ଚନ୍ଦ୍ରବାବୁ ନାଏଡ଼ୁ ବିଜେପି ମିଳିତ ମଞ୍ଚରୁ ପ୍ରତ୍ୟାହାର ଘୋଷଣା କରିଥିବା ଦାବି ମିଥ୍ୟା
୨୦୨୪ ଲୋକସଭା ନିର୍ବାଚନରେ ବିଜେପି, ଚନ୍ଦ୍ରବାବୁ ନାଏଡ଼ୁଙ୍କର ଟିଡ଼ିପି ଏବଂ ନିତୀଶ କୁମାରନକ୍ର ଜେଡ଼ିୟୁ ଦଳ ସହିତ ସରକାର ଗଠନ କରିଥିଲା। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେ ଚନ୍ଦ୍ରବାବୁ ନାଏଡ଼ୁ ବିଜେପି ମିଳିତ ମଞ୍ଚରୁ ପ୍ରତ୍ୟାହାର ଘୋଷଣା କରିଛନ୍ତି। ଏଖି ଖବର ଏବିପି ନ୍ୟୁଜ୍ ଦ୍ଵାରା ପ୍ରକାଶିତ ହେଇଛି ବୋଲି ଦାବି କରା ଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ୨୦୧୮ ମସିହାର ପୁରୁଣା […]
Continue Reading