ଲୋକମାନେ ଟ୍ରେନ୍ ଠେଳୁଥିବା ଘଟଣାକୁ ବିଭ୍ରାନ୍ତକର ଦାବି ସହିତ ସେୟାର କରା ଯାଉଛି।
ନିକଟରେ ସୋସିଆଲ ମିଡିଆରେ ଭାରତୀୟ ରେଳବାଇର ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ କିଛି ଲୋକମାନେ ଅଟକି ରହିଥିବା ଟ୍ରେନକୁ ଠେଲିଥିବାର ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଟ୍ରେନ ଚାଲିନଥିବାରୁ ଲୋକମାନେ ଧକ୍କା ଦେଇ ଟ୍ରେନ ଗଦେଇବ ଚେଷ୍ଟା କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଟ୍ରେନର ଏକ ବଗିରେ ନିଆଁ ଲାଗିଥିବାରୁ ଲୋକମାନେ ଅନ୍ୟ ବଗିକୁ ଠେଲି ତାହା ଠାରୁ ଦୂରେଇ ନେଉଥିବା ଭିଡିଓକୁ ବିଭ୍ରାନ୍ତକର ଦାବି ସହିତ ସେୟାର […]
Continue Reading