
ଓଡ଼ିଶା ରେ ଶନିବାର ଏବଂ ରବିବାର ଦିନ ସଂମ୍ପର୍ଣ୍ଣ ଭାବେ ସର୍ଟଡାଉନ ଥିଲା ହେଲେ କଥା ଆସୁଛି ଏଠାରେ ହେଲେ ଏହି ଦିନ ରେ କିଛି ନୂଆ ନିୟମ ଆସିଛି ଏବେ ଦୁଇ ଦିନ ନୁହେଁ ବରଂ ଚାରି ରୁ ପାଞ୍ଚ ଦିନ ସର୍ଟଡାଉନ ର ଅବଧି ବଢା ଯିବ । ଓଡ଼ିଶା ର ବି ସ୍ଥିତି ଚିନ୍ତା ଜନକ ହେଲାଣୀ । କେବଳ ଏହିଥି ପାଇଁ ଜୁନ ମାସ ରେ ସମସ୍ତ ଶନିବାର ଏବଂ ରବିବାର ସର୍ଟଡାଉନ ଘୋଷଣା କରିଛନ୍ତି । ହେଲେ ଅମାନିଆ ଯେଉଁ ପରି ଭାବେ ବୁଲୁଛନ୍ତି ବାକି 5 ଦିନ ରେ କୋରନା ର ସଂଙ୍କ୍ରମଣ ସଂଖ୍ୟା ରେ ବହୁତ ପରିମାଣ ରେ ବୃଦ୍ଧି ହେବାର ଦେଖିବା ପାଇଁ ମିଳିବ । ବିଶେଷ କରି ବର୍ତମାନ ସମୟ ରେ ଭୁବେଶ୍ୱର ସ୍ଥିତି ଚିନ୍ତା ବଳେଇଲାଣୀ । ଏହି ସବୁ କୁ ନଜର ରେ ରଖି ଭୁବନେଶ୍ୱର ସମେତ କିଛି ପ୍ରମୁଖ ସହର ରେ ସର୍ଟଡାଉନ ଅବଧି କୁ ଅଧିକ କରିବା ପାଇଁ ପ୍ରସ୍ତାବ ଉପରେ ବିଚାର କରିଛନ୍ତି । ଏମିତି ଜଣା ପଡ଼ିଛି କି ଭୁବନେଶ୍ୱର ରେ 4 ରୁ 5 ଦିନ ଯାଏ ସର୍ଟ ଡାଉନ କରା ଜାଇ ପାରେ ବୋଲି ଏହି ଉପରେ ବର୍ତମାନ ସମୟରେ ରାଜ୍ୟ ସରକାର ଆଲୋଚନା କରୁଛନ୍ତି ।
Facebook | Archive | Enews23 | Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲ ରେ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟ ରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୭ ଜୁନ ରେ ଓଡ଼ିଶା ସରକାରଙ୍କ ଠାରୁ ଜାରି କରା ଯାଇ ଥିବା ନୋଟିସ୍ ମିଳିଲା। ଏହି ନୋଟିସ୍ ରେ କୁହା ଯାଇଅଛି ଯେ ୩୦ ମେ ରେ ଗୃହ ମନ୍ତରାଳୟରୁ ଆସିଥିବା ଆଦେଶ ଅନୁଯାୟୀ ଦେଶରେ ୩୦ ଜୁନ ତକ ତାଲାବନ୍ଦ ନିୟମ ଲାଗୁ ରହିବା। ଏହି ନୋଟିସ ରେ ସମସ୍ତ ରଝୀ ସରକାରଙ୍କୁ ପ୍ରାଧିକରଣ ଦିଆ ଯାଇଅଛି ଯେ ରାଜ୍ୟରେ କୋରୋନା ସ୍ଥିତି ନେଇ ସମୟ ସମୟ ଦେଖି ରାଜ୍ୟ ହିତ ପାଇଁ ପ୍ରତିବନ୍ଧକ ଲଗାଇ ପାରିବେ। ଭାରତ ସରକାରଙ୍କ ଠାରୁ ଏହି ଆଦେଶ ଆସିବା ପରେ ଓଡ଼ିଶାରେ ନିମ୍ନଲିଖିତ ନିୟମ ଲାଗୁ କରା ଯାଇଅଛି।
- ସମସ୍ତ ଧାର୍ମିକ ସ୍ଥାନ ଏବନ ସରବଧାରଣ ସ୍ଥାନରେ ପୂଜା କରିବା ୩୦ ଜୁନ ୨୦୨୦ ତାରିଖ ତକ ବନ୍ଦ ରହିବା।
- ସମସ୍ତ ଶପିଙ୍ଗ ମଲ୍ ମଧ୍ୟ ୩୦ ଜୁନ ତକ ବନ୍ଦ ରହିବା।
- ସମସ୍ତ ରେଷ୍ଟୁରାଣ୍ଠ ଏବଂ ହୋଟେଲ କୁ କେବଳ ଘରେ ଖାଇବା ଦେଲିଭେରୀ କରିବା ଅନୁମତି ଅଛି କିମ୍ବା ଜୋମାଟୋ ଏବଂ ସ୍ଵୀଗୀ ସାହାଜ୍ଯତା ରେ ଖାଇବା ଲୋକଙ୍କ ପାଖକୁ ପହଞ୍ଚାଇ ପାରିବେ।
ଏହି ନିୟମ ଛଡ଼ା ଅନ୍ୟ ସବୁ ନିୟମରେ କୌଣସି ପରିବର୍ତନ ଆସି ନାହିଁ।
ରାଜ୍ୟ ସରକାର ଦ୍ଵାରା ନୂଆ ନିୟମରେ ଏହି ନିୟମ ମଧ୍ୟ ଲାଗୁ କରା ଯାଇଅଛି ଯେ ୩୦ ଜୁନ ତକ ଭୁବନେଶ୍ବର, ଭଦ୍ରକ ଏବଂ କଟକ ଶୁକ୍ରବାର ରାତି ୮ ଟା ସମୟ ରୁ ରବିବାର ରାତି ୮ ଟା ସମୟ ପର୍ଯ୍ୟନ୍ତ ସମ୍ପୂର୍ଣ ଭାବେ ବନ୍ଦ ରହିବା।
୧୫ ଜୁନ ରେ ଜାଗରଣ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ ଏହା କୁହା ଯାଇଅଛି ଯେ ଓଡ଼ିଶାର ଗଞ୍ଜାନ ଜିଲା ରେ ୧୪ ଜୁନ ରୁ ୩୦ ଜୁନ ତକ ତାଲାବନ୍ଦ କରି ଡିୟା ଯାଇଅଛି। ଗଞ୍ଜାନ ଜିଲା ରେ କେବଳ ଆବଶ୍ୟକ ସାମଗ୍ରୀ ଜିନିଷ ଦୋକାନ ମାତ୍ର ୫ ଘଣ୍ଟା ପାଇଁ, ସଖାଳ ୭ ରୁ ୧୨ ଟା ସମୟ ଯାଏଁ ଖୋଲା ରହିବ। ଯାନବାହନ ଚଳ ପ୍ରଚଳ ମଧ୍ୟ ସମ୍ପୂର୍ଣ ଭାବେ ନିଷେଧ କରା ଯାଇଅଛି। ଏହି ସୂଚନା ଏସ.ପି ବ୍ରଜେଶ ରାୟ ଗୋଟିଏ ସାମ୍ବାଦିକ ସଭା ରେ ଦେଇ କହିଛନ୍ତି ଯେ କୋରୋନା ସଂକ୍ରମଣ ରୋକିବା ପାଇଁ ଏହି ନିର୍ଣୟ ନିୟା ଯାଇଅଛି। ମଧ୍ୟାହ୍ନ ୧୨ ତ ସମୟ ପରେ କୌଣସି ବ୍ୟକ୍ତି କୁ ଘରୁ ବାହାରିବା ଅନୁମତି ନାହିଁ। ବର୍ତମାନ ଜିଲା ରେ ୨ ଲକ୍ଷ ଦାଦନ ଶ୍ରମିକ ମାନେ ଫେରାନ୍ତ ହେଇ ସାରିଛନ୍ତି। ବର୍ତମାନ ଆଉ ଶ୍ରମିକ ମାନଙ୍କ ଫେରିବା ଆଶା କମ ଅଛି। ୧.୫ ଲକ୍ଷ ଶ୍ରମିକଙ୍କୁ କ୍ଵାରେନତାଇନ ରେ ରକ୍ଷା ଯାଇଅଛି।
ଏହା ପରେ ଆମେ ଭୁବନେଶ୍ବର ମୁନ୍ସିପାଳିତୀ କର୍ଜୟାଳୟ କଥା ଲାଗି ଏହି ବିଷୟରେ ପଚରାଉଚରା କରିଲୁ। ଆନେ ମୁନ୍ସିପାଳିଟି ଜୋନଳ ସହକାରୀ ସହିତ କଥା ହେଲା ପରେ ସେ ଆମକୁ କହିଲେ ଯେ ସପ୍ତାହ କୁ 5 ଦିନ ତାଲାବନ୍ଦ କରିବା କଥା ମିଥ୍ୟା ଅଟେ। ଏପରି କୌଣସି ପଦକ୍ଷେପ ସରକାର ନେଇ ନାହାନ୍ତି। କିଛି କିଛି ସହର ରେ କୋରୋନା ସଂକ୍ରମଣ ବଢିବା କାରଣରୁ ଆଇନ ଠିକେ ସଖ୍ତ କରା ଯାଇଅଛି। ଖୋରଦା ଜିଲା ରେ ଅପରାହନ୍ନ ୨ ଟା ପରେ ବାହାରକୁ ବାହାରିବା ଉପରେ କଟକଣା ଲାଗିଛି, କିନ୍ତୁ କେଉଁ ସ୍ଥାନରେ ୫ ଦିନ ତାଲାବନ୍ଦ ହେବା ନିୟମ ଲାଗୁ କରା ହେଇ ନାହିଁ। ଯଦି ଏପରି କୌଣସି ଆଇନ ଲାଗୁ ହେବ ତାହାଲେ ଗଣମାଧ୍ୟମ ରେ ଲୋକଙ୍କୁ ପ୍ରଥମେ ସୂଚନା ଦିଆ ଜୀବ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାଊ ପାଇଲୁ ଯେ ରାଜ୍ୟରେ ୫ ଦିନ ଶତଡାଉନ ହେବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। କେବଳ ଗଞ୍ଜାମ ଜିଲା ରେ ତାଲାବନ୍ଦ ନେଇ କଟଣା ହେଇଛି। ପ୍ରମାଣ ଯାଞ୍ଚ କରିଲା ପରେ ଏହା ଜଣା ପଡ଼ିଲା ଯେ ରାଜ୍ୟର ଅନ୍ୟ ଜିଲା ରେ 5 ଦିନ ତାଲାବନ୍ଦ ହେବା କୌଣସି ସୂଚନା ରାଜ୍ୟ ସରକାର ପକ୍ଷରୁ ବର୍ତମାନ ସୁଧା ଆସି ନାହିଁ।

Title:କ’ଣ ଓଡ଼ିଶା ରେ ସପ୍ତାହରେ ୫ ଦିନ ତାଲାବନ୍ଦ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False