ବାଂଲାଦେଶରେ ଟ୍ରେନରେ ଯାତ୍ରା କରୁଥିବାର ଏକ ବିଶାଳ ଭିଡ଼ର ଭିଡିଓକୁ ନିର୍ବାଚନ ପରେ ବଙ୍ଗଳାଦେଶୀମାନେ ପଶ୍ଚିମବଙ୍ଗରୁ ପଳାୟନ କରୁଥିବା ଭାବରେ ସେୟାର କରାଯାଇଛି।
ଲୋକଙ୍କ ଏକ ଭିଡ଼ ଟ୍ରେନ୍ ରେ ଯାତ୍ରା କରୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏତେ ପରିମାଣର ଭିଡ଼ ଲୋକେ ଟ୍ରେନର ଛାତରେ ମଧ୍ୟ ବସି ଯାତ୍ରା କରୁଛନ୍ତି। ଡାବ କରା ଯାଉଛି ଯେ ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ ହେବା ପରେ ବାଂଲାଦେଶୀ ମାନେ ସେଠାରୁ ପଳାୟନ କରୁଥିବାର ଏହା ଏକ ଦୃଶ୍ୟ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା। ହା ବାଂଲାଦେଶ ରେଳବାଇ ସେବାର ଏକ […]
Continue Reading