UNSC ରେ ଭାରତକୁ ଭିଟୋ ପାୱାର ମିଳିଛି କି? ଜାଣନ୍ତୁ ସତ୍ୟତା।
ଭାରତ ଜାତିସଂଘ ସୁରକ୍ଷା ପରିଷଦ ରେ ଭିଟୋ ପାୱାର ପାଇଥିବା ନେଇ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହା ନେଇ ଲୋକେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା ମଧ୍ୟ କରିଛନ୍ତି। କିନ୍ତୁ ଆମ ଅନୁସନ୍ଧାନରେ ଜଣାପଡ଼ିଲା ଯେ ଭାରତକୁ ଭିଟୋ ପାୱାର ମିଳିନାହିଁ। ଜାତିସଂଘ ୱେବସାଇଟରେ ଏହା ନେଇ କୌଣସି ସୂଚନା ଦିଆ ଯାଇ ନାହିଁ। କ’ଣ ଦାବି କରା ଯାଇଛି ପୋଷ୍ଟରେ? ପୋଷ୍ଟ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ମିଳିତ […]
Continue Reading