ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପର ଘଟଣା ଦାବି ସହିତ ସେୟାର କରା ଯାଉଛି।

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟିର ବିଜୟ ପରେ, ରାଜ୍ୟବ୍ୟାପୀ ଅନେକ ହିଂସା ଘଟଣା ରିପୋର୍ଟ ହୋଇଛି। ଏହି ସମ୍ପର୍କରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ନିଆଁରେ ପୋଡ଼ିଯାଇଥିବା ଏକ ଦୋକାନ ଦେଖିବାକୁ ମିଳୁଛି। ଭିଡିଓଟି ବଙ୍ଗଳାରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ଦର୍ଶାଉଛି ବୋଲି ଦାବି କରି ସେୟାର କରା ଯାଉଛି। ଏହି ଭିଡିଓକୁ ଏପରି ଦର୍ଶାଅ ଯାଇହି ଯେପରିକି ପଶ୍ଚିମବଙ୍ଗରେ ବିଜେପି ଶାସନ ଆସିବା ପରେ ସେଠାରେ ହିଂସା […]

Continue Reading

ବେଙ୍ଗଲ ନିର୍ବାଚନରେ କ୍ଷମତା ପରିବର୍ତ୍ତନ ପରେ ମୁସଲମାନମାନେ କ’ଣ ବିଜେପିରେ ଯୋଗ ଦେଇଛନ୍ତି? ନା, ଭାଇରାଲ ଭିଡିଓଟି ଆସାମର।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ବିଜେପିର ବିଜୟ ଏବଂ ନୂତନ ସରକାର ଗଠନ ପରେ, ତୃଣମୂଳ କଂଗ୍ରେସ ଭିତରେ ଅସନ୍ତୋଷ ତୀବ୍ର ହୋଇଛି। ଦଳ ବିରୋଧୀ ବୟାନକୁ ଉଦ୍ଧୃତ କରି, ଟିଏମସି ସମ୍ପ୍ରତି ଏହାର ତିନି ଜଣ ମୁଖପାତ୍ରଙ୍କୁ ନିଲମ୍ବିତ କରିଛି।  ବେଙ୍ଗଲର ଏହି ରାଜନୈତିକ ଘଟଣାକ୍ରମ ସହିତ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ମୁସଲିମ ସମ୍ପ୍ରଦାୟର ସଦସ୍ୟମାନେ ବିଜେପି ସ୍କାର୍ଫ ପିନ୍ଧି ଏକ କାର୍ଯ୍ୟାଳୟରୁ ବାହାରୁଥିବା ଦର୍ଶାଯାଇଛି। ଦାବି କରାଯାଉଛି ଯେ […]

Continue Reading

କ’ଣ ଏଇ ଭିଡିଓ ପଶ୍ଚିମବଙ୍ଗରୁ ଅବୈଧ ପ୍ରବାସୀ ମାନଙ୍କୁ ପଳାୟନ କରୁଥିବା ଦର୍ଶାଉଛି? ଜାଣନ୍ତୁ ସତ୍ୟତା। 

ପଶ୍ଚିମବଙ୍ଗ ସମେତ ଚାରୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ରାଜ୍ୟରେ ସରକାର ଗଠନ କରିଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର ପରିବର୍ତ୍ତନ ସହିତ, ବହୁ ସଂଖ୍ୟକ ଅବୈଧ ଅନୁପ୍ରବେଶକାରୀ ରାଜ୍ୟ ଛାଡି ବାଂଲାଦେଶ ଆଡକୁ ଯିବା ଆରମ୍ଭ କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

ବିହାରର ଏକ ପୁରୁଣା ଭିଡିଓକୁ, ପଶ୍ଚିମବଙ୍ଗ ନିର୍ବାଚନ ପରେ ଟିଏମସି କାର୍ଯ୍ୟକର୍ତ୍ତା ଆହତ ହେବାର ନାଟକ କରୁଥିବା ଦାବି ସହ ସେୟାର କରାଯାଉଛି।

ନିକଟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ମୁଣ୍ଡରେ ଆଘାତର ଅଭିନୟ କରୁଥିବାର ଦେଖାଯାଇଛି। ଦାବି କରା ଯାଉଛି ଯେ ମହିଳା ହେଉଛନ୍ତି ଜଣେ ଟିଏମସି କାର୍ଯ୍ୟକର୍ତ୍ତା। ନିର୍ବାଚନ ହାରିବା ପରେ ସେ ଏପରି ଅଭିନୟ କରୁଥିବା ନଜର ଆସିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ବିହାରର ଏକ ପୁରୁଣା ଘଟଣା ଯାହାର ପଶ୍ଚିମବଙ୍ଗ ନିର୍ବାଚନ ସହିତ କୌଣସି ସମ୍ପର୍କ ନାହିଁ।  କ’ଣ […]

Continue Reading

ବାଂଲାଦେଶର ଏକ ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ପଳାୟନ କରୁଥିବା ଦାବି ସହିତ ସେୟାର କରା ଯାଉଛି। 

ନିକଟରେ, ସୋସିଆଲ ମିଡିଆରେ ଏକ ବିଶାଳ ଭିଡ଼ର ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ୟୁଜର ମାନେ ଦାବି କରୁଛନ୍ତି ଯେ ପଶ୍ଚିମବଙ୍ଗ ନିର୍ବାଚନରେ ​​ବିଜେପିର ବିଜୟ ପରେ ବହୁ ସଂଖ୍ୟକ ମୁସଲିମ ଲୋକ ପଶ୍ଚିମବଙ୍ଗ ଛାଡି ଯାଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ବାଂଲାଦେଶର ଏକ ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ପଳାୟନ କରୁଥିବା ଦାବି ସହିତ […]

Continue Reading

କାଲୀ ମାତାଙ୍କର ମୂର୍ତି ବିସର୍ଜନର ପୁରୁଣା ଭିଡିଓକୁ ନିର୍ବାଚନ ପରେ ପଶ୍ଚିମବଙ୍ଗରୁ ମୁସଲମାନମାନେ ପଳାୟନ କରୁଥିବା ଦାବି ସହିତ ସେୟାର କରା ଯାଉଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ବିଜେପିର ବିଜୟ ପରେ, ବହୁ ସଂଖ୍ୟକ ଲୋକ ସୀମା ପାର କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଭିଡିଓଟିକୁ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ୱେଷ୍ଟ ବେଙ୍ଗଲ ର ନିର୍ବାଚନ ର ଫଳାଫଳ ପର ଦିନ 5 ମେ ର ଚିତ୍ର ଏ. କିନ୍ତୁ ଗୋଟେ ପ୍ରଶ୍ନ ଏତେ ସଂଖ୍ୟାରେ ଯଦି ଗୋଟେ ରାଜ୍ଯ ରେ ତେବେ ପୁରା ଦେଶରେ କେତେ ଥିବେ?“ ଭିଡିଓଟି କୁ ଏପରି ସେୟାର […]

Continue Reading

କୋଲକାତାର ହୋଲି ସମୟର ଭିଡିଓ କୁ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଲୋକମାନେ ହାଉଡ଼ା ସେତୁ ରେ ଜୟ ଶ୍ରୀରାମ ନାରା ଦେଉଥିବା ଦାବି ସହିତ ସେୟାର କରା ଯାଉଛି।

ବିଜେପି ଦଳ ପଶ୍ଚିମବଙ୍ଗରେ ନିର୍ବାଚନ ଜିତି ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି। ଏହି ସମୟରେ ଏକ ସେତୁ ଉପରେ ଲୋକଙ୍କର ଏକ ବିଶାଳ ଭିଡ଼ ଜୟ ଶ୍ରୀରାମ ନାରା ଦେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଭିଡିଓଟି ସେୟାର କରି ୟୁଜର ଲେଖିଛନ୍ତି, “ଜୟ ଶ୍ରୀ ରାମ ରେ ପ୍ରକମ୍ପିତ ହେଲା ବେଙ୍ଗଲର ହାଉଡ଼ା ବ୍ରିଜ ହଜାରେ ହଜାରେ ଭକ୍ତ ଙ୍କ ସ୍ଵରରେ କମ୍ପିଲା ବେଙ୍ଗଲ ଶ୍ରୀ ରାମ।” ଏହି ଭିଡିଓଟିକୁ ଏପରି […]

Continue Reading

ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସମୟରେ ମୋଦିଙ୍କୁ ଝାଲମୁଢି ବିକ୍ରି କରିଥିବା ବ୍ୟକ୍ତି ଜଣେ SPG କମାଣ୍ଡୋ ହେଇଥିବା ଦାବି ମିଥ୍ୟା ଅଟେ।

ପଶ୍ଚିମବଙ୍ଗର ଝାରଗ୍ରାମରେ ୨୦୨୬ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାସ୍ତା କଡ଼ରେ ଥିବା ଜଣେ ଝାଲମୁଢି ବିକ୍ରେତାଙ୍କ ପାଖରେ ଜଳଖିଆ ପାଇଁ ଅଟକିଥିଲେ। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ, “ପ୍ରଧାନମନ୍ତ୍ରୀଙ୍କୁ ଝାଲମୁଢି ପ୍ରସ୍ତୁତ କରିଥିବା ବିକ୍ରେତା ପ୍ରକୃତରେ ଜଣେ ଦୋକାନୀ ନଥିଲେ, ବରଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଦାୟୀ ଜଣେ SPG କମାଣ୍ଡୋ ଥିଲେ।” Facebook | Archive ଆମ […]

Continue Reading

ମହାରାଷ୍ଟ୍ରର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ନାଚୁଥିବା ଦାବି ସହିତ ସେୟାର କରା ଯାଉଛି।

ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ସୋସିଆଲ ମିଡିଆରେ ରାସ୍ତାରେ ଅନେକ ଲୋକ ନାଚୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ବେଙ୍ଗଲରେ ବିଜେପି ନିର୍ବାଚନ ଜିତିବା ପରେ ମହାରାଷ୍ଟ୍ରର ମୁସ୍ଲିମ ମାନେ ନାଚୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ମହାରାଷ୍ଟ୍ରର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ନାଚୁଥିବା ଦାବି ସହିତ ସେୟାର କରା ଯାଉଛି। Facebook […]

Continue Reading

ବାଂଲାଦେଶର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଆତଙ୍କ ସୃଷ୍ଟି କରୁଥିବା ଘଟଣା ଦାବି ସହିତ ସେୟାର କରା ଯାଉଛି।

ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗ ନିର୍ବାଚନରେ ​​ଐତିହାସିକ ବିଜୟ ହାସଲ କରିଛି, ୨୯୪ ଆସନରୁ ପ୍ରାୟ ୨୦୭ ଆସନ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହା ପ୍ରଥମ ଥର ପାଇଁ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିବ, ଯାହା ମମତା ବାନାର୍ଜୀଙ୍କ ନେତୃତ୍ୱରେ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସର ୧୫ ବର୍ଷର ଶାସନକୁ ସମାପ୍ତ କରିବ।  ଏହି ପ୍ରସଙ୍ଗରେ ଏକ ଘରେ ନିଆଁ ଲାଗିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର ମାନେ ଦାବି […]

Continue Reading