୨୦୧୫ ମସିହାରେ ଚୀନର ବନ୍ଦର ସହର ତିଆନଜିନରେ ଏକ କାରଖାନାରେ ହୋଇଥିବା ରାସାୟନିକ ବିସ୍ଫୋରଣର ଘଟଣାକୁ ମଧ୍ୟପ୍ରାଚ୍ୟ ଯୁଧ୍ୟ ସହିତ ଯୋଡ଼ି ସେୟାର କରା ଯାଉଛି।
ମଧ୍ୟପ୍ରାଚ୍ୟ ଯୁଧ୍ୟ ସମୟରେ ଏକ ଉଚ୍ଚ ବିଲଡିଙ୍ଗ ନିକଟରେ ବିଶାଳ ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଇସ୍ରାଏଲ-ଇରାନ ଯୁଧ୍ୟ ମଧ୍ୟରେ ଇସ୍ରଏଲରେ ଏକ ଗ୍ୟାସ ସ୍ଟେସନରେ ବଡ ଧମାକା ହେଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଚୀନର ଏକ ପୁରୁଣା ଘଟଣା। ଏହି ଭିଡିଓଟି ୨୦୧୫ ମସିହାରେ ଚୀନର ବନ୍ଦର ସହର ତିଆନଜିନରେ ଏକ କାରଖାନାରେ ହୋଇଥିବା ରାସାୟନିକ […]
Continue Reading