ଗଙ୍ଗା ନଦୀରୁ କୁକୁର କୋରୋନା ମୃତ ଶବ ଟାଣି ଖାଉଛି ?

COVID-19 ମାମଲା ଦିନକୁ ଦିନ ବଢ଼ୁଥିବା ବେଳେ, ସୋସିଆଲ ମିଡିଆରେ କିଛି ଫଟୋ ଉତ୍ତରପ୍ରଦେଶ ଏବଂ ବିହାରର ଗଙ୍ଗା କୂଳରେ ଶବ ଭାସୁଥିବା ଦାବିରେ ଭାଇରାଲ ହେଉଛି।  ହିପରି ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ ନଦୀ କୁଳରେ କୁକୁର ଶବକୁ ଘୋସାରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ. କୋରୋନା ମୃତ ଶରୀରକୁ ଗଙ୍ଗା ନଦୀରେ ଫିଙ୍ଗା ଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  […]

Continue Reading

କୋରୋନା ମାମଲା ଛାଡ଼ି ସ୍ୱାସ୍ଥ୍ୟମନ୍ତ୍ରୀ କୋଲକାତାରେ ବିଜେପି ସମର୍ଥକଙ୍କ ହତ୍ୟା ମାମଲାକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି ?

ସୋସିଆଲ ମିଡିଆରେ କୋରୋନା ମହାମାରି ପାଇଁ ହେଉଥିବା ଅବ୍ୟବସ୍ଥାକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ନାମରେ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଦେଶରେ COVID-19 ଦ୍ୱିତୀୟ ତରଙ୍ଗ ଧାରଣ କରିଥିବା ସ୍ଥିତିକୁ ସୁଧାରିବା ବଦଳରେ  ବିଜେପି ସମର୍ଥକ ହତ୍ୟା ମାମଲାକୁ ବିରୋଧ କରି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଧନ ପ୍ରଦର୍ଶନ କରୁଛନ୍ତି। ପଶ୍ଚିମବଙ୍ଗରେ ପୋଲ-ପୋଷ୍ଟ ହିଂସାର ଏକାଧିକ ଘଟଣାର ଖବର […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ବର୍ତ୍ତମାନ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲୁଥିବା ଯୁଧ୍ୟର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଇସ୍ରାଏଲ ଯୁଧ୍ୟ ବିମାନ ଆଜି ଗାଜା ସହରର ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜାର ହାମାସ ଶାସକମାନଙ୍କ ସହିତ ଚତୁର୍ଥ ଯୁଧ୍ୟର ସଂକେତ ଦେବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି। ହାମାସ ମଧ୍ୟଗାଜାର ନାଗରିକ ଅଞ୍ଚଳରୁ ଇସ୍ରାଏଲ ନାଗରିକ ଅଞ୍ଚଳ ଆଡ଼କୁ ରକେଟ ଉତକ୍ଷେପଣ କରିଥିଲା।  ଏହି ସମୟରେ ଫେସବୁକରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। […]

Continue Reading

କ’ଣ 5ଜି ଟେଷ୍ଟିଙ୍ଗ ସମୟରେ ବାହାରୁଥିବା ବିକିରଣ କାରଣରୁ ପକ୍ଷୀ ମାନଙ୍କ ମୃତ୍ୟୁ ହେଉଛି? ଜାଣନ୍ତୁ ସତ୍ୟ।

ଦେଶରେ ଟେକ୍ନୋଲୋଗୀ ଦିନକୁ ଦିନ ଆଗେଇ ଚାଲିଛି। ଗତ କିଛି ବର୍ଷରେ ଟେଲିକମ୍ କମ୍ପାନୀ ୨ଜି ରୁ ୩ଜି ଏବଂ ଏହା ପରେ ୪ଜି ସୁବିଧା ଦେଇଅଛି। ବର୍ତ୍ତମାନ ସୂଚନା ମିଳିଛି ଯେ ଗ୍ରାହକ ମାନଙ୍କ ପାଇଁ ୫ଜି ସୁବିଧା ଯୋଗାଇବାର ବାର୍ତ୍ତା ଚାଲିଛି।  ଟେଲିକମ୍ ବିଭାଗ ଏବଂ ଭାରତ ସରକାରର ଯୋଗାଯୋଗ ମନ୍ତରାଳୟ କହିଛି ଯେ ୫ଜି ପରୀକ୍ଷଣ ପାଇଁ ଅନୁମୋଦନ ଦିଆଯାଇଛି ଏବଂ ଟେଲିକମ୍ କମ୍ପାନୀ ଗୁଡ଼ିକ ଏହି ପରୀକ୍ଷା ପାଇଁ ଏହି ସପ୍ତାହରେ […]

Continue Reading

କ’ଣ ପଞ୍ଜାବର ଭାକରା କେନାଲରେ ବହୁଥିବା ମିଳିଛି ରେମଡେସିଭିର ଇଞ୍ଜେକ୍ସନ୍ ଶିଶି? ଜାଣନ୍ତୁ ସତ୍ୟ।

ଆମ ଦେଶ ବର୍ତ୍ତମାନ କରୋନା ଭାଇରସ ସହିତ ଲଢୁଛି ଏବଂ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ପହଞ୍ଚି ଯାଇଛି। ଏହି କାରଣ ହେତୁ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଭାରି ବୋଝ ପଡିଛି। ପ୍ରତ୍ୟେକ ଦିନ କରୋନାକୁ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟ ମଧ୍ୟରୁ କରୋନା ଟୀକା ସମ୍ବନ୍ଧିତ କିଛି ବିଭ୍ରାନ୍ତକାରୀ ପୋଷ୍ଟ ଭାଇରାଲ ହେଉଛି।  ଏକ ପୋଷ୍ଟ ମାଧ୍ୟମରେ କରୋନାରେ ବ୍ୟବହୃତ ଆନ୍ତିଭାଇରାଲ ଟୀକା […]

Continue Reading

ଟୀକାକରଣ ପାଇଁ ଖାଲି ସିରିଞ୍ଜ ବ୍ୟବହାର କରୁଥିବା ମହିଳାଙ୍କ ଭିଡିଓ ଭାରତର ?

ସୋସିଆଲ ମିଡିଆରେ କୋରୋନାକୁ ନେଇ ଅନେଖ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେଉଛି। ଏହି ସମୟରେ କୋରୋନା ଟିକା ଭାରତ ସରକାର ଦ୍ୱାରା ଲୋକମାନଙ୍କୁ ଦିଆଯାଉଥିବା ସମୟରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତିକୁ କୋରୋନା ଟିକା ଲଗାଯାଉଛି। କିନ୍ତୁ ଇଞ୍ଜେକ୍ସନ୍ ରେ ଭାକ୍ସିନ ନାହିଁ। ଖାଲି ଇଞ୍ଜେକ୍ସନ୍ ବ୍ୟକ୍ତି ଜଣକ ଶରୀରରେ ଦିଆ ଯାଇଛି। ଭାଇରାଲ ଭିଡିଓଟି ଭାରତର ବୋଲି ଦାବି କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା […]

Continue Reading

ପୁରୁଣା ଫଟୋକୁ COVID-19 ର ଦ୍ୱିତୀୟ ତରଙ୍ଗ ସହ ଜୋଡ଼ି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଦେଶରେ ବଢ଼ୁଥିବା COVID-19 ମାମଲା ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ସାମ୍ନାକୁ ଆସିଛ, ଯେଉଁଥିରେ ଜଣେ ଯୁବକ ବାଳକ ଡାକ୍ତରଖାନା ଭିତରେ ଷ୍ଟ୍ରେଚରକୁ ଠେଲି ନେଉଥିବାରେ ଦାଖାଯାଉଛି। ଫଟୋରେ ଦାବି କରାଯାଉଛି ଯେ, 2020ରେ ଦେଖା ଯାଇଥିବା ଫଟୋ ଠାରୁ  2021ର ଏହି ଫଟୋ ଆହୁରି ଦୁଃଖ ଦାୟକ।   Keonjhar News ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଲେଖାଯାଇଛି ଯେ, ଏହି ଦୃଶ୍ୟ ଦେଖିବାକୁ ଭାରତର କୈାଣସି […]

Continue Reading

ପଟନା ଗଙ୍ଗା ନଦୀରେ କୋରୋନା ମୃତ ଶରୀର ଭାସୁଛି ? ଜାଣନ୍ତୁ ସତ୍ୟତା।

ବିହାରର ଗଙ୍ଗା ନଦୀରେ COVID-19 ମୃତାହତଙ୍କ ମୃତଦେହ ପକା ଯାଉଥିବା ଦାବିରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରାଯାଉଛି । ଫଟୋରେ ନଦୀରେ ଅନେକ ମୃତ ଶରିର ଭାସୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବିହାରର ବକ୍ସର ଗଙ୍ଗା ନଦୀରେ ଭାସୁଛି କୋରୋନା ମୃତ ଦେହର । ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଛିବା ଦାବି ମିଥ୍ୟା ପ୍ରମାଣିତ ହେଲା।  12 ମେ ରେ Prabir Pattanayak ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading

କ’ଣ ଭାଇରାଲ ହେଉଥିବା ଭିଡିଓ ଆଜ୍ ତକ୍ ର ଆଗ ଧାଡ଼ିର ସାମ୍ବାଦିକ ରୋହିତ ସରଦାନାଙ୍କ ସେଶ ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ଆଜ୍ ତକ୍ ସାମ୍ବାଦିକ ରୋହିତ ସରଦାନାଙ୍କର କରୋନା ଚିକିତ୍ସା ସମୟରେ ହୃଦଘାତରେ ମୃତ୍ୟୁ ବରଣ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ବିଷୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମସ୍କ ପିନ୍ଧି ଏବଂ ହାତରେ ବ୍ୟାଣ୍ଡେଜ୍ ଲଗାଇଥିବା ବ୍ୟକ୍ତି ଦେଶରେ ଚାଲିଥିବା କୋଭିଡମାହାମାରୀ ଅବସ୍ଥା ଖରାପ ହେବା ବିଷୟରେ କହୁଛନ୍ତି। ଭିଡିଓ ଦାବି ଅନୁଯାୟୀ ଭିଡିଓରେ ଥିବା ବ୍ୟକ୍ତି ରୋହିତ ସରଦାନା ଅଟନ୍ତି ଏବଂ ଚିକିସ୍ତାଧୀନ […]

Continue Reading

Aspidosperma-Q କୋରୋନା ଆକ୍ରାନ୍ତର ଅମ୍ଳାଜନ ସ୍ତର ବଢ଼ାଇବାରେ ସାହାର୍ଯ୍ୟ କରେ ନାହିଁ ।

କରୋନା ମହାମାରି ସ୍ଥିତି ଭୟଙ୍କର ହେଲା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ପୋଷ୍ଟ ଭାଇରାଲ ହେଉଛି। ଅଲଗା ଅଲଗା କମ୍ପାନିର ମେଡ଼ିଶିନ ଖାଇବା ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଛି। ତେବେ ଏଥିମଧ୍ୟରେ Aspidosperma Q ନାମକ ଏକ ମେଡ଼ିଶିନ ଭାଇରାଲ କରାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଅମ୍ଳଜାନର କମି ହେଲେ ଏହି ଔଷଧ ନେଲେ ଅମ୍ଳଜାନ ସିଲିଣ୍ଡର ଦରକାର ପଡ଼ିବ ନାହିଁ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

ନରେନ୍ଦ୍ର ମୋଦି ମୁକେଶ ଅମ୍ବୀନି ପତ୍ନୀଙ୍କୁ ହାତ ଜୋଡ଼ି ମୁଣ୍ଡିଆ ମାରୁଛନ୍ତି ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ କରାଯାଉଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କୁ ହାତ ଜୋଡ଼ି ମୁଣ୍ଡ ନୁଆଁଇଥିବାର ଦେଖାଯାଉଛି। ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୁକେଶ ଅମ୍ବାନି ପତ୍ନୀ ନୀତା ଅମ୍ବାନିଙ୍କୁ କିପରି ହାତ ଜୋଡ଼ି ମୁଣ୍ଡିଆ ମାରୁଛନ୍ତି ଦେଖ। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  11 ଏପ୍ରିଲରେ Amiya Pandav ନାମକ […]

Continue Reading

ସାଉଦି ଆରବ ଭାରତକୁ ପଠାଇଥିବା ଅମ୍ଳଜାନ ଟ୍ୟାଙ୍କର ଏହା ଭିଡିଓ ନୁହେଁ।

ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ଭାବରେ ସେୟାର କରାଯାଉଛି ଯେଉଁଥିରେ ସାଉଦି ଆରବରୁ ଭାରତକୁ ଅମ୍ଳଜାନ ଟ୍ୟାଙ୍କର ପଠାଯାଉଛି ବୋଲି ଦର୍ଶାଯାଇଛି। COVID-19 ରୋଗୀଙ୍କ ଚିକିତ୍ସା ପାଇଁ ଦେଶରେ ବର୍ତ୍ତମାନ ମେଡିକାଲରେ ଅମ୍ଳଜାନ ଆବଶ୍ୟକତାକୁ ନେଇ ଏହି ଭିଡିଓ ସେୟାର କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  27 ଏପ୍ରିଲରେ Paewez Alam Khan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। […]

Continue Reading

କ’ଣ ପ୍ରକୃତରରେ କରୋନା ଠାରୁ ସୁରକ୍ଷା ଦେବା ମାସ୍କରେ ଛୋଟ ଛୋଟ ପୋକ ଅଛନ୍ତି? ଜାଣନ୍ତୁ ସତ୍ୟ।

ଭାରତରେ କରୋନା ଭାଇରସର ଦୁଇତୀୟ ତରଙ୍ଗ ମଧ୍ୟରେ ସୋସିଆଲ ମିଡିଆରେ କରୋନା ମୁକାବିଲା ପାଇଁ ପ୍ରୟାସ ସମୟରେ ମିଥ୍ୟା ତଥ୍ୟର ପୋଷ୍ଟ ଗୁଡ଼ିକ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ମାସ୍କରେ ପୋକ ଥିବା ଦାବି କରିଛନ୍ତି।  ଫେକଟ କୃସେଣ୍ଡୋ ପୋଷ୍ଟରେ କରା ଯାଉଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ଭିଡିଓରେ ଜଣେ ବ୍ୟକ୍ତି ମାସ୍କରେ ନିଆ ଲଗେଇବା ସମୟରେ ଦାବି […]

Continue Reading

କ’ଣ ବାଇକ୍ ରେ ଅମ୍ଳଜାନ ସିଲିଣ୍ଡର ନେଇ ଯାଉଥିବା ଫୋଟୋ ଭାରତର ଅଟେ? ଜାଣନ୍ତୁ ସତ୍ୟ।

ସମଗ୍ର ଭାରତରେକୋଭିଡ-୧୯ ମାମଲାରେ ତୀବ୍ର ବୃଦ୍ଧି ଘଟିଥିବା ବେଳେ ସୋସିଆଲ ମିଡିଆରେ ଏହା ନେଇ ମିଥ୍ୟା ଖବର ମଧ୍ୟ ବୃଦ୍ଧି ପାଇଛି। ରୋଗୀ ମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ଅମ୍ଳଜାନର ଅଭାବ ଦେଖା ଯାଇଥିବା ବେଳେ ସୋସିଆଲ ମିଡିଆରେ ସାହାଜ୍ଯ ପାଇଁ କ୍ରନ୍ଦନ ଚାଲିଥିବା ବେଳେ ବାଇକ୍ ରେ ବସିଥିବା ସମୟରେ ଜେନ ମହିଳା ଅମ୍ଳଜାନ ସିଲିଣ୍ଡର ଧରି ବସିଥିବାର ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋ ସହିତ ପୋଷ୍ଟରେ “ଆତ୍ମନିର୍ଭର ଭାରତ” ଲେଖା ଯାଇଅଛି।  ଫେକ୍ଟ […]

Continue Reading

ତୁର୍କୀ-ସିରିଆ ସୀମାରେ ଥିବା “ଟାଇଗ୍ରିସ୍ ନଦୀ” ରେ ଖନନ ସମୟରେ 3000 ବର୍ଷ ପୁରୁଣା ପ୍ରଭୁ ନରସିଂହଙ୍କ ପ୍ରତିମୂର୍ତ୍ତି ମିଳିଛି ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ 3,200 ବର୍ଷ ପୁରୁଣା ଭଗବାନ ନରସିଂହ ମୂର୍ତ୍ତି ଦେଖାଯାଇଛି ଯାହା ତୁର୍କୀ-ସିରିଆ ସୀମା ନିକଟରେ ଖନନ ସମୟରେ ମିଳିଥିବା ନେଇ ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ପ୍ରମାଣିତ ହେଲା।  17 ଏପ୍ରିଲରେ Jagannath Samal ନାମକ ଜଣେ ଫେସବୁକ୍ ୟୁଜର  ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି ଏବଂ ଓଡ଼ିଆରେ କ୍ୟାପସନରେ ଲେଖାଯାଇଛି ଯେ, “ତୁର୍କୀ-ସିରିଆ” ସୀମାରେ ଥିବା “ଟାଇଗ୍ରିସ୍ […]

Continue Reading

ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ଛାତ୍ର କୋରୋନା ନିରାକରଣ ପାଇଁ ଉପଚାର କାଢ଼ିଥିବା ଖବର ମିଥ୍ୟା ଅଟେ।

ସୋସିଆଲ ମିଡିଆରେ କୋରୋନା ଉପଚାରକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଇଛି ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ଛାତ୍ର ରାମ କୋଭିଡ-19 ଚିକିତ୍ସା ବା ମୁକାବିଲା ପାଇଁ ଏକ ଘରୋଇ ଉପଚାର ଯାହା ଆବିଷ୍କାର କରିଛନ୍ତି। ଏହାକୁ WHO ମଧ୍ୟ ଅନୁମୋଦନ ଦେଇଛି। ସେ ପ୍ରମାଣ କରିଛନ୍ତି ଯେ, ଗୋଟିଏ ଚାମଚ ହଳଦୀ ପାଉଡର, ଦୁଇ ଚାମଚ ମହୁ ଲଗାତାର 5 ଦିନ […]

Continue Reading

କ’ଣ ଅମ୍ଳଜାନ ସିଲିଣ୍ଡର ସହିତ ରାସ୍ତାରେ ବସିଥିବା ବୃଦ୍ଧ ମହିଳା କରୋନାରୁ ପୀଡ଼ିତ ଅଟନ୍ତି? ଜାଣନ୍ତୁ ସତ୍ୟ।

କରୋନା ଦେଶରେ ନିଜ କାୟା ବିସ୍ତାର କରିଲା ପରେ ରୋଗୀଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ଆବସଶ୍ୟକ ପଡ଼ିଛି। କିନ୍ତୁ ଅନେକ ରାଜ୍ୟରେ ଯତେଷ୍ଠ ଅମ୍ଳଜାନ ନଥିବାର ସୂଚନା ମଧ୍ୟ ଆସୁଛି। ଏହି କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ହେବାର ମଧ୍ୟ ଖବର ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଏହା ସହିତ ଡାକ୍ତରଖାନାରେ ବେଡ୍ ଅଭାବ ମଧ୍ୟ ହେଇଥିବା ଜଣା ପଡ଼ିଛି।  ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ବର୍ତ୍ତମାନ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୃଦ୍ଧ ମହିଳା ରାସ୍ତାରେ ଅମ୍ଳଜାନ […]

Continue Reading

କ’ଣ ରାସ୍ତାରେ ବସିଥିବା ବୃଦ୍ଧ ମହିଳାଙ୍କୁ ଜଣେ ଟ୍ରାଫିକ୍ ପୋଲିସ ଖାଇବାକୁ ଦେଉଥିବା ଫୋଟୋ କରୋନା ସମୟର ଅଟେ? ଜାଣନ୍ତୁ ସତ୍ୟ।

କରୋନା କାରଣରୁ ଅନେକ ଲୋକଙ୍କୁ ଅନେକ ପ୍ରକାର ଯନ୍ତ୍ରଣା ସହିବାକୁ ପଡ଼ୁଛି। ସାରା ଦେଶର ଲୋକେ ଏହି ରୋଗ ନେଇ ପିଡ଼ାରେ ଅଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ବସିଥିବା ବୃଦ୍ଧ ମହିଳାଙ୍କୁ ଜଣେ ଟ୍ରାଫିକ୍ ପୋଲିସ ଖାଇବାକୁ ଦେଉଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ଫୋଟୋ କରୋନା ସମୟର ଅଟେ।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ […]

Continue Reading

ଟାଇଫଏଡରେ ପୀଡିତ ରୋଗୀମାନଙ୍କୁ କରୋନା ଭାଇରସ୍ ରୋଗର ପିଡିତଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ କୋରୋନା ମହାମାରି ସ୍ଥିତିର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାରତରେ COVID-19 ର ବଢ଼ୁଥିବା ମାମଲାରେ ମେଡିକାଲରେ ହେଉଥିବା  ଅସୁବିଧା ଏବଂ ଅବ୍ୟବସ୍ଥାର ଖବର ଭାଇରାଲ ହେଉଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛ ଯେଉଁଥିରେ, ଚଟାଣରେ ପଡ଼ିଥିବା ରୋଗୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋ ଗୁଜରାଟର ଅଟେ। କୋରୋନା ରୋଗୀ ତଳେ ଚଟାଣରେ ପଡ଼ି ରହିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ […]

Continue Reading

ପିଲାଟି ପଇସା ନଥିବା ଲୋକଙ୍କୁ ମାଗଣା ମାସ୍କ ବାଣ୍ଟୁଛି ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି,ଯେଉଁଥିରେ ଏକ ଛଟୋ ପିଲା ମାସ୍କ ବିକ୍ରି କରୁଛି। ଫଟୋ ସହ ଦାବି କରାଯାଉଛି ଯେ, ପିଲାଟି  ଟଙ୍କା ନଥିବା ଲୋକଙ୍କୁ ମାଗଣାରେ ମାସ୍କ ଦେଉଛି, ତାଙ୍କ ମା ତାକୁ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  16 ଏପ୍ରିଲ Prasanta Nayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ମୁମ୍ବଇର ସ୍ଵାମୀ ନାରାୟଣ ମନ୍ଦିରରେ ନିର୍ମିତ ହେଇଥିବା କରୋନାର ଡାକ୍ତରଖାନାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଅନେକ ସାମାଜିକ ସଂଗଠନ କରୋନାର ଏହି ଦ୍ଵିତୀୟ ଲହର ସମୟରେ ଲୋକଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି। ବର୍ତ୍ତମାନ ସୋସିଆଲ ମଇଦାରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଏବଂ ଦାବି କରା ଯାଇଅଛି ଯେ ମୁମ୍ବଇର ସ୍ଵାମୀ ନାରାୟଣ ମନ୍ଦିରରେ କରୋନା ରୋଗୀଙ୍କ ପାଇଁ ଏକ ଡାକ୍ତରଖାନା ସ୍ଥାପନ କରା ଯାଇଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? ମୁମ୍ବାଇର ସ୍ବାମିନାରାୟଣ ମନ୍ଦିର କୁ […]

Continue Reading

ବର୍ତ୍ତମାନ ମମତା ବାନାର୍ଜୀ ଜଗନ୍ନାଥ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯାଇଥିବା ବେଳେ ପୁରୋହିତ ତାଙ୍କୁ ସେ ହିନ୍ଦୁ ନୁହଁନ୍ତି ବୋଲି କହି ମନ୍ଦିରରେ ପ୍ରବେଶ କରାଇନଥିଲେ ?

ସୋସିଆଲ ମିଡିଆରେ ଏଖ ଖବର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, କିଛି ଦିନ ତଳେ ମମତା ବାନାର୍ଜୀ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପାଇଁ ଆସିଥିବା ବେଳେ ତାଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲା।  ସେ ପ୍ରଭୁଙ୍କ ଦର୍ଶନ ନ ପାଇ ଫେରି ଆସିଥିଲେ। ଏହା ଛଡ଼ା ଦାବି କରାଯାଇଛି  ଯେ, ମନ୍ଦିର ପ୍ରଶାସନ ତାଙ୍କୁ କହିଛି ଯେ, କେବଳ ହିନ୍ଦୁମାନେ ଏହି ମନ୍ଦିରରେ ପ୍ରବେଶ କରିପାରିବେ ଏବଂ ସେ […]

Continue Reading

ଗରୀବଙ୍କ କଲ୍ୟାଣ ପାଇଁ ମୋଦୀ ଜୀ ୨୪ ଘଣ୍ଟା ଶୁଅନ୍ତି- ଅମିତ ଶାହ ?

ବଙ୍ଗଳାର ଷଷ୍ଠ ପର୍ଯ୍ୟାୟ ଅଭିଯାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା 17 ଏପ୍ରିଲରେ ବଙ୍ଗଳା ପହଞ୍ଚିଥିଲେ। ଅମିତ ଶାହା ପ୍ରଥମେ ଅମଦଙ୍ଗା ଠାରେ ଏକ ରୋଡ୍ ସୋ ପ୍ରଦର୍ଶନ କରିଥିଲେ। ତା’ପରେ ନାଦିଆ ଜିଲ୍ଲାର ଛାପ୍ରା ଠାରେ ହୋଇଥିବା ସମାବେଶକୁ ସମ୍ବୋଧିତ କରିଥିଲେ। ସୋସିଆଲ ମିଡିଆରେ  ଏହି ସଭାର ଭିଡିଓ କ୍ଲିପ୍ ର ଏକ ଛୋଟ ଅଂଶ ସେୟାର କରି ମିଥ୍ୟା ପ୍ରଚାର କରାଯାଉଛି। ଭିଡିଓରେ ଅମିତ ଶାହ କହୁଥିବାର ଦେଖାଯାଉଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ […]

Continue Reading

ପୁରୁଣା ଫୋଟକୁ ବର୍ତ୍ତମାନ କୋରୋନା ସମୟର କହି ଭାଇରାଲ କରାଯାଉଛି।

କୋରୋନା ମହାମାରିର ଦ୍ୱିତିୟ ଚରଣ ଚାଲୁଥିବା ବୋଳେ ଦେଶରେ ଏହାର ପ୍ରଭାବ ବିଢ଼ିବାରେ ଲାଗିଛି। ଏଥିମଧ୍ୟରେ କୁମ୍ଭମେଳାରେ ଜନ ଦହଳିକୁ ନେଇ ମଧ୍ୟ ଅନେକ ଫଟୋ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କୁମ୍ଭମେଳାରେ ନାଗା ସାଧୁ ସ୍ନାନ କରୁଥିବାର ଫଟୋ କିଛି ଭାଇରାଲ ହେଉଛି। ଯାହାକୁ ଫେସବୁକ ୟୁଜର ବର୍ତ୍ତମାନର କହି ଭାଇରାଲ କରୁଛନ୍ତି।  16 ଏପ୍ରିଲରେ Bhabani Prasad Das ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ନାଗା ସାଧୁଙ୍କ ଏକ […]

Continue Reading

ରୁଷିଆ ମ୍ୟୁଜିକ୍ ଭିଡିଓ ଅଂଶକୁ , ମିଥ୍ୟା COVID-19 ମୃତ ଶରିର ମିଡିଆ ସାମ୍ନାରେ ଦେଖାଉଥିବା ଦାବିରେ ଭାଇରାଲ ହେଉଛି।

ଦେଶରେ କରୋନା କେସ୍ ଅଧିକରୁ ଅଧିକ ସାମ୍ନାକୁ ପୁଣି ଆସୁଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। 12 ସେକେଣ୍ଡର ଏହି ଭିଡିଓରେ ଏକ ଟ୍ରକରେ କଳାଜରି ରଖାଯାଇଥିବାର ଦେଖାଯାଉଛି। କଳା ଜରିକୁ ଦେଖିଲେ ଲାଗୁଛି, ଜରିରେ ମଣିଶ ମୃତ ଶରିର ରଖାଯାଇଛି। ପୁଣି କ୍ୟାମେରା ଜୁମ ହୋବରୁ ଦେଖାଗଲା ଯେ, କଳା ଜରି ଭିତରେ ଜଣେ ବ୍ୟକ୍ତି ସିଗ୍ରେଟ ପିଉଛି। ଭିଡିଓ ସହ ଦାବି କରାଯାଇଛି ଯେ, ମିଡିଆ […]

Continue Reading

କ’ଣ ଆମାଜନ୍ ନିଜ ୩୦ ତମ ବାର୍ଷିକୀରେ ଗ୍ରାହକଙ୍କୁ ମାଗଣାରେ ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ୱ୍ହାତ୍ସଅପ୍ ରେ ଗୋଟିଏ ମେସେଜ ଖୁବ ଭାଇରାଲ ଯେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମାଜନ ନିଜ ୩୦ ତମ ବାର୍ଷିକୀ ଅବସରରେ ନିଜ ଗ୍ରାହକ ମାନଙ୍କୁ ମାଗଣାରେ ପୁରସ୍କାର ଦେଉଛି। ଏହି ମେସେଜରେ ଗୋଟିଏ ୱେବସାଇଟର ଲିଙ୍କ୍ ଦିଆ ଯାଇଅଛି। ଏହି ଲିଙ୍କରେ କ୍ଲିକ୍ କରିଲା ପରେ ଆମାଜନର ୱେବସାଇଟ ପରି ଗୋଟିଏ ୱେବସାଇଟ ଖୋଲିବା ଯାହାର ସର୍ଭେରେ ଭାଗ ନେଇଥିବା ଗ୍ରାହକଙ୍କୁ ଆମାଜନ ପୁରସ୍କାର ଦେବ।  ଫେକ୍ଟ କୃସେଣ୍ଡୋ ମେସେଜରେ ଥିବା […]

Continue Reading

କ’ଣ ମାସ୍କ ପିନ୍ଧିନଥିବାରୁ ଗୋଟିଏ ଲୋକକୁ ପୋଲିସ ମାରୁଥିବା ଏହି ଭିଡିଓ ହରିୟାନା ରାଜ୍ୟର ଘଟଣା ଅଟେ? ଜାଣନ୍ତୁ ସତ୍ୟ।

କରୋନା ପୁଣି ନିଜର କାୟା ବିସ୍ତାର କରିବା ଆରମ୍ଭ କରିଲା ପରେ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ଦେଇଛି। ମାସ୍କ ପିନ୍ଧିନଥିବା ଲୋକଙ୍କ ଜୋରିମାନା ମଧ୍ୟ ଭରିବାକୁ ପଡ଼ିବାର ନିୟମ ଲାଗୁ କରା ଯାଇଅଛି। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳୁଛି। କିଛି ସ୍ଥାନରେ ଏହି ନିୟମ ନେଇ ସରକାର ଏବଂ ପୋଲିସର ଲୋକଙ୍କ ପ୍ରତି ବିଭିନ୍ନ ବ୍ୟବହାର ମଧ୍ୟ ଦେଖିବାକୁ ମିଳୁଛି। ଏପରି ଗୋଟିଏ ଭିଡିଓ […]

Continue Reading

2019 କୁମ୍ଭମେଳା ଫଟୋକୁ ବର୍ତ୍ତମାନକ କହି ମିଥ୍ୟା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ କୁମ୍ଭମେଳାର ଏକ ଫଟୋ ଭାଇରାଲ ହେବାରେ ଲାଗାଛି। ଯେଉଁଥିରେ ଅସଂଖ୍ୟ ଲୋକ ଦେଖାଯାଉଛନ୍ତି। ଫଟୋ ସହ ଦାବି କରାଯାଇଛି ଯେ. ପୂର୍ବ ବର୍ଷ ତବଲିକମାନଙ୍କୁ ଜେପରି ଦାୟୀ କରାଯାଇଥିଲା, ସେହି ପରି ଏବର୍ଷର କୁମ୍ଭମେଳାର ହୋଇଥିବା ଜନ ଗହଳିକୁ ଦେଖ। କୋରୋନା ଥିବା ସତ୍ୱେ ମଧ୍ୟ ସଂଖ୍ୟାଧିକ ଲୋକ କୁମ୍ଭ ମେଳାରେ ସାମିଲ ହୋଇଛନ୍ତି।  ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ଅଟେ।  10 ଏପ୍ରିଲରେ Amiya Pandav ନାମକ […]

Continue Reading

କ’ଣ ଭିଡିଓରେ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତି ଛତିଶଗଡ ରାଜ୍ୟର ରାୟଗଡର ରାଜ୍ୟପାଲ ଅଟନ୍ତି? ଜାଣନ୍ତୁ ସତ୍ୟ।

କରୋନା ନିଜ କାୟା ପୁଣି ବିସ୍ତାର କରିବା ଆରମ୍ଭ କରିଲାଣି। ଏହା ନି ଲୋକଙ୍କ ମନରେ ଡର ମଧ୍ୟ ଦେଖିବାକୁ ମିଳୁଛି। ସରକାର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି। ଏହା ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ୱେବସାଇଟରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ମାସ୍କ ପିନ୍ଧିନଥିବା ଲୋକଙ୍କୁ ମାରୁଛନ୍ତି। ପୋଷ୍ଟର ଦାବି ଅନୁଯାୟୀ […]

Continue Reading

କୋରୋନା କାଳରେ କେଜରିୱାଲ ନିଜେ ମାସ୍କ ନ ପିନ୍ଧି ପିଲାକୁ ମାସ୍କ ପିନ୍ଧାଉଛନ୍ତି ?

ଦେଶରେ COVID-19 ପୁଣି ବ୍ୟାପିବାରେ ଲାଗିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଡେପୁଟି ମୁଖ୍ୟମନ୍ତ୍ରୀ ମନୀଷ ସିସୋଦଆଙ୍କ ସହ ଏକ ଛୋଟ ପିଲାର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅରବିନ୍ଦ କେଜ୍ରିୱାଲ ପିଲାଟିର  ମୁହଁରେ ମାସ୍କ ପିନ୍ଧାଉଥିବାର ଦେଖାଯାଉଛନ୍ତି।  ଫଟୋକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ  ଭାଇରାଲ ହେଉଛି ଯେ, ତିନି ନେତା ମାସ୍କ ନ ପିନ୍ଧି ପିଲାକୁ ମାସ୍କର ପିନ୍ଧେଇ ଫଟୋ ଉଠାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା […]

Continue Reading

3 ଏପ୍ରିଲରେ ଛତିଶଗଡର ବିଜେପୁର ନକ୍ସଲ ଆକ୍ରମଣରେ ଏହି 22 ଜଣ ଯବାନ ପ୍ରାଣ ହରାଇଛନ୍ତି?

ଛତିଶଗଡର ବିଜପୁରରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 22 ସୈନିକ ସହିଦ ହୋଇଥିଲେ ଏବଂ 32 ଜଣ ଆହତ ହୋଇଥିଲେ। ଏହାକୁ ନେଇ ସୋସିଆଲ  ମିଡିଆରେ ଜନସାଧାରଣ ମଧ୍ୟ ଶହୀଦ ସୈନିକମାନଙ୍କୁ ନିଜ ନିଜ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ କୋଲାଜ ମଧ୍ୟ ସେୟାର କରାଯାଉଛି, ଯେଉଁଥିରେ କିଛି ସୁରକ୍ଷା କର୍ମୀଙ୍କ ଫଟୋ ଅଛି ଏବଂ ସେମାନଙ୍କ ନାମ ଦିଆଯାଇଛି। ଏହି କୋଲାଜ ସହିତ ଦାବି […]

Continue Reading

ମୁସ୍ଲିମ ଦମ୍ପତି ତାଙ୍କ ଝିଅକୁ ହିନ୍ଦୁ ଧର୍ମରେ ବିବାହ କରାଇଲେ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ  ନୁଆଁ ବିବାହିତ ଦମ୍ପତି ମୁସ୍ଲିମ ବ୍ୟକ୍ତି ଏବଂ ମହିଳାଙ୍କୁ ମୁଣିଆ ମାରୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେରଳର ମୁସ୍ଲିମ ମା ଏବଂ ବାପା ନିଜ ଝିଅର ବାହାଘର ଏକ ସନାତନ ପିଲା ସହ କରିଦେଲେ, ଝିଅ ହିନ୍ଦୁ ଧର୍ମିରେ ସୁରକ୍ଷିତ ରହିବ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ।  4 ଏପ୍ରିଲରେ Rudra Raman Returns ନାମକ ଜଣେ ଫେସବୁକ […]

Continue Reading

ଦିଲ୍ଲିର ମୁସ୍ଲିମ ଜିମ୍ ଟ୍ରେନର ହିନ୍ଦୁ ମହିଳାଙ୍କୁ ଜିମ୍ ସିଖାଇବା ବାହାନାରେ ସ୍ପର୍ଶ କରୁଛନ୍ତି ?

ସୋସିଆଲ ମିଡିଆରେ ଜଣେ ଜିମ୍ ଟ୍ରେନର ଜଣେ ମହିଳା ଟ୍ରେନରକୁ ସ୍ପର୍ଶ କରୁଥିବା ଏକ ଭିଡିଓ ଭାଇରାଲ ହେଇଛି। ଭିଡିଓ ସହ ଦାବି କରାଯାଉଛି ଯେ,   ଜଣେ ମୁସଲମାନ ଜିମ୍ ଟ୍ରେନର ଦିଲ୍ଲୀର ଜଣେ ହିନ୍ଦୁ ମହିଳାଙ୍କୁ ଫାଶରେ ପକାଇବାର ଦୃଶ୍ୟ। ଦିଲ୍ଲୀର ମୁସଲମାନ ଜିମ୍ ଟ୍ରେନର ବିଲାଲ ଅହମ୍ମଦ ଖାନ ହିନ୍ଦୁ ପରିବାରର ଯୁବକ ଯୁବତୀଙ୍କୁ ଫାନ୍ଦରେ ପକାଇବା ପାଇଁ ଏକାଧିକ ଜିମ୍ ଚଳାଉଛନ୍ତି। ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା […]

Continue Reading

କ’ଣ ନରେନ୍ଦ୍ର ମୋଦି ଖାଲି ପଡ଼ିଆକୁ ଦେଖି ନିଜ ହାତ ହଲାଉଛନ୍ତି? ଜାଣନ୍ତୁ ସତ୍ୟ।

ଆସାମ ଏବଂ ପଶ୍ଚିମବଙ୍ଗରେ ନିର୍ବାଚନ ପାଖେଇ ଆସୁଥିବାରୁ ସୋସିଆଲ ମିଡିଆରେ ନେତାଙ୍କ ସଭା ଓ ସମାବେଶରେ କେତେ ଜନସମାଗମ ହେଉଛି ସେ ନେଇ ଆଲୋଚନା ଲାଗି ରହେ। ଏହା ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ଖାଲି ଭୂମିରେ ହାତ ବୁଲାଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ପୋଷ୍ଟ କରି ପରିହାସ କରି କୁହା ଯାଇଅଛି ଯେ “ଏତେ ଜନସମାଗମଯେ ଦେଖି ଆଖି ଲାଖି ଯାଉଛି।“  ଫେକ୍ଟ କୃସେଣ୍ଡୋର ଅନୁସନ୍ଧାନରେ ଏହି ଦାବି ଭୁଲ ପ୍ରମାଣିତ […]

Continue Reading

କ’ଣ କୃଶକଙ୍କ ବିରୁଦ୍ଧରେ ଟୁଇଟ କରିଲା ପରେ ଏହି ଭିଡିଓରେ ଅଭିନେତା ଅଜୟ ଦେବଗନଙ୍କ ଉପରେ ଆକ୍ରମଣ ହେଉଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଅଭିନେତା ଅଜୟ ଦେବଗନଙ୍କ ନାମରେ ସୋଇଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ତାଙ୍କ ଉପରେ ଆକ୍ରମଣ ହେଉଅଛି ବୋଲି ଦାବି କରା ଯାଇଅଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ କିଛି ଗାଡ଼ି ଚିଡ଼ା ହୋଇଅଛି ଏବଂ ଏହା ପାଖରେ କିଛି ଲୋକ ଲଢେଇ କରୁଛନ୍ତି।  ଫେକଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର?  ୨୯ ମାର୍ଚରେ ଜଣେ ଫେସବୁକ ୟୁଜର ଗୋଟିଏ […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀ ବାଙ୍ଗଲାଦେଶ ଗସ୍ତ ପରେ ବାଙ୍ଗଲାଦେଶ ମୁସ୍ଲିମଙ୍କ ପ୍ରଦର୍ଶନକରୁଥିବାର ଫଟୋ ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ମୋଦିଙ୍କ ଗ୍ରସ୍ତକୁ ନେଇ ବାଙ୍ଗଲା ଦେଶର ରାସ୍ତାରେ ମୁସ୍ଲିମମାନେ ଅଧିକ ସଂଖ୍ୟାରେ ପ୍ରଦର୍ଶନ କରୁଛନ୍ତି। ଏହା ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ଟ୍ୱିଟର ଆକାଉଣ୍ଟରେ ବିବେକ କାଫିର ନାମକ ଜଣେ ବ୍ୟକ୍ତି  ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ,ମୋଦି ବାଙ୍ଗଲାଦେଶ ଗ୍ରସ୍ତପରେ […]

Continue Reading

ଇମରାନ ଖାନଙ୍କ ପତ୍ନୀ କୋରୋନା ପୋଜିଟିଭ ଅଛନ୍ତି ?

ସୋସିଆଲ ମିଡିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇର୍ମାନ ଖାନଙ୍କ ସ୍ତ୍ରୀକୁ କୋରୋନା ହୋଇଥିବା ଦାବିରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଇମରାନ ଖାନଙ୍କ ପତ୍ନୀ କୋରୋନା ପୋଜିଟିଭ ହୋଇଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି  ମିଥ୍ୟା ପ୍ରମାଣିତ ହେଲା।  18 ମାର୍ଚ୍ଚରେ Kaliash Gupta ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଇମରାନ ଖାଁ ବିବିକୁ କରୋନା […]

Continue Reading

ଉତ୍ତରାଂଚଳ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ଗ୍ରାଜୁଏସନ ଦିନରେ ବ୍ରିଟିସ ଏରାର କଳା କୋଟକୁ ନ ପିନ୍ଧି କୁର୍ତା ଏବଂ କମଳା ସ୍କାର୍ଫ ପିନ୍ଧିଥିଲେ ?

ସୋସିଆଲ ମିଡିଆରେ ହିନ୍ଦୁ ମୁସ୍ଲିମ ଏବଂ ଅନେକ ରାଜନୈତିକ ଖବରକୁ ନେଇ ଅନେକ ଫଟୋ ଏବଂ ଭିଡିଓ  ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଝିଅ ଫଟୋ ଉଠାଉଛି ଏବଂ ପଛରେ ଅନ୍ୟ ଛାତ୍ରମାନେ କମଳାଙ୍କର ସ୍କାର୍ଫ ପକାଇ କୁର୍ତା ପିନ୍ଧିଥିବାର ଦେଖାଯାଉଛିନ୍ତି। ଫଟୋରେ ଦାବି କରାଯାଇଛି ଯେ, ଉତ୍ତରାଂଚଳ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ତାଙ୍କ ଗ୍ରାଜୁଏସନ ଦିନରେ ବ୍ରିଟିସ ଇରାରେ ପିନ୍ଧୁଥିବା କଳା କୋଟକୁ […]

Continue Reading

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏଡିଟ୍ ଭିଡିଓକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀରେ ଏକ ବିବୃତ୍ତି ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମୋଦି କହୁଛନ୍ତି ‘ଗରିବ ଲୋକଙ୍କୁ ସ୍ୱପ୍ନ ଦେଖାଅ, ସେମାନଙ୍କୁ ମିଛ କୁହ, ପରସ୍ପର ମଧ୍ୟରେ ଲଢ଼ାଅ ଏବଂ ଶାସନ କର। ପୋଷ୍ଟ ସହ ଦାବି କରାଯାଇଛି ଯେ, ନରେନ୍ଦ୍ର ମୋଦି ତାଙ୍କ ସଫଳତାର ରହସ୍ୟ ଲୋକଙ୍କୁ କହୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 22 ମାର୍ଚ୍ଚରେ Haraprasad Behera ନାମକ […]

Continue Reading

କ’ଣ ନିତା ଅମ୍ବାନୀଙ୍କୁ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ପ୍ରୋଫେସର ପଦବୀରେ ନିଯୁକ୍ତି କରା ଯାଇଅଛି?

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ବନାରସ ହୁନ୍ଦୁ ବିଶ୍ଵବିଦ୍ୟାଳୟରେ ନିଟା ଆମ୍ବାନୀଙ୍କୁ ଅତିଥି ପ୍ରୋଫେସର ପଦବୀରେ ନିଯୁକ୍ତି କରା ଯାଇଅଛି। ଏହା କୁ ନିନ୍ଦା କରି ଏହା ମଧ୍ୟ କୁହା ଯାଇଅଛି ଯେ ବର୍ତ୍ତମାନ ପିଲା ମାନେ ଦେଶକୁ କେଉଁ ପରି ଲୁଟନ୍ତି ଶିଖି ପାରିବେ।  ଫେକଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ […]

Continue Reading

କ’ଣ ମମତା ବାନେର୍ଜି ବାମ ଗୋଡ଼ରେ ଆହତ ହେଇଥିବା ନାଟକ କରୁଛନ୍ତି? ଜାଣନ୍ତୁ ସତ୍ୟ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମମତା ବାନେର୍ଜିଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏହା ପରେ ଡାକ୍ତରଖାନାରେ ଗୋଡ଼ରେ ପ୍ଲାଷ୍ଟର ଲାଗୁଥିବା ଫୋଟୋ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେଉଛି। ଏହା ସହିତ ମମତା ବାନେର୍ଜିଙ୍କର ୱ୍ହିଳ ଚେୟାରରେ ବସିଥିବା ଗୋଟିଏ ଫୋଟୋ ଶେୟାର କରା ଯାଉଛି ଯେଉଁଥିରେ ତାଙ୍କର ଡାହାଣ ଗୋଡ଼ ପ୍ଲାଷ୍ଟର ହେଇଛି। ଏହି ଦୁଇଟି ଫୋଟୋ ସହିତ ଦାବି କରା ଯାଇଅଛି ଯେ ମମତା ବାନେର୍ଜି ଗୋଡ଼ ଆଘାତ ହେଇଥିବା ଅଭିନୟ […]

Continue Reading

ମୁସ୍ଲିମ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ମାରୁଥିବାର ଭିଡିଓ ଦକ୍ଷିଣ ଭାରତର ?

ସୋସିଆଲ ମିଡିଆରେ ମୁସ୍ଲିମ ଏବଂ ହିନ୍ଦୁ ମାନଙ୍କୁ ନେଇ ଅନେକ ସାମ୍ପପ୍ରଦାୟକ ଭିଡିଓ ଏବଂ ଫଟୋ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଏହି ପରି ଏକ 1.30 ମିନିଟ୍ ଭିଡିଓ ଭାଇରାଲ ହେବାରେ ଲେଗିଛି, ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତି କୁ ବାଡ଼ିରେ ମାରୁଥିବାର ଦେଖାଯାଉଛି। ବ୍ୟକ୍ତି ଜଣକ ଗାଡ଼ି ପାଖରେ ପଡ଼ିବା ପରେ ଆଖ ପାଖରେଥିବା ଲୋକମାନେ କ୍ଷତାକ୍ତ ବ୍ୟକ୍ତି କୁ ଉଠାଇ ନେଉଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, […]

Continue Reading

ମୁସ୍ଲିମ ଯୁବକ ମନ୍ଦିର ଭିତରେ ପଶି ଭଗବାନ ଶିବଙ୍କ ଉପରେ ପରିସ୍ରା କରୁଛି ?

ସୋସିଆଲ ମିଡିଆରେ ହିନ୍ଦୁ ମୁସ୍ଲିମ ଭାଇଚାରାକୁ ନେଇ ଅନେକ ବାଦ ବିବାଦ ଲାଗି ରହିଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବକ ମନ୍ଦିର ଭିତରେ ଭଗବାନ ଶିବଙ୍କ ଉପରେ ପରିଶ୍ରା କରୁଛି। ଭିଡିଓରେ ଦାବି କରାଯାଉଛି ଯେ, ଭିଡିଓରେଥିବା ପିଲା ମୁସ୍ଲିମ ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।  16 ମାର୍ଚ୍ଚରେ Jeevan Rout ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓପୋଷ୍ଟ […]

Continue Reading

ରୋହିଙ୍ଗ୍ୟା ବ୍ୟକ୍ତି ଜଣକ ହିନ୍ଦୁମାନଙ୍କୁ ଏବଂ ଦେଶକୁ ଖୁଲମ ଖୁଲା ଧମକ ଦେଉଛି ?

ସୋସିଆଲ ମିଡ଼ିଆରେ ରୋହିଙ୍ଗ୍ୟା ମାନଙ୍କ ନାମରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଖୁଲମ ଖୁଲା ହିନ୍ଦୁମାନଙ୍କୁ ଧମକ ଦେଉଥିବାର ଦେଖାଯାଉଛି। ଭିଡିଓରେ ଦେବି କରାଯାଉଛି ଯେ, ରୋହିଙ୍ଗ୍ୟାମାନେ ଦେଖ କେତେ ଶାନ୍ତି ପୂର୍ଣ୍ଣ ଭାବରେ ହିନ୍ଦୁମାନଙ୍କୁ ଏବଂ ଦେଶକୁ ଧମକ ଦେଉଛି। ଭିଡିଓରେ ବ୍ୟକ୍ତି ଜଣକ କହୁଛି, “ଆମେ ଶାନ୍ତି ପୂର୍ଣ୍ଣ ଭାବରେ ରହି ଆସିଛୁ , ଆମକୁ ବଦନାମ ନ କରାଯାଉ, ଆମେ ଅମନ ଏବଂ ଶାନ୍ତି ଦେଶରେ ରହୁ। […]

Continue Reading

ୟମନ ଦେଶର ଫଟୋକୁ ଭାରତର କହି ସାମ୍ପ୍ରଦାୟିକ ରୂପ ଦିଆଯାଉଛି।

ଉତ୍ତର ପ୍ରଦେଶର ଗାଜିୟାବାଦରେ ହିନ୍ଦୁ ଯୁବକ ଏକ ମୁସ୍ଲିମ ପିଲାକୁ ମାରୁଥିବାର ମାମଲା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହିନ୍ଦୁ ଯୁବକର ମୁସ୍ଲିମ ପିଲାକୁ ଏପରି ପିଟିବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନିଛି। ଭାଇରାଲ ଭିଡିଓ ସହ ଦୁଇଟି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ଭିଡିଓରେ ମଡ଼ ଖାଇଥିବା ପିଲାର ଫଟୋ , ଯାହାର ଦେହରେ ଏତେ ଖତ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ […]

Continue Reading

ମମତା ବାନର୍ଜିଙ୍କ ଫଟୋକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜିର ଗୋଡ଼ ଭାଙ୍ଗିଲା ପରେ ,ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ମମତା ବାନର୍ଜି ଭଲହୋଇ ହୋସ୍ପିଟାଲରୁ ଫେରିବା ପରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସେ ୱିଲ ଚେୟାରରୁ ଉଠି ଚାଲୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ନିର୍ବାଚନ ପ୍ରଚାର ସରିଲା ପରେ ମମତା ଦିଦି ହ୍ୱିଲ ଚେୟାରୁ ଉଠିଗଲେ। ଅଭିନୟ କରି ଭୋଟ ନେଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା […]

Continue Reading

ଦୁବାଇର ମୁସ୍ଲିମ ମହିଳାମାନେ ମସଜିଦରେ ରାମ ଭଜନ ଗାଉଛନ୍ତି ?

ସୋସିଆଲ ମିଡିଆରେ ହିନ୍ଦୁ ମୁସ୍ଲିମ ବିବାଦକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେଥିମଧ୍ୟରୁ ଅନ୍ୟ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମୁସ୍ଲିମ ମହିଳାମାନେ ବୁର୍ଖା ପିନ୍ଧି ମସଜିଦରେ ରାମ ଭଜନ ଗାଉଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଭାଇରାଲ ହେଉଥିବା ଏହି ଭିଡିଓ ଭାରତର ନୁହେଁ ବରଂ ଦୁବାଇର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି […]

Continue Reading

ମୁଁ କ୍ଷମତାକୁ ଆସିଲେ ଭାରତକୁ ଏକ ଇସଲାମ ଦେଶରେ ପରିଣତ କରିଦେବି ଏବଂ ଏଠାରେ କୌଣସି ହିନ୍ଦୁ ରହିବେ ନାହିଁ- ବଦରୁଦ୍ଦିନ ଅଜମଲ?

ଦେଶରେ ବର୍ତ୍ତମାନ ଅଲଗା ଅଲଗା ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଯେଉଁଥିରେ ଆସାମ ମଧ୍ୟ ସାମିଲ ଅଛି। ଆସାମରେ AIUDF କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମିଳିତ ମଞ୍ଚରେ ଯୋଗ ଦେଇ ନିର୍ବାଚନ ଲଢ଼ିବାକୁ ଯାଉଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଆସାମର ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ନେତା ବଦରୁଦ୍ଦିନ ଅଜମଲଙ୍କ ଏକ ଛୋଟ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଅଜମଲ କହିଛନ୍ତି ଯେ ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ଭାରତକୁ […]

Continue Reading

କ’ଣ କୁୱେତି ଅରବପତି ନାସୀର ଅଲ-ଖରାଫୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତିର ଏହି ସବୁ ଫଟୋ?

କୁୱେତ ଅରବପତି ନାସୀର ଅଲ-ଖରାଫୀ ମୃତ୍ୟୁ ପରେ ତାଙ୍କ  ସମ୍ପତିର ଲାଷ୍ଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, କୁୱେତି ଆରବପତି ନାସୀର ଅଲ-ଖରାଫୀ ଏତେ ବଡ଼ ଅରବପତୀ ହେଲେ ମଧ୍ୟ ଶେଷରେ ତାଙ୍କୁ 3 ଫୁଟ ଗାତରେ ସମାପନ କରି ଦିଆଗଲା। ତାଙ୍କ ସମ୍ପତୀର ଶେଷ ଫଟୋ ଦେଖନ୍ତୁ। ଅନୁସନ୍ଧାନରେ ଆମେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  9 ମାର୍ଚ୍ଚରେ Amitabh Patra ନାମକ […]

Continue Reading

ଭାଇରାଲ ଫଟୋର ବର୍ତ୍ତମାନ ଶିମିଳିପାଳରେ ଲାଗିଥିବା ନିଆଁ ସହ କୌଣସି ସମ୍ପର୍କ ନାହିଁ।

ଗତ 10 ଦିନ ହେଲା ଶିମିଳିପାଳରେ ନିଆଁ ଲାଗିଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଅନେକ ଫଟୋ ଶିମିପାଳରେ ନିଆଁ ଲାଗିଥିବା ଦାବିରେ ଭାଇରାଲ କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ କରାଯାଉଥିବା ଫଟୋ ମିଥ୍ୟା ଦାବିରେ ଭାଇରାଲ କରାଯାଉଥିବା ସ୍ପଷ୍ଟ ହୋଇଛି। 6 ମାର୍ଚ୍ଚରେ Banoj Patra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଶିମିଳିପାଳ ଜଙ୍ଗଲ ଜଳୁଛି। […]

Continue Reading

କ’ଣ ପୋଷ୍ଟ ହେଇଥିବା ଫୋଟୋ ବର୍ତ୍ତମାନ ସମୟରେ ସୀମିଳିପାଳ ଅଗ୍ନିକାଣ୍ଡର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ସୀମିଳିପାଳ ଅଗ୍ନିକାଣ୍ଡ ଘଟଣା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେଉଛି। ଏହି ପରି ଗୋଟିଏ ପୋଷ୍ଟକୁ ଫେକ୍ଟ କୃସେଣ୍ଡୋ ମିଥ୍ୟା ପ୍ରମାଣ କରି ସାରିଛି। ୪ ମାର୍ଚରେ ଏହି ପୋଷ୍ଟରେ ୪ଟି ଫୋଟୋ ଭାଇରାଲ କରି ଦାବି କରା ଯାଇଅଛି ଯେ ଏହି ଫୋଟୋ ସିମିଳିପାଳ ଅଗ୍ନିକାଣ୍ଡର ଫୋଟୋ ଅଟେ। ଗତ ୧୦ ଦିନରୁ ଅଧିକ ହେଲାଣି ଏହି ଅଗ୍ନିକାଣ୍ଡ ଲାଗି ରହିଛି।  ଫେକ୍ଟ କୃସେଣ୍ଡୋ ଏହି ଫୋଟୋ ସିମିଳିପାଳର ହେଇଥିବା ଦାବିକୁ […]

Continue Reading

ଆନ୍ଧ୍ରପ୍ରଦେଶରେ ହିନ୍ଦୁମାନଙ୍କର ପବିତ୍ର ସ୍ଥାନରେ ଖ୍ରୀଷ୍ଟିଆନମାନେ କ୍ରଶ ପ୍ରତିଷ୍ଠା କରିଛନ୍ତି ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ ଆନ୍ଧ୍ରପ୍ରଦେଶର ଇଡାଲପଡୁରେ ମା ସୀତାଙ୍କ ପାଦ ପଡ଼ିଥିବା ସ୍ଥାନରେ ଖ୍ରୀଷ୍ଟିଆନମାନେ ବେଆଇନ କ୍ରସ ସ୍ଥାପନ କରାଯାଇଛି। ଏହି ଫଟୋର ପଛ ଭାଗରେ ପ୍ରଭୁ ନରସିଂହଙ୍କର ଏକ ପ୍ରତିମୂର୍ତ୍ତି ଅଛି।  ଅନ୍ୟ ଫଟୋରେ କ୍ରସ ଚିହ୍ନ ସହିଛି।  2 ମାର୍ଚ୍ଚରେ ତରୁଣ କୁମାର ଜାଲବାନୁଆର ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି […]

Continue Reading

କ’ଣ ହେଲିକପ୍ଟର ଦ୍ଵାରା ନିଆ ଲିଭେଇବାର ଏହି ଫୋଟୋ ବର୍ତ୍ତମାନ ସିମିଳିପାଳରେ ଘଟି ଥିବା ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ତଳେ ଓଡିଶା ରାଜ୍ୟର ସିମିଳିପାଳ ଜଙ୍ଗଲରେ ଭୀଷଣ ନିଆ ଲାଗିଅଛି। ସରକାର ଏହି ନିଆକୁ ଲିଭାଇବାର ଚେଷ୍ଟା କରୁଛି। ଏହି ଘଟଣା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେଉଛି। ଆଜି 6 ମାର୍ଚରେ ଜଣେ ଫେସବୁକ ୟୁଜର ତିନିଟା ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ହେଲିକପ୍ଟରରେ ନିଆ ଲିଭେଇବାର ଅଭିଯାନ ହେଉଛି। ଦାବି ଅନୁଯାୟୀ ଏହି ଫୋଟୋ ସିମିଳିପାଳ ଅଗ୍ନିକାଣ୍ଡର ଫୋଟୋ ଅଟେ।  ଫେକ୍ଟ କୃସେଣ୍ଡୋ ଏହି ଦାବିକୁ ମିଥ୍ୟା […]

Continue Reading

କ’ଣ ସାବରକର ୨ଟା ଆଜୀବନ କାରାବାସ ପୁରା ଭୋଗ କରିଥିଲେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଶେୟାର କରା ଯାଇଅଛି ଯେଉଁଥିରେ କୁହା ଯାଇଅଛି ଯେ ବୀର ସାବରକର ଦୁନିଆର ଏକମାତ୍ର ସ୍ଵତନ୍ତ୍ରତା ସେନାନୀ ଯାହାକୁ ୨-୨ ଆଜୀବନ କାରାବାସ ଦଣ୍ଡ ମିଳିଥିଲା ଏବଂ ସେ ତାଙ୍କର ଦଣ୍ଡ ସମ୍ପୂର୍ଣ ଭାବରେ ଭୋଗ କରିଥିଲେ।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି […]

Continue Reading

ପ୍ରିୟାଙ୍କା ଗାନ୍ଧୀଙ୍କ ଅସଲି ଭିଡିଓକୁ କ୍ଲିପ୍ କରି ଭୁଲ ପ୍ରସଙ୍ଗ ସହିତ ଭାଇରାଲ କରା ଯାଇଅଛି। ପୁରା ସତ୍ୟତା ଜାଣନ୍ତୁ।

ମିଥ୍ୟା ଦାବି ସହିତ ରାଜନେତାଙ୍କ କ୍ଲିପ୍ ଭିଡିଓ ପ୍ରାୟତ ଇଣ୍ଟର୍ନେଟ୍ ରେ ଭାଇରାଲ ହୋଇଥିବା ମିଳେ। ବର୍ତ୍ତମାନ ସମୟରେ ପ୍ରିୟାଙ୍କା ଗାନ୍ଧୀଙ୍କ ଆସାମର ଲଖ୍ମିପୁର ଅଞ୍ଚଳ ଗ୍ରସ୍ତ ସମୟର ଗୋଟିଏ ଭିଡିଓ କ୍ଲିପ୍ ଭାଇରାଲ ହେଇ ଚର୍ଚାର ବିଷୟ ପାଲଟିଛି ଯେଉଁଥିରେ ସେ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ରଣନୀତି ପ୍ରକାଶ କରୁଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ଏହି ଭିଡିଓରେ ପ୍ରିୟାଙ୍କା ଗାନ୍ଧୀ […]

Continue Reading

ଦୁଇ ବର୍ଷ ପୁରୁଣା ଫଟୋକୁ କୋଲକାତାରେ କଂଗ୍ରେସ ଏବଂ ବାମପନ୍ଥି ଗଠବନ୍ଧନ ରାହିରେ ପ୍ରବଳ ଜନସମାବେଶ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।

ପଞ୍ଚିମବଙ୍ଗରେ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରୁ କିଛି ଫଟୋ ମିଥ୍ୟା ଦାବିରେ ଭାଇରାଲ ହେଉଛି। ଏହି ପରି ଦୁଇଟି ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସଂଖ୍ୟାଧିକ ଲୋକ ଭିଡ଼ ହୋଇଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ୱେସ୍ଟବେଙ୍ଗାଲରେ କଂଗ୍ରେସ ଗଠବନ୍ଧନର ନିର୍ବାଚନରେ ପ୍ରବଳ ଜନସମାବେଶ କିନ୍ତୁ ଗୋଦୀ ମିଡିଆ ଏହାକୁ ଦେଖାଉ ନାହିଁ। ଆମ ଅନୁସନ୍ଧାନରେ […]

Continue Reading

କ’ଣ କୋଏମ୍ବାଟୁର ଗୋଟିଏ ହୋଟେଲରେ ଗର୍ଭ ନିରୋଧ ବଟିକା ମିଶେଇ ବିରିଆନୀ ତିଆରି କରା ଯାଉଅଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ବିରିୟାନୀ ଥାଳି ସହିତ ଚିଡ଼ା ହେଇଥିବାର ଦେଖିବାକୁ ମିଳିଛି। ଏହା ସଥେ କିଛି ବଟିକାର ଫୋଟୋ ମଧ୍ୟ ଅଛି। ଏହି ଫୋଟୋ ପୋସ୍ତ କରି ଦାବି କରା ଯାଇଅଛି ଯେ କୋଏମ୍ବାଟୁରର ଗୋଟିଏ ହୋଟେଲରେ ହିନ୍ଦୁ ଗ୍ରାହକଙ୍କ ବିରିୟାନୀ ତିଆରି କରିବା ପାଇଁ ଗର୍ଭ ନିରୋଧ ବଟିକାର ବ୍ୟବହାର କରା ଯାଉଛି। ଏହ ହୋଟେଲର ନାମ ମାଶାହ ଆଲ୍ଲାହ ଅଫ ରେହମାନ ବିସ୍ମିଲ୍ଲାହ […]

Continue Reading

କେରଳରେ ମୁସ୍ଲିମ ସଂଗଠନ ଆରଏସଏସର କାର୍ଯ୍ୟକର୍ତ୍ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି?

କେରଳରେ ବିଧାନସଭା ନିର୍ବାଚନ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫଟୋ ପୋଷ୍ଟ ହେଉଥିବାର ଦେଖାଯାଉଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆରଏସଏସ ୟୁନିଫର୍ମରେ ଦୁଇଜଣ ବ୍ୟକ୍ତିଙ୍କୁ ବାନ୍ଧୀ ଏକ ମୁସ୍ଲିମ ଗୋଷ୍ଠୀ ନେଇ ଯାଉଥିବାର ଦେଖାଯାଉଛନ୍ତି।  ଦାବି କରାଯାଉଛି ଯେ, “କେରଳରେ, ପିଏଫଆଇ ଆତଙ୍କବାଦୀ ସଂଗଠନ ବିଶ୍ୱର ସର୍ବବୃହତ ସଂଗଠନ ଆରଏସଏସର କାର୍ଯ୍ୟକର୍ତ୍ତାଙ୍କ ହାତ ବନ୍ଧି ବଜାରରେ ବୁଲାଉଛନ୍ତି, ବର୍ତ୍ତମାନ ସୁଦ୍ଧା ଜଣେ ବାମପନ୍ଥୀ ଏହା ବିରୁଦ୍ଧରେ କହିବେ ନାହିଁ!   […]

Continue Reading

କ’ଣ ସରକାରି କର୍ମିଚାରି ଲୋକ ଦେଖାଣିଆ କୋରୋନା ଟିକା ନେବାର ବାହାନା କରୁଛନ୍ତି? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସରକାରୀ କର୍ମିଚାରି  କୋରୋନା ଟୀକା ନେଉଥିବାର ବାହାନା କରୁଥିବା ଦେଖିବାକୁ ମିଳିଛି। ଅନେକ ଲୋକ ଏହି ଭିଡିଓ ସେୟାର କରୁଛନ୍ତି ଯେ ଏହି ଦୁଇ ସରକାରୀ କର୍ମଚାରୀ ଟୀକାକରଣ ନେଇ ନାହାଁନ୍ତି ବରଂ କ୍ୟାମେରା ଆଗରେ ଛଳନା କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  22 ଜାନୁଆରିରେ Jay Naveen ନାମକ ଜଣେ ଫେସବୁକ ୟୁଜର […]

Continue Reading

ବିଦେଶି ପିଲା ଗାଉଛନ୍ତି ରାମାୟଣ ଗୀତ?

ରାମ ଏବଂ ହିନ୍ଦୁ ଧର୍ମକୁ ନେଇ ବିଜେପି ଏବଂ ତାଙ୍କ ପ୍ରଶଂସକମାନେ ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ରାମ ଭକ୍ତ ହେବାକୁ ନେଇ ଅନେକ ଭୁଲ ଭିଡିଓ ମଧ୍ୟ ପୋଷ୍ଟ କରାଯାଉଛି। ଏହି ପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିଦେଶରେ ହେଉଥିବା ଏକ ଅଡିଶନରେ ବିଦେଶି ଛୁଆ ଦୁଇ ଜଣ ରାମାୟଣ ଗୀତ ଗାଉଥିବାର ଶୁଣିବାକୁ ମିଳୁଛି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ବିଦେଶି ପିଲା […]

Continue Reading

କୃଷି ଆନ୍ଦୋଳନର ଏହି ସଗଡ଼ ରାଲି ନ୍ୟୁଜ ଚ୍ୟାନେଲରେ ପ୍ରକାଶିତ କରାଯାଇ ନାହିଁ? ଜାଣନ୍ତୁ ସତ୍ୟତା।

ଏକ ସଗଡ଼ ରାଲିର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଯେଉଁଥିରେ ଦାବି କରାଯାଉଛି  ଯେ, ନୂତନ ଚାଷି ଆଇନ ବିରୁଦ୍ଧରେ କୃଷକଙ୍କ ବିରୋଧ ଭାରତର ପ୍ରତ୍ୟେକ ଗ୍ରାମାଞ୍ଚଳରେ ପହଞ୍ଚିଛି। ଏହା ଗୋଦି ମିଡ଼ିଆକୁ ଦେଖା ଯାଉ ନାହିଁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ମିଥ୍ୟା ପ୍ରମାଣିତ ହୋଇଛି।   20 ଫେବୃଆରିରେ Social Media – Odisha PCC ପେଜରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଦାବି କରାଯାଇଛି ଯେ, ଦେଶର ଗାଁ ଗାଁକୁ […]

Continue Reading

କ’ଣ ଆନ୍ଦୋଳନକାରୀଙ୍କ ଉପରେ ପାଣି ତୋପରେ ଆକ୍ରମଣ କରୁଥିବା ଭିଡିଓ ଫ୍ରାନ୍ସ ଦେଶର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି। ଏହି ଆନ୍ଦୋଳନ ସମୟରେ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ପାଣି ତୋପରେ ଆକ୍ରମଣର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ପୋଷ୍ଟର ଦାବି ଅନୁଯାୟୀ ଏହା ଫ୍ରାନ୍ସ ଦେଶର ଭିଡିଓ ଅଟେ।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୩୧ ଜାନୁଆରୀରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ […]

Continue Reading

କେରଳରେ ଯୋଗୀଙ୍କୁ ବିଜେପି କର୍ମୀ ବିଜେପି ପତାକା ପ୍ରସ୍ତୁତ କରି ସ୍ୱାଗତ କରିଛନ୍ତି?

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେରଳ ଗ୍ରସ୍ତରେ ଯାଇଥିବା ବେଳେ ସୋସିଆଲ ମିଡିଆରେ ଏହାର ଅନେକ ଫଟୋ ଏବଂ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଲୋକମାନେ ବିଜେପିର ପଦ୍ମଚିହ୍ନ ବନାଇ ଠିଆ ହୋଇଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେରଳରେ ଯୋଗୀଙ୍କୁ ଏହିପରି ଢଙ୍ଗରେ କଲେ ସ୍ୱାଗତ।  22 ଫେବୃଆରିରେ Srikant Das ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। […]

Continue Reading

ଅରବିନ୍ଦ କେଜ୍ରିୱାଲଙ୍କ ସହ ଫଟୋରେ ଦେଖାଯାଇଥିବା ଝିଅ ନିକିତା ଯାଦବ ? ଜାଣନ୍ତୁ ସତ୍ୟତା।

କୃଷି ଆନ୍ଦୋଳକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବା ସମୟରେ କୃଷି ଆନ୍ଦୋଳନ ଦ୍ୱାରା ଦର୍ଶାଯାଇଥିବା ବିବାଦୀୟ ଟୁଲ୍କିଟ୍ ମାମଲାରେ 21 ବର୍ଷିୟ ଦିଶା ରବିଙ୍କୁ ଗିରଫ କରାଯାଇଥିଲା। ଏହା ପରେ ଜଳବାୟୁ କାର୍ଯ୍ୟକର୍ତ୍ତା ନିକିତା ଯାଦବଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି ଏବଂ ଏହା ପରେ ନିକିତା ଯାଦବ ବମ୍ବେ ହାଇକୋର୍ଟରେ ପହଞ୍ଚିଛନ୍ତି। ଗିରଫରୁ ସୁରକ୍ଷା ପାଇଁ ସେ ଅପିଲ କରିଛନ୍ତି।। ଏଥି ମଧ୍ୟରେ ଆମ୍ ଆଦମୀ ପାର୍ଟି ମୁଖ୍ୟ […]

Continue Reading

ବଜରଙ୍ଗ ଦଳ କ’ଣ କୃଷି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ?

କୃଷି ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶିବସେନାଙ୍କ ବିରୋଧର ଏକ ଭିଡିଓ ମିଥ୍ୟା ଦାବିରେ ବହୁଳ ଭାବରେ ସେୟାର କରାଯାଉଛି। ଭିଡିଓରୋ ଦାବି କରାଯାଇଛି ଯେ, କୃଷକଙ୍କ ବିରୋଧକୁ ବଜରଙ୍ଗ ଦଳ ସମର୍ଥନ କରୁଛି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଭାରତୀୟ ଜନତା ପାର୍ଟି (ବିଜେପି) ସରକାରକୁ ଚୋର ବୋଲି କୁହାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading

କ’ଣ ବିଜେପି ସରକାର ଇଣ୍ଡିଆନ ଅଏଲ୍ କମ୍ପାନୀକୁ ଅଦାନି ଗ୍ରୁପ୍ କମ୍ପାନୀକୁ ବିକି ଦେଇଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଇନ୍ଧନ ମୂଲ୍ୟ ବୃଦ୍ଧି ପରେ କମ୍ପାନୀ ଗୁଡ଼ିକର ଗରୋଇକରଣ ବିଷୟରେ ସୋସିଆଲ ମିଡିଆରେ ବିଭିନ୍ନ ଖବର ପ୍ରସାରିତ ହେଉଛି। ଏହା ମଧ୍ୟରୁ କେତେକ ବିଭ୍ରାନ୍ତିକର ଖବର ପ୍ରସାର କରିବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ପୋଷ୍ଟ କରା ଯାଉଛି। ଏହି ସମୟରେ ସୋସିଆଲ ମିଡିଆରେ ଇଣ୍ଡିଆନ ଅଏଲ୍ – ଅଦାନି ଯାସ ନାମକ ଏକ ଇନ୍ଧନ ଷ୍ଟେସନର ଫୋଟୋ ଦେଖିବାକୁ ମିଳିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ବିଜେପି ସରକାର ଇଣ୍ଡିଆନ ଅଏଲ୍ ନିଗମ ଲିମିଟେଡ […]

Continue Reading

କ’ଣ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ୧୪ ଫେବ୍ରୁଆରିରେ ଫାଶୀଦିଆ ଯାଇଥିଲା? ଜାଣନ୍ତୁ ସତ୍ୟ।

Photo Credit: India Today ୧୪ ଫେବ୍ରୁଆରିକୁ ବିଶ୍ଵରେ ଅନେକ ଦେଶରେ ଭାଳେଣ୍ଟାଇନ ଦିବସ ଭାବରେ ମାନ୍ୟତା ଦିଆ ଯାଇଅଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ମେସେଜ୍ ଭାଇରାଲ ହେଉଛି ଯେଉଥିରେ ଦାବି କରା ଯାଇଅଛି ଯେ ୧୪ ଫେବ୍ରୁଆରିକୁ ଭାରତୀୟ ସ୍ଵତନ୍ତ୍ରତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ଇଂରାଜୀ ସରକାର ଫାଶୀ ଦେଇଥିଲା। ସେଥିପାଇଁ ଏହି ପୋଷ୍ଟରେ ଲୋକଙ୍କୁ ଭାଳେଣ୍ଟାଇନ ଡେ ପାଳନ ନକରିବା ପାଇଁ ଅନୁରୋଧ କରା ଯାଇଅଛି।  ଫେକଟ କୃସେଣ୍ଡୋ […]

Continue Reading

ମୁକେଶ ଅମ୍ବାନି ନାମରେ ଭାଇରାଲ ହେଉଥିବା ଟ୍ୱିଟ ଫେକ ଅଟେ।

କୃଷି ଆନ୍ଦୋଳକୁ ନେଇ ରିହାନା ଟ୍ୱିଟ କରିବାପରେ ଦେଶରେ ବିବାଦ ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଅନେକ ଖବର ଏବଂ ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମୁକେଶ ଅମ୍ବାନିଙ୍କ ଏକ ଟ୍ୱିଟ ଭାଇାଲ ହେଉଛି। ଟ୍ୱିଟରେ ଲେଖାଯାଇଛି ଯେ, ରିହାନା ବୋଧେ ଭୁଲି ଯାଉଛନ୍ତି ଯେ, ଥରେ ଭାରତକୁ ଗରିବ କହିବାରୁ ମୁଁ ତାଙ୍କୁ ମୋ ଝିଅ ବାହାଘରରେ ରାତିସାରା ମୋ ବଙ୍ଗଳାରେ ନଚାଇଥିଲି। ଆମ ଅନୁସନ୍ଧାନରୁ ଭାଇରାଲ ଟ୍ୱିଟ ମିଥ୍ୟା ପ୍ରମାଣତ ହେଲା।  […]

Continue Reading

କୃଷି ଆନ୍ଦୋଳନରେ ବସିଥିବା ଚାଷିଙ୍କ ସୈନିକ ପୁଅମାନେ ତାଙ୍କୁ ଦେଖାକରିବା ପାଇଁ ଆସିଛନ୍ତି ?

କୃଷକଙ୍କ ଆନ୍ଦୋଳନ ସହ ଜଡିତ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଜଣେ ଯୁବକ ଶିଖ୍ ସୈନିକଙ୍କ ଗାଲକୁ ଧରିଥିବାର ନଜର ଆସିଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ଛୁଟିରେ ଆସିଥିବା ସୈନିକମାନେ ଗତ 75 ଦିନ ଧରି କୃଷି ଆନ୍ଦୋଳନରେ ବସିଥିବା ତାଙ୍କ ଚାଷି ପିତାଙ୍କୁ ଦିଲ୍ଲୀ ସୀମାରେ ଦେଖା କରିବା ପାଇଁ ଆସିଛନ୍ତି।  6 ଫେବୃଆରିରେ Ranju Pani ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ […]

Continue Reading

2013 ଫଟୋକୁ ବର୍ତ୍ତମାନ ଉତ୍ତରାଖଣ୍ଡ ବନ୍ୟା ପିଡ଼ିତଙ୍କୁ ଆରଏସଏସ ରିଲିଫ ବାଣ୍ଟୁଥିବା ଦାବିରେ ଭାଇରାଲ କରାଯାଉଛି।

 ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ରାଇନି ଗ୍ରାମରେ ଏକ ବରଫ ହ୍ରଦରେ ସୃଷ୍ଟ ବନ୍ୟାରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ କିଛି ଲୋକଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକଖବର ଭାଇରାଲ ହେବା ସହ ମିଥ୍ୟା ଦାବିରେ କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଆରଏସଏସ କର୍ମି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ପିଡ଼ିତମାଙ୍କୁ ସାହାର୍ଯ୍ୟ କରିବା ପାଇଁ ଯାଇଥିବାର କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଆମନୁସନ୍ଧାନରେ ଭାଇରାଲ ଫଟୋ […]

Continue Reading

କ’ଣ ଏହି ଫୋଟୋରେ ଦିଲ୍ଲୀ ପୋଲିସ ଜଣେ କୃଷକଙ୍କୁ ନିଜ ପାଦ ତଳେ ଦଳି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ଭାରତର ରାଜଧାନୀ ଏବଂ ଅନ୍ୟାନ୍ୟ ଅଞ୍ଚଳରେ କୃଷି ଆଇନ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ହେଉଥିଲା ବେଳେ ସୋସିଆଲ ମିଡିଆରେ ପୋଲିସର ଅତ୍ୟାଚାରର ଗୋଟିଏ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ଜଣେ ପୋଲିସ ଅଧିକାରୀ ଏକ ବ୍ୟକ୍ତିଙ୍କୁ ନିଜ ପାଦ ତଳେ ଡାଲି ଦେଉଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହା ଦିଲ୍ଲୀ ପୋଲିସ ଯେ କୃଶକ ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି।  ଫେକଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  […]

Continue Reading

କ’ଣ ଭିଡିଓରେ ବର୍ତ୍ତମାନ ଚାଲୁ ଥିବା କୃଷି ଆନ୍ଦୋଳନର କୃଷକ ମାନଙ୍କୁ ମଦବଣ୍ଟା ଯାଉଛି? ଜାଣନ୍ତୁ ସତ୍ୟ।

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନର ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବାରେ ଲାଗିଛି। ଏହି ଘଟଣା ଜଡ଼ିତ ଗୋଟିଏ ଭିଡିଓ ଗତ କିଛି ଦିନରୁ ଭାଇରାଲ ହେଉଛି। ଏହି ଭିଡିଓରେ ଲୋକ ମାନେ ଗୋଟିଏ ଗାଡ଼ି ଭିତରେ ଛୋଟ ବାସନ ବଢେଇ ଥିବା ସମୟରେ ଗାଡ଼ି ଭିତରେ ବସି ଥିବା ବ୍ୟକ୍ତି ତାଙ୍କ ବାସନରେ ମଦ ବାଣ୍ଟୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଅଛି ଯେ ଆନ୍ଦୋଳନ ସମୟରେ […]

Continue Reading

ଭାଇରାଲ ଭିଡିଓରେ କ’ଣ ରାହୁଲ ଗାନ୍ଧୀ ଦେଶ ଛାଡିବା ସମ୍ପର୍କରେ କହୁଛନ୍ତି ?

କୃଷି ଆନ୍ଦୋଳନ ସହ ସୋସିଆଲ ମିଡିଆରେ ନେତା ଏବଂ ଦଳମାନଙ୍କର ଭିଡିଓ ଏବଂ ଖବର ବିଭିନ୍ନ ଦାବିରେ ଭାଇରାଲ କରାଯାଉଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରାହୁଲ ଗାନ୍ଧୀ ଦେଶ ଛାଡି ଲଣ୍ଡନ ଯିବା ଏବଂ ଆମେରିକାରେ ତାଙ୍କ ପିଲାମାନଙ୍କୁ ଶିକ୍ଷା ଦେବା କଥା କହୁଛନ୍ତି। ଏହି ଅଭିଯୋଗ ହେତୁ ରାହୁଲ ଗାନ୍ଧୀ ସୋସିଆଲ ମିଡିଆର ଟାର୍ଗେଟରେ ଆସିଛନ୍ତି। 8 ଫେବୃଆରିରେ Bimal […]

Continue Reading

କ’ଣ କୃଷକ ଆନ୍ଦୋଳନକୁ ସମର୍ଥନ କରି କେରଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି? ଜାଣନ୍ତୁ ସତ୍ୟ।

ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ଖବର ସୋସିଆଲ ମିଡିଆରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଖବର ସହିତ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ କିଛି ଡଙ୍ଗାରେ ଲୋକେ ଭାରତର ପତକା ଧରିଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ଫୋଟୋ କେରଳରୁ ଆସିଛି ଏବଂ ବର୍ତ୍ତମାନ ଚାଲୁଥିବା କୃଷକ ଆନ୍ଦୋଳନ ସମର୍ଥନରେ ଏପରି କରା ଯାଇଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive […]

Continue Reading

ପେଟ୍ରୋଲ ଦାମକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭାଇରାଲ ହେଉଥିବା ଭିଡିଓ ଏଡିଟେଡ ଅଟେ।

ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ  ବଢ଼ିବାକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଖବର ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ପ୍ରାୟ 87 ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା 77 ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ଏଥିମଧ୍ୟରେ ଅନ୍ୟ ଏକ ଭିଡିଓ ଭାଇରାଲ ହେବାଲେ ଲାଗିଛି ଭିଡିଓରେ ମୋଦୀ କନଫରେନ୍ସିଂ ମାଧ୍ୟମରେ ମରାଠୀ ଭାଷାରେ ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି। ଭିଡିଓକୁ […]

Continue Reading

କ’ଣ ଉତ୍ତରାଖଣ୍ଡରେ ଆସିଥିବା ବନ୍ୟା ଯୋଗୁ ଖାଲ୍ସା ଏଡ୍ ଲୋକଙ୍କ ସେବା ବା ରିଲିଫ୍ କାର୍ଯ୍ୟ କରୁଛନ୍ତି? ଜାଣନ୍ତୁ ସତ୍ୟ।

ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ଧଉଳିଗଙ୍ଗା ନଦୀ ଜଳବନ୍ଦୀ ହେଇଥିବାରୁ ଋଷିଗଙ୍ଗା ବିଦ୍ୟୁତ ପ୍ରକଳ୍ପ ଧ୍ଵଂସ ହୋଇଯାଇଛି। ଏହି ସମୟରେ ବନ୍ୟା ପୀଡ଼ିତକୁ ସାହାଜ୍ଯ କରୁଥିବା ଲୋକଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ କରା ଯାଇ ଦାବି କରା ଯାଉଅଛି ଯେ ଖାଲ୍ସା ଏଡ୍ ସଂଗଠନର ଲୋକ ମାନେ ଉତ୍ତରାଖଣ୍ଡରେ ଏପରି ରିଲିଫ୍ କାମ କରୁଛନ୍ତି।  ଫେକଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? ୭ ଫେବ୍ରୁଆରିରେ ଜଣେ ଫେସବୁକ […]

Continue Reading

କୃଷି ଆନ୍ଦୋଳନକାରିଙ୍କୁ ସମର୍ଥନ କରି ପୋଲିସ କର୍ମି ମଧ୍ୟ ଜୟ ହିନ୍ଦ ଜୟ କିଷାନ ନାରା ଲଗାଉଛନ୍ତି ?

ସୋସିଆଲ ମିଡିଆରେ କୃଷି ଆନ୍ଦୋଳନକୁ ନେଇ ଅନେକ ଭିଡିଓ ଏବଂ ଫଟୋ ପୋଷ୍ଟ କରାଯାଉଛି। ଯେଉଁଥିରୁ କିଛି ସତ୍ୟ ହୋଇଥିବା ବେଳେ କିଛି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଏହି ପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପୋଲିସ ଜୟ ଜବାନ ଜୟ କିଷାନ ନାରା ଲଗାଉଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଏବେତ ପୋଲିସ ମଧ୍ୟ କୃଷକମାନଙ୍କ ସହ ମିଶି ଜୟ ଜବାନ ଜୟ କିଷାନ ନାରା ଲଗାଉଛନ୍ତି। ତେବେ […]

Continue Reading

କ’ଣ ଫୋଟୋରେ ଥିବା ଦୃଶ୍ୟ ବର୍ତ୍ତମାନ ଚାମୋଲିରେ ଘଟିଥିବା ପ୍ରଳୟ ପର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ଫେବ୍ରୁଆରି ୭ ତାରିଖ ସକାଳେ ନନ୍ଦାଦେବୀ ଗ୍ଲେସିୟର ଏକ ଅଂଶ ହାଙ୍ଗୀ ଯାଇଥିଲା ଏବଂ ପରବର୍ତ୍ତୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହା ଦ୍ଵାରା ଅନେକ ଜଳ ବିଦ୍ୟୁତ ଷ୍ଟେସନ, ଘର ଏବଂ ରାସ୍ତା ଧୋଇ ହେଇ ଯାଇଥିଲା। ଏହି ଗ୍ଲେସିୟର ବିସ୍ଫୋରଣ ପରେ ବର୍ତ୍ତମାନ ୨୬ଟି ମୃତ ଦେହ ଉଦ୍ଧାର କରା ଯାଇଅଛି । ୧୭୧ ଜଣ ଲୋକ ନିଖୋଜ ଅଛନ୍ତି।  ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଅଛି। ଏହା […]

Continue Reading

କ’ଣ ବର୍ତ୍ତମାନ ଗୁଡ୍ ମର୍ନିଙ୍ଗ ମେସେଜ ପଠାଇବା ଉପରେ ସରକାର ୧୮% ଜିଏସଟି ଲାଗୁ କରିଛି? ଜାଣନ୍ତୁ ସତ୍ୟ।

ଗୁଡ୍ ମର୍ନିଙ୍ଗ ମେସେଜ ଉପରେ ୧୮% ଜିଏସଟି ଶୀର୍ଷକ ଥିବା ଏକ ଖବରକାଗଜର ସ୍କ୍ରିନଶଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଖବରରେ ଲେଖା ଯାଇଅଛି ଯେ ଲୋକେ ୱ୍ହାଟ୍ସଅପ, ମେସେଞ୍ଜର ମାଧ୍ୟମରେ ଯେତେ ଗୁଡ୍ ମର୍ନିଙ୍ଗ ମେସେଜ ଷେଣ୍ଡ କରିବେ ସେଇଟାର ହିସାବ ରକ୍ଷା ଯିବ ଏବଂ ଏହି ପରି ମେସେଜ ଉପରେ ବର୍ତ୍ତମାନ ୧୮% ଜିଏସଟି ଲାଗୁ ହେବ। ଏହି କଥା ମୋବାଇଲ ସଂଚାର ମନ୍ତରାଳୟ ସଚିବ ଲେଖପାଳ କହିଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ […]

Continue Reading

କ’ଣ ଫୋଟୋରେ ମହିଳା ସହିତ ଥିବା ବ୍ୟକ୍ତି ଜବାହାରଲାଲ ନେହରୂ ଅଟନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ମହିଳାଙ୍କ ନିକଟତର ହେବା ଦେଖିବାକୁ ମିଳିଛି। ଫୋଟୋରେ ଦେଖା ଯାଉଥିବା ବ୍ୟକ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂ ଅଟନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଏହି ସମାନ ପୋଷ୍ଟ ୨୧ ସେପ୍ଟେମ୍ବର ୨୦୧୯ରେ ମଧ୍ୟ ଫେସବୁକରେ ଭାଇରାଲ ହେଇଥିଲା। ଏହି ପୋଷ୍ଟରେ ନେହେରୁଙ୍କ ରଙ୍ଗିଲା ଚରିତ୍ର ପାଇଁ ଭାରତ ବହୁତ ପଛରେ […]

Continue Reading

ସ୍ତ୍ରୀ ବିୟୋଗ ପରେ ପ୍ରଫେସର ଜଣକ ନିଜ ଛୁଆକୁ ସମ୍ଭାଳିବା ସହ ପାଠ ପଢ଼ାଉଛନ୍ତି ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ଛୁଆକୁ ଧରି ପାଠ ପଢ଼ାଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ପ୍ରଫେସର ଜଣକ ସ୍ତ୍ରୀ ବିୟୋଗ ପରେ ଶିକ୍ଷାଦାନ ସହିତ ମାତା ପିତାର କର୍ତ୍ତବ୍ୟ ପୂର୍ଣ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  6 ଫେବୃଆରିରେ Kendujhar Local News ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫୋଟୋ ପୋଷ୍ଟ କରିଛନ୍ତି। […]

Continue Reading

କ’ଣ ଏହି ଭିଡିଓରେ ଜଣେ ବିଜେପିକର୍ମୀ କୃଷକ ମାନଙ୍କୁ ଟ୍ରାକ୍ଟର ତକେ ଦଳି ଚକଟି ଦେଇ ପଳେଇଲେ? ଜାଣନ୍ତୁ ସତ୍ୟ।

ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ କୃଷକ ଏବଂ ପୋଲିସ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରା ଯାଇଅଛି ଯେ ଆନ୍ଦୋଳନରେ ଭାଗ ନେବାକୁ ଆସିଥିବା ଜଣେ ବୃଦ୍ଧ ମହିଳାଙ୍କୁ ବିଜେପି କର୍ମୀମାନେ ଟ୍ରାକ୍ଟରରେ ଦଳି ଦେଇ ପଳେଇଲେ।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Archive Link Facebook | Archive ଏହି ଘଟଣା ଲଜ୍ଜାଜନକ ବୋଲି କହି କଂଗ୍ରେସ […]

Continue Reading

ଦିଲ୍ଲୀ ପୋଲିସ ଲୁହା କଣ୍ଟା ଲଗାଇଲାପରେ କୃଷି ଟ୍ରାକ୍ଟରରେ ଲୁହା ଚକ ଲଗାଇଛନ୍ତି ?

ଜାନୁଆରୀ 26 ରେ ଦିଲ୍ଲୀରେ ଟ୍ରାକ୍ଟର ରାଲି  ପରେ ଦିଲ୍ଲୀ  ପୋଲିସ ସତର୍କତା ଅବଲମ୍ବନ କରିଛି ଏବଂ ଟ୍ରାକ୍ଟର ପ୍ରବେଶକୁ ବନ୍ଦ କରିବା ପାଇଁ ଦିଲ୍ଲୀ ସୀମାରେ ଥିବା ରାସ୍ତାରେ ଲୁହା ସ୍ପାଇରାଲ ଏବଂ କଣ୍ଟା ଲଗାଯାଇଛି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଟ୍ରାକ୍ଟରର ଚକା ନଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, କୃଷକମାନେ ଇସ୍ପାତ ଚକ ସହିତ […]

Continue Reading

ଜୋତା ପୋଲିସ କରୁଥିବା ଏହି ପିଲା 93% ରଖି ଟପର ହୋଇଥିଲେ ?

ସୋସିଆଲ ମିଡିଆରେ ଏକ ପିଲାର ପୋଷ୍ଟ ଭାଇରାଲ ହେବାରେ  ଲାଗିଛି। ଯେଉଁଥିରେ ପିଲାଟି ଜୋତା ସିଲେଇ କରୁଥିବାର ଦେଖାଯାଉଛି। ଅନ୍ୟପଟେ ଏକ ସାର୍ଟିଫିକେଟର ଫଟୋ ଅଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଫଟୋରେଥିବା ପିଲାଟି ଦିନରେ ଜୋତା ପୋଲିସ କରି ରାତିରେ ପାଠ ପଢ଼େ। ସେ 500 ମାର୍କରୁ 465 ମାର୍କ ଆଣି 93 ପ୍ରତିଶତ ଆଣି ସ୍ତୁଲରେ ଟୋପ କରିଛି। ହେଲେ ଗରିବ ପିଲାଙ୍କୁ କେହି ଶୁଭେତ୍ସା ଜଣାଉ ନାହାନ୍ତି। ସଂଜୟର ଆହୁରି ପଢ଼ି ଆଇପିଏସ […]

Continue Reading

ଗଣତନ୍ତ୍ର ଦିବସର ଦିଲ୍ଲୀ ପ୍ରଜ୍ଞାପନ ମେଢ଼ କ୍ଲିପକୁ ମଝିରୁ କାଟି ସାମ୍ପ୍ରଦାୟିକ ଦୃଷ୍ଟିରୁ ସେୟାର କରାଯାଉଛି।

26 ଜାନୁଆରୀ 2021ଗଣତନ୍ତ୍ର ଦିବସ ଅବସରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଥିଲା। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ପ୍ରଥମ ଭିଡିଓରେ ଅଯୋଧ୍ୟା ରାମମନ୍ଦିର ପ୍ରତିମା ରାଲି ଦେଖାଯାଉଛୁ, ସେହି ପରି ଅନ୍ୟ ଭିଡିଓରେ ଦିଲ୍ଲୀ ଷ୍ଟେଟ ଟେବୁଲର କ୍ଲିପ୍‌ରେ ଅଜନ ଶୁଣିବାକୁ ମିଳୁଛି।  ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା ଏହି ଭିଡିଓ କ୍ଲିପକୁ ସାମ୍ପ୍ରଦାୟିକ ଦୃଷ୍ଟିରୁ ସେୟାର କରୁଛନ୍ତି।   ଗଣତନ୍ତ୍ର ଦିବସ ପରେଡ ସମୟରେ ସାହିତ୍ୟ […]

Continue Reading

କ’ଣ କେଜରିବାଲ କୃଷି ବିଲକୁ ସମର୍ଥନ କରୁଛନ୍ତି ? ଜାଣନ୍ତୁ ସତ୍ୟତା।

ଦିଲ୍ଲୀର ସିଂଘୁ ବୋର୍ଡରେ କୃଷି ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ କୃଷି ଆଇନକୁ ସଂଯୋଗ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍  ସେୟାର କରାଯାଉଛି।  0.17 ମିନିଟର ଭିଡିଓ ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୃଷି ଆଇନ ବିଷୟରେ କହୁଛନ୍ତି। ଭିଡିଓରେ ସେ କହୁଛନ୍ତି ଯେ, ଏହି ବିଲରେ  ତୁମର ଜମି ଯିବ ନାହିଁ, ତୁମର ବଜାର ଯିବ ନାହିଁ, ତୁମର […]

Continue Reading

କ’ଣ ଶୟଦ ଶବ୍ବିରଙ୍କୁ ମୃତ ଲୋକଙ୍କ ମର ଶରୀରରକୁ ନିଜ ପଇସାରୁ ସଂସ୍କାର କରିବା ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରା ଯାଇଅଛି? ଜାଣନ୍ତୁ ସତ୍ୟ।

ଭାରତ ରତ୍ନ, ପଦ୍ମବିଭୂଷଣ ଏବଂ ପଦ୍ମଭୂଷଣ ପରେ ପଦ୍ମଶ୍ରୀ ପୁରସ୍କାର ଭାରତର ଚତୁର୍ଥ ସର୍ବଶେଷ୍ଠ ପୁରସ୍କାର ମାନା ଯାଏ। ପ୍ରତିବର୍ଷ ଭାରତ ଗଣତନ୍ତ୍ର ଦିବସରେ ଏହାକୁ ଭାରତ ସରକାର ପ୍ରଦାନ କରିଥାଏ। ଏହି ବର୍ଷ ଗଣତନ୍ତ୍ର ଦିବସ ଦିନ ଭାରତର ରାଷ୍ଟ୍ରପଟି ରାମନାଥ କୋଭିନ୍ଧଙ୍କ ଦ୍ଵାରା ଶୟଦ ଶବ୍ବିର ନାମକ ଜଣେ ବ୍ୟକ୍ତିଙ୍କୁ ଏହି ପୁରସକାରରେ ସମାନୀତ କରା ଯାଇଅଛି। ଏହି ବିଷୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା […]

Continue Reading

ପୁରୁଣା ଫଟୋକୁ ଚାଷୀ ଏବଂ ଚାଷୀ ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।

ଦୁଇ ମାସ ଧରି ଚାଲିଆସୁଥିବା କୃଷକ ଆନ୍ଦୋଳନ 26 ଜାନୁଆରୀରେ ହିଂସାତ୍ମକ ରୂପ ନେଇଥିଲା। ଟ୍ରାକ୍ଟର ରାଲୀରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରି ଲାଲ କିଲା ସମେତ ଅନେକ ସ୍ଥାନରେ ଭଙ୍ଗାରୁଜା କରିଥିଲେ। ଏହି ହିଂସାରେ ବହୁ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ଜଣେ କୃଷକଙ୍କ ମୃତ୍ୟୁ ହୋଇଛି। ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠୀ ଚାର୍ଜ କରିବାକୁ ପଡ଼ିଲା।  ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, […]

Continue Reading

କ’ଣ ଦିଲ୍ଲୀ ପୋଲିସ ୨୬ ଜାଉଆରି ପାଇଁ ଟ୍ରାକ୍ଟରରେ ପେଟ୍ରୋଲ୍ ଦିଆ ଜୀବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା? ଜାଣନ୍ତୁ ସତ୍ୟ।

୨୬ ଜାନୁଆରୀ ଗଣତନ୍ତ୍ର ଦିବସ ଦିନ କୃଷକ ମାନେ ଟ୍ରାକ୍ଟର ରେଲି ଅଭିଯାନ କରିଥିଲେ। ଏହା ନେଇ ସୋସିଆଲ ମିଡିଆରେ ବର୍ତ୍ତମାନ ପେଟ୍ରୋଲ୍ ପମ୍ପର ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ନୋଟିସରେ ଲେଖା ଯାଇଅଛି କି ବୋତଲ ଏବଂ ଟ୍ରାକ୍ଟରରେ ପେଟ୍ରୋଲ ଦିଆ ଜୀବ ନାହିଁ। ପୋଷ୍ଟର ଦାବି ଅନୁଯାୟୀ ଏହି ନୋଟିସ ଦିଲ୍ଲୀ ପୋଲିସ ଦ୍ଵାରା ଲଗା ଯାଇଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  Archive ଆମ ଅନୁସନ୍ଧାନ: ଆମ […]

Continue Reading

କ’ଣ ରିଜର୍ଭ ବ୍ୟାଙ୍କ ୧୦୦, ୧୦ ଏବଂ ୫ ଟଙ୍କା ନୋଟ୍ ବ୍ୟବହାର ଉପରେ ରୋକ ଲଗାଇବାର ନିଷ୍ପତ୍ତି ନେଇଛି? ଜାଣନ୍ତୁ ସତ୍ୟ।

ପୋଷ୍ଟ ଦାବି ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୧୦୦, ୧୦ ଓ ୫ ଟଙ୍କିଆ ପୁରୁଣା ନୋଟ୍‌ ବନ୍ଦ କରିବାକୁ ଯୋଜନା କରୁଛି। ଆରବିଆଇର ସହାୟକ ମହା ପ୍ରବନ୍ଧକ(ଏଜିଏମ) ବି.ମହେଶ ଏହାର ସୂଚନା ଦେଇଛନ୍ତି। ମେଙ୍ଗାଲୁରୁରେ ଜିଲ୍ଲାସ୍ତରୀୟ ସୁରକ୍ଷା କମିଟି ଓ ଜିଲ୍ଲାସ୍ତରୀୟ ମୁଦ୍ରା ପ୍ରବନ୍ଧକ କମିଟିର ବୈଠକରେ ଏଜିଏମ କହିଛନ୍ତି ଆରବିଆଇ ମାର୍ଚ୍ଚ-ଏପ୍ରିଲରୁ ଧିରେ ଧିରେ ଏହି ନୋଟ୍‌କୁ ସର୍କୁଲେସନରୁ ହଟାଇବାକୁ ଯୋଜନା କରାଯାଉଛି। Facebook | Archive | Prameya News | Archive ଆମ […]

Continue Reading

କାଲିଫୋର୍ନିଆ ଭିଡିଓକୁ ଭାରତୀୟ କୃଷି ଆନ୍ଦୋଳନକାରୀଙ୍କ ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଅଧିକ ରୁ ଅଧିକ ସେୟାର ହେବାରେ ଲାଗିଛି, ଯେଉଁଥିରେ ଦର୍ଶାଯାଇଛି ଯେ ଏଥିରେ ଭାରତୀୟ କୃଷକ ଆନ୍ଦୋଳନକାରୀମାନେ ଭାରତୀୟ ଜାତୀୟ ପତାକା ଉପରେ ଠିଆ ହୋଇ ଏହାର ଅପମାନ କରୁଛନ୍ତି। ଭିଡିଓରେ ଶୁଣିବାକୁ ମିଳୁଛି ଯେ, ଲୋକମାନେ ‘ଖାଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  27 ଜାନୁଆରିରେ Utkal tv odia ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading

ଭାଇରାଲ ଭିଡିଓର ତାଷୀ ଆନ୍ଦୋଳନକାରି କିମ୍ବା 26 ଜାନୁଆରୀ ସହ କୌଣସି ସମ୍ପର୍କ ନାହିଁ।

ସୋସିଆଲ ମିଡିଆରେ ଜାନୁଆରି 26 ପୂର୍ବରୁ ଅନେକ ଭିଡିଓ ଏବଂ ଫଟୋ ଅଲଗା ଅଲଗା ଦାବିରେ ଭାଇରାଲ ହୋଇଥିଲା। ଏଥିମଧ୍ୟରେ  ଏକ ଭିଡିଓ ମଧ୍ୟ  ଭାଇରାଲ ହୋଇଥିଲା ଯେଉଁଥିରେ ଟ୍ରାକ୍ଟର ଟ୍ରକ ପରେଡ ହେଉଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, 26 ଜାନୁଆରି ପାଇଁ କୃଷକମାନେ ଟ୍ରାକ୍ଟର ପରେଡ ପ୍ରସ୍ତୁତ କରିଛନ୍ତି। ଆମ ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ।  25 ଜାନୁଆରିରେ Litu Baisakh […]

Continue Reading

କ’ଣ ଶସ୍ୟ ଅଖା ଉପରେ ପାଣି ଛିଞ୍ଚି ମଦ ତିଆରି କରିବା ପ୍ରଣାଳୀର ଏହି ଭିଡିଓ ପଞ୍ଜାବର ଅଟେ? ଜାଣନ୍ତୁ ସତ୍ୟ।

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ ଏହି ଭିଡିଓ ପଞ୍ଜାବର ଅଟେ ଯେଉଁଥିରେ କୃଷକ ମାନେ ଗୋଦାମରେ ଧାନ ଅଖା ଉପରେ ପାଣି ଚିଞ୍ଚୁଛନ୍ତି। ଏହି ପରି ଭାବରେ କୃଷକ ମାନେ ଗହମରେ ପାଣି ଢାଳି ତାକୁ ପଚେଇ ମଦ ତିଆରି ପାଇଁ ପ୍ରସ୍ତୁତ କରା ଯାଉଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଏହି ଦାବିକୁ ମିଥ୍ୟା ବୋଲି ପାଇଲା।  Archive Link Facebook […]

Continue Reading

ରାହୁଲ ଗାନ୍ଧୀଙ୍କ 2017 ଫଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ରାହୁଲ ଗାନ୍ଧୀ ତାଙ୍କ ଅସୁସ୍ଥ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଇଟାଲୀ ଯାଇଥିଲେ। ତେବେ ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲିଗାଛି। ଯେଉଁଥିରେ ରାହୁଲ ଗାନ୍ଧୀ ଏକ ପାର୍ଟିରେ ବସିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ରାହୁଲ ଗାନ୍ଧୀ ତାଙ୍କ ଅସୁସ୍ଥ ସମ୍ପର୍କୀୟଙ୍କୁ ଭେଟିବା ବାହାନାରେ କୌଣସି ପାର୍ଟିରେ ଜାଇ ମଜା ମାରୁଛନ୍ତି। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହେଲା। ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା […]

Continue Reading

କ’ଣ ଭିଡିଓରେ ବ୍ୟକ୍ତି ଜଣକ ଯେଉଁ ଘର ଦେଖାଉଛନ୍ତି ସେଇଟା ଇଟାଲୀରେ ରାହୁଲ ଗାନ୍ଧୀଙ୍କ ଘର? ଜାଣନ୍ତୁ ସତ୍ୟ।

୧୮ ଜାନୁଆରୀରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି ଯାହାର ଶୀର୍ଷକରେ ଲେଖା ଯାଇଅଛି ଯେ ଭିଡିଓରେ ଯେଉଁ ଘର ଦେଖା ଯାଉଛି ସେଇଟା ଇଟାଲୀରେ ରାହୁଲ ଗାନ୍ଧୀଙ୍କ ଘର। ଏହି ଭିଡିଓରେ ଜଣେ ବ୍ୟକ୍ତି ଗୁଜୁରାତି ଭାଷାରେ କହୁଛନ୍ତି ସେ ଇଟାଲୀରେ ଅଛନ୍ତି ଏବଂ ରାହୁଲ ଗାନ୍ଧୀ ଏହି ବିରାଟ ସମ୍ପତିର ମାଲିକ ଅଟନ୍ତି। ସେ ଏହା ମଧ୍ୟ କହୁଛନ୍ତି, “ରାହୁଲ ଗାନ୍ଧୀ ଭାରତକୁ ଲୁଟ କରିଛନ୍ତି ଏବଂ ଇଟାଲୀରେ ଏହି ବିରାଟ […]

Continue Reading

କର୍ଣ୍ଣାଟକ ଧାରାୱାଡରେ ଦୁର୍ଘଟଣାରେ 17 ଜଣ ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟଣା ମିଥ୍ୟା ଅଟେ।

କର୍ଣ୍ଣାଟକ ଧାରାୱାଡରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। କେତେକ ନ୍ୟୁଜ ପେଜରେ ଦାବି କରାଯାଇଛି ଯେ, ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ 17 ମହିଳା ଡାକ୍ତରଙ୍କର ମୃତ୍ୟୁ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଖବରରେ 17 ମହିଳା ଡାକ୍ତର ମୃତ୍ୟୁ ହୋଇଥିବା ଖବର ମିଥ୍ୟା ପ୍ରମାଣିତ ହୋଇଛି।  16 ଜାନୁଆରିରେ Otv ନ୍ୟୁଜ ପେଜରେ ଭାଇରାଲ ଖବର ପ୍ରକାଶିତ କରାଯାଇଛି। ଖବର ଅନୁସାରେ କର୍ଣ୍ଣାଟକର ଧାରୱାଡ଼ରେ ଭୟଙ୍କର ଦୁର୍ଘଟଣା । […]

Continue Reading

କ’ଣ ପାକିସ୍ତାନ ମନ୍ତ୍ରୀ ଜଫର ହିଲାଲି ସ୍ବୀକାରିଛନ୍ତି ଯେ ଭାରତର ବାଲାକୋଟ ଉପରେ ଆକ୍ରମଣରେ ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହେଇଛି? ଜାଣନ୍ତୁ ସତ୍ୟ।

ପାକିସ୍ତାନରୁ ବାହାରୁଥିବା ଖବର ଇମରାନ ଖାନ ପ୍ରଶାସନକୁ ଗଭୀର ଭାବେ ଲଜ୍ଜିତ କରିଛି। ଏକ ଆଶ୍ଚର୍ଯ୍ୟଜଣକ ପ୍ରକାଶରେ, ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞ ଆଗା ହିଲାଲି ଗଣମାଧ୍ହୟମରେ ସ୍ଵୀକାର କରିଛନ୍ତି ଯେ ୨୬ ଫେବ୍ରୁଆରି ୨୦୧୯ ରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ରେ ଭାରତ ଦ୍ଵାରା ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଭିଡିଓରେ ଆପଣ ହିଲାଳି କହୁଛନ୍ତି ଯେ, “ଭାରତ ଆନ୍ତର୍ଜାତୀୟ ସୀମା ଅତିକ୍ରମ କରି ଏକ ଯୁଧ୍ୟ କାର୍ଯ୍ୟ କରିଥିଲା ଯେଉଁଥିରେ ୩୦୦ ଜନଙ୍କସର ମୃତ୍ୟୁ ହେଇଥିବା […]

Continue Reading

ପୁରୁଣା ଫଟୋକୁ ବର୍ତ୍ତମାନ ଆମେରିକା କ୍ୟାପିଟାଲ ହିଲରେ ହୋଇଥିବା ଗଣ୍ଡଗୋଳ ଦାବିରେ ଭାଇରାଲ କରାଯାଉଛି।

ଆମେରିକାଦର କ୍ୟାପିଟାଲ ହିଲଠାରେ ଟ୍ରମ୍ପକୁ ନେଇ  ହୋଇଥିବା ଗଣ୍ଡଗୋଳର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରଲା ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ମାସ୍କ ପିନ୍ଦି ଗୋଟେ ହାତରେ ଗେରୁଆ ରଙ୍ଗର ପତାକା ଏବଂ ଅନ୍ୟ ପଟେ ଆମେରିକାର ପତାକା ଧରି ଠିଆ ହୋଇଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଆମେରିକାର କ୍ୟାପିଟାଲ ହିଲଠାରେ ହୋଇଥିବା ଗଣ୍ଡଗୋଳରେ ଭାରତର ଜାତୀୟ ପତାକା ନଧରୀ ହିନ୍ଦୁତ୍ୱର ପତାକା ଧରି […]

Continue Reading

କ’ଣ କୃଷି ଆଇନ ବିରୋଧ ନାମରେ ବର୍ତ୍ତମାନ ପଞ୍ଜାବରେ ହିନ୍ଦୀ ଭାଷାକୁ ବିରୋଧ କରା ଯାଉଅଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଇଲଲି ଶିଙ୍ଘୁ ସୀମାରେ କୃଶକଙ୍କ ଆନ୍ଦୋଳନ ହେତୁ ସୋସିଆଲ ମିଡିଆରେ ଏକ ବହୁତ ପୁରୁଣା ଫୋଟୋ ଚାଷୀଙ୍କ ଆନ୍ଦୋଳନ ସହିତ ଜଡ଼ିତ ହୋଇ ଭାଇରାଲ ହେଉଛି। ଏହି ସମୟରେ ଗୋଟିଏ ଫୋଟୋ ଇଣ୍ଟରନେଟ୍ ରେ ଶେୟାର କରା ଯାଉଅଛି ଯେଉଁଟା ୮ ଟି ଫୋଟୋ ଯୋଗ କରି ପ୍ରସ୍ତୁତ ହୋଇଛି, ଯେଉଁଥିରେ ଆପଣ ଜଣେ ବ୍ୟକ୍ତିକୁ ରାଜପଥରେ ଲାଗିଥିବା ସାଇନବୋର୍ଡରେ ଲେଖା ଯାଇଥିବା ହିନ୍ଦୀ ଏବଂ ଇଂରାଜୀ ଭାଷା ଉପରେ କଳା ରଙ୍ଗ ପୋତୁ ଥିବା […]

Continue Reading

ପ୍ରକୃତରେ କ’ଣ ଏହି ଚିତାବାଘ ରାଜସ୍ଥାନର ପୁରୋହିତ ସହିତ ଶୋଉଛନ୍ତି ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଚିତା ସହିତ ଜଣେ ବ୍ୟକ୍ତି ଶୋଇଥିବାର ଦେଖାଯାଉଛନ୍ତି।  ଭିଡିଓରେ ଦେବି କରାଯାଇଛି ଯେସ ରାଜସ୍ଥାନର ଏକ ମନ୍ଦିର ଜଣେ ବ୍ୟକ୍ତି ଚିତା ସହିତ ରହୁଛନ୍ତି। ଅନୁସନ୍ଧାନରେ ଆମେ ଜାଣିବାକୁ ପାଇଲୁ ଯେ ରାଜସ୍ଥାନର ସିରୋହି ମନ୍ଦିର ନାମରେ ଦକ୍ଷିଣ ଆଫ୍ରିକାର ଏହି ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓର ରାଜସ୍ଥାନ ସହିତ କୈଣସି ସମ୍ପର୍କ ନାହିଁ।  2 ଜାନୁଆରି Upadhaya Panigrahi ନାମକ ଜଣେ ଫେସବୁକ […]

Continue Reading