International
ଚୀନର ଏକ ସହରରେ ଅଗ୍ନିକାଣ୍ଡର ଭିଡିଓ କୁ ଇରାନ ମୋସାଦ ମୁଖ୍ୟାଳୟ ଉପରେ ଆକ୍ରମଣ କରୁଥିବା ଦାବି ସହିତ ସେୟାର କରା ଯାଉଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଅଞ୍ଚଳରେ ନିଆଁ ଲାଗିଛି ଏବଂ ଆକାଶରେ ଘନ କଳା ଧୂଆଁ ଉଠୁଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରୁଛନ୍ତି ଯେ ଏହା ଇସ୍ରାଏଲର ମୋସାଦ ମୁଖ୍ୟାଳୟ ଉପରେ ଇରାନର ଆକ୍ରମଣ ପରେ ପରିସ୍ଥିତି। ପ୍ରକୃତରେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମ୍ପ୍ରତିକ ବିବାଦକୁ ଦୃଷ୍ଟିରେ ରଖି, ଦାବି କରାଯାଇଛି ଯେ ଇରାନ ଆକ୍ରମଣ ପରେ, ଟେଲ୍ ଅଭିଭ ସହରରେ ଅବସ୍ଥିତ ଇସ୍ରାଏଲର ବିଦେଶୀ ଗୁଇନ୍ଦା […]
Political
ସ୍ୱର୍ଗତ କରୁଣାନିଧିଙ୍କର ରିକ୍ସା ଟାଣୁଥିବା ବ୍ୟକ୍ତି ତାମିଲନାଡ଼ୁର ମନ୍ତ୍ରୀ ଇ.ଭି.ଭେଲୁ ନୁହଁନ୍ତି।
ସ୍ୱର୍ଗତ କରୁଣାନିଧି ରିକ୍ସାରେ ଚିଡ଼ା ହୋଇ ପ୍ରଚାର କରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କର ରିକ୍ସା ଟାଣୁଆ ଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ରିକ୍ସା ଟାଣୁଥିବା ବ୍ୟକ୍ତି ବର୍ତ୍ତମାନ ତାମିଲନାଡ଼ୁର ଜଣେ ମନ୍ତ୍ରୀ ଇ.ଭି.ଭେଲୁ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫଟୋଟି ୧୯୯୧ ମସିହାର ଏବଂ ସ୍ୱର୍ଗତ କରୁଣାନିଧିଙ୍କ ରିକ୍ସା ଟାଣିବା ଦେଖାଯାଉଥିବା ବ୍ୟକ୍ତି ଜଣକ ତାମିଲନାଡୁର ମନ୍ତ୍ରୀ […]
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ଅମିତ ଶାହଙ୍କ ପାଦ ଛୁଇଁଥିବା ଭିଡିଓ AI ବ୍ୟବହାର କରି ତିଆରି କରା ଯାଇଛି।
ଗତ କିଛି ମାସ ଧରି ବିରୋଧୀ ଦଳ ଅଭିଯୋଗ କରିଆସୁଛନ୍ତି ଯେ ନିର୍ବାଚନ କମିଶନ ଶାସକ ଦଳକୁ ଭୋଟ ଚୋରିରେ ସହାୟତା କରୁଛନ୍ତି। ଏହି ପ୍ରସଙ୍ଗରେ, ଏକ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଦ ସ୍ପର୍ଶ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଏହି ଭିଡିଓଟି ସେମାନଙ୍କ ପାଇଁ ଯେଉଁମାନେ ବିହାର ନିର୍ବାଚନ ଫଳାଫଳ ବିଷୟରେ ବ୍ୟାଖ୍ୟା […]
Social
ପଶ୍ଚିମବଙ୍ଗର ଏକ ଫୋଟୋକୁ ଜର୍ମାନୀର ଗୁରୁକୁଲ ଆଶ୍ରମର ଫୋଟୋ ଦାବି ସହିତ ସେୟାର କରା ଯାଉଛି।
ତଳେ ବସି, ମୁଖରେ ହସ ନେଇ ଏବଂ କଦଳୀ ପାତ୍ରରେ ଭୋଜନ କରୁଥିବା କିଛି ଛୋଟ ପିଲାଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ଜର୍ମାନୀ ଦେଶରେ ଥିବା ଏକ ଗୁରୁକୁଳ ଆଶ୍ରମର ଫୋଟୋ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଜର୍ମାନୀ ଦେଶର ଫୋଟୋ ନୁହେଁ, ଏହା ପଶ୍ଚିମବଙ୍ଗର ଇସ୍କନ ଦ୍ୱାରା ପ୍ରତିଷ୍ଠିତ ଏକ ବୈଦିକ ଶିକ୍ଷାନୁଷ୍ଠାନର ଫୋଟୋ। କ’ଣ ଦାବି କରା […]
ଚନ୍ଦ୍ରପୁରର ଗେଷ୍ଟ ହାଉସ୍ ଅଞ୍ଚଳକୁ ବାଘ ଆକ୍ରମଣ କରିନାହିଁ….. ମିଥ୍ୟା ଦାବି ସହିତ AI ଭିଡିଓ ଭାଇରାଲ୍।
ଚନ୍ଦ୍ରପୁର ଜିଲ୍ଲାର ବ୍ରହ୍ମପୁରୀ ଗେଷ୍ଟ ହାଉସ୍ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ବାଘ ଆକ୍ରମଣ କରୁଥିବାର ଏକ ଭିଡିଓ ସିସିଟିଭିରେ କଏଦ ହୋଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଗେଷ୍ଟ ହାଉସ୍ ବାହାରେ ବସିଥିବା ସମୟରେ ବାଘ ଆକ୍ରମଣ କରି ତାଙ୍କୁ ଘୋଷାଡ଼ି ନେଇ ପଳାଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଟେକି ନେଲା ମହାବଳ ବ୍ରହ୍ମପୁରୀ ଫରେଷ୍ଟ ଗେଷ୍ଟ ହାଉସରେ ସିସିଟିଭି ରେକର୍ଡିଂ।” Facebook | […]
AI ବ୍ୟବହାର କରି ସୃଷ୍ଟି କରା ଯାଇଥିବା ଏକ ଭିଡିଓକୁ ମେଲିସା ବାତ୍ୟାର ଭିଡିଓ ଦାବି ସହିତ ସେୟାର କରା ଯାଉଛି।
ଅନ୍ତର୍ଜାତୀୟ ଖବର ରିପୋର୍ଟ ଅନୁଯାୟୀ, ସବୁଠାରୁ ଶକ୍ତିଶାଳୀ ଆଟଲାଣ୍ଟିକ ଘୂର୍ଣ୍ଣିବାତ୍ୟା ମଧ୍ୟରୁ ଗୋଟିଏ, ହରିକେନ୍ ମେଲିସା, ହାଇତି ଏବଂ ଜାମାଇକାରେ ପ୍ରବଳ କ୍ଷତି କରିଥିଲା ଏବଂ କ୍ୟୁବା ଆଡକୁ ଯାଇଥିଲା। ଏହି ପରିସ୍ଥିତିରେ, ଆମେରିକୀୟ ସୈନିକ ହରିକେନ୍ ମେଲିସାର କେନ୍ଦ୍ରକୁ ଯାଇ ଏକ ଭିଡିଓ ନେଇଥିଲେ। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଆକାଶରୁ ବାତ୍ୟାର ଭିଡିଓ ନିଆ ଯାଇଛି। ଦାବି କରା ଯାଇଛି ଯେ ଏହି ଭିଡିଓ ମେଲିସା ବାତ୍ୟାର […]

VERIFY IMAGES AND VIDEOS ON YOUR WHATSAPP



-
SPAM_PROMO_earn_fast_today commented on କ’ଣ ଭାଇରାଲ ଫୋଟୋ ଜଣେ ପୁରୁଷଙ୍କର ଅଟେ ଯିଏ ଝିଅ ଭେଷରେ କେରଳରେ ଚମୟାଭେଳାକ୍କୁ ଉତ୍ସବରେ ଯୋଗ ଦେଇଛନ୍ତି ଏବଂ ସର୍ବୋତ୍ତମ ମେକ୍ ଅପ୍ ପ୍ରତିଯୋଗୀତା ଜିତିଛନ୍ତି? ଜାଣନ୍ତୁ ସତ୍ୟ: iddaa tahminleri
-
SHADY_PARTNER_PAY_PER_CLICK commented on କ’ଣ ଭାଇରାଲ ଫୋଟୋରେ ଥିବା ସମ୍ପତ୍ତି ଗୁଡିକ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ଵାରା ଲାଲୁଆ ପ୍ରସାଦ ଯାଦବଙ୍କ ଘରୁ ଜବତ କରା ଯାଇଛି? ଜାଣନ୍ତୁ ସତ୍ୟ।: ucuz uçak bileti
-
SUSPICIOUS_SHORTENER_redirect commented on ରାଜସ୍ଥାନର ଏକ ପୁରୁଣା ଭିଡିଓକୁ ନିର୍ବାଚନ ଫଳାଫଳ ପରେ ବିହାରରେ ବିଜେପି ଏବଂ ଇସିଆଇ ବିରୋଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି।: poker
-
binance konto commented on କ’ଣ ଭାଇରାଲ ଫୋଟୋରେ ଶାହରୁଖ ଖାନ ପ୍ରକୃତରେ ଏମଆଇଏମ ପାର୍ଟିକୁ ଭୋଟ୍ ଦେବା ସମର୍ଥନର ଏକ ସାର୍ଟ ପିନ୍ଧିଛନ୍ତି? ଜାଣନ୍ତୁ ସତ୍ୟ।: Thank you for your sharing. I am worried that I la
-
Binance推荐 commented on କ’ଣ ଜିମ୍ବାୱେ ପାକିସ୍ତାନକୁ ହରାଇଲା ପରେ ଜିମ୍ବାୱେର ନ୍ୟୁଜ୍ ଆଙ୍କରର ଖୁସିରେ ହସୁଛନ୍ତି? ଜାଣନ୍ତୁ ସତ୍ୟ। : I don't think the title of your article matches th

