ମଞ୍ଚରେ ଠିଆ ହେବାକୁ ଅନୁମତି ନଦେବା ପରେ ଦଲିତ ବଡି ବିଲଡର ନିଜ ପୁରସ୍କାରକୁ ଗୋଇଣ୍ଠା ମାରିଥିଲେକି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବଡି ବିଲଡରଙ୍କୁ ଅପମାନ କରି ମଞ୍ଚରୁ ଉଲହାଇବା ପାଇଁ କୁହା ଯାଉଛି। ଏହି ବ୍ୟବହାରରୁ ରାଗି ସେ ନିଜ ପୁରସ୍କାରକୁ ଗୋଇଣ୍ଠା ମାରିଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଜାତି ଏବଂ ଧର୍ମ ନାମରେ ସେହି ବଡି ବିଲଡରଙ୍କୁ ଅପମାନ କରା ଯାଉଛି। ଫ୍ୟାକ୍ଟ କ୍ରେସେଣ୍ଡୋ ର ପାଠକମାନେ ଏହି ଭିଡିଓକୁ ଆମର ୱ୍ହାଟ୍ସ ଆପ୍ ଫ୍ୟାକ୍ଟଲାଇନ୍ ନମ୍ବର (9049053770) କୁ ପଠାଇ ଫ୍ୟାକ୍ଟ-ଯାଞ୍ଚ […]
Continue Reading