ’ଣ […]

Continue Reading

କ’ଣ ହିଜାବ ଆନ୍ଦୋଳନ ସମୟରେ ଦଙ୍ଗାର ଏହି ଭିଡିଓ କର୍ଣାଟକାରେ ଘଟିଛି? ଜାଣନ୍ତୁ ସତ୍ୟ। 

କର୍ଣାଟକାରେ ଚାଲିଥିବା ହିଜାବ ବିବାଦ ସାରା ରାଜ୍ୟରେ ଉତ୍ତେଜନା ସୃଷ୍ଟି କରିଛି। ରହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ବିଜେପିର ସ୍କାର୍ଫ ପିନ୍ଧି ଲୋକଙ୍କ ଉପରେ ଆକ୍ରମଣ କରୁଥିବା ନଜର ଆସୁଛନ୍ତି। ଏହି ଭିଏଅ ସେଯାର କରି ଦାବି କରା ଯାଇଛି ଯେ ବର୍ତ୍ତମାନ କର୍ଣାଟକାର ଜନତା ତାତିବା ଆରମ୍ଭ କରିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ କରିଲା ପରେ ଜାଣିବାକୁ ପାଇଲା ଯେ ଏହି ଭିଡିଓର କର୍ଣାଟକା କିମ୍ବା […]

Continue Reading

କ’ଣ ଫୋଟୋରେ ଜିନ୍ସ ପିନ୍ଧିଥିବା ମହିଳା କର୍ଣାଟକାରେ ଚାଲୁଥିବା ହିଜାବ ଆନ୍ଦୋଳନର ମହିଳା ଅଟନ୍ତି? ଜାଣନ୍ତୁ ସତ୍ୟ।

କର୍ଣାଟକାରେ ମୁସଲିମ ଛାତ୍ରୀ ମାନେ ହିଜାବ ପିନ୍ଧି କଲେଜ୍ ଯୌଥବା ନେଇ ଏକ ବିଶାଳ ବିଦ୍ରୋହ ସୃଷ୍ଟି କରିଛି। ବିଗତ କିଛି ଦିନରୁ ଏହି ଘଟଣାଟି ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି। ମୁସଲମାନ ଝିଅ ମାନେ ହିଜାବ ପିନ୍ଧିଥିବାରୁ ଏହାକୁ ବିରୋଧ କରି ହିନ୍ଦୁ ଛାତ୍ର ଛାତ୍ରୀ ମାନେ ଭଗାୱା ପିନ୍ଧି କଲେଜ୍ ଯିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣା ଖୁବ ଜୋର ଶାରିଛି। ଆମେ ଘଟଣା ସମ୍ବନ୍ଧୀୟ ଅନେକ ପୋଷ୍ଟ ଏବଂ ଭିଡିଓ […]

Continue Reading

କ’ଣ ଗୁଗୁଲ ହ୍ୟାକ୍ କରିଥିବା ଛାତ୍ରଙ୍କୁ ୩.୬୬ କୋଟି ଟଙ୍କାର ଚାକିରି ଅଫର କରା ଯାଇଛି? ଜାଣନ୍ତୁ ସତ୍ୟ। 

ବିହାରର ଜଣେ ଛତ୍ର ଗୁଗୁଲର ଇଞ୍ଜିନକୁ ହ୍ୟାକ କରିଛି ଏବଂ ଗୁଗୁଲ ଏହା ଜାଣିବା ପରେ ତାଙ୍କୁ ୩.୬୬ କୋଟି ଟଙ୍କା ବେତନ ସହିତ ଚାକିରି ଦେଇଛି। ସୋସିଆଲ ମିଡିଆରେ ଏହି ଖବର ବହୁତ ଭାଇରାଲ ହେଉଛି।  ରଞ୍ଜିତ କୁମାର ପଣ୍ଡିତ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, “ଏହି ଛାତ୍ରଙ୍କ ନାମ ହେଉଛି ଋତୁରାଜ, IIT ମଣିପୁରର ଦ୍ଵିତୀୟ ବର୍ଷର ଛାତ୍ର ଅଟନ୍ତି ଋତୁରାଜ। ଗତ ୫ […]

Continue Reading

କ’ଣ ନେଓକୋଭ୍ କୋଭିଡ-୧୯ ବିସ୍ତାର କରୁଥିବା କରୋନା ଭାଇରସର ଏକ ଘାତକ ନୂତନ ଭାରିଏଣ୍ଟ? ଜାଣନ୍ତୁ ପୁରା ତଥ୍ୟ।

ଚୀନର ଗବେଷକ ମାନେ କହିଛନ୍ତି ଯେ ସେମାନେ ଏକ ପ୍ରକାରର ନୂତନ କରୋନା ଭାଇରସ ପାଇଛନ୍ତି ଯାହା ଦକ୍ଷିଣ ଆଫ୍ରିକାର ବାଦୁଡି ମାନଙ୍କ ମଧ୍ୟର ବ୍ୟାପୀ ଥାଏ। ଏହି ଭାଇରସର ନାମ ହେଉଛି ନେଓକୋଭ୍। ସେମାନଙ୍କର ଅନୁସନ୍ଧାନର ଫଳାଫଳ ଦେଖି କିଛି ଗଣମାଧ୍ୟମରେ ନେଓକୋଭ୍ କୁ କୋଭିଡ-୧୯ ରୋଗ ସୃଷ୍ଟି ଏବନ କରୋନା ଭାଇରସର ନୂତନ ମାରାତ୍ମକ ପ୍ରକାର ଭାବରେ ଉଲ୍ଲେଖ କରା ଯାଇଛି। ଗଣମାଧ୍ୟମରେ ଏହି ପରି ଦର୍ଶାଅ ଯାଇଛି ଯେ ଓମିକ୍ରନ୍ ଲହର ଶେଷ […]

Continue Reading

କ’ଣ ଭାଇରାଲ ଫୋଟୋ ପ୍ରଧାନମନ୍ତ୍ରୀଙ୍କର ସମ୍ପ୍ରତି ସମୟରେ ଉତ୍ତରାଖଣ୍ଡରେ ହେଇଥିବା ଭର୍ଚୁଆଲ ରାଲିକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ।

ନିର୍ବାଚନ ପାଖେଇ ଆସିଥିବାରୁ ବିଭିନ୍ନ ଦଳ ଅନେକ ସ୍ଥାନରେ ରେଲି କରୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହାକୁ ଗୁଜବ ପ୍ରଚାର କରିଇବାର ସୁଯୋଗ ଭାବରେ ବ୍ୟବହାର କରି ଅନେକ ଦଳକୁ ନିଚା ଦେଖାଉଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣା ପଡୁଛି ଯେ ଏହା ଏକ ରେଲି ସମୟର ଫୋଟୋ ଅଟେ। ଫୋଟୋ ସହିତ ଦାବି କରା ଯାଇଛି ଯେ ଏହା ନିକଟରେ ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆୟୋଜିତ […]

Continue Reading

କ’ଣ ବିଜେପି ନେତା ସ୍ମୃତି ଇରାନୀଙ୍କ ଗାଡ଼ି ଅଟକାଇବାର ଏହି ଭିଡିଓ ସମ୍ପ୍ରତି ସମୟର ଅଟେ? ଜାଣନ୍ତୁ ସତ୍ୟ।

ଆସନ୍ତା କିଛି ଦିନ ପରେ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଯାଉଛି। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳୁଛି ଯେଉଁଥିରେ ମିଥ୍ୟା ଦାବି କରା ଯାଇଛି। ଏକ ଭିଡିଓ ବର୍ତ୍ତମାନ ସାମାନ୍ନକୁ ଆସିଛି ଯେଉଁଥିରେ ବିଜେପି ନେତା ସ୍ମୃତି ଇରାନୀ ନିଜ ଗାଡ଼ିରେ ଯାଉଥିବା ସମୟରେ କିଛି ଲୋକେ ଆନ୍ଦୋଳନ କରି ତାଙ୍କ ରାସ୍ତା ଅବରୋଧ କରୁଛନ୍ତି। ସେହି ସମୟରେ ସ୍ମୃତି ଇରାନୀ ମଧ୍ୟ ସେମାନଙ୍କୁ କିଛି ଅନୁରୋଧ […]

Continue Reading

କ’ଣ ଭାଙ୍ଗ ଦ୍ଵାରା କରୋନା ସଂକ୍ରମଣକୁ ରୋକିବା ସମ୍ଭବ? ଜାଣନ୍ତୁ ସତ୍ୟ। 

ନିକଟରେ କାନାବିସ୍ (ଭାଙ୍ଗ) ଏବଂ କୋଭିଡ ଉପରେ ଏକ ଅଧ୍ୟୟନ କରା ଯାଇଥିଲା। ଫଳାଫଳ ବାହାରିଲା ଯେ କାନାବିସ୍ ରୁ ବାହାରିଥିବା କାନାବିଡିୟଲ୍ (CBD) କୋଭିଡର ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇପାରେ। ଏହି ପ୍ରସଙ୍ଗରେ ଏକ ଖବରକାଗଜ କ୍ଲିପ୍ ସହିତ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦର୍ଶାଅ ଯାଇଛି ଯେ କାନାବିସ୍ କୋଭିଡର ବିସ୍ତାରକୁ ରୋକୀପାରିବ । ଏହି ଖବରକାଗଜ ସ୍ପଷ୍ଟ ଭାବରେ ଦେଖା ଯାଉନଥିବା କାରଣରୁ ଆମେ ଏହି ବିଷୟର ବ୍ୟାଖ୍ୟା […]

Continue Reading

କ’ଣ ବଜରଙ୍ଗ ଦଳ କାରଜ୍ୟକର୍ତ୍ତା ମାନେ ଭିଡିଓରେ ଥିବା ମହିଳାଙ୍କୁ ଲଭ୍ ଜିହାଦର ଶିକାର ହେବାରୁ ଉଦ୍ଧାର କରିଛନ୍ତି? ଜାଣନ୍ତୁ ସତ୍ୟ। 

କିଛି ଦିନ ପୂର୍ବରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ଜଣେ ଯୁବକଙ୍କୁ ଟ୍ରେନ୍ ଭିତରୁ ଘୋଷାଡ଼ି ବାହାରକୁ ଆନୁଛନ୍ତି ଏବଂ ତାଙ୍କ ଉପରେ ଆକ୍ରମଣ କରୁଛନ୍ତି। ଭିଡିଓରେ କିଛି ସମୟ ପରେ କିଛି ଲୋକେ ଜଣେ ମହିଳାଙ୍କୁ ମଧ୍ୟ ଟ୍ରେନ୍ ରୁ ବାହାରକୁ ଆଣିଛନ୍ତି ଏବଂ ସେହି ଦୁଇ ଜଣଙ୍କୁ ପୋଲିସ ଥାନା ନେଇଛନ୍ତି। ଭିଡିଓ ଶେଷରେ ଯୁବକଙ୍କ ଉପରେ ଆକ୍ରମ କରିଥିବା […]

Continue Reading

କ’ଣ ଗଣତନ୍ତ୍ର ଦିବସରେ ଜାତୀୟ ପତକା ବଦଳରେ ଟିଏମସି ପାର୍ଟି କାର୍ଯ୍ୟକର୍ତ୍ତା ମାନେ ନିଜ ପାର୍ଟି ପତକା ଉତ୍ତୋଳନ କରିଛନ୍ତି?ଜାଣନ୍ତୁ ସତ୍ୟ।

ନିକଟରେ ଭାରତ ନିଜ ୭୩ ତମ ଗଣତନ୍ତ୍ର ଦିବସ ପାଳନ କରିଛି। ଏହି ଅବସରରେ ଦେଶ ସାରା ଅନେକ ସ୍ଥାନରେ ହୋଇଥିବା ପତକା ଉତ୍ତୋଳନର ଭିଡିଓ ଦେଖିବାକୁ ମିଳିଛି। କିନ୍ତୁ, କିଛି ଲୋକେ ସୋସିଆଲ ମିଡିଆରେ ଏପରି ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଯାହା ଏକ ରାଜନୈତିକ ରଙ୍ଗ ଦେଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକେ ଟିଏମସି ପାର୍ଟି ପତକା ଉତ୍ତୋଳନ କରୁଛନ୍ତି ଏବଂ ରାଷ୍ଟ୍ର ଗୀତ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ରେଳ ଭର୍ତି ପରୀକ୍ଷାକୁ ନେଇ ହିଂସକ ଆନ୍ଦୋଳନକୁ ଦର୍ଶାଉଛି? କ’ଣ ଏହା ପାଇଁ ନବୀନ ପଟ୍ଟନାୟକ ସରକାର ଦାୟୀ? ଜାଣନ୍ତୁ ସତ୍ୟ।

ଗତ ବର୍ଷ ଡାଃ ଅଶ୍ବିନ ବୈଷ୍ଣବଙ୍କୁ ଭାରତର ରେଳ ମନ୍ତ୍ରୀ ପଦରେ ନିଯୁକ୍ତି କରା ଯାଇଥିଲା। ଡାଃ ବୈଷ୍ଣବ ଓଡ଼ିଶା କ୍ୟାଡରରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ଏବଂ ବାଲେଶ୍ଵର ଏବଂ କଟକ ଜିଲ୍ଲାର ଜିଲ୍ଲା କଲେକ୍ଟର ଭାବରେ କାର୍ଯ୍ୟ କରିବା ସହିତ ଓଡ଼ିଶାର ଭିନ୍ନ ସ୍ଥାନରେ ବହୁ ପରିଶ୍ରମ କରିଥିଲେ। ୨୦୦୩ ପର୍ଯ୍ୟନ୍ତ ସେ ଓଡ଼ିଶାରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କ କାର୍ଜ୍ୟାଳୟରେ ଡେପୁଟି ସେକ୍ରେଟାରୀ […]

Continue Reading

କ’ଣ ଫୋଟୋରେ ଥିବା ପୁସ୍ତକଟି ହେଉଛି କୁରାନ ଯାହା ସମୁଦ୍ରତଳୁ ମିଳିଥିଲା? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ପୁସ୍ତକର ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହି ପୁସ୍ତକଟି ହେଉଛି ମୁସଲମାନଙ୍କର ପବିତ୍ର ଗ୍ରନ୍ଥ ଯାହା ଅନେକ ବର୍ଷ ଧରି ସମୁଦ୍ରର ଗଭୀରତାରୁ ମିଳିଛି। ଏହା ଅନେକ ବର୍ଷ ଧରି ପାଣିରେ ରହି ଆସିଛି କିନ୍ତୁ ଅକ୍ଷୁର୍ଣ୍ଣ ରହିଛି।  ଏହି ପୋଷ୍ଟକୁ ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସ ଅପ୍ ନମ୍ବର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଳୀ।   ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

କ’ଣ ଭାଇରାଲ ଫୋଟୋ ୨୦୨୩ ରେ ଗୋରଖପୁରେ ନିର୍ମାଣ ହେବାକୁ ଯାଉଥିବା ବିଶ୍ଵର ସବୁଠାରୁ ଲମ୍ବା ଏଲପିଜି ପାଇପ୍ ଲାଇନକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଵପ୍ନର ପ୍ରକଳ୍ପ କାଣ୍ଡଲା-ଗୋରଖପୁର ଏଲପିଜି ପାଇପ୍ ଲାଇନର ନିର୍ମାଣର କାର୍ଯ୍ୟକୁ କେନ୍ଦ୍ର ସରକାର ଅନୁମୋଦନ କରିଛି। ପାଇପ୍ ଲାଇନ୍ କାର୍ଯ୍ୟକାରିତାକୁ ଦର୍ଶାଉଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ କ’ଣ ଏହି ଫୋଟୋ କନ୍ଦଳା-ଗୋରଖପୁର ଏଲପିଜି ପାଇପ୍ ଲାଇନର ଦୃଶ୍ୟ ଅଟେ? ଏହି ଫୋଟୋର ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସ ଅପ୍ ନମ୍ବର (୯୦୪୯୦୫୩୭୭୦) ରେ ଅନୁରୋଧ ଆସିଥିଲା।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

କ’ଣ ସ୍ଵାମୀ ପ୍ରସାଦ ମୌର୍ୟାଙ୍କ ଏହି ଫୋଟୋ ସମ୍ପ୍ରତି ସମୟରେ ବିଜେପି ଦଳ ଛାଡିବା ପର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଆସନ୍ତା ମାସ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଥିବା ସମୟରେ ଏହା ନେଇ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି। ଲୋକମାନେ ସମର୍ଥନ କରୁଥିବା ନିଜ ଦଳ ବିଷୟ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ କରୁଛନ୍ତି।  କିଛି ଦିନ ପୂର୍ବରୁ ବିଜେପି ନେତା ସ୍ଵାମୀ ପ୍ରସାଦ ମୌର୍ୟା ଦଳ ଛାଡି ସମାଜବାଦି ପାର୍ଟିରେ ନିଜ ଯୋଗଦାନ ଦେଇଛନ୍ତି। ଏହା ନେଇ ବିଜେପି ସମର୍ଥକ ମାନେ ତାଙ୍କ ନିନ୍ଦା କରୁଛନ୍ତି। ସମାନ ବିଷୟ ନେଇ ସୋସିଆଲ ମିଡିଆରେ […]

Continue Reading

କ’ଣ କରୋନା ଟୀକା ମଣିଷଙ୍କୁ ନପୁଂଶକ କରି ଥାଏ କିମ୍ବା ଏହା ଦ୍ଵାରା ଜୀବନକୁ ବିପଦ ଆସି ଥାଏ? ଜାଣନ୍ତୁ ସତ୍ୟ।

କୋଭିଡର ପ୍ରଥମ ଲହର ସମୟରେ ଯେତେବେଳେ ଟୀକାର ଉତ୍ପାଦନ କରା ଯାଇଥିଲା, ସେହି ସମୟରୁ ଟୀକା ଗୁଡିକ ବିଷୟରେ ଅନେକ ମିଥ୍ୟା ଦାବି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା। ଏହି ଦାବି ଗୁଡିକ ମୁଖ୍ୟ କାରଣ ଥିଲା ଯେଉଁଥିପାଇଁ ଲୋକମାନେ ଟୀକା ନେବାକୁ ଦ୍ଵିଧାରେ ପଡିଥିଲେ। ବର୍ତ୍ତମାନ ଯେହେତୁ ଆମେ କୋଭିଡର ତୃତୀୟ ଲହର ସମ୍ମୁଖୀନ ହେଉଛୁ ଏବଂ ଓମିକ୍ରନ୍ ଭାରିଆଣ୍ଟର ବିପଦ ଆମ ଦ୍ଵାରରେ ଅଛି, କୋଭିଡ ଟୀକା ବିଷୟରେ ସମାନ ମିଥ୍ୟା […]

Continue Reading

କ’ଣ ଆମ୍ବୁଲାନ୍ସରେ ହନୁମାନଙ୍କର ଫୋଟୋ ଥିବାରୁ କେରଲର ଜଣେ ମୁସଲିମ ଦମ୍ପତି ସେଥିରେ ବସିବା ପାଇଁ ଅସ୍ଵୀକାର କରିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଏକ ଆମ୍ବୁଲାନ୍ସ ଚିଡ଼ା ହୋଇଥିବା ଜଣା ପଡୁଛି। ଏହା ସହିତ ତାହା ଆଖପାଖରେ କିଛି ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଅଛନ୍ତି। ଏହି ଫୋଟୋ ସେଯାର କରି ଦାବି କରା ଯାଉଛି ଯେ ଫୋଟୋଟି କେରଳର ଅଟେ ଯେଉଁଠାରେ ଏକ ମୁସଲିମ ଦମ୍ପତି ଆମ୍ବୁଲାନ୍ସରେ ବସିବା ପାଇଁ ଅସ୍ଵୀକାର କରିଥିଲେ କାରଣ ଆମ୍ବୁଲାନ୍ସର କାଚରେ ହନୁମାନଙ୍କର ଷ୍ଟିକର ଲାଗିଥିଲା।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ […]

Continue Reading

କ’ଣ ଏହି ଫୋଟୋ ମଡେଲ୍ ନ୍ୟାକିମ୍ ଗେତ୍ୱେକଙ୍କର ଯିଏ ବିଶ୍ଵର ସବୁଠାରୁ କଳା ମହିଳା ହେତୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଜିତିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଫୋଟୋ ଭାଇରାଲ ହେଉଛି। ସେହି ମହିଳାଙ୍କ ବିଷୟରେ ଦାବି କରି କୁହା ଯାଇଛି ଯେ ସେ ହେଉଛନ୍ତି ଜଣେ ୨୭ ବର୍ଷୀୟ ଦକ୍ଷିଣ ସୁଦାନ ଦେଶର ଏକ ମଡେଲ୍ ନ୍ୟାକିମ୍ ଗେତ୍ୱେକ୍ ଯିଏ ନିଜ ଚର୍ମ ରଙ୍ଗ ନେଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଜିତିଛନ୍ତି। ନ୍ୟାକିମଙ୍କୁ ଅନ୍ଧକାରର ରାଣୀ ବୋଲି ମଧ୍ୟ ନାମିତ କରା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | […]

Continue Reading

କ’ଣ ଓଡ଼ିଶା ସରକାର ଦ୍ଵାରା ୭୮.୭୭ ଲକ୍ଷ ଟଙ୍କା ସାହାଯ୍ୟତା ପାଇବା ପରେ ମିଶନାରିସ୍ ଅଫ୍ ଚ୍ୟାରୀଟି ଏହି ପରି କାର୍ଯ୍ୟକ୍ରମ କରୁଛି? ଜାଣନ୍ତୁ ସତ୍ୟ।

ଗତ ମାସ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି କେନ୍ଦ୍ର ସରକାର ଉପରେ ଅଭିଯୋଗ ଲଗାଇ ଥିଲେ ଯେ କେନ୍ଦ୍ର ସରକାର ମଦର ଟେରେସାଙ୍କ ସଂସ୍ଥା ମିଶନାରୀସ୍ ଅଫ୍ ଚାରିଟିର ବ୍ଯାଙ୍କ ଖାତା ବନ୍ଦ କରିଛନ୍ତି। ଏହି ଅଭିଯୋଗ ଦେଖି କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲା ଯେ ସେ ମିଶନାରୀସ୍ ଅଫ୍ ଚାରିଟିର ବ୍ୟାଙ୍କ ଖାତା ବନ୍ଦ କରି ନାହାନ୍ତି, କେବଳ ବିଦେଶରୁ ଆସୁଥିବା ଏଫସିଆରଏ ପଞ୍ଜୀକରଣର ନବୀକରଣକୁ ଅନୁମତି ଦେଇ ନାହିଁ। ଏହା ନେଇ ମିଶନାରୀସ୍ […]

Continue Reading

କ’ଣ ଭାଇରାଲ ଭିଡିଓରେ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଭଲରେ ଖାଇବାକୁ ନା ରହିବାକୁଦେବେନି ବୋଲି କହୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ତାଙ୍କୁ କହୁଥିବା ଶୁଣିବାକୁ ମିଳିଛି ଯେ ସେ ରାଜ୍ୟ ବାସୀଙ୍କୁ ଭଲରେ ଖାଇବାକୁ ଏବଂ ରହିବାକୁ ଦେବେନି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏପରି କହୁଥିବା ଏକ ସନ୍ଦେହଜନକ ଘଟଣା ଅଟେ। ଶେଠୀ ପାଇଁ ଆମେ ଅନୁସନ୍ଧାନ କରି ଏହି ଭିଡିଓ ବିଷୟରେ ତଥ୍ୟ ଏକତ୍ର କରିଲୁ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା ଯାଇଛି […]

Continue Reading

କ’ଣ ଓଡିଶା ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ଲଦାଖର ଉପରାଜ୍ୟପାଳ ପଦବୀରେ ନିଯୁକ୍ତି କରା ଯାଇଛି? ଜାଣନ୍ତୁ ସତ୍ୟ।

ଓଡ଼ିଶାରେ ପ୍ରକାଶ ମିଶ୍ରଙ୍କ ନାମ ବହୁତ ପ୍ରସିଦ୍ଧ। ସେ ଜଣେ ଆଇପିଏସ ଅଧିକାରୀ ଥିଲେ ଏବଂ ୨୦୧୨ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଓଡ଼ିଶାର ଡିଜିପି ପଦବୀରେ ସେବା କରିଥିଲେ। ଏହା ପରେ ସେ ବିଜେପି ଦଳରେ ସାମିଲ ହୋଇଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ପ୍ରକାଶ ମିଶ୍ରଙ୍କୁ ଲଦାଖର ଉପରାଜ୍ୟପାଳ ପଦବୀରେ ନିଯୁକ୍ତି କରା ଯାଇଛି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

କ’ଣ କୋଭିଡ ପଜିଟିଭ୍ ଥିବା ୧୨୫ ଜଣ ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିଥିଲେ? ଜାଣନ୍ତୁ ସତ୍ୟ।

ନୂଆ ବର୍ଷ ଆରମ୍ଭ ହେଉ ହେଉ ଦେଶରେ କୋଭିଡ ମଧ୍ୟ ବିସ୍ତାର ହେବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବାରୁ ଏହା ଏକ ଚିନ୍ତାର ବିଷୟ ପାଲଟିଛି। ସରକାର ସମସ୍ତ ବିମାନ ବନ୍ଦରରେ ମଧ୍ୟ କୋଭିଡ ପରୀକ୍ଷା ନିୟମ ଲାଗୁ କରିଛନ୍ତି। ଏହା ମଧ୍ୟରେ ଏକ ଖବର ସାମନାକୁ ଆସିଛି ଯେ ପଞ୍ଜାବରେ ବିଦେଶରୁ ଫେରିଥିବା ୧୨୫ ଯାତ୍ରୀଙ୍କ କୋଭିଡ ପଜିଟିଭ୍ ହେଇଥବା ମିଳିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର […]

Continue Reading

କ’ଣ ସମ୍ବିତ ପାତ୍ର ଟୁଇଟ ମାଧ୍ୟମରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ପିତା ନିଜ ଶେଷ ସମୟ ପର୍ଯ୍ୟନ୍ତ ଅବିବାହିତ ରହିଥିଲେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ତେଲ ଏବଂ ପ୍ରାକୃତିକ ଗ୍ଯାସ ନିଗମ ଲିମିଟେଡ୍ ଅଧ୍ୟକ୍ଷ ସମ୍ବିତ ପାତ୍ରଙ୍କ ଏକ ଟୁଇଟ ଭାଇରାଲ ହେଉଛି। ଦେଖିବାକୁ ଗଲେ ଜଣା ପଡିଛି ଯେ ଏହା ଏକ ପୁରୁଣା ଟୁଇଟର ସ୍କ୍ରିନଶଟ୍ ଅଟେ। ଏହି ଟୁଇଟରେ କୁହା ଯାଇଛି ଯେ “ମୋଦୀଜି ଦେଶ ପାଇଁ ନିଜ ପରିବାରକୁ ଛାଡିଛନ୍ତି ଏବଂ ମୋଦୀଜିଙ୍କ ଦାଦାଜି ଦେଶ ପାଇଁ ନିଜ ଅନ୍ତିମ ଦିନ ପର୍ଯ୍ୟନ୍ତ ଅବିବାହିତ ରହିଥିଲେ।” ଏହା ସହିତ ପୋଷ୍ଟରେ କୁହା ଯାଇଛି ଯେ “ମୁଁ […]

Continue Reading

କ’ଣ ବିମାନ ବନ୍ଦରରେ ଜନଗହଳି ମଧ୍ୟରେ ପରିସ୍ରା କରୁଥିବା ବ୍ୟକ୍ତି ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଅଟନ୍ତି? ଜାଣନ୍ତୁ ସତ୍ୟ।

ଗତ ବର୍ଷ ଅକ୍ଟୋବର ମାସରେ ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯନ ଖାନ ଡ୍ରଗ୍ସ ମାମଲାରେ ଖୁବ୍ ଚର୍ଚ୍ଚାର ଥିଲେ। ସେ ନିଜ ସାଥି ମାନଙ୍କ ସହିତ ପାର୍ଟି କରୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ବ୍ୟକ୍ତି ବିମାନ ବନ୍ଦରରେ ଜଣଗହଳି ମଧ୍ୟରେ ସମସ୍ତଙ୍କ ସାମନାରେ ପରିସ୍ରା କରୁଛନ୍ତି। ଏହି ଭିଡିଓ ସେୟାର କରି କୁହା ଯାଇଛି […]

Continue Reading

କ’ଣ ଭିଡିଓରେ ସତସଙ୍ଗ କରୁଥିବା ମହିଳା ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କର ନାତୁଣୀ ଅଟନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ସତସଙ୍ଗ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି କୁହା ଯାଇଛି ଯେ ଭିଡିଓରେ ସତସଙ୍ଗ କରୁଥିବା ମହିଳା ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କର ନାତୁଣୀ ଅଟନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋକୁ ଏହି ଦାବି ବିଷୟରେ ଅନୁସନ୍ଧାନ କରିବାର ଅନୁରୋଧ ୱ୍ହାଟ୍ସ ଅପ୍ ଫ୍ୟାକ୍ଟ ଲାଇନ୍ ନମ୍ବର ୯୦୪୯୦୫୩୭୭୦ ରେ ଆସିଥିଲା।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି ଯେ ଗାଈ ମାଂସ ଖାଇବା ପାପ ନୁହେଁ? ଜାଣନ୍ତୁ ସତ୍ୟ।

କଂଗ୍ରେସ ନେତା ଦିଗବିଜୟ ସିଂହ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି। ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ କଂଗ୍ରେସ ନେତା ଦିଗବିଜୟ ସିଂହ ଗାଈ ମାଂସ ଖାଇବା ପାପ ନୁହେଁ ବୋଲି କହିଛନ୍ତି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ପ୍ରସଙ୍ଗ ବାହାରେ ଭାଇରାଲ ହେଉଥିବା ପାଇଲା। ତେବେ ଆସନ୍ତୁ ଜାଣିବା ସତ୍ୟ କଥା ଟି କଣ।  କ’ଣ ଦାବି କରା ଯାଇଛି ଏହି […]

Continue Reading

କ’ଣ ଶିଶୁ ଅପହରଣର ଏହି ଭିଡିଓ ପ୍ରକୃତର ଘଟଣା ଅଟେ? କ’ଣ ସତ୍ୟତା ଏହି ଭିଡିଓର?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ଯେଉଛି ଯେଉଁଥିରେ କିଛି ଗ୍ରାମବାସୀ ଏକ ଅଜ୍ଞାନ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରୁଛନ୍ତି। ସେହି ଅଜ୍ଞାନ୍ତ ବ୍ୟକ୍ତିଙ୍କ ହାତରେ ଗୋଟିଏ ସୁଟକେସ୍ ମଧ୍ୟ ଅଛି। ଗ୍ରାମବାସୀ ଅଭିଯୋଗ ଲଗାଉଛନ୍ତି ଯେ ସେହି ସୁଟକେସ୍ ରେ ଏକ ଶିଶୁକୁ ଅପହରଣ କରି ନେଇ ଯାଉଛି। କିଛି ସମୟ ପରେ ଗ୍ରାମବାସୀ ସୁଟକେସ୍ ଖୋଲିଲା ପରେ ତାହା ଭିତରୁ ଏକ ନାବାଳିକ ଝିଅ ମିଳିଲା। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ […]

Continue Reading

କ’ଣ ଏହି ଭିଡିଓରେ କଂଗ୍ରେସ ପ୍ରବକ୍ତା ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କର ଏକ ନ୍ୟୁଜ ଚ୍ୟାନାଲରେ ସାକ୍ଷାତକାରର ଭିଡିଓ ଭାଇରାଲ ହେଉଛି। ଏହି ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରା ଯାଇଥିଲା ଯେ ଯେଉଁ ପ୍ରକାରରେ ନରେନ୍ଦ୍ର ମୋଦୀ କାଶୀ ବିଶ୍ଵନାଥ କୋରିଦାରର ଉଦଘାତନ କରିଛନ୍ତି, କ’ଣ ରାହୁଲ ଗାନ୍ଧୀ ଆସନ୍ତା ନିର୍ବାଚନରେ ତାଙ୍କ ମୁକାବିଲା କରି ପାରିବେ? ଏହାର ଉତ୍ତର ଦେଇ ସେହି ବ୍ୟକ୍ତି ଜଣ କହିଛନ୍ତି ଯେ ରାହୁଲ ଗାନ୍ଧୀ ନୁହେଁ ଏହା ସମସ୍ତଙ୍କ ପାଇଁ ଜଟିଳ ଅଟେ। ନରେନ୍ଦ୍ର ମୋଦୀ […]

Continue Reading

କ’ଣ ଭିଡିଓରେ ସୋନିଆ ଗାନ୍ଧୀ ଭାରତ ଜାତୀୟ ପତକା ଉତ୍ତୋଳନ କରୁଥିବା ସମୟରେ ତାହା ପୋଲରୁ ଖସି ପଡିଥିଲା? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏକ ପତକା ଉତ୍ତୋଳନ କରୁଛନ୍ତି। କିନ୍ତୁ ସେହି ପତକା ପୋଳରୁ କଷି ପଡୁଛି। ଭିଡିଓ ପୋଷ୍ଟ କରି ଦାବି କରା ଯାଇଛି ଯେ ସୋନିଆ ଗାନ୍ଧୀ ଭାରତର ଜାତୀୟ ପତକା ଉତ୍ତୋଳନ କରିବା ସମୟରେ ତାହା ପୋଲରୁ ଖସି ପଡିଥିଲା।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନରୁ ଜଣା […]

Continue Reading

କ’ଣ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିବାହ କ୍ରିଷ୍ଟ ଧର୍ମ ରୀତିନୀତିରେ ହେଇଥିଲା? ଜାଣନ୍ତୁ ସତ୍ୟ।

କଂଗ୍ରେସ ପାର୍ଟି ଗାନ୍ଧୀ ପରିବାର ନିଜ ଧର୍ମକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ଥାଏ। ସୋନିଆ ଗାନ୍ଧୀ କ୍ରିଷ୍ଟ ଧର୍ମରୁ ହେଇଥିବା କାରଣରୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ କୃଷ୍ଟିୟାନ ହେଇଥିବା ଅଭିଯୋଗ କରି ଆସୁଛନ୍ତି ଶାସକ ଦଳ ସମର୍ଥକ ମାନେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଏବଂ ପୁରୁଷ ଜଣେ ପାଦରୀଙ୍କ ସାମନାରେ କିଛି କାଗଜରେ ଦସ୍ତଖତ କରୁଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ସେମାନେ […]

Continue Reading

କ’ଣ ଭାଇରାଲ ଭିଡିଓରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦୀନ ଓୱେଶୀ ହିନ୍ଦୁ ମାନଙ୍କୁ ଧମକ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦୀନ ଓୱେଶୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହୁଛନ୍ତି, “ମୁଁ ସେହି ପୋଲିସ ମାନଙ୍କୁ କହିବାକୁ ଚାହୁଁଛି ଯେ ମୋର ଏହି କଥା ମାନେ ରଖ ଯେ ସଦା ବେଳେ ଯୋଗୀ ମୁଖ୍ୟମନ୍ତ୍ରୀ ରହିବା ନାହିଁ, ସଦା ବେଳେ ମୋଦୀ ପ୍ରଧାନମନ୍ତ୍ରୀ ରହିବା ନାହିଁ। ଆଉ ଆମେ ମୁସଲମାନ ମାନେ ଏହି ସମୟରେ ଚୁପ ନିଶ୍ଚୟ ଅଛୁ କିନ୍ତୁ ମାନେ ରଖ ଯେ ଆମେ […]

Continue Reading

କ’ଣ ଦିଲ୍ଲୀରେ ଜଣେ ପୋଲିସ ଅଧିକାରୀ ଏକ ଦମ୍ପତିଙ୍କୁ ରାସ୍ତା ମଝିରେ ଗୁଳି କରି ହତ୍ୟା କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ପୋଲିସ ଅଧିକାରୀ ରାସ୍ତା ମଝିରେ ଜଣେ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରୁଛନ୍ତି। ଏହି ଘଟଣା ଘଟିଥିବା ସମୟରେ ଅନେକ ଲୋକ ଏହି ଭିଡିଓ ଦେଖୁଛନ୍ତି। ୧୧ ଡିସେମ୍ବରରେ ଭିଡିଓ ପୋଷ୍ଟ କରି ଭାବେଶ ସଥପତି ନାମକ ଜଣେ ଫେସବୁକ ବ୍ୟବହାରକାରୀ ଦାବି କରିଛନ୍ତି ଯେ ଏହା ଦିଲ୍ଲୀର ବୁଦ୍ଧ ବିହାର ଅଞ୍ଚଳର ଘଟଣା ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ଭାଇରାଲ ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇ.ଏ.ଏସ୍ ଅଧିକାରିଣୀ ଅଞ୍ଜନା ଡୋଗ୍ରାଙ୍କର ପାଦ ଛୁଇଁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଶ୍ଵନାଥ ଯାତ୍ରାରେ ପରିଦର୍ଶନ କରିବା ପାଇଁ ଯାଇଥିଲେ। ସେଠାରେ ଆୟୋଜିତ ଏକ ସମାରୋହରେ ସେ ଜଣେ ମହିଳାଙ୍କ ପାଦ ସ୍ପର୍ଶ କରିଥିଲେ। ସେହି ମୁହୂର୍ତ୍ତର ଏକ ଫୋଟୋ ସୋସିଆଲ ମିଡିଆରେ ସେୟାର କରି ଦାବି କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ମହିଳା ଆଇ.ଏ.ଏସ ଅଧିକାରୀଙ୍କ ପାଦ ସ୍ପର୍ଶ କରୁଛନ୍ତି।  ଫ୍ୟାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିଊ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୧୬ […]

Continue Reading

କ’ଣ ତାଲିବାନ ଶାସିତ ଆଫଗାନିସ୍ଥାନରେ ମହିଳା ମାନଙ୍କୁ ଏପରି ବାନ୍ଧି ରଖା ଯାଉଛି? ଜାଣନ୍ତୁ ସତ୍ୟ।

କିଛି ମାସ ପୂର୍ବରୁ ତାଲିବାନ ଆଫଗାନିସ୍ଥାନ ଉପରେ ଆକ୍ରମଣ କରି ନିଜ ଶାସନ ସ୍ଥାପିତ କରିଥିଲା। ସେହି ଭୟରେ ଅନେକ ସ୍ଥାନୀୟ ଲୋକେ ଦେଶ ଛାଡି ଚାଲି ଯିବାକୁ ଚାହିଁଥିଲେ। ଏହି ଘଟଣା ନେଇ ଆମକୁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଦେଖିବାକୁ ମିଳିଥିଲା ଯେଉଁଥିରେ ତାଲିବାନର ନିଷ୍ଠୁରତା ଦର୍ଶାଅ ଯାଇଥିଲା। ସେହି ପୋଷ୍ଟ ମଧ୍ୟ କିଛି ଫୋଟୋ ଏପରି ମଧ୍ୟ ଥିଲା ଯାହାକୁ ସେୟାର କରି ଦାବି କରା ଯାଇଥିଲା ଯେ ତାଲିବାନ ବର୍ତ୍ତମାନ ଆଫଗାନିସ୍ଥାନର […]

Continue Reading

ରାହୁଲ ଗାନ୍ଧୀଙ୍କ ସାକ୍ଷାତର ଏକ ଏଡିଟ୍ କରା ଯାଇଥିବା ଭିଡିଓ ଭାଇରାଲ ହେଉଛି।

ଆଯ ତକ ଚ୍ୟାନାଲ ସହିତ ରାହୁଲ ଗାନ୍ଧୀଙ୍କ ସାକ୍ଷାତକାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଆମେ ରାହୁଲ ଗାନ୍ଧୀଙ୍କୁ ଏକ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରୁଥିବା ଦେଖିପାରିବା କିନ୍ତୁ ଭିଡିଓରେ ଏପରି ଜଣା ପଡୁଛି ଯେ ସେ ପ୍ରଶ୍ନର ଉତ୍ତର ଭୁଲି ଯାଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ବ୍ୟଙ୍ଗାତ୍ମକ ଭାବରେ ସେୟାର କରା ଯାଉଛି। କିନ୍ତୁ କ’ଣ ରାହୁଲ ଗାନ୍ଧୀ ପ୍ରକୃତରେ ଦ୍ଵନ୍ଦ୍ଵରେ ପଡ଼ି  ଉତ୍ତର ଗୁଡିକୁ ଭୁଲି […]

Continue Reading

କ’ଣ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ଏକ ଦରଗାହରେ ମନ୍ନତ ମାଗିବାକୁ ଯାଇଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ମାନେ ଦେଖି ପାରିବେ ଯେ ସେ ଏକ ଦରଗାହରେ ପ୍ରବେଶ କରୁଛନ୍ତି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ନିର୍ବାଚନ ପାଖେଇ ଆସୁଥିବା ସମୟରେ ଆଦିତ୍ୟନାଥ ଦାରାଗାହ ଯାଇ ମୁଣ୍ଡ ନୂଆଁଇଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୭ ଡିସେମ୍ବରରେ ମାଇ ବ୍ଲଡ୍ କଂଗ୍ରେସ ନାମକ […]

Continue Reading

କ’ଣ ଗୋବର ସେବନ କରୁଥିବା ଡାକ୍ତର ବର୍ତ୍ତମାନ ହସ୍ପିଟାଲରେ ପେଟ ରୋଗ କାରଣରୁ ଦାଖଲ ହେଇଛନ୍ତି? ଜାଣନ୍ତୁ ସତ୍ୟ।

ଗତ ମାସ ମନୋଜ ମିତ୍ତଲ ନାମକ ଜଣେ ଡାକ୍ତରଙ୍କର ଗୋବର ଖାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା। ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯାହା ସହିତ ଦାବି କରା ଯାଇଛି ଯେ ସେ ଗଭୀର ରୂପରେ ଅସୁସ୍ଥ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି। ଭାଇରାଲ ପୋଷ୍ଟରେ ତାଙ୍କର ଗୋବର ଖାଉଥିବା ଫୋଟୋ ସହିତ ହସ୍ପିଟାଲରେ ଚିକିତ୍ସା ହେଉଥିବା ଜଣେ ବ୍ୟକ୍ତିଙ୍କର ଫୋଟୋ ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ହସ୍ପିଟାଲରେ ଚିକିତ୍ସା ହେଉଥିବା […]

Continue Reading

କ’ଣ ସେନା ଯବାନଙ୍କ ସହିତ ଲଡେଇ କରୁଥିବା ସ୍ଥାନୀୟ ଲୋକଙ୍କର ଏହି ଭିଡିଓ ନାଗାଲାଣ୍ଡର ଅଟେ? ଜାଣନ୍ତୁ ସତ୍ୟ।

୪ ଡିସେମ୍ବରରେ ନାଗାଲାଣ୍ଡରେ ଭାରତୀୟ ସେନା ପେଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ସହିତ ଏକ ଲଢେଇ ହେବାରୁ ଗୁଳିଚାଳନାରେ ୧୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକେ ଆଘାତ ହୋଇଥିଲେ। ସୈନ୍ୟମାନେ ଦାବି କରିଛନ୍ତି ଯେ ଏହା ଭୁଲ ବୁଝାମଣା କାରଣରୁ ଘଟିଥିଲା କିନ୍ତୁ ସ୍ଥାନୀୟ ଲୋକେ ଏହି ଦାବିର ଖଣ୍ଡନ କରିଥିଲେ।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର ହେଉଛି ଯେଉଁଥିରେ ସ୍ଥାନୀୟ ଲୋକେ ଚାଷ ଜମିରେ […]

Continue Reading

କ’ଣ ଇଣ୍ଡୋନେସିଆରେ ଏକ ଜୀବିତ ମମୀ ମିଳିଛି ଯାହା ବେଳେ ବେଳେ ନିଶ୍ଵାସ ନେଉଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମମିର ଫୋଟୋ ଭାଇରାଲ ହେଉଛି ଏବଂ ଦାବି କରା ଯାଇଛି ଏହି ମମି ଇଣ୍ଡୋନେସିଆ ଦେଶରେ ମିଳିଛି ଯାହା ବେଳେ ବେଳେ ନିଶ୍ଵାସ ମଧ୍ୟ ନିଏ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା ଯାଇଛି ଏହି ପୋଷ୍ଟରେ? ୧୦ ଡିସେମ୍ବରରେ ପାଗଳ ଖାନା ନାମକ ଏକ ଟୁଇଟର ଏକାଉଣ୍ଟର ହେଣ୍ଡେଲରେ ଏକ ମମିର ଫୋଟୋ ପୋସ୍ତ କରି ଦାବି କରା ଯାଇଛି ଯେ, “ଇଣ୍ଡୋନେସିଆରେ ୮୦୦୦ […]

Continue Reading

କ’ଣ ଏହି ଫୋଟୋରେ ଅଖିଲେଶ ଯାଦବ ନିଜ ଜୀବିତ ପିତା ମୁଲାୟମ ସିଂହକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏଏନଆଇ ନ୍ୟୁଜର ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଉତ୍ତରପ୍ରଦେଶର ସପା ନେତା ଅଖିଲେଶ ୟାଦବ ନିଜ ଜୀବିତ ପିତା ମୁଲାୟମ ସିଙ୍ଘଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ୩୦ ନଭେମ୍ବରରେ ପୂର୍ଣ ଚନ୍ଦ୍ର ମିଶ୍ର ନାମକ ଏକ ବ୍ୟକ୍ତି ଅଖିଲେଶ ୟାଦବଙ୍କ ଏହି ଫୋଟୋ ପୋଷ୍ଟ କରି କହିଛନ୍ତି, “ଜୀବିତ ପିତାଙ୍କୁ ଦୀପ, ଭୋଗ ଦେବାରେ ଇଏ ବୋଧ ହୁଏ ପ୍ରଥମ ହିନ୍ଦୁ ହେଇଥିବେ।” ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  […]

Continue Reading

କ’ଣ ଗୋଡସେ ଏବଂ ମହାତ୍ମା ଗାନ୍ଧୀଙ୍କୁ ନେଇ ମୋହନ ଭାଗବତ ଟୁଇଟ ମାଧ୍ୟମରେ ନିଜ ମନ୍ତବ୍ୟ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

ରାଷ୍ଟ୍ରୀୟ ସ୍ୱୟମସେବକ ସଂଘ ଅଧ୍ୟକ୍ଷ ମୋହନ ଭାଗବତଙ୍କର ଏକ ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଟୁଇଟର ସ୍କ୍ରିନଶଟ୍ ରେ ଲେଖା ଯାଇଛି, କିଏ ଠିକ ଥିଲା ବା କିଏ ଭୁଲ, ଏଇ କଥା ଆପଣ ମାନେ ନିର୍ଣୟ କରିବେନି। ଛାତ୍ର ମାନଙ୍କୁ ଗୋଡସେଙ୍କ ବିଷୟରେ ପଢାନ୍ତୁ ଏବଂ ଗାନ୍ଧୀଙ୍କ ବିଷୟରେ ମଧ୍ୟ ପଢାନ୍ତୁ। ଛାତ୍ର ମାନେ ନିଜେ ନିର୍ଣୟ କରିଦେବେ କିଏ ଠିକ ଏବଂ କିଏ ଭୁଲ। ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ଦ୍ଵାରା ଜାଣିବାକୁ […]

Continue Reading

କ’ଣ ପୋଷ୍ଟରେ ଥିବା ଫୋଟୋ ବିଗତ ଦିନ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ତିନି ଦିନ ପୂର୍ବରୁ ତାମିଲନାଡୁର କୁନ୍ନୁର ଅଞ୍ଚଳରେ ଏକ ଭାରତ ସେନା ହେଲିକପ୍ଟର ଦୁର୍ଘଟଣା ହେଇଥିଲା। ଏହି ବିମାନରେ ଚିଫ୍ ଅଫ୍ ଡିଫେନ୍ଶ୍ ଷ୍ଟାଫ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ଭାରତ ସେନା ଯବବା ଯାତ୍ରା କରୁଥିଲେ। କିନ୍ତୁ ସେହି ହେଲିକପ୍ଟର ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ପୋଷ୍ଟରେ ଥିବା ଫୋଟୋ ବିପିନ ରାୱତଙ୍କର […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ବିପିନ ରାୱତଙ୍କର ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ବିପିନ ରାବତ, ତାଙ୍କ ପତ୍ନୀ ଏବଂ ଅନ୍ୟ ଭାରତ ସେନା ଅଧିକାରୀଙ୍କୁ ନେଇ ଯାଉଥିବା ସମୟରେ ହେଲିକପ୍ଟର ଦୁର୍ଘଟଣା ହେଇଥିଲା। ଏହି ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇ ଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ସିଡିଏସ୍ ବିପିନ ରାୱତ, ତାଙ୍କ ସହକର୍ମୀ ଏବଂ କିଛି ପାରିବାରିକ ଲୋକେ ସେହି ହେଲିକପ୍ଟରରେ ଯାତ୍ରା କରୁଥିଲା ସମୟରେ ତାମିଲନାଡୁର କୁନ୍ନୁର ଅଞ୍ଚଳରେ ତାଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।  ଏହି ପ୍ରସଙ୍ଗରେ ଏକ ଫୋଟୋ ସୋସିଆଲ […]

Continue Reading

କ’ଣ ଭିଡିଓରେ ହେଲିକପ୍ଟର ଦୁର୍ଘଟଣା ହେଉଥିବା ଭିଡିଓ ବିପିନ ରାୱତଙ୍କ ଦୁର୍ଘଟଣାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ଦୁଇ ଦିନ ପୂର୍ବରୁ ଦେଶକୁ ଏକ ଦୁଖଦ ଖବର ମିଳିଲା। ଭାରତର ପ୍ରଥମ ପ୍ରତିରକ୍ଷା ଅଧ୍ୟକ୍ଷ ବିପିନ ରାୱତଙ୍କ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାର ଖବର ସାମନାକୁ ଆସିଥିଲା। ଏହି ଦୁର୍ଘଟଣା ତାମିଲନାଡୁର କୁନ୍ନୁର ଅଚଳରେ ଘଟିଥିଲା। ଏହି ଘଟଣା ନେଇ ଭାରତ ବାୟୁ ସେନା ନିଜ ଅଫିସିଆଲ ଟୁଇଟର ହେଣ୍ଡେଲରୁ ଏକ ଟୁଇଟ ମାଧ୍ୟମରେ ଖବର ଦେଇଛି ଯେ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ମଦୁଲିକା ରାୱତ ଏବଂ ଅନ୍ୟ ୧୧ ଜଣଙ୍କର […]

Continue Reading

କ’ଣ ନିର୍ବାଚନ ଜିତିବା ପରେ ଅଖିଲେଶ ଯାଦବ ପ୍ରକୃତରେ ଅଯୋଧ୍ୟାର ନାମ ବଦଳାଇବାର ପ୍ରତିଶ୍ରୁତି ନେଇଛନ୍ତି? ଜାଣନ୍ତୁ ସତ୍ୟ।

ଆସନ୍ତା ବର୍ଷ ୨୦୨୨ ରେ ଉତ୍ତରପ୍ରଦେଶ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଏହି ପ୍ରସଙ୍ଗରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ପୋଷ୍ଟରେ ରିପବ୍ଲିକ ଭାରତ ନ୍ୟୁଜ ଚ୍ୟାନାଲର ଏକ ସ୍କ୍ରିନଶଟ୍ ଦେଖିବାକୁ ମିଳିଛି ଯେଉହନୀରେ ଲେଖା ଯାଇଛି ଯେ ନିର୍ବାଚନ ଜିତିବା ପରେ ଅଖିଲେଶ ଯାଦବ ଅଯୋଧ୍ୟାର ନାମ ବଦଳାଇବାର ନିଷ୍ପତ୍ତି ନେଇଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୮ ନଭେମ୍ବରରେ ସତୀଶ […]

Continue Reading

କ’ଣ ନିଜ ବନ୍ଧୁ ମାନଙ୍କ ସହିତ ଜନ୍ମଦିନ ପାଳନ କରୁଥିବା ସମୟରେ ଯୁବକଙ୍କ ମୃତ୍ୟୁ ହୋଇଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଯୁବକଙ୍କ ଜନ୍ମଦିନ ତାଙ୍କ ବନ୍ଧୁ ମାନେ ରାସ୍ତା ମଝିରେ ପାଳନ କରୁଛନ୍ତି। ଏହି ଭିଡିଓ ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଭିଡିଓରେ ଆମେ ଦେଖି ପାରୁଛି ଯେ ଏକ ସ୍କୁଟି ଉପରେ କେକ୍ ରାଖୀ ତାକୁ କାଟୁଛନ୍ତି। ସେହି ସମୟରେ ତାଙ୍କ ବନ୍ଧୁ ମାନେ ସେଠାରେ ନାଚୁଛନ୍ତି। କେକ୍ କଟା ସାରିଲା ପରେ ସେମାନେ ଜନ୍ମଦିନ ଥିବା ଯୁବକଙ୍କ ମୂହ ଏବଂ ମୁଣ୍ଡରେ […]

Continue Reading

କ’ଣ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କୋଭିଡକୁ ନେଇ ଷଡଯନ୍ତ୍ର କରୁଛି କି? କ’ଣ ଭାଇରାଲ ହେଉଥିବା ମେସେଜ୍ କୋଭିଡର ବିଭିନ୍ନ ଲହର ବିଷୟରେ ଦର୍ଶାଉଛି?ଜାଣନ୍ତୁ ସତ୍ୟ।

କରୋନା ଭାଇରସର ଦ୍ଵିତୀୟ ଲହର ଶେଷ ହେଇ ଆସୁଥିବା ସମୟରେ ବର୍ତ୍ତମାନ ସଂସାର ଉପରେ ଏକ ନୂତନ ବିପଦ ଆସିଛି। ଏକ ନୂତନ କରୋନା ଭାଇରସ ବିଷୟରେ ଜାଣିବାକୁ ମିଳିଛି ଯାହା ଖୁବ ତୀବ୍ରରେ ଲୋକଙ୍କ ମଧ୍ୟରେ ବିସ୍ତାର ଯେଉଛି ବୋଲି କୁହା ଯାଉଛି। ଓମିକ୍ରନ ନାମକ ଏହି ନୂତନ କରୋନା ଭାଇରସ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା। ଏହା ପୁଣି ଥରେ ଦୁନିଆରେ କରୋନା ସଙ୍କଟ ସୃଷ୍ଟି କରିଛି।  ବର୍ତ୍ତମାନ କରୋନାର ନୂତନ ପ୍ରକାରର […]

Continue Reading

ଉତ୍ତରପ୍ରଦେଶରେ ଜମି ବିବାଦକୁ ନେଇ ଭାଇରାଲ ଭିଡିଓକୁ ରାଜସ୍ଥାନର କହି ମିଥ୍ୟା ଦାବିରେ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ ରାସ୍ତାରେ ଜୋରଦାର ଲଢ଼ୁଥିବାର ନଜର ଆସୁଛନ୍ତି। ଏଥିସହିତ ଜଣେ ପୁରୁଷ ରାସ୍ତାରେ ପଡ଼ିଥିବା ଜଣେ ମହିଳାଙ୍କୁ ପିଟୁଛନ୍ତି। ଅନ୍ୟ ଜଣେ ପୁରୁଷ ମହିଳାଙ୍କୁ ବାଡ଼ିରେ ପିଟୁଥିବାର ଦେଖିବାକୁ ମିଳୁଛି। ରାଜସ୍ଥାନ ଦାବିରେ ଏହି ଭିଡିଓ ଭାଇରାଲ ହେବା ସହିତ କଂଗ୍ରେସ ଶାସିତ ରାଜ୍ୟରେ ମହିଳାଙ୍କ ପ୍ରତି ଏପରି ଅତ୍ୟାଚାର କରାଯାଉଛି ବୋଲି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ଅପମାନିତ କରାଯାଉଛି। ଆପଣଙ୍କୁ କହିରଖୁଛୁ […]

Continue Reading

କ’ଣ ଫୋଟୋରେ ବୃଦ୍ଧା ଅବସ୍ତାରେ ଏହି ବ୍ୟକ୍ତି ୨୦୧ ବର୍ଷୀୟ ତିବତ ସନ୍ତ ଅଟନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଦୁଇଟି ପୋଲିସକର୍ମୀ ବୃଦ୍ଧା ଅବସ୍ତାର ଏକ ବ୍ୟକ୍ତିଙ୍କୁ ଧରି ଚିଡ଼ା ହେଇଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ବ୍ୟକ୍ତି ୨୦୧ ବର୍ଷ ବୟସର ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି ବୋଲି ବିଶ୍ଵାସ କରା ଯାଉଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ପୋଷ୍ଟର? ୨୭ ନଭେମ୍ବରରେ ଶିବ ଶଙ୍କର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ […]

Continue Reading

କ’ଣ ଜଣେ କ୍ରିଷ୍ଟ ଧର୍ମ ଲୋକକୁ ତାମିଲନାଡ଼ୁ ସରକାର ଏକ ହିନ୍ଦୁ ମନ୍ଦିରର ପୁରୋହିତ ନିଯୁକ୍ତି କରିଛନ୍ତି ଏବଂ ସେ ମଦ୍ୟପାନ କରୁଛନ୍ତି?

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ ହିନ୍ଦୁ ପୁରୋହିତ ଭେଶରେ ଜଣେ ବ୍ୟକ୍ତି ମଦ୍ୟପାନ କରୁଛନ୍ତି ଏବଂ ଦ୍ଵିତୀୟ ଫୋଟୋରେ ଜଣେ ବ୍ୟକ୍ତି ଭଗବାନଙ୍କର ମୂର୍ତି ଉପରେ ପାଦ ରଖି ଭଗବାନଙ୍କର ଅପମାନ କରିଛନ୍ତି। ଏହି ଦୁଇଟି ଫୋଟୋକୁ ପୋଷ୍ଟ କରି ଦାବି କରା ଯାଇଛି ଯେ “ଫୋଟୋରେ ମଦ୍ୟପାନ କରୁଥିବା ବ୍ୟକ୍ତି ଜଣେ କ୍ରିଷ୍ଟ ଧର୍ମ ଲୋକ ଥୋମାସ ରାଜନ ଅଟନ୍ତି ଯାହାକୁ ତାମିଲନାଡୁ ସରକାର […]

Continue Reading

କ’ଣ ଉତ୍ତରପ୍ରଦେଶ ଟିଇଟି ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀ ମାନେ ଖୋଲା ଆକାଶ ତଳେ ସୋଇଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ କ ଖବର ପ୍ରଚାର ଯେଉଛି ଯେ ଉତ୍ତରପ୍ରଦେଶର ଶିକ୍ଷକ ଯୋଗ୍ୟତା ପରୀକ୍ଷା, ପ୍ରଶ୍ନ କାଗଜ ଲିକ୍ ହେତୁ ରଦ୍ଦ କରା ଯାଇଛି। ଏହି କାରଣରୁ ଆସନ୍ତା ବର୍ଷ ନିର୍ବାଚନ ପାଇଁ ରାଜନୈତିକ ନିଆ ଲଗାଇଛି।  ଏହା ମଧ୍ୟରେ ସୋସିଆଲ ମିଡିଆରେ ରାସ୍ତାର ସୋଇଥିବା କିଛି ଲୋକଙ୍କର ଏଏକ ଭିଡିଓ ଭାଇରାଲ ହେଉଛି। ଭିଡିଓ ଦେଖି ଜଣା ପଡୁଛି ଯେ ଏହା ଶୀତ ମାସ ଭିଡିଓ ଅଟେ। ଭିଡିଓ ପୋଷ୍ଟ କରି ଦାବି କରା […]

Continue Reading

କ’ଣ ନୋଟ୍ ଭରା ଆଲମାରି ବାରିପଦା ଆଇଟିଡିଏ ସହକାରୀ ସନ୍ତୋଷ ଦାସଙ୍କ ଘରୁ ମିଳିଥିବା ସମ୍ପତ୍ତି ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଆଲମାରି ଭରି ରହି ଥିବା ନୋଟର ଫୋଟୋ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରା ଯାଇଛି ଯେ ପଇସାରେ ଭରି ରହିଥିବା ଏହି ଆଲମାରି ବାରିପଦାର ଆଇଟିଡି ସହକାରୀ ସନ୍ତୋଷ ଦାସଙ୍କ ସମ୍ପତ୍ତି ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା ଯାଇଛି ଏହି ପୋଷ୍ଟରେ? ୨୯ ନଭେମ୍ବରରେ ନିରପେକ୍ଷ ନ୍ୟୁଜ ନାମକ ଫେସବୁକ ଏକାଉଣ୍ଟରେ ଏକ ଫୋଟୋ ପୋଷ୍ଟ ହେଇଥିବା ଦେଖିବାକୁ ମିଳିଛି। ଏହି […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ପ୍ରକୃତରେ ଜେୱାର ବିମାନ ବନ୍ଦରର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ

୨୫ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଏଡା ଆନ୍ତର୍ଜାତୀୟ ବିମାନ ବନ୍ଦରର ଶିଳାନ୍ୟାସ କରିଛନ୍ତି ଯାହା ଉତ୍ତରପ୍ରଦେଶର ଜେୱାର ଅଞ୍ଚଳରେ ଅଛି। ଏହି ଘଟଣା ପରେ ଅନେକ ଗଣମାଧ୍ୟମ ଏକ ବିମାନ ବନ୍ଦରର ଫୋଟୋ ସହିତ ଏକ ଖବର ପ୍ରକାଶିତ କରିଛନ୍ତି ଯେ ଏହି ଫୋଟୋ ଉତ୍ତରପ୍ରଦେଶର ଜେୱାର ଅଞ୍ଚଳ ନିକଟରେ ନଏଡା ଆନ୍ତର୍ଜାତୀୟ ବିମାନ ବନ୍ଦର ଫୋଟୋ ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୫ […]

Continue Reading

କ’ଣ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ହରିୟାଣାର କୁସ୍ତିଯୋଦ୍ଧା ନିଶା ଦାହିୟାଙ୍କର ହତ୍ୟା ହୋଇଛି? ଜାଣନ୍ତୁ ସତ୍ୟ।

ନିକଟରେ ହରିୟାଣାର କୁସ୍ତିଯୋଦ୍ଧା ନିଶା ଦାହିୟାଙ୍କ ବିଷୟରେ ଏକ ସୂଚନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଖେଳ ଜଗତ ଏବଂ ଦେଶବାସୀଙ୍କୁ ନିରାଶ ଏବଂ ଆଶ୍ଚର୍ଯ୍ୟ କରିଛି। ସୋସିଆଲ ମିଡିଆରେ ନିଶା ଦାହିୟାଙ୍କ ଏକ ଫୋଟୋ ପୋଷ୍ଟ କରି ଏହା ଦାବି କରାଯାଇଛି ଯେ ନିକଟରେ ତାଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ କୌଣସି ରୋଗ ନେଇ ହେଇ ନାହିଁ ବରଂ ତାଙ୍କର ନିର୍ମମ ଭାବରେ ହତ୍ୟା କରା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

କ’ଣ ଫୋଟୋରେ ଥିବା ମହିଳା ଜଣେ ମୁସଲିମ ଆଇପିଏସ ଅଧିକାରୀ ଅଟନ୍ତି ଯିଏ ଡ୍ରେସ୍ କୋଡ୍ ପାଳନ କରି ନାହାନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ଝିଅ ହିଜାବ ପିନ୍ଧି ଏକ ଚେୟାରରେ ବସିଛି। ତାଙ୍କ ପଛରେ ୧୦ ରୁ ୧୨ ପୋଲିସ ଅଧକାରୀ ମାନେ ଚିଡ଼ା ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି। ସମ୍ପ୍ରାଦାୟିକ ଦାବି ସହିତ ଏହି ଫୋଟୋକୁ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି। ଭାଇରାଲ ଦାବିରେ ଚେୟାରରେ ବସିଥିବା ଝିଅକୁ ପୋଲିସ ଏସପି ବୋଲି କୁହା ଯାଇଛି ଏବଂ ପୋଲିସ ୟୁନିଫର୍ମ ନପିନ୍ଧିଥିବା କାରଣରୁ ତାଙ୍କୁ ଅଭିଯୋଗ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋରେ କଙ୍ଗନା ରନାଓତ ପ୍ରସିଦ୍ଧ ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କ ସହିତ ଅଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ କଙ୍ଗନା ରନାଓତ ଏକ ସାକ୍ଷାତକାରରେ ଏକ ବିବୃତ୍ତି ଦେଇଥିଲେ ଯେ ୧୯୪୭ ମସିହାରେ ଭାରତ ଯେଉଁ ସ୍ଵାଧୀନତା ପାଇ ଥିଲା ତାହା ଏକ ଭିକ୍ଷା ଥିଲା। ଭାରତକୁ ପ୍ରକୃତରେ ସ୍ଵାଧୀନତା ୨୦୧୪ରେ ମିଳିଛି ବୋଲି ସେ କହିଥିଲେ। ଏହି ବିବୃତ୍ତି ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ତାଙ୍କ ବିରୁଦ୍ଧରେ ଭାଇରାଲ ହେବାର ଦେଖିବାକୁ ମିଳିଛି। କିଛି ପୋଷ୍ଟରେ ଲୋକେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ ହେଇଥିବା ଅଯୋଗ୍ୟ ମାଉଥିବା ସମୟରେ ଲିଛି ଲୋକେ ଦାବି […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ରେଳ ବ୍ୟବସ୍ଥା ଇସ୍ରାଏଲ ଦେଶର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆମେ ଦେଖି ପାରିବା ଯେ ଏକ ବିଶାଳ ଟ୍ରେନ୍ ଏକ ଅଦଭୁତ ଟ୍ରାକ୍ ରେ ଚାଲୁଅଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହା ଇସ୍ରାଏଲରେ ଚାଲୁଥିବା ଏକ ରେଳ ବ୍ୟବସ୍ଥାର ଭିଡିଓ ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ବଳଦେବ ସାହୁ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ […]

Continue Reading

କ’ଣ ଭାଇରାଲ ଫୋଟୋରେ ଶାହରୁଖ ଖାନ ପ୍ରକୃତରେ ଏମଆଇଏମ ପାର୍ଟିକୁ ଭୋଟ୍ ଦେବା ସମର୍ଥନର ଏକ ସାର୍ଟ ପିନ୍ଧିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଶାହରୁଖ ଖାନଙ୍କ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେ ଏମଆଇଏମ ପାର୍ଟିକୁ ଭୋଟ୍ ଦେବା ସମର୍ଥନର ଏକ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ପୋଷ୍ଟ ସହିତ ଦାବି କରା ଯାଇଛି ଯେ ଶାହରୁଖ ଖାନ ଏମଆଇଏମ ନେତା ଓୱେଶୀଙ୍କୁ ସମର୍ଥନ କରୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? କୈଳାଶ ଗୁପ୍ତା ନାମକ ଜଣେ ଫେସବୁକ ବ୍ୟବହାରକାରୀ ଶାହରୁଖ ଖାନଙ୍କ ଏକ ଫୋଟୋ ପୋଷ୍ଟ […]

Continue Reading

କ’ଣ କରିନା କପୁରଙ୍କ ସହ ତୁଳନା କରି କଙ୍ଗନାଙ୍କ ସମର୍ଥନରେ ରାଜ ଠାକ୍ରେ ଏକ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ରାଜନେତା ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ନକଲି ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେବା କୌଣସି ନୂତନ କଥା ନୁହେଁ। ଫ୍ୟାକ୍ଟ କ୍ରିଷେଣ୍ଡୋ ଅନେକ ନକଲି ଟୁଇଟର ଅନୁସନ୍ଧାନ କରି ପାଠକ ମାନଙ୍କୁ ତାହାର ସତ୍ୟତା ଜଣାଇଛି। ବର୍ତ୍ତମାନ ଏମଏନଏସ ପାର୍ଟି ଦଳ ଅଧ୍ୟକ୍ଷ ରାଜ ଠାକ୍ରେଙ୍କ ନାମରେ ଏକ ଟୁଇଟ ସେଯାର ହେଉଛି ଯେଉଁଥିରେ ଲେଖା ଯାଉଛି ଯେ “ଆମେ କଙ୍ଗନା ପରି ଏକ ସାହାସୀ ମହିଳା ପାଇ ପାରିଥାନ୍ତେ ତେବେ ବାବର ଆଗକୁ […]

Continue Reading

କ’ଣ ଶ୍ରୀନଗର ମେଡିକାଲ କଲେଜର ୧୦୦ ମହିଳା ଛାତ୍ର ପାକିସ୍ତାନ ଜିନ୍ଦାବାଦର ନାରା ଦେବା କାରଣରୁ ତାଙ୍କ ଡିଗ୍ରୀ ବାତିଲ କରା ଯାଇଛି?

ଟି୨୦ ବିଶ୍ଵ କପ୍ ରେ ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ପାକିସ୍ତାନ ଭାରତକୁ ପରାସ୍ତ କରିଥିଲା। ଏହା ପରେ କାଶ୍ମୀରର କିଛି କଲେଜର ଛାତ୍ର ମାନଙ୍କ ଦ୍ଵାରା ଉତ୍ସବ ପାଳନ କରୁଥିବା ଭିଡିଓ ସାମନାକୁ ଆସିଥିଲା। ଏହି ସମ୍ବନ୍ଧରେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଶ୍ରୀନଗର ମେଡିକାଲ କଲେଜରେ ପାକିସ୍ତାନ ଜିନ୍ଦାବାଦର ନାରା ଦେଉଥିବା ଛାତ୍ରୀ ମାନଙ୍କର ମେଡିକାଲ ଡିଗ୍ରୀ ସରକାର ଦ୍ଵାରା ବାତିଲ କରି […]

Continue Reading

କ’ଣ ରାଷ୍ଟ୍ରପତି ରାମନାଥ କୋଭିନ୍ଦ, କଙ୍ଗନା ରନାଓତଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ନେବା ବିଷୟରେ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଭାରତ ରାଷ୍ଟ୍ରପତି ଶ୍ରୀ ରାମନାଥ କୋଭିନ୍ଦ ଅନେକ ଲୋକଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଥିଲେ। ପୁରସ୍କୃତ ବ୍ୟକ୍ତିଙ୍କ ତାଲିକାରେ କଙ୍ଗନା ରନାଓତ ମଧ୍ୟ ଥିଲେ। ତାଙ୍କୁ କାହିଁକି ପୁରସ୍କୃତ କରା ଯାଉଥିଲା ଏହା ଏକ ବିବାଦ ଆରମ୍ଭ କରିଛି। ଏକ ସମ୍ବାଦ ସାକ୍ଷାତକାରରେ ପୁରସ୍କାର ପାଇବା ପରେ କଙ୍ଗନା ଦେଶର ସ୍ଵାଧୀନତା ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଭାରତ ୧୯୪୭ ରେ ପାଇଥିବା ସ୍ଵାଧୀନତା ଏକ ଭିକ ଅଟେ, ଦେଶକୁ […]

Continue Reading

କ’ଣ ଭିଡିଓରେ ଥିବା ଦୃଶ୍ୟ ପ୍ରବଳ ବର୍ଷାରେ ପ୍ରଭାବିତ ହେଇଥିବା ଚେନ୍ନାଇ ବିମାନ ବନ୍ଦରର ଅଟେ? ଜାଣନ୍ତୁ ସତ୍ୟ।

ବଂଗୋପ ସାଗରରେ ଲଘୁଚାପ ନେଇ ଦେଶର ପୂର୍ବ ସମୁଦ୍ର କୁଳ ଅଞ୍ଚଳ ପ୍ରବଳ ବର୍ଷାର ସାମନା କରୁଛି। ଏହା ମଧ୍ୟରୁ ଛେନାଇର ନାମ ମଧ୍ୟ ଆସିଛି। ବର୍ଷା କାରଣରୁ ସହରରେ ଅନେକ ସ୍ଥାନରେ ପାଣି ଜମି ରହିଥିବାରୁ ସ୍ଥାନୀୟ ଲୋକଙ୍କୁ କଠିନ ପରିସ୍ଥିତିର ସାମନା କରିବାକୁ ପଡୁଛି। ଏହା ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳିଛି।  ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ ବିମାନ […]

Continue Reading

କ’ଣ ଅଷ୍ଟ୍ରେଲିଆ କ୍ରିକେଟର ମେଥ୍ୟୁ ୱେଡ୍ ଷ୍ଟାଡିୟମରେ ଥିବା ଭାରତ ଦର୍ଶକଙ୍କୁ ଉତ୍ସାହ କରିବା ପାଇଁ ଭାରତ ମାତା କି ଜୟ ନାରା ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ଟି୨୦ ବିଶ୍ଵ କପ୍ ପ୍ରତିଯୋଗୀତାରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ହରାଇ ଫାଇନାଲ୍ ରେ ନିଜ ସ୍ଥାନ ନିଶ୍ଚିତ କରିଛି। ଫାଇନାଲ୍ ରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଯାଉଛି। ଏହି ବିଶ୍ଵ କପ୍ ପ୍ରତିଯୋଗୀତାରେ ଭାରତ ସେମିଫାଇନାଲ୍ ରେ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା ଯାହା ଭାରତୀୟ ଦର୍ଶକଙ୍କୁ ନିରାଶ କରିଥିଲା।  ଅଷ୍ଟ୍ରେଲିଆ ପାକିସ୍ତାନକୁ ପରାସ୍ତ କରିବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଅଷ୍ଟ୍ରେଲିଆ ଦଳ ଜର୍ସି […]

Continue Reading

କ’ଣ ଭିଡିଓରେ ଥିବା ଦୃଶ୍ୟ ଆମେରିକାରେ ହିନ୍ଦୁ ମାନଙ୍କର ଦ୍ଵାରା ଦୀପାବଳି ପାଳନ କରା ଯାଉଛି? ଜାଣନ୍ତୁ ସତ୍ୟ।

ଗତ କାଲୀ ଦେଶର ଏକ ମାହାନ ପର୍ବ ଦୀପାବଳି ପର୍ବ ପାଳନ ହୋଇଥିଲା। ଭାରତରେ ଦୀପାବଳି ଉତ୍ସାହ ସହିତ ପାଳନ ହେଛି। କିନ୍ତୁ ସୋସିଆଲ ମିଡିଆରେ ଆମେ ଅନେକ ପୋଷ୍ଟ ଦେଖିଲୁ ଯେଉଁଥିରେ ପର୍ବ ବିନା ବାଣ ଫୋଟାଇ ପାଳନ କରିବା ପ୍ରେରଣା ଦିଆ ଯାଇଛି। ସିନେମା ଜଗତର କଳାକାର ଏବଂ ଅନେକ ପ୍ରସିଦ୍ଧ ଲୋକେ ଏହି କଥାକୁ ଗୁରୁତ୍ଵ ଦେଇଛନ୍ତି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା […]

Continue Reading

କ’ଣ ଏହି ଭିଡିଓରେ ମୁସଲମାନ ମାନେ କଲିକତାରେ କାଲୀ ମନ୍ଦିରରେ ପୂଜା ବନ୍ଦ କରିବା ପାଇଁ ଏକତ୍ର ହେଇଛନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନରୁ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦଙ୍ଗାର ଅନେକ ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଏକ ଜନସମାଗମ ରାସ୍ତାରେ ଆଲ୍ଲାହ ହୁ ଅକବର ନାରା ଲଗାଉଛନ୍ତି। ଭିଡିଓ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହି ଦୃଶ୍ୟ କଲିକତାର ଅଟେ ଏବଂ ଯେଉଁ ମନ୍ଦିରରେ କାଳୀପୂଜା ହେଇଆସୁଥିଲା ସେଠାରେ ଏବେ ପୂଜା ବନ୍ଦ କରିବା ପାଇଁ ମୁସଲିମ ମାନେ ଚିଲଉଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ ଅଖିଲେଶ ଯାଦବ ନିଜ ଭାଷଣରେ କହିଥିଲେ ଯେ ମହମ୍ମଦ ଅଲି ଜିନ୍ନାହ ଭାରତକୁ ସ୍ଵାଧୀନତା ଦେଇଛନ୍ତି? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ସ.ପା ନେତା ଅଖିଲେଶ ଯାଦବ ବିଜୟ ରଥ ଯାତ୍ରା ପାଇଁ ଉତ୍ତରପ୍ରଦେଶର ହାର୍ଦୋଇରେ ଥିଲେ। ସେହି ଦିନ ସରଦାର ବଲ୍ଲଭଭାଇ ପଟେଲଙ୍କର ଜନ୍ମଦିନ ମଧ୍ୟ ଥିଲା। ସେଠାରେ ଏକ ସଭା ଆୟୋଜିତ କରା ଯାଇଥିଲା ଯେଉଁଥିରେ ଅଖିଲେଶ ଯାଦବ ଏକ ଭାଷଣ ଦେଇଥିଲେ।  ତ୍ରିଦୀପ କୁମାର ନନ୍ଦୀ ନାମକ ଜଣେ ବ୍ୟକ୍ତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଦାବି କରା ଯାଇଛି ଯେ ଅଖିଲେଶ ଯାଦବ ନିଜ ଭାଷଣରେ ଭାରତର ସ୍ଵାଧୀନତାର […]

Continue Reading

କ’ଣ ହଲଦିରାମ କମ୍ପାନୀ ନିଜ ୮୦ ତମ ବାର୍ଷିକୀରେ ଲୋକଙ୍କୁ ୬୦୦୦ ଟଙ୍କା ଧାନରାଶି ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

ଆଜିକାଲି ଇଣ୍ଟର୍ନେଟ୍ ରେ ଆମେ ଅନେକ ସ୍କିମ୍ ଏବଂ ଅଫର ପାଇଥାଉ। ବିଭିନ୍ନ କମ୍ପାନୀ ବିଭିନ୍ନ ଉପହାର ସହିତ ସେମାନଙ୍କର ଉତ୍ପାଦ ଏବଂ ୱେବସାଇଟକୁ ଲୋକଙ୍କ ମଧ୍ୟରେ ଲୋକପ୍ରିୟ କରି ଥାଏ। ତେଣୁ ଏକ କମ୍ପାନୀ ଦ୍ଵାରା ଦିଆ ଯାଉଥିବା ମାଗଣା ଉପହାର ବିଷୟରେ ଶୁଣିବା କ୍ଷତିକାରକ ଲାଗେ ନାହିଁ। କିନ୍ତୁ, କ’ଣ ଏହା ପ୍ରକୃତରେ କ୍ଷତିକାରକ ନୁହେଁ? ଏପରି ଏକ ମାଗଣା ଉପହାରର ଲିଙ୍କ ବର୍ତ୍ତମାନ ୱ୍ହାଟ୍ସଅପ୍ ରେ ଭାଇରାଲ ହେଉଛି।  ବିଗତ କିଛି ଦିନ […]

Continue Reading

କ’ଣ ଭାଇରାଲ ଭିଡିଓ ସିନେମା ଜଗତ ସୁପରସଷ୍ଟାର ପୁନୀତ ରାଜକୁମାରନ ସେଶ ମୂହୁର୍ତ୍ତର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୁରରୁ କନ୍ନଡ ଚଳଚିତ୍ର ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ମୃତ୍ୟୁ ପରେ ସିନେମା ଜଗତ ଦୁଖିତ ହୋଇଥିଲା। ଭୟଙ୍କର ହୃଦୟଘାତ ପରେ ବାଙ୍ଗାଲୋରରେ ତାଙ୍କର ମୃତ୍ୟୁ ଘଟିଥିଲା।  ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବ୍ୟକ୍ତି ସିଢିରେ ବସିଛନ୍ତି ଏବଂ ସେ ଅସହାଯ ଅନୁଭବ କରୁଥିବା ଜଣା ପଡୁଛି। କିଛି ସମୟ ପରେ ସେ ତଳେ ପଡିଯିବା ଦୃଶ ଦେଖିବାକୁ ମିଳିଛି। ଏହି ଭିଡିଓ ପୋସ୍ତ କରି ୟାଦବ ପ୍ରକାଶ କୁମାର […]

Continue Reading

କ’ଣ ମାଇକ୍ରୋୱେଭର କ୍ଷତିକାରକ କାରଣ ପାଇଁ ଜାପାନ ଏହାକୁ ନଷ୍ଟ କରିବା ସହିତ ଏହାର ଉତ୍ପାଦନ ବନ୍ଦ କରିଛି? ଜାଣନ୍ତୁ ସତ୍ୟ।

ୱ୍ହାଟ୍ସଅପ୍ ମାଧ୍ୟମରେ ଆମକୁ ଏକ ମେସେଜ୍ ର ତଥ୍ୟ ଯାଞ୍ଚ କରିବା ପାଇଁ ଅନୁରୋଧ ଆସିଛି। ଏହି ଭାଇରାଲ ମେସେଜ୍ ରେ ମାଇକ୍ରୋୱେଭର କ୍ଷତିକାରକ ଗୁଣ ବିଷୟରେ ଉଲ୍ଲେଖ ହୋଇଛି। ମେସେଜ୍ ରେ ଏହା ମଧ୍ୟ ଦାବି କରା ଯାଇଛି ଯେ ମାଇକ୍ରୋୱେଭର କ୍ଷତିକାରକ ଗୁଣ ପାଇଁ ବର୍ତ୍ତମାନ ଜାପାନ ଏହାକୁ ନଷ୍ଟ କରିବା ସହିତ ଏହାର ଉତ୍ପାଦନ ଉପରେ ମଧ୍ୟ ରୋକ ଲଗେଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି […]

Continue Reading

କ’ଣ ଭାଇରାଲ ଭିଡିଓରେ ନାରା ଲଗାଉଥିବା ପୋଲିସର ଭିଡିଓ ତ୍ରିପୁରାର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ଦୂର୍ଗା ପୂଜା ସମୟରେ ବାଂଲାଦେଶରେ ଦଙ୍ଗା ହେବାର କିଛି ଦିନ ପରେ ଭାରତର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟକ ହିଂସା ଏବଂ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣା ସାମନାକୁ ଆସିଛି। ଏହି ସବୁ ମଧ୍ୟରେ ତ୍ରିପୁରା ଧାର୍ମିକ ସଂଗଠନ ଦ୍ଵାରା ରେଲି ଆୟୋଜିତ କରା ଯାଇଥିଲା। ଏହି ରେଲି ସମୟରେ ପୋଲିସ ସହ ସଂଘର୍ଷ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ ଘର, ଦୋକାନ ଏବଂ ଧାର୍ମିକ ସ୍ଥାନ ଭଙ୍ଗାରୁଜା ହେଇଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ […]

Continue Reading

ଚାଇନାର ସାଂଘାଇ ବ୍ରିଜ ଭିଜୁଆଲକୁ ଏଡ଼ିଟ୍ କରି ଭାଇରାଲ କରାଯାଉଛି।

 ସୋସିଆଲ ମିଡିଆରେ ଚାଇନାର ସାଂଘାଇର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ପୁରା ଭିଡିଓ ଏକ ଓଭରଲିପ୍ ଲୁପ୍ ପରି ଦେଖାଯାଉଛି। ପୋଷ୍ଟରେ ଦେଖାଯାଉଛି ଯେ, ଅନେକ ବ୍ରିଜ ଉପର ତଳ  ଗୋଲ ହୋଇ ବୁଲିଥିବାର ଦେଖଆଯାଉଛି। ଏବଂ ଭିଡିଓରେ ଅନେକ ଗାଡ଼ି ଏକା ସାଥିରେ ଚାଲୁଥିବାର ଦେଖାଯାଉଛଇ। ଭିଡିଓରେ ଦାବି କରାଯାଇଛି ଏହି ଭିଡିଓ ସାଂଘାଇ ଚାଇନାର ନାନପୁ ବ୍ରିଜର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ମିଥ୍ୟା ପ୍ରମାଣିତ ହେଲା।  ଏହି ଭିଡିଓ ଆମକୁ […]

Continue Reading

କ’ଣ ଟି-୨୦ ରେ ଭାରତ ପାକିସ୍ତାନ ଠାରୁ ପରାଜୟ ପରେ ଜୟ ଶାହ ଏବଂ ଅକ୍ଷୟ କୁମାର ଆନନ୍ଦ ପ୍ରକାଶ କରୁଛନ୍ତି? ଜାଣନ୍ତୁ ସତ୍ୟ।

ଦୁବଇରେ ଟି ୨୦ ବିଶ୍ଵ କପ୍ ପ୍ରତିଯୋଗୀତା ଆରମ୍ଭ ହେଇ ସାରିଛି। ଭାରତ ନିଜ ପ୍ରଥମ ମ୍ୟାଚ୍ ୨୪ ଅକ୍ଟୋବରରେ ପାକିସ୍ତାନ ବିରୁଦ୍ଧରେ ଖେଳିଥିଲା। ଏହି ମ୍ୟାଚ୍ ରେ ଭାରତକୁ ୧୦ ୱିକେଟ୍ ର ପ୍ରଜାୟର ସାମନା କରିବାକୁ ପଡିଥିଲା। ଅକ୍ଷୟ କୁମାର, ଜୟ ଶାହ ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ଲୋକକ ମ୍ୟାଚ୍ ର ଦର୍ଶକ ଥିଲେ। ଭାରତର ଖରାପ ପ୍ରଦର୍ଶନ ଏବଂ ପରାଜୟ ପରେ ସାରା ଦେଶ ଦୁଖିତ ହେଇଛି।  ବର୍ତ୍ତମାନ ଭାରତ ପାକିସ୍ତାନ ମ୍ୟାଚ୍ […]

Continue Reading

କ’ଣ ରାସ୍ତାରେ ନମାଜ ପଢୁଥିବା ସମୟରେ ପୋଲିସ ଦ୍ଵାରା ଆକ୍ରମଣର ଏହି ଭିଡିଓ ଉତ୍ତରପ୍ରଦେଶର ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ରାସ୍ତା ମଝିରେ ନମାଜ ପଢୁଥିବା ସମୟରେ ପୋଲିସର ଏକ ଦଳ ଆସି ତାଙ୍କ ଉପରେ ଆକ୍ରମଣ କରୁଛି। ପୋଷ୍ଟରେ ଦାବି କରା ଯାଇଛି ଯେ ଏହି ଭିଡିଓ ଉତ୍ତରପ୍ରଦେଶର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର?  ପୋଲିସ ଏବଂ ନମାଜ ପଢୁଥିବା ଜନସାଧାରଣ ଲୋକଙ୍କ ମଧ୍ୟରେ ହେଉଥିବା ଏକ ଝଗଡାର […]

Continue Reading

କ’ଣ ଭିଡିଓରେ ଜଣେ ସ୍ଵାମୀ ନିଜ ସ୍ତ୍ରୀଙ୍କୁ ଏକ ବାବା ସହିତ ଅବୈଧ ସମ୍ବନ୍ଧ ରଖୁଥିବା ସମୟରେ ଧରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି ଯେଉଁଥିରେ ଏକ ବାବା ପୂଜା କରୁଥିବା ସମୟରେ ଜଣେ ମହିଳା ତାଙ୍କ କୋଳରେ ମୁଣ୍ଡ ରଖୀ ସୋଇଥିବା ଦେଖିବାକୁ ମିଳିଛି। ସେହି ସମୟରେ ମହିଳା ଜଣକଙ୍କ ସ୍ଵାମୀ ଫୋନ୍ ରେ ଭିଡିଓ ଅନ୍ କରି ରୁମ୍ ଭିତରେ ପ୍ରବେଶ କରି ବାବା ଏବଂ ତାଙ୍କ ସ୍ତ୍ରୀଙ୍କୁ ଗାଳି କରୁଛନ୍ତି ଏବଂ ସେହି ବାବା କି ପରି ଏକ ଠକ ବାବା ବୋଲି ତାଙ୍କ ସ୍ତ୍ରୀକୁ କହୁଛନ୍ତି। […]

Continue Reading

କ’ଣ ଏହି ଫୋଟୋରେ ସ୍ମୃତି ଇରାନୀ କଂଗ୍ରେସ ସରକାର ସମୟରେ ବୃଦ୍ଧି ହୋଇଥିବା ଇନ୍ଧନ ଦର ବିରୁଦ୍ଧରେ ବିରୋଧ କରୁଥିବା ନିଜ ଫୋଟୋ ଦେଖୁଛନ୍ତି? ଜାଣନ୍ତୁ ସତ୍ୟ।

ଚଳିତ ବର୍ଷ ପେଟ୍ରୋଲ୍ ଡିଜେଲ୍ ଏବଂ ଗ୍ଯାସ ଇନ୍ଧନ ଦରରେ ବୃଦ୍ଧି ହୋଇଥିବାରୁ ବିପକ୍ଷ ଦଳ ଏବଂ ତାଙ୍କ ସମର୍ଥକ ମାନେ ମୋଦୀ ସରକାରର ନିନ୍ଦା କରିବାରେ କୌଣସି ସୁଯୋଗ ଛାଡି ନାହାନ୍ତି। ଏହି ବିଷୟ ନେଇ ବିଭିନ୍ନ ସୋସିଆଲ ମିଡିଆ ମଞ୍ଚରେ ମଧ୍ୟ ଅନେକ ପୋଷ୍ଟ ଦେଖିବାକୁ ମିଳିଛି।  ଏପରି ଏକ ପୋଷ୍ଟ ଆମ ସାମନାକୁ ଆସିଛି ଯେଉଁଥିରେ ବିଜେପି ନେତା ସ୍ମୃତି ଇରାନୀ ଏକ ବଗିଚାରେ ବସି ଲ୍ୟାପଟପ୍ ରେ ଧ୍ୟାନ ଦେଇ କିଛି […]

Continue Reading

କ’ଣ ତାଲିବାନ ଆଫଗାନିସ୍ତାନ ଭଲିବଲ୍ ମହିଳା ଖେଳାଳିଙ୍କର ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

ପୋଷ୍ଟରେ ଦାବି କରା ଯାଇଛି ଯେ “ମହିଳାଙ୍କ ପାଇଁ ସଜା ପାଲଟି ଯାଇଛି ତାଲିବାନୀଶାସନ। ଆଫଗାନିସ୍ତାନରେ ମହିଳାଙ୍କ ପାଇଁ ଅନେକ କଠୋର ନିୟମ ଲାଗୁ କରାଯାଇଛି। ହେଲେ ଏହା ମଧ୍ୟରେ ତାଲିବାନର ବର୍ବରକାଣ୍ଡର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ତାଲିବାନ ଆଫଗାନ ଜୁନିୟର ମହିଳା ଭଲିବଲ ଜାତୀୟ ଦଳର ଜଣେ ଖେଳାଳିଙ୍କୁ ଗଳାକାଟି  ହତ୍ୟା କରିଛି। ପର୍ସିଆନ ଇଣ୍ଡିପେଡେଣ୍ଟ ସହ ସାକ୍ଷାତକାର ସମୟରେ କୋଚ୍ ସୂର୍ୟା ଅଫଜଲି  କହିଛନ୍ତି, ମହଜବିନ ହାକିମି ନାମକ ଜଣେ ମହିଳା […]

Continue Reading

କ’ଣ ଚୀନ ଦୀପାବଳି ପାଖେଇ ଆସିଥିବାରୁ ଭାରତକୁ ବିଷାକ୍ତ ଏବଂ କ୍ଷତିକାରକ ବାଣ ପଠାଉଛି? ଜାଣନ୍ତୁ ସତ୍ୟ।

ଦୀପାବଳି ଯେତିକି ପାଖେଇ ଆସୁଛି ବାଣ ବିଷୟରେ ସୋସିଆଲ ମିଡିଆରେ ସେତିକି ପୋଷ୍ଟ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗଣମାଧ୍ୟମ ଦ୍ଵାରା ଏକ ସମ୍ବାଦ ଭାଇରାଲ ହେବାରେ ଲାଗିଛି ଯେ ଚୀନ ଭାରତକୁ ବିଷାକ୍ତ ବାଣ ପଠାଉଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର?  ୧୯ ଅକ୍ଟୋବରରେ ନନ୍ଦୀଘୋଷ ଟିଭି ଚ୍ୟାନାଲର ଫେସବୁକ ଏକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରା ଯାଇଛି। ଏହି ଭିଡିଓରେ ଦାବି କରା […]

Continue Reading

କ’ଣ ଫୋଟୋରେ ଥିବା ବ୍ୟକ୍ତି ସ୍ଵାମୀ ନିଟାଇ ଦାସ ପ୍ରଭୁ ଅଟନ୍ତି ଯାହାର ବାଙ୍ଗଲାଦେଶରେ ହତ୍ୟା କରା ଯାଇଛି? କ’ଣ ଭାଇରାଲ ହେଉଥିବା ଫୋଟୋ ବାଙ୍ଗଲାଦେଶର ଅଟେ? ଜାଣନ୍ତୁ ସତ୍ୟ।

ଗତ ସପ୍ତାହରେ ଯେତେବେଳେ ଲୋକଙ୍କ ମଧ୍ୟରେ ଦୂର୍ଗାପୂଜା ଉତ୍ସବର ଖୁସିର ପରିବେଶ ଥିଲା ସେତେବେଳେ କିଛି ଦୁଖଦାଯକ ଖବର ସାମନାକୁ ଆସିଥିଲା। ବାଂଲାଦେଶରେ ଦୂର୍ଗାପୂଜା ସମୟରେ ହିନ୍ଦୁ ସଂଖ୍ୟାଲଘୁ ସମ୍ପ୍ରଦାୟର ପୂଜାପାଠ ଉପରେ ଆକ୍ରମଣ ହୋଇଥିବା ଖବର ସାମନାକୁ ଆସିଛି। ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। କେଉଁଠାରେ ମୂର୍ତି ଭଙ୍ଗାରୁଜା କରା ଯାଇଛି ତ କେଉଁଠାରେ ହିନ୍ଦୁ ଲୋକଙ୍କ ଉପରେ ଆକ୍ରମଣର କରା ଯାଇଛି।  ଏହି ପ୍ରସଙ୍ଗରେ ଏକ […]

Continue Reading

କ’ଣ କୃଷକମାନେ ଆନ୍ଦୋଳନ ସମୟରେ ଭାରତ ସେନା ଚୀନ ସୀମା ଅଭିମୁଖ ଯବାନଙ୍କୁ ଅଟକାଇ ରଖିଥିଲେ? ଜାଣନ୍ତୁ ସତ୍ୟ।

ଅନେକ ମାସ ଧରି ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ କୃଷକ ଆନ୍ଦୋଳନ ଚାଲି ଆସୁଛି। ସମାନ ଘଟଣା ବିଷୟରେ ଆମେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିଛୁ। ଫ୍ୟାକ୍ଟ କ୍ରିଷେଣ୍ଡୋ ପୂର୍ବରୁ ଏହି ପରି ଅନେକ ନକଲି ଭାଇରାଲ ପୋଷ୍ଟକୁ ମିଥ୍ୟା ପ୍ରମାଣ କରି ସାରିଛି।  ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ ରାସ୍ତା ମାଝିରେ […]

Continue Reading

କ’ଣ ଭିଡିଓରେ ମୁସଲିମ ଲୋକ ମାନେ ଲଣ୍ଡନ୍ ର ରାସ୍ତା ମଝିରେ ନମାଜ ପଢୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ମୁସଲିମ ଲୋକମାନେ ରାସ୍ତା ମଝିରେ ନମାଜ ପଢୁଛନ୍ତି। ପୋଷ୍ଟ ସହିତ ଦାବି କରା ଯାଇଛି ଯେ ଏହି ଦୃଶ୍ୟ ଲଣ୍ଡନ୍ ସହରର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ସମାନ ଦାବିର ଏକ ଭିଡିଓ ଆମକୁ ଟୁଇଟରରେ ମଧ୍ୟ ୧୦ ଅକ୍ଟୋବରରୁ ଭାଇରାଲ ହେବା ମିଳିଲା। ମଞ୍ଜିତ ବଗ୍ଗା ନାମକ ଜଣେ ଟୁଇଟର […]

Continue Reading

କ’ଣ ଫୋଟୋରେ ଥିବା ବ୍ୟକ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଇ ଯିଏ ଚା ବିକ୍ରି କରନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଥିବାର ମିଳିଛି ଯେଉଁଥିରେ ଜଣେ ବ୍ୟକ୍ତି ଚା ଦୋକାନ ସାମନାରେ ଛିଡା ହୋଇଛନ୍ତି। ପୋଷ୍ଟରେ ଦାବି କରା ଯାଇଛି ଯେ ଫୋଟୋରେ ଥିବା ବ୍ୟକ୍ତି ଉତ୍ତର ପ୍ରଦଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଇ ଅଟନ୍ତି ଯିଏ ଚା ବିସ୍କୁଟ ଦୋକାନ କରି ନିଜ ପରିବାରକୁ ପୋଷୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨ ଅକ୍ଟୋବରରେ କୈଳାଶ ଗୁପ୍ତା ନାମକ […]

Continue Reading

କ’ଣ ଅମୁଲ କମ୍ପାନୀ ନିଜ ୭୫ ତମ ବାର୍ଷିକୀ ଖୁସିରେ ଲୋକଙ୍କୁ ମାଗଣା ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଅମୁଲ କମ୍ପାନୀର ୭୫ ତମ ବାର୍ଷିକୀ ଉତ୍ସବକୁ ନେଇ ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି। ଆମକୁ ୱ୍ହାଟ୍ସ ଅପ୍ ମାଧ୍ୟମରେ ଏକ ଲିଙ୍କର ଫ୍ୟାକ୍ଟ ଚେକ୍ କରିବାର ଅନୁରୋଧ ଆସିଲା। ସେହ ଲିଙ୍କରେ କ୍ଲିକ୍ କରିଲା ପରେ ଏକ ସାଇଟ ଖୋଲିଲା ଯେଉଁଥିରେ ଲେଖା ଯାଇଛି ଯେ ଅମୁଲ କମ୍ପାନୀର ୭୫ ତମ ବାରିସିକି ଉତ୍ସବ ଅବସରରେ ଲୋକଙ୍କୁ ୬୦୦୦ ଟଙ୍କା ଉପହାର ସ୍ୱରୂପ ଦେଉଛି। ଏହି ଲିଙ୍କ୍ ରେ କ୍ଲିକ୍ କରିଲା […]

Continue Reading

କ’ଣ ପ୍ରିୟଙ୍କା ଗାନ୍ଧୀ ଝାଡୁ ମାରୁଥିବା ସମୟରେ ଜଣେ ସମାଦିକ ତାଙ୍କ ଫୋଟୋ ନେଉଛନ୍ତି? ଜାଣନ୍ତୁ ସତ୍ୟ।

ପ୍ରିୟଙ୍କା ଗାହନୀ ଲକ୍ଷ୍ମୀପୁର ଗସ୍ତ କରୁଥିବା ସମୟରେ ପୋଲିସ ତାଙ୍କୁ ସୀତାପୁର ଅଞ୍ଚଳରେ ଅଟକାଇ ରଖିଥିଲା। ଏହା ପରେ ପ୍ରିୟଙ୍କା ଗାନ୍ଧୀ ଗଣମାଧ୍ୟମରେ ଖୁବ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ ତାଙ୍କର ଏକ ମିଥ୍ୟା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା ଯାହାକୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଖଣ୍ଡନ କରିଥିଲା। ସେହି ଭିଡିଓରେ ପ୍ରିୟାଙ୍କା ଗାନ୍ଧୀ ଏକ ରୁମ୍ ରେ କଂଗ୍ରେସ ପାର୍ଟି ଲୋଗୋ ଥିବା ରଙ୍ଗୋଲିକୁ ଝାଡୁ ମାରୁଥିଲେ। ଆପଣ ମାନେ […]

Continue Reading

କ’ଣ ଭାଇରାଲ ହେଉଥିବା ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମ୍ପ୍ରତି ସମୟର ଆମେରିକା ଗସ୍ତର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନ ଆମେରିକା ଗସ୍ତରେ ଯାଇଥିଲେ। ସେଠାରେ ଜୋରଶୋରରେ ତାଙ୍କ ସ୍ଵାଗତ ମଧ୍ୟ କରା ଯାଇଥିଲା। ସୋସିଆଲ ମିଡିଆରେ ଏହି ଘଟଣା ନେଇ ଅନେକ ପୋଷ୍ଟ ସେୟାର କରା ଯାଉଛି। ଏହା ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଠାରେ ଏକ ଷ୍ଟେଡିୟମରେ ହଜାରର ସଂଖ୍ୟାରେ ଲୋକ ମାନେ ନରେନ୍ଦ୍ର ମୋଦୀଙ୍କ ସ୍ଵାଗତରେ ଯୋଗଦାନ ଦେଇଥିବା ଦେଖିବାକୁ ମିଳିଛି। ଭିଡିଓ ସହିତ ପୋଷ୍ଟରେ ଦାବି କରା ଯାଇଛି […]

Continue Reading

କ’ଣ ଭିଡିଓରେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ପାର୍ଟି ଲୋଗୋର ରଙ୍ଗୋଲିକୁ ଝାଡୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ଲଖ୍ମିପୁର ଖେରୀ ପରିଦର୍ଶନ ଯାଉଥିବା ବେଳେ ପୋଲିସ ତାଙ୍କ ଗାଡିକୁ ଅଟକାଇ ତାଙ୍କୁ ଅଟକ ରଖିଥିଲା। ଏହି ଘଟଣା ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି। ଏହି ଘଟଣା ପ୍ରସଙ୍ଗରେ ଏକ ଭିଡିଓ ଭାଇରାଲ ହହେବାକୁ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରିୟଙ୍କା ଗାନ୍ଧୀ ଏକ ରୁମ୍ ରେ କଂଗ୍ରେସ ପାର୍ଟିର ଲୋଗୋ ଥିବା ରଙ୍ଗୋଲିକୁ ଝାଡୁ ମାରୁଛନ୍ତି। ଭିଡିଓ ଭାଇରାଲ କରି ପରିହାସ ରୂପେ ଦାବି କରା ଯାଇଛି ଯେ ପ୍ରିୟଙ୍କା ଗାନ୍ଧୀ ହାତ […]

Continue Reading

କ’ଣ ଜନସତ୍ତା ସମ୍ବାଦ ଶାହରୁଖ ଖାନଙ୍କର ମୁସଲିମ ମାନଙ୍କର ସମର୍ଥନରେ ଦେଇଥିବା ମନ୍ତବ୍ୟ ପ୍ରକାଶିତ କରିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଜନସତ୍ତା ସାବାଡର ଏକ ସ୍କ୍ରିନଶଟ୍ ଭାଇରାଲ ହେଉଛି। ଏହି ଭାଇରାଲ ସ୍କ୍ରିନଶଟ୍ ରେ ଶାହରୁଖ ଖାନଙ୍କର ଦ୍ଵାରା ମୁସଲିମ ମାନଙ୍କର ପାଇଁ ଦେଇଥିବା ଏକ ମନ୍ତବ୍ୟ ପ୍ରକାଶିତ ହେଇଛି। ଭାଇରାଲ ଫୋଟୋର ଶୀର୍ଷକରେ ଲେଖା ଯାଇଛି ଯେ ଶାହରୁଖ ଖାନ କହିଛନ୍ତି, “ଜଣେ ମୁସଲମାନ ହି ଅନ୍ୟ ମୁସଲମାନକୁ ବଢିବାରେ ସାହାଯ୍ୟତା କରି ପାରିବ। ଆଜି ଯଦି ମୁଁ ସୁପରଷ୍ଟାର ଅଛି ତେବେ ବିଶେଷ ଧନ୍ୟବାଦ ମୋର ସେହି ମୁସଲମାନ ଭାଇ ମାନଙ୍କୁ […]

Continue Reading

କ’ଣ ଏହି ଭାଇରାଲ ଭିଡିଓରେ ହେଉଥିବା ଆନ୍ଦୋଳନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନିକଟରେ ଆମେରିକା ପରିଦର୍ଶନ ସମୟର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ଆମେ ଜାଣିଛୁ ଯେ ଗତ ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ପରିଦର୍ଶନରେ ଯାଇଥିଲେ। ଏହା ନେଇ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ଫୋଟୋ ଏବଂ ଭିଡିଓ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଆମେ ଦେଖିବାକୁ ପାଇଲୁ ଯେ କିଛି ବିଦେଶୀ ଲୋକେ ନରେନ୍ଦ୍ର ମୋଦୀଙ୍କର ବିରୋଧ କରୁଛନ୍ତି। ରାସ୍ତାରେ ବିରୋଧ ପ୍ରଦର୍ଶନ ସମୟରେ ସେ ମାନେ ‘ମୋଦୀ ଭାରତର ହିଟଲର’ ନାରା ସହିତ କାଶ୍ମୀରରେ ଜନତାଙ୍କ ଉପରେ ଯନ୍ତ୍ରଣା […]

Continue Reading