ସ୍ପେସଏକ୍ସ ଷ୍ଟାରସିପ୍ ଅବତରଣ ଭିଡିଓକୁ ସୁନିତା ୱିଲିୟମ୍ସଙ୍କର ପୃଥିବୀକୁ ଫେରୁଥିବା ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି। 

ନିକଟରେ, ଆମେରିକୀୟ ମହାକାଶ ସଂସ୍ଥା ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ୯ ମାସ ପରେ ପୃଥିବୀକୁ ଫେରିଛନ୍ତି। ସେମାନେ ଫ୍ଲୋରିଡା ଉପକୂଳରେ ସଫଳ ଅବତରଣ କରିଥିଲେ। ତାଙ୍କ ଫେରିବାର ଆନନ୍ଦ ସବୁଠି ପାଳନ କରାଯାଉଛି। ଏହି ପ୍ରସଙ୍ଗରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ରକେଟ୍ ପରି କିଛି ମହାକାଶରୁ ପୃଥିବୀକୁ ଆସି ସୁରକ୍ଷିତ ଭାବରେ ଅବତରଣ କରୁଥିବା ଦେଖବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି […]

Continue Reading

ଘାନା ଦେଶର ବଜାରରେ ହେଇଥିବା ଅଗ୍ନୋକାଣ୍ଡକୁ ବାଂଲାଦେଶରେ ହିନ୍ଦୁ ଶାହିର ଘଟଣା ଦାବି ସହିତ ସେୟାର କରା ଯାଉଛି।

ଏକ ବଡ଼ ଅଞ୍ଚଳରେ ନିଆଁ ଏବଂ ଆକାଶରେ ଘନ ଧୂଆଁ ବ୍ୟାପିଥିବା ଏବଂ ଧ୍ଵଂସ ହେଇଥିବା ସ୍ଥାନରେ ଲୋକମାନେ ଗତି କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହା ବାଂଲାଦେଶରେ ଅବସ୍ଥିତ ଏକ ହିନ୍ଦୁ କଲୋନୀର ଦୃଶ୍ୟ ଅଟେ ଯାହାକୁ ସେଠିକାର ମୁସ୍ଲିମ ମାନେ ଜାଲି ଦେଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଘାନା ଦେଶର ଏକ ବଜାରରେ ହୋଇଥିବା ଅଗ୍ନିକାଣ୍ଡର ଭିଡିଓକୁ ବାଂଲାଦେଶରେ […]

Continue Reading

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ କ’ଣ ପ୍ରକୃତରେ ଗଣପତି ଆରତୀ ବାଜିଥିଲା?

ପାକିସ୍ତାନ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଥିଲା, କିନ୍ତୁ ଭାରତୀୟ ଦଳର ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେଇଥିଲା। ଭାରତ ସହିତ ମ୍ୟାଚ୍ ଖେଳିବା ପାଇଁ ପାକିସ୍ତାନ ମଧ୍ୟ ଦୁବାଇ ପହଞ୍ଚିଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନକୁ ଛଅ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା।  ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ଷ୍ଟାଡିୟମରେ ଗଣେଶ ଭଜନ ବାଜୁଥିବାର ଦେଖିବାକୁ ମିଳୁଛି। ଦାବି କରାଯାଉଛି ଯେ, “ଏହା […]

Continue Reading

ଆକାଶରେ ଯୁଦ୍ଧ ବିମାନ ଦ୍ୱାରା ଗଠିତ ତ୍ରିଶୂଳର ଏହି ଫଟୋର ମହାକୁମ୍ଭ ମେଳା ସହିତ କୌଣସି ସମ୍ପର୍କ ନାହିଁ।

ଆକାଶରେ ତ୍ରିଶୂଳ ତିଆରି କରୁଥିବା ଏକ ଲଢ଼ୁଆ ବିମାନର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହା ପ୍ରୟାଗରାଜରେ ମହାକୁମ୍ଭ ମେଳାର ଶେଷ ଦିନରେ ଭାରତୀୟ ବାୟୁସେନାର ଏୟାର ଶୋ’ର ଦୃଶ୍ୟ। ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ପ୍ରୟାଗରାଜ ମହାକୁମ୍ଭ ରେ ସୁଖୋଇ ବିମାନ ଦ୍ଵାରା ତ୍ରିଶୂଳ ଗଠନ” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଯୁଦ୍ଧ ବିମାନ […]

Continue Reading

ଛୋଟ-ଛୋଟ ଶିଶୁଙ୍କୁ ମାରିଥିବା ଜଣେ ହମାସ୍ ଆତଙ୍କବାଦୀର ଇଜ୍ରାଏଲ୍ ହାତ କାଟିଥିବା ଏବଂ କିଡନୀ ବାହାର କରିଦେଇଥିବା ଦାବି ମିଥ୍ୟା ଅଟେ।

ଗୁରୁତ ଭାବରେ ଆଘାତ ହୋଇଥିବା ଜଣେଯୁବକଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଯୁବକ ଜଣେ ହମାସ୍ ଆତଙ୍କବାଦୀ ଯିଏ ଅନେକ ଶିଶୁଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଇଜ୍ରାଏଲ୍ ଆକ୍ରମଣ ସମୟରେ ତାଙ୍କୁ ଜବତ କରି ତାଙ୍କ ଦୁଇଟି ହାତ ଏବଂ କିଡନୀ ବାହାର କରି ଦେଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ୨୦୨୪ ରେ ଗୋଟିଏ ଆପାର୍ଟମେଣ୍ଟକୁ ଇଜ୍ରାଏଲ୍ ଆକ୍ରମଣ କରିଥିବା […]

Continue Reading

କ’ଣ ଜିଓ ନିକଟରେ ଇଲେକ୍ଟ୍ରିକ୍ ସାଇକଲ୍ ଲଞ୍ଚ କରିବାକୁ ଯାଉଛି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଉଛି ଯେ ଜିଓ ନିକଟରେ ଇଲେକ୍ଟ୍ରିକ୍ ସାଇକଲ୍ ଲଞ୍ଚ କରିବାକୁ ଯାଉଛି। ମୁକେଶ ଅମ୍ବାନୀ ଏବଂ ଏକ ଇଲେକ୍ଟ୍ରିକ୍ ସାଇକେଲର ଫଟୋ ସହିତ ଅପଲୋଡ୍ ହୋଇଥିବା ଫଟୋରେ ଲେଖାଯାଇଛି: “ଖୁବ ଶୀଘ୍ର ବଜାରକୁ ଆସିବାକୁ ଯାଉଛି Jio Electric Cycle ଯାହାର ମୂଲ୍ୟ ରହିଛି ୨୯,୦୦୦ ଟଙ୍କା। ଏଥିରେ ରହିଛି 250W-350W ର ଇଲେକ୍ଟ୍ରିକ୍ ମୋଟର ଏବଂ ଏହାକୁ ଠାରେ ଚାର୍ଜ […]

Continue Reading

ମହାକୁମ୍ଭମେଳା ୨୦୨୫ର ଶେଷ ଦିନର କାର୍ଯ୍ୟକ୍ରମ ଭାବରେ ବାରାଣସୀରେ ଲେଜର ଶୋ’ର ପୁରୁଣା ଭିଡିଓ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଆତସବାଜିର ଏକ ଭିଡିଓ ଭାଇରାଲ ହେଉଛି, ଏବଂ ଦାବି କରାଯାଉଛି ଯେ ଏହି ଭିଡିଓଟି ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭର ଶେଷ ଦିନ କାର୍ଯ୍ୟକ୍ରମର ଏକ ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋର ଅନୁସନ୍ଧାନରେ ଏହି ଦାବି ମିଥ୍ୟା ପ୍ରମାଣିତ ହୋଇଛି କାରଣ ପୋଷ୍ଟ ହୋଇଥିବା ଆତସବାଜିର ଭିଡିଓ ପ୍ରୟାଗରାଜରେ ମହାକୁମ୍ଭର ସମାପ୍ତିର ନୁହେଁ, ବରଂ ୨୦୨୪ ମସିହାରେ ଦୀପାବଳି ଅବସରରେ ବାରାଣସୀରେ ପ୍ରଦର୍ଶିତ ଆତସବାଜିର ଦୃଶ୍ୟ ଅଟେ। ଏହି ଭିଡିଓର ପ୍ରୟାଗରାଜ ମହାକୁମ୍ଭ ସହିତ କୌଣସି […]

Continue Reading

ନା…. ଖଣ୍ଡା ଚାଳନା କୌଶଳ ଦେଖାଉଥିବା ମହିଳା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନୁହଁନ୍ତି। ଭାଇରାଲ ଦାବି ମିଥ୍ୟା।

୨୦ ଫେବୃଆରୀ ୨୦୨୫ ରେ ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ପ୍ରସଙ୍ଗରେ, ଜଣେ ମହିଳାଙ୍କ ଖଣ୍ଡା ଚାଳନା କୌଶଳ ପ୍ରଦର୍ଶନ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଏହାକୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଭିଡିଓ ବୋଲି ଦାବି କରାଯାଇଛି। ଫେସବୁକରେ ଭିଡିଓଟି ସେୟାର କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଭିଡିଓ ପୁରୁଣା ହୋଇପରେ କିନ୍ତୁ, ଆଜି ଦିଲ୍ଲୀ CM। ସର୍ବଗୁଣ ସମ୍ପର୍ଣ୍ଣ। ଭାରତୀୟ […]

Continue Reading

ଅନ୍ୟ ଏକ ମହିଳାଙ୍କ ନାଚୁଥିବା ଭିଡିଓକୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନାମରେ ସେୟାର କରା ଯାଉଛି।

ନିକଟରେ, ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ନାଚୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହି ଭିଡିଓଟି ଦିଲ୍ଲୀର ନୂତନ ମହିଳା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କର।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା, କାରଣ ଭିଡିଓରେ ନାଚିଥିବା ମହିଳା ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନୁହେଁ ବରଂ ମୀରା ନାମକ ଅନ୍ୟ ଜଣେ ମହିଳା। ଏହି ଭିଡିଓଟି ରେଖା ଗୁପ୍ତା ସହିତ କୌଣସି ସମ୍ପର୍କ ନାହିଁ। ଲୋକଙ୍କୁ ଭ୍ରମିତ […]

Continue Reading

ଏଡିଟେଡ୍ ଭିଡିଓକୁ ପ୍ରୟାଗରାଜରେ ବିମାନ ଅବତରଣ ସମୟରେ କରାଯାଇଥିବା ଘୋଷଣା ଦାବି ସହିତ ସେୟାର କରା ଯାଉଛି।

ମହାକୁମ୍ଭ ମେଳା ୨୦୨୫ ଆନୁଷ୍ଠାନିକ ଭାବରେ ୧୩ ଜାନୁଆରୀ ୨୦୨୫ ରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଥିଲା। ଏହା ୨୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ମେଳା ପ୍ରତି ୧୨ ବର୍ଷରେ ଥରେ ଅନୁଷ୍ଠିତ ହୁଏ ଏବଂ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ, ସନ୍ଥ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ପ୍ରୟାଗରାଜ ମହାକୁମ୍ଭର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ମଧ୍ୟରେ, ଜଣେ ଅନ୍ତର୍ଜାତୀୟ ପାଇଲଟ୍ ମହାକୁମ୍ଭ ବିଷୟରେ ଉଡ଼ାଣ ମଧ୍ୟରେ ଘୋଷଣା କରୁଥିବାର […]

Continue Reading

ଆମେରିକା ଅବୈଧ କଲମ୍ବିଆ ପ୍ରବାସୀଙ୍କୁ ନିର୍ବାସିତ କରୁଥିବା ଫୋଟୋକୁ ଭାରତୀୟ ପ୍ରବାସୀଙ୍କ ସହିତ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।

ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ ପୁନଃନିର୍ବାଚନ ପରେ, ଅନଧିକୃତ ପ୍ରବେଶକୁ କେନ୍ଦ୍ର କରି ୨୦୫ ଜଣ ଭାରତୀୟ ପ୍ରବାସୀଙ୍କୁ ଭାରତକୁ ପଠାଇ ଦିଆଯାଇଥିଲା। ଏହି ପ୍ରସଙ୍ଗରେ, ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯାହାକୁ ଆମେରିକା ଦ୍ୱାରା ଭାରତକୁ ପଠାଯାଉଥିବା ଅବୈଧ ପ୍ରବାସୀମାନଙ୍କର ଏକ ଫୋଟୋ ବୋଲି କୁହାଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓଟି ଆମେରିକାରୁ କଲମ୍ବିଆନ୍ ପ୍ରବାସୀଙ୍କୁ ନିର୍ବାସିତ କରାଯାଉଥିବାର ଦୃଶ୍ୟ ଅଟେ। ଫୋଟୋରେ ଥିବା […]

Continue Reading

ୟୁକ୍ରେନ୍ ର ଏକ ପୁରୁଣା ଭିଡିଓକୁ ଆମେରିକାରେ ଅଗ୍ନିକାଣ୍ଡ ପରେ ଲୋକେ ରାସ୍ତାକୁ ଆସିଥିବା ଦାବି ସହିତ ସେୟାର କରା ଯାଉଛି। 

ଆମେରିକାର ଲସ୍ ଆଞ୍ଜେଲସ୍‌ରେ ଅଗ୍ନିକାଣ୍ଡ ପରେ ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ, ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଦାବି କରା ଯାଉଛି ଯେ ଅଗ୍ନିକାଣ୍ଡ ପରେ ଲୋକଙ୍କ ଘର ଜଳି ଯାଇଥିବାରୁ ତାଙ୍କ ପାଖରେ ରହିବା ପାଇଁ ଘର ନାହିଁ। ସେଥିପାଇଁ ଅନେକ ଲୋକ ରାସ୍ତାରେ ଦେଖିବାକୁ ମିଳିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା […]

Continue Reading

ଜଣେ ବ୍ୟକ୍ତି ୨ ମିନିଟରୁ ଅଧିକ ସମୟ ଧରି ଶଙ୍ଖ ବଜାଉଥିବାର ପୁରୁଣା ଭିଡିଓ କୁ ପ୍ରୟାଗରାଜର ମହାକୁମ୍ଭ ମେଳା ଭିଡିଓ ଦାବି ସହିତ ଭାଇରାଲ କରା ଯାଉଛି। 

ମହାକୁମ୍ ମେଲା ୧୩ ଜାନୁୟାରୀ ୨୦୨୫ ରେ ଆରମ୍ଭ ହୋଇଥିଲା ଏବଂ ୨୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହା ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଏହା ଅନୁଷ୍ଠିତ ହେଇଛି | ଏହି ମେଲା ପ୍ରତି ୧୨ ବର୍ଷରେ ଅନୁଷ୍ଠିତ ହୁଏ ଏବଂ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ, ସାଧୁ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ଯେଉଁମାନେ ଗଙ୍ଗା, ଯମୁନା, ଏବଂ ସରସ୍ୱତୀ ନଦୀର ପବିତ୍ର ମିଳନସ୍ଥଳରେ ଆନୁଷ୍ଠାନିକ ସ୍ନାନ ଭଳି ଆଧ୍ୟାତ୍ମିକ ଅଭ୍ୟାସରେ ଅଂଶଗ୍ରହଣ କରନ୍ତି। […]

Continue Reading

କ’ଣ ଗାନ୍ଧୀ ପରିବାର ର ପୂର୍ବପୁରୁଷ ମାନେ ମୁସ୍ଲିମ ଥିଲେ? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ପୁଣି ଥରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ଯେଉଁଥିରେ ଗାନ୍ଧୀ ପରିବାର ର ବଂଶାନୁକ୍ରମିକ ବିଷୟରେ କୁହା ଯାଇଅଛି। ଏହି ପୋଷ୍ଟ ଅନୁଯାୟୀ ଗାନ୍ଧୀ ପରିବାର ର ପୂର୍ବପୁରୁଷ ମାନେ ମୁସ୍ଲିମ ଏବଂ ଇଶାଇ ଥିଲେ। ଏଥିରେ ଏହା ମଧ୍ୟ ଉଲ୍ଲେଖ କରା ଯାଇଛି ଯେ ଜବାହାରଲାଲ ନେହେରୁଙ୍କ ଜେଜେବାପାଙ୍କ ନାମ ଗୟାସୁଦ୍ଦିନ ଗାଜି ଥିଲା ଏବଂ ସେ ଜଣେ ମୁସ୍ଲିମ ଥିଲେ। ରାଜୀବ ଗାନ୍ଧୀଙ୍କ ପ୍ରକୃତ ନାମ ରାଜୀବ […]

Continue Reading

+୧୪୦ ନମ୍ବରରୁ କଲ୍ ଆସି ବ୍ୟାଙ୍କ ଆକାଉଣ୍ଟ ଲୁଟ୍ ସମ୍ପର୍କରେ ଗୁଜବ ପୁଣି ଭାଇରାଲ ହେବାରେ ଲାଗିଛି। 

୧୪୦ ନମ୍ବରରୁ ଆରମ୍ଭ ହେଉଥିବା କଲ୍ ଗ୍ରହଣ ନକରିବାକୁ ପୋଲିସ ଲୋକଙ୍କୁ ସତର୍କ କରୁଥିବାର ଭିଡିଓ ପୁଣି ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏପରି କଲ୍ ଗ୍ରହଣ କଲେ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଲୁଟ ହୋଇପାରେ ଏବଂ ଆପଣଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ ହୋଇପାରେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ‘୧୪୦’ ନମ୍ବରରୁ କଲ୍ ଗ୍ରହଣ କଲେ ବ୍ୟାଙ୍କ ବାଲାନ୍ସ ଖାଲି ହୋଇପାରିବ ନାହିଁ। କ’ଣ ଦାବି କରା ଯାଇଛି […]

Continue Reading

ଆଦିତ୍ୟ ଠାକରେଙ୍କ କାଫେ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପରେ ଅସମ୍ପର୍କିତ ଭିଡିଓ ଭାଇରାଲ ହୋଇଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଗୁପ୍ତ ସ୍ଥାନରୁ କିଛି ମହିଳା ମାନେ ବାହାରିକି ଆସୁଥିବା ବେଳେ ସେଠାରେ ଥିବା ଲୋକମାନେ ଭିଡିଓ ନେଊଁଛନ୍ତି। ଦାବି କରା ଯାଉଛି ଯେ ମୁମ୍ବାଇର ଅନ୍ଧେରି ଅଞ୍ଚଲରେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କର କାଫେରେ ପୋଲିସ ଚଢାଉ କରିଥିବା ରୁ ସେଠାରେ ଏପରି ଅବୈଧ କାମ ଚାଲୁଥିବା ଜଣା ପଡ଼ିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓର […]

Continue Reading

YSR ଜଗନ ସରକାରଙ୍କ ସମୟରେ ତିରୁମାଲା ତିରୁପତି ଦେବସ୍ଥାନମରେ ଜନସମ୍ପର୍କ ଅଧିକାରୀ ଥିବା ଶ୍ରୀମତୀ ନିଷ୍କା ବେଗମଙ୍କ ଘରେ ED ର ଚଢାଉ ହେଇଥିବା ଦାବି ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ବଡ଼ ଟେବୁଲ ଉପରେ ସୁନା ଅଳଙ୍କାର ରଖାଯାଇଥିବାର ଦେଖିବାକୁ ମିଳୁଛି। ଦାବି କରା ଯାଉଛି ଯେ YSR ଜଗନ ସରକାରଙ୍କ ସମୟରେ ତିରୁମାଲା ତିରୁପତି ଦେବସ୍ଥାନମରେ ଜନସମ୍ପର୍କ ଅଧିକାରୀ ଥିବା ଶ୍ରୀମତୀ ନିଷ୍କା ବେଗମଙ୍କ ଘରେ ED ର ଚଢାଉ ହେଇଥିବା ପରେ ସେଠାରୁ ବଡ଼ ପରିମାଣର ସୁନା ଅଳଙ୍କାର ମିଳିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି […]

Continue Reading

ଡକ୍ଟର ମନମୋହନ ସିଂଙ୍କ ଶେଷ ଯାତ୍ରାରେ କଂଗ୍ରେସ ନେତାମାନେ ଯୋଗ ଦେଇ ନଥିଲେ। ଭାଇରାଲ୍ ଦାବି ମିଥ୍ୟା

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ମୃତ୍ୟୁ ୨୬ ଡିସେମ୍ବର ୨୦୨୪ ରେ ହୋଇଥିଲା ଏବଂ ୨୮ ଡିସେମ୍ବରରେ ଦିଲ୍ଲୀର ନିଗମବୋଧ ଘାଟରେ ରାଷ୍ଟ୍ର ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଡକ୍ଟର ମନମୋହନ ସିଂଙ୍କ ଶେଷ ଯାତ୍ରାରେ କୌଣସି କଂଗ୍ରେସ ନେତା ଯୋଗ ଦେଇ ନଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ୍ଡାବୀକୁ ମିଥ୍ୟା ବୋଲି ପାଇଲା। ରାହୁଲ […]

Continue Reading

କୁୱେତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ହାଲା ମୋଦି’ କାର୍ଯ୍ୟକ୍ରମରେ ଖାଲି ଚେୟାର ଥିବା ଭାଇରାଲ ଦାବି ମିଥ୍ୟା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଏବଂ ୨୨ ଡିସେମ୍ବର ରେ କୁୱେତ ଗସ୍ତ କରିଥିଲେ। ୪୩ ବର୍ଷର ବ୍ୟବଧାନ ପରେ କୁୱେତ ଗସ୍ତରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି। କୁୱେତର ମହାମହିମ ଶେଖ ମେଶାଲ ଅଲ-ଅହମଦ ଅଲ-ଜାବର ଅଲ-ସବାହଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ମୋଦି ସେଠାକୁ ସରକାରୀ ଗସ୍ତ କରିଥିଲେ।  ଏହି ପ୍ରସଙ୍ଗରେ, ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ କୁୱେତରେ ମୋଦିଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୌଣସି […]

Continue Reading

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ହସ୍ପିଟାଲରେ ଦାଖଲ ହୋଇଥିବା ପୁରୁଣା ଫୋଟୋକୁ ତାଙ୍କ ମୃତ୍ୟୁର କିଛି ସମୟପୂର୍ବର ଘଟଣା ଦାବି ସହିତ ସେୟାର କରା ଯାଉଛି।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କର ୨୬ ଡିସେମ୍ବର ୨୦୨୪ ରେ ଦେହାନ୍ତ ହୋଇଥିଲା। ଏହା ପରେ, ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ସେ ଏକ ହସ୍ପିଟାଲରେ ଦାଖଲ ହୋଇଛନ୍ତି। ଦାବି କରାଯାଊଛି ଯେ ଏହା ଡକ୍ଟର ମନମୋହନ ସିଂଙ୍କ ଶେଷ ଫୋଟୋ। ଫୋଟୋରେ ଡକ୍ଟର ମନମୋହନ ସିଂହଙ୍କୁ ହସ୍ପିଟାଲ ବେଡରେ ଶୋଇଥିବାର ଦେଖାଯାଉଛି ଏବଂ ତାଙ୍କ ପାଖରେ ଜଣେ ଡାକ୍ତର ଠିଆ ହୋଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

ବାଂଲାଦେଶରେ ଜଣେ ହିନ୍ଦୁ ସାଧୁନକର କେଶ କାଟି ତାଙ୍କ ଧର୍ମ ପରିବର୍ତ୍ତନ କରିବା ଦାବି ମିଥ୍ୟା ଅଟେ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତା ରେ ଚାଲୁଥିବା ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ଘେରା ପକାଇ ହଇରାଣ କରୁଥିବା ଜଣା ପଡ଼ୁଛି। ଦାବି କରା ଯାଉଛି ଯେ ଏହି ଘଟଣା ବାଂଲାଦେଶର ଅଟେ ଯେଉଁଠାରେ ସେଠିକାର ମୁସ୍ଲିମ ମାନେ ଜଣେ ହିନ୍ଦୁ ସାଧୁଙ୍କ କେଶ କାଟି ତାଙ୍କ ଧର୍ମ ପରିବର୍ତ୍ତନ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବାଂଲାଦେଶରେ କିଛି ଯୁବକ ମାନେ ରାସ୍ତାରେ […]

Continue Reading

ବାଂଲାଦେଶରେ ମୁସଲମାନମାନେ ହିନ୍ଦୁଙ୍କ କ୍ଷେତରେ ଲାଗି ଥିବା ଫସଲରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଦାବି ମିଥ୍ୟା ଅଟେ।

କ୍ଷେତରେ ଜଳିଯାଇଥିବା ଫସଲ ଦେଖିବା ପରେ ଜଣେ ବ୍ୟକ୍ତିଙ୍କର କାନ୍ଦିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରା ଯାଉଛି ଯେ ବାଂଲାଦେଶର ମୁସଲମାନମାନେ ପେଟ୍ରୋଲ ଢାଳି ହିନ୍ଦୁଙ୍କର କ୍ଷେତରେ ବଢିଥିବା ଫସଲକୁ ଜାଳି ଦେଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓରେ ଦେଖା ଯାଉଥିବା ପୀଡ଼ିତ ଚାଷୀ ହିନ୍ଦୁ ନୁହଁନ୍ତି, ସେ ଜଣେ ମୁସ୍ଲିମ ଲୋକ। ଭିଡିଓ ସେୟାର କରି ଜଣେ […]

Continue Reading

ବାଂଲାଦେଶର ଜଣେ ବୃଦ୍ଧ ମୁସ୍ଲିମ ବ୍ୟକ୍ତି ୧୨ ବର୍ଷ ହିନ୍ଦୁ ଝିଅକୁ ବିବାହ କରିଥିବା ଭାଇରାଲ ଭିଡିଓ ଏକ ନାଟକୀୟ ଭିଡିଓ ଅଟେ। 

ପ୍ରାୟ ୭୨ ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କହିଛନ୍ତି ଯେ ସେ ୧୨ ବର୍ଷର ଝିଅକୁ ବିବାହ କରିଛନ୍ତି କାରଣ ତାଙ୍କର କୌଣସି ପିତାମାତା କିମ୍ବା କୌଣସି ସମ୍ପର୍କୀୟ ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ନିଜ ପୁଅ ଏବଂ ବୋହୁ ତାଙ୍କର ଆବଶ୍ୟକତାର ଯତ୍ନ ନେଉନାହାଁନ୍ତି ଏବଂ ସେ ଦାବି କରିଛନ୍ତି ଯେ ତାଙ୍କର ପୂର୍ବ ପତ୍ନୀ ୫ ବର୍ଷ ପୂର୍ବେ ଦେହାନ୍ତ କରିଛନ୍ତି। […]

Continue Reading

ବାପା-ଝିଅର ବିବାହର ନାଟକୀୟ ଭିଡିଓକୁ ଅସଲି ଘଟଣା ଦାବି ସହିତ ସେୟାର କରା ଯାଉଛି।

ଜଣେ ବୟଷ୍କ ଲୋକଙ୍କ ନିକଟରେ ସିନ୍ଦୁର ଏବଂ ଲାଲ ସାଢି ପିନ୍ଧିଥିବା ମହିଳାଙ୍କ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ରେ ସେ ବୟଷ୍କ ଲୋକ କହୁଛନ୍ତି ଯେ ତାଙ୍କ ନିକଟରେ ଛିଡା଼ ହୋଇଥିବା ମହିଳା ହେଉଛନ୍ତି ତାଙ୍କ ଝିଅ ଏବଂ ସେ ମହିଳା‌ କହୁଛନ୍ତି ଯେ ସେ ତାଙ୍କ ପିତାଙ୍କ ସହିତ ବିବାହ କରିଛନ୍ତି। ହିନ୍ଦୁ ରୀତିନୀତି ଏବଂ ପରମ୍ପରା ଅନୁସାରେ ଏକ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଥିଲା। ଉତ୍ସବ ପରେ, […]

Continue Reading

ହାଥରସରେ ଦଳାଚକଟାର ପୁରୁଣା ଘଟଣାକୁ ବାଂଲାଦେଶରେ ହିନ୍ଦୁ ମହିଳାଙ୍କ ଉପରେ ହେଉଥିବା ହିଂସା ଦାବି ସହିତ ସେୟାର କରା ଯାଉଛି।

ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ହିଂସା ଖବର ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଡାକ୍ତରଖାନାରେ ଅନେକ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଭାଇରାଲ ପୋଷ୍ଟ ସହିତ ଦାବି କରାଯାଉଛି ଯେ ଏହି ଭାଇରାଲ ଭିଡିଓ ବାଂଲାଦେଶରୁ ଆସିଛି ଯେଉଁଠାରେ ମୁସଲମାନମାନେ ହିନ୍ଦୁ ମହିଳାଙ୍କୁ ଅତି ନିର୍ମମ ଭାବରେ ବଳାତ୍କାର କରିଛନ୍ତି ଏବଂ ପରେ ସେମାନଙ୍କୁ ହତ୍ୟା କରି ତାଙ୍କ ମୃତ ଶରୀର ଫୋପାଡ଼ି ଦେଇଛନ୍ତି। […]

Continue Reading

ପଞ୍ଜାବର ଜଲନ୍ଧରରେ ଗୋରୁ ଉପରେ ଆକ୍ରମଣର ଭିଡିଓକୁ ବାଂଲାଦେଶର ଘଟଣା କହି ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ସେୟାର ଯାଉଛି।

ଗତ କିଛି ମାସ ହେବ ପଡୋଶୀ ଦେଶ ବାଂଲାଦେଶରେ ଅଶାନ୍ତି ଦେଖାଦେଇଛି। ହିଂସା ଏବଂ ଅରାଜକତାର ପରିବେଶ ଏପର୍ଯ୍ୟନ୍ତ ଜାରି ରହିଛି। ସାମ୍ପ୍ରତିକ ବିକାଶ ସମୟରେ ବାଂଲାଦେଶରେ ଅନ୍ତର୍ଭୁକ୍ତ ସନାତନ ମୁଖପାତ୍ର ଚିନ୍ମୟ ଦାସଙ୍କୁ ଗିରଫ କରାଯାଇଥିଲା। ଏଥି ସହିତ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ଶୋଷଣର ବୃଦ୍ଧି ମାମଲା ମଧ୍ୟ ସାମ୍ନାକୁ ଆସୁଛି।  ଏହି ପ୍ରସଙ୍ଗ ମଧ୍ୟରେ, ଏକ ହୃଦୟ ବିଦାରକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ କିଛି ଲୋକ ଗାଇ କୁ ଅତି ନିର୍ମମ […]

Continue Reading

ବାଂଲାଦେଶରେ ଦୁଇଟି ମୁସ୍ଲିମ ସମ୍ପ୍ରଦାୟ ଦଳ ମଧ୍ୟରେ ହେଉଥିବା ସଂଘର୍ଷର ଭିଡିଓକୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ଏକ ବିଶାଳ ଭିଡ଼ ବାଡ଼ି ଧରି ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରୁଛନ୍ତି ଏବଂ ଆକ୍ରମଣ କରିବା ପାଇଁ ମଧ୍ୟ ଯାଉଛନ୍ତି ବୋଲି ଜଣ ପଡ଼ୁଛି। ଦାବି କର ଯାଉଛି ଯେ ଏହା ବାଂଲାଦେଶର ଘଟଣା ଯେଉଁଠାରେ ମୁସ୍ଲିମ ମାନେ ହିନ୍ଦୁଙ୍କ ଉପରେ ଆକ୍ରମଣ କରିବା ପାଇଁ ଯାଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବାଂଲାଦେଶରେ ଦୁଇଟି ମୁସ୍ଲିମ ସମ୍ପ୍ରଦାୟ […]

Continue Reading

ମହାରାଷ୍ଟ୍ରର ବାବ୍ରି ମସଜିଦ ପ୍ରଦର୍ଶନୀ ଭିଡିଓ କୁ ବାଂଲାଦେଶର କହି ମିଥ୍ୟା ଦାବିରେ ଭାଇରାଲ  କରାଯାଉଛି।

ବାଂଲାଦେଶରେ ହିନ୍ଦୁଙ୍କ ବିରୁଦ୍ଧରେ ହେଉଥିବା ଯନ୍ତ୍ରଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ରାସ୍ତା ମଝିରେ ସ୍କ୍ରିନରେ ବାବରୀ ମସଜିଦର ଇତିହାସ ପ୍ରଦର୍ଶନ ହେଉଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ବାଂଲାଦେଶର ଏକ ସହରରେ ପ୍ରଦର୍ଶନ କରା ଯାଇଛି ଏବଂ ସେଠିକାର ମୁସ୍ଲିମ ମାନଙ୍କୁ ହିନ୍ଦୁ ବାସିନ୍ଦାଙ୍କ ବିରୁଦ୍ଧରେ ଉତ୍ତେଜିତ କରା ଯାଉଛି।  କିନ୍ତୁ ଫ୍ୟାକ୍ଟ […]

Continue Reading

ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଧେ ବାବୁରି ମସ୍ଜିଦ ଭାଙ୍ଗିଲା ସମୟରେ କରସେବକ ଭାବରେ ଏକାଠି କାମ କରିଥିଲେ କି?

ବିଜେପି ହାରାଷ୍ଟ୍ର ନିର୍ବାଚନ ଜିତିବା ଦେବେନ୍ଦ୍ର ଫଡନାଭିସ୍ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇ ଶପଥ ଗ୍ରହଣ କରିଛନ୍ତି ଏବଂ ଏକନାଥ ସିନ୍ଧେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏକ ପୁରୁଣା ଫୋଟୋ ସେୟାର କରି ଦାବି କରା ଯାଉଛି ଯେ ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଧେ ବାବୁରି ମସ୍ଜିଦ ଭାଙ୍ଗିଲା ସମୟରେ କରସେବକ ଭାବରେ ଏକାଠି କାମ କରିଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ସାଉଦି ଆରବିଆରେ ରାସ୍ତା ଜଳମଗ୍ନ ହେଇଥିବା ଭିଡିଓକୁ ଚେନ୍ନାଇର ବନ୍ୟା ପରିସ୍ଥିତି ଦାବି ସହିତ ସେୟାର କରା ଯାଉଛି। 

ଫେଙ୍ଗାଲ ବାତ୍ୟାର ପ୍ରଭାବ ତାମିଲନାଡୁ, କର୍ଣ୍ଣାଟକ ଏବଂ ପୁଡୁଚେରୀରେ ଦେଖିବାକୁ ମିଳିଥିଲା। ଲଗାତାର ପ୍ରବଳ ବର୍ଷା ସହିତ ବନ୍ୟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଜଳମଗ୍ନ ରାସ୍ତାର ଭିଡିଓ ସେୟାର କରି ଦାବି କରା ଯାଉଛି ଯେ ଏହା ଚେନ୍ନାଇର ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସାଉଦି ଆରବିଆରେ ରାସ୍ତା ଜଳମଗ୍ନ ହେଇଥିବା ଭିଡିଓକୁ ଚେନ୍ନାଇର ବନ୍ୟା ପରିସ୍ଥିତି ଦାବି ସହିତ ସେୟାର […]

Continue Reading

ପଶ୍ଚିମବଙ୍ଗରେ କାଲୀ ମନ୍ଦିରରେ ବିସର୍ଜନ ପ୍ରସ୍ତୁତିର ଭିଡିଓକୁ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଗୋଟିଏ ମନ୍ଦିରରେ କାଳୀ ମାତାଙ୍କ ମୂର୍ତ୍ତି ନଷ୍ଟ କରା ଯାଉଥିବାର ଦେଖାଯାଇଛି। ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ଭିଡିଓ ବାଂଲାଦେଶରୁ ଆସିଛି ଯେଉଁଠାରେ ବାଂଲାଦେଶୀ ମୁସଲମାନମାନେ କାଳୀ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗରେ ଏହି ଭିଡିଓ ସେୟାର କରାଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ଭିଡିଓ ପଶ୍ଚିମବଙ୍ଗର ଅଟେ […]

Continue Reading

ଲୋକସଭା ବାଚସ୍ପତ୍ତି ଓମ ବିର୍ଲାଙ୍କ ଝିଅ ଅଞ୍ଜଲି ବିର୍ଲା ଜଣେ ମୁସ୍ଲିମଙ୍କୁ ବିବାହ କରିଥିବା ମିଥ୍ୟା ଦାବି ସୋସିଆଲ ମିଡିଆରେ ଭାଇରାଲ। 

୧୨ ନଭେମ୍ବର ରେ ଲୋକସଭା ବାଚସ୍ପତ୍ତି ଓମ ବିର୍ଲାଙ୍କ ଝିଅ ଅଞ୍ଜଲି ବିର୍ଲାଙ୍କର ବିବାହ ହୋଇଥିଲା। ଏହି ବିବାହ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ଯେ ଅଞ୍ଜଲି ବିର୍ଲା ଜଣେ ମୁସ୍ଲିମଙ୍କୁ ବିବାହ କରିଛନ୍ତି। କ’ଣ ଦାବି କରା ଯାଉଛି ପୋଷ୍ଟରେ?  ଅଞ୍ଜଲି ବିର୍ଲାଙ୍କର ବିବାହର ଗୋଟିଏ ଫୋଟୋ ସେୟାର କରି ସୋସିଆଲ ମିଡିଆ ୟୁଜର ଲେଖୁଛନ୍ତି, “ଶୁଣିଲି ଓମ ବିର୍ଲା ଙ୍କ ଝିଅ ଅଞ୍ଜଳି ଜଣେ ମୁସଲମାନ ପୁଅ ଅନିଶ ରାଜାନି କୁ ବିବାହ […]

Continue Reading

ସିଦ୍ଧି ବିନାୟକ ମନ୍ଦିର ଉପରେ ୱକଫ୍ ବୋର୍ଡ ଦାବି କରୁଥିବା ଖବର ମିଥ୍ୟା ଅଟେ। ଜାଣନ୍ତୁ ସତ୍ୟତା।

ୱକଫ୍ ବୋର୍ଡ ହିନ୍ଦୁଙ୍କ ଜମି, ହିନ୍ଦୁ ଧର୍ମ ସ୍ଥଳ ଏବଂ ହିନ୍ଦୁଙ୍କର ତୀର୍ଥ ସ୍ଥାନ ଉପରେ ନିଜ ଦାବି କରୁଥିବା ଖବର ଅନେକ ଥର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗ ରେ ୱକଫ୍ ବୋର୍ଡ ସିଦ୍ଧି ବିନାୟକ ମନ୍ଦିର ଉପରେ ନିଜ ଦାବି କରୁଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ପୋଷ୍ଟରେ ଦାବି କରି କୁହା ଯାଇଛି ଯେ, “ସିଦ୍ଧି […]

Continue Reading

କ’ଣ ଏଲୋନ୍ ମସ୍କ ପ୍ରକୃତରେ ଏକ ଫୋନ୍ ଲଞ୍ଚ କରିବାକୁ ଯାଉଛନ୍ତି ଯାହା ଚାର୍ଜିଂ ଏବଂ ଇଣ୍ଟରନେଟ୍ ଆବଶ୍ୟକ କରେ ନାହିଁ? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଏଲୋନ୍ ମସ୍କ ଟେସ୍ଲା କମ୍ପାନୀର ଏକ ମୋବାଇଲ୍ ଲଞ୍ଚ କରିବାକୁ ଯାଉଛନ୍ତି ଯେଉଁଥିରେ ଗ୍ରାହକଙ୍କୁ ଇଣ୍ଟର୍ନେଟ ଏବଂ ଚାର୍ଜିଂ ଆବଶ୍ୟକ ହେବ ନାହିଁ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିୟଥ୍ୟା ବୋଲି ପାଇଲା। ଏଲୋନ୍ ମସ୍କ କୌଣସି ଫୋନ୍ ଲଞ୍ଚ କରିବା ଦାବି କରି ନାହାଁନ୍ତି ଯାହା ଚାର୍ଜିଂ ଏବଂ ଇଣ୍ଟରନେଟ୍ ଆବଶ୍ୟକ କରିବ ନାହିଁ।  କ’ଣ […]

Continue Reading

ଉଦ୍ଧାର କାର୍ଯ୍ୟର ମକ୍ ଡ୍ରିଲ୍ ଭିଡିଓକୁ ନିକଟରେ ବୀକାନେର ରେ ଟ୍ରେନ୍ ଦୁର୍ଘଟଣା ହୋଇଥିବା ଦାବି ସହିତ ସେୟାର କରା ଯାଉଛି।

କିଛି NDFR କର୍ମଚାରୀଙ୍କ ଷ୍ଟ୍ରେଚରରେ ଲୋକଙ୍କୁ ନେଇ ଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ଟ୍ରେନର ଗୋଟିଏ କୋଚ୍ ଭିନ୍ନ ଟ୍ରେନର ଅନ୍ୟ କୋଚ୍ ଉପରେ ଚଢିଥିବା ଦେଖିବାକୁ ମିଳିଛି। ଭିଡିଓରେ ଏପରି ଜଣା ପଡୁଛିଯେ ଦୁଇଟି ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ଘଟଣା ବିକାନେରରେ ଘଟିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଉଦ୍ଧାର କାର୍ଯ୍ୟର […]

Continue Reading

କ’ଣ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ମନୋନୀତ ହୋଇଛି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନ୍ନିତ ହେଇଛି। ଭିଡିଓ ରେ ଆସଲେ ତୋହେ କହୁଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ନୋବେଲ ଶାନ୍ତି ପୁରସ୍କାର ପାଇଁ ସବୁଠାରୁ ବଡ ପ୍ରତିଯୋଗୀ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇନାହିଁ। ଆସଲେ ତୋହେଙ୍କର […]

Continue Reading

ତାମିଲନାଡୁର ମହା ପୁଷ୍କରମ ପାଇଁ କାଭେରୀ ନଦୀ ଜଳର ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୋଟିଏ ସ୍ଥାନରେ ପାଣି ମାଡ଼ି ଆସୁଥିବା ଦେଖିବାକୁ ମିଳିଛି। ଏହା ସହିତ ଦାବି କରା ଯାଉଛି ଯେ ଏହା ଏକ ଚମତ୍କାରୀ ନଦୀ ଯାହାକି ପିତୃ ପକ୍ଷର ଅମାବାସ୍ୟା ଦିନ ଠାରୁ ପ୍ରଭାବିତ ହୋଇଥାଏ ଏବଂ ଦୀପାବଳି ଅମାବାସ୍ୟା ଦିନ ବିଲୀନ ହୋଇଥାଏ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା କାବେରୀ ନଦୀର ପାଣି ଯାହା ତାମିଲନାଡୁର ମାୟିଲାଦୁଥୁରାଇରେ ମହା ପୁଷ୍କରମ୍ […]

Continue Reading

ମକ୍କା କାବାରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ସାଉଦି ବାସିନ୍ଦାଙ୍କର ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

ମକ୍କା ମଦିନାରେ ଜଣେ ବ୍ୟକ୍ତି ବୋତଲରୁ କିଛି ତରଳ ପଦାର୍ଥ ଫିଙ୍ଗୁଠିବାର ଭିଡିଓ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେହି ବ୍ୟକ୍ତି ବୋତଲରୁ ପଦାର୍ଥ ଫିଙ୍ଗିବା ପରେ ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ତାକୁ ଘେରି ଧରିଥିଲେ। ସୋସିଆଲ ମିଡିଆ ୟୁଜର ମାନେ ଦାବି କରୁଛନ୍ତି ଯେ ମକ୍କାର ତୀର୍ଥ ସ୍ଥାନରେ ଜଣେ ଗଙ୍ଗାଜଳ ଛିଞ୍ଚନ କରିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ମକ୍କାରେ ତରଳ ପଦାର୍ଥ ଫିଗିଥିବା […]

Continue Reading

ସାଇପ୍ରସ୍ ଦେଶର ଏକ ଘଟଣାକୁ ନିକଟରେ ଆସିଥିବା ଦାନା ବାତ୍ୟାର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ନିକଟରେ ବାତ୍ୟା ଦାନା ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ନିଜର ପ୍ରକୋପ ପକାଇଥିଲା। ଅନେକ ଉପକୂଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପରେ ମଧ୍ୟ ବାତ୍ୟାରେ ଜଣେ ମୃତ ହେଇଥିବା ସୂଚନା ମିଳିଛି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସମୁଦ୍ରରୁ ଜଳପ୍ରପାତ ସ୍ଥଳ ଭାଗ ଛୁଇଁ ଥିବା ଦେଖିବାକୁ ମିଳିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସାଇପ୍ରସ୍ ଦେଶର ଏକ ଘଟଣାକୁ ନିକଟରେ ଆସିଥିବା […]

Continue Reading

୨୦୨୧ ମସିହାର ତାଉକ୍ତାଏ ବାତ୍ୟା ସମୟର ଭିଡିଓକୁ ଦାନା ବାତ୍ୟା ନାମରେ ସେୟାର କରା ଯାଉଛି।

୨୫ ତାରିଖ ବାତ୍ୟା ଦାନା ଓଡ଼ିଶାର ଭିତରକନିକା ଏବଂ ଧାମରାରେ ନିଜ ପ୍ରକୋପ ପକାଇଥିଲା। ଏହାର ପ୍ରଭାବ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦାନା ବାତ୍ୟାରେ ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତିଙ୍କର ମୃତ୍ଯୁ ହୋଇଥିବା ବେଳେ ଓଡ଼ିଶାରେ କାହାରି ମୃତ୍ଯୁ ହେଇନଥିବା ଜଣା ପଡିଛି। ତୀବ୍ର ହାୱା ଏବଂ ବର୍ଷା ରାଜ୍ୟର ଅନେକ ସ୍ଥାନରେ ବର୍ତ୍ତମାନ ମଧ୍ୟ ଦେଖିବାକୁ ମିଳୁଛି। ଏହି ପ୍ରସଙ୍ଗରେ ସମୁଦ୍ର ଉପକୂଳରେ ଉଚ୍ଚା ଢେଉର ଏକ ଭିଡିଓ ସୋସିଆଲ ମିଡିଆରେ […]

Continue Reading

ନିଷ୍ପତ୍ତି ନେବା ଉପରେ ଏହି ଭାଇରାଲ୍ କୋଟ୍ ରତନ ଟାଟାଙ୍କ ଦ୍ୱାରା କରାଯାଇ ନାହିଁ |

୯ ଅକ୍ଟୋବର ରେ ଭାରତର ବହୁ ମାନ୍ୟତା ପ୍ରାପ୍ତ ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ଦୁଖଦ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କ , ଭିଡିଓ, ଫୋଟୋଓ ଏବଂ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରୁ ଆମେ ଲକ୍ଷ୍ୟ କରିଛୁ ଯେ ଟାଟାଙ୍କ ଦ୍ୱାରା କରାଯାଇଥିବା ଏକ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ଅନେକ ଉପଭୋକ୍ତା ତାଙ୍କ ନିଷ୍ପତ୍ତି ଗ୍ରହଣ କାଇବା କଥା ନେଇ ତାଙ୍କୁ ପ୍ରଶଂସା କରୁଛନ୍ତି। ଗୋଟିଏ ପୋଷ୍ଟରେ […]

Continue Reading

କ’ଣ କୁର୍କୁରେ ରେ ଘୁଷୁରି ଚର୍ବି ମିଶାଯାଏ? ଜାଣନ୍ତୁ ସତ୍ୟତା। 

ସୋସିଆଲ ମିଡିଆରେ ବର୍ତ୍ତମାନ କୁର୍କୁରେ ଚିପ୍ସ କୁ ନେଇ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ କୁର୍କୁରେ ଚିପ୍ସ ଉତ୍ପାଦନ ସମୟରେ ସେଥିରେ ଘୁଷୁରି ଚର୍ବି ମିଶାଯାଉଛି ଯାହା ଦ୍ଵାରା ଲୋକ ମାନେ କର୍କଟ ରୋଗର ଶିକାର ହେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କୁର୍କୁରେରେ ଘୁଷୁରି ଚର୍ବି କିମ୍ବା କୌଣସି ପଶୁର ଅଂଶ ମିଶା ଯାଉନାହିଁ। କୁର୍କୁରେ ଏକ ନିରାମିଷ ଚିପ୍ସ।  କ’ଣ ଦାବି […]

Continue Reading

କ’ଣ ଲୁପ୍ପୋ କେକ୍ ରେ ପକ୍ଷାଘାତ ବଟିକା ମିଶାଇ ବିକ୍ରି କରା ଯାଉଛି? ଜାଣନ୍ତୁ ସତ୍ୟତା

କେକ୍ ପ୍ୟାକେଟ୍ ଭିତରେ ଦୁଇଟି ଛୋଟ ଟାବଲେଟ୍ ମିଳିଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ, ଜଣେ ବ୍ୟକ୍ତି କେକ୍ ର ଏକ ପ୍ୟାକେଟ୍ ଖୋଲିଥିବାର ଦେଖାଯାଇଛି ଏବଂ ତା’ପରେ ଏହାକୁ ଭାଙ୍ଗିବା ପରେ ସେଥିରୁ ଦୁଇଟି ଧଳା ରଙ୍ଗର ଟାବଲେଟ୍ ବାହାରିବା ଦେଖିବାକୁ ମିଳିଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଛୋଟ ପିଲାମାନଙ୍କୁ ପକ୍ଷାଘାତ କରିବା ପାଇଁ ଏହି ଟାବଲେଟଗୁଡିକ କେକ୍ରେ ଭର୍ତ୍ତି କରାଯାଇଥିଲା। ଭିଡିଓ ସେୟାର କରି ଜଣେ ସୋସିଆଲ […]

Continue Reading

ଶ୍ରୀରାମ ମନ୍ଦିର ଜନ୍ମଭୂମି ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳଦାସ ଙ୍କ ନିଧନ ନେଇ ଭାଇରାଲ ସୋସିଆଲ ମିଡିଆ ପୋଷ୍ଟ ମିଥ୍ୟା ଅଟେ।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟିଏ ହସ୍ପିଟାଲ୍ ଗ୍ରସ୍ତର ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବ୍ୟକ୍ତିଙ୍କ ସାମନାରେ ନତମସ୍ତକ ହୋଇ ତାଙ୍କୁ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ସେହି ବ୍ୟକ୍ତି ହେଉଛନ୍ତି ଶ୍ରୀରାମ ମନ୍ଦିର ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳଦାସ। ତାଙ୍କ ନିଧନ ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି […]

Continue Reading

କର୍ଣ୍ଣାଟକରେ ମୁସ୍ଲିମ ମାଛ ପେଟରେ କିଡନି ଖରାପ କରିବା ବଟିକା ପୁରାଇ ବିକୁଥିବା ଦାବି ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ପୋଲିସ ମାଛ ଦୋକାନରେ ଛାପା ମାରୁଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓ ସହିତ ଦାବି କରା ଯାଉଛି ଯେ କରନାଟକାରେ କେତେକ ମୁସଲମାନ ମତ୍ସ୍ୟ ବିକ୍ରେତା ମାଛରେ କିଡନୀ-କ୍ଷତିକାରକ ବଟିକା ପୁରାଇ ବିକ୍ରି କରୁଥିଲେ। ପୋଲିସ ଏହା ଜାଣିବା ମାତ୍ରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା କେରଳର ଘଟଣା ଅଟେ। […]

Continue Reading

ଡଙ୍ଗା ଦୁର୍ଘଟଣାର ଏହି ଭିଡିଓ କଙ୍ଗୋ ଦେଶର ଅଟେ ଗୋଆର ନୁହେଁ। ଭାଇରାଲ ଦାବି ମିଥ୍ୟା ଅଟେ।

ବର୍ତ୍ତମାନ ସୋସିଆଲ ମିଡିଆ ଡଙ୍ଗା ଦୁର୍ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ସମୁଦ୍ରରେ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଗୋଟିଏ ଡଙ୍ଗା ପାଣିରେ ଓଲଟି ଯାଇଥିଲା। ଲୋକ ମାନେ ନିଜ ପ୍ରାଣ ବଞ୍ଚାଇବା ପାଇଁ ଦଙ୍ଗାରୁ ଡିଆଁ ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଡଙ୍ଗା ଦୁର୍ଘଟଣା ଭିଡିଓ ଗୋଆର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଦୁର୍ଘଟଣାଗ୍ରସ୍ତ […]

Continue Reading

୨୦୨୩ ମସିହାର ପୁରୁଣା ଭିଡିଓକୁ ଇସ୍ରାଏଲି ସୈନିକ ମାନେ ହସନ ନସରଲ୍ଲାହ ମୃତ୍ୟୁ ପରେ ଖୁସି ମନାଉଥିବା ଦାବି ସହିତ ସେୟାର କରା ଯାଉଛି।

କିଛି ଦିନ ପୂର୍ବରୁ ଇସ୍ରାଏଲି ଆକ୍ରମଣରେ ହେଯବୋଲ୍ଲାହ ମୁଖ୍ୟା ହସନ ନସରଲ୍ଲାହ ର ଦେହାନ୍ତ ହୋଇଥିବା ଖବର ସାମନାକୁ ଆସିଛି। ଏହା ପରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଇସ୍ରାଏଲି ସୈନିକ ମାନେ ଖୁସିରେ ନାଚୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ହସନ ନସରଲ୍ଲାହଙ୍କର ମୃତ୍ୟୁ ପରେ ଇସ୍ରାଏଲି ସୈନିକ ମାନେ ଖୁସି ମନାଉଥିବା ଦୃଶ୍ୟ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। […]

Continue Reading

ପୋପ୍ ଫ୍ରାନସିସଙ୍କ ତିମୋର ଲେଷ୍ଟେ ଗସ୍ତର ଭିଡିଓକୁ ଇମତିଆଜ ଜଲିଲଙ୍କ ରାଲି ନାମରେ ଭାଇରାଲ କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ଏକ ବିଶାଳ ଭିଡ଼ ରାସ୍ତାରେ ରେଲି କରୁଥିବା ଦେଖିବାକୁ ମିଳିଛି। ୟୁଜର୍ସ ମାନେ ଦାବି କରୁଛନ୍ତି ଯେ ଏହା ପୂର୍ବତନ ସାଂସଦ ଇମତିଆଜ ଜଲିଲଙ୍କର ଏକ ରେଲିର ଦୃଶ୍ୟ ଅଟେ ଯେଉଁଥିରେ କୋଟି-କୋଟି ସଂଖ୍ୟାରେ ମୁସ୍ଲିମ ମାନେ ଯୋଗଦାନ ଦେଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଇଥଯ ବୋଲି ପାଇଲା। ଏହା ମୁମ୍ବାଇରେ ଇମତିଆଜ ଜଲିଲଙ୍କର ରେଲିର ଭିଡିଓ ନୁହେଁ। ଏହା […]

Continue Reading

ସେଣ୍ଟ୍ରାଲ୍ ଆମେରିକାର ଗୁଆଟେମାଲା ଦେଶର ଖରାପ ରାସ୍ତାର ଭିଡିଓକୁ ଭାରତର ବୋଲି ଦାବି କରାଯାଉଛି

ଏକ ରାସ୍ତା ମଧ୍ୟରୁ ପଣି ବାହାରୁ ଥିବା ଭିଡିଓ ସୋସିଆଲ ଇଡ୍ୟରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଭାରତର ବୋଲି ଦାବି କରା ଯାଉଛି। ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ସ୍ପେସ୍ ଟେକ୍ନୋଲୋଜି ବିଷୟରେ ପ୍ରଶ୍ନ କରା ଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ସେଣ୍ଟ୍ରାଲ୍ ଆମେରିକାର ଗୁଆଟେମାଲା ଦେଶର ଘଟଣା ଅଟେ ଯାହାକୁ ଭାରତର କହି ସେୟାର କରା ଯାଉଛି।  କ’ଣ ଦାବି କରା […]

Continue Reading

ଚାଇନାର ଏକ ପୁରୁଣା ଫୋଟୋକୁ AIIMS ଡାକ୍ତର ସୀତାରାମ ୟୁଚୁରିଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଦାବି ସହିତ ସେୟାର କରା ଯାଉଛି।

ସିପିଏମ୍ ସଚିବ ସୀତାରାମ ୟେଚୁରୀଙ୍କ ୧୨ ସେପ୍ଟେମ୍ବର ରେ ନୂଆଦିଲ୍ଲୀର AIIMS ହସ୍ପିଟାଲରେ ଦେହାନ୍ତ ହୋଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରକୁ ତାଙ୍କ ଇଚ୍ଛା ଅନୁଯାୟୀ ଡାକ୍ତରୀ ଅନୁସନ୍ଧାନ ପାଇଁ AIIMS ଡାକ୍ତରଖାନାକୁ ଦାନ କରାଯାଇଥିଲା। ଏହି ସମୟରେ, ସୀତାରାମ ୟେଚୁରୀଙ୍କ ଶରୀର ଦାନର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ AIIMS କର୍ମଚାରୀ ମାନେ ନତମସ୍ତକ ହୋଇ ତାଙ୍କ ମୃତ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

ପାକିସ୍ତାନ ଅବସ୍ଥିତ ଏକ କମ୍ପାନୀ ତିରୁପତି ମନ୍ଦିରକୁ ଘିଅ ଯୋଗାଣ କରୁଥିଲା।

ସୋସିଆଲ ମିଡିଆରେ ତିରୁପତି ମନ୍ଦିର ପ୍ରସାଦ ବିବାଦ ସହ ଯୋଡିଥିବା କମ୍ପାନୀର କର୍ମଚାରୀଙ୍କ ନାମର ଏକ ସ୍କ୍ରିନସଟ ଭାଇରାଲ ହେଉଛି। ସ୍କ୍ରିନସଟ ସେୟାର କରି ଦାବି କରା ଯାଉଛି ଯେ ତିରୁପତି ମନ୍ଦିର ପାଇଁ ପ୍ରସାଦ ତିଆରି କରିବାକୁ ଏହି କମ୍ପାନୀର ଚୁକ୍ତି କରା ଯାଇଥିଲା। ସ୍କ୍ରିନସଟରେ A.R.Foods (Pvt) ଲିମିଟେଡର କିଛି କର୍ମଚାରୀଙ୍କ ନାମ ଦର୍ଶାଯାଇଛି ଯାହା ପାକିସ୍ତାନର କମ୍ପାନୀ ବୋଲି କୁହା ଯାଉଛି।  ଦାବି କରା ଯାଉଛି ଯେ ତିରୁପତି ବାଲାଜୀ ମନ୍ଦିରକୁ ଘିଅ […]

Continue Reading

ହଙ୍ଗକଙ୍ଗର ଏକ ପୁରୁଣା ଫୋଟୋକୁ ନିକଟରେ ଲେବାନନ୍ ର ପେଜର ବିସ୍ଫୋରଣ ଘଟଣା ଦାବି ସହିତ ସେୟାର କରା ଯାଉଛି

ନିକଟରେ ଲେବାନନରେ ଦୁଇଟି ପୃଥକ ଘଟଣାରେ ହଜାର ହଜାର ପେଜର୍ ଏବଂ ରେଡିଓ ଉପକରଣ ବିସ୍ଫୋରଣ ହୋଇଛି ଯେଉଁଥିରେ ହଜାର ହଜାର ଲୋକ ଆହତ ହୋଇ ୩୦ ରୁ ଅଧିକ ପ୍ରାଣ ହରାଇଛନ୍ତି। ଏହି ପ୍ରସଙ୍ଗରେ, ବିସ୍ଫୋରଣ ହୋଇଥିବା କମୋଡର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ଲେବାନନରେ ଘଟିଥିବା ବିସ୍ଫୋରଣ ଘଟଣା ସହିତ ଯୋଡାଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଫାଇଲ। ହଙ୍ଗକଙ୍ଗର ଏକ କମୋଡ ବିସ୍ଫୋରଣର ପୁରୁଣା […]

Continue Reading

କଂଗ୍ରେସ ମୁସଲମାନମାନଙ୍କର ଏକ ଦଳ ବୋଲି ରାହୁଲ ଗାନ୍ଧୀ ପ୍ରକୃତରେ ଏକ ବିବୃତ୍ତି ଦେଇଛନ୍ତି କି?

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କ ପୂର୍ବପୁରୁଷ ମାନେ ମୁସଲମାନ ଏବଂ କଂଗ୍ରେସ ମଧ୍ୟ ମୁସଲମାନ ମାନଙ୍କର ଏକ ଦଳ। କଂଗ୍ରେସ ମୁସଲମାନ ମାନଙ୍କର ଦଳ ବୋଲି ରାହୁଲ ଗାନ୍ଧୀ ନିଜେ ସ୍ଵୀକାର କରିଛନ୍ତି ବୋଲି ଦାବି କରା ଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ରାହୁଲ ଗାନ୍ଧୀ କେବେ କହି ନାହାଁନ୍ତି ଯେ […]

Continue Reading

ପୂର୍ବତନ ସିପିଆଇ (ଏମ) ସଚିବ ସ୍ଵର୍ଗତ ସୀତାରାମ ୟେଚୁରୀ ଜଣେ ଖ୍ରୀଷ୍ଟିଆନ ଥିଲେ କି?

ପଶ୍ଚିମବଙ୍ଗ ରାଜ୍ୟସଭା ସାଂସଦ ଏବଂ CPI(M) ପାର୍ଟି ସଚିବ ସୀତାରାମ ୟେଚୁରୀଙ୍କର ୧୨ ସେପ୍ଟେମ୍ବର ୨୦୨୪ ରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହୋଇଥିଲା। ଏହି ଫୋଟୋରେ ଏକ ବ୍ୟାନର ଦେଖାଯାଇଛି ଯେଉଁଥିରେ ଲେଖା ହୋଇଛି, “କମରେଡ୍ ସୀତାରାମ ୟେଚୁରୀ ଅମର ରହେ”, ଯାହା ସାମ୍ନାରେ ଏକ କଫିନ୍ ଅଛି ଏବଂ ଅନେକ ଲୋକ ଛିଡା ହୋଇଛନ୍ତି। ଦାବି କରାଯାଇଛି ଯେ ସୀତାରାମ ୟେଚୁରୀ ଜଣେ ଖ୍ରୀଷ୍ଟିଆନ ଥିଲେ […]

Continue Reading

ଷ୍ଟାଚ୍ୟୁ ଅଫ୍ ୟୁନିଟି ରେ ଫାଟ ପଡ଼ିନୀ। ୨୦୧୮ ମସିହାର ପୁରୁଣା ଫୋଟୋକୁ ସେୟାର କରା ଯାଉଛି

ଗୁଜୁରାଟର ନର୍ମଦା ନଦୀ କୂଳରେ ନିର୍ମିତ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଛବିରେ ମୂର୍ତ୍ତିର ପାଦ ନିକଟରେ କିଛି ଫାଟ ଦେଖାଯାଉଛି। ଏହାକୁ ସେୟାର କରି ଦାବି କରାଯାଉଛି ଯେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଛି। ତେଣୁ ମୂର୍ତ୍ତି ଯେକୌଣସି ସମୟରେ ଭୁଶୁଡ଼ି ପାରେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୮ ମସିହାର ପୁରୁଣା ଫୋଟୋ […]

Continue Reading

କ’ଣ ଅର୍ଥର ଅଭାବ କାରଣରୁ ୧୯୪୮ ମସିହାର ଭାରତ ଫୁଟବଲ୍ ଦଳ ବିନା ଜୋତା ଫୁଟବଲ୍ ଖେଳି ଥିଲେ?

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ କିଛି ଫୁଟବଲ୍ ଖେଳାଳି ବିନା ଜୋତା ପିନ୍ଧି ମଇଦାନରେ ଖେଳିବା ପାଇଁ ଆସିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟ ସହିତ ଦାବି କରା ଯାଇଅଛି ଯେ ଅର୍ଥ ଅଭାବ ଥିବା କାରଣରୁ ସରକାର ଭାରତ ଫୁଟବଲ୍ ଦଳ ଖେଳାଳିକୁ ଜୋତା ଯୋଗାଇବାରେ ଅସକ୍ଷମ ହେଇଥିଲା। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାରାଳ ଦାବିକୁ ମିଥ୍ୟା ବୋଲି ପାଇଲା। ସେ ସମୟରେ ଭାରତ ଦଳ ଅଧିକାଂଶ ଫୁଟବଲ୍ ଖେଳାଳି ମାନେ […]

Continue Reading

ଦରମା ନଦେଇଥବାରୁ ମହାରାଷ୍ଟ୍ରର ସୋଲାର ପ୍ୟାନାଲ୍ ଭଙ୍ଗାରୁଜା ପୁରୁଣା ଭିଡିଓକୁ ରାଜସ୍ଥାନର ଘଟଣା କହି ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାହିଛି ଯେଉଁଥିରେ କିଛି ଲୋକମାନେ ହାତୁଡ଼ାରେ ସୋଲାର ପ୍ୟାନେଲ୍ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛି। ଏଥିରେ କିଛି ମହିଳା ମାନେ ମଧ୍ୟ ଯୋଗଦାନ ଦେଇଛନ୍ତି। ଦାବି କରା ଯାଉଛି ଯେ ଏହା ରାଜସ୍ଥାନର ଘଟଣା। ସୋଲାର ପ୍ୟାନେଲ୍ କାରଣରୁ ସୂର୍ଯ୍ୟ ଦେବତାଙ୍କୁ ଅସୁବିଧା ହେଉଛି ବୋଲି ଜଣେ ବାବା କହିବା ପରେ ସ୍ଥାନୀୟ ଲୋକମାନେ ଏପରି ଭଙ୍ଗାରୁଜା ଆରମ୍ଭ କରିଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

କେରଳର ଶିବାନନ୍ଦ ଆଶ୍ରମର ଫୋଟୋକୁ ନ୍ୟୁଜିଲାଣ୍ଡରେ ଭାରତୀୟ ସଂସ୍କୃତି ଅନୁସାରେ ଭୋଜନ କରୁଥିବା ଦାବି ସହିତ ସେୟାର କରା ଯାଉଛି

ତଳେ ବସି କଦଳୀପତ୍ର ରେ ଭୋଜନ କରୁଥିବା ଲୋକଙ୍କର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କର ଯାଉଛି ଯେ ନ୍ୟୁଜିଲାଣ୍ଡ ପରି ଦେଶରେ ଲୋକମାନେ ଭାରତ ସଂସ୍କୃତିକୁ ଆପଣେଇଲା ବେଳେ ଆମେ ନିଜ ସଂସ୍କୃତି ଭୁଲି ଚାଲିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ନ୍ୟୁଜିଲାଣ୍ଡର ନୁହେଁ, ଏହା କେରଳର ତିରୁଭନନ୍ତପୁରମ ସହର ନିକଟରେ ଥିବା ଗୋଟିଏ ଯୋଗ ଆଶ୍ରମର ଫୋଟୋ ଅଟେ। […]

Continue Reading

ଗୁଜରାଟର ଏକ ସ୍ଥାନରେ ବୁଲୁଥିବା ସିଂହର ଭିଡିଓକୁ ଭୁବନେଶ୍ବରର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ରାତ୍ରି ସମୟରେ ଗୋଟିଏ ପେଟ୍ରୋଲ ପମ୍ପରେ ସିଂହ ବୁଲୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ ସିଂହ ଟି ପେଟ୍ରୋଲ ପମ୍ପ ପରିସର ଭିତରେ ବୁଲି ଚାଲିଯାଠିବା ସମୟରେ ଜେନ ବ୍ୟକ୍ତି ଏହି ଦୃଶ୍ୟକୁ ଶୁଟ୍ କରିଥିଲେ। ଦାବି କରା ଯାଉଛି ଯେ ଏହା ଭୁବନେଶ୍ବରର ଏକ ସ୍ଥାନର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଭୁବନେଶ୍ବରର ମେଣ୍ଢାଶାଳର ଦୃଶ୍ୟ ନୁହେଁ […]

Continue Reading

ଜାତୀୟ ରାଜପଥରେ ବସି ଡାହାଡୁଥିବା ବାଘର ଏହି ଭିଡିଓ କର୍ଣ୍ଣାଟକା ରାଜ୍ୟର ଅଟେ।

ରାଜପଥରେ ବସି ଦାହାଡୁଥିବା ଏକ ବାଘର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାତ୍ରି ସମୟରେ ବାଘ ରାଜପଥରେ ଦାହାଡୁଥିବା ବେଳେ ଲୋକେ ଭୟଭୀତ ହୋଇ ସେ ସ୍ଥାନରୁ ଦଉଡ଼ି ପଳାଉଛନ୍ତି। ଦାବି କରା ଯାଉଛି ଯେ ଏହି ଘଟଣା ଭଦ୍ରକ-ବାଲେଶ୍ଵର ରାଜପଥର ଏକ ସ୍ଥାନରେ ଘଟିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଭଦ୍ରକ-ବାଲେଶ୍ଵର ରାଜପଥ ଘଟଣା ନୁହେଁ। ଏହା କର୍ଣ୍ଣାଟକା […]

Continue Reading

ପାକିସ୍ତାନରେ କିଛି ଲୋକେ ରେଳବାଇ ଟ୍ରାକ୍ ନଷ୍ଟ କରୁଥିବାର ପୁରୁଣା ଭିଡିଓକୁ ଭାରତର ଘଟଣା ଦାବି ସହିତ ଭାଇରାଲ କର ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କୁର୍ତା ପିନ୍ଧିଥିବା କିଛି ପିଲା ମାନେ ରେଳ ଟ୍ରାକର ନଟ୍ ଖୋଲୁଛନ୍ତି। ତାଙ୍କ ମଧ୍ୟରୁ ଜଣେ ନଟ୍ ଖୋଳୁଥିବା ବେଳେ ଅନ୍ୟ ଦୁଇ ଜଣ ସେହି ନଟ୍ ଏକତ୍ର କରୁଛନ୍ତି। ଏହି ଭିଡିଓକୁ ଏପରି ସେୟାର କରା ଯାଉଛି ଯେ ଏହା ଭାରତର ଏକ ଘଟଣା ଅଟେ। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହାକୁ ଭାରତର ଏକ ଦୃଶ୍ୟ ଏବଂ ନଟ୍ ଖୋଳୁଥିବା ପିଲା ମାନଙ୍କୁ […]

Continue Reading

ଆର.ଜି କର ମେଡିକାଲ୍ କଲେଜ୍ ପ୍ରିନ୍ସିପାଲ ସହିତ କେକ୍ କାଟୁଥିବା ବ୍ୟକ୍ତି କୋଲକାତା ଦୁଷ୍କର୍ମ ଅଭିଯୁକ୍ତ ନୁହଁନ୍ତି। 

ସୋସିଆଲ ମିଡିଆରେ ଏକ ଚିତ୍ର ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖାଯାଉଛି। ଭାଇରାଲ ପୋଷ୍ଟ ସହିତ ଦାବି କରା ଯାଉଛିଯେ ଫୋଟୋରେ କେକ୍ କାଟୁଥିବା ବ୍ୟକ୍ତି ହେଉଛନ୍ତି ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ବଳାତ୍କାର ଓ ହତ୍ୟା ମାମଲା ଅଭିଯୁକ୍ତ ସଞ୍ଜୟ ରୟ। ସେ ତାଙ୍କ ଜନ୍ମଦିନ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ “ସନ୍ଦୀପ ଘୋଷ” ଙ୍କ କାର୍ଯ୍ୟାଳୟରେ ପାଳନ କରିଥିଲେ। କିନ୍ତୁ ଫ୍ୟାକ୍ଟ […]

Continue Reading

ବାଂଲାଦେଶର ମୁସଲମାନ ମାନେ ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଥିବାର ଏହା ଏକ ଭିଡିଓ କି? ଜାଣନ୍ତୁ ସତ୍ୟତା

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବରେ ଲାଗିଛି ଯେଉଁଥିରେ ପୋଖରୀରେ ପହଂରୁଥିବା ଜଣେ ବ୍ୟକ୍ତିଙ୍କ ଉପରେ କିଛି ଲୋକେ ପଥର ଫିଙ୍ଗି ଆକ୍ରମଣ କରୁଛନ୍ତି। ଦାବି କରା ଯାଉଛି ଯେ ଏହା ବାଂଲାଦେଶର ଘଟଣା ଏବଂ ସେଠିକାର ମୁସଲମାନ ବାସିନ୍ଦା ମାନେ ଜଣେ ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଖରୀରେ ପହଂରୁଥିବା ବ୍ୟକ୍ତି ବାଂଲାଦେଶର ଅଖାଉରା ସହରର ମେୟର। ଏହି ଭିଡିଓରେ ହିନ୍ଦୁ ମାନଙ୍କର […]

Continue Reading

ଫିଲିପିନ୍ସରେ ଖ୍ରୀଷ୍ଟିଆନ ଧାର୍ମିକ ଶୋଭାଯାତ୍ରାକୁ ବାଂଲାଦେଶରେ ହିନ୍ଦୁ ମାନଙ୍କର ବିରୋଧ ପ୍ରଦର୍ଶନ ଦାବି ସହିତ ସେୟାର କରା ଯାଉଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ବିଶାଳ ଭିଡ଼ ଗୋଟିଏ ଫାଟକ ଭିତରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରିଥିବା ଉପଭୋକ୍ତାମାନେ ଦାବି କରିଛନ୍ତି ଯେ ଏହି ଭିଡ଼ରେ ଥିବା ଲୋକମାନେ ବାଂଲାଦେଶର ହିନ୍ଦୁ ଅଟନ୍ତି, ଯେଉଁମାନେ ସେମାନଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାର ବିରୋଧରେ ଏକଜୁଟ ହୋଇ ବିରୋଧ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଫିଲିପିନ୍ସ ଦେଶରେ ଖ୍ରୀଷ୍ଟିଆନ […]

Continue Reading

ଜଣେ ଅଙ୍ଗଦାନ କରିଥିବା ମୃତ ବ୍ୟକ୍ତିଙ୍କୁ ସମ୍ମାନ ଦେଉଥିବା ହସ୍ପିଟାଲ କର୍ମଚାରିଙ୍କର ପୁରୁଣା ଭିଡିଓକୁ କୋଲକାତା ଦୁଷ୍କର୍ମ ମାମଲା ସହିତ ଯୋଡି ମିଥ୍ୟା ପ୍ରଚାର କରା ଯାଉଛି। 

ସୋସିଆଲ ମିଡିଆରେ ଡାକ୍ତରଖାନାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ କିଛି ଲୋକ ଏକ ଷ୍ଟ୍ରେଚର ଟାଣୁଥିବାର ନଜର ଆସିଛନ୍ତି। ଭିଡିଓ ସେୟାର କରିବାବେଳେ ଦାବି କରାଯାଉଛି ଯେ ଡାକ୍ତରଖାନାର ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ସମ୍ମାନଜନକ ଭାବେ କୋଲକାତାର ଆରଜି କର ମେଡିକାଲ କଲେଜର ବଳାତ୍କାର ପୀଡିତାଙ୍କ ମୃତଦେହକୁ ସମ୍ମାନ ଦେଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓ କୋଲକାତା ଦୂଷକର୍ମ ପୀଡ଼ିତାଙ୍କର […]

Continue Reading

ଭିଡିଓରେ ଥିବା ମହିଳା କୋଲକାତା ଦୁଷ୍କର୍ମ ପୀଡ଼ିତା ନୁହଁନ୍ତି। ଜଣେ ମେକପ୍ ଆର୍ଟିଷ୍ଟଙ୍କ ଭିଡିଓକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

କୋଲକାତାର ଆର.ଜି କର କଲେଜ୍ ଏବଂ ହସ୍ପିଟାଲ ରେ ଜଣେ ଯୁବତୀ ଡାକ୍ତରଙ୍କର ସହିତ ଦୁଷ୍କର୍ମ ହେବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଯନ୍ତ୍ରଣାରେ ଥିବା ଦେଖିବାକୁ ମିଳିଛି। ଭିଡିଓରେ ଥିବା ମହିଳାଙ୍କ ମୁହଁ ଏବଂ ଗଳାରେ ଆଘାତ ଚିହ୍ନ ରହିଛି। ଦାବି କରା ଯାଉଛି ଯେ ଏହା କୋଲକାତା ଦୁଷ୍କର୍ମ ପୀଡ଼ିତାଙ୍କର ମୃତ୍ୟୁ ପୂର୍ବର ଭିଡିଓ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ଗାଜା ଯୁଧ୍ୟ ସମୟର ଏକ ଶିଶୁର ଭିଡିଓକୁ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ଭାଇରାଲ କରା ଯାଉଛି। 

ସରକାରୀ ଚାକିରି ପାଇଁ କୋଟା ବ୍ୟବସ୍ଥା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ପରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡି ପଳାୟନ କରିଥିଲେ। ଏହି ପ୍ରସଙ୍ଗରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ବଡ଼ ଆକ୍ରମଣ ହୋଇଛି ବୋଲି ଅଭିଯୋଗ କରୁଥିବା ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ ଏକ ଶିଶୁ ଧୁଳିରେ ଆବୃତ ହୋଇ ବସିଥିବା ଏକ ଭିଡିଓ ଦେଖିବାକୁ ପାଇଲୁ। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି […]

Continue Reading

ବାଂଲାଦେଶର ଆୱାମି ଳିଗ୍ ପାର୍ଟିର ନେତା ଉପରେ ଆକ୍ରମଣର ଭିଡିଓକୁ ବିଭ୍ରାନ୍ତକାରୀ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ କରା ଯାଉଛି। 

ବାଂଲାଦେଶରେ ହିଂସା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଜଣେ ମୃତ ବ୍ୟକ୍ତିଙ୍କୁ ଏକ ପ୍ରତିମୂର୍ତ୍ତିରେ ଝୁଲାଇ ଅତି ନିର୍ମମ ଭାବରେ ମାଡ ଦିଆଯାଉଥିବା ଦେଖାଯାଇଛି। ଦାବି କରାଯାଇଛି ଯେ ସମ୍ପ୍ରତ୍ତି ସ୍ଥିତିରେ ବାଂଲାଦେଶରେ ହିନ୍ଦୁ ମାନଙ୍କୁ ମୁସଲମାନମାନେ ନିର୍ଯାତନା ଦେଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନାର ନୁହେଁ। ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ବାଂଲାଦେଶର ଆୱାମି ଳିଗ୍ […]

Continue Reading

ବାଂଲାଦେଶରେ ରେଷ୍ଟୁରାଣ୍ଟରେ ନିଆଁ ଲଗାଇବାର ଭିଡିଓ ଏହାକୁ ମନ୍ଦିର ବୋଲି ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।

ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଅଗଷ୍ଟ ୫ ରେ ଦେଶ ଛାଡି ପଳାଇବା ପରେ ବାଂଲାଦେଶରେ ବିଶୃଙ୍ଖଳା ଓ ହିଂସା ବ୍ୟାପିଗଲା। ଏହି ସମୟରେ ଏକ କୋଠାରେ ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ଏକ ହିନ୍ଦୁ ମନ୍ଦିର ଜଳିଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ନିଆଁ […]

Continue Reading

ଗୋଟିଏ ନାଟକ ପ୍ରଦର୍ଶନ ଭିଡିଓକୁ ବାଂଲାଦେଶରେ ହିନ୍ଦୁ ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ଭାଇରାଲ କରା ଯାଉଛି। 

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପଳାୟନ ପରେ ବାଂଲାଦେଶରେ ହିଂସା ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳାଙ୍କ ହାତ, ଗୋଡ଼ ଏବଂ ପାଟି ବନ୍ଧା ଯାଇଛି। ଦାବି କରା ଯାଉଛି ଯେ ବାଂଲାଦେଶରେ ହିଂସା ସମୟରେ ହିନ୍ଦୁ ମହିଳାଙ୍କ ଉପରେ ନିର୍ଯାତନା କରା ଯାଉଛି।  କିନ୍ତୁ ଫ୍ଯାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର […]

Continue Reading

ପ୍ୟାରିସ ଅଲମ୍ପିକ୍ସରେ ନୀରଜ ଚୋପଡ଼ା ଜାଭେଲିନ୍ ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦାବି ମିଥ୍ୟା ଅଟେ। 

ପ୍ୟାରିସ ଅଲମ୍ପିକ୍ସ ୨୦୨୪ ରେ ଭାରତ ୪ ଟି ବ୍ରୋଞ୍ଜ ପଦକ ଜିତ୍ୟ ସାରିଛି। ଜାଭେଲିନ୍ ରେ ନୀରଜ ଚୋପଡ଼ା ସ୍ଵର୍ଣ୍ଣ ପଦକ ଜିତନ୍ତୁ ବୋଲି ସାରା ଦେଶକୁ ଆଶା ଅଛି। ଏହି ପ୍ରସଙ୍ଗରେ ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ପ୍ୟାରିସ ଅଲମ୍ପିକ୍ସ ୨୦୨୪ ରେ ନୀରଜ ଚୋପଡ଼ା ଭରତ ପାଇଁ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତ୍ୟ ଦେଶର ଗୌରବ ବଢାଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

ଶ୍ରୀଲଙ୍କାର ଏକ ପୁରୁଣା ଫୋଟୋକୁ ବାଂଲାଦେଶୀ ପ୍ରଦର୍ଶନକାରୀ ମାନେ ଶେଖ୍ ହସିନାଙ୍କ ବାସଭବନରେ ସୋଇଥିବା ଦାବି ସହିତ ଭାଇରାଲ କରା ଯାଉଛି।

କଡ଼ା ବିରୋଧ ପ୍ରଦର୍ଶନ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇ ଦେଶ ଛାଡ଼ିଥିବା ଖବର ସାମନାକୁ ଆସିଛି। ର୍ୟୁଟର୍ସ ଋଅର୍ଟ ଅନୁଯାୟୀ, ୧୦୦ ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ଘଟିଥିବା ପରେ ବାଂଲାଦେଶୀ ଛାତ୍ର କାର୍ଯ୍ୟକର୍ତ୍ତା ମାନେ ରାଜଧାନୀ ଢାକା ଅଭିମୁଖ ଯାତ୍ରା କରିବାକୁ ଆହ୍ଵାନ ଦେଇଥିଲା।  ପ୍ରଦର୍ଶନକାରୀମାନେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କର ବାସଭବନରେ ମଧ୍ୟ ଆକ୍ରମଣ କରିଥିଲେ। ଢାକାରେ ବର୍ତ୍ତମାନର ଅନିଶ୍ଚିତତା ଦେଖାଉଥିବା ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। […]

Continue Reading

ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ଓମଫେଡ କ୍ଷୀର ନିଜର ପ୍ୟାକେଟ୍ ରଙ୍ଗ ବଦଳେଇଛି କି? 

ଓଡ଼ିଶାରେ ପ୍ରଥମ ଥର ବିଜେପି ଶକରକାର ଗଠନ ହେବା ପରେ ରାଜ୍ୟରେ ଅନେକ ପରିବର୍ତ୍ତନ ଆସିଛି। ଲକ୍ଷ୍ମୀ ବସ୍ ଯୋଜନା ଯାହା ନବୀନ ସରକାର ଆରମ୍ଭ କରିଥିଲା, ସେହି ବସ୍ ଗୁଡ଼ୀକର ରଙ୍ଗରେ ପରିବର୍ତ୍ତନ ହେଇଛି। ସବୁଜ ରଙ୍ଗ ବସ୍ ଗୁଡ଼ିକୁ ବିଜେପି ସରକାର ରଙ୍ଗ ବଦଳାଇ ଗେରୁଆ କରିଛି ବୋଲି ଖବର ସାମନା କୁ ଆସିଛି ଏପରି ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରା ଯାଇଛି ଯେ ରାଜ୍ୟରେ ବିଜେପି ସରକାର ଆସିବା ପରେ […]

Continue Reading

ରାସ୍ତା ଧସି ପଡ଼ିଥିବାରୁ ଜଣେ ମହିଳା ତାହାର ଶିକାର ହୋଇଥିବା ଭିଡିଓ ବ୍ରାଜିଲ୍ ଦେଶର ଅଟେ ଅଯୋଧ୍ୟାର ନୁହେଁ। 

ଅଯୋଧ୍ୟାରେ ନବନିର୍ମିତ ରାମପଥର ଅନେକ ସ୍ଥାନରେ ଗାତ ଏବଂ ପାଣି ଜମା ହେବା ପରେ ଉତ୍ତରପ୍ରଦେଶ ସରକାର ନାଗରିକ ଏଜେନ୍ସିର ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ୨୩ ଜୁନ୍ ଏବଂ ୨୫ ଜୁନ୍ ରେ ବର୍ଷା ପରେ ରାମ ପଥରେ ପ୍ରାୟ ୧୫ ଟି ଗାଡ଼ି ଏବଂ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପୃଷ୍ଠଭୂମିରେ ଜଣେ ମହିଳା ରାସ୍ତାରେ ଚାଲୁଥିବା ସମୟରେ ହଠାତ୍ ରାସ୍ତା ଧସିଥିଲା ଯାହା ହେତୁ ସେହି ମହିଳା ସେଥିରେ […]

Continue Reading

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଝିଅ ଅଞ୍ଜଲି ବିର୍ଲା ବିନା UPSC ପରୀକ୍ଷାରେ IAS ଅଧିକାରୀ ନିଯୁକ୍ତି ହୋଇଥିବା ଦାବି ମିଥ୍ୟା ଅଟେ। 

NEET-PG 2024 ପରୀକ୍ଷାରେ ହୋଇଥିବା ବିଶୃଙ୍ଖଳା ସମଗ୍ର ଦେଶରେ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି | NEET-PG ପରୀକ୍ଷା କରୁଥିବା ଜାତୀୟ ପରୀକ୍ଷା ଏଜେନ୍ସି (NTA) ବିରୋଧରେ ଅନେକ ଛାତ୍ର ବିରୋଧ କରୁଛନ୍ତି। ଏହି ପୃଷ୍ଠଭୂମି ବିରୋଧରେ ସୋସିଆଲ ମିଡିଆରେ ଏକ ଦାବି ଭାଇରାଲ ହେଉଛି ଯେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ daughter ିଅ ଅଞ୍ଜଲି ବିର୍ଲାଙ୍କୁ କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) ପରୀକ୍ଷା ନ ଦେଇ ଆଇଏଏସ ଅଧିକାରୀ ଭାବରେ ମନୋନୀତ କରାଯାଇଛି। […]

Continue Reading

ଟି-୨୦ ବିଶ୍ଵକପ୍ ରେ ଆଫଘାନିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ତାଲିବାନ ମାନେ ଖୁଶିରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟତା। 

ଟି-୨୦ ବିଶ୍ଵକପ୍ ପ୍ରତିଯୋଗୀତାରେ ଆଫଘାନିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରି ପ୍ରଥମ ଥର ପାଇଁ ସେମି ଫାଇନାଲ୍ ରେ ପ୍ରବେଶ କରିଥିଲା। ଏହା ଅଷ୍ଟ୍ରେଲିଆ ପାଇଁ ଏକ ବିଶାଳ ଝଟକା ହେଇଥିବା ବେଳେ ଆଫଘାନିସ୍ତାନ ଲୋକଙ୍କ ପାଇଁ ଏକ ଖୁସିର ସମୟ ଥିଲା। ତାଲିବାନ ସରକାର ମଧ୍ୟ ଆଫଘାନିସ୍ତାନ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲା।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ କିଛି ଲୋକେ ବନ୍ଧୁକ ଧରି ନାଚୁଛନ୍ତି। ଦାବି କରା […]

Continue Reading

ଆମେରିକାର ଟାଇମ୍ସ ସ୍କୋୟାରରେ ବିରାଟ କୋହଳିଙ୍କର ପ୍ରତିମା ଅସଲି ନୁହେଁ। ଏହାକୁ କମ୍ପ୍ୟୁଟର ଗ୍ରାଫିକ୍ସ (ସିଜିଆଇ) ମାଧ୍ୟମରେ ସୃଷ୍ଟି କରା ଯାଇଛି। 

ସୋସିଆଲ ମିଡିଆରେ ବିରାଟଙ୍କର ଏକ ବିଶାଳ ସୁବର୍ଣ୍ଣ ପ୍ରତିମାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ପ୍ରତିମା ଟି-୨୦ ବିଶ୍ଵକପ୍ ସମୟରେ ଆମେରିକାର ଟାଇମ୍ସ ସ୍କୋୟାରରେ ସ୍ଥାପିତ କରା ଯାଇଛି ଯାହାକୁ ବିରାଟଙ୍କର ସମସ୍ତ ଫ୍ୟାନ୍ ମାନେ ପ୍ରଶଂସା କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଆମେରିକାର ଟାଇମ୍ସ ସ୍କୋୟାରରେ ବିରାଟ କୋହଳିଙ୍କର ପ୍ରତିମା ଅସଲି ନୁହେଁ। ଏହାକୁ କମ୍ପ୍ୟୁଟର ଗ୍ରାଫିକ୍ସ (ସିଜିଆଇ) ମାଧ୍ୟମରେ ସୃଷ୍ଟି […]

Continue Reading

ଲୋକଙ୍କୁ ମଇଳା ଗୁପ୍ଚୁପ୍ ଖାଇବାକୁ ଦେବାର ଏହି ଭିଡିଓ ଏକ ସ୍କ୍ରିପ୍ଟ ବା ନାଟକ, ଯାହା ମିଥ୍ୟା ଏବଂ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି।

ଜଣେ ଗୁପ୍ଚୁପ୍ ବିକ୍ରେତାଙ୍କ ଏକ ଚକିତ କରିଦେବା ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏହି ଗୁପ୍ଚୁପ୍ ବିକ୍ରେତା ଏକ ଅଇଁଠା ଚାମୁଚ ଗ୍ରାହକଙ୍କୁ ଦେବା ପାଣିରେ ଘାନ୍ତୁଛି ଏବଂ କିଛି ସମୟ ପରେ ଗୁପ୍ଚୁପ୍ ପାଣି ହାଣ୍ଡିରେ ନିଜ ହାତ ଧୋଇଥିବା ପାଣି ମିଶ୍ରଣ କରୁଛି।  ଦାବି କରା ଯାଉଛି ଯେ ଭିଡିଓରେ ଥିବା ଗୁପ୍ଚୁପ୍ ବିକ୍ରେତା ଜଣେ ମୁସ୍ଲିମ ଯିଏ ଲୋକଙ୍କୁ ଅପରିଷ୍କାର ଗୁପ୍ଚୁପ୍ ବିକ୍ରି କରୁଛି। ଏହି […]

Continue Reading

କ’ଣ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟ ରେ ମୁସ୍ଲିମ ମାନେ ନପୁଂସକତା ମେଡିସିନ ମିଶ୍ରଣ ବିରିଆନୀ ହିନ୍ଦୁ ମାନଙ୍କୁ ଦେଉଛନ୍ତି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ବିରିୟାନୀ ଥାଳି ସହିତ ଚିଡ଼ା ହେଇଥିବାର ଦେଖିବାକୁ ମିଳିଛି। ଏହା ସଥେ କିଛି ବଟିକାର ଫୋଟୋ ମଧ୍ୟ ଅଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଅଛି ଯେ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟରେ ହିନ୍ଦୁ ଗ୍ରାହକଙ୍କ ବିରିୟାନୀ ତିଆରି କରିବା ପାଇଁ ମୁସ୍ଲିମ ମାନେ ନପୁଂସକତା ବଟିକାର ବ୍ୟବହାର କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ଏହା ସରକାରୀ କର୍ମଚାରୀଙ୍କ ଅଯୋଧ୍ୟାରେ ଲୋକଙ୍କ ଘର ଭାଙ୍ଗିବାର ଏକ ଭିଡିଓ କି? ଜାଣନ୍ତୁ ସତ୍ୟତା।

୨୦୨୪ ଲୋକସଭା ନିର୍ବାଚନ ରେ ଫୈଜାବାଦ ଆସନରେ ବିଜେପିର ପରାଜୟ ପରେ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ, ଲୋକଙ୍କ ଘର ଭଙ୍ଗା ଯାଉଥିବା ସମୟରେ ଜଣେ ମହିଳା ନିଜ କୋଳରେ ଶିଶୁ ସହିତ କାନ୍ଦୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ, “ଏହି ଭିଡିଓ ଅଯୋଧ୍ୟାର ଅଟେ, ଯେଉଁଠାରେ ବିଜେପିର ପରାଜୟ ପରେ ଲୋକଙ୍କ ଘର ଭାଙ୍ଗି ଦିଆ ଯାଉଛି।” କିନ୍ତୁ ଫ୍ୟାକ୍ଟ […]

Continue Reading

ଜଣେ ହିନ୍ଦୁ ବ୍ୟକ୍ତି ମୁସ୍ଲିମ ଭେଷରେ ହିନ୍ଦୁଙ୍କୁ ନିନ୍ଦା କରୁଥିବା ଭିଡିଓ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି। 

ଜଣେ ବ୍ୟକ୍ତିଙ୍କର ହିନ୍ଦୁ ମାନଙ୍କୁ ନିନ୍ଦା କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ମୁସ୍ଲିମ ଲୋକଙ୍କ ଧାର୍ମିକ ଟୋପି ପିନ୍ଧିଥିବା ଏହି ବ୍ୟକ୍ତି କହୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପରେ ମଧ୍ୟ ହିନ୍ଦୁ ମାନେ ବିଜେପିକୁ ନିର୍ବାଚନରେ ହରାଇ ଦେଲେ। ଯଦି କେହି ଲୋକ ମସଜିଦ ନିର୍ମାଣ କରିଥାନ୍ତା, ତେବେ ମୁସ୍ଲିମ ମାନେ ତା’କୁ ୪୦୦ ପାର ଭୋଟ୍ ଦେଇ ବିଜୟୀ କରି ଦେଇଥାନ୍ତେ। ଦାବି କରା ଯାଉଛି ଯେ ଭିଡିଓରେ ହିନ୍ଦୁଙ୍କୁ […]

Continue Reading

କ’ଣ ବକରୀଦ ଦିନ ଗୋ ହତ୍ୟା ପରେ ରାସ୍ତା ରକ୍ତାକ୍ତ ହୋଇଥିବା ଏହି ଫୋଟୋ ପଶ୍ଚିମବଙ୍ଗାଳର କି? ଜାଣନ୍ତୁ ସତ୍ୟତା

ରକ୍ତାକ୍ତ ହୋଇଥିବା ଏକ ସ୍ଥାନର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ୍ ଭିଡିଓରେ ଜଣେ ମହିଳା ବଙ୍ଗଳା ଭାଷାରେ କିଛି କହୁଥିବାର ଶୁଣିବାକୁ ମିଳିଛି। ସେ କହୁଛନ୍ତି, ପ୍ରାୟ 10 ଟି ଘର ଲୋକମାନେ ୨୦୦ ରୁ ଅଧିକ ଗୌ ବଳି ଦେଉଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ ବକରୀଦ ଦିନ ପଶ୍ଚିମବଙ୍ଗର ଏକ ସ୍ଥାନରେ ୨୦୦ ରୁ ଅଧିକ ଗୌ ବଳିଦାନ ଦିଆ ଯାଉଥିବାର ଏହା ଏକ ଦୃଶ୍ୟ ଅଟେ।  ଭିଡିଓ ସହିତ […]

Continue Reading

ଦିଗବିଜୟ ସିଂଙ୍କ ସୁରକ୍ଷାକର୍ମୀ ଦ୍ଵାରା ଭଗା ଯାଉଥିବା ଏହି ମହିଳା ତାଙ୍କ ଠାରୁ ୮୫୦୦ ଟଙ୍କା ମାଗି ଆସିନଥିଲେ। 

କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗଭିଜୟ ସିଂଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦିଗଭିଜୟ ସିଂଙ୍କ ସହିତ ସାକ୍ଷାତ କରି ଆସିଥିବା ମହିଳାକୁ ଭଗାଇବା ପାଇଁ ସେ ତାଙ୍କ ସୁରକ୍ଷା କର୍ମୀଙ୍କୁ କହୁଥିବାର ନଜର ଆସିଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ମହିଳା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ଦଳ ଯେଉଁ ୮,୫୦୦ ଟଙ୍କା ଦେବାର ପ୍ରତିଶୃତି ଦେଇଥିଲା ତାହା ମାଗିବାକୁ ଆସିଥିଲେ। କିନ୍ତୁ ଦିଗଭିଜୟ ସିଂ […]

Continue Reading

ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟରେ ମଦ ବ୍ୟାପାର ନିଷେଧ କରିବା ନିଷ୍ପତ୍ତି ନେଇଛନ୍ତି କି? 

ଓଡ଼ିଶାରେ ବିଜେପି ବିଧାନସଭା ନିର୍ବାଚନ ଜିତିବା ପରେ ମୋହନ ଚରଣ ମାଝୀ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହେଇଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇ ବିଜେପି ସରକାର ଆସିବା ପରେ ଅନେକ ଯୋଜନା ଏବଂ ନୂତନ ସରକାରର ପଦକ୍ଷେପ କ’ଣ ରହିବା ନେଇ ଚର୍ଚ୍ଚା ଲାଗି ରହିଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ମଦ ବ୍ୟାପାର ବନ୍ଦ […]

Continue Reading

ଉତ୍ତରପ୍ରଦେଶରେ ନିର୍ଵାଚନ ହାରିବା ପରେ ଯୋଗୀ ଆଦିତ୍ୟନାଥ କାନ୍ଦିଲେ? ଭାଇରାଲ ଭିଡିଓ ପୁରୁଣା….

୨୦୨୪ ଲୋକସଭା ନିର୍ବାଚନରେ INDI ମିଳିତ ମଞ୍ଚ ବିଜେପି କୁ ଉତ୍ତରପ୍ରଦେଶରେ ପରାସ୍ତ କରିଛି। ଏହା ପରେ ସୋସିଆଲ ମିଡିଆରେ ଯୋଗୀ ଆଦିତ୍ୟନାଥଙ୍କର କାନ୍ଦୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ, ଉତ୍ତରପ୍ରଦେଶରେ ବିଜେପି ନିର୍ବାଚନ ହାରିବା ପରେ ଯୋଗୀ ଆଦିତ୍ୟନାଥ ଦୁଖୀ ହେଇ କାନ୍ଦୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଯୋଗୀ ଆଦିତ୍ୟନାଥଙ୍କର ୨୦୧୭ ମସିହାର ଏକ ପୁରୁଣା ଭିଡିଓକୁ ମିଥ୍ୟା […]

Continue Reading

କ’ଣ ଗାଲରେ ଚାପୁଡ଼ା ମାଡ଼ ଖାଇବା ପରେ ଏହା କଙ୍ଗନାଙ୍କର ଫୋଟୋ? ଜାଣନ୍ତୁ ସତ୍ୟତା।

ହିମାଚଳ ପ୍ରଦେଶର ମଣ୍ଡୀ ନିର୍ବାଚନ ମଣ୍ଡଳୀରୁ ଜିତିବା ପରେ କଙ୍ଗନା ରଣାଓତ ଚର୍ଚ୍ଚାରେ ରହିଛନ୍ତି। ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ CISF ଜବାନ୍ ତାଙ୍କୁ ଚାପୂଡ଼ା ମାରିଥିବା ଖବର ସାମନାକୁ ଆସିବା ପରେ ଏହୀ ଘଟଣା ସମ୍ବନ୍ଧିତ ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫୋଟୋରେ ଜଣେ ମହିଳାଙ୍କ ଗାଲରେ ଚାପୁଡ଼ା ଚିହ୍ନ ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଫୋଟୋ କଙ୍ଗନା ରଣାଓତଙ୍କର […]

Continue Reading

କ’ଣ ଧାମନଗର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି କରା ଯିବ? ଜାଣନ୍ତୁ ସତ୍ୟତା। 

ଧାମନଗର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୨୦୨୪ ନିର୍ବାଚନରେ ବିଜୟୀ ହେଇଛନ୍ତି। ବିଜେପି ଓଡ଼ିଶାରେ ନିର୍ବାଚନ ଜିତିବା ପରେ ସରକାର ଗଠନ କରିବାକୁ ଯାଉଛି। ଏହି ସମୟରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଯେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ।  ଏହି ସମୟରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଉଛି ଯେ ସୂର୍ଯ୍ୟବଂଶୀ ସୂରଜଙ୍କୁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ନିଯୁକ୍ତି କରା ଯିବ।  Facebook […]

Continue Reading

କ’ଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବ୍ୟାନେର୍ଜିଙ୍କ ପ୍ରକୃତ ନାମ ମୁମତାଜ ମାସାମା ଖାତୁନ୍ ଅଟେ? ଜାଣନ୍ତୁ ସତ୍ୟତା।

୨୦୨୪ ସାଧାରଣ ନିର୍ବାଚନ ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଷୟରେ ଖବର ପ୍ରସାରଣ କରୁଥିବା ଏକ ଖବରକାଗଜ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଡଲାଇନରେ ଲେଖା ଅଛି, “ମମତା ବାନାର୍ଜୀଙ୍କ ପ୍ରକୃତ ନାମ କେହି ଜାଣନ୍ତି ନାହିଁ।” ଆଗକୁ ଖବରକାଗଜ କ୍ଲିପ୍‌ରେ ଦର୍ଶାଯାଇଛି ଯେ ମମତା ବ୍ୟାନେର୍ଜିଙ୍କ ପ୍ରକୃତ ନାମ ହେଉଛି ମୁମତାଜ ମାସାମା ଖାତୁନ୍। ଏହା ମଧ୍ୟ ଦାବି କରାଯାଇଥିଲା ଯେ ୱିକିପିଡ଼ିଆରେ ମମତା ବାନାର୍ଜୀଙ୍କ ଧର୍ମ ମୁସଲମାନ ବୋଲି ଉଲ୍ଲେଖ କରାଯାଇଛି […]

Continue Reading

କ’ଣ ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଚିଡ଼ା ହୋଇଥିବା ମହିଳା ତାଙ୍କ ପତ୍ନୀ ଅଟନ୍ତି? ଜାଣନ୍ତୁ ସତ୍ୟତା। 

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ସହିତ ଚିଡ଼ା ହୋଇଥିବା ଏକ ମହିଳାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କର ଫୋଟୋ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଥିବା ମହିଳା ସେହି ସମୟର ଗୁଜରାଟର ଶିକ୍ଷାମନ୍ତ୍ରୀ ହେମନ୍ତ ଚପଟୱାଲାଙ୍କ ଝିଅ ବନ୍ଦନା ଅଟନ୍ତି।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଫୋଟୋ ସେୟାର କରି ଜଣେ […]

Continue Reading

କ’ଣ ଏହା ଓଡ଼ିଶା ସରକାରର ମୋ ସାଇକଲ୍ ଯୋଜନାର ଏକ ଫୋଟୋ ଯେଉଁଠାରେ ସାଇକଲ୍ ବରବାଦ ହେଇ ପଡ଼ିଛି? ଜାଣନ୍ତୁ ସତ୍ୟତା

୨୦୨୪ ଲୋକସଭା ନିର୍ବାଚନ ସମୟରେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ନବୀନ ସରକାର ଉପରେ ଅଭିଯୋଗ ଆଣି ଗୋଟିଏ ଫୋଟୋ ସେୟାର କରୁଛନ୍ତି। ଫୋଟୋରେ ଜଣେ ବ୍ୟକ୍ତି ଏକ ନଷ୍ଟ ବା ବରବାଦ ହୋଇଥିବା ସାଇକଲ୍ ନିକଟରେ ଚିଡ଼ା ହୋଇଛି। ଦାବି କରା ଯାଉଛି ଯେ ଏହି ସାଇକଲ୍ ଗୁଡ଼ିକ ମୋ ସାଇକଲ୍ ଅଟେ ଯାହା ନବୀନ ସରକାର ଆରମ୍ଭ କରିଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଚୀନ […]

Continue Reading

କ’ଣ ଆଙ୍ଗନବାଡ଼ି ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ଓଡ଼ିଶା ପୋଲିସ ନିର୍ମମ ଭାବରେ ମାରୁଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ପୋଲିସର ନିଷ୍ଠୁରତା ଦର୍ଶାଉଥିବା ଗୋଟିଏ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ମହିଳା ଆଙ୍ଗନବାଡ଼ି କାର୍ଯ୍ୟକର୍ତ୍ତା ମାନେ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ସେଠାରେ ବନ୍ଦୋବସ୍ତରେ ଥିବା ପୋଲିସ ସେମାନଙ୍କୁ ନିର୍ମମ ଭାବରେ ବାଡ଼ିରେ ମାରୁଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ଓଡ଼ିଶା ରାଜ୍ୟର ଅଟେ ଆଉ ନବୀନ ସରକାର ଏପରି ମାଁ ମାନଙ୍କୁ ସମ୍ମାନ ଦେଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ ବସ୍ ରେ ଯୁବକ-ଯୁବତୀଙ୍କର ଅଶ୍ଳୀଳ ଅବସ୍ଥାର ଏହି ଭିଡିଓ ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟତା। 

ଅନ୍ୟ ଯାତ୍ରୀଙ୍କର ଉପସ୍ଥିତିରେ ଏକ ବସ୍ ରେ ଜଣେ ଯୁବକ-ଯୁବତୀଙ୍କର ଅଶ୍ଳୀଳ ଅବସ୍ଥା ବା ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ଥିବା ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମାନ ବସ୍ ରେ ଯାତ୍ରା କରୁଥିବା ଅନ୍ୟ ଏକ ଯାତ୍ରୀ ଏହି ଭିଡିଓ ଶୁଟ୍ କରିଥିଲେ।  ଦାବି କରା ଯାଉଛି ଯେ ଏହା ଦିଲ୍ଲୀ ସହରର ଏକ ଘଟଣା ଅଟେ। ଭିଡିଓ ସେୟାର କରି ଜଣେ ଲେଖିଛନ୍ତି, “ଦିଲ୍ଲୀ ମେଟ୍ରୋ ପରେ ଜଣେ ଯୁବକ ଏବଂ […]

Continue Reading

କ’ଣ କେରଳରେ ମୁସ୍ଲିମ ମାନେ ଭାରତର ଜାତୀୟ ପତାକାର ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟତା।

ସୋସିଲା ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାସ୍ତା ଉପରେ ରଖା ଯାଇଥିବା ଭାରତର ଜାତୀୟ ପତକା ଉପରେ କିଛି ଗାଡ଼ି ଯାଉଥିବା ଦେଖିବାକୁ ମିଳିଛି। ଏହା ସହିତ କିଛି ଲୋକେ ପାକିସ୍ତାନର ପତକା ମଧ୍ୟ ଧରିଥିବା ଦେଖା ଯାଉଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ଏହି ଭିଡିଓ କେରଳର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନ ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ […]

Continue Reading

କ’ଣ କର୍ଣ୍ଣାଟକାର କଂଗ୍ରେସ୍ କାର୍ଯ୍ୟକର୍ତ୍ତା ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁତଲା ଜଳାଉଥିବା ବେଳେ ନିଜେ ନିଆରେ ଆଘାତ ହୋଇଛନ୍ତି? ଜାଣନ୍ତୁ ସତ୍ୟତା। 

ସୋସିଆଲ ମିଡିଆରେ କିଛି ଲୋକ ରାସ୍ତାରେ ବିରୋଧ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପୁତଲାରେ ନିଆ ଲଗାଉଥିଲେ। କିନ୍ତୁ ଏହା କରିବା ସମୟରେ ସେମାନେ ନିଜେ ନିଆରେ ଆଘାତ ହେଇଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଲୋକମାନେ କର୍ଣ୍ଣାଟକା କଂଗ୍ରେସ୍ କାର୍ଯ୍ୟକର୍ତ୍ତା ଅଟନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା କେରଳର ୧୨ ବର୍ଷ ପୁରୁଣା ଭିଡିଓ ଏବଂ ଭିଡିଓରେ ଥିବା ଲୋକମାନେ କଂଗ୍ରେସ୍ କାର୍ଯ୍ୟକର୍ତ୍ତା ନୁହଁନ୍ତି, […]

Continue Reading

କ’ଣ ଏହି ଭିଡିଓରେ ଭାରତ ଏବଂ ବାଂଲାଦେଶର ହିନ୍ଦୁ ମାନଙ୍କୁ ISIS ର କ୍ୟାମ୍ପ୍ ରୁ ଉଦ୍ଧାର କରା ଯାଉଛି? ଜାଣନ୍ତୁ ସତ୍ୟତା। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେନା ୟୁନିଫର୍ମ ପିନ୍ଧିଥିବା ମହିଳାମାନେ ଏକ ତମ୍ବୁରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ସେଠାରେ ସେମାନେ ଦୁଇଟି ମହିଳାଙ୍କୁ ବନ୍ଧା ହୋଇଥିବା ଦେଖିଲେ। ସେନା କର୍ମଚାରି ମାନେ ସେ ମାନଙ୍କୁ ଉଦ୍ଧାର କରିଥିଲେ।  ଦାବି କରା ଯାଉଛି ଯେ ତମ୍ବୁରେ ବନ୍ଧା ଅବସ୍ଥାରେ ଥିବା ମହିଳା ମାନେ ହେଉଛନ୍ତି ଭାରତ ଏବଂ ବାଂଲାଦେଶର ହିନ୍ଦୁ ଯେଉଁମାନେ ISIS ର ଶୋଷଣର ଶିକାର ହୋଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ କଂଗ୍ରେସ୍ ନିର୍ବାଚନ ଘୋଷଣାପତ୍ରରେ ପ୍ରତିଶୃତି ଦେଇଛି ଯେ ସେ ଜଣେ ମୁସ୍ଲିମଙ୍କୁ ଭାରତର ପ୍ରଧାନ ବିଚାରପତି ପଦବୀ ଦେବ? ଜାଣନ୍ତୁ ସତ୍ୟତା। 

ଯେହେତୁ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ସମାପ୍ତ ହେଉଛି, ଅନେକ ସୋସିଆଲ ମିଡିଆ ପୋଷ୍ଟ କଂଗ୍ରେସ ଦଳକୁ ଟାର୍ଗେଟ କରି ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ ଭାବରେ, ଏକ ଖବରକାଗଜ ପ୍ରବନ୍ଧର ସ୍କ୍ରିନସଟ ଥିବା ଦର୍ଶାଯାଇଛି ଯେ କଂଗ୍ରେସ ଘୋଷଣାପତ୍ରରେ ମୁସଲମାନ ସମ୍ପ୍ରଦାୟକୁ ସମର୍ଥନ କରୁଥିବା ପ୍ରତିଶୃତି ରହିଛି। ଘୋଷଣାପତ୍ର ରେ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଭାରତର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତି ଠାରୁ ଆରମ୍ଭ କରି ମୁସଲମାନମାନଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ଦେବା ବିଷୟରେ କୁହା […]

Continue Reading

କ’ଣ ଭାଇରାଲ ଫୋଟରେ ଥିବା ଏହି ସେତୁ ମୁମ୍ବଇ ସହରର ଅଟେ? ଜାଣନ୍ତୁ ସତ୍ୟତା। 

ଏକ ସୁନ୍ଦର ଲମ୍ବା ସେତୁର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହା ମୁମ୍ବଇ ସହରରେ ଅବସ୍ଥିତ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ମୁମ୍ବଇର ନୁହେଁ ବରଂ ଚୀନ ଦେଶର ଏକ ସେତୁର ଫୋଟୋ ଅଟେ।  ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଆମେରିକା ବା ଚୀନର ନୁହେଁ – ମୁମ୍ବାଇର ସମୁଦ୍ର ମଧ୍ୟରେ ହାଇୱେ ….. ନୟାଭାରତ“ […]

Continue Reading

କ’ଣ ଦୈନିକ ଭାସ୍କର ନିଜ ଖବରକାଗଜ ରେ ପ୍ରକାଶିତ କରିଛି ଯେ ଇଣ୍ଡିଆ ଗଠବନ୍ଧନ ନିର୍ବାଚନରେ ​​ସଂଖ୍ୟାଗରିଷ୍ଠ ପାଇବ? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ସୋସିଆଲ ମିଡିଆରେ ଦୈନିକ ଭାସ୍କର ପତ୍ରିକାର ସ୍କ୍ରିନଶଟ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଖବର ପ୍ରକାଶ ପାଇଛି ଯେ ଆସନ୍ତା ନିର୍ବାଚନରେ ଇଣ୍ଡିଆ ଗଠବନ୍ଧନ ୧୦ ଟି ରାଜ୍ୟରେ ​​ସଂଖ୍ୟାଗରିଷ୍ଠ ପାଇବ। ଏହି ରାଜ୍ୟ ଗୁଡ଼ିକ ହେଉଛି- ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, କର୍ଣ୍ଣାଟକ, ତେଲଙ୍ଗାନା, ରାଜସ୍ଥାନ ଏବଂ କେରଲ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଦୈନିକ ଭାସ୍କର ଏପରି କୌଣସି ଖବର ପ୍ରକାଶ […]

Continue Reading

କ’ଣ ଏହା ମୁଖତାର୍ ଅନସାରୀଙ୍କର ଅନ୍ତିମ ସଂସ୍କାର ସମୟର ଭିଡିଓ ଅଟେ? ଜାଣନ୍ତୁ ସତ୍ୟତା। 

ମାର୍ଚ୍ଚ ୩୦ ରେ କଡା ସୁରକ୍ଷା ମଧ୍ୟରେ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର୍ ଅନସାରୀଙ୍କର ଗାଜିପୁରରେ ଅନ୍ତିମ ସଂସ୍କାର କରାଯାଇଥିଲା। ମାର୍ଚ୍ଚ ୨୮ ରେ ଉତ୍ତରପ୍ରଦେଶର ବନ୍ଦା ଡାକ୍ତରଖାନାରେ ଅନସାରୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ତିମ ସଂସ୍କାରରେ ଅନେକ ସମର୍ଥକ ଯୋଗ ଦେଇଥିଲେ।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ବହୁ ସଂଖ୍ୟାରେ ଲୋକଙ୍କର ଏକ ଭିଡିଓ ଭାଇରାଲ ହେବାର ଲାଗିଛି। ଦାବି କରା ଯାଉଛି ଯେ ଲୋକଙ୍କ ଏହି ଭିଡ଼ ମୁଖତାର୍ ଅନସାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଉତ୍ତରପ୍ରଦେଶର ଗାଜିପୁରରେ ଏକତ୍ର […]

Continue Reading

କ’ଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି ନିଜ ଆଘାତ ହୋଇଥିବା ନେଇ ନାଟକ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି ଆଘାତ ହୋଇଥିବା ଖବର ସାମନାକୁ ଆସିଥିଲା। ଅନେକ ଫୋଟୋରେ ତାଙ୍କ କପାଳରେ ଆହତ କାରଣରୁ ରକ୍ତ ମଧ୍ୟ ବହିଥିଲା। ଏହି ଘଟଣା ପରେ ସୋସିଆଲ ମିଡିଆରେ ଅନ୍ୟ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କ କପାଳର ଅନ୍ୟ ସ୍ଥାନରେ ବେଣ୍ଡଏଡ୍ ଲାଗିଥିବା ଦେଖିବାକୁ ମିଳିଛି।  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି […]

Continue Reading