କ’ଣ ଏହି ଭିଡିଓ ଦିଲ୍ଲୀ ବିମାନ ବନ୍ଦରରେ ମୀରାବାଈ ଚାନୁଙ୍କ ସ୍ଵାଗତ କରିବାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଚାଲୁଥିବା ଟୋକିଓ ୨୦୨୦ ଅଲମ୍ପିକ୍ସରେ ଅନେକ ଦେଶ ପଦକ ପାଇବା ଏବଂ ନିଜ ଦେଶକୁ ଗର୍ବିତ କରିବା ପାଇଁ ପରସ୍ପର ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ଅଲମ୍ପିକ୍ସରେ ଭାରତ ମଧ୍ୟ ଅନେକ କ୍ରୀଡ଼ାରେ ଅଂଶଗ୍ରହଣ କରିଛି। ସମସ୍ତ ଖେଳାଳି ମାନେ ସେମାନଙ୍କର କ୍ରୀଡ଼ାବିତ୍ ଆତ୍ମା ପ୍ରଦର୍ଶନ କାରିଥିବା ବେଳେ ମିରାବାଇ ଚାନୁ ଚଳିତ ବର୍ଷ ଅଲମ୍ପ୍ପିକ୍ଷରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଏକ ଖୁସି ଖବର ଆଣିଛନ୍ତି।  ମିରାବାଇ ଚାନୁ ଟୋକିଓରୁ ଭାରତ ଫେରସ୍ତ ହେବା […]

Continue Reading

ଜାପାନରେ ଲୋକମାନେ ଭାରତୀୟ ଗୀତରେ ସୂର୍ଯ୍ୟ ନମସ୍କାର କରୁଛନ୍ତି ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଦର୍ଶାଯାଇଛି ଯେ ଏଥିରେ ଭାରତୀୟ ଫ୍ଲାଗ ଡ୍ରେସ କୋଡରେ ଥିବା ଲୋକମାନେ ଜାପାନରେ ସୂର୍ଯ୍ୟ ନମସ୍କାର କରୁଛନ୍ତି। ଭାଇରାଲ ଭିଡିଓ ଜାପାନର ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 4 ଜୁଲାଇରେ Prasanta Nayak ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଗର୍ବ ଅନୁଭବ କରନ୍ତୁ କି […]

Continue Reading

2019 ଫଟୋକୁ ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତ ସହ ଜୋଡ଼ି ଭାଇରାଲ କରାଯାଉଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କାନପୁର ଗସ୍ତରେ ଜାଇଥିବା ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ସେ ତାଙ୍କ ଗାଁକୁ ଜାଇ ତାଙ୍କ ଗୁଗୁଙ୍କ ପାଦ ସ୍ପର୍ଶ କରୁଥିବାର ଫଟୋ ଭାଇରାଲ ହେଉଛି। ଫଟୋ ସହ ଦାବି କରାଯାଉଛି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ କାନପୁର ଗସ୍ତରେ ଥିବା ବେଳେ ଆଜି ସେ ତାଙ୍କ ଗୁରୁଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ପ୍ରୋଟୋକଲକୁ ଖାତିର ନକରି ନିଜ ଗୁରୁଙ୍କ ପାଦ ସ୍ପର୍ଶ କରି […]

Continue Reading

ୟୁପିର ଦୁଇ ବର୍ଷ ପୁରୁଣା ମାମଲା ଭୁଲ ତଥ୍ୟ ସହିତ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପରାଧୀଙ୍କୁ ନିର୍ଭୟରେ ଦଣ୍ଡ ଦେଉଛନ୍ତି। ଏହି ପୋଷ୍ଟରେ ଏକ “ବ୍ରେକିଙ୍ଗ୍ ନ୍ୟୁଜ୍” ର ସ୍କ୍ରିନସଟ୍ ରହିଛି ଯେଉଁଥିରେ ଦର୍ଶାଯାଇଛି ଯେ ଦେଶରେ ପ୍ରଥମ ଥର ପାଇଁ ୟୁପି ପୋଲିସ୍ ଦ୍ୱାରା ଜଣେ ବଳାତ୍କାରକାରୀଙ୍କୁ ଗୁଳି କରାଯାଇଛି। ଏହା ସହ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ମାମଲା ରାମପୁରର ଅଟେ। ଯେଉଁଠାରେ ଜିଲ୍ଲାର ଏସପି ଅଜୟପାଲ ଶର୍ମା  […]

Continue Reading

କ’ଣ ଶୟଦ ଶବ୍ବିରଙ୍କୁ ମୃତ ଲୋକଙ୍କ ମର ଶରୀରରକୁ ନିଜ ପଇସାରୁ ସଂସ୍କାର କରିବା ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରା ଯାଇଅଛି? ଜାଣନ୍ତୁ ସତ୍ୟ।

ଭାରତ ରତ୍ନ, ପଦ୍ମବିଭୂଷଣ ଏବଂ ପଦ୍ମଭୂଷଣ ପରେ ପଦ୍ମଶ୍ରୀ ପୁରସ୍କାର ଭାରତର ଚତୁର୍ଥ ସର୍ବଶେଷ୍ଠ ପୁରସ୍କାର ମାନା ଯାଏ। ପ୍ରତିବର୍ଷ ଭାରତ ଗଣତନ୍ତ୍ର ଦିବସରେ ଏହାକୁ ଭାରତ ସରକାର ପ୍ରଦାନ କରିଥାଏ। ଏହି ବର୍ଷ ଗଣତନ୍ତ୍ର ଦିବସ ଦିନ ଭାରତର ରାଷ୍ଟ୍ରପଟି ରାମନାଥ କୋଭିନ୍ଧଙ୍କ ଦ୍ଵାରା ଶୟଦ ଶବ୍ବିର ନାମକ ଜଣେ ବ୍ୟକ୍ତିଙ୍କୁ ଏହି ପୁରସକାରରେ ସମାନୀତ କରା ଯାଇଅଛି। ଏହି ବିଷୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା […]

Continue Reading

କ’ଣ ଏହି ଭିଡିଓରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ୨୧୦୦ କେଜି ଘଣ୍ଟି ନିର୍ମାଣ ତାମିଲନାଡ଼ୁରେ କରା ଯାଉଅଛି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି କାରିଗର ମାନେ ମିଶି ଗୋଟିଏ ବିଶାଳ ଘଣ୍ଟି ନିର୍ମାଣ କରୁଛନ୍ତି। ଏହି ଘଣ୍ଟିର ନିର୍ମାଣ ତାମିଲନାଡ଼ୁରେ ହେଇଥିବା ଦାବି ସହିତ କୁହା ଯାଇଅଛି ଯେ ଏହା ଓଜଣ ୨୧୦୦ କେଜି ଅଟେ।  ଫେକ୍ଟ କୃସେଣ୍ଡୋ ଭିଡିଓରେ ଥିବା ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ଶ୍ରୀରାମ ମନ୍ଦିର ପାଇଁ ଘଣ୍ଟି ପ୍ରସ୍ତୁତ.. ଏକକ କାଷ୍ଟ ଖଣ୍ଡ, […]

Continue Reading

ପାକିସ୍ତାନର ବେଲୁଚିସ୍ଥାନର ବିଭିନ୍ନ ଜାଗାରେ ଲୋକମାନେ ତ୍ରୀରଙ୍ଗା ଉଡ଼ାଉଛନ୍ତି କି?

ପାକିସ୍ଥାନ ଏବଂ ଭାରତର ଅନେକ ତିକ୍ତତା ମଧ୍ୟରେ ସୋସିଆଲ ମିଡିଆର ଏକ ବଡ଼ ଭୂମିକା ରହିଛି। ସାଧାରଣ ଜନତା ଜାହା ଜାଣିପାରନ୍ତି ନାହିଁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓ ଅନେକ ସୂଚନା ଦେଇଥାଏ। କିନ୍ତୁ ଏଥି ମଧ୍ୟରେ କିଛି ମିଥ୍ୟା ଖବର ମଧ୍ୟ ଭାଇରାଲ ହୋଇଥାଏ। ଏପରି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥୁରେ ଦିବା କରାଯାଇଛି ଯେ, ବର୍ତ୍ତମାନ ପାକିସ୍ତାନର ବେଲୁଚିସ୍ଥାନର ବିଭିନ୍ନ ଜାଗାରେ ଲୋକମାନେ ତ୍ରୀରଙ୍କା ଉଡ଼ାଉଛନ୍ତି। ଭାଇରାଲ […]

Continue Reading

ପୁରୁଣା ଫଟୋକୁ ତୁର୍କୀରେ ହୋଇଥିବା ଭୁକମ୍ପର ଦାବିରେ ଭାଇରାଲ କରାଯାଉଛି।

ତୁର୍କୀରେ ଗତ କିଛି ଦିନ ତଳେ ଭୂମିକମ୍ପ ହେବାର ଖବର ସାମ୍ନାକୁ ଆସିଥିଲା। ଏହା ସହ କିଛି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ହେଉଥିବା ଫଟୋ ମଧ୍ୟରୁ କିଛି ପୁରୁଣା ଫଟୋକୁ ବର୍ତ୍ତମାନର ତୁର୍କୀ ଭୂମିକମ୍ପର କହି ଭାଇରାଲ କରାଯାଉଥିବାର ପାଇଲୁ।  30 ଅକ୍ଟୋବରରେ Milan Pradhan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭୂମିକମ୍ପର କିଛି ପୋଷ୍ଟ କରିଥିଲେ। ଏବଂ ପୋଷ୍ଟରେ ଦାବି କରିଛନ୍ତି […]

Continue Reading

ଭାରତ ସରକାର ମାସ୍କ , ହ୍ୟାଣ୍ଡୱାସ ଏବଂ ସାନିଟାଇଜରରେ 18 ପ୍ରତିଶତ ଜିଏସଟି ଲଗାଇଛି କି?

ବର୍ତ୍ତମାନ ସୋସିଆଲ ମିଡିଆରେ କରୋନାକୁ ଏଡାଇବା ପାଇଁ ବ୍ୟବାହର ହେଉଥିବା ମାସ୍କ ଉପରେ ସରକାର18 ପ୍ରତିଶତ ଜିଏସଟି ଆଦାୟ କରିବାର ସୂଚନା ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା କରାଯାଉଛି।  କିନ୍ତୁ ଆମ ଅନୁସନ୍ଧାନରେ ଭାଇରାଲ ଖବର ମିଥ୍ୟା ପ୍ରମାଣିତ ହୋଇଛି। ଭାରତ ସରକାର କୌଣସି ମାସ୍କ ଉପରେ 18 ପ୍ରତିଶତ ଜିଏସ୍ଟି ଆଦାୟ କରିବା ନେଇ ଘୋଷଣା କରିନାହିଁ।  କଟନ ମାସ୍କ ଉପରେ ସରକାର 5 ପ୍ରତିଶତ ଜିଏସ୍ଟି ଏବଂ ଅନ୍ୟ […]

Continue Reading

ଫ୍ଲିପକାର୍ଟ ଚାଇନା କମ୍ପାନୀ କି? ଜାଣନ୍ତୁ ସତ୍ୟତା।

କୋରୋନା ମହାମାରି ପାଇଁ ଦେଶରେ ଚାକିରି ଏବଂ ଅର୍ଥବ୍ୟବସ୍ଥାରେ ସମସ୍ୟା ଦେଖାଯାଇଛି। ଏହାକୁ ନେଇ ଯୁବ ପିଢ଼ିମାନେ ଅନେକଥର ବିରୋଧ ପ୍ରଦର୍ଶନ କରିବା ସହ ସରକାରଠାରୁ ଚାକିରିର ଦାବି ମଧ୍ୟ କରିଛନ୍ତି। ବେକାରି ସମସ୍ୟା ପାଇଁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଭାରତ ସରକାର ଯୁବପିଢ଼ି କୁ ଚାକିରି ଦେଇପାରିଲାନି କିନ୍ତୁ ଚାଇନା କମ୍ପାନୀ ଫ୍ଲିପକାର୍ଟ ଆସନ୍ତା […]

Continue Reading