କ’ଣ ମନ୍ଦିରରେ ପଶି ଥିବା ହେତୁ ବ୍ରାହ୍ମଣ ମାନେ ଏହି ଶୂଦ୍ର ଶିଶୁ ଉପରେ ନିର୍ଯାତନା କରିଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ରାଜସ୍ଥାନରେ ଜଣେ ଦଳିତ ଶିଶୁ ବିଦ୍ୟାଳୟରେ ନିଜ ଉଚ୍ଚ ଜାତି ଶିକ୍ଷକଙ୍କ ମାଠିଆରୁ ପାଣି ପିବା କାରଣରୁ ତାକୁ ମାରି ହତ୍ୟା କରା ଯାଇଥିଲା। ୯ ବର୍ଷୀୟ ଶିଶୁ ଇନ୍ଦ୍ର କୁମାର ମେଘୱାଲ ନିଜ ଶିକ୍ଷକଙ୍କ ଠାରୁ ନିର୍ଯାତନା ସାହି ନପାରି ହସ୍ପିଟାଲରେ ଚିକିତ୍ସା ସମୟରେ ପ୍ରାଣ ହରାଇ ଥିଲେ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଜଣେ ଶିଶୁ ଆଘାତ ଅବସ୍ଥାରେ ଦେଖିବାକୁ ମିଲିଛନ୍ତି। ତାଙ୍କ ଶରୀରରେ […]

Continue Reading

କ’ଣ ଏସିଆ କପ୍ ୨୦୨୨ ରେ ପାକିସ୍ତାନ ଭାରତ ଠାରୁ ପରାସ୍ତ ହେବା ପରେ ସେଠିକାର ଲୋକ ମାନେ ଟିଭି ଭାଙ୍ଗୁଛନ୍ତି?

ରବିବାର ଦୁବାଇରେ ଚାଲିଥିବା ଏସିଆ କପ୍ ସିରିଜରେ ଭାରତ ପାକିସ୍ତାନକୁ ପାଞ୍ଚ ୱିକେଟରେ ପରାସ୍ତ କରିଛି। ଏହା ପରେ ପାକିସ୍ତାନୀ ଲୋକଙ୍କ ଟିଭି ଭାଙ୍ଗୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ସହ ଦାବି କରାଯାଇଛି ଯେ ନିକଟରେ ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ପରାସ୍ତ ହେବା ପରେ ସେଠିକାର ଲୋକମାନେ ଟିଭି ଭାଙ୍ଗି ପାକିସ୍ତାନୀ ଖେଳାଳିଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ଜଣେ ଇରାନୀ ଯୁବକ ମକ୍କା ଧର୍ମପୀଠରେ ଦୁଧ ଢାଳି କହୁଛି ଯେ ତାଙ୍କର ପୂର୍ବଜ ହିନ୍ଦୁ ଥିଲେ? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ମୁସଲମାନ ମାନଙ୍କ ଧର୍ମପୀଠ ମକ୍କାର ଅଟେ। ଭିଡିଓରେ ଦେଖିବାକୁ ମିଳିଛିଜେ ଲୋକଙ୍କ ଏକ ବିଶାଳ ସମାଗମ ମକ୍କା ପରିଦର୍ଶନ କରୁଥିବା ସମୟରେ ଜଣେ ବ୍ୟକ୍ତି ସେଠାରେ କିଛି ଢାଳିଛନ୍ତି। ଏହା ପରେ ଲୋକେ ତାଙ୍କୁ ଅଟକାଇବା ସହିତ ପୋଲିସ ମଧ୍ୟ ହସ୍ତକ୍ଷେପ କରୁଛି।  ଦାବି ଅନୁଯାୟୀ ଭିଡିଓରେ ଥିବା ବ୍ୟକ୍ତି ଜଣେ ଇରାନୀ ଯୁବକ ଯେ ମକ୍କାରେ ଦୁଧ ଢାଳି କହୁଛି ଯେ […]

Continue Reading

ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ମୃତ ଶରୀରକୁ ଅଟଲ୍ ବିହାରୀ ବାଜପାୟୀଙ୍କ ନାମରେ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

16 ଅଗଷ୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁ ବାର୍ଷିକୀ ପାଳନ କରା ଯାଇଥିଲା। ଏହି ଅବସରରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳିର ପ୍ରତୀକ ଭାବରେ ତାଙ୍କ ଫଟୋ ପୋଷ୍ଟ କରିଛନ୍ତି।  ଏହି ପ୍ରସଙ୍ଗରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି। ଫୋଟୋରେ ଜଣେ ବ୍ୟକ୍ତି ମରୁତ ଅବସ୍ଥାରେ ଥିବା ବେଳେ ତାଙ୍କ ନିକଟରେ ଥିବା ଲୋକେ ଶୋକ ପ୍ରକାଶ କରୁଛନ୍ତି। ଦାବି କରା ଯାଉଛି ଯେ ଏହି […]

Continue Reading

କ’ଣ ପ୍ରକୃତରେ ଆରଏସଏସ କର୍ମୀ ମାନେ ଇଂରାଜୀ ରାଣୀଙ୍କୁ ସମ୍ମାନ ଦେଉଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମହିଳାଙ୍କୁ ଆରଏସଏସ କର୍ମୀ ମାନେ ସମ୍ମାନ ଦେଉଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଫୋଟୋରେ ଥିବା ମହିଳା ଇଂରାଜୀ ରାଣୀ ଅଟନ୍ତି। ଫୋଟୋ ସେୟାର କରି ଆରଏସଏସର ଦେଶପ୍ରେମ ଉପରେ ପ୍ରଶ୍ନ କରା ଯାଉଛି।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିଭିନ୍ନ ସମୟ ଏବଂ ଅବସରର ଫୋଟୋକୁ ଯୋଡି ଭାଇରାଲ ହେଉଥିବା ଫୋଟୋ ସୃଷ୍ଟି […]

Continue Reading

କ’ଣ ୫୩ ଦେଶର ସଚିବଙ୍କ ଭିତରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରା ଯାଇଛି? ଭାଇରାଲ ଫୋଟୋର ସତ୍ୟତା ଜାଣନ୍ତୁ। 

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ କିଛି ଲୋକଙ୍କ ସହିତ ସାକ୍ଷାତ କରୁଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫୋଟୋ ସହିତ ଦାବି କରା ଯାଇଛି ଯେ ୫୩ ଦେଶର ସଚିବଙ୍କ ଭିତରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରା ଯାଇଛି କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଜେନେଭା ଭିତ୍ତିକ ସଂଗଠନର ଆନ୍ତର୍ଜାତୀୟ ବ୍ୟବସାୟ ସମ୍ପ୍ରଦାୟ ସହିତ ମୋଦୀଙ୍କ ଫୋଟୋକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।  […]

Continue Reading

ନିତିନ ଗଡକରୀଙ୍କ ଏକ ଏଡିଟ୍ ହୋଇଥିବା ଭିଡିଓକୁ ସେୟାର କରି ଦାବି କରା ଯାଉଛି ଯେ ସେ ବିଜେପି ଦଳ ଛାଡୁଛନ୍ତି।

ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଦଳର ସଂସଦୀୟ ବୋର୍ଡରୁ ହଟାଇବା ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନିକଟରେ ଆରଏସଏସ ନେତୃତ୍ୱ ସହମତିରେ ନିଆଯାଇଛି।  ଏହା ମଧ୍ୟରେ ନିତିନ ଗାଡକରୀଙ୍କ ଭାଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ନିତିନ ଗଦକରୀ ବିଜେପି ଦଳ ଛାଡୁଛନ୍ତି ଏବଂ ସେ କହିଛନ୍ତି ଯେ ସେ ତାଙ୍କ ମନ୍ତ୍ରୀପଦ ହରାଇଥିଲେ ମଧ୍ୟ ତାଙ୍କୁ କୌଣସି ଅସୁବିଧା […]

Continue Reading

କ’ଣ ବିଜେପି କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣର ଏହି ଘଟଣା ତାମିଲ ନାଡୁ ରାଜ୍ୟର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକେ ରାସ୍ତାରେ ବିଜେପି ସମର୍ଥକଙ୍କୁ ମାଡ ମାରୁଛନ୍ତି। ଭିଡିଓ ଦେଖି ଅନୁମାନ ହେଉଛି ଯେ ଏକ ରେଲିର ପ୍ରଦର୍ଶନରେ ଏହି ଘଟଣା ଘଟିଛି।  ପୋଷ୍ଟର ଦାବି ଅନୁଯାୟୀ ଏହି ଘଟଣା ତାମିଲ ନାଡୁ ରାଜ୍ୟରେ ଘଟିଛି। ମୋଦୀ ସରକାର ଦେଶର ବିଭିନ୍ନ ସଂସ୍ଥାକୁ ଘରୋଇକରଣ ନାମରେ ଉଦ୍ୟୋଗପତିଙ୍କୁ ବିକିଥିବା ନେଇ ତାମିଲ ନାଡୁ ଜନତା ବିଜେପି ସମର୍ଥକଙ୍କୁ ଆକ୍ରମଣ କରିଛନ୍ତି।  କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଭାଇରାଲ ଭିଡିଓରେ ଭାରତୀୟ ସେନା ଯବାନ ମାନେ କାଶ୍ମୀରରେ ଜଣେ ପଥରମରାଲିଙ୍କୁ ଗୁଳି ମାରିଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କ ଏକ ସମୂହ ରାସ୍ତାରେ ପଥର ଫିଙ୍ଗୁଠିବା ନଜର ଆସୁଛନ୍ତି। ଏହି ଭିଡିଓରେ ଗୁଳି ଚାଳନାର ଆୱାଜ ମଦ୍ୟ ଶୁଣିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଜଣେ ବ୍ୟକ୍ତି ପଥର ଫିଙ୍ଗୁଛନ୍ତି ସେତେବେଳେ ତାଙ୍କ ଉପରେ ଗୁଳି ମାଡ କରା ଯାଉଛି ଏବଂ ସେ ଆଘାତ ହୋଇ ପଡି ଯାଉଛନ୍ତି।  ଡାବୁ ଅନୁଯାୟୀ ଏହି ଦୃଶ୍ୟ କାଶ୍ମୀରର ଅଟେ। ଲୋକେ ଭାରତ ସେନା […]

Continue Reading

କ’ଣ ଦର୍ଶକ ମାନେ ଲାଲ ସିଂ ଚଢା ସିନେମା ଦେଖିବାକୁ ଆସନ୍ତୁ ସେଥିପାଇଁ ଆମିର ଖାନ ଶିବ ମନ୍ଦିରରେ ଆଳତି କରୁଛନ୍ତି? ଜାଣନ୍ତୁ ସତ୍ୟ।

ଆମିର ଖାନଙ୍କ ପିକେ ଫିଲ୍ମରେ ହିନ୍ଦୁ ଦେବୀ ଦେବତା ମାଙ୍କୁ ଅପମାନିତ ଅଭିଯୋଗ ଲଗାଇ ଦେଶରେ ଅନେକ ଲୋକେ ତାଙ୍କ ନୂତନ ସିନେମା ଲାଲ ସିଂ ଚଢାକୁ ବୟକଟ୍ କରିବା କରିଛନ୍ତି। ଏହା ଫଳରେ ଆମିର ଖାନଙ୍କ ଲାଲ ସିଂ ଚଢା ଫିଲ୍ମ ବକ୍ସଅଫିସରେ ଭଲ ପ୍ରଦର୍ଶନ କରି ପାରି ନାହିଁ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅମିର ଖାନ ଭଗବାନଙ୍କ ସାମନାରେ […]

Continue Reading

ଭାଇରାଲ ଫୋଟୋରେ ଜଣେ ଯୁବକ ଭାରତୀୟ ଜାତୀୟ ପତକାକୁ ନିଆ ଲଗାଇଥିବାର କାରଣ କ’ଣ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଫୋଟୋ ଗୁଡିକରେ ଜଣେ ଯୁବକ ଭାରତୀୟ ଜାତୀୟ ପତକାକୁ ନିଆ ଲଗାଉଥିବା ଦେଖିବାକୁ ମିଳିଛି। ଫୋଟୋ ସେୟାର କରି ଏହି ଯୁବକଙ୍କୁ ଗିରଫ କରିବାର ଦାବି କରା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ପରେ ଜାଣିବାକୁ ପାଇଲା ଯେ ଏହା ଏକ ପୁରୁଣା ଘଟଣା ଯାହା 2016 ମସିହାରେ ତାମିଲ ନାଡୁ ରାଜ୍ୟରେ ଘଟିଥିଲା।  କ’ଣ କୁହା ଯାଇଛି ପୋଷ୍ଟରେ?  ଜଣେ ଯୁବକ ଭାରତୀୟ […]

Continue Reading

କ’ଣ ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ୧ ବର୍ଷୀୟ ଶିଶୁ ମାନଙ୍କ ପାଇଁ ମଧ୍ୟ ଲାଗିବ ପୁରା ରେଳବାଇ ଟିକଟ? ଜାଣନ୍ତୁ ସତ୍ୟ। 

ଚଳିତ ବର୍ଷ ଭାରତ ନିଜ ୭୫ ସ୍ଵାଧୀନତା ଦିବସ ପାଳନ କରିଛି। ଯେତେବେଳେ ଦେଶରେ ଆନନ୍ଦର ଏହି ମୂହୁର୍ତ୍ତ ପାଳନ କରୁଥିଲା ସେତେବେଳେ କେନ୍ଦ୍ର ସରକାର ଉପରେ ଏକ ଗମ୍ଭୀର ଅଭିଯୋଗ ସାମନାକୁ ଆସିଛି।  ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ କନକ ନ୍ଯୁଜର ଏକ ଫୋଟୋରେ ଲେଖା ହେଇଥିବା ଦେଖିବାକୁ ମିଳିଛି ଯେ ରେନରେ ୧ ବର୍ଷ ପିଲାଙ୍କ ପାଇଁ ମଧ୍ୟ ଏବେ ପୁରା ଟିକଟ ଦର ଲାଗିବା। ଫୋଟୋ ସେୟାର କରି […]

Continue Reading

କ’ଣ ଭିଡିଓରେ ଥିବା ବାଳକ ରାଜସ୍ଥାନର ସେହି ଦଳିତ ଛାତ୍ର ଯିଏ ଶିକ୍ଷକଙ୍କ ମାଡ଼ କାରଣରୁ ନିଜ ପ୍ରାଣ ହରାଇଛି? ଜାଣନ୍ତୁ ସତ୍ୟ। 

ରାଜସ୍ଥାନର ଜାଲୋର ଜିଲ୍ଲାର ସାୟଲା ପୋଲିସ ଥାନା ଅଞ୍ଚଳରେ ଜଣେ ଦଳିତ ଛାତ୍ରର ମୃତ୍ୟୁକୁ ନେଇ ରାଜ୍ୟରେ ରାଜନୀତି ତୀବ୍ର ହୋଇଛି। ଏହି ଘଟଣା ପରେ ସୋସିଆଲ ମିଡିଆରେ ଏହି ଖବର ସମ୍ବନ୍ଧୀୟ ବିଭିନ୍ନ ଦାବି ସହିତ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି।  ସୋସିଆଲ ମିଡିଆରେ ଏକ ଶିଶୁର ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ମାଠିଆରୁ ପାଣି ପିଥିବାରୁ ଶିଶୁଟିକୁ ମାରି ତାହାର ହତ୍ୟା କରି ଦିଆ ଯାଇଛି।  କ’ଣ […]

Continue Reading

କ’ଣ ଅକ୍ସଫୋର୍ଡ ଡିକ୍ସିନାରି ଭାରତ (INDIA) ର ନାମର ଅର୍ଥ ଇଣ୍ଡିପେଣ୍ଡେଣ୍ଟ୍ ନେସନ୍ ଡିକ୍ଳେୟାର୍ଡ ଇନ୍ ଅଗଷ୍ଟ ବୋଲି ଉଲ୍ଲେଖ କରିଛି? ଜାଣନ୍ତୁ ସତ୍ୟ।

ଭାରତର ୭୫ ତମ ସ୍ଵାଧୀନତା ଦିବସର ଅବସରରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଦାବି କରା ଯାଇଛି ଯେ ଅକ୍ସଫୋର୍ଡ ଡିକ୍ସିନାରି ଭାରତ (INDIA) ର ନାମର ଅର୍ଥ ଇଣ୍ଡିପେଣ୍ଡେଣ୍ଟ୍ ନେସନ୍ ଡିକ୍ଳେୟାର୍ଡ ଇନ୍ ଅଗଷ୍ଟ ବୋଲି ଉଲ୍ଲେଖ କରିଛି। ଭାରତକୁ ୧୫ ଅଗଷ୍ଟରେ ସ୍ଵାଧୀନତା ମିଳିଥିବାରୁ ଇଣ୍ଡିଆର ନାମକୁ ଇଣ୍ଡିପେଣ୍ଡେଣ୍ଟ୍ ନେସନ୍ ଡିକ୍ଳେୟାର୍ଡ ଇନ୍ ଅଗଷ୍ଟ (ସ୍ଵାଧୀନ ଦେଶ ଅଗଷ୍ଟରେ ଘୋଷିତ) ବୋଲି ରକ୍ଷା ଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ ଭୁଷୁଡି ପଡିଥିବା ରାଜପଥର ଏହି ଭିଡିଓ ଓଡ଼ିଶାର ଅଟେ କି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ରାଜପଥ ଭୁସୁଡି ପଡିଥିବା ଦେଖିବାକୁ ମିଳିଛି। ରାଜପଥ ଭୁସୁଡି ପଡିଥିବା କାରଣରୁ କିଛି ଗାଡି ସେଠାରେ ଅଟକି ରହିଛି। ଦାବି ଅନୁଯାୟୀ ଭାଇରାଲ ଭିଡିଓ ଓଡ଼ିଶାର ଅଟେ।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ହିମାଚଳ ପ୍ରଦେଶ ରାଜ୍ୟରେ ଶିମ୍ଳା-କାଲକା ରାଜପଥର ଦୃଶ୍ୟ ଅଟେ।  କ’ଣ କୁହା ଯାଇଛି ପୋଷ୍ଟରେ? ଭିଡିଓ ସେୟାର କରି […]

Continue Reading

କ’ଣ ସ୍ଵାଧୀନତା ଦିବସ ସପ୍ତାହ ଅବସରରେ ଆରଏସଏସ କାର୍ଯ୍ୟକର୍ତ୍ତା ମାନେ ତିରଙ୍ଗା ସ୍ଥାନରେ ବିଜେପି ପାର୍ଟିର ପତକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ ଗାଉଛନ୍ତି? ଜାଣନ୍ତୁ ସତ୍ୟ। 

ସ୍ଵାଧୀନତା ଦିବସ ବାସରରେ ପ୍ରଧାନମନ୍ତ୍ରୀ ମୋଦୀ ହର ଘର ତିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ୧୩ ଅଗଷ୍ଟରୁ ନେଇ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସେ ଦେଶ ବାସୀଙ୍କୁ ନିଜ ନିଜ ଘରେ ତିରଙ୍ଗା ଲଗାଇବା ପାଇଁ ଅନୁରୋଧ କରିଛନ୍ତି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ଏକ ସଭାରେ ବିଜେପିର ପାର୍ଟି ପତକା ଉତ୍ତୋଳିତ କରି ଜାତୀୟ ସଙ୍ଗୀତ ଗାଉଛନ୍ତି। […]

Continue Reading

କ’ଣ ସମୁଦ୍ରରେ ବର୍ଗାକାରୀ ଲହଡି ସୁନାମୀ ଆସିବାର ସଂକେତ ଦେଇ ଥାଏ? ଜାଣନ୍ତୁ ସତ୍ୟ। 

ପ୍ରାକୃତିକ ପ୍ରଳୟ ପ୍ରତି ମଣିଷର ଭୟ ସଦା ବେଳେ ରହି ଥାଏ। ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟର ଲକ୍ଷଣ ଜାଣିବାକୁ ମଣିଷ ସର୍ବଦା ଚେଷ୍ଟା କରି ଆସୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ସୁନାମୀ ଆସିବା ପୂର୍ବରୁ ସମୁଦ୍ର କେଉଁ ପ୍ରକାର ସଂକେତ ଦେଇଥାଏ ତାହା ବିଷୟରେ କୁହା ଯାଇଛି। ପୋଷ୍ଟରେ ଦାବି କରା ଯାଇଛି ଯେ ସୁନାମୀ ଆସିବା ପୂର୍ବରୁ ସମୁଦ୍ରରେ ବର୍ଗାକାରୀ ଆକାରରେ ଲହଡି ଉତପନ ହୋଇଥାଏ।  କିନ୍ତୁ ଫ୍ୟାକ୍ଟ […]

Continue Reading

ଆମିର ଖାନଙ୍କ 4 ବର୍ଷ ପୁରୁଣା ଭିଡିଓକୁ ‘ଲାଲ ସିଂ ଚଢ଼ା’ ଫିଲ୍ମ ଫ୍ଲପ ଦାବିରେ ଭାଇରାଲ କରାଯାଉଛି।

‘ଲାଲ ସିଂ ଚଢ଼ା’ ରିଲିଜ୍ ହେବା ପରେ ଆମୀର ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଫିଲ୍ମର ଫ୍ଲପ୍ କୁ ନେଇ କହୁଛନ୍ତି। ଭିଡିଓ ସେୟାର କରି ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଆମିର ଖାନ ଗ୍ରହଣ କରିଛନ୍ତି, ‘ଲାଲ ସିଂ ଚାଧା’ ଫ୍ଲପ୍ ହେବା ପଛରେ ତାଙ୍କର ହାତ ଅଛି।  Badal Panda ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, କତାର_ବଳ_ଯାହା_ଆଜି_ସ୍ପଷ୍ଟ_ଦେଖାଯାଉଛି।ଭାରତ […]

Continue Reading

କ’ଣ ଆଜାଦୀ କା ଅମୃତ ମୋହତ୍ସବ ଅବସରରେ ତିରଙ୍ଗାରେ ରଙ୍ଗେଈ ହେଇଛି ଏହି ଝରଣା? ଜାଣନ୍ତୁ ସତ୍ୟ।

ସାରା ଦେଶ ୭୫ ତମ ସ୍ଵାଧୀନତା ଦିବସ ପାଇଁ ଆଜାଦୀର ଅମୃତ ମୋହତ୍ସବ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବାସୀଙ୍କୁ ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଘରେ ତିରଙ୍ଗା ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ଏହା ଛଡା ରେ ଏହା ମଧ୍ୟ କହିଛନ୍ତି ଯେ ଦେଶବାସୀ ନିଜ ଡ଼ିପି ଏବଂ ପ୍ରୋଫାଇଲ୍ ଫୋଟୋରେ ତିରଙ୍ଗା ଲଗାନ୍ତୁ।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଝରଣାର ପାଣି ଆମ […]

Continue Reading

କ’ଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ ଯେ ଭାରତର ସମ୍ବିଧାନ ଉପରେ ପ୍ରଥମ ମୁସଲମାନ ମାନଙ୍କର ରହିବ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ ସିଂଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମନମୋହନ ସିଂ କହୁଛନତି ଯେ ଦେଶରେ ସଂଖ୍ୟାଲଘୁ, ବିଶେଷ ଭାବରେ ମୁସଲିମ ମାନଙ୍କୁ ପ୍ରଥମ ଅଧିକାର ଅଛି।  ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଡାଃ ମନମୋହନ ସିଂ କହୁଛନ୍ତି ଯେ ଦେଶର ସମ୍ବିଧାନ ଉପରେ ପ୍ରଥମ ଅଧିକାର ମୁସଲିମ ମାନଙ୍କ ରହିବ।  ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ମୂଳ […]

Continue Reading

କ’ଣ ରାହୁଲ ଗାନ୍ଧୀ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବା ପାଇଁ କହୁଛନ୍ତି ? ଏଡିଟେଡ୍ କ୍ଲିପ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ ଉଭୟ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବାକୁ ପଡ଼ିବ।  ଏହି କ୍ଲିପକୁ ନେଇ ସୋସିଆଲ ମିଡିଆ ୟୂଜର୍ସ ଲେଖିଛନ୍ତି ଯେ, ‘ହିନ୍ଦୁମାନେ, ବର୍ତ୍ତମାନ ବୁଝନ୍ତୁ। ଜାଗ୍ରତ ହୁଅ, ‘ସେଠାରେ ବସିଥିବା ଅଦରକାରୀ ଲୋକଙ୍କ ମଧ୍ୟରେ କୌଣସି ହିନ୍ଦୁ ନାହାଁନ୍ତି କି? ଭାଇରାଲ ଭିଡିଓରେ ଲୋକଙ୍କ ଭିଡ଼ ଦେଖିବାକୁ ମଳୁଛି। ଏହି ସଭାରେ ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ଅଛନ୍ତି। ଭିଡିଓରେ ରାହୁଲ ଗାନ୍ଧୀ […]

Continue Reading

କ’ଣ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ରାଷ୍ଟ୍ରପତି ଭବନରେ ଆମିଷ ଭୋଜନ ଉପରେ ପପ୍ରତିବନ୍ଧ ଲଗାଯାଇଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ତୀବ୍ର ଭାବରେ ଭାଇରାଲ ହେବାରେ ଲାଗିଛି। ଖବରରେ ଦାବି କରା ଯାଇଛି ଯେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆମିଷ ଭୋଜନ ରନ୍ଧା ଉପରେ ପ୍ରତିବନ୍ଧ ଲଗାଇଛନ୍ତି। ଏହି ପୋଷ୍ଟ ଦ୍ଵାରା ରାଷ୍ଟ୍ରପତିଙ୍କ ପ୍ରଶଂସା କରା ଯାଇଛି ଏବଂ ଏହା ହିନ୍ଦୁରାଷ୍ଟ୍ରର ପ୍ରାରମ୍ଭ ବୋଲି ଦାବି କରା ଯାଇଛି।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ରାଷ୍ଟ୍ରପତି ଭବନରେ ଆମିଷ ଭୋଜନ ଉପରେ […]

Continue Reading

କ’ଣ ଡାଃ ବି.ଆର ଆମ୍ବେଦକର କହିଥିଲେ ଯେ ଯଦି ଜଣେ ଆଦିବାସୀ ମହିଳା ଭାରତର ରାଷ୍ଟ୍ରପତି ପଦବୀରେ ନିଯୁକ୍ତି ହୁଅନ୍ତି ତେବେ ଦେଶରୁ ଅରକ୍ଷଣ ହଟାଇ ଦେବା ଉଚ୍ଚିତ? ଜାଣନ୍ତୁ ସତ୍ୟ। 

ଗତ ମାସ ଓଡ଼ିଶାର ଜଣେ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ରାଷ୍ଟ୍ରପତି ଘୋଷିତ କରା ଯାଇଥିଲା। ଦ୍ରୌପଦୀ ମୁର୍ମୁ ଭାରତର ୧୫ ତମ ରାଷ୍ଟ୍ରପତି ଏବଂ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବରେ ନିଯୁକ୍ତି ହୋଇଛନ୍ତି। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି।  ଏହି ପ୍ରସଙ୍ଗରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଡାଃ ବି.ଆର ଆମ୍ବେଦକର କହିଥିଲେ […]

Continue Reading

ସରକାରୀ ବିଦ୍ୟାଳୟରେ ଶିକ୍ଷକଙ୍କ ଖରାପ ଅବସ୍ଥା ଏବଂ ଅସାଧୁତାକୁ ଦର୍ଶାଉଥିବା ଏହି ଭିଡିଓ ଏକ ପ୍ରକାରର ନାଟକ ବା ମନୋରଞ୍ଜନ ଭିଡିଓ ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ସାମ୍ବାଦିକ ଏକ ସରକାରୀ ବିଦ୍ୟାଳୟରେ କିଛି ଶିକ୍ଷକଙ୍କୁ ପଚରା ଉଚରା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ ଶିକ୍ଷକଙ୍କୁ ଗଣିତ ଏବଂ ସଂସ୍କୃତ ବିଷୟ ନେଇ ସରଲ ପ୍ରଶ୍ନ କରୁଛନ୍ତି। କିନ୍ତୁ ଶିକ୍ଷକ ମାନେ ତାଙ୍କର ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାଁନ୍ତି। ଜାଣିବାକୁ ମିଳିଛି ଯେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ତାଙ୍କ ସ୍ଵାମୀ ଏବଂ ଅନ୍ୟ ଏକ ଅଧ୍ୟାପକଙ୍କ ସ୍ଥାନରେ ତାଙ୍କ […]

Continue Reading

କ’ଣ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ନିଜ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଗୋ ମାଂସ ଖାଇବାକୁ ଦେଉଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ସ୍ମୃତି ଇରାନୀ ଏବଂ ତାଙ୍କ ଝିଅ ଖୁବ ଚର୍ଚ୍ଚାରେ ଅଛନ୍ତି। ନିକଟରେ କଂଗ୍ରେସ ଦଳ ସ୍ମୃତି ଇରାନୀଙ୍କ ଝିଅ ଯୋଇଶ ଇରାନୀଙ୍କୁ ଗୋଆରେ ଏକ ରେଷ୍ଟୁରାଣ୍ଟ୍ ଏବଂ ବାର ବେଆଇନ ଭାବରେ ଚଲାଉଥିବା ଅଭିଯୋଗ କରିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ଦୁଇଟି ଫୋଟୋ ଭାଇରାଲ ହେଉଛି। ପ୍ରଥମ ଫୋଟୋରେ ଗୋଟିଏ ରେଷ୍ଟୁରାଣ୍ଟର ମେନୁରେ ବିଫ୍ ବା ଗୌ ମାଂସ ଖାଦ୍ୟ ଉଲ୍ଲେଖ ହେଇଛି ଏବଂ ଦ୍ଵିତୀୟ ଫୋଟୋରେ ସ୍ମୃତି ଇରାନୀଙ୍କ ଝିଅ ଯୋଇଶ […]

Continue Reading

କ’ଣ ଭାଇରାଲ ଭିଡିଓ ନୀରଜ ଚୋପଡ଼ାଙ୍କ ଦ୍ଵାରା ବିଶ୍ଵ ଆଥ୍ଲେଟିକ ପ୍ରତିଯୋଗୀତାରେ ରୋପ୍ୟ ପଦକ ଜିତିଥିବା ଦୃଶ୍ୟକୁ ଦର୍ଶାଉଛି?

ଅଲମ୍ପିକ୍ ସୁନା ପଦକ ବିଜେତା ନୀରଜ ଚୋପଡ଼ା ଦେଶ ପାଇଁ ଆହୁରି ଏକ ଗୌରବ ଆଣିଛନ୍ତି। ନିକଟରେ ହେଇଥିବା ବିଶ୍ଵ ଆଥ୍ଲେଟିକ ପ୍ରତିଯୋଗୀତାରେ ସେ ଜାଭେଲିନ୍ ଥ୍ରୋ ପ୍ରତିଯୋକିତାରେ ଦ୍ଵିତୀୟ ସ୍ଥାନରେ ରହି ରୋପ୍ୟ ପଦକ ଜିତିଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ନୀରଜ ଚୋପଡ଼ା ଏକ ପ୍ରତିଯୋଗୀତାରେ ଭାଗ ନେଇଛନ୍ତି। ଭିଡିଓ ସହିତ ଦାବି କରା ଯାଇଛି ଯେ ଏହି ଭିଡିଓଟି ତାଙ୍କ ବିଶ୍ଵ ଆଥ୍ଲେଟିକ […]

Continue Reading

କ’ଣ କରୋନା ଟୀକା ଦ୍ଵାରା ରୋଗୀଙ୍କ ମୃତ୍ଯୁ ହେଉଛି? କ’ଣ ଟୀକା ନେବା ହାନିକାରକ? ଜାଣନ୍ତୁ ସତ୍ୟ। 

ସୂଚନା ଅନୁଯାୟୀ ନିକଟରେ ଚାଇନା ପରେ, ଭାରତ ହେଉଛି ବିଶ୍ଵର ଦ୍ଵିତୀୟ ଦେଶ ଯିଏ ୨୦ କୋଟି ଠାରୁ ଅଧିକ ଲୋକଙ୍କୁ କୋଭିଡ ଟୀକାକରଣ କରିଛି। ଏହା ନେଇ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କହିଛନ୍ତି ଯେ ଟୀକାକରଣ କୋଭିଡ ବିରୋଧ ଲଢେଇରେ ସ୍ଥିତିକୁ ମଜବୁତ କରିଛି।  କୋଭିଡ ଟୀକା ନେଇ ସମୟ-ସମୟରେ ଆମେ ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେବାରେ ଦେଖିଛୁ। ଏହା ମଧ୍ୟରୁ କିଛି ପୋଷ୍ଟ ଏପରି ଦେଖିବାକୁ ମିଳିଛି ଯେଉଁଥିରେ ଲୋକଙ୍କୁ ଟୀକା ଜଡ଼ିତ […]

Continue Reading

କ’ଣ ବାଇକରେ କମ୍ ପେଟ୍ରୋଲ ଥିବା କାରଣରେ ଜଣେ ବ୍ୟକ୍ତିଙ୍କୁ ଜରିମାନା ଦେବାକୁ ପଡ଼ିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବାଇକ୍ ଚାଳକଙ୍କ ଜରିମାନାର ଚାଲାଣର ଫୋଟୋ ଭାଇରାଲ ହେଉଛି। କେରଳରେ ବାଇକରେ ଯଥେଷ୍ଟ ପେଟ୍ରୋଲ୍ ନଥିବା କାରଣରୁ ଚାଳକଙ୍କୁ ୨୫୦ ଟଙ୍କା ଜରିମାନା ଦେବାକୁ ପଡିଥିବା ଜଣା ପଡ଼ିଛି। ଏହା ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ କ’ଣ ଏପରି କୌଣସି ନିୟମ ଅଛି କି? କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ହେଉଥିବା ଚାଲାଣ ବାଇକରେ ପେଟ୍ରୋଲ୍ କମ୍ ଥିବା […]

Continue Reading

କ’ଣ ରାସ୍ତାରେ ଜମି ରହିଥିବା ବର୍ଷା ପାଣିର ଏହି ଭିଡିଓ ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟ।

ଦେଶରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା କାରଣରୁ ଅନେକ ସ୍ଥାନରେ ବନ୍ୟାର ପରିସ୍ଥିତି ହେଇଛି। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଆପଣ ମାନେ ଦେଖି ପାରିବେ ଯେ ରାସ୍ତାରେ ପାଣି ଜମି ରହିଥିବା ସ୍ଥିତିରେ କିଛି ଲୋକେ ଗାଡ଼ିକୁ ଠେଲି ନେଉଛନ୍ତି।  ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହା ଦିଲ୍ଲୀର ଦୃଶ୍ୟ ଅଟେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଅଡିଓ […]

Continue Reading

କ’ଣ ଭାରାତର ସମ୍ବିଧାନରେ ଧାରା ୩୦(କ) ଅନ୍ତର୍ଗତ ହିନ୍ଦୁ ମାନଙ୍କୁ କୌଣସି ଶିକ୍ଷା ଅନୁଷ୍ଠାନରେ ବେଦ, ଗୀତା ଇତିୟାଦୀର ଶିକ୍ଷା ପ୍ରଦାନ କରିବା ଅନୁମତି ଦିଆ ଯାଇ ନାହିଁ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଭାରତର ସମ୍ବିଧାନର ଧାରା ୩୦ ଏବଂ ୩୦(କ) ବିଷୟରେ ଉଲ୍ଲେଖ କରା ଯାଇଛି। ପୋଷ୍ଟରେ ଦୁଇଟି ଧାରା ମଧ୍ୟରେ ପାର୍ଥକ୍ୟ ଦେଖାଇ ପ୍ରମାଣ କରା ଯାଇଛି ଯେ କେଉଁ ପ୍ରକାରରେ ଆମ ସମ୍ବିଧାନରେ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁ ଧର୍ମଙ୍କ ମଧ୍ୟରେ ଦେଶରେ ଶିକ୍ଷା ପ୍ରଦାନ କରିବା ଅନୁମତି ଦିଆ ଯାଇଛି।  ଦାବି ଅନୁଯାୟୀ ଧାରା ୩୦(କ) ଅନୁସାରେ ହିନ୍ଦୁ ମାନଙ୍କୁ ହିନ୍ଦୁ ଧର୍ମର […]

Continue Reading

କ’ଣ ପାକିସ୍ତାନ ଆପତ୍ତି କଳା ପରେ ୧୯୬୬ ରେ କଂଗ୍ରେସ ସରକାର ମହମ୍ମଦ ରଫିଙ୍କ ଏକ ଗୀତକୁ ବ୍ୟାନ୍ କରିଥିଲା? ଜାଣନ୍ତୁ ସତ୍ୟ। 

ହିନ୍ଦୀ ସିନେମା ଜଗତର ଏକ ପୁରୁଣା ସଙ୍ଗୀତ ବର୍ତ୍ତମାନ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବାରେ ଲାଗିଛି। କାଶ୍ମୀର ଉପରେ ନିର୍ଧାରିତ ହେଇଥିବା ଏହି ସଙ୍ଗୀତର ଭିଡିଓକୁ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ପାକିସ୍ତାନ ଏହି ଗୀତକୁ ବିରୋଧ କରିଲା ପରେ ସେ ସମୟର କଂଗ୍ରେସ ସରକାର ମହମ୍ମଦ ରଫିଙ୍କ ଏହି ସଙ୍ଗୀତକୁ ବ୍ୟାନ୍ କରିଥିଲା।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। […]

Continue Reading

ଆସାମର ଏକ ବିଦ୍ୟାଳୟରେ ଅଜାନ ପଢୁଥିବା ଏହି ଭିଡିଓକୁ ଝାରଖଣ୍ଡର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀ ମାନେ ଅଜାନ ପଢୁଥିବା ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଏହି ଘଟଣା ଝାରଖଣ୍ଡ ରାଜ୍ୟର ଅଟେ।  ଭିଡିଓରେ କୁହା ଯାଇଛି ଯେ ଝାରଖଣ୍ଡର ଏକ ଗାଁରେ ମୁସଲିମ ଜନସଂଖ୍ୟା ୭୫% ହେଇଥିବା କାରଣରୁ ସେଠିକାର ବିଦ୍ୟାଳୟ ଗୁଡ଼ିକରେ ହିନ୍ଦୁ ଛାତ୍ରଛାତ୍ରୀ ମାନଙ୍କୁ ଜବରଦସ୍ତି ଅଜାନ ପଢାଇବା ପାଇଁ କୁହା ଯାଉଛି। ଦେଶରେ ଇସ୍ଲାମିକ ରାଜ୍ୟ […]

Continue Reading

ଚୀନର ୟେଲୋ ନଦୀ ଡ୍ୟାମର ଏକ ଭିଡିଓକୁ ଓଡ଼ିଶାର ହୀରାକୁଦ ଡ୍ୟାମର ଦୃଶ୍ୟ ଦାବି ଶୀତ ଭାଇରାଲ କରା ଯାଉଛି। 

ଦେଶର ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ବର୍ଷା ସ୍ଥିତି ହେଇଥିବା ସମୟରେ ଏହାର ପ୍ରଭାବ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉତ୍ପନ ହୋଇ ଲୋକଙ୍କ ଜୀବନ ଅସୁବିଧାରେ ପଡ଼ିଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି ଯେଉଁଥିରେ ଗୋଟିଏ ଡ୍ୟାମ୍ ରୁ ତୀବ୍ର ବେଗରେ ପାଣି ଛଡ଼ା ହେଇଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଭାଇରାଲ ଭିଡିଓ ସମ୍ବଲପୁରର ହୀରାକୁଦ ଡ୍ୟାମର ଦୃଶ୍ୟ […]

Continue Reading

କ’ଣ ରାଷ୍ଟ୍ରପଟି ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁ ପୁରୁଣା ଏବଂ ନୂତନ ଅଶୋକ ସ୍ତମ୍ବର ତୁଳନା କରି ଏକ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନ ଉପରେ ନିର୍ମାଣ ହୋଇଥିବା ଅଶୋକ ସ୍ତମ୍ବର ଉଦ୍ଦଘାଟନ କରିଥିଲେ। ଦେଖିବାକୁ ଗଲେ ଏହି ଅଶୋକ ସ୍ତମ୍ବ ପୁରୁଣା ଅଶୋକ ସ୍ତମ୍ବ ଠାରୁ ଟିକେ ଭିନ୍ନ ବୋଲି ଜଣା ପଡ଼ିଛି। ନୂତନ ଅଶୋକ ସ୍ତମ୍ବରେ ସିଂହର ମୂହ ଅଧିକା ଖୋଲା ଥିବା ଦାବି କରା ଯାଇଛି ଯାହା ଏକ ଗର୍ଜୁ ଥିବା ଭାରାତକୁ ଦର୍ଶାଉଛି ବୋଲି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି।  ଆମକୁ ଦ୍ରୌପଦୀ ମୁର୍ମୁଙ୍କ […]

Continue Reading

କ’ଣ ଜଣେ ମୌଲବୀଙ୍କ ୪ ଟି ସ୍ତ୍ରୀ ଏବଂ ୨୮ ସନ୍ତାନ ଥିବା ଭିଡିଓ ଭାରତର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସାମ୍ବାଦିକ ଜଣେ ମୌଲବୀଙ୍କ ସ୍ସାହିତ ଏକ ସାକ୍ଷାତ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ମୌଲବୀଙ୍କୁ ତାଙ୍କ ୪ ଟି ସ୍ତ୍ରୀ ଏବଂ ୨୮ ସନ୍ତାନଙ୍କ ବିଷୟରେ ପ୍ରଶ୍ନ କରୁଛନ୍ତି। ଭାଇରାଲ ଭିଡିଓର କମେଣ୍ଟରେ ଲୋକେ ଏପରି ପ୍ରତିକ୍ରିୟା ଦେଇଛନ୍ତି ଯେପରିକି ଏହି ଭିଡିଓ ଭାରତର ଅଟେ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓଟି ପାକିସ୍ତାନର ଅଟେ […]

Continue Reading

କ’ଣ ଭାଇରାଲ ଭିଡିଓରେ ଇନ୍ଦୋରରେ ଯୁବକ ମାନେ ଟ୍ରକର ହର୍ନରେ ତାଳ ଦେଇ ନାଗିନ ଦାନ୍ସ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ରାସ୍ତା ଉପରେ କିଛି ଯୁବକଙ୍କ ନାଚୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଯାଉଥିବା ସମୟରେ ଗୋଟିଏ ଟ୍ରକ୍ ନାଗିନ ଗୀତର ହର୍ଣ୍ଣ ବାଯାଇଥିବାରୁ ଯୁବକ ମାନେ ରାସ୍ତାରେ ନାଚିବା ଆରମ୍ଭ କରିଥିଲେ।  ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହି ଭିଡିଓ ମଧ୍ୟପ୍ରଦେଶର ଇନ୍ଦୋର ସହରର ଘଟଣା ଅଟେ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରା ଦାବିକୁ ମିଥ୍ୟା ବୋଲି ପାଇଲା। ଏହି […]

Continue Reading

କ’ଣ ଅବସର ନେବା ନିକଟ ହେଇ ଆସିଥିବା ବେଳେ ରାମନାଥ କୋଭିନ୍ଦ ଦେଶରେ ପଛୁଆ ବର୍ଗ ଏବଂ ମହିଳା ବିଚାରପତିଙ୍କୁ ନେଇ ନିଜ ମନ୍ତବ୍ୟ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

ଚଳିତ ବର୍ଷ ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଅବସର ନେବାକୁ ଯାଉଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କ ନାମରେ ଏକ ଖବର ଭାଇରାଲ ହେବାରେ ଲାଗିଛି। ଏକ ଖବରକାଗଜର ସ୍କ୍ରିନଶଟ୍ ଭାଇରାଲ ହୁଏଛି ଯେଉଁଥିରେ ରାମନାଥ କୋଭିନ୍ଦ ନ୍ୟାୟପାଳିକାରେ ପଛୁଆ ବର୍ଗ ଏବଂ ମହିଳା ମାନଙ୍କ ସଂଖ୍ୟାକୁ ନେଇ ପ୍ରଶ୍ନ କରିଛନ୍ତି।  ଏହି ପୋଷ୍ଟକୁ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ନିଜ ଅବସର […]

Continue Reading

ଭାରତର ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ଘଟଣାକୁ ଦିଲ୍ଲୀରେ ହିନ୍ଦୁ ସଂକଲ୍ପ ଯାତ୍ରାର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। 

ରାଜସ୍ଥାନର ଉଦୟପୁର, ଏବଂ ମହାରାଷ୍ଟ୍ରର ଅମରାବତି ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ବିରୋଧ କରି ବିଶ୍ଵ ହିନ୍ଦୁ ପରିଷଦ ସମ୍ବିଧାନ ସଂକଲ୍ପ ଯାତ୍ରା ନାମର ଏକ ରେଲି ଦିଲ୍ଲୀରେ ଆୟୋଜିତ କରିଥିଲା। ଦିଲ୍ଲୀର ମଣ୍ଡୀ ହାଉସ ଅଞ୍ଚଳରୁ ଯନ୍ତର ମନ୍ତର ଅଞ୍ଚଳ ତକ ଏହି ରେଲି କରା ଜୀବ ଯେଉଁଥିରେ ୫୦ ହଜାର ଲୋକେ ଯୋଗଦାନ ଦେବେ ବୋଲି ଦାବୋ କରା ଯାଇଥିଲା।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ […]

Continue Reading

କ’ନ ଭାଇରାଲ ଫୋଟୋରେ ନୁପୁର ଶର୍ମା ବିବାଦର ଶୁଣାଣୀ କରିଥିବା ଜଜ୍ ପାଦ୍ରୀୱାଲା ଏବଂ ଜଜ୍ ସୁର୍ଜ୍ୟକାନ୍ତ ଏନଡ଼ିଟିଭି ମାଲିକ ପ୍ରଣବ ରାଏଙ୍କ ସହିତ ଭୋଜନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ସୁପ୍ରିମ୍ କୋର୍ଟରେ ନୁପୁର ଶର୍ମା ବିବାଦ ମାମଲାରେ ଶୁଣାଣୀ କରିଥା ଜଜ୍ ଜେ.ବି.ପାଦ୍ରିୱାଲା ଏବଂ ଜଜ୍ ସୁର୍ଜ୍ୟକାନ୍ତଙ୍କ ନାମରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋ ଭାଇରାଲ କରି ଦାବି କରା ଯାଇଛି ଯେ ଜଜ୍ ପାଦ୍ରିୱାଲା ଏବଂ ଜଜ୍ ସୂର୍ଯ୍ୟକାନ୍ତ ଏନଡ଼ିଟିଭି ମାଲିକ ପ୍ରଣବ ରୋଏ ଏବଂ ଅନ୍ୟାନ୍ୟ ଲୋକଙ୍କ ସହିତ ଭୋଜନ କରୁଛନ୍ତି।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋରେ […]

Continue Reading

କ’ଣ ଜଣେ ମୁସ୍ଲିମ ଜିମ୍ ଟ୍ରେନର ମହିଳାଙ୍କ ସହିତ ଦୁର୍ବ୍ୟବହାର କରି ଜିମ୍ ଜିହାଦ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଜଣେ ଜିମ୍ ଟ୍ରେନର ଏବଂ ଏକ ମହିଳାଙ୍କ ଏକ ପୁରୁଣା ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଇଛି ଯେ ଏହି ଜିମ୍ ଟ୍ରେନର ଜଣେ ମୁଆଲ୍ମାନ ଅଟନ୍ତି ଯିଏ ଫୋଟୋରେ ଥିବା ମହିଳାଙ୍କୁ ଭୁଲ ଭାବରେ ସ୍ପର୍ଶ କରୁଛନ୍ତି। ଏହା ସହିତ ଦାବି କରା ଯାଇଛି ଯେ ମୁସ୍ଲିମ ମାନେ ଟ୍ରେନର ହେବା ତାଲିମ ନେଇ ବର୍ତ୍ତମାନ ଜିମ୍ ଜିହାଦ ଆରମ୍ଭ କରିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ବନ୍ୟା ପାଣିରେ ଭାସି ଯାଉଥିବା ବ୍ୟକ୍ତିକୁ ଏକ ହାତୀ ରକ୍ଷା କରୁଥିବା ଭିଡିଓ ଭାରତର? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବନ୍ୟା ପାଣିରେ ଭାସି ଯାଉଥିବା ଜଣେ ବ୍ୟକ୍ତିକୁ ଗୋଟିଏ ହାତୀ ଉଦ୍ଧାର କରୁଛି। ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ଏହି ଘଟଣା ଭାରତରେ ଘଟିଛି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ଭାରତର ନୁହେଁ ବରଂ ଥାଇଲାଣ୍ଡ ଦେଶର ଅଟେ।  କ’ଣ କୁହା ଯାଇଛି ପୋଷ୍ଟରେ? ଭିଡିଓ ସହିତ କୁହା ଯାଇଛି, “ଏଥିପାଇଁ ସନାତନ […]

Continue Reading

କ’ଣ ନୁପୁର ଶର୍ମା କେସ୍ ର ବିଚାରପତି ଜଜ୍ ଜେ.ବି.ପାଦ୍ରୀୱାଲା ଜଣେ କଂଗ୍ରେସ ବିଧାୟକ ଥିଲେ? ଜାଣନ୍ତୁ ସତ୍ୟ।

୧ ଜୁଲାଇ ୨୦୨୨ ରେ ନୁପୁର ଶର୍ମାଙ୍କ ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମ୍ କୋର୍ଟର ଜଜ୍ ସୂର୍ଯ୍ୟକାନ୍ତ ଏବଂ ଜେ.ବି. ପାଦ୍ରୀୱାଲା, ନୁପୁର ଶର୍ମାଙ୍କୁ ନିନ୍ଦା କରି କହିଛନ୍ତି ଯେ ତାଙ୍କ ବିବାଦୀୟ ବିବୃତ୍ତି କାରଣରୁ ଦେଶରେ ସମ୍ପ୍ରଦାୟିକ ନିଆ ଲାଗିଛି। ସେଥିପାଇଁ ତାଙ୍କୁ ସମଗ୍ର ଦେଶକୁ କ୍ଷମା ମାଗିବା ଉଚିତ।  ସୁପ୍ରିମ୍ କୋର୍ଟର ଏହି ବିବୃତ୍ତି ପରେ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହିତ ଜଣେ ବିଚାରପତିଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ […]

Continue Reading

କ’ଣ ଜଣେ ସୈନ୍ୟ ଯବାନ ଆଉ ଜଣେ ଆଘାତ ଯବାନଙ୍କ ସେବା କରୁଥିବା ଫୋଟୋ ଭାରତର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ସୈନିକ ନିଜ ଆଘାତ ସାଥିର ସାହାଯ୍ୟତା କରୁଛି। ଦାବି ଅନୁଯାୟୀ ଏହି ଫୋଟୋ ଭାରତ ସୈନିକଙ୍କର ଅଟେ।  କିନ୍ତୁ ଅନୁସନ୍ଧାନପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ଭାରତ ସୈନିକଙ୍କର ନୁହେଁ ବରଂ ଏହା ଆମେରିକାର ଅଟେ।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି […]

Continue Reading

ନେପାଲର ଏକ ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ଭୂକମ୍ପ ସମୟରେ ଭାରତ ଆଫଗାନିସ୍ତାନକୁ ସାହାଯ୍ୟତା ପଠାଉଥିବା ଦାବି ସହୁତ ଭାଇରାଲ କରା ଯାଉଛି। 

ନିକଟରେ ଆଫଗାନିସ୍ତାନରେ ୫.୯ ତୀବ୍ରତାର ଭୂକମ୍ପ ହେଇଥିବା ଖବର ସାମନାକୁ ଆସିଛି। ଏହି ଘଟଣାରେ ୧୦୦୦ ରୁ ଅଧିକ ଲୋକେ ନିଜ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୧୪୦୦ ଲୋକେ ଆଘାତ ହୋଇଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋ ସହିତ ଦାବି କରା ଯାଇଛି ଯେ ଆଫଗାନିସ୍ତାନରେ ଭୂକମ୍ପ ହେଇଥିବାରୁ ଭାରତ ସେଟାକୁ ସାହାଯ୍ୟତା ପଠାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ନେପାଲର ଏକ […]

Continue Reading

ଉତ୍ତରପ୍ରଦେଶର ଏକ ପୁରୁଣା ଦଙ୍ଗାର ଫୋଟୋକୁ ନିକଟରେ କାନପୁର ସହରରେ ହେଇଥିବା ଦଙ୍ଗା ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। 

ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ କାନପୁର ସହରରେ ଦଙ୍ଗା ହେଇଥିବାର ଅନେକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ବର୍ତ୍ତମା ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅନେକ ଲୋକେ ପଥର ଫୋପାଡୁଛନ୍ତି।  ଫୋଟୋ ଭାଇରାଲ କରି ଦାବି କରା ଯାଇଛି ଯେ ଏହି ଫୋଟୋ ନିକଟରେ କାନପୁରରେ ହେଇଥିବା ଦଙ୍ଗା ସମୟର ଫୋଟୋ ଅଟେ।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

କ’ଣ ଭାଇରାଲ ଫୋଟୋରେ ନାଗା ସାଧୁ ମାନେ ନୁପୁର ଶର୍ମାଙ୍କ ସମର୍ଥନରେ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଦେଶରେ ସମ୍ପ୍ରଦାୟିକ ବିଦ୍ରୋହର ଅନେକ ମାମଲା ସାମନାକୁ ଆସିଛି। ଏହା ମଧ୍ୟରେ କିଛି ଗୋଷ୍ଠୀ ଲୋକେ ତାଙ୍କ ସମର୍ଥନରେ ମଧ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।  ବର୍ତ୍ତମାନ ସୋସିଆଲ ନାଗା ସାଧୁ ମାନଙ୍କ ଏକ ଫୋଟୋ ଭାଇରାଲ ହେଉଛି ଯାହା ସହିତ ଦାବି କରା ଯାଇଛି ଯେ ସେମାନେ ନୁପୁର ଶର୍ମାଙ୍କ ସମର୍ଥନରେ ପ୍ରଦର୍ଶନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଛି। ୨୦୧୪ ମସିହାର […]

Continue Reading

ପୁରୁଣା ଭିଡିଓକୁ ନୂପୁର ଶର୍ମାଙ୍କ ସମର୍ଥନରେ ହିନ୍ଦୁମାନଙ୍କ ଭିଡ଼ ମିଥ୍ୟା ଦାବିରେ ଭାଇରାଲ।

ନୂପୁର ଶର୍ମାଙ୍କ ବିବାଦିୟ ବାୟାନ ପରେ ସୋଶିଆଲ ମିଡିଆରେ ଅନେକ ଭିଡିଓ ଏବଂ ଖବର ତାଙ୍କ ସମର୍ଥନରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଅଧିକ ସଂଖ୍ୟାରେ ଲୋକ ଭିଡ଼ ହୋଇଥିବାର ଦେଖାଯାଉଛନ୍ତି।  ଭିଡିଓ ସହ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ବର୍ତ୍ତମାନର ଅଟେ। ଏବଂ  ଏହି ଭିଡ଼ ନୂପୁର ଶର୍ମାଙ୍କୁ ସମର୍ଥନ କରିବା ପାଇଁ ବାରିଛି। Santosh Behera ନାମକ ଜଣେ ଫେସବୁକ ୟୂଜର ଭାଇରାଲ […]

Continue Reading

ପାକିସ୍ତାନର ଏକ ପୁରୁଣା ଭିଡିଓକୁ ରାଜସ୍ଥାନର ରାସ୍ତାରେ ନମାଜକୁ ବିରୋଧ କରି ହିନ୍ଦୁ ମାନେ ହନୁମାନ ଚାଳିଶା ପାଠ କରୁଥିବା ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ସମାଗମ ରାସ୍ତାରେ ପ୍ରଦର୍ଶନ କରୁଛନ୍ତି। ଦାବି ଅନୁଯାୟୀ ଏହା ରାଜସ୍ଥାନର ଦୃଶ୍ୟ ଅଟେ ଯେଉଁଠାରେ ସ୍ଥାନୀୟ ହିନ୍ଦୁ ମାନେ ମୁସ୍ଲିମ ମାନଙ୍କ ନମାଜକୁ ଅବରୋଧ କରି ରାସ୍ତାରେ ହନୁମାନ ଚାଳିଶା ପାଠ କରୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ରାଜସ୍ଥାନର ନୁହେଁ ବରଂପ୍ପାକିସ୍ତାନର ଏକ ପୁରୁଣା ଭିଡିଓ ଅଟେ।  କ’ଣ […]

Continue Reading

କ’ଣ ଭାଇରାଲ ଭିଡିଓରେ ଜାମ୍ମୁର ହିନ୍ଦୁ ମାନେ ନୁପୁର ଶର୍ମାଙ୍କ ସମର୍ଥନରେ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମାଙ୍କ ଟିଭି ବିତର୍କ ସମୟରେ ପ୍ରୋଫେଟ୍ ମୋହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଶରେ ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି କରିଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଜନସମାଗମରେଲି କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ ଜାମ୍ମୁରୁ ଆସିଛି ଯେଉଁଥିରେ ସ୍ଥାନୀୟ ହିନ୍ଦୁ ମାନେ ନୁପୁର ଶର୍ମାଙ୍କ ସମର୍ଥନରେ ସାମନାକୁ ଆସିଛନ୍ତି।  କିନ୍ତୁ ଅନୁସନ୍ଧାନ […]

Continue Reading

କ’ଣ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଶ୍ରମିକମାନଙ୍କୁ ୧୫୫,୦୦୦ ଟଙ୍କାର ଲାଭ ଦେଉଛି କି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ୱ୍ହାଟ୍ସ ଅପ୍ ରେ ଏକ ମେସେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଶ୍ରମିକମାନଙ୍କୁ ୧୫୫,୦୦୦ ଟଙ୍କାର ଲାଭ ଦେଉଛି।  ଏହି ମେସେଜରେ ଏକ ଲିଙ୍କ୍ ମଧ୍ୟ ପ୍ରଦାନ କରା ଯାଇଛି ଏବଂ କୁହା ଯାଇଛି ଯେ ଏହି ଲିଙ୍କ୍ ଦ୍ଵାରା ଜଣେ ଜାଣି ପାରିବେ ଯେ ତାଙ୍କ ନାମ ଲାଭ ପାଇବା ତାଲିକାବୁକ୍ତ ଅଟେ କି ନାହିଁ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

କ’ଣ କେରଳରେ ମୁସ୍ଲିମ ମାନେ ଭାରତର ଜାତୀୟ ପତକାର ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଲା ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାସ୍ତା ଉପରେ ରଖା ଯାଇଥିବା ଭାରତର ଜାତୀୟ ପତକା ଉପରେ କିଛି ଗାଡ଼ି ଯାଉଥିବା ଦେଖିବାକୁ ମିଳିଛି। ଏହା ସହିତ କିଛି ଲୋକେ ପାକିସ୍ତାନର ପତକା ମଧ୍ୟ ଧରିଥିବା ଦେଖା ଯାଉଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ଏହି ଭିଡିଓ କେରଳର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନ ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ପାକିସ୍ତାନର […]

Continue Reading

କ’ଣ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ମୁଗଳ ରାଜା ଔରଙ୍ଗଜେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ ମୋଦୀଜି ମୁଗଲ ରାଜା ଔରଙ୍ଗଜେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?  ୨୨ ମଇ ୨୦୨୨ ରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ଏହି ଭିଡିଓ ରେ ପ୍ରଧାନମନ୍ତ୍ରୀ ମୋଦୀ ମୁଗଲ ରାଜା ଔରଙ୍ଗଜେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ନିମ୍ନରେ […]

Continue Reading

କ’ଣ ବାଲି ମାଫିଆକୁ ପୋଲିସ ଧରିବାର ଚେଷ୍ଟା କରୁଥିବା ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉନ୍ଥିରେ ପୋଲିସ ଗୋଟିୟୀ ଟ୍ରାକ୍ଟର ପିଛା କରି ତାକୁ ଜବତ କରିବାକୁ ଚେଷ୍ଟା କରୁଛି କିନ୍ତୁ ସେହି ଟ୍ରାକ୍ଟର ପୋଲିସ କବଳରୁ ଖସି ପଳାଉଛି। ପୋଷ୍ଟ ଦାବି ଅନୁଯାୟୀ ଏହି ଭିଡିଓ ଓଡ଼ିଶାର ଅଟେ।  ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଉତ୍ତରାଖଣ୍ଡ ରାଜ୍ୟରେ ପୋଲିସ ବାଲି ମାଫିଆକୁ ଧରୁଥିବାର ଏକ ପୁରୁଣା ଭିଡିଓକୁ ଓଡ଼ିଶାର ଘଟଣା ଦାବି ସହିତ ଭାଇରାଳ କରା ଯାଉଛି।  […]

Continue Reading

କ’ଣ ଭାରତର ନୂତନ ନୋଟ୍ ଗୁଡ଼ିକରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ହଟାଇ ରବୀନ୍ଦ୍ରନାଥ ଟାଗୋର ଏବଂ କଲାମଙ୍କ ଫୋଟୋ ରଖିବାର ନିଷ୍ପତ୍ତି ନେଇକି ଆରବିଆଇ? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଭାରତର ନୂତନ ନୋଟ୍ ଗୁଡ଼ିକରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ହଟାଇ ରବୀନ୍ଦ୍ରନାଥ ଟାଗୋର ଏବଂ କାଲାମଙ୍କ ଫୋଟୋ ରଖିବାର ନିଷ୍ପତ୍ତି ନେଇକି ଆରବିଆଇ।  ଫ୍ୟାକ୍ଟ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଆରବିଆଇ ସ୍ପଷ୍ଟ କରିଛି ଯେ ସେ ଏପରି କୌଣସି ନିଷ୍ପତ୍ତି ନେଇ ନାହିଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ୬ ଜୁନରେ ଓଡ଼ିଶା ଭାସ୍କର ନିଜ […]

Continue Reading

କ’ଣ କରିନା କପୁର ଖାନ ଲୋକଙ୍କୁ ଲାଲ ସିଂ ଚଦ୍ଧା ଚଳଚିତ୍ରକୁ ବୟକଟ୍ କରିବା ପାଇଁ ଅନୁରୋଧ କରୁଛନ୍ତି? ଜାଣନ୍ତୁ ସତ୍ୟ। 

୨୯ ମଇ ୨୦୨୨ ରେ ଆମିର ଖାନଙ୍କ ଚଳଚିତ୍ର ଲାଲ ସିଂ ଚଦ୍ଧାର ଟ୍ରେଲର ରିଲିଜ୍ ହେବା ପରେ ସୋସିଆଲ ମଇଦାରେ ଏହା ନେଇ ଚର୍ଚ୍ଚା ଚାଲିଛି। ଏହା ଫରେଷ୍ଟ୍ ଗମ୍ପ ନାମକ ଏକ ହଲିୱୁଡ ସିନେମା ଉପରେ ଆଧାରିତ।  ଏହି ପ୍ରସଙ୍ଗରେ କରିନା କପୁରଙ୍କର ଏକ ଭିଡିଓ ସୋସିଆଲ ମଇଦାରେ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ କରିନା କପୁର ଲୋକଙ୍କୁ ଲାଳ ସିଂ ଚଦ୍ଧା ସିନେମାକୁ ବୟକଟ୍ କରିବା ପାଇଁ ନିବେଦନ କରୁଛନ୍ତି। ଆପଣ […]

Continue Reading

ଡେନମାର୍କ ଦେଶରେ ନିର୍ମାଣ ହେଉଥିବା ଏକ ଟନେଲର ଫୋଟୋକୁ ଆସାମରେ ଅଣ୍ଡରୱାଟର ଟନେଲର ଫୋଟୋ ବୋଲି ଦାବି କରା ଯାଇଛି। 

୨୦୨୧ ମସିହାରେ ମୋଦୀ ସରକାର ଆସାମର ବ୍ରହ୍ମପୁତ୍ର ନଦୀ ତଳେ ଭାରତର ପ୍ରଥମ ଟନେଲ ନିର୍ମାଣ ପାଇଁ ଘୋଷଣା କରିଥିଲେ।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଅଣ୍ଡରୱାଟର ଟନେଲର ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋଋ ଆସାମର ବ୍ରହ୍ମପୁତ୍ର ନଦୀ ତଳେ ନିର୍ମିତ ଭାରତର ପ୍ରଥମ ଟନେଲ ବୋଲି ଦାବି କରାଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ଡେନମାର୍କ ଏବଂ ଜର୍ମାନୀକୁ ସଂଯୋଗ କରୁଥିବା ଫେହମାର୍ନ ଟନେଲ […]

Continue Reading

କ’ଣ ଉତ୍ତରପ୍ରଦେଶର ମିରଠ ପୋଲିସ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଥାନାରେ ପ୍ରବେଶ ଉପରେ ପ୍ରତିବଦ୍ଧ ଲଗାଇଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ମିରଠ ପୋଲିସ ଷ୍ଟେସନ୍ ବାହାରେ ଏକ ବ୍ୟାନରରେ “ବିଜେପି କର୍ମୀଙ୍କୁ ଷ୍ଟେସନ ଭିତରେ ପ୍ରବେଶ କରିବାର ଅନୁମତି ନାହିଁ” ଲେଖା ଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟକୁ ସେୟାର କରି ଦାବି କରା ଯାଉଛି ଯେ ମେରଠ ପୋଲିସ ଷ୍ଟେସନରେ ବିଜେପି କର୍ମୀଙ୍କ ପ୍ରବେଶକୁ ବାରଣ କରିଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଛି। ଏହି ବ୍ୟାନର ମେରଠ ପୋଲିସ ଦ୍ଵାରା ନୁହେଁ […]

Continue Reading

କ’ଣ ଧାକଡ଼ ସିନେମାର ୮ମ ଦିନରେ ମାତ୍ର ୨୦ଟି ଟିକେଟ ବିକ୍ରି ହେବା ପରେ କଙ୍ଗନା ରଣାଓତ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ। 

କଙ୍ଗନା ରଣାଓତଙ୍କ ଧାକଡ଼ ସିନେମା ଫ୍ଲପ୍ ହେବା ପରେ ଏହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଲୋକେ ତାଙ୍କ ପରିହାସ କରୁଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରା ହେବାରେ ଲାଗିଛି। ଭିଡିଓରେ କଙ୍ଗନା ରଣାଓତ କାନ୍ଦୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଧାକଡ଼ ଚଳଚିତ୍ର ଫ୍ଲପ୍ ହେବା ପରେ କଙ୍ଗନା ଏପରି କାନ୍ଦୁଥିବା ନଜର ଆସିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ୨୦୨୦ […]

Continue Reading

କ’ଣ ଭାଇରାଲ ଫୋଟୋରେ ମହାତ୍ମା ଗାନ୍ଧୀ ଇଂରାଜୀ ସୈନ୍ୟଙ୍କ ସହିତ ଛିଡା ହୋଇଛନ୍ତି? ଜାଣନ୍ତୁ ସତ୍ୟ। 

ମହାତ୍ମା ଗାନ୍ଧୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ସେ କିଛି ଲୋକଙ୍କ ସହିତ ଛିଡା ହୋଇଛନ୍ତି। ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହା ବ୍ରିଟିଶ୍ ସେନାର ଫୋଟୋ ଅଟେ ଏବଂ ମହାତ୍ମା ଗାନ୍ଧୀ ଇଂରାଜୀ ସେନାର ଜଣେ ଅଧିକାରୀ ଥିଲେ।  ଭାଇରାଲ ପୋଷ୍ଟରେ ଲେଖା ଯାଇଛି ଯେ, “ଆପଣ ଜାଣିଛନ୍ତି? ଗୋଟିଏ ସମୟରେ ମହାତ୍ମା ଗାନ୍ଧୀ ବ୍ରିଟିଶ୍ ସେନାର ମେଜର ସାରଜେଣ୍ଟ ଥିଲେ ଏବଂ ବ୍ରିଟିଶ୍  […]

Continue Reading

କ’ଣ ଭିଡିଓରେ ଆମେରିକା ରଅସ୍ତ୍ରାପତି ଜୋ ବାଇଡେନ୍ ମୋଦୀଙ୍କୁ ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ମାନେ ପ୍ରଧାନମନ୍ତ୍ରୀ ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଏଲ୍ବନିଜଙ୍କୁ ଦେଖି ପାରିବେ। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଣଦେଖା କରି ତାଙ୍କ ଅପମାନ କରିଛନ୍ତି।   ଭିଡିଓ ଭାଇରାଲ କରି କୁହା ଯାଇଛି ଯେ, “ଜୋ ବାଇଡେନ୍ ଦ୍ଵାରା ପୁଣି ଘୋର ଅପମାନର ଶିକାର […]

Continue Reading

କ’ଣ କୃଷ୍ଣ ମନ୍ଦିରର ଗୀତା ଉପଦେଶ ସ୍ଥାନରେ ଜବରଦସ୍ତି ମୁସଲିମ ମାନଙ୍କ ମଜାର ସ୍ଥାପନା କରା ଯାଇଛି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣ ମାନେ ଜଣେ ବ୍ୟକ୍ତିଙ୍କୁ କହୁଥିବା ଶୁଣିବାକୁ ପାଇବେ ଯେ ସେ କୁରୁକ୍ଷେତ୍ରର ଏକ ମନ୍ଦିରରେ ଅଛନ୍ତି ଯେଉଁଠାରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଗୀତା ଉପଦେଶ ଦେଇଥିଲେ। ଭିଡିଓରେ ସେହି ବ୍ୟକ୍ତି ମନ୍ଦିରର ବିଭିନ୍ନ ସ୍ଥାନ ଦେଖାଇଛନ୍ତି ଏବଂ ସେଠାରେ ଥିବା ଏକ ମଜାର ପରି ଦେଖା ଯାଉଥିବା ଗଠନକୁ ମଧ୍ୟ ଦେଖାଇଛନ୍ତି। ଭିଡିଓ ମାଧ୍ୟମରେ ସେ ଦାବି କରିଛନ୍ତି ଯେ ମନ୍ଦିର ପରିସରରେ ଏକ ମଜାର […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ପୁରୁଣା ଭାଷଣକୁ ଜ୍ଞାନବାପୀ ମସଜିଦ ବିବାଦ ପ୍ରସଙ୍ଗରେ ଭାଇରାଲ କରା ଯାଉଛି। 

ବାରତାମାନ ଜ୍ଞାନବାପି ମସଜିଦ ବିବାଦ ବିବାଦ ଉପରେ  ଚର୍ଚ୍ଚା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ମିଳିଥିବା ଦାବି ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳୁଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏକ ଭାଷଣର ଭିଡିଓ ଭାଇରାଲ ହେଉଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ଜ୍ଞାନବାପି ମସଜିଦ ବିବାଦ ନେଇ ଲୋକଙ୍କୁ ସମ୍ବୋଧିତ କରୁଛନ୍ତି।  ଫ୍ୟାକ୍ଟ କୃସେଣ୍ଡୋ […]

Continue Reading

କ’ଣ ଅମୂଲ କମ୍ପାନୀ ମଦର୍ଷ ଡେ ଅବସରରେ ଲୋକଙ୍କୁ ୬୦୦୦ ଟଙ୍କା ଉପହାର ସ୍ୱରୂପ ଦେଉଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ୱ୍ହାଟ୍ସ ଅପ୍ ରେ ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି। ଏହି ମେସେଜ୍ ରେ ଏକ ଲିଙ୍କ୍ ଦିଆ ଯାଇଛି। ଦାବି ଅନୁଯାୟୀ ଅମୁଲ କମ୍ପାନୀ ମଦର୍ଷ ଡେ ଅବସରରେ ଲୋକଙ୍କୁ ମାଗଣାରେ ୬୦୦୦ ଟଙ୍କା ଜିତିବାର ସୁଯୋଗ ଦେଉଛି।  ଏହି ବିଷୟର ସତ୍ୟତା ଯାଞ୍ଚ କରିବା ପାଇଁ ଆମକୁ ଆମ ଫ୍ୟାକ୍ଟ ଲାଇନ୍ ନମ୍ବର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଲା।  ଆମ ଅନୁସନ୍ଧାନ:  ଆମେ ପାଠକ ମାନଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ପୂର୍ବରୁ […]

Continue Reading

କ’ଣ ଭିଡିଓରେ ଆଘାତ ହୋଇ ରାସ୍ତାରେ ଚାଲୁ ଥିବା ବ୍ୟକ୍ତି ଶ୍ରୀଲଙ୍କାର ରକ୍ଷାମନ୍ତ୍ରୀ ଅଟନ୍ତି? ଜାଣନ୍ତୁ ସତ୍ୟ।

ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ଉତପନ ହେବା ପରେ ଅନେକ ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତାରେ ଚିରା ପୋଷାକ ପିନ୍ଧି ଅସନ୍ତୁଳିତ ଭାବରେ ଚାଲୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ବ୍ୟକ୍ତି ହେଉଛନ୍ତି ଶ୍ରୀଲଙ୍କାର ରକ୍ଷାମନ୍ତ୍ରୀ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଭିଡିଓରେ ଥିବା […]

Continue Reading

କ’ଣ ଭାଇରାଲ ଭିଡିଓ ଆନ୍ଧ୍ରପ୍ରଦେଶରେ ଅସାନି ବାତ୍ୟାର ପ୍ରଭାବକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

୧୦ ଏବଂ ୧୧ ମଇ ୨୦୨୨ ରେ ଅସାନି ବାତ୍ୟା ଭାରତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ରାଜ୍ୟ ଅଭିମୁଖ ହୋଇଥିଲା। କିନ୍ତୁ ଲ୍ୟାଣ୍ଡଫଲ୍ ହେବା ପୂର୍ବରୁ ଏହି ବାତ୍ୟା ଅସାନି ଦୁର୍ବଳ ପଡି ଯାଇଥିଲା। ଫଳସ୍ୱରୂପ ଭାରତର ପୂର୍ବ ତଟରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅସ୍ଥିର ସମୁଦ୍ରରେ ଏକ ଜାହାଜ ବାତ୍ୟା ସାମନା କରୁଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଜ୍ଵଳା ଯୋଜନାର ଏକ ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ଏଲପିଜି ଗ୍ୟାସର ଦରରେ ବୃଦ୍ଧି ହେଇଥିବାରୁ ଜଣେ ମହିଳା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଗ୍ୟାସ ନେବା ପାଇଁ ମନା କରି ଦେଇଛନ୍ତି। ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ମହିଳାଙ୍କୁ ଏଲପିଜି ସଂଯୋଗପ୍ରଦାନ କରୁଛନ୍ତି କିନ୍ତୁ ସେହି ମହିଳା ଜଣକ ତାକୁ ନ ନେଇ ଫେରିଯିବାର ଦେଖିବାକୁ ମିଳିଛି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓକୁ ଏଡିଟ୍ ହୋଇଥିବା ପାଇଲା।  କ’ଣ […]

Continue Reading

ଅସଲି ଫୋଟୋକୁ ଡିଜିଟାଲି ଏଡିଟ୍ କରି ନେହେରୁଙ୍କ ଫୋଟୋ ଯୋଡା ଯାଇଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବରୁ ୟୁରୋପ୍ ଗସ୍ତରେ ଯାଇଥିଲେ। ସେଠାରେ ସେ ଅନେକ ରାଜନେତାଙ୍କ ସହ ସାକ୍ଷାତ କରିଥିଲେ ଏବଂ ବିଭିନ୍ନ ବିଷୟରେ ଚର୍ଚ୍ଚା ମଧ୍ୟ କରିଥିଲେ। ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ମୋଦୀ ଏବଂ ଆଇସଲ୍ୟାଣ୍ଡ ପ୍ରଦାନମନ୍ତ୍ରୀଙ୍କ ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ସେମାନେ ହ୍ୟାଣ୍ଡସ୍ୟାକ୍ କରୁଥିବା ସମୟରେ ଏକ ପୁସ୍ତକରେ ନେହେରୁଙ୍କ ଚିତ୍ର ଅଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଫୋଟୋକୁ […]

Continue Reading

କ’ଣ ମୁସଲମାନ ମାନେ ରାସ୍ତାରେ ନମାଜ ପଢୁଥିବାର ଏହି ଦୃଶ୍ୟ ଫ୍ରାନ୍ସର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ସମାବେଶ ରାସ୍ତାରେ ନମାଜ ପଢୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ଦୃଶ୍ୟ ଫ୍ରାନ୍ସର ପ୍ୟାରିସ ସହରର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ରୁଷର ମୋସ୍କୋ ସହରର ଅଟେ।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? ଭିଡିଓ ସହିତ କୁହା ଯାଇଛି ଯେ ଅଦୁରଦର୍ଶୀ ଇମିଗ୍ରେସନ ବ୍ୟବସ୍ଥା କାରଣରୁ ବିଶ୍ଵର […]

Continue Reading

କ’ଣ ଲାଉଡ ସ୍ପିକର ଲଗାଇ ପ୍ୟାରିସର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ସମୟରେ ସ୍ଥାନୀୟ ଲୋକ ମାନେ ତାଙ୍କ ବିରୋଧ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ମସଜିଦରେ ଲାଉଡ ସ୍ପିକର ବ୍ୟବହାର କରି ନମାଜ ପଢିବା ବିରୁଦ୍ଧରେ ଭାରତରେ ଅନେକ ସ୍ଥାନରେ ବିରୋଧ ହେଇଛି। ମହାରାଷ୍ଟ୍ର ନବନିର୍ମାଣ ସେନା ଦଳ ସଭାପତି ରାଜ ଠାକରେ ନମାଜ ପଢିବା ପାଇଁ ଲାଉଡ ସ୍ପିକର ବ୍ୟବହାର କରୁଥିବାରୁ ସରକାରକୁ ଚେତାବନୀ ମଧ୍ୟ ଦେଇଛନ୍ତି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ କିଛି ମୁସ୍ଲିମ ସମ୍ପ୍ରଦାୟ ଲୋକେ ରାସ୍ତାରେ ନମାଜ ପଡ଼ୁଛନ୍ତି। ସେହି ସମୟରେ ସ୍ଥାନୀୟ ଲୋକ ମାନେ ତାଙ୍କ ବିରୋଧ କରୁଥିବା […]

Continue Reading

ବାଂଲାଦେଶରେ ମୁସଲମାନ ମାନେ ରାସ୍ତାରେ ନମାଜ ପଢୁଥିବାର ଏକ ପୁରୁଣା ଫୋଟୋକୁ ମୁମ୍ବଇର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ଦେଶରେ ମସ୍ଜିଦରେ ଲାଉଡସ୍ପିକର ଲାଗିଥିବା ବିବାଦ ମଧ୍ୟରେ ମୁସଲମାନ ମାନେ କିଛି ଦିନ ପୂର୍ବରୁ ତାଙ୍କ ପର୍ବ ଇଦ୍ ପାଳନ କରିଥିଲେ। ବର୍ତ୍ତମାନ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ମୁମ୍ବଇରେ ମୁସଲମାନ ମାନେ ରାସ୍ତା ଅବରୋଧ କରି ନମାଜ ପଢୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ବାଂଲାଦେଶର ଅଟେ ଏବଂ ଏହାର ମୁମ୍ବଇ କିମ୍ବା ଭାରତର ଅନ୍ୟ କୌଣସି ସହର […]

Continue Reading

ଅସଲି ଫୋଟୋକୁ ଡିଜିଟାଲି ଏଡିଟ୍ କରି ନେହେରୁଙ୍କ ଚିତ୍ରକୁ ଯୋଡା ଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ୟୁରୋପ୍ ଦେଶ ଗସ୍ତରେ ଯାଇଛନ୍ତି। ଜର୍ମାନୀ ଏବଂ ଡେନମାର୍କ ପରେ ସେ ୪ ମଇ ରେ ଫ୍ରାନ୍ସରେ ଅବଗତ କରିଛନ୍ତି। ସେଠାରେ ସେ ପାରସ୍ପରିକ ଆଗ୍ରହ, ବିଶ୍ଵ ସ୍ତରୀୟ ବିକାଶ ଉପରେ ଆଲୋଚନା କରିବେ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ମୋଦୀ ଜର୍ମାନୀର ବର୍ଲିନରେ କୁଳପତି ସ୍କୋଲଜ୍ ସହ ଆଲୋଚନା କରୁଛନ୍ତି। ସମାନ ଫୋଟୋରେ କାନ୍ଥରେ ପଣ୍ଡିତ ନେହେରୁଙ୍କ ଗୋଟିଏ ଚିତ୍ର ଥିବା […]

Continue Reading

ଲାଉଡସ୍ପିକର ବ୍ୟାନ ପରେ ପଶ୍ଚିମବଙ୍ଗର ଏକ ପୁରୁଣା ଭିଡିଓକୁ ମୁମ୍ବଇର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ନିକଟରେ ମହାରାଷ୍ଟ୍ର ନବନିର୍ମାଣ ସେନା ସଭାପତି ରାଜ ଠାକରେମସଜିଦରେ ସ୍ଥାପିତ ସମସ୍ତ ଲାଉଡସ୍ପିକର ଗୁଡିକ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଉଦ୍ଧବ ଠାକରେ ସରକାରକୁ ଚେତାବନୀ ଦେଇଥିଲେ।  ଏହା ପରେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ମଧ୍ୟ ଘୋଷଣା କରିଥିଲେ ଯେ ରାଜ୍ୟର ଧାର୍ମିକ ସ୍ଥାନରେ ଲାଉଡସ୍ପିକର ବ୍ୟବହାର କରିବାର ଅନୁମତି ଦେଇଥିଲେ କିନ୍ତୁ ଏହା ସର୍ତ ରଖିଥିଲେ ଯେ ଲାଉଡସ୍ପିକରର ଧ୍ୱନି ଯେପରି ମସଜିଦ ପରିସର ବାହାରକୁ ନଆସୁ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ […]

Continue Reading

କ’ଣ ଟ୍ରେନ୍ ସିଟି ଆୱାଜ କାରଣରୁ ନମାଜ ପଢିବାରେ ଅସୁବିଧା ହେଇଥିବାରୁ ପଶ୍ଚିମବଙ୍ଗରେ ମୁସଲମାନ ମାନେ ଷ୍ଟେସନ୍ ରେ ଭଙ୍ଗାରୁଜା କରୁଛନ୍ତି? ଜାଣନ୍ତୁ ସତ୍ୟ। 

ନମାଜ ପଡିବାରେ ଅସୁବିଧା ହୁଏଥିବା କାରଣରୁ ମୁଆସଲମାନ ମାନେ ଅନେକ ସ୍ଥାନରେ ଭଙ୍ଗାରୁଜା କରୁଥିବା ଦାବି ସହିତ ଅନେକ ଭିଡିଓ ବର୍ତ୍ତମାନ ଇଣ୍ଟର୍ନେଟ୍ ରେ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ଏକ ରେଳବାଇ ଷ୍ଟେସନ୍ ରେ ଭଙ୍ଗାରୁଜା କରୁଛନ୍ତି। ଦାବି ଅନୁଯାୟୀ ଟ୍ରେନ୍ ସିଟି କାରଣରୁ ନମାଜ ପଢିବାରେ ବାଧା ହେଇଥିବାରୁ ଲୋକେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଷ୍ଟେସନ୍ ଧ୍ଵଂସ କରିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

ଇଣ୍ଡିଆ ପୋଷ୍ଟ ଦ୍ଵାରା କୌଣସି ସବସିଡି ଜାରି କରା ଯାଇ ନାହିଁ। ଭାଇରାଲ ଲିଙ୍କ୍ ଏକ ସ୍କାମ୍ ଅଟେ। 

ୱ୍ହାଟ୍ସ ଅପ୍ ରେ ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୋଟିଏ ଲିଙ୍କ୍ ଦିଆ ଯାଇଛି। ଦାବି କରା ଯାଇଛି ଯେ ଏହି ଲିଙ୍କ୍ ରେ କ୍ଲିକ୍ କରି ଜନସାଧାରଣ ଲୋକେ ଇଣ୍ଡିଆ ପୋଷ୍ଟ ଦ୍ଵାରା ଜାରି କରା ଯାଇଥିବା ସବସିଡିର ଲାଭ ପାଇ ପାରିବେ।  ଭାଇରାଲ ମେସେଜର ସତ୍ୟତା ଜାଣିବା ପାଇଁ ଆମକୁ ଆମ ୱ୍ହାଟ୍ସ ଅପ୍ ଫ୍ୟାକ୍ଟ ଲାଇନ ନମ୍ବର 9049053770 ରେ ଅନୁରୋଧ ଆସିଥିଲା।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ […]

Continue Reading

୫୦୦ ଟଙ୍କିଆ ନୋଟରେ ସବୁଜ ଷ୍ଟ୍ରିପ୍ ର ଅବସ୍ଥାନ ବିଷୟରେ ଦାବି ମିଥ୍ୟା ଏବଂ ବିଭ୍ରାନ୍ତକର ଅଟେ।

୫୦୦ ଟଙ୍କା ନୋଟ ର ନକଲି ହେଇଥିବାର ଏକ ଭିଡିଓ ସମୟ ସମୟ ଧରି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓର ଦାବି ଅନୁଯାୟୀ ଯଦି ୫୦୦ ଟଙ୍କା ନୋଟ୍ ରେ ଥିବା ସବୁଜ ରଙ୍ଗ ଷ୍ଟ୍ରିପ୍ ମହାତମା ଗାନ୍ଧୀଙ୍କ ଫୋଟୋ ନିକଟରେ ଅଛି ଏବଂ ଆରବିଆଇ ରାଜ୍ୟପାଳଙ୍କ ହସ୍ତାକ୍ଷର ଠାରୁ ଦୂରରେ ଥିବ ତେବେ ସେହି ୫୦୦ ଟଙ୍କିଆ ନୋଟ୍ ନକଲି ଅଟେ।  ଏହି ଭିଡିଓର ଯାଞ୍ଚ କରିବା ପାଇଁ ଆମକୁ ଆମ ଫ୍ୟାକ୍ଟ ଲାଇନ୍ […]

Continue Reading

ଜଜ୍ ଦଲବୀର ଭଣ୍ଡାରିଙ୍କୁ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସର ମୁଖ୍ୟ ନ୍ୟାୟଧୀଶ ପଦବୀରେ ନିଯୁକ୍ତି କରା ଯାଇ ନାହିଁ।

ନ୍ୟାୟଧୀଶ ଦଲବୀର ଦଲବୀର ଭଣ୍ଡାରିଙ୍କୁ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସର ମୁଖ୍ୟ ନ୍ୟାୟଧୀଶ ପଦବୀରେ ନିଯୁକ୍ତି କରା ଯାଇଥିବା ଦାବି ସମୟ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଇ ଆସୁଛି। ବର୍ତ୍ତମାନ ଏକ ପୋଷ୍ଟ ଦେଖିବାକୁ ମିଳିଛି ଯେଉଁଥିରେ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଜଜ୍ ଦଲବୀର ଭଣ୍ଡାରିଙ୍କ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସର ମୁଖ୍ୟ ନ୍ୟାୟଧୀଶ ପଦବୀରେ ଚୟନ ହେବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଭିନ୍ନ ବିଶ୍ଵ ନେତାଙ୍କ ସହ ଦୃଢ ସମ୍ପର୍କକୁ ପ୍ରଶଂସା କରୁଛନ୍ତି।  […]

Continue Reading

କ’ଣ ଅଧିକ ଖରା ଏବଂ ଗରମ ହେବା କାରଣରୁ ବାଇକ୍ ରେ ନିଆ ଲାଗିଥିଲା? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଥିବା ଗୋଟିଏ ବାଇକ୍ ରେ ହଟାତ ନିଆ ଲାଗି ଯାଇଥିଲା। କିଛି ଲୋକେ ପାଣି ଢାଳି ନିଆକୁ ନିୟନ୍ତ୍ରଣ କରିବା ଉଦ୍ୟମ କରୁଥିବା ସମୟରେ ନିଆ ତେଜୀ ଉଠିଥିଲା। ଏହି ଘଟଣାରେ କିଛି ଲୋକ ଆଘାତ ହୋଇଥିବା ମଧ୍ୟ ଜଣା ପଡିଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଗ୍ରୀଷ୍ମ dfsdfsdf ରେ ଅତ୍ଯାଧିକ ଉତ୍ତାପ କାରଣ ହେତୁ ବାଇକ୍ ରେ […]

Continue Reading

କ’ଣ ଟାଟା କମ୍ପାନୀ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ ପୁତ୍ରୀକୁ ଚାକିରିରୁ ବଦଳି କରିଛି? ଜାଣନ୍ତୁ ସତ୍ୟ

ଦୁଇଟି ଏୟାର ହଷ୍ଟେସ୍ ଏୟାର ଇଣ୍ଡିଆ ବିମାନ ନିକଟରେ ଛିଡା ହୋଇଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫୋଟୋ ସହିତ ଦାବି କରା ଯାଇଛି ଯେ ଟାଟା କମ୍ପାନୀରାଷ୍ଟ୍ରପତି ରାମନାଥ କୋଭିଣ୍ଡଙ୍କ ପୁତ୍ରୀକୁ ନିକଟରେ ଏୟାର ହଷ୍ଟେସ ପଦବୀରୁ ଇଣ୍ଟର୍ନାଲ ଏଫେୟାର୍ସ ପଦବୀରେ ବଦଳି କରିଛି। ସୁରକ୍ଷା କାରଣରୁ ଏହି ପଦକ୍ଷେପ ନିଆ ଯାଇଥିବା ଦାବି କରା ଯାଇଛି।  ଆମକୁ ଏହି ଦାବିର ଫ୍ୟାକ୍ଟ ଚେକ୍ କରିବାର ଅନୁରୋଧ ଆମ ଫ୍ୟାକ୍ଟ ଲାଇନ ନମ୍ବର […]

Continue Reading

କ’ଣ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ବାର୍ବେକ୍ୟୁ ନେସନ୍ ନିଜ ୧୫ ତମ ବାର୍ଷିକୀ ଅବସରରେ ଗ୍ରାହକଙ୍କୁ ମାଗଣା ଉପହାର ଦେଉଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମେସେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ବାର୍ବେକ୍ୟୁ ନେସନ୍ ନିଜ ୧୫ ତମ ବାର୍ଷିକୀରେ ଗ୍ରାହକ ମାନଙ୍କୁ ମାଗଣା ଉପହାର ଦେଉଛି।  ଏହି ମେସେଜର ଫ୍ୟାକ୍ଟ ଚେକ୍ କରିବା ପାଇଁ ଆମକୁ ଆମ ଫ୍ୟାକ୍ଟ ଲାଇନ ୱ୍ହାଟ୍ସ ଅପ୍ ନମ୍ବର ୯୦୪୯୦୫୩୭୭୦ ମାଧ୍ୟମରେ ଆସିଥିଲା।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ମେସେଜ୍ ଏକ ସ୍କ୍ୟାମ୍ ଅଟେ।  […]

Continue Reading

କ’ଣ ରିଲାଏନ୍ସ କମ୍ପାନୀ ମାଲିକ ମୁକେଶ ଅମବାଣୀ ନିଜ ବହୁଙ୍କୁ ସୁନାର କାର ଉପହାରରେ ଦେଇଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ସୁନା ରଙ୍ଗର କାରର ଫୋଟୋ ଭାଇରାଲ ହେଉଛି। ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହି ସୁନା କାର ରିଲାଏନ୍ସ ଇଣ୍ଡଷ୍ଟ୍ରି ମାଲିକ ମୁକେଶ ଅମ୍ବାନୀ ନିଜ ବହୁ ପାଇଁ ଏହି କାର ବିଦେଶରୁ ମଗେଇଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି? ୧୩ ଏପ୍ରିଲରେ ଜେନ ସୋସିଆଲ ମିଡିଆ ବ୍ୟବହାରକାରୀ ଏକ ସୁନା ରଙ୍ଗର କାରର ଫୋଟୋ ସେୟାର କରି […]

Continue Reading

କ’ଣ ନ୍ୟୁୟର୍କ ଟାଇମ୍ସ ଦାବି କରିଛି ଯେ ଗୁଜୁରାଟରେ ଆମ୍ ଆଦାମି ପାର୍ଟି ବିଶ୍ଵର ସବୁଠାରୁ ବିଶାଳ ରେଲି ଆୟୋଜିତ କରିଥିଲା? ଜାଣନ୍ତୁ ସତ୍ୟ। 

ପଞ୍ଜାବରେ ନିର୍ବାଚନ ଜିତିବା ପରେ ଆମ୍ ଆଦାମି ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ୨ ଏପ୍ରିଲ ୨୦୨୨ ରେ ଅହମଦାବାଦର ନିକୋଲରେ ଏକ ବିଶାଳ ରେଲି କରିଥିଲେ। ଏହି ପ୍ରସଙ୍ଗରେ ନ୍ୟୁୟର୍କ ଟାଇମ୍ସ ଦ୍ଵାରା ପ୍ରକାଶିତ ଏକ ଖବରର ସ୍କ୍ରିନଶଟ୍ ର ପ୍ରତିଛବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପ୍ରତିଛବିରେ ଏକ ବିଶାଳ ସମାବେଶର ଫୋଟୋ ସହିତ ଖବର ପ୍ରକାଶିତ କରା ଯାଇଛି ଯେ ଆମ୍ ଆଦାମି ପାର୍ଟି […]

Continue Reading

କ’ଣ ଭାଇରାଲ ଭିଡିଓରେ କେରଳ ପୋଲିସ କାଚା ବାଦାମ ଗୀତରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟ।

ଏକ ଲୋକପ୍ରିୟ ଗୀତ ‘କାଚା ବାଦାମ’ ରେ ପୋଲିସ ୟୁନିଫର୍ମ ପିନ୍ଧି ପାଞ୍ଚ ଜଣ ନାଚୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। କଳିଙ୍ଗ ଟିଭି, ନବଭାରତ ଟାଇମ୍ସ, ନ୍ୟୁଜ ୧୮ ଏବଂ ଫ୍ରି ପ୍ରେସ୍ ଜର୍ନାଲ ପରି ମିଡିଆ ୱେବସାଇଟ ଏହି ଭିଡିଓ ସହିତ ରିପୋର୍ଟ କରିଛି ଯେ ଭିଡିଓରେ ପ୍ରକୃତ ପୋଲିସ ଅଧିକାରୀ ମାନେ ନାଚୁଛନ୍ତି।  ମହକ ଟିଭିର ଫେସବୁକ ପେଜରେ ମଧ୍ୟ ଆମେ ସମାନ ଭିଡିଓ ଅପ୍ଲୋଡ ହେଇଥିବା ପାଇଲୁ। ଏହି ଭିଡିଓରେ […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅସଲି ଭିଡିଓରେ ସେ ନିଜକୁ ପଠାଣ ବୋଲି ସମ୍ବୋଧିତ କରି ନାହାନ୍ତି। 

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ କ୍ଲିପ୍ ଭାଇରାଲ ହେଉଛି। ଏହି କ୍ଲିପ୍ ରେ ଶୁଣିବାକୁ ମିଳିଛି ଯେ ମୋଦୀ ନିଜକୁ ଜଣେ ପଠାଣର ସନ୍ତାନ କହି ସମ୍ବୋଧିତ କରୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଭିଡିଓକୁ ଏଡିଟ୍ କରି ଏକ ଛୋଟ କ୍ଲିପ୍ ଭାଇରାଲ କରା ଯାଇଛି।  Facebook | Archive ସମାନ ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟ ଗୁଡିକରେ ଲେଖା ଯାଇଛି ଯେ […]

Continue Reading

ଆମେରିକାର ଷ୍ଟେଟ୍ ଅଫ୍ର ରୋଡ୍ ଆଇଲେଣ୍ଡ ବିବେକ ଅଗ୍ନିହୋତ୍ରୀଙ୍କ କାଶ୍ମୀର ଫାଇଲ୍ସ ଦେଖିବା ପରେ କାଶ୍ମୀର ପଣ୍ଡିତଙ୍କ ଜନସଂଘାରକୁ ସ୍ଵୀକୃତି ଦେଇ ନାହିଁ। 

ବିବେକ ଅଗ୍ନିହୋତ୍ରୀଙ୍କ ଦ୍ଵାରା ନିର୍ମିତ ଦି କାଶ୍ମୀର ଫାଇଲ୍ସ ରିଲିଜ୍ ହେବା ପରଠୁ ଦେଶରେ ଏକ ଲହର ସୃଷ୍ଟି କରିଛି। ଏହି ସିନେମା ୧୯୯୦ରେ କାଶ୍ମୀରର ହିନ୍ଦୁ ପଣ୍ଡିତଙ୍କ ଜନସଂହାର ଉପରେ ଆଧାରିତ ଅଟେ।  ଏହା ଜଡିତ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଆମେରିକାର ଗଣତାନ୍ତ୍ରିକ ରାଜ୍ୟ ରୋଡ୍ ଆଇଲେଣ୍ଡ, କାଶ୍ମୀର ହିନ୍ଦୁ ଜନସଂଘାରକୁ ଆନୁଷ୍ଠାନିକ ଭାବରେ ସ୍ଵୀକୃତି ଦେଇଛି। ୩୨ ବର୍ଷ ପରେ ଏହି ଯନ୍ତ୍ରଣାକୁ […]

Continue Reading

ପପୁଲାର ଫ୍ରଣ୍ଟ (PFI) ସଂସ୍ଥାର ୨୦୨୦ ମସିହାରେ ହେଇଥିବା ସ୍ଥାପନା ଦିବସ ରେଲିର ଭିଡିଓକୁ କେରଲର ମୁସଲିମ ସେନାର ପେରେଡ ଦାବି ସହିତ ଭାଇରାଲ କରା ଯାଉଛି। 

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଲୋକଙ୍କ ବିଶାଳ ସମାବେଶ ପେରେଡ କରୁଥିବା ନଜର ଆସୁଛନ୍ତି। ଦାବି ଅନୁଯାୟୀ ଏହା କେରଲରେ ପିଏଫଆଇ ଦ୍ଵାରା ସୃଷ୍ଟି କରା ଯାଇଥିବା ଇସଲାମିକ ଯୋଦ୍ଧାଙ୍କ ଭିଡିଓ ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଫେବୃଆଋ ୨୦୨୦ ମସିହାରେ ପିଏଫଆଇଏ ସ୍ଥାପନା ଦିବସ ଅବସରରେ ଆୟୋଜିତ ହେଇଥିବା ଏକ ପେରେଡର ଭିଡିଓ ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସହିତ […]

Continue Reading

କାଶ୍ମୀର ଫାଇଲ୍ସ ଲେଖା ସହିତ କେଜ୍ରିୱାଲଙ୍କ ଆବାସ ଦ୍ଵାରର ଫୋଟୋକୁ ଏଡିଟ୍ କରା ଯାଇଛି। 

ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦି କାଶ୍ମୀର ଫାଇଲ୍ସ ସିନେମା ପ୍ରସଙ୍ଗରେ ବିଧାନ ସଭାରେ ଏକ ଭାସନ ଦେଇଥିଲେ। ଏହା ନେଇ କିଛି ଲୋକେ କ୍ରୋଧିତ ହୋଇ ଅରବିନ୍ଦ କେଜ୍ରିୱାଲଙ୍କ ଆବାସ ଦ୍ଵାର ଭଙ୍ଗାରୁଜା କରିଥିବା ସମୟରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି।  ଏହି ଗଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ଵାରର ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ନାଲି ରଙ୍ଗ ପୋଟା ହୋଇଥିବା ବେଳେ ସେଥିରେ ‘ଦି କାଶ୍ମୀର ଫାଇଲ୍ସ’ […]

Continue Reading

କ’ଣ ଭିଡିଓରେ କର୍ଣାଟକର ହିଜାବ ଯୁବତୀ ମୁସକାନ ବିକିନୀ ପିନ୍ଧି ବୁଲୁଥିବା ଅବସ୍ଥାରେ ଦେଖିବାକୁ ମିଲିଛନ୍ତି?  ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହେଉଛି। ପ୍ରଥମ ଭିଡିଓରେ ହିଜାବ ବିବାଦ ଯୁବତୀ ମୁସକାନଙ୍କୁ ଦେଖିବାକୁ ମିଳିଛି ଏବଂ ଦ୍ଵିତୀୟ ଭିଡିଓରେ ଜଣେ ମହିଳା ବିକିନୀ ପିନ୍ଧିଥିବା ଅବସ୍ଥାରେ ରାଜରାସ୍ତାରେ ନଜର ଆସିଛନ୍ତି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଦ୍ଵିତୀୟ ଭିଡିଓରେ ବିକିନୀ ପିନ୍ଧିଥିବା ମହିଳା ହେଉଛନ୍ତି କର୍ଣାଟକର ହିଜାବ ଯୁବତୀ ମୁସକାନ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିକିନୀ ପିନ୍ଧିଥିବା ମହିଳା ହେଉଛନ୍ତି ବୋଲିୱୁଡ […]

Continue Reading

କ’ଣ ଯୋଗୀ ଆଦିତ୍ୟନାଥ ପଠାନ୍ ସିନେମା ଦେଖିଲା ପରେ ଶାହରୁଖ ଖାନଙ୍କ ବିଷୟରେ ନିଜ ପ୍ରତିକ୍ରିୟା ଦେଉଛନ୍ତି।? ଜାଣନ୍ତୁ ସତ୍ୟ। 

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ ଅଭିନେତା ଶାହରୁଖ ଖାନଙ୍କ ବିଷୟରେ ନିଜ ମନ୍ତବ୍ୟ ଦେଉଛନ୍ତି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଯୋଗୀ ଆଦିତ୍ୟନାଥ ଶାହରୁଖ ଖାନଙ୍କ ସିନେମା ପଠାନ୍ ଦେଖିଲା ପରେ ପ୍ରତିକ୍ରିୟା ଏବଂ ସନ୍ଦେଶ ଦେଇଛନ୍ତି।  ଭିଡିଓରେ ଯୋଗୀ ଆଦିତ୍ୟନାଥ କହୁଛନ୍ତି, “ଆମ ଦେଶରେ ବାମପନ୍ଥୀ ବିଚାରଧାରା ରଖୁଥିବା କିଛି ଲେଖକ ଏବଂ କଳାକାର ମାନେ ଭାରତ ବିରୋଧୀ […]

Continue Reading

ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଫୋଟୋକୁ ଭାରତର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି କିଛି ପିଲାମାନଙ୍କ ସହିତ ଅଛନ୍ତି। ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହି ବ୍ୟକ୍ତିଙ୍କର ଶରୀର ଅକ୍ଷମ ଅଟେ କିନ୍ତୁ ତାଙ୍କର ୭ ଟି ଛୁଆ। ଏହି କାରଣ ହେତୁ ଭାରତ ଗରିବ ଏବଂ ବେରୋଜଗାର ସଂଖ୍ୟା ଅଧିକ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ବାଙ୍ଗଲାଦେଶର ଅଟେ।  Facebook | […]

Continue Reading

କ’ଣ ନିକଟରେ ବାଲୋଚ ସ୍ଵାଧୀନତା ସଂଗ୍ରାମୀ ପାକିସ୍ତାନରେ ଏକ ବିସ୍ଫୋରଣ କରିଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ପାକିସ୍ତାନର ଉତ୍ତର ସହର ସିୟାଲକୋଟ୍ ରେ ଅନେକ ବିସ୍ଫୋରଣ ହେଇଥିବା ଖବର ସାମନାକୁ ଆସିଛି। ପାକିସ୍ତାନ ସେନା ଦ୍ଵାରା ନିୟନ୍ତ୍ରିତ ଅଞ୍ଚଳରେ ଥିବା ଏକ ଗୁଳିଗୋଳା ଡିପୋରେ ଏହି ବିସ୍ଫୋରଣ ଘଟିଛି। ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।  ଏହି ପ୍ରସଙ୍ଗରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ବାଲୋଚ ସ୍ଵାଧୀନତା ସଂଗ୍ରାମୀ ମାନେ ପାକିସ୍ତାନର ସିୟାଲକୋଟ ସହରରେ ବିରାଟ ବିସ୍ଫୋରଣ କରିଛନ୍ତି […]

Continue Reading

ହଙ୍ଗକଙ୍ଗରେ ହେଇଥିବା ଏକ ପୁରୁଣା ଦୁର୍ଘଟଣାର ଭିଡିଓକୁ ନିକଟରେ ଚୀନର ବିମାନ ଦୁର୍ଘଟଣାର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ନିକଟରେ ଚୀନରେ ଏରୋଲୋଫ୍ଟ ବୋଇଙ୍ଗ ୭୩୭ ବିମାନ ଦୁର୍ଘଟଣା ହୋଇଥିବା ଖବର ସାମନାକୁ ଆସିଛି। ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନ ଜରୁରୀକାଳୀନ ଅବତରଣ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ଏହି ଦୁର୍ଘଟଣାରେ ୪୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଦୁର୍ଘଟଣା ଗ୍ରସ୍ତ ବିମାନର ଫୋଟୋ ସହିତ ଦାବି କରା ଯାଇଛି ଯେ ଏହା ଚୀନରେ ହେଇଥିବା ଦୁର୍ଘଟଣାର ଦୃଶ୍ୟ […]

Continue Reading

ଶିଖ୍ ସମୁଦାଯ ଲୋକଙ୍କ ଦ୍ଵାରା ଜଣେ ନାଗା ସାଧୁଙ୍କ ଉପରେ ହେଇଥିବା ଆକ୍ରମଣର ପୁରୁଣା ଭିଡିଓକୁ ନିକଟରେ ଆମ୍ ଆଦମ୍ୟ ପାର୍ଟି ନିର୍ବାଚନ ଜିତିବା ପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

ପଞ୍ଜାବରେ ଆମ୍ ଆଦମ୍ୟ ପାର୍ଟି ନିର୍ବାଚନ ଜିତିବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସାମାଜିକ ବିରୋଧୀ କାର୍ଜ୍ଯାକଳାପ ସହ ଦଳରଜଡିତ ହେବା ଅଭିଯୋଗ କରା ଯାଇଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମଇଦାରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ନାଗା ସାଧୁଙ୍କୁ କିଛି ଶିଖ୍ ସମୁଦାଯ ଲୋକମାନେ ରାଜରାସ୍ତାରେ ମାରୁଥିବା ଦେଖିବାକୁ ମିଳିଛି। ଭିଡିଓ ସହିତ ଦାବି କରା ଯାଇଛି ଯେ ନୂତନ ସରକାର ଗଠନ ହେବା […]

Continue Reading

କ’ଣ ବିଜେପି ଊତରପ୍ରଦେଶ ନିର୍ବାଚନ ଜିତିବା ପରେ ମୋଦୀଙ୍କ ବିଜୟୀ ହେବା ଖବର ବିଦେଶର ଏକ ବିଲଡିଙ୍ଗରେ ଦର୍ଶାଅ ଯାଇଛି? ଜାଣନ୍ତୁ ସତ୍ୟ। 

ନିକଟରେ ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହୋଇ ବିଜେପି ବିଜୟୀ ହେଲା ପରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ବିଲଡିଙ୍ଗରେ ଲେଖା ଯାଇଛି ଯେ ଭାରତର ବୃହତ୍ତମ ରାଜ୍ୟରେ ମୋଦୀଙ୍କ ବିଶାଳ ବିଜୟ ଜିତିଛନତି। ଫୋଟୋ ସେୟାର କରି କୁହା ଯାଇଛି ଯେ “ଏ ଫୋଟୋ ଭାରତର ନୁହେଁ। ଜୁମ୍ କରି ଦେଖନ୍ତୁ।” ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ପରେ ଜାବ=ନିବାକୁ ପାଇଲା ଯେ ଏହି ଫୋଟୋର ନିକଟରେ ହୋଇଥିବା ନିର୍ବାଚନ ସହିତ କୌଣସି […]

Continue Reading

ପଞ୍ଜାବ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନଙ୍କୁ ମଦ ନିଶା ଅବସ୍ଥାରେ ଦେଖିବାକୁ ମିଳିଥିବା ଦାବି ମିଥ୍ୟା ଅଟେ।

ପଞ୍ଜାବରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳରେ ଆମ୍ ଆଦମ୍ୟ ପାର୍ଟି ସର୍ବାଧିକସଂଖ୍ୟକ ସିଟ୍ ପାଇଛି ଯେଉଁଥିପାଇଁ ଭଗବନ୍ତ ସିଂ ମାନ୍ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ପ୍ରତିଦ୍ଵନ୍ଦୀ ଅଟନ୍ତି। ଏହି ପ୍ରସଙ୍ଗରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ମଦ ନିଶାରେ ଥିବା ଦେଖା ଯାଉଛନ୍ତି। ଭିଡିଓକୁ ଏପରି ସେଯାର କରା ଯାଇଛି ଯେଉଁଥିରେ ପ୍ରତୀତ ହେଉଛି ଯେ ଏହା ସମ୍ପ୍ରତି ସମୟର ଭିଡିଓ ଅଟେ।  ପୋଷ୍ଟରେ କୁହା ଯାଇଛି ଯେ, “ମଦ […]

Continue Reading

ବନାରସରେ ତାଲିମ ପାଇଁ ଇଭିଏମ୍ ମେସିନଗୁଡିକ ନିଆଯାଉଥିବା ଭିଡିଓକୁ ନିର୍ବାଚନ ସମୟରେ ଇଭିଏମ୍ ସ୍କାମ୍ ହେଉଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହୋଇ ଏହାର ପରିଣାମ ମଧ୍ୟ ଆସି ସାରିଛି। ଉତ୍ତରପ୍ରଦେଶରେ ବିଜେପି ନିର୍ବାଚନ ଜିତିବା ପରେ ସପା ନେତା ଅଖିଲେଶ ଯାଦବ ଏବଂ ଅନ୍ୟାନ୍ୟ ନେତା ବିଜେପି ଉପରେ ଇଭିଏମ୍ ସ୍କାମ୍ ଅଭିଯୋଗ ଲଗାଇଛନ୍ତି।  ସୋସିଆଲ ମିଡିଆରେ ଏକ କିଡେଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ବାରାଣାଶୀରେ ଇଭିଏମ୍ ବଦଲାଉଥିବାର ଏକ ବଡ ଷଡଯନ୍ତ୍ରର ପରଦା ଫାଶ କରା ଯାଇଛି। ଭାଇରାଲ ଭିଡିଓରେ କିଛି ଲୋକେ ଇଭିଏମ୍ ଟ୍ରକ୍ ଉପରେ […]

Continue Reading

କ’ଣ କାଶ୍ମୀର ଫାଇଲ୍ସ ସିନେମା ଦେଖି ଲାଲ କୃଷ୍ଣ ଆଡଭାନୀ ଭାବୁକ ହୋଇ କାନ୍ଦିଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଦେଖିବାକୁ ମିଳିଛି ଯେଉଁଥିରେ ଦାବି କରା ଯାଇଛି ଯେ କାଶ୍ମୀର ଫାଇଲ୍ସ ସିନେମା ଦେଖିବା ପରେ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀ କାନ୍ଦୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ଲାଲ କୃଷ୍ଣ ଆଡଭାନୀ କାନ୍ଦୁଥିବା ସମୟରେ କିଛି ଲୋକେ ଆସିକି ତାଙ୍କୁ ସାନ୍ତ୍ଵନା ଦେଉଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ୧୩ ମାର୍ଚ୍ଚରେ ବାପି […]

Continue Reading

ଚୀନର ଏକ ବୁଲଡୋଜର ପ୍ରଦର୍ଶନ ଭିଡିଓକୁ ଉତ୍ତରପ୍ରଦେଶ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ବିଜୟୀ ହେବା ସହିତ ଯୋଡି ଭାଇରାଲ କରା ଯାଉଛି। 

ଉତ୍ତରପ୍ରଦେଶ ନିର୍ବାଚନର ଫଳାଫଳ ବାହାରିଲା ପରେ ସୋସିଆଲ ମିଡିଆରେ ବୁଲଡୋଜରର ଏକ ଭିଡିଓ ସେୟାର କରା ଯାଉଛି ଯେଉଁଥିରେ ଦାବି କରା ଯାଉଛି ଯେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ନିର୍ବାଚନ ଜିତିବା ପରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓଟି କୁ ଏହି ପରି ସେୟାର କରା ଯାଉଛି ଯେପରି କି ଲୋକେ ବୁଲଡୋଜରରେ ଷ୍ଟନ୍ଟ୍ ଦେଖାଇ ଆଦିତ୍ୟନାଥଙ୍କ ବିଜୟୀ ହେବା ଉତ୍ସବ ପାଳନ କରୁଛନ୍ତି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଚୀନର […]

Continue Reading

ପାଲେଷ୍ଟାଇନ-ଇଜ୍ରାଏଲ୍ ଯୁଧ୍ୟର ପୁରୁଣା ଭିଡିଓକୁ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶହି ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଆରମ୍ଭ ହେବା ପରଠାରୁ ସୋସିଆଲ ମିଡିଆରେ ଏହା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଥିରେ ରାତ୍ରି ସମୟରେ କିଛି କ୍ଷେପଣାସ୍ତ୍ରରେ ଆକ୍ରମଣ କରା ଯାଉଛି। ଦାବି ଅନୁଯାୟୀ ଏହା ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପାଲେଷ୍ଟାଇନ-ଇଜ୍ରାଏଲ୍ ଯୁଧ୍ୟର ପୁରୁଣା ଭିଡିଓକୁ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ […]

Continue Reading

କ’ଣ ରୁଷ ରାଷ୍ଟ୍ରପତି ଭାଲ୍ଡିମିର ପୁଟିନ ଏୟାର ଇଣ୍ଡିଆ ବିମାନରେ ଭାରତୀୟ ଛାତ୍ର ମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି? ଜାଣନ୍ତୁ ସତ୍ୟ।

ୟୁକ୍ରେନରେ ପଢୁଥିବା ଛାତ୍ର ମାନଙ୍କୁ ଫେରାଇ ଆଣିବା ପାଇଁ ଏକ ମିଶନ ପ୍ରାରମ୍ଭ କରିଛି ଯାହାର ନାମ ହେଲା ଅପରେସନ୍ ଗଙ୍ଗା। ଏହି ସମୟରେ ଏୟାର ଇଣ୍ଡିଆରେ ବସିଥିବା ଭାରତୀୟ ଛାତ୍ରମାନଙ୍କ ଏକ ଭିଡିଓ ଇଣ୍ଟର୍ନେଟରେ ଭାଇରାଲ ହେଉଛି। ଏହା ସହିତ ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବିମାନରେ ଭାରତୀୟ ଛାତ୍ର ମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇଥିଲେ ବୋଲି ଦାବି କରା ଯାଉଛି।  ଭାଇରାଲ ଭିଡିଓରେ ଲେଖା ଯାଇଛି ଯେ, “ରୁଷ ରାଷ୍ଟ୍ରପତି ପୁଟିନ ନିଜେ ଏୟାର […]

Continue Reading

ଆରମା ୩ ଭିଡିଓ ଗେମ୍ କ୍ଲିପ୍ କୁ ରୁଷିଆ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ ୟୁକ୍ରେନ୍ ଉପରେ ଏକ ବୃହତ ସାମରିକ ଆକ୍ରମଣ ଆରମ୍ଭ କରିବା ପରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଦେଖିବାକୁ ମିଳିଛି ଯେଉଥିରେ ଏକ ଯୁଧ୍ୟ ବିମାନ ଆକାଶରେ ଉଡୁଥିବା ସମୟରେ ତାଙ୍କୁ ଧ୍ଵଂସ କରିବା ପ୍ରୟାସ କରା ଯାଉଛି। ଦାବି ଅନୁଯାୟୀ ୟୁକ୍ରେନ୍ ରୁଷର ଯୁଧ୍ୟ ବିମାନ ଉପରେ ଗୁଳିଚାଳନା କରୁଛି।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ […]

Continue Reading