କୋଲକାତାର ହୋଲି ସମୟର ଭିଡିଓ କୁ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଲୋକମାନେ ହାଉଡ଼ା ସେତୁ ରେ ଜୟ ଶ୍ରୀରାମ ନାରା ଦେଉଥିବା ଦାବି ସହିତ ସେୟାର କରା ଯାଉଛି।
ବିଜେପି ଦଳ ପଶ୍ଚିମବଙ୍ଗରେ ନିର୍ବାଚନ ଜିତି ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି। ଏହି ସମୟରେ ଏକ ସେତୁ ଉପରେ ଲୋକଙ୍କର ଏକ ବିଶାଳ ଭିଡ଼ ଜୟ ଶ୍ରୀରାମ ନାରା ଦେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି ସେୟାର କରି ୟୁଜର ଲେଖିଛନ୍ତି, “ଜୟ ଶ୍ରୀ ରାମ ରେ ପ୍ରକମ୍ପିତ ହେଲା ବେଙ୍ଗଲର ହାଉଡ଼ା ବ୍ରିଜ ହଜାରେ ହଜାରେ ଭକ୍ତ ଙ୍କ ସ୍ଵରରେ କମ୍ପିଲା ବେଙ୍ଗଲ ଶ୍ରୀ ରାମ।” ଏହି ଭିଡିଓଟିକୁ ଏପରି […]
Continue Reading