ଇସ୍ରାଏଲ-ହାମାସ ଯୁଦ୍ଧ ନାମରେ ଭାଇରାଲ ହେଉଥିବା ଫଟୋର ସତ୍ୟ କ’ଣ ଜାଣନ୍ତୁ।
ସମ୍ପ୍ରତି ସମୟରେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭୁସୁଡି ପଡିଥିବା ବିଲ୍ଦିଙ୍ଗ ଗୁଡିକ ମଧ୍ୟରେ ଗୋଟିଏ ସିଢିର ଫୋଟୋ ସେୟାର ହେଉଛି। ଦାବି କରା ଯାଉଛି ଯେ ଇସ୍ରାଏଲ୍ ହମାସ ଉପରେ ଆକ୍ରମଣ କରିବା ପରେ ସେଠାରେ ଏକ ବିଲ୍ଦିଙ୍ଗର ସିଢି ନଷ୍ଟ ନହୋଇ ଏପରି ଛିଡା ଅଛି। କିନ୍ତୁ ବାସ୍ତବରେ କ୍ରେସେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଦାବି ମିଥ୍ୟା […]
Continue Reading