କୃଷି ଆନ୍ଦୋଳନକାରିଙ୍କୁ ସମର୍ଥନ କରି ପୋଲିସ କର୍ମି ମଧ୍ୟ ଜୟ ହିନ୍ଦ ଜୟ କିଷାନ ନାରା ଲଗାଉଛନ୍ତି ?

ସୋସିଆଲ ମିଡିଆରେ କୃଷି ଆନ୍ଦୋଳନକୁ ନେଇ ଅନେକ ଭିଡିଓ ଏବଂ ଫଟୋ ପୋଷ୍ଟ କରାଯାଉଛି। ଯେଉଁଥିରୁ କିଛି ସତ୍ୟ ହୋଇଥିବା ବେଳେ କିଛି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଏହି ପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପୋଲିସ ଜୟ ଜବାନ ଜୟ କିଷାନ ନାରା ଲଗାଉଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଏବେତ ପୋଲିସ ମଧ୍ୟ କୃଷକମାନଙ୍କ ସହ ମିଶି ଜୟ ଜବାନ ଜୟ କିଷାନ ନାରା ଲଗାଉଛନ୍ତି। ତେବେ […]

Continue Reading

କ’ଣ ପାକିସ୍ତାନ ମନ୍ତ୍ରୀ ଜଫର ହିଲାଲି ସ୍ବୀକାରିଛନ୍ତି ଯେ ଭାରତର ବାଲାକୋଟ ଉପରେ ଆକ୍ରମଣରେ ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହେଇଛି? ଜାଣନ୍ତୁ ସତ୍ୟ।

ପାକିସ୍ତାନରୁ ବାହାରୁଥିବା ଖବର ଇମରାନ ଖାନ ପ୍ରଶାସନକୁ ଗଭୀର ଭାବେ ଲଜ୍ଜିତ କରିଛି। ଏକ ଆଶ୍ଚର୍ଯ୍ୟଜଣକ ପ୍ରକାଶରେ, ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞ ଆଗା ହିଲାଲି ଗଣମାଧ୍ହୟମରେ ସ୍ଵୀକାର କରିଛନ୍ତି ଯେ ୨୬ ଫେବ୍ରୁଆରି ୨୦୧୯ ରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ରେ ଭାରତ ଦ୍ଵାରା ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଭିଡିଓରେ ଆପଣ ହିଲାଳି କହୁଛନ୍ତି ଯେ, “ଭାରତ ଆନ୍ତର୍ଜାତୀୟ ସୀମା ଅତିକ୍ରମ କରି ଏକ ଯୁଧ୍ୟ କାର୍ଯ୍ୟ କରିଥିଲା ଯେଉଁଥିରେ ୩୦୦ ଜନଙ୍କସର ମୃତ୍ୟୁ ହେଇଥିବା […]

Continue Reading

କ’ଣ ନରେନ୍ଦ୍ର ମୋଦୀ ଜିଓ କମ୍ପାନୀ ସହିତ ମିସି ଶସ୍ତା ଇଟା ଉତ୍ପାଦନ କରୁଛନ୍ତି? ଜାଣନ୍ତୁ ସତ୍ୟ।

୨୬ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଗୋଟିଏ ଇଟାରେ ଜିଓ ବୋଲି ଲେଖା  ହେଇଅଛି। ଏହି ଫୋଟୋ ସହିତ ପୋଷ୍ଟରେ ଦାବି କରା ଯାଇଅଛି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଜିଓ କମ୍ପାନୀ ସହିତ ମିସି ଶସ୍ତା ଇଟା ଉତ୍ପାଦନ କରୁଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଳା। Facebook | Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନର ପ୍ରଥମେ ଆମେ […]

Continue Reading

କ’ଣ କୃଷକ ଆନ୍ଦୋଳନ ମଧ୍ୟରେ ମୋଦୀଜି ଯୋଗ କରୁଛନ୍ତି? ଜାଣନ୍ତୁ ସତ୍ୟ।

କୃଷି ଆଇନ ବିରୁଦ୍ଧରେ ବର୍ତମାନ ଦେଶ ସାରା ଆନ୍ଦୋଳନ ଚାଲିଛି। ସରକାର ବିରୋଧୀ ଲୋକମାନେ ଏହି ପରିସ୍ଥିତିର ସୁଯୋଗ ନେଉଛନ୍ତି ଏବଂ ଅନେକ ନକଲି ପୋଷ୍ଟ ଏବଂ ଭିଡିଓ ଭାଇରାଲ କରୁଛନ୍ତି। ବର୍ତମାନ ଗୋଟିଏ ପୋଷ୍ଟ ସାମନାକୁ ଆସିଛି ଯେଉଁଥିରେ ମୋଡିଜି ଆନ୍ଦୋଳନ ମଧ୍ୟରେ ଯୋଗ କରିବା ଦେଖିବାକୁ ମିଳିଛି।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟରେ ଥିବା ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା।   କ’ଣ ଦାବି ଏହି ପୋଷ୍ଟର? ୯ ଡିସେମ୍ବରରେ ଜଣେ […]

Continue Reading

କ’ଣ ଭାରତୀୟ ଜନତା ପାର୍ଟି ନିଜ ୟୁଟ୍ୟୁବ ଚ୍ୟାନାଲରୁ ନାପସନ୍ଦ କରିବା ବିକଳ୍ପ ବାହାର କରିଦେଇଛି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ ୟୁଟ୍ୟୁବ ଭିଡିଓକୁ ଲୋକେ ନାପସନ୍ଦ କରିବା ପରେ ଏହି ବିଷୟ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚା ଚାଲିଛି। ମୋଦୀଜିଙ୍କ ବିରୋଧୀ ଏହି ଘଟଣା ନେଇ ସୋସିଆଲ ମିଡିଆରେ ଖୁବ ଆଲୋଚନା କରୁଛନ୍ତି। ୧୦ ସେପ୍ଟେମ୍ବର ରେ ଜେନ ଫେସବୁକ ୟୁଜର ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ମୋଦୀଜିଙ୍କ ଭିଡିଓର ଏତେ ସଂଖ୍ୟାରେ ଆଲୋଚନା ହେଲା ପର ଭାରତୀୟ ଜନତା ପାର୍ଟି ୟୁଟ୍ୟୁବରୁ ନାପସନ୍ଦ […]

Continue Reading