କ’ଣ ଭିଡିଓରେ ଆମେରିକା ରଅସ୍ତ୍ରାପତି ଜୋ ବାଇଡେନ୍ ମୋଦୀଙ୍କୁ ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ମାନେ ପ୍ରଧାନମନ୍ତ୍ରୀ ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଏଲ୍ବନିଜଙ୍କୁ ଦେଖି ପାରିବେ। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଣଦେଖା କରି ତାଙ୍କ ଅପମାନ କରିଛନ୍ତି।   ଭିଡିଓ ଭାଇରାଲ କରି କୁହା ଯାଇଛି ଯେ, “ଜୋ ବାଇଡେନ୍ ଦ୍ଵାରା ପୁଣି ଘୋର ଅପମାନର ଶିକାର […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ପୁରୁଣା ଭାଷଣକୁ ଜ୍ଞାନବାପୀ ମସଜିଦ ବିବାଦ ପ୍ରସଙ୍ଗରେ ଭାଇରାଲ କରା ଯାଉଛି। 

ବାରତାମାନ ଜ୍ଞାନବାପି ମସଜିଦ ବିବାଦ ବିବାଦ ଉପରେ  ଚର୍ଚ୍ଚା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ମିଳିଥିବା ଦାବି ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳୁଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏକ ଭାଷଣର ଭିଡିଓ ଭାଇରାଲ ହେଉଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ଜ୍ଞାନବାପି ମସଜିଦ ବିବାଦ ନେଇ ଲୋକଙ୍କୁ ସମ୍ବୋଧିତ କରୁଛନ୍ତି।  ଫ୍ୟାକ୍ଟ କୃସେଣ୍ଡୋ […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଜ୍ଵଳା ଯୋଜନାର ଏକ ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ଏଲପିଜି ଗ୍ୟାସର ଦରରେ ବୃଦ୍ଧି ହେଇଥିବାରୁ ଜଣେ ମହିଳା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଗ୍ୟାସ ନେବା ପାଇଁ ମନା କରି ଦେଇଛନ୍ତି। ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ମହିଳାଙ୍କୁ ଏଲପିଜି ସଂଯୋଗପ୍ରଦାନ କରୁଛନ୍ତି କିନ୍ତୁ ସେହି ମହିଳା ଜଣକ ତାକୁ ନ ନେଇ ଫେରିଯିବାର ଦେଖିବାକୁ ମିଳିଛି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓକୁ ଏଡିଟ୍ ହୋଇଥିବା ପାଇଲା।  କ’ଣ […]

Continue Reading

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତର ପୁରୁଣା ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେଉଛି ।

କିଛି ଦିନ ପୂର୍ବରୁ ରାଜସ୍ଥାନର ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଘଟିଥିଲା। ଯେଉଁଥିପାଇଁ ଅନେକ ଭିଡିଓ ଏବଂ ଫୋଟୋ ଇଣ୍ଟରନେଟରେ ସେୟାର କରାଯାଉଛି। ସୋସିଆଲ ମିଡିଆରେ  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତର ଏକ ଭିଡିଓ ଭାଇରାଲ ହେଉଛି।  ଭିଡିଆରେ ସେ କହୁଛନ୍ତି ଯେ,  “ହିନ୍ଦୁତ୍ୱର ପରିବେଶ ହୋଇଗଲାଣି, ଆମେ ମଧ୍ୟ ଭୟଭୀତ, ଲୋକ ଭୋଟ୍ ଦେବେ ନାହିଁ , ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ, ଆମକୁ ପ୍ରାଧାନ୍ୟ ବିସ୍ତାର କରିବାକୁ ପଡିବ ଏବଂ ଆମର ଆଦର୍ଶକୁ […]

Continue Reading

ଅସଲି ଫୋଟୋକୁ ଡିଜିଟାଲି ଏଡିଟ୍ କରି ନେହେରୁଙ୍କ ଫୋଟୋ ଯୋଡା ଯାଇଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବରୁ ୟୁରୋପ୍ ଗସ୍ତରେ ଯାଇଥିଲେ। ସେଠାରେ ସେ ଅନେକ ରାଜନେତାଙ୍କ ସହ ସାକ୍ଷାତ କରିଥିଲେ ଏବଂ ବିଭିନ୍ନ ବିଷୟରେ ଚର୍ଚ୍ଚା ମଧ୍ୟ କରିଥିଲେ। ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ମୋଦୀ ଏବଂ ଆଇସଲ୍ୟାଣ୍ଡ ପ୍ରଦାନମନ୍ତ୍ରୀଙ୍କ ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ସେମାନେ ହ୍ୟାଣ୍ଡସ୍ୟାକ୍ କରୁଥିବା ସମୟରେ ଏକ ପୁସ୍ତକରେ ନେହେରୁଙ୍କ ଚିତ୍ର ଅଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଫୋଟୋକୁ […]

Continue Reading

ନେପାଳରେ ରାହୁଲ ଗାନ୍ଧୀ ଯୋଗ ଦେଇଥିବା ବିବାହରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା, ମଧ୍ୟ ଉପସ୍ଥିତ ଥିଲେ କି?

କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ ଏକ ବାହାଘର ପାଇଁ ନେପାଳ ଯାଇଥିଲେ। ବାହାଘର ମଧ୍ୟରେ ସେ ଏକ ପବ୍ କୁ ଯାଇଥିବାର ଭିଡିଓ ଭାଇରାଲ ହେଲାପରେ ତାଙ୍କୁ ନେଇ ଅନେକ ଖବର ପ୍ରକାଶିତ ହୋଇଛି।  ଏଥିମଧ୍ୟରେ ଅନ୍ୟ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ ଏହି ବିବାହରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା,ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ତାଙ୍କୁ କେହି ଧ୍ୟାନ ଦେଉ ନାହାନ୍ତି।  Somanath Panda ନାମକ ଜଣେ […]

Continue Reading

ଅସଲି ଫୋଟୋକୁ ଡିଜିଟାଲି ଏଡିଟ୍ କରି ନେହେରୁଙ୍କ ଚିତ୍ରକୁ ଯୋଡା ଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ୟୁରୋପ୍ ଦେଶ ଗସ୍ତରେ ଯାଇଛନ୍ତି। ଜର୍ମାନୀ ଏବଂ ଡେନମାର୍କ ପରେ ସେ ୪ ମଇ ରେ ଫ୍ରାନ୍ସରେ ଅବଗତ କରିଛନ୍ତି। ସେଠାରେ ସେ ପାରସ୍ପରିକ ଆଗ୍ରହ, ବିଶ୍ଵ ସ୍ତରୀୟ ବିକାଶ ଉପରେ ଆଲୋଚନା କରିବେ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ମୋଦୀ ଜର୍ମାନୀର ବର୍ଲିନରେ କୁଳପତି ସ୍କୋଲଜ୍ ସହ ଆଲୋଚନା କରୁଛନ୍ତି। ସମାନ ଫୋଟୋରେ କାନ୍ଥରେ ପଣ୍ଡିତ ନେହେରୁଙ୍କ ଗୋଟିଏ ଚିତ୍ର ଥିବା […]

Continue Reading

ଜଜ୍ ଦଲବୀର ଭଣ୍ଡାରିଙ୍କୁ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସର ମୁଖ୍ୟ ନ୍ୟାୟଧୀଶ ପଦବୀରେ ନିଯୁକ୍ତି କରା ଯାଇ ନାହିଁ।

ନ୍ୟାୟଧୀଶ ଦଲବୀର ଦଲବୀର ଭଣ୍ଡାରିଙ୍କୁ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସର ମୁଖ୍ୟ ନ୍ୟାୟଧୀଶ ପଦବୀରେ ନିଯୁକ୍ତି କରା ଯାଇଥିବା ଦାବି ସମୟ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଇ ଆସୁଛି। ବର୍ତ୍ତମାନ ଏକ ପୋଷ୍ଟ ଦେଖିବାକୁ ମିଳିଛି ଯେଉଁଥିରେ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଜଜ୍ ଦଲବୀର ଭଣ୍ଡାରିଙ୍କ ଇଣ୍ଟର୍ନେସନାଲ୍ କୋର୍ଟ ଅଫ୍ ଜଷ୍ଟିସର ମୁଖ୍ୟ ନ୍ୟାୟଧୀଶ ପଦବୀରେ ଚୟନ ହେବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଭିନ୍ନ ବିଶ୍ଵ ନେତାଙ୍କ ସହ ଦୃଢ ସମ୍ପର୍କକୁ ପ୍ରଶଂସା କରୁଛନ୍ତି।  […]

Continue Reading

କ’ଣ ନ୍ୟୁୟର୍କ ଟାଇମ୍ସ ଦାବି କରିଛି ଯେ ଗୁଜୁରାଟରେ ଆମ୍ ଆଦାମି ପାର୍ଟି ବିଶ୍ଵର ସବୁଠାରୁ ବିଶାଳ ରେଲି ଆୟୋଜିତ କରିଥିଲା? ଜାଣନ୍ତୁ ସତ୍ୟ। 

ପଞ୍ଜାବରେ ନିର୍ବାଚନ ଜିତିବା ପରେ ଆମ୍ ଆଦାମି ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ୨ ଏପ୍ରିଲ ୨୦୨୨ ରେ ଅହମଦାବାଦର ନିକୋଲରେ ଏକ ବିଶାଳ ରେଲି କରିଥିଲେ। ଏହି ପ୍ରସଙ୍ଗରେ ନ୍ୟୁୟର୍କ ଟାଇମ୍ସ ଦ୍ଵାରା ପ୍ରକାଶିତ ଏକ ଖବରର ସ୍କ୍ରିନଶଟ୍ ର ପ୍ରତିଛବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପ୍ରତିଛବିରେ ଏକ ବିଶାଳ ସମାବେଶର ଫୋଟୋ ସହିତ ଖବର ପ୍ରକାଶିତ କରା ଯାଇଛି ଯେ ଆମ୍ ଆଦାମି ପାର୍ଟି […]

Continue Reading

ପେଟ୍ରୋଲର ମୂଲ୍ୟ ବଢ଼ାଇବା ହେଉଛି ମୋଦୀ ଜିଙ୍କର ମାଷ୍ଟରଷ୍ଟ୍ରୋକ-  ସ୍ମୃତି ଇରାନୀ ?

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ସେ କହୁଛନ୍ତି ଯେ ଆମର ପ୍ରଧାନମନ୍ତ୍ରୀ ପେଟ୍ରୋଲର ମୂଲ୍ୟ ବୃଦ୍ଧି କରି ଗରିବ ଲୋକଙ୍କୁ ସମର୍ଥନ କରିଛନ୍ତି ଏବଂ ଧନୀମାନଙ୍କ ବିରୋଧରେ ଏକ ମାଷ୍ଟର ଷ୍ଟ୍ରୋକ ସୃଷ୍ଟି କରିଛନ୍ତି।  ଆମେ ତଥାପି ଗରିବ ଲୋକଙ୍କ ପାଦକୁ ସୁରକ୍ଷିତ ରଖିଛୁ, ଯାହା ଦ୍ୱାରା ସେମାନେ ସେମାନଙ୍କର ଗାଡି ଏବଂ ରିକ୍ସା ଚଳାଇ ପାରିବେ। 12 ଏପ୍ରିଲ୍ ରେ Odisha Youth Congress ଫେସବୁକ ପେଜରେ […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅସଲି ଭିଡିଓରେ ସେ ନିଜକୁ ପଠାଣ ବୋଲି ସମ୍ବୋଧିତ କରି ନାହାନ୍ତି। 

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ କ୍ଲିପ୍ ଭାଇରାଲ ହେଉଛି। ଏହି କ୍ଲିପ୍ ରେ ଶୁଣିବାକୁ ମିଳିଛି ଯେ ମୋଦୀ ନିଜକୁ ଜଣେ ପଠାଣର ସନ୍ତାନ କହି ସମ୍ବୋଧିତ କରୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଭିଡିଓକୁ ଏଡିଟ୍ କରି ଏକ ଛୋଟ କ୍ଲିପ୍ ଭାଇରାଲ କରା ଯାଇଛି।  Facebook | Archive ସମାନ ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟ ଗୁଡିକରେ ଲେଖା ଯାଇଛି ଯେ […]

Continue Reading

କ’ଣ ହିନ୍ଦୁ ନୂତନ ବର୍ଷ ଅବସରରେ ଯୋଗୀ ଆଦିତ୍ୟନାଥ ଲୋକଙ୍କ ଉପରେ ଫୁଲ ବର୍ଷାଇଥିଲେ ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ହେଲିକପ୍ଟରର ଲୋକମାନଙ୍କ ଉପରେ ଫୁଲ ବର୍ଷା କରାଯାଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଉତ୍ତରପ୍ରଦେଶରେ ହିନ୍ଦୁ ନବବର୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଲିକପ୍ଟରରୁ ଲୋକଙ୍କ ଉପରେ ଫୁଲ ବର୍ଷା କଲେ। Santosh Behera ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଯୋଗୀ ଜି ପାଳିଲେ ହିନ୍ଦୁ ନବବର୍ଷ #Jay_shree_ram । ଆମ ଅନୁସନ୍ଧାନ ପୂର୍ବରୁ […]

Continue Reading

କାଶ୍ମୀର ଫାଇଲ୍ସ ଲେଖା ସହିତ କେଜ୍ରିୱାଲଙ୍କ ଆବାସ ଦ୍ଵାରର ଫୋଟୋକୁ ଏଡିଟ୍ କରା ଯାଇଛି। 

ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦି କାଶ୍ମୀର ଫାଇଲ୍ସ ସିନେମା ପ୍ରସଙ୍ଗରେ ବିଧାନ ସଭାରେ ଏକ ଭାସନ ଦେଇଥିଲେ। ଏହା ନେଇ କିଛି ଲୋକେ କ୍ରୋଧିତ ହୋଇ ଅରବିନ୍ଦ କେଜ୍ରିୱାଲଙ୍କ ଆବାସ ଦ୍ଵାର ଭଙ୍ଗାରୁଜା କରିଥିବା ସମୟରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି।  ଏହି ଗଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ଵାରର ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ନାଲି ରଙ୍ଗ ପୋଟା ହୋଇଥିବା ବେଳେ ସେଥିରେ ‘ଦି କାଶ୍ମୀର ଫାଇଲ୍ସ’ […]

Continue Reading

ବାଇକ୍ ଚୋରି ମାମଲାରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମନ ଧରାପଡିଛନ୍ତି କି?

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର ଏକ ପୁରୁଣା ଚିତ୍ର ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ସେ ସାଙ୍ଗମାନଙ୍କ ସହିତ ଭୂମିରେ ବସିଥିବାର ଦେଖାଯାଉଛନ୍ତି।  ଏହା ସହିତ ଦାବି କରାଯାଉଛି ଯେ ଭାଇରାଲ ଫଟୋ ସେତେବେଳର ଯେତେବେଳେ ଏକ ବାଇକ୍ ଚୋରି ମାମଲାରେ ଭାଗବତ ମନ ଧରାଯାଇଥିଲେ।  ଡ଼. ଅଚଞ୍ଛା କୀଳା ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ୧୨ ବର୍ଷ ତଳେ ପଞ୍ଜାବ ପୋଲିସ ୪ ଟି ବାଇକ୍ […]

Continue Reading

କ’ଣ ଯୋଗୀ ଆଦିତ୍ୟନାଥ ପଠାନ୍ ସିନେମା ଦେଖିଲା ପରେ ଶାହରୁଖ ଖାନଙ୍କ ବିଷୟରେ ନିଜ ପ୍ରତିକ୍ରିୟା ଦେଉଛନ୍ତି।? ଜାଣନ୍ତୁ ସତ୍ୟ। 

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ ଅଭିନେତା ଶାହରୁଖ ଖାନଙ୍କ ବିଷୟରେ ନିଜ ମନ୍ତବ୍ୟ ଦେଉଛନ୍ତି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଯୋଗୀ ଆଦିତ୍ୟନାଥ ଶାହରୁଖ ଖାନଙ୍କ ସିନେମା ପଠାନ୍ ଦେଖିଲା ପରେ ପ୍ରତିକ୍ରିୟା ଏବଂ ସନ୍ଦେଶ ଦେଇଛନ୍ତି।  ଭିଡିଓରେ ଯୋଗୀ ଆଦିତ୍ୟନାଥ କହୁଛନ୍ତି, “ଆମ ଦେଶରେ ବାମପନ୍ଥୀ ବିଚାରଧାରା ରଖୁଥିବା କିଛି ଲେଖକ ଏବଂ କଳାକାର ମାନେ ଭାରତ ବିରୋଧୀ […]

Continue Reading

ଶିଖ୍ ସମୁଦାଯ ଲୋକଙ୍କ ଦ୍ଵାରା ଜଣେ ନାଗା ସାଧୁଙ୍କ ଉପରେ ହେଇଥିବା ଆକ୍ରମଣର ପୁରୁଣା ଭିଡିଓକୁ ନିକଟରେ ଆମ୍ ଆଦମ୍ୟ ପାର୍ଟି ନିର୍ବାଚନ ଜିତିବା ପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

ପଞ୍ଜାବରେ ଆମ୍ ଆଦମ୍ୟ ପାର୍ଟି ନିର୍ବାଚନ ଜିତିବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସାମାଜିକ ବିରୋଧୀ କାର୍ଜ୍ଯାକଳାପ ସହ ଦଳରଜଡିତ ହେବା ଅଭିଯୋଗ କରା ଯାଇଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମଇଦାରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ନାଗା ସାଧୁଙ୍କୁ କିଛି ଶିଖ୍ ସମୁଦାଯ ଲୋକମାନେ ରାଜରାସ୍ତାରେ ମାରୁଥିବା ଦେଖିବାକୁ ମିଳିଛି। ଭିଡିଓ ସହିତ ଦାବି କରା ଯାଇଛି ଯେ ନୂତନ ସରକାର ଗଠନ ହେବା […]

Continue Reading

କ’ଣ ବିଜେପି ଊତରପ୍ରଦେଶ ନିର୍ବାଚନ ଜିତିବା ପରେ ମୋଦୀଙ୍କ ବିଜୟୀ ହେବା ଖବର ବିଦେଶର ଏକ ବିଲଡିଙ୍ଗରେ ଦର୍ଶାଅ ଯାଇଛି? ଜାଣନ୍ତୁ ସତ୍ୟ। 

ନିକଟରେ ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହୋଇ ବିଜେପି ବିଜୟୀ ହେଲା ପରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ବିଲଡିଙ୍ଗରେ ଲେଖା ଯାଇଛି ଯେ ଭାରତର ବୃହତ୍ତମ ରାଜ୍ୟରେ ମୋଦୀଙ୍କ ବିଶାଳ ବିଜୟ ଜିତିଛନତି। ଫୋଟୋ ସେୟାର କରି କୁହା ଯାଇଛି ଯେ “ଏ ଫୋଟୋ ଭାରତର ନୁହେଁ। ଜୁମ୍ କରି ଦେଖନ୍ତୁ।” ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ପରେ ଜାବ=ନିବାକୁ ପାଇଲା ଯେ ଏହି ଫୋଟୋର ନିକଟରେ ହୋଇଥିବା ନିର୍ବାଚନ ସହିତ କୌଣସି […]

Continue Reading

ପଞ୍ଜାବ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନଙ୍କୁ ମଦ ନିଶା ଅବସ୍ଥାରେ ଦେଖିବାକୁ ମିଳିଥିବା ଦାବି ମିଥ୍ୟା ଅଟେ।

ପଞ୍ଜାବରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳରେ ଆମ୍ ଆଦମ୍ୟ ପାର୍ଟି ସର୍ବାଧିକସଂଖ୍ୟକ ସିଟ୍ ପାଇଛି ଯେଉଁଥିପାଇଁ ଭଗବନ୍ତ ସିଂ ମାନ୍ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ପ୍ରତିଦ୍ଵନ୍ଦୀ ଅଟନ୍ତି। ଏହି ପ୍ରସଙ୍ଗରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ମଦ ନିଶାରେ ଥିବା ଦେଖା ଯାଉଛନ୍ତି। ଭିଡିଓକୁ ଏପରି ସେଯାର କରା ଯାଇଛି ଯେଉଁଥିରେ ପ୍ରତୀତ ହେଉଛି ଯେ ଏହା ସମ୍ପ୍ରତି ସମୟର ଭିଡିଓ ଅଟେ।  ପୋଷ୍ଟରେ କୁହା ଯାଇଛି ଯେ, “ମଦ […]

Continue Reading

ବନାରସରେ ତାଲିମ ପାଇଁ ଇଭିଏମ୍ ମେସିନଗୁଡିକ ନିଆଯାଉଥିବା ଭିଡିଓକୁ ନିର୍ବାଚନ ସମୟରେ ଇଭିଏମ୍ ସ୍କାମ୍ ହେଉଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହୋଇ ଏହାର ପରିଣାମ ମଧ୍ୟ ଆସି ସାରିଛି। ଉତ୍ତରପ୍ରଦେଶରେ ବିଜେପି ନିର୍ବାଚନ ଜିତିବା ପରେ ସପା ନେତା ଅଖିଲେଶ ଯାଦବ ଏବଂ ଅନ୍ୟାନ୍ୟ ନେତା ବିଜେପି ଉପରେ ଇଭିଏମ୍ ସ୍କାମ୍ ଅଭିଯୋଗ ଲଗାଇଛନ୍ତି।  ସୋସିଆଲ ମିଡିଆରେ ଏକ କିଡେଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ବାରାଣାଶୀରେ ଇଭିଏମ୍ ବଦଲାଉଥିବାର ଏକ ବଡ ଷଡଯନ୍ତ୍ରର ପରଦା ଫାଶ କରା ଯାଇଛି। ଭାଇରାଲ ଭିଡିଓରେ କିଛି ଲୋକେ ଇଭିଏମ୍ ଟ୍ରକ୍ ଉପରେ […]

Continue Reading

କାଶ୍ମୀର ଫାଇଲ ଫିଲ୍ମ ଦେଖି ଯୋଗୀ ଆଦିତ୍ୟନାଥ କାନ୍ଦୀ ପକାଇଲେ ?

ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର “କାଶ୍ମୀର ଫାଇଲ” ଦେଶରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ସହିତ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଯୋଗୀ ଆଦିତ୍ୟନାଥ କାନ୍ଦୁଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଇଛି ଯେ, କାଶ୍ମୀର ଫାଇଲ ଦେଖି ଯୋଗୀ ଆଦିତ୍ୟ ନାଥ କାନ୍ଦୁଛନ୍ତି।  ସୋସିଆଲ ମିଡିଆରେ ଫିଲ୍ମ ପରେ ଦର୍ଶକଙ୍କ ଭାବପ୍ରବଣତା ପ୍ରଦାନ କରୁଥିବା ଅନେକ ଭିଡିଓ ସାଧାରଣ ହୋଇଗଲା। ଏହାର ପୃଷ୍ଠଭୂମିରେ, ଉତ୍ତରପ୍ରଦେଶର ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଆଖିରୁ ଲୁହ […]

Continue Reading

ସ୍ୱର୍ଗତ ଦୀପ ସିଦ୍ଧୁଙ୍କ ପାଇଁ ନିଆଯାଇଥିବା ଏହି ସମାବେଶକୁ ବର୍ତ୍ତମାନର ଭୁଲ ଦାବି ସହିତ ଭାଇରାଲ କରାଯାଉଛି।

ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟିର ବିଜୟ ପରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ଖାଲିସ୍ତାନ ସମର୍ଥକ ସ୍ଲୋଗାନ ଦେଉଥିବା ବେଳେ ଏକ ଗୋଷ୍ଠୀ ରାଲି କରୁଥିବା ଦେଖିବାକୁ ମିଳିଛି। ଏହି 01 ମିନିଟ୍ 1 ସେକେଣ୍ଡ୍ ଭିଡିଓ ଭାଇରାଲ୍ କରୁଥିବାବେଳେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟିର ବିଜୟ ପରେ ହୋଇଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, […]

Continue Reading

ସମ୍ବିତ ପାତ୍ର ଦିନରେ ଯୋଗୀ ରାତିରେ ମୋର୍ଡନ ଡ୍ରେସରେ ବୁଲୁଛନ୍ତି କି?

ସୋସିଆଲ ମିଡିଆରେ ବିଜେପି ପ୍ରବକ୍ତା ସମ୍ୱିତ ପାତ୍ରଙ୍କ ନାମରେ ଏକ ପୋଷ୍ଟର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରଥମ ଫଟୋରେ ସମ୍ୱିତ ପାତ୍ର ଚନ୍ଦନ ଲଗାଇବା ସହ ଗେରୁଆ କପଡ଼ା ପାନ୍ଧୀ ବସିଛନ୍ତି। ତେବେ ଦ୍ୱିତିୟ ଫଟୋରେ ଜଣେ ବ୍ୟକ୍ତି କାରରେ ବସିଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଧର୍ମେନ୍ଦ୍ର ପ୍ରଧାନ ଦିନରେ ସାଧୁ ଏବଂ ରାତିରେ ମୋଡର୍ନ ରୁପରେ ଦେଖାଯାଉଛନ୍ତି।  Baalia BABA ନାମକ ଏକ ଫେସବୁକ ୟୁଜର 13 ଜାନୁଆରିରେ ଭାଇରାଲ […]

Continue Reading

କ’ଣ କାଶ୍ମୀର ଫାଇଲ୍ସ ସିନେମା ଦେଖି ଲାଲ କୃଷ୍ଣ ଆଡଭାନୀ ଭାବୁକ ହୋଇ କାନ୍ଦିଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଦେଖିବାକୁ ମିଳିଛି ଯେଉଁଥିରେ ଦାବି କରା ଯାଇଛି ଯେ କାଶ୍ମୀର ଫାଇଲ୍ସ ସିନେମା ଦେଖିବା ପରେ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀ କାନ୍ଦୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ଲାଲ କୃଷ୍ଣ ଆଡଭାନୀ କାନ୍ଦୁଥିବା ସମୟରେ କିଛି ଲୋକେ ଆସିକି ତାଙ୍କୁ ସାନ୍ତ୍ଵନା ଦେଉଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ୧୩ ମାର୍ଚ୍ଚରେ ବାପି […]

Continue Reading

ଚୀନର ଏକ ବୁଲଡୋଜର ପ୍ରଦର୍ଶନ ଭିଡିଓକୁ ଉତ୍ତରପ୍ରଦେଶ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ବିଜୟୀ ହେବା ସହିତ ଯୋଡି ଭାଇରାଲ କରା ଯାଉଛି। 

ଉତ୍ତରପ୍ରଦେଶ ନିର୍ବାଚନର ଫଳାଫଳ ବାହାରିଲା ପରେ ସୋସିଆଲ ମିଡିଆରେ ବୁଲଡୋଜରର ଏକ ଭିଡିଓ ସେୟାର କରା ଯାଉଛି ଯେଉଁଥିରେ ଦାବି କରା ଯାଉଛି ଯେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ନିର୍ବାଚନ ଜିତିବା ପରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓଟି କୁ ଏହି ପରି ସେୟାର କରା ଯାଉଛି ଯେପରି କି ଲୋକେ ବୁଲଡୋଜରରେ ଷ୍ଟନ୍ଟ୍ ଦେଖାଇ ଆଦିତ୍ୟନାଥଙ୍କ ବିଜୟୀ ହେବା ଉତ୍ସବ ପାଳନ କରୁଛନ୍ତି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଚୀନର […]

Continue Reading

ଯୋଗୀ ଆଦିତ୍ୟନାଥ ୟୁପି ନିର୍ବାଚନ ସମୟରେ ଫୋନ୍ ଉଠାଇ ନ ଥିବାରୁ CMO ଅଧିକାରୀଙ୍କୁ ତାଗିଦ କରିଥିଲେ କି?

ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ଇଣ୍ଟରନେଟରେ ସେୟାର କରାଯାଉଛି। ଏଥିରେ ତୁମେ ଯୋଗୀ ଆଦିତ୍ୟନାଥଙ୍କୁ ଗାଳିଗୁଲଜ କରୁଥିବାର ଶୁଣି ପାରିବେ। ଭିଡିଓରେ କହୁଛନ୍ତି ଯେ କାହାର ଫୋନ୍ ଉଠାଇବା ଭୁଲ ନୁହେଁ। ଯଦି ଆପଣ ଫୋନ୍ ଉଠାଇ ପାରିବେ ନାହିଁ, ସେମାନେ ଆପଣଙ୍କୁ ପୁନର୍ବାର କଲ୍ କରିବାକୁ କହୁଛନ୍ତି। ଏହା ସହିତ ସେମାନେ ସିଏମଓର ଅଧିକାରୀମାନଙ୍କୁ ଗାଳି ଦେଉଛନ୍ତି ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ପର୍ଶୁରାମ […]

Continue Reading

ଭାରତର ଛାତ୍ରୀ ବୈଶାଳୀ ୟାଦବ ୟୁକ୍ରେନ୍ ରେ ଫସି ରହି ଥିବା ମିଥ୍ୟା ଦାବି କାରଣରୁ ଉତ୍ତରପ୍ରଦେଶ ପୋଲିସ ଦ୍ଵାରା ଗିରଫ ହୋଇ ନାହାଁନ୍ତି। 

ଭାରତର ଜଣେ ଡାକ୍ତରୀ ଛାତ୍ରୀ ବୈଶାଳୀ ୟାଦବ ଏକ ଭିଡିଓ ପ୍ରସ୍ତୁତ କରି ଯୁକରେନରେ ତାଙ୍କ ପରି ଫସି ରହିଥିବା ଛାତ୍ରମାନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ଦାବି ଅନୁଯାୟୀ ବୈଶାଳୀ ୟାଦବ ନିଜକୁ ୟୁକ୍ରେନରେ ରହୁଥିବା ଭାରତୀୟ ଛାତ୍ରୀ ବୋଲି କହି ମୋଦୀ ସରକାରକୁ ଅପମାନ କରୁଥିଲେ। ତାଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି।  ଏହା ପରେ ପୋଲିସ ଦ୍ଵାରା ଘେରି ରହିଥିବା ଜଣେ ମହିଳାଙ୍କ ଫୋଟୋ ସେୟାର କରି ଉପଭୋକ୍ତାମାନେ ଦାବି କରିଛନ୍ତି ଯେ […]

Continue Reading

କ’ଣ ନିର୍ବାଚନ ସମୟରେ ଯୋଗୀ ଆଦିତ୍ୟନାଥ ଲୋକଙ୍କ ମଧ୍ୟରେ ଟଙ୍କା ବଣ୍ଟନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ଉତ୍ତରପ୍ରଦେଶରେ ନିର୍ବାଚନ ଚାଲିଛି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଭିଡ ମଧ୍ୟରେ ଯୋଗୀ ଆଦିତ୍ୟନାଥ ବସିଥିବା ବେଳେ ଲୋକଙ୍କୁ ଟଙ୍କା ବଟନ ଚାଲିଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଉତ୍ତରପ୍ରଦେଶରେ ଯୋଗୀ ସରକାର ଭୋଟ୍ ଜିତିବା ପାଇଁ ଲୋକଙ୍କ ମଧ୍ୟରେ ଟଙ୍କା ବଣ୍ଟନ କରୁଛନ୍ତି।  ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? ୧୧ […]

Continue Reading

ସମାଜବାଦୀ ପାର୍ଟି ର ପ୍ରାର୍ଥୀ ଆଦିଲ୍ ଚୌଧୁରୀ ହିନ୍ଦୁମାନଙ୍କୁ ଧମକ ଦେଉଥିଲେ ଏବଂ ହିନ୍ଦୁମାନେ ତାଙ୍କୁ ମାଡ଼ ମାରିଥିଲେ ?

ନିର୍ବାଚନ ପ୍ରଚାର ଜୋର ସୋରରେ ଲାଗି ରହିଛି। ଦଶ ଫେବୃଆରୀ  ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସମାପ୍ତ ହେଲା। ସେଦିନ ଗୋଟିଏ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି, ଯେଉଁଥିରେ ଦାବି ହେଉଛି ଯେ ସାଉଥ ମେରୁଟ ଏସପି ପ୍ରାର୍ଥୀ ମହମ୍ମଦ ଆଦିଲ ଚୌଧୁରୀ ହିନ୍ଦୁମାନଙ୍କୁ ଧମକ ଦେଉଥିଲେ ଏବଂ ହିନ୍ଦୁମାନେ ତାଙ୍କୁ ମାଡ଼ ମାରିଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  11 ଫେବୃଆରିରେ ଡ଼. ଅଚଞ୍ଛା କୀଳା ନାମକ […]

Continue Reading

କ’ଣ ହିନ୍ଦୁ ମାନଙ୍କୁ ଧମକି ଦେଇଥିବାରୁ ହିନ୍ଦୁ ମାନେ ଆଦିଲ ଚୌଧରିଙ୍କ ଉପରେ ଆକ୍ରମଣ କରିଛନ୍ତି? ଜାଣନ୍ତୁ ସତ୍ୟ।

୧୦ ଫେବ୍ରୁଆରିରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସମାପ୍ତ ହେଇଛି। ସେହି ସମୟର ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ କିଛି ଲୋକ ମିଶି ଏକ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଇଛି ଯେ ହିନ୍ଦୁ ମାନଙ୍କୁ ଧମକି ଦେଇଥିବା ସମାଜବାଡି ପାର୍ଟିର ନେତା ମୋହମ୍ମଦ ଆଦିଲ ଚୌଧରିଙ୍କୁ ହିନ୍ଦୁ ମାନେ ମାରୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  ପୋଷ୍ଟରେ କ’ଣ […]

Continue Reading

ଉତ୍ତର ପ୍ରଦେଶ ନିର୍ବାଚନରେ ମାୟାବତୀ ସମାଜବାଦି ପାର୍ଟିକୁ ହରାଇବା ପାଇଁ ଭାଜପାକୁ ଭୋଟ ଦେବାକୁ କହୁଛନ୍ତି ?

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିକୁ ପରାସ୍ତ କରିବା ପାଇଁ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି କିମ୍ବା ଅନ୍ୟ କୌଣସି ଦଳକୁ ସମର୍ଥନ କରିବ ବୋଲି ଘୋଷଣା କରି ବାହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀଙ୍କୁ ନେଇ ଏକ ଭିଡିଓ କ୍ଲିପ୍ ଭାଇରାଲ୍ ହୋଇଛି। ଭାଇରାଲ କ୍ଲିପ୍ରେ ମାୟାବତୀ ହିନ୍ଦୀରେ ଏକ ବିବୃତ୍ତି ପଢ଼ୁଛନ୍ତି: “ଏସପିର ଦ୍ୱିତୀୟ ପ୍ରାର୍ଥୀଙ୍କୁ ପରାସ୍ତ କରିବାକୁ ବିଏସପି ସବୁକିଛି କରିବ। ଏବଂ ଏହା କରିବା ପାଇଁ ଯଦି ଆମ ଦଳର […]

Continue Reading

ଭିଡିଓରେ କ’ଣ  ବୃଦ୍ଧ ଜଣକ ମସଜିଦ ନିର୍ମାଣ ପାଇଁ ଅଖିଳେଶ ଯାଦବଙ୍କୁ ଭୋଟ୍ ନ ଦେବା ବିଷୟରେ କଥା ହୋଇଥିଲେ ?

ସୋସିଆଲ ମିଡିଆରେ  ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ଏକ ଭିଡିଓ ସେୟାର କରାଯାଉଛି। ଯେଉଁଥିରେ ଅଖିଳେଶ ଯାଦବ କିଛି ଲୋକଙ୍କ ସହ କଥାବାର୍ତ୍ତା ହେଉଥିବାର ଦେଖାଯାଉଛନ୍ତି।  ଏହି ଭିଡିଓରେ ଜଣେ ବୃଦ୍ଧ ଅଖିଳେଶ ଯାଦବଙ୍କୁ ପାଟି କରୁଛନ୍ତି ଯେ, ସେ ତାଙ୍କୁ ଭୋଟ୍ ଦେବେ ନାହିଁ। ଦାବି କରାଯାଇଛି ଯେ ସେ ଅଖିଳେଶ ଯାଦବଙ୍କୁ କହିଥିଲେ ଯେ ‘ତୁମେ ଏକ ମସଜିଦ ନିର୍ମାଣ କର ଏବଂ ତୁମକୁ କେହି ଭୋଟ୍ ଦେବେ ନାହିଁ’। 3 ଫେବୃଆରିରେ UTKALA […]

Continue Reading

ବିଜେପିକୁ ଭୋଟ୍ ଦେବା ପାଇଁ କାନପୁରର ବିଜେପି ନେତା ରାଘବେନ୍ଦ୍ର ମିଶ୍ର ଜଣେ ବୃଦ୍ଧଙ୍କୁ ଧମକ ଦେଉଛନ୍ତି ?

ଉତ୍ତରପ୍ରଦେଶରେ ନିର୍ବାଚନ ଚାଲିଥିବାରୁ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ଏବଂ ସୂଚନା ଭାଇରାଲ ହେଉଛି। ନିକଟରେ ଜଣେ ବିଜେପି ନେତା ବୃଦ୍ଧଙ୍କୁ ଧମକ ଦେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ସହିତ ଦାବି କରାଯାଉଛି ଯେ, ବିଜେପିକୁ ଭୋଟ୍ ଦେବା ପାଇଁ କାନପୁରରେ ବିଜେପି ନେତା ରାଘବେନ୍ଦ୍ର ମିଶ୍ରଙ୍କ ଦ୍ୱାରା ଜଣେ ବୃଦ୍ଧଙ୍କୁ ଧମକ ଦିଆଯାଉଛି। ଆମ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ଏବଂ ଅସମ୍ପୂର୍ଣ୍ଣ ତଥ୍ୟ ବୋଲି ପ୍ରମାଣିତ ହୋଇଛି।  […]

Continue Reading

2021 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର  ସମୟରେ ବିଜେପି ପ୍ରାର୍ଥୀ ଅନିର୍ବାନ ଗାଙ୍ଗୁଲିଙ୍କ ଉପରେ ଆକ୍ରମଣ ଭିଡିଓକୁ ଉତ୍ତର ପ୍ରଦେଶ ଦାବିରେ ଭାଇରାଲ ହେଉଛି। 

ସୋସିଆଲ ମିଡିଆରେ ଅନେକ ନେତା ଏବଂ ନିର୍ବାଚନ ପ୍ରଚାରକ ମାନଙ୍କୁ ଲୋକମାନେ ମାଡ଼ ମାରୁଥିବାରଥିବାର ଭିଡିଓ ଅଲଗା ଅଲଗା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଅନ୍ୟ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ନେତାଙ୍କୁ ଲୋକମାନେ ଗୋଡ଼ାଇ ଗୋଡ଼ା ମାରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ଉତ୍ତର ପ୍ରଦେଶର ଅଟେ।  ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।   6 ଫେବୃଆରୀରେ Mardaraj Debabrata MD […]

Continue Reading

ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ଲୋକଙ୍କୁ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବା ପାଇଁ କହୁଛନ୍ତି ?

ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଭାଷଣର ଏକ କ୍ଲିପିଂ ଭାଇରାଲ ହେଉଛି। ଭିଡିଓ ମୋଦୀ ଜୀ ଏବଂ ବିଜେପି ଦ୍ୱାରା ସେୟାର କରାଯାଇଛି ଯେଉଁଠାରେ ସେ ଶୁଣିବାକୁ ମିଳୁଛି ଯେ, ହିନ୍ଦୁସ୍ତାନର ଦେଶବାସୀ, ତୁମର ଭବିଷ୍ୟତ ନରେନ୍ଦ୍ର ମୋଦୀଙ୍କ ହାତରେ ଏବଂ ଯଦି ତୁମେ ଉଜ୍ଜ୍ୱଳ ଭବିଷ୍ୟତ ଚାହୁଁଛ। ହଁ, ତା’ପରେ ନରେନ୍ଦ୍ର ମୋଦୀଙ୍କୁ ତୁମର ବର୍ତ୍ତମାନର ସମୟ ଦିଅ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ଏଡ଼ିଟ୍ କରାଯାଇ ମିଥ୍ୟା ଦାବିରେ ସ୍ପଷ୍ଟ ହେଲା।  ଦେବବ୍ରତ ମହାନ୍ତି […]

Continue Reading

କ’ଣ ଭାଇରାଲ ଫୋଟୋ ପ୍ରଧାନମନ୍ତ୍ରୀଙ୍କର ସମ୍ପ୍ରତି ସମୟରେ ଉତ୍ତରାଖଣ୍ଡରେ ହେଇଥିବା ଭର୍ଚୁଆଲ ରାଲିକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ।

ନିର୍ବାଚନ ପାଖେଇ ଆସିଥିବାରୁ ବିଭିନ୍ନ ଦଳ ଅନେକ ସ୍ଥାନରେ ରେଲି କରୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହାକୁ ଗୁଜବ ପ୍ରଚାର କରିଇବାର ସୁଯୋଗ ଭାବରେ ବ୍ୟବହାର କରି ଅନେକ ଦଳକୁ ନିଚା ଦେଖାଉଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣା ପଡୁଛି ଯେ ଏହା ଏକ ରେଲି ସମୟର ଫୋଟୋ ଅଟେ। ଫୋଟୋ ସହିତ ଦାବି କରା ଯାଇଛି ଯେ ଏହା ନିକଟରେ ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆୟୋଜିତ […]

Continue Reading

କ’ଣ ବିଜେପି ନେତା ସ୍ମୃତି ଇରାନୀଙ୍କ ଗାଡ଼ି ଅଟକାଇବାର ଏହି ଭିଡିଓ ସମ୍ପ୍ରତି ସମୟର ଅଟେ? ଜାଣନ୍ତୁ ସତ୍ୟ।

ଆସନ୍ତା କିଛି ଦିନ ପରେ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଯାଉଛି। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳୁଛି ଯେଉଁଥିରେ ମିଥ୍ୟା ଦାବି କରା ଯାଇଛି। ଏକ ଭିଡିଓ ବର୍ତ୍ତମାନ ସାମାନ୍ନକୁ ଆସିଛି ଯେଉଁଥିରେ ବିଜେପି ନେତା ସ୍ମୃତି ଇରାନୀ ନିଜ ଗାଡ଼ିରେ ଯାଉଥିବା ସମୟରେ କିଛି ଲୋକେ ଆନ୍ଦୋଳନ କରି ତାଙ୍କ ରାସ୍ତା ଅବରୋଧ କରୁଛନ୍ତି। ସେହି ସମୟରେ ସ୍ମୃତି ଇରାନୀ ମଧ୍ୟ ସେମାନଙ୍କୁ କିଛି ଅନୁରୋଧ […]

Continue Reading

ରାହୁଲ ଗାନ୍ଧୀ ଖାଇବା ସମୟରେ ମଧ୍ୟ ମୁହଁରୁ ମାସ୍କ କାଡ଼ୁ ନାହାନ୍ତି ?

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାସ୍କ ପିନ୍ଧିଥିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି ଯେ ଗାନ୍ଧୀ ତାଙ୍କ ମାସ୍କ ସହିତ ଖାଉଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ପାଖରେ ବସିଥିବାର ଦେଖାଯାଉଛନ୍ତି। ଏହି ଭିଡିଓ ଅନେକ ସୋସିଆଲ ମିଡିଆ ପୃଷ୍ଠାରେ ଭାଇରାଲ ହେବାରେ ଲାଗିଛି।  ଯେଉଁଥିରେ ଦାବି କରାଯାଉଛି ଯେ, ରାହୁଲ ଗାନ୍ଧୀ କୋରୋନା ସମୟରେ ଖାଇଲା ବେଳେ ମଧ୍ୟ ମୁହଁରୁ ମାସ୍କ କାଢ଼ୁ ନାହାନ୍ତି।  28 ଜାନୁଆରିରେ ଦେବବ୍ରତ ମହାନ୍ତି ପୁପୁ ନାମକ […]

Continue Reading

କ’ଣ ଗଣତନ୍ତ୍ର ଦିବସରେ ଜାତୀୟ ପତକା ବଦଳରେ ଟିଏମସି ପାର୍ଟି କାର୍ଯ୍ୟକର୍ତ୍ତା ମାନେ ନିଜ ପାର୍ଟି ପତକା ଉତ୍ତୋଳନ କରିଛନ୍ତି?ଜାଣନ୍ତୁ ସତ୍ୟ।

ନିକଟରେ ଭାରତ ନିଜ ୭୩ ତମ ଗଣତନ୍ତ୍ର ଦିବସ ପାଳନ କରିଛି। ଏହି ଅବସରରେ ଦେଶ ସାରା ଅନେକ ସ୍ଥାନରେ ହୋଇଥିବା ପତକା ଉତ୍ତୋଳନର ଭିଡିଓ ଦେଖିବାକୁ ମିଳିଛି। କିନ୍ତୁ, କିଛି ଲୋକେ ସୋସିଆଲ ମିଡିଆରେ ଏପରି ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଯାହା ଏକ ରାଜନୈତିକ ରଙ୍ଗ ଦେଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକେ ଟିଏମସି ପାର୍ଟି ପତକା ଉତ୍ତୋଳନ କରୁଛନ୍ତି ଏବଂ ରାଷ୍ଟ୍ର ଗୀତ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ରେଳ ଭର୍ତି ପରୀକ୍ଷାକୁ ନେଇ ହିଂସକ ଆନ୍ଦୋଳନକୁ ଦର୍ଶାଉଛି? କ’ଣ ଏହା ପାଇଁ ନବୀନ ପଟ୍ଟନାୟକ ସରକାର ଦାୟୀ? ଜାଣନ୍ତୁ ସତ୍ୟ।

ଗତ ବର୍ଷ ଡାଃ ଅଶ୍ବିନ ବୈଷ୍ଣବଙ୍କୁ ଭାରତର ରେଳ ମନ୍ତ୍ରୀ ପଦରେ ନିଯୁକ୍ତି କରା ଯାଇଥିଲା। ଡାଃ ବୈଷ୍ଣବ ଓଡ଼ିଶା କ୍ୟାଡରରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ଏବଂ ବାଲେଶ୍ଵର ଏବଂ କଟକ ଜିଲ୍ଲାର ଜିଲ୍ଲା କଲେକ୍ଟର ଭାବରେ କାର୍ଯ୍ୟ କରିବା ସହିତ ଓଡ଼ିଶାର ଭିନ୍ନ ସ୍ଥାନରେ ବହୁ ପରିଶ୍ରମ କରିଥିଲେ। ୨୦୦୩ ପର୍ଯ୍ୟନ୍ତ ସେ ଓଡ଼ିଶାରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କ କାର୍ଜ୍ୟାଳୟରେ ଡେପୁଟି ସେକ୍ରେଟାରୀ […]

Continue Reading

ଭାଇରାଲ ଭିଡିଓରେ ହରିୟାଣାରେ, ଜଣେ ବିଜେପି ନେତାଙ୍କ ଭଣଜା ସ୍କୁଲ ଯାଉଥିବା ଝିଅଙ୍କୁ କମେଣ୍ଟ ମାରି ହଇରାଣ କରୁଥିବାରୁ ଝିଅମାନେ ତାକୁ ସ୍କୁଲରେ ତାଲା ପକାଇ ବାଡ଼େଇଥିଲେ?

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର ହେବାରେ ଲାଗିଛି। ଯେଉଁଥିରେ କିଛି ଝିଅ ପୁଅକୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ହରିୟାଣାର ଜଣେ ବିଜେପି ନେତାଙ୍କ ପୁଅ ସ୍କୁଲ ଜାଉଥିବା ଝିଅଙ୍କୁ ହଇରାଣ କରୁଥିବାରୁ ଝିଅମାନେ ତାକୁ ଗୋଡ଼ାଇ ଗୋଡ଼ାଇ ପାଟୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ଅଟେ।  Litu Baisakh ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯଇଛି ଯେ, […]

Continue Reading

କ’ଣ ଭାଇରାଲ ଫୋଟୋ ୨୦୨୩ ରେ ଗୋରଖପୁରେ ନିର୍ମାଣ ହେବାକୁ ଯାଉଥିବା ବିଶ୍ଵର ସବୁଠାରୁ ଲମ୍ବା ଏଲପିଜି ପାଇପ୍ ଲାଇନକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଵପ୍ନର ପ୍ରକଳ୍ପ କାଣ୍ଡଲା-ଗୋରଖପୁର ଏଲପିଜି ପାଇପ୍ ଲାଇନର ନିର୍ମାଣର କାର୍ଯ୍ୟକୁ କେନ୍ଦ୍ର ସରକାର ଅନୁମୋଦନ କରିଛି। ପାଇପ୍ ଲାଇନ୍ କାର୍ଯ୍ୟକାରିତାକୁ ଦର୍ଶାଉଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ କ’ଣ ଏହି ଫୋଟୋ କନ୍ଦଳା-ଗୋରଖପୁର ଏଲପିଜି ପାଇପ୍ ଲାଇନର ଦୃଶ୍ୟ ଅଟେ? ଏହି ଫୋଟୋର ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସ ଅପ୍ ନମ୍ବର (୯୦୪୯୦୫୩୭୭୦) ରେ ଅନୁରୋଧ ଆସିଥିଲା।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦର ଆସାଦୁଦ୍ଦିନ ଓୱାଇସିଙ୍କ ଘର ପାଖରେ ଦେଶର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ନିର୍ମାଣ କରିଛନ୍ତି ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି , ଯେଉଁଥିରେ  ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ହାଇଦ୍ରାବାଦର ଆସାଦୁଦ୍ଦିନ ଓୱାଇସିଙ୍କ ଘର ପାଖରେ  ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ ନାମରେ ଜଣାଶୁଣା ସେଣ୍ଟ ରାମାନୁଜା ଚାରିଆଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏହି ପୋଷ୍ଟରେ ମୂର୍ତ୍ତିର ବିଶେଷତା ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି ଏବଂ ମୂର୍ତ୍ତିର ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଛି।  ୟୁପି ନିର୍ବାଚନ ପ୍ରସଙ୍ଗରେ ଏହି ଖବର ସେୟାର କରାଯାଉଛି। […]

Continue Reading

ବର୍ତ୍ତମାନ ମୋଦି କାସୀ ବିଶ୍ୱନାଥ ଆସିବେ ବୋଲି ବିଜେପି କର୍ମି ମହିଳାଙ୍କୁ ରାଲିରେ ସ୍ଲୋଗାନ ଦେବା ପାଇଁ ଡାକି ତାଙ୍କୁ 400 ଟଙ୍କା ନ ଦେବାରୁ ସେ କାନ୍ଦୁଥିଲେ ?

2022 ର ଉତ୍ତରପ୍ରଦେଶ ନିର୍ବାଚନର ନେତୃତ୍ୱ ମଧ୍ୟରେ ରାଜନୈତିକ ଦଳ ସୋସିଆଲ ମିଡିଆରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ଅନେକ ଭୁଲ ତଥ୍ୟ ମଧ୍ୟ ଅଲଗା ଅଲଗା ଦାବିରେ ସେୟାର ହେବାରେ ଲାଗିଛି। ସୋସିଆଲ ମିଡିଆରେ ଜଣେ ମହିଳାର କାନ୍ଧୁଥିବାର ଭିଡିଓ ଭାଇରାଲ ହେଉଚି। ଭିଡିଓରେ ମହିଳା ଜଣକ ମୋଦିଙ୍କୁ ଆକ୍ଷେପ କରି କହୁଥିବାର ଦେଖାଯାଉଛନ୍ତି। ଭିଡିଓରେ ମହିଳା ଜଣକ ଦାବି କରିଛନ୍ତି ଯେ  ବର୍ତ୍ତମାନ ମୋଦିଙ୍କ କାଶୀ ବିଶ୍ୱନାଥ  ଗ୍ରସ୍ତ ସମୟରେ ତାଙ୍କୁ ବିଜେପି […]

Continue Reading

କ’ଣ ଓଡ଼ିଶା ସରକାର ଦ୍ଵାରା ୭୮.୭୭ ଲକ୍ଷ ଟଙ୍କା ସାହାଯ୍ୟତା ପାଇବା ପରେ ମିଶନାରିସ୍ ଅଫ୍ ଚ୍ୟାରୀଟି ଏହି ପରି କାର୍ଯ୍ୟକ୍ରମ କରୁଛି? ଜାଣନ୍ତୁ ସତ୍ୟ।

ଗତ ମାସ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି କେନ୍ଦ୍ର ସରକାର ଉପରେ ଅଭିଯୋଗ ଲଗାଇ ଥିଲେ ଯେ କେନ୍ଦ୍ର ସରକାର ମଦର ଟେରେସାଙ୍କ ସଂସ୍ଥା ମିଶନାରୀସ୍ ଅଫ୍ ଚାରିଟିର ବ୍ଯାଙ୍କ ଖାତା ବନ୍ଦ କରିଛନ୍ତି। ଏହି ଅଭିଯୋଗ ଦେଖି କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲା ଯେ ସେ ମିଶନାରୀସ୍ ଅଫ୍ ଚାରିଟିର ବ୍ୟାଙ୍କ ଖାତା ବନ୍ଦ କରି ନାହାନ୍ତି, କେବଳ ବିଦେଶରୁ ଆସୁଥିବା ଏଫସିଆରଏ ପଞ୍ଜୀକରଣର ନବୀକରଣକୁ ଅନୁମତି ଦେଇ ନାହିଁ। ଏହା ନେଇ ମିଶନାରୀସ୍ […]

Continue Reading

କ’ଣ ଭାଇରାଲ ଭିଡିଓରେ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଭଲରେ ଖାଇବାକୁ ନା ରହିବାକୁଦେବେନି ବୋଲି କହୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ତାଙ୍କୁ କହୁଥିବା ଶୁଣିବାକୁ ମିଳିଛି ଯେ ସେ ରାଜ୍ୟ ବାସୀଙ୍କୁ ଭଲରେ ଖାଇବାକୁ ଏବଂ ରହିବାକୁ ଦେବେନି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏପରି କହୁଥିବା ଏକ ସନ୍ଦେହଜନକ ଘଟଣା ଅଟେ। ଶେଠୀ ପାଇଁ ଆମେ ଅନୁସନ୍ଧାନ କରି ଏହି ଭିଡିଓ ବିଷୟରେ ତଥ୍ୟ ଏକତ୍ର କରିଲୁ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା ଯାଇଛି […]

Continue Reading

କ’ଣ ସମ୍ବିତ ପାତ୍ର ଟୁଇଟ ମାଧ୍ୟମରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ପିତା ନିଜ ଶେଷ ସମୟ ପର୍ଯ୍ୟନ୍ତ ଅବିବାହିତ ରହିଥିଲେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ତେଲ ଏବଂ ପ୍ରାକୃତିକ ଗ୍ଯାସ ନିଗମ ଲିମିଟେଡ୍ ଅଧ୍ୟକ୍ଷ ସମ୍ବିତ ପାତ୍ରଙ୍କ ଏକ ଟୁଇଟ ଭାଇରାଲ ହେଉଛି। ଦେଖିବାକୁ ଗଲେ ଜଣା ପଡିଛି ଯେ ଏହା ଏକ ପୁରୁଣା ଟୁଇଟର ସ୍କ୍ରିନଶଟ୍ ଅଟେ। ଏହି ଟୁଇଟରେ କୁହା ଯାଇଛି ଯେ “ମୋଦୀଜି ଦେଶ ପାଇଁ ନିଜ ପରିବାରକୁ ଛାଡିଛନ୍ତି ଏବଂ ମୋଦୀଜିଙ୍କ ଦାଦାଜି ଦେଶ ପାଇଁ ନିଜ ଅନ୍ତିମ ଦିନ ପର୍ଯ୍ୟନ୍ତ ଅବିବାହିତ ରହିଥିଲେ।” ଏହା ସହିତ ପୋଷ୍ଟରେ କୁହା ଯାଇଛି ଯେ “ମୁଁ […]

Continue Reading

କ’ଣ କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି ଯେ ଗାଈ ମାଂସ ଖାଇବା ପାପ ନୁହେଁ? ଜାଣନ୍ତୁ ସତ୍ୟ।

କଂଗ୍ରେସ ନେତା ଦିଗବିଜୟ ସିଂହ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି। ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ କଂଗ୍ରେସ ନେତା ଦିଗବିଜୟ ସିଂହ ଗାଈ ମାଂସ ଖାଇବା ପାପ ନୁହେଁ ବୋଲି କହିଛନ୍ତି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ପ୍ରସଙ୍ଗ ବାହାରେ ଭାଇରାଲ ହେଉଥିବା ପାଇଲା। ତେବେ ଆସନ୍ତୁ ଜାଣିବା ସତ୍ୟ କଥା ଟି କଣ।  କ’ଣ ଦାବି କରା ଯାଇଛି ଏହି […]

Continue Reading

ବିଜେପି ନେତାଙ୍କ ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷର ଭିଡିଓକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଉତ୍ତପ୍ତ ପରିବେଶରେ ଉତ୍ତର ପ୍ରଦେଶର ଲୋକମାନେ ବିଜେପି ନେତାଙ୍କ ଗାଡି ଭାଙ୍ଗିଥିବାର ବିରୋଧ ପ୍ରଦର୍ଶନ କରୁଥିବା ଦାବିରେ ଏକ ଭିଡିଓ ସେୟାର କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭିଡିଓରେ ଦେଖାଯାଇଥିବା ସଂଘର୍ଷ ଦୁଇ ବିଜେପି ନେତାଙ୍କ ସମର୍ଥକଙ୍କ ମଧ୍ୟରେ ଚାଲିଛି। ସାଧାରଣ ଲୋକଙ୍କ ଦ୍ୱାରା ସେମାନଙ୍କ ଗାଡି ଉପରେ ଆକ୍ରମଣ କରାଯାଇ ନଥିଲା। Odisha Youth Congress ନାମକ ଏକ ଫେସବୁକ ପେଜରେ ଭାଇରାଲ […]

Continue Reading

କ’ଣ ଏହି ଭିଡିଓରେ କଂଗ୍ରେସ ପ୍ରବକ୍ତା ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କର ଏକ ନ୍ୟୁଜ ଚ୍ୟାନାଲରେ ସାକ୍ଷାତକାରର ଭିଡିଓ ଭାଇରାଲ ହେଉଛି। ଏହି ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରା ଯାଇଥିଲା ଯେ ଯେଉଁ ପ୍ରକାରରେ ନରେନ୍ଦ୍ର ମୋଦୀ କାଶୀ ବିଶ୍ଵନାଥ କୋରିଦାରର ଉଦଘାତନ କରିଛନ୍ତି, କ’ଣ ରାହୁଲ ଗାନ୍ଧୀ ଆସନ୍ତା ନିର୍ବାଚନରେ ତାଙ୍କ ମୁକାବିଲା କରି ପାରିବେ? ଏହାର ଉତ୍ତର ଦେଇ ସେହି ବ୍ୟକ୍ତି ଜଣ କହିଛନ୍ତି ଯେ ରାହୁଲ ଗାନ୍ଧୀ ନୁହେଁ ଏହା ସମସ୍ତଙ୍କ ପାଇଁ ଜଟିଳ ଅଟେ। ନରେନ୍ଦ୍ର ମୋଦୀ […]

Continue Reading

କ’ଣ ଭିଡିଓରେ ସୋନିଆ ଗାନ୍ଧୀ ଭାରତ ଜାତୀୟ ପତକା ଉତ୍ତୋଳନ କରୁଥିବା ସମୟରେ ତାହା ପୋଲରୁ ଖସି ପଡିଥିଲା? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏକ ପତକା ଉତ୍ତୋଳନ କରୁଛନ୍ତି। କିନ୍ତୁ ସେହି ପତକା ପୋଳରୁ କଷି ପଡୁଛି। ଭିଡିଓ ପୋଷ୍ଟ କରି ଦାବି କରା ଯାଇଛି ଯେ ସୋନିଆ ଗାନ୍ଧୀ ଭାରତର ଜାତୀୟ ପତକା ଉତ୍ତୋଳନ କରିବା ସମୟରେ ତାହା ପୋଲରୁ ଖସି ପଡିଥିଲା।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନରୁ ଜଣା […]

Continue Reading

କ’ଣ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିବାହ କ୍ରିଷ୍ଟ ଧର୍ମ ରୀତିନୀତିରେ ହେଇଥିଲା? ଜାଣନ୍ତୁ ସତ୍ୟ।

କଂଗ୍ରେସ ପାର୍ଟି ଗାନ୍ଧୀ ପରିବାର ନିଜ ଧର୍ମକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ଥାଏ। ସୋନିଆ ଗାନ୍ଧୀ କ୍ରିଷ୍ଟ ଧର୍ମରୁ ହେଇଥିବା କାରଣରୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ କୃଷ୍ଟିୟାନ ହେଇଥିବା ଅଭିଯୋଗ କରି ଆସୁଛନ୍ତି ଶାସକ ଦଳ ସମର୍ଥକ ମାନେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଏବଂ ପୁରୁଷ ଜଣେ ପାଦରୀଙ୍କ ସାମନାରେ କିଛି କାଗଜରେ ଦସ୍ତଖତ କରୁଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ସେମାନେ […]

Continue Reading

କ’ଣ ଭାଇରାଲ ଭିଡିଓରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦୀନ ଓୱେଶୀ ହିନ୍ଦୁ ମାନଙ୍କୁ ଧମକ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦୀନ ଓୱେଶୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହୁଛନ୍ତି, “ମୁଁ ସେହି ପୋଲିସ ମାନଙ୍କୁ କହିବାକୁ ଚାହୁଁଛି ଯେ ମୋର ଏହି କଥା ମାନେ ରଖ ଯେ ସଦା ବେଳେ ଯୋଗୀ ମୁଖ୍ୟମନ୍ତ୍ରୀ ରହିବା ନାହିଁ, ସଦା ବେଳେ ମୋଦୀ ପ୍ରଧାନମନ୍ତ୍ରୀ ରହିବା ନାହିଁ। ଆଉ ଆମେ ମୁସଲମାନ ମାନେ ଏହି ସମୟରେ ଚୁପ ନିଶ୍ଚୟ ଅଛୁ କିନ୍ତୁ ମାନେ ରଖ ଯେ ଆମେ […]

Continue Reading

କ’ଣ ଭାଇରାଲ ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇ.ଏ.ଏସ୍ ଅଧିକାରିଣୀ ଅଞ୍ଜନା ଡୋଗ୍ରାଙ୍କର ପାଦ ଛୁଇଁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଶ୍ଵନାଥ ଯାତ୍ରାରେ ପରିଦର୍ଶନ କରିବା ପାଇଁ ଯାଇଥିଲେ। ସେଠାରେ ଆୟୋଜିତ ଏକ ସମାରୋହରେ ସେ ଜଣେ ମହିଳାଙ୍କ ପାଦ ସ୍ପର୍ଶ କରିଥିଲେ। ସେହି ମୁହୂର୍ତ୍ତର ଏକ ଫୋଟୋ ସୋସିଆଲ ମିଡିଆରେ ସେୟାର କରି ଦାବି କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ମହିଳା ଆଇ.ଏ.ଏସ ଅଧିକାରୀଙ୍କ ପାଦ ସ୍ପର୍ଶ କରୁଛନ୍ତି।  ଫ୍ୟାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିଊ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୧୬ […]

Continue Reading

ରାହୁଲ ଗାନ୍ଧୀଙ୍କ ସାକ୍ଷାତର ଏକ ଏଡିଟ୍ କରା ଯାଇଥିବା ଭିଡିଓ ଭାଇରାଲ ହେଉଛି।

ଆଯ ତକ ଚ୍ୟାନାଲ ସହିତ ରାହୁଲ ଗାନ୍ଧୀଙ୍କ ସାକ୍ଷାତକାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଆମେ ରାହୁଲ ଗାନ୍ଧୀଙ୍କୁ ଏକ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରୁଥିବା ଦେଖିପାରିବା କିନ୍ତୁ ଭିଡିଓରେ ଏପରି ଜଣା ପଡୁଛି ଯେ ସେ ପ୍ରଶ୍ନର ଉତ୍ତର ଭୁଲି ଯାଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ବ୍ୟଙ୍ଗାତ୍ମକ ଭାବରେ ସେୟାର କରା ଯାଉଛି। କିନ୍ତୁ କ’ଣ ରାହୁଲ ଗାନ୍ଧୀ ପ୍ରକୃତରେ ଦ୍ଵନ୍ଦ୍ଵରେ ପଡ଼ି  ଉତ୍ତର ଗୁଡିକୁ ଭୁଲି […]

Continue Reading

କ’ଣ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ଏକ ଦରଗାହରେ ମନ୍ନତ ମାଗିବାକୁ ଯାଇଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ମାନେ ଦେଖି ପାରିବେ ଯେ ସେ ଏକ ଦରଗାହରେ ପ୍ରବେଶ କରୁଛନ୍ତି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ନିର୍ବାଚନ ପାଖେଇ ଆସୁଥିବା ସମୟରେ ଆଦିତ୍ୟନାଥ ଦାରାଗାହ ଯାଇ ମୁଣ୍ଡ ନୂଆଁଇଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୭ ଡିସେମ୍ବରରେ ମାଇ ବ୍ଲଡ୍ କଂଗ୍ରେସ ନାମକ […]

Continue Reading

ଭାଇରାଲ ଭିଡିଓରେ ଯୋଗୀ ଆଦିତ୍ୟନାଥ ୟୁପି ଡେପୁଟି ସିଏମ କେଶବ ପ୍ରସାଦ ମୌର୍ୟ୍ୟଙ୍କୁ ନୁହେଁ ବରଂ ବିଜେପି ନେତା ବିଚନ୍ଦ୍ର ଚନ୍ଦ୍ର କୌଶିକଙ୍କୁ ଗାଳି ଦେଉଛନ୍ତି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି , ଯେଉଁଥିରେ ଦାବି କରାଯାଉଛି ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ୟୁପି ଡେପୁଟି ସିଏମ କେଶବ ପ୍ରସାଦ ମୋର୍ୟ୍ୟଙ୍କୁ ଅପମାନିତ କରୁଥିବା ଭିଜୁଆଲ ଅଟେ। ଏହି ଭିଡିଓରେ ଯୋଗୀ ଆଦିତ୍ୟନାଥ ଜଣେ ବ୍ୟକ୍ତିଙ୍କୁ ତାଙ୍କୁ ଗାଳିଗୁଲଜ କରୁଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓରେ କରାଯାଇତିବା ଦାବି ମିଥ୍ୟା ଅଟେ। 10 ଡିସେମ୍ବରରେ My Blood Congress ପେଜରେ ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

କ’ଣ ଏହି ଫୋଟୋରେ ଅଖିଲେଶ ଯାଦବ ନିଜ ଜୀବିତ ପିତା ମୁଲାୟମ ସିଂହକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏଏନଆଇ ନ୍ୟୁଜର ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଉତ୍ତରପ୍ରଦେଶର ସପା ନେତା ଅଖିଲେଶ ୟାଦବ ନିଜ ଜୀବିତ ପିତା ମୁଲାୟମ ସିଙ୍ଘଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ୩୦ ନଭେମ୍ବରରେ ପୂର୍ଣ ଚନ୍ଦ୍ର ମିଶ୍ର ନାମକ ଏକ ବ୍ୟକ୍ତି ଅଖିଲେଶ ୟାଦବଙ୍କ ଏହି ଫୋଟୋ ପୋଷ୍ଟ କରି କହିଛନ୍ତି, “ଜୀବିତ ପିତାଙ୍କୁ ଦୀପ, ଭୋଗ ଦେବାରେ ଇଏ ବୋଧ ହୁଏ ପ୍ରଥମ ହିନ୍ଦୁ ହେଇଥିବେ।” ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  […]

Continue Reading

କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ଏବଂ ଜୟଦେବ ଜେନାଙ୍କ ଫଟୋକୁ ଏଡିଟ୍ କରି ସିଏମ୍ ନବୀନ ପଟ୍ଟନାୟକଙ୍କୁ ଟାରଗେଟ କରାଯାଉଛି।

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ନାମରେ ଅନେକ ଭିଡିଓ ଏବଂ ଫଟୋ ମିଥ୍ୟା ଦାବିରେ ଭାଇରାଲ ହୋଇଛି। ଏବଂ ଆମେ ମିଥ୍ୟା ଦାବିରେ ଭାଇରାଲ ହେଉଥିବା ପୋଷ୍ଟର ସତ୍ୟତା ଜାଞ୍ଚ ମଧ୍ୟ କରିଛୁ। ଏହି ପରି ଅନ୍ୟ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ  ଓଡ଼ିଶା କଂଗ୍ରେସ ଦଳର ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖାଯାଉଛନ୍ତି। ଫଟୋରେ ନବୀନ ପଟ୍ଟନାୟକ ଏବଂ ନିରଂଜନ ପଟ୍ଟନାୟକ ମୁଣ୍ଡରେ ମୁସଲମାନମାନଙ୍କ ଟୋପି ଲଗାଇଥିବାର […]

Continue Reading

ନବୀନ ପଟ୍ଟନାୟଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ବକୱାସ କହୁଥିବା ଭାଇରାଲ ଭିଡିଓ ଏଡିଟ୍ କରି ମିଥ୍ୟା ଦାବିରେ ସେୟାର କରାଯାଉଛି।

ଓଡ଼ିଶା ରାଜ୍ୟରେ ବିଜେଡି ସରକାରର ଯୋଜନା ଲାଗୁ ହୋଉଥିବା ବେଳେ ଏହାକୁ ନେଇ ଅନେକ ଚର୍ଚ୍ଚା ସୋସିଆଲ ମିଡିଆରେ ଲାଗି ରହିଥାଏ। ବିଜେଡ଼ି ଯାଜନା ଠାକ୍ ଭାବରେ ଚାଲୁଛି ନା ନହିଁ ଏହା ମଧ୍ୟ କେବେ କେବେ ପ୍ରଶ୍ନ ବାଚକ ହୋଇ ରହାଯାଏ। ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକଙ୍କୁ ଜଣେ ସାମ୍ବାଦିକ ହିନ୍ଦିରେ ପ୍ରଶ୍ନ କରୁଛନ୍ତି ଯେ, (ବିଜୁ ସ୍ୱାସ୍ଥ୍ୟ ୟୋଜନା କେସେ ଚଲରହା ହେ […]

Continue Reading

Mi-17 କ୍ରାସ୍-ଲ୍ୟାଣ୍ଡର ଚପର ଦୁର୍ଘଟଣା ପୁରୁଣା ଭିଡିଓକୁ CDS ରାୱତଙ୍କ ଚପର ଦୁର୍ଘଟଣା ଦୃଶ୍ୟ ଦାବିରେ ଭାଇରାଲ ।

ଏକ ଚପର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ଖବର ପ୍ରକାଶିତ ହେଲା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।  ତାମିଲନାଡୁର କୁନୁରରେ ଘଟିଥିବା ସାଂଘାତିକ ଦୁର୍ଘଟଣାରେ ବିପିନ ରାୱତ୍ ଏବଂ ତାଙ୍କ ପତ୍ନୀ ସହ ଅନ୍ୟ 11 ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। କିଛି ସମୟ ପରେ, ଏକ ପାହାଡ ଅଞ୍ଚଳରେ ଥିବା ଜଙ୍ଗଲ ମଝିରେ ଏକ ଚପର କ୍ରାସ୍ ଅବତରଣ କରିବାର ଏକ ଭିଡିଓ […]

Continue Reading

କ’ଣ ନିର୍ବାଚନ ଜିତିବା ପରେ ଅଖିଲେଶ ଯାଦବ ପ୍ରକୃତରେ ଅଯୋଧ୍ୟାର ନାମ ବଦଳାଇବାର ପ୍ରତିଶ୍ରୁତି ନେଇଛନ୍ତି? ଜାଣନ୍ତୁ ସତ୍ୟ।

ଆସନ୍ତା ବର୍ଷ ୨୦୨୨ ରେ ଉତ୍ତରପ୍ରଦେଶ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଏହି ପ୍ରସଙ୍ଗରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ପୋଷ୍ଟରେ ରିପବ୍ଲିକ ଭାରତ ନ୍ୟୁଜ ଚ୍ୟାନାଲର ଏକ ସ୍କ୍ରିନଶଟ୍ ଦେଖିବାକୁ ମିଳିଛି ଯେଉହନୀରେ ଲେଖା ଯାଇଛି ଯେ ନିର୍ବାଚନ ଜିତିବା ପରେ ଅଖିଲେଶ ଯାଦବ ଅଯୋଧ୍ୟାର ନାମ ବଦଳାଇବାର ନିଷ୍ପତ୍ତି ନେଇଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୮ ନଭେମ୍ବରରେ ସତୀଶ […]

Continue Reading

କେଜ୍ରିୱାଲ ଦିଲ୍ଲୀର ବିଦ୍ୟାଳୟଗୁଡ଼ିକୁ ମାଦରସେରେ ପରିଣତ କରିବା ଦାବିରେ ଭାଇରାଲ ଭିଡିଓ ୟୁପି ବିଜୟ ନଗର ଅଟେ।

ସୋସିଆଲ ମିଡିଆରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରୁଥିବା ଏକ ଭିଡିଓ ବହୁଳ ଭାବରେ ସେୟାର କରାଯାଉଛି। ପୋଷ୍ଟରେ ଦାବି କରାଯାଉଛି  ଯେ, ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକୁ ଧାର୍ମିକ ସ୍ଥାନରେ ପରିଣତ କରିବା ଆରମ୍ଭ କରିଛନ୍ତି। ଭିଡିଓରେ ଏକ ପ୍ରାଥମିକ ବିଦ୍ୟାଳୟର ମୁସଲିମ ସମ୍ପ୍ରଦାୟର କିଛି ଲୋକ, ପିଲାମାନଙ୍କ ସମେତ ଏକ ଶ୍ରେଣୀଗୃହରେ ବସିଥିବାର ଦେଖାଯାଉଛି।  ଭିଡିଓରେ ଜଣେ ବ୍ୟକ୍ତି ଶ୍ରେଣୀରେ ଚାଲିଥିବା କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଉଛନ୍ତି ଏବଂ କହୁଛନ୍ତି ଯେ […]

Continue Reading

ସମାଜବାଦୀ ପାର୍ଟି ସମୟରେ(2016) ପ୍ରକାଶିତ ଖବରର ଏକ ସ୍କ୍ରିନସଟ ବର୍ତ୍ତମାନ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି ସେୟାର କରାଯାଉଛି |

ସୋସିଆଲ ମିଡିଆରେ ଖବରକାଗଜ କ୍ଲିପିଂର ଏକ ଫୋଟ ଭାଇରାଲ ହେଉଛି। ଯେଉଁଥିରେ ଲେଖା ଅଛି ଯେ  ଡିଏମ୍ ସାର୍  ମୁଁ  ପଢିବାକୁ ଚାହୁଁଛି, କିନ୍ତୁ ମାଷ୍ଟର ମୋତେ ଭିତରକୁ ଯିବାକୁ ଦେଉନାହାନ୍ତି। ଯୋଗୀ ସରକାରଙ୍କ ଶାସନ କାଳରେ ଉତ୍ତରପ୍ରଦେଶରେ ଏହି ଘଟଣା ଘଟିଛି ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି। ଖବରକାଗଜ ଅନୁଯାୟୀ, ୟୁପିର ଗୋଣ୍ଡା ସହରର ଛାତ୍ର ରାମାନୁଜ ଯାଦବ ତାଙ୍କ ଅଞ୍ଚଳର ଜୁନିଅର ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ଆଡମିଶନ କରିବାକୁ ଚାହୁଁଥିଲେ, କିନ୍ତୁ […]

Continue Reading

ଉତ୍ତରପ୍ରଦେଶରେ ଜମି ବିବାଦକୁ ନେଇ ଭାଇରାଲ ଭିଡିଓକୁ ରାଜସ୍ଥାନର କହି ମିଥ୍ୟା ଦାବିରେ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ ରାସ୍ତାରେ ଜୋରଦାର ଲଢ଼ୁଥିବାର ନଜର ଆସୁଛନ୍ତି। ଏଥିସହିତ ଜଣେ ପୁରୁଷ ରାସ୍ତାରେ ପଡ଼ିଥିବା ଜଣେ ମହିଳାଙ୍କୁ ପିଟୁଛନ୍ତି। ଅନ୍ୟ ଜଣେ ପୁରୁଷ ମହିଳାଙ୍କୁ ବାଡ଼ିରେ ପିଟୁଥିବାର ଦେଖିବାକୁ ମିଳୁଛି। ରାଜସ୍ଥାନ ଦାବିରେ ଏହି ଭିଡିଓ ଭାଇରାଲ ହେବା ସହିତ କଂଗ୍ରେସ ଶାସିତ ରାଜ୍ୟରେ ମହିଳାଙ୍କ ପ୍ରତି ଏପରି ଅତ୍ୟାଚାର କରାଯାଉଛି ବୋଲି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ଅପମାନିତ କରାଯାଉଛି। ଆପଣଙ୍କୁ କହିରଖୁଛୁ […]

Continue Reading

କ’ଣ ନୋଟ୍ ଭରା ଆଲମାରି ବାରିପଦା ଆଇଟିଡିଏ ସହକାରୀ ସନ୍ତୋଷ ଦାସଙ୍କ ଘରୁ ମିଳିଥିବା ସମ୍ପତ୍ତି ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଆଲମାରି ଭରି ରହି ଥିବା ନୋଟର ଫୋଟୋ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରା ଯାଇଛି ଯେ ପଇସାରେ ଭରି ରହିଥିବା ଏହି ଆଲମାରି ବାରିପଦାର ଆଇଟିଡି ସହକାରୀ ସନ୍ତୋଷ ଦାସଙ୍କ ସମ୍ପତ୍ତି ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା ଯାଇଛି ଏହି ପୋଷ୍ଟରେ? ୨୯ ନଭେମ୍ବରରେ ନିରପେକ୍ଷ ନ୍ୟୁଜ ନାମକ ଫେସବୁକ ଏକାଉଣ୍ଟରେ ଏକ ଫୋଟୋ ପୋଷ୍ଟ ହେଇଥିବା ଦେଖିବାକୁ ମିଳିଛି। ଏହି […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ପ୍ରକୃତରେ ଜେୱାର ବିମାନ ବନ୍ଦରର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ

୨୫ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଏଡା ଆନ୍ତର୍ଜାତୀୟ ବିମାନ ବନ୍ଦରର ଶିଳାନ୍ୟାସ କରିଛନ୍ତି ଯାହା ଉତ୍ତରପ୍ରଦେଶର ଜେୱାର ଅଞ୍ଚଳରେ ଅଛି। ଏହି ଘଟଣା ପରେ ଅନେକ ଗଣମାଧ୍ୟମ ଏକ ବିମାନ ବନ୍ଦରର ଫୋଟୋ ସହିତ ଏକ ଖବର ପ୍ରକାଶିତ କରିଛନ୍ତି ଯେ ଏହି ଫୋଟୋ ଉତ୍ତରପ୍ରଦେଶର ଜେୱାର ଅଞ୍ଚଳ ନିକଟରେ ନଏଡା ଆନ୍ତର୍ଜାତୀୟ ବିମାନ ବନ୍ଦର ଫୋଟୋ ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୫ […]

Continue Reading

କ’ଣ କରିନା କପୁରଙ୍କ ସହ ତୁଳନା କରି କଙ୍ଗନାଙ୍କ ସମର୍ଥନରେ ରାଜ ଠାକ୍ରେ ଏକ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ରାଜନେତା ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ନକଲି ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେବା କୌଣସି ନୂତନ କଥା ନୁହେଁ। ଫ୍ୟାକ୍ଟ କ୍ରିଷେଣ୍ଡୋ ଅନେକ ନକଲି ଟୁଇଟର ଅନୁସନ୍ଧାନ କରି ପାଠକ ମାନଙ୍କୁ ତାହାର ସତ୍ୟତା ଜଣାଇଛି। ବର୍ତ୍ତମାନ ଏମଏନଏସ ପାର୍ଟି ଦଳ ଅଧ୍ୟକ୍ଷ ରାଜ ଠାକ୍ରେଙ୍କ ନାମରେ ଏକ ଟୁଇଟ ସେଯାର ହେଉଛି ଯେଉଁଥିରେ ଲେଖା ଯାଉଛି ଯେ “ଆମେ କଙ୍ଗନା ପରି ଏକ ସାହାସୀ ମହିଳା ପାଇ ପାରିଥାନ୍ତେ ତେବେ ବାବର ଆଗକୁ […]

Continue Reading

କ’ଣ ରାଷ୍ଟ୍ରପତି ରାମନାଥ କୋଭିନ୍ଦ, କଙ୍ଗନା ରନାଓତଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ନେବା ବିଷୟରେ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଭାରତ ରାଷ୍ଟ୍ରପତି ଶ୍ରୀ ରାମନାଥ କୋଭିନ୍ଦ ଅନେକ ଲୋକଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଥିଲେ। ପୁରସ୍କୃତ ବ୍ୟକ୍ତିଙ୍କ ତାଲିକାରେ କଙ୍ଗନା ରନାଓତ ମଧ୍ୟ ଥିଲେ। ତାଙ୍କୁ କାହିଁକି ପୁରସ୍କୃତ କରା ଯାଉଥିଲା ଏହା ଏକ ବିବାଦ ଆରମ୍ଭ କରିଛି। ଏକ ସମ୍ବାଦ ସାକ୍ଷାତକାରରେ ପୁରସ୍କାର ପାଇବା ପରେ କଙ୍ଗନା ଦେଶର ସ୍ଵାଧୀନତା ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଭାରତ ୧୯୪୭ ରେ ପାଇଥିବା ସ୍ଵାଧୀନତା ଏକ ଭିକ ଅଟେ, ଦେଶକୁ […]

Continue Reading

କ’ଣ ଅଖିଲେଶ ଯାଦବ ନିଜ ଭାଷଣରେ କହିଥିଲେ ଯେ ମହମ୍ମଦ ଅଲି ଜିନ୍ନାହ ଭାରତକୁ ସ୍ଵାଧୀନତା ଦେଇଛନ୍ତି? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ସ.ପା ନେତା ଅଖିଲେଶ ଯାଦବ ବିଜୟ ରଥ ଯାତ୍ରା ପାଇଁ ଉତ୍ତରପ୍ରଦେଶର ହାର୍ଦୋଇରେ ଥିଲେ। ସେହି ଦିନ ସରଦାର ବଲ୍ଲଭଭାଇ ପଟେଲଙ୍କର ଜନ୍ମଦିନ ମଧ୍ୟ ଥିଲା। ସେଠାରେ ଏକ ସଭା ଆୟୋଜିତ କରା ଯାଇଥିଲା ଯେଉଁଥିରେ ଅଖିଲେଶ ଯାଦବ ଏକ ଭାଷଣ ଦେଇଥିଲେ।  ତ୍ରିଦୀପ କୁମାର ନନ୍ଦୀ ନାମକ ଜଣେ ବ୍ୟକ୍ତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଦାବି କରା ଯାଇଛି ଯେ ଅଖିଲେଶ ଯାଦବ ନିଜ ଭାଷଣରେ ଭାରତର ସ୍ଵାଧୀନତାର […]

Continue Reading

କଂଗ୍ରେସଠାରୁ ସ୍ୱାଧିନତା ମାଗୁଥିବା ମୁସ୍ଲିମ ମହିଳା କିଏ? ଜାଣନ୍ତୁ ସତ୍ୟତା।

ବୁର୍କାର ଜଣେ ମହିଳା ‘ଆଜାଦି’ର ସ୍ଲୋଗାନ ଦେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଗାନ୍ଧୀ ଏବଂ ଅନ୍ୟ ବିରୋଧୀଦଳର ନେତାଙ୍କଠାରୁ ସ୍ୱାଧୀନତା ମାଗୁଥିବାର ଦେଖାଯାଉଛନ୍ତି। ହିନ୍ଦୀ କ୍ୟାପସନରେ ଲେଖାଅଛି, ମୁସ୍ଲିମ ଲୋକମାନେ ରାହୁଲ ଗାନ୍ଧୀଙ୍କଠାରୁ ସ୍ୱାଧୀନତା ଚାହୁଁଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଉ।ଭିଡିଓରେ ଥିବା ମହିଳା କହୁଛନ୍ତ “ଭାରତ ମାତା କି ଜୟ, ଆମକୁ ରାହୁଲ ଗାନ୍ଧୀଙ୍କଠାରୁ ସ୍ୱାଧୀନତା, ଅଖିଳେଶଙ୍କଠାରୁ ସ୍ୱାଧୀନତା, ମାୟା (ମାୟାବତୀ) ଦିଦିଙ୍କଠାରୁ ସ୍ୱାଧୀନତା ଦରକାର। ଆମ ଅନୁସନ୍ଧାନରେ […]

Continue Reading

କ’ଣ ଏହି ଫୋଟୋରେ ସ୍ମୃତି ଇରାନୀ କଂଗ୍ରେସ ସରକାର ସମୟରେ ବୃଦ୍ଧି ହୋଇଥିବା ଇନ୍ଧନ ଦର ବିରୁଦ୍ଧରେ ବିରୋଧ କରୁଥିବା ନିଜ ଫୋଟୋ ଦେଖୁଛନ୍ତି? ଜାଣନ୍ତୁ ସତ୍ୟ।

ଚଳିତ ବର୍ଷ ପେଟ୍ରୋଲ୍ ଡିଜେଲ୍ ଏବଂ ଗ୍ଯାସ ଇନ୍ଧନ ଦରରେ ବୃଦ୍ଧି ହୋଇଥିବାରୁ ବିପକ୍ଷ ଦଳ ଏବଂ ତାଙ୍କ ସମର୍ଥକ ମାନେ ମୋଦୀ ସରକାରର ନିନ୍ଦା କରିବାରେ କୌଣସି ସୁଯୋଗ ଛାଡି ନାହାନ୍ତି। ଏହି ବିଷୟ ନେଇ ବିଭିନ୍ନ ସୋସିଆଲ ମିଡିଆ ମଞ୍ଚରେ ମଧ୍ୟ ଅନେକ ପୋଷ୍ଟ ଦେଖିବାକୁ ମିଳିଛି।  ଏପରି ଏକ ପୋଷ୍ଟ ଆମ ସାମନାକୁ ଆସିଛି ଯେଉଁଥିରେ ବିଜେପି ନେତା ସ୍ମୃତି ଇରାନୀ ଏକ ବଗିଚାରେ ବସି ଲ୍ୟାପଟପ୍ ରେ ଧ୍ୟାନ ଦେଇ କିଛି […]

Continue Reading

କ’ଣ ଫୋଟୋରେ ଥିବା ବ୍ୟକ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଇ ଯିଏ ଚା ବିକ୍ରି କରନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଥିବାର ମିଳିଛି ଯେଉଁଥିରେ ଜଣେ ବ୍ୟକ୍ତି ଚା ଦୋକାନ ସାମନାରେ ଛିଡା ହୋଇଛନ୍ତି। ପୋଷ୍ଟରେ ଦାବି କରା ଯାଇଛି ଯେ ଫୋଟୋରେ ଥିବା ବ୍ୟକ୍ତି ଉତ୍ତର ପ୍ରଦଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଇ ଅଟନ୍ତି ଯିଏ ଚା ବିସ୍କୁଟ ଦୋକାନ କରି ନିଜ ପରିବାରକୁ ପୋଷୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨ ଅକ୍ଟୋବରରେ କୈଳାଶ ଗୁପ୍ତା ନାମକ […]

Continue Reading

କ’ଣ ପ୍ରିୟଙ୍କା ଗାନ୍ଧୀ ଝାଡୁ ମାରୁଥିବା ସମୟରେ ଜଣେ ସମାଦିକ ତାଙ୍କ ଫୋଟୋ ନେଉଛନ୍ତି? ଜାଣନ୍ତୁ ସତ୍ୟ।

ପ୍ରିୟଙ୍କା ଗାହନୀ ଲକ୍ଷ୍ମୀପୁର ଗସ୍ତ କରୁଥିବା ସମୟରେ ପୋଲିସ ତାଙ୍କୁ ସୀତାପୁର ଅଞ୍ଚଳରେ ଅଟକାଇ ରଖିଥିଲା। ଏହା ପରେ ପ୍ରିୟଙ୍କା ଗାନ୍ଧୀ ଗଣମାଧ୍ୟମରେ ଖୁବ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ ତାଙ୍କର ଏକ ମିଥ୍ୟା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା ଯାହାକୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଖଣ୍ଡନ କରିଥିଲା। ସେହି ଭିଡିଓରେ ପ୍ରିୟାଙ୍କା ଗାନ୍ଧୀ ଏକ ରୁମ୍ ରେ କଂଗ୍ରେସ ପାର୍ଟି ଲୋଗୋ ଥିବା ରଙ୍ଗୋଲିକୁ ଝାଡୁ ମାରୁଥିଲେ। ଆପଣ ମାନେ […]

Continue Reading

କ’ଣ ଭାଇରାଲ ହେଉଥିବା ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମ୍ପ୍ରତି ସମୟର ଆମେରିକା ଗସ୍ତର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନ ଆମେରିକା ଗସ୍ତରେ ଯାଇଥିଲେ। ସେଠାରେ ଜୋରଶୋରରେ ତାଙ୍କ ସ୍ଵାଗତ ମଧ୍ୟ କରା ଯାଇଥିଲା। ସୋସିଆଲ ମିଡିଆରେ ଏହି ଘଟଣା ନେଇ ଅନେକ ପୋଷ୍ଟ ସେୟାର କରା ଯାଉଛି। ଏହା ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଠାରେ ଏକ ଷ୍ଟେଡିୟମରେ ହଜାରର ସଂଖ୍ୟାରେ ଲୋକ ମାନେ ନରେନ୍ଦ୍ର ମୋଦୀଙ୍କ ସ୍ଵାଗତରେ ଯୋଗଦାନ ଦେଇଥିବା ଦେଖିବାକୁ ମିଳିଛି। ଭିଡିଓ ସହିତ ପୋଷ୍ଟରେ ଦାବି କରା ଯାଇଛି […]

Continue Reading

କ’ଣ ଭିଡିଓରେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ପାର୍ଟି ଲୋଗୋର ରଙ୍ଗୋଲିକୁ ଝାଡୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ଲଖ୍ମିପୁର ଖେରୀ ପରିଦର୍ଶନ ଯାଉଥିବା ବେଳେ ପୋଲିସ ତାଙ୍କ ଗାଡିକୁ ଅଟକାଇ ତାଙ୍କୁ ଅଟକ ରଖିଥିଲା। ଏହି ଘଟଣା ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି। ଏହି ଘଟଣା ପ୍ରସଙ୍ଗରେ ଏକ ଭିଡିଓ ଭାଇରାଲ ହହେବାକୁ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରିୟଙ୍କା ଗାନ୍ଧୀ ଏକ ରୁମ୍ ରେ କଂଗ୍ରେସ ପାର୍ଟିର ଲୋଗୋ ଥିବା ରଙ୍ଗୋଲିକୁ ଝାଡୁ ମାରୁଛନ୍ତି। ଭିଡିଓ ଭାଇରାଲ କରି ପରିହାସ ରୂପେ ଦାବି କରା ଯାଇଛି ଯେ ପ୍ରିୟଙ୍କା ଗାନ୍ଧୀ ହାତ […]

Continue Reading

କ’ଣ ଏହି ଭାଇରାଲ ଭିଡିଓରେ ହେଉଥିବା ଆନ୍ଦୋଳନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନିକଟରେ ଆମେରିକା ପରିଦର୍ଶନ ସମୟର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ଆମେ ଜାଣିଛୁ ଯେ ଗତ ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ପରିଦର୍ଶନରେ ଯାଇଥିଲେ। ଏହା ନେଇ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ଫୋଟୋ ଏବଂ ଭିଡିଓ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଆମେ ଦେଖିବାକୁ ପାଇଲୁ ଯେ କିଛି ବିଦେଶୀ ଲୋକେ ନରେନ୍ଦ୍ର ମୋଦୀଙ୍କର ବିରୋଧ କରୁଛନ୍ତି। ରାସ୍ତାରେ ବିରୋଧ ପ୍ରଦର୍ଶନ ସମୟରେ ସେ ମାନେ ‘ମୋଦୀ ଭାରତର ହିଟଲର’ ନାରା ସହିତ କାଶ୍ମୀରରେ ଜନତାଙ୍କ ଉପରେ ଯନ୍ତ୍ରଣା […]

Continue Reading

କ’ଣ ଭାଇରାଲ ଭିଡିଓ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗତ ମାସ ଆମେରିକା ପରିଦର୍ଶନର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ଗତ ମାସ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହୟାରିଶଙ୍କ ସହିତ ସାକ୍ଷାତ କରିଥିଲେ। ସେ ବାଇଡେନଙ୍କ ସହିତ କରୋନା, ଜଳବାୟୁ ପରିବର୍ତନ ପରି ଅନେକ ବିଷୟରେ ଚର୍ଚ୍ଚା କରିଥିଲେ।  ମୋଦୀଙ୍କ ଆମେରିକା ପରିଦର୍ଶନ ନେଇ ଅନେକ ଭିଡିଓ ଏବଂ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ସମାଗମ ଦେଖିବାକୁ ମିଳିଛି। […]

Continue Reading

କ’ଣ ଏହି ଫୋଟୋରେ ସୁଭାଷଚନ୍ଦ୍ର ବୋଷ ତାଙ୍କ ମୃତ୍ୟୁ ବିଷୟରେ ଏକ ଖବରକାଗଜରେ ପଢୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସୁଭାଷଚନ୍ଦ୍ର ବୋଷ ଏକ ଖବରକାଗଜ ପଢୁଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ଏହି ଖବରକାଗଜରେ ସେ ତାଙ୍କ ମୃତ୍ୟୁ ବିଷୟରେ ପ୍ରକାଶିତ ହେଇଥିବା ସମ୍ବାଦ ପଢୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୭ ସେପ୍ଟେମ୍ବରରେ ଜଣେ ଫେସବୁକ ୟୁଜର ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଦାବି କରା ଯାଇଛି ଯେ ଏହି ଫୋଟୋ ୨୩ ଏପ୍ରିଲ […]

Continue Reading

କ’ଣ ଭାଇରାଲ ଫୋଟୋ ଚଳିତ ବର୍ଷ ମୋଦୀଙ୍କ ଆମେରିକା ପରିଦର୍ଶନ ବିରୁଦ୍ଧରେ ହେଉଥିବା ପ୍ରଦର୍ଶନର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଆମେରିକା ରାଷ୍ଟ୍ରପଟି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଳା ହୟାରିସଙ୍କ ସହ ସାକ୍ଷାତ କରିଥିଲେ। ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। ଏହା ମଧ୍ୟରୁ କିଛି ଫୋଟୋରେ ମୋଦୀଙ୍କ ବିରୁଦ୍ଧରେ ପ୍ରଦର୍ଶନ ହେଉଥିବା ଦର୍ଶାଇଛି।  ବର୍ତ୍ତମାନ ଏକ ପୋଷ୍ଟରେ ବିରୋଧର ଦୁଇଟି ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ମୋଦୀଙ୍କ ତୁଳନା ହିଟଲରଙ୍କ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କ ସହିତ ଏକ ରେଷ୍ଟୁରାଣ୍ଟରେ ଖାଉଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କ ସହିତ ଏକ ରେଷ୍ଟୁରାଣ୍ଟରେ ଖାଉଛନ୍ତି। ଫୋଟୋ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହା ଫୋଟୋଶପ୍ ନୁହେଁ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଫୋଟୋକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ଏକ ଫୋଟୋ […]

Continue Reading

କ’ଣ ଉତ୍ତରପ୍ରଦେଶର ଯୋଗୀ ସରକାର ବର୍ତ୍ତମାନ ଗୋବର୍ଦ୍ଧନ ପର୍ବତ ବିକ୍ରି କରୁଛନ୍ତି? ଜାଣନ୍ତୁ ସତ୍ୟ।

ମୋଦୀ ସରକାର ଅନେକ କମ୍ପାନୀର ଘରୋଇକରଣ କରିଥିବା ବିଷୟରେ ଆମେ ଅନେକ ଖବର ଶୁଣିଛୁ। ସରକାରର ଏହି ନିଷ୍ପତ୍ତି କାରଣରୁ ଲୋକେ ଦାବି କରୁଛନ୍ତି ଯେ ମୋଦୀ ସରକାର ଦେଶର ଅନେକ କମ୍ପାନୀ ଗୁଡିକକୁ ବିକ୍ରୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆରେ ଏକ ଖବରକାଗଜର କ୍ଲିପ୍ ଭାଇରାଲ ହେବାରେ ଲାଗିଛିଯେ ବର୍ତ୍ତମାନ ଯୋଗୀ ସରକାର ମଧ୍ୟ ମଥୁରା ସହରରେ ଅବସ୍ଥିତ ଗୋବର୍ଦ୍ଧନ ପର୍ବତ ବିକ୍ରି କରୁଛନ୍ତି। ଏହି ଖବରକାଗଜର ଶୀର୍ଷକରେ ଲେଖା ଯାଇଛି, “ଗୋବର୍ଦ୍ଧନ ପର୍ବତ […]

Continue Reading

କ’ଣ ପାକିସ୍ତାନ ଆପତ୍ତି କଲା ପରେ ୧୯୬୬ ରେ କଂଗ୍ରେସ ସରକାର ମହମ୍ମଦ ରଫିଙ୍କ ଏହି ଗୀତକୁ ବ୍ୟାନ କରିଥିଲା? ଜାଣନ୍ତୁ ସତ୍ୟ।

ଏକ ପୁରୁଣା ଭୋଦେୟ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେଉଥିବା ମିଳିଛି। ଏହି ଭିଡିଓରେ ଏକ ଗୀତ ଅଛି ଯେଉଁଟା କାଶ୍ମୀର ବିଷୟରେ କହୁଛି। ଭିଡିଓ ଦେଖିଲା ପରେ ଲାଗୁଛି ଏହା କୌଣସି ସିନେମାର ଗୀତ ଅଟେ। ହେଲେ ଏହି ଗୀତର ଭିଡିଓ ପୋଷ୍ଟ କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କଇଛନ୍ତି ଯେ ଗୀତଟିର ଗାୟକ ହେଉଛନ୍ତି ମହମ୍ମଦ ରଫି। ୧୯୬୬ ମସିହାରେ କଂଗ୍ରେସ ସରକାର ଏହି ଗୀତଟିକୁ ବୟାନ କରି ଦେଇଥିଲା।  ଫ୍ୟାକ୍ଟ […]

Continue Reading

କ’ଣ ଆସାମ ମୁଖ୍ୟମନ୍ତ୍ରୀ ଉଜ୍ଜୈନରେ ପାକିସ୍ତାନ ଜିନ୍ଦାବାଦ ନାରା ଲାଗିଥିବା ସମ୍ବନ୍ଧରେ ଏହି ଭିଡିଓରେ ବିବୃତ୍ତି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ମଦ୍ୟପ୍ରଦେଶର ଉଜ୍ଜୈନ ସହରରେ ମୋହରମ ପର୍ବ ଅବସରରେ କିଛି ଲୋକେ ପାକିସ୍ତାନ ଜିନ୍ଦାବାଦ ଉଠାଇଥିଲେ। ଏହି ଘଟଣା ନେଇ ପୋଲିସ ୪ ଟି ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ମଧ୍ୟପ୍ରଦେଶର ଉଜ୍ଜୈନରେ ଉଠିଥିବା ପାକିସ୍ତାନ ଜିନ୍ଦାବାଦ ନାରା ବିଷୟର ସମ୍ବନ୍ଧରେ କିଛି କହୁଥିବା ଶୁଣିବାକୁ ପାଇଲୁ।  ଏହି ଭିଡିଓରେ ବ୍ୟକ୍ତି ଜଣ କହୁଛନ୍ତି, “ଉଜ୍ଜୈନର ଘଟଣା ସାମନାକୁ ଆସିଛି। […]

Continue Reading

କ’ଣ ଫୋଟୋରେ ଥିବା ବ୍ୟକ୍ତି ଆସାମର କଂଗ୍ରେସ ନେତା ଅମଜାଦ ଅଲ୍ଲୀ ଯାହାକୁ ଆସାମ ପୋଲିସ ବନ୍ଧୁକ ଏବଂ ବୋମା ସହିତ ଗିରଫ କରିଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦୁଇଟି ଫୋଟୋ ଅଛି। ପ୍ରଥମ ଫୋଟୋରେ ଆପଣ ଦେଖି ପାରିବେ ଯେ କିଛି ପୋଲିସ ଅଧିକାରୀ ଜଣେ ଉସଲମାନ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି ଏବଂ ଦ୍ଵିତୀୟ ଫୋଟୋରେ କିଛି ଫଳ ବସ୍ତା ସହିତ ବୋମା ଏବଂ ବନ୍ଧୁକ ଗୋଳି ଅଛି। ପୋଷ୍ଟ ଦାବି ଅନୁଯାୟୀ ବୋମା ଏବଂ ଗୋଳି ସହିତ ଗ୍ରାଫ ହେଇଥିବା ବ୍ୟକ୍ତି ଆସାମ କଂଗ୍ରେସ ଦଳ ନେତା ଅମଜାଦ ଅଲ୍ଲୀ ଅଟନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ ଏକ ସାକ୍ଷାତ ସମୟରେ କଂଗ୍ରେସ ପାର୍ଟିର ବ୍ୟାନରରେ ଚୋର ଗ୍ରୁପ୍ ମିଟିଙ୍ଗ ଲେଖା ଯାଇଅଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ କଂଗ୍ରେସ ଦଳ ବୈଠକର ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ସୋନିଆ ଗାନ୍ଧୀଙ୍କ ସହିତ ରାହୁଲ ଗାନ୍ଧୀ, ମନମୋହନ ସିଂହ ଏବଂ ଦଳର ଅନ୍ୟ ସଦସ୍ୟ ମଧ୍ୟ ଅଛନ୍ତି। ଏହି ଫୋଟୋରେ ଏକ ବ୍ୟାନର ମଧ୍ୟ ଲାଗିଛି ଯେଉଁଥିରେ ଲେଖା ଯାଇଛି “ଇଣ୍ଡିଆନ ନେସନାଲ୍ କଂଗ୍ରେସ, ଚୋର ଗ୍ରୁପ୍ ସାକ୍ଷାତ।” ଦାବି ଅନୁଯାୟୀ ଫୋଟୋରେ କୋର ଶବ୍ଦକୁ ଚୋର ବୋଲି ଲେଖା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଫୋଟୋ ସହିତ […]

Continue Reading

ଜବାହାରଲାଲ ନେହେରୁଙ୍କୁ ଚୁମ୍ବନ ଦେଉଥିବା ଏହି ମହିଳା କିଏ? କ’ଣ ଫୋଟୋରେ ମହମ୍ମଦ ଅଲି ଜିନ୍ନାହଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିଲା? ଜାଣନ୍ତୁ ସତ୍ୟ।

ଏହା ପପ୍ରଥମ ଘଟଣା ନୁହେଁ ଯେ ସୋସିଆଲ ମିଡିଆରେ ଏହି ପରି ଏକ ପୋଷ୍ଟ ଭାଇରାଲ ହେଉଛି। ପୂର୍ବରୁ ମଧ୍ୟ ଫ୍ୟାକ୍ଟ କ୍ରିଷେଣ୍ଡୋ ଜବାହାରଲାଲ ନେହେରୁଙ୍କର ବିଭିନ୍ନ ମହିଳାଙ୍କ ସହିତ ଅନେକ ଫୋଟୋକୁ ସୋସିଆଲ ମିଡିଆ ୱେବସାଇଟରେ ମିଥ୍ୟା ଦାବି ସହିତ ଭାଇରାଲ ହେଉଥିବା ପ୍ରମାଣିତ କରିଛି।  ନିକଟରେ ଜବାହାରଲାଲ ନେହେରୁଙ୍କର ଏକ ପୁରୁଣା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ଯେଉଁଥିରେ ଜଣେ ମହିଳା ଅନ୍ୟ ଲୋକଙ୍କ ଉପସ୍ଥିତିରେ ତାଙ୍କୁ ଚୁମ୍ବନ ଦେଉଛନ୍ତି। ପୋଷ୍ଟ […]

Continue Reading

କ’ଣ ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ ଚିଲ ମାନଙ୍କ ମଧ୍ୟରେ ବେରୋଜଗାରି ବିଷୟରେ କହୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ରାଉଳ ଗାନ୍ଧୀଙ୍କ ଆହୁରି ଏକ ଭିଡିଓ ଭାଇରାଲ ହେଉଛି। ଏହି ୨୮ ସେକେଣ୍ଡ ଭିଡିଓରେ ରାହୁଲ ଗାନ୍ଧୀଙ୍କୁ କହୁଥିବା ଶୁଣିବାକୁ ମିଳିଛି, “ଏହି ଚିଲ ମାନେ ଏଠାରେ କ’ଣ କରୁଛନ୍ତି ମତେ ବତାନତୁ। ଏହି ଚିଲ ମାନେ ଏଠାରେ କାହିଁକି ବୁଲୁଛନ୍ତି? ଗତ ୫ ବର୍ଷରୁ ତାଙ୍କୁ ରୋଜଗାର ମିଳୁ ନାହିଁ। ଏହାର କାରଣ ନରେନ୍ଦ୍ର ମୋଦୀ, ଆରଏସଏସ ଆଉ ବିଜେପି ଅଟେ।” କ’ଣ ରାହୁଲ ଗାନ୍ଧୀ ପ୍ରକୃତରେ ଏପରି କହିଥିଲେ? ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

ପଞ୍ଜାବ ବିଜେପି ସାସଂଦ ଏବଂ ବଲିଉଡ଼ ସ୍ଟାର ସନି ଦେଓଲଙ୍କୁ କୃଷକ ମାନେ ମାଡ଼ମାରୁଛନ୍ତି ?

କୃଷକ ଆନ୍ଦୋଳକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ପ୍ରକାଶିତ ହେବା ସମୟରେ ଏହାକୁ ନେଇ କିଛି ଫେକ ପୋଷ୍ଟ ମଧ୍ୟ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ପଞ୍ଜାବି ଲେକ ଜଣେ ବ୍ୟକ୍ତିକୁ ଧକା ଦେଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ପଞ୍ଜାବ ବିଜେପି ସାସଂଦ ହିନ୍ଦି ଚଳଚିତ୍ର ତାରକା ସୋନି ଦେଓଲଙ୍କୁ  କୃଷକ ମାନଙ୍କ ବିରୋଧ। ଆମ ଅନୁସନ୍ଧାନରେ ଭାଇରାଲ […]

Continue Reading

ଉତ୍ତରପ୍ରଦେଶରେ ମହିଳା ମାନେ ବର୍ଷକୁ ୫୨ ପିଲା ପ୍ରସାବ କରିପାରିବେ ବୋଲି ରାହୁଲ ଗାନ୍ଧୀଙ୍କ କହିବା ଅର୍ଥ କ’ଣ ଥିଲା? ଜାଣନ୍ତୁ ସତ୍ୟ।

ଗତ କିଛି ବର୍ଷ ମଧ୍ୟରେ ଆମେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ପୋଷ୍ଟର ସାମନା କରିଛୁ ଯାହା ଏକ ରାଜନୈତିକ ଦଳ କିମ୍ବା ନେତା ମାନଙ୍କୁ ବଦନାମ କରେ। ବେଳେବେଳେ ଏହା ସମ୍ପୂର୍ଣ ମିଥ୍ୟା ଦାବି ସହିତ ଭାଇରାଲ ହେଇଥାଏ କିମ୍ବା ଏକ ମୂଳ ଭିଡିଓକୁ ଏଡିଟ୍ କରି ତାହାର ପ୍ରକୃତ ପ୍ରସଙ୍ଗକୁ ଲୁଚାଇ ଗୁଜବ ସୃଷ୍ଟି କରା ଯାଇଥାଏ।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ ଏକ […]

Continue Reading

କ’ଣ ଅର୍ଥର ଅଭାବ କାରଣରୁ ୧୯୪୮ ମସିହାର ଭାରତ ଫୁଟବଲ୍ ଦଳ ବିନା ଜୋତା ଫୁଟବଲ୍ ଖେଳି ଥିଲେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଦୁଇଟି ଫୋଟୋ ଭାଇରାଲ ହେଉଛି। ପ୍ରଥମ ଫୋଟୋରେ ପଣ୍ଡିତ ଜବାହାରଲାଲ ନେହେରୂ ନିଜ ପୋଷା କୁକୁର ସହିତ ଏକ ବିମାନରୁ ଉଲ୍ହାଉଛନ୍ତି ଏବଂ ଦୁଇତୀୟ ଫୋଟୋରେ ୧୯୪୮ ମସିହାର ଭାରତ ଫୁଟବଲ୍ ଦଳର ଫୋଟୋ ଅଛି। ଏହି ପୋଷ୍ଟ ସହିତ ଦାବି କରା ଯାଇଅଛି ଯେ ଅର୍ଥ ଅଭାବ ଥିବା କାରଣରୁ ସରକାର ଭାରତ ଫୁଟବଲ୍ ଦଳ ଖେଳାଳିକୁ ଜୋତା ଯୋଗାଇବାରେ ଅସକ୍ଷମ ହେଇଥିଲା।  ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା […]

Continue Reading

କ’ଣ ପୋଷ୍ଟ ହୋଇଥିବା ପ୍ରଥମ ଫୋଟୋ ଟିପ୍ପୁ ସୁଲତାନଙ୍କ ଅସଲି ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦୁଇଟି ଫୋଟୋର ତୁଳନା କରି ଦାବି କରା ଯାଇଅଛି ଯେ ଏହା ମଧ୍ୟରୁ ଗୋଟିଏ ଫୋଟୋ ଅସଲି ତିପୁ ସୁଲତାନଙ୍କ ଫୋଟୋ ଅଟେ ଏବଂ ଅନ୍ୟ ଫୋଟୋ କଂଗ୍ରେସ ଦଳ ଦ୍ଵାରା ନକଲି ତିପୁ ସୁଲତାନଙ୍କ ଫୋଟୋକୁ ପୁସ୍ତକରେ ପ୍ରକାଶିତ କରା ଯାଇଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ […]

Continue Reading

କ’ଣ ଜବାହାରଲାଲ ନେହରୂ ନିଜକୁ ଦୁର୍ଘଟଣା ବସତଃ ହିନ୍ଦୁ ବୋଲି କହିଥିଲେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ରାଜନୈତିକ ନେତା ମାନଙ୍କ ବିଷୟରେ ଭିତ୍ତିହୀନ ଗୁଜବ ବିସ୍ତାର କରିବା ଏକ ସାଧାରଣ କଥା ହୋଇଗଲାଣି। ସମ୍ପ୍ରତିରେ ଆମେ ଅନେକ ରାଜନୈତିକ ନେତାଙ୍କ ଜୀବନ, ସେମାନଙ୍କ ନାମ ଏବଂ ଚରିତ୍ରକୁ ବଦନାମ କରୁଥିବା ବିଷୟର ଅନେକ ପୋଷ୍ଟ ଭାଇରାଲ ହେଉଥିବା ଦେଖିଛୁ।  ସୋସିଆଲ ମିଡିଆରେ ଜବାହାରଲାଲ ନେହେରୁଙ୍କୁ ନେଇ ଏହି ପରି ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ସେ ନିଜେ କହିଥିଲେ ଯେ ସେ ଶିକ୍ଷା […]

Continue Reading

ସମଗ୍ର ରାଜ୍ୟରେ ମଦ ବିସ୍ତାର କରାଯାଉ- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ କିଛି ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିବାର ଶୁଣିବାକୁ ମିଳୁଛି। ଭିଡିଓରେ ଦାବି ହେଉଛି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟ ଏକ୍ସାଇଜ୍ ବିଭାଗର ଅଧିକାରୀମାନଙ୍କୁ ରାଜ୍ୟରେ ଏତେ ପରିମାଣର ମଦ ବିସ୍ତାର କରିବାକୁ କହୁଛନ୍ତି ଯାହା ଦ୍ୱାରା ଲୋକମାନେ ମଦ୍ୟପାନ କରିପାରିବେ। ଆମ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ପ୍ରମାଣିତ ହେଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ୍ସାଇଜ୍ ବିଭାଗର ଅଧିକାରୀମାନଙ୍କୁ ଦେଇଥିବା ନିର୍ଦ୍ଦେଶନାମା ସହ […]

Continue Reading

ଭିଡିଓରେ କ’ଣ ନେପାଳର ସାଂସଦ ମୋଦୀଙ୍କ ସମାଲୋଚନା କରୁଛନ୍ତି ?

ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଥିବା ଜଣେ ରାଜନେତାଙ୍କ ସର୍ଟ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦାବି କରାଯାଉଛି ଯେ, ନେପାଳ  ସଂସଦରେ ପ୍ରଧାନମନ୍ତ୍ରୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଜଣେ ନେପାଳ ଏମପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଛନ୍ତି। ଆମ ଅନୁସନ୍ଦାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। 18 ଜୁଲାଇରେ Gurukrushna Dash ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ମୋଦି ବିଜେପି […]

Continue Reading

ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସନ୍ନ ବାଜପାଇ ମୋଦୀଙ୍କ ବଙ୍ଗଳାରେ ରେଡ୍ ପଡିଥିବାର ଖୁଲାସା କରୁଛନ୍ତି ?

ସୋସିଆଲ ମିଡିଆରେ ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସନ୍ନ ବାଜପାଇଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଙ୍ଗଳାରେ ରେଡ୍ ପଡିଲା, ପ୍ରସିଦ୍ଧ ସାମ୍ବାଦିକଙ୍କ ଜବରଦସ୍ତ ଖୁଲାସା ଲାଇଭ୍ କହୁଥିବା ଦାବି କରାଯାଉଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ ଭାଇରାଲ୍ ଦାବି ମିଥ୍ୟା ଅଟେ। ଭାଇରାଲ୍ ଭିଡିଓରେ, ଦୁଇଟି ଭିନ୍ନ୍ ଭିଡ଼ିଓ କ୍ଲିପକୁ ମିଶାଇ ଖବର ପ୍ରସ୍ତୁତ କରାଯାଇଛି।  6 ଜୁଲାଇରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

କ’ଣ ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଧପୁରର ଏକ ଗ୍ରାମରେ ଲୋକଙ୍କ ସୁବିଧା ଅସୁବିଧା କଥା ବୁଝୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଯୁବକ ଦେଖା ଯାଉଛନ୍ତିଏବନ ସେ ଏହି ଫୋଟୋରେ ଅନ୍ୟ ମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଫୋଟୋ ସହିତ ଦାବି କରା ଯାଇଅଛି ଯେ ଏହା ୧୯୮୨ ମସିହାର ଫୋଟୋ ଅଟେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜସ୍ଥାନ ଯୋଧପୁରର ଷୋଳଙ୍କିଆତଲା ଯାଇଥିଲେ। ସ୍ଥାନୀୟ ସରପଞ୍ଚ ନରପତସିଂ ରାଠୋର ମୋଦୀଙ୍କୁ ଆମନ୍ତ୍ରଣ କରିଥିଲେ। ସେ ସେହି ସମୟରୁ ମହାରାଷ୍ଟ୍ର, ଗୁଜୁରାଟ […]

Continue Reading

କ’ଣ ଆମ ଆଦମ୍ୟ ପାର୍ଟି ଇସଲାମକୁ ପ୍ରୋତ୍ସାହିତ କରିଥିବା ବେଳେ ହିନ୍ଦୁ ଧର୍ମ ବିରୁଦ୍ଧରେ ଏକ ପୋଷ୍ଟର ଲଗେଇଛି? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ଗୁଜୁରାଟର ଆମ ଆଦମ୍ୟ ପାର୍ଟି ଅଧ୍ୟକ୍ଷ ଗୋପାଳ ଇଟାଲିୟାଙ୍କ ଏକ ଭିଡିଓ ସାମନାକୁ ଆସିଥିଲା ଯେଉଁଥିରେ ସେ ରୀତିନୀତି ଉପରେ ମନ୍ତବ୍ୟ ଦେଇଥିଲେ। ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୋଧ କରା ଯାଇଥିଲା।  ଆମ ଆଦମ୍ୟ ପାର୍ଟିର ବିଜ୍ଞାପନର ଏକ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ଆମ ଆଦମ୍ୟ ପାର୍ଟି ସମଗ୍ର ଗୁଜୁରାଟରେ ଜନସଚେତନା ପରିଦର୍ଶନ କରୁଛି ଏବଂ ପ୍ରଚାର ପାଇଁ ଅନେକ ସ୍ଥାନରେ ପୋଷ୍ଟର ଲଗାଉଛି। ଏହି […]

Continue Reading

କ’ଣ ନବୀନ ସରକାର ଚର୍ଚ ଖୋଲିବା ଅନୁମତି ଦେଇଛନ୍ତି କିନ୍ତୁ ମନ୍ଦିର ଖୋଲିବାକୁ ଦେଉ ନାହାନ୍ତି? ଜାଣନ୍ତୁ ସତ୍ୟ।

କରୋନାକୁ ହରାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଲୋକଙ୍କୁ କୋଭିଡରୁ ସୁରକ୍ଷିତ ରଖିବା ପାଇଁ ସରକାର ଅନେକ କଠୋର ନିୟମ ପ୍ରଣୟନ କରିଛନ୍ତି ଯେ କୋଭିଡ ଲକଡାଉନ୍ ସମୟରେ ସମସ୍ତ ନିର୍ଦ୍ଦେଶାବଳି ପାଳନ କରାଯିବ।  ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉହୀ ଯେଉଁଥିରେ ଦାବି କରା ଯାଇଅଛି ଯେ ଓଡ଼ିଶା ରାଜ୍ୟ ସରକାର କୋଭିଡ କଟକଣା ସମୟରେ ଚର୍ଚ ଖୋଲିବା ଅନୁମତି ଦେଇଛନ୍ତି ଏବଂ ଚର୍ଚରେ ବର୍ତ୍ତମାନ ପ୍ରାର୍ଥନା ସଭା ମଧ୍ୟ […]

Continue Reading

କ’ଣ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ମୁସଲିମ ପରିବାର ବଂଶରୁ ଆସିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ଯେଉଁଥିରେ ଜବାହାରଲାଲ ନେହେରୁଙ୍କର ବଂଶାନୁକ୍ରମିକ ବିଷୟରେ କୁହା ଯାଇଅଛି। ଏହି ପୋଷ୍ଟ ଅନୁଯାୟୀ ଜବାହାରଲାଲ ନେହେରୁ ଏକ ମୁସଲିମ ପରିବାରରେ ଜନ୍ମ ନେଇଥିଲେ ଏବଂ ତାଙ୍କ ଦାଦା (ବାପାଙ୍କର ବାପା) ନାମ ଗୟାସୁଦ୍ଦିନ ଗାଜି ଥିଲା।  ଫ୍ୟାକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପଏହି ପୋଷ୍ଟ ବିଷୟରେ ସତ୍ୟତା […]

Continue Reading

ଉତ୍ତର ପ୍ରଦେଶରେ ଆମ୍ରୋହର ବିଜେପି ବିଧାୟକଙ୍କୁ ମହିଳାମାନେ ମାଡ଼ମାରିଥିବା ଖବର 2018 ମସିହାର ଅଟେ।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଉତ୍ତରପ୍ରଦେଶର ଆମ୍ରୋହାଠାରେ ମହିଳାମାନେ ଜଣେ ବିଜେପି ବିଧାୟକଙ୍କୁ ମାଡ଼ ମାରିଛନ୍ତି। ପୋଷ୍ଟରେ ଦୁଇଟି ଫଟୋ ଅଛି । ପ୍ରଥମ ଫଟୋରେ ଜଣେ ପୁରୁଷକୁ ରାସ୍ତାରେ ମହିଳା ଏବଂ ଜଣେ ପୋଲିସ କର୍ମଚାରୀ ଘେରି ରହିଥିବାର ଦେଖିବାକୁ ମିଳୁଛି। ଦ୍ୱିତୀୟ ଫଟୋରେ, ସମାନ ବ୍ୟକ୍ତି ଛିଣ୍ଡା କୁର୍ତ୍ତାରେ ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହେଲା।  7 ଜୁନରେ […]

Continue Reading