ମୁସଲମାନ ମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଗୋଟିଏ ବିଶେଷ ଟ୍ରେନର ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ କରା ଯାଉଛି। 

ସବୁଜ ରଙ୍ଗର ମସଜିଦ ଗମ୍ବୁଜ ଏବଂ ସୁବର୍ଣ୍ଣ ରଙ୍ଗର ପକ୍ଷୀମାନଙ୍କର ଡିଜାଇନ୍ ସହିତ ସଜାଯାଇଥିବା ଟ୍ରେନର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଟ୍ରେନ୍ ହାଇଦ୍ରାବାଦ ରୁ ପଶ୍ଚିମବଙ୍ଗ ଯିବାର ନିଶ୍ଚିତ ହେଇଥିବା ସମୟରେ ମୁସଲମାନ ମାନେ ତାକେ ଏପରି ସଜାଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ କରି ଏକ ସାମ୍ପ୍ରାଦାୟିକ ରୂପ ଦିଆ ଯାଇଛି।  […]

Continue Reading

କ’ଣ ବିଜେପି ସଦସ୍ୟ ଏବଂ ସମର୍ଥକ ମାନେ କାନାରା ବ୍ୟାଙ୍କ୍ ସାମନାରେ କାନାଡା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

କାନାଡାରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ହତ୍ୟା ପରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଅଭିଯୋଗକୁ ଅବୈଧ ବୋଲି କହିଛି। ଓଟାୱା ସହରରେ ଥିବା ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ କାନାଡା ବହିଷ୍କାର କରିଛି। ଏହାର ଜବାବରେ ଭାରତ ନୂଆଦିଲ୍ଲୀରେ ଅବସ୍ଥିତ କାନାଡାର କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା। ଏହି ପ୍ରସଙ୍ଗରେ କାନାରା ବ୍ୟାଙ୍କ ସମ୍ମୁଖରେ ଠିଆ ହୋଇଥିବା ଏବଂ ବିଜେପି ପତାକା ଧରିଥିବା କିଛି […]

Continue Reading

କ’ଣ ନିକଟରେ ଜଣେ ଶିଖ୍ ନେତାଙ୍କ ହତ୍ୟା ପରେ କାନାଡା RSS କୁ ବ୍ୟାନ୍ କରିଛି? ଜାଣନ୍ତୁ ସତ୍ୟ। 

ନିକଟରେ କାନାଡାରେ ଜଣେ ଶିଖ୍ ନେତାଙ୍କ ହତ୍ୟା ପରେ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରଭାବିତ ହୋଇଛି। ନାମୀ ଆତଙ୍କବାଦୀର ହତ୍ୟା କରିଥିବା ଅଭିଯୋଗ କରି କାନାଡା ଭାରତ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଛି। ଏହା ପରେ ଉଭୟ ଦେଶ ବିଦେଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ବରଖାସ୍ତ କରିଛି। ଏହି ପରିପ୍ରେକ୍ଷୀରେ, କିଛି ଲୋକ ଏକ ଭିଡିଓ ସେୟାର କରୁଛନ୍ତି ଯାହା RSS ସଂଗଠନକୁ କାନାଡାରେ ନିଷିଦ୍ଧ କରାଯାଇଥିବାର ଦାବି କରୁଛି।  RSS […]

Continue Reading

ଯଶୋଭୁମି ଉଦ୍ଘାଟନ ପାଇଁ ଆସିଥିବା କାରିଗରମାନଙ୍କ ଫୋଟୋ ମିଥ୍ୟା ଦାବିରେ ଭାଇରାଲ ହେଉଛି। ବିସ୍ତାରରେ ସତ୍ୟତା ଜାଣନ୍ତୁ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ରେ ତାଙ୍କ ଜନ୍ମଦିନରେ ଦିଲ୍ଲୀର ଦ୍ୱାରକାଠାରେ ଭାରତ ଆନ୍ତର୍ଜାତୀୟ ସମ୍ମିଳନୀ ଏବଂ ଏକ୍ସପୋ ସେଣ୍ଟର ଯଶୋବୋମିର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଥିଲେ। ଏହି ଉଦ୍ଘାଟନ ସମୟର ଦୁଇଟି ଫୋଟୋ  ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ପ୍ରଥମ ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ହାଣ୍ଡି ନିର୍ମାଣ କାରିଗରଙ୍କ ନିକଟରେ ବସିଥିବା ଦେଖିବାକୁ ମିଳିଛି ଏବଂ ଦ୍ଵିତୀୟ ଫୋଟୋରେ ସେ ଜଣେ ମୋଚି ସମ୍ମୁଖରେ ଜୋଟା ଦେଖୁଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି […]

Continue Reading

କ’ଣ ଆଙ୍ଗନବାଡ଼ି ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ଓଡ଼ିଶା ପୋଲିସ ନିର୍ମମ ଭାବରେ ମାରୁଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ପୋଲିସର ନିଷ୍ଠୁରତା ଦର୍ଶାଉଥିବା ଗୋଟିଏ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ମହିଳା ଆଙ୍ଗନବାଡ଼ି କାର୍ଯ୍ୟକର୍ତ୍ତା ମାନେ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ସେଠାରେ ବନ୍ଦୋବସ୍ତରେ ଥିବା ପୋଲିସ ସେମାନଙ୍କୁ ନିର୍ମମ ଭାବରେ ବାଡ଼ିରେ ମାରୁଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ଓଡ଼ିଶା ରାଜ୍ୟର ଅଟେ ଆଉ ନବୀନ ସରକାର ଏପରି ମାଁ ମାନଙ୍କୁ ସମ୍ମାନ ଦେଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ ବିରୋଧୀ ରାଜନୀତି ଦଳର INDIA ମିଳିତତା ବୈଠକରେ ସାମ୍ବାଦିକଙ୍କୁ ବୟକଟ୍ କରିବା ନିଷ୍ପତ୍ତି ପରେ ଅଞ୍ଜନା କଶ୍ୟପ ସାମ୍ବାଦିକମାନଙ୍କୁ ସମାଲୋଚନା କରୁଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ପ୍ରମୁଖ ବିରୋଧୀ ଦଳର ‘ଇଣ୍ଡିଆ’ ମିଳିତ ମଞ୍ଚ ୧୪ ଟିଭି ସାମ୍ବାଦିକଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛି ଏବଂ ସେମାନଙ୍କୁ ବୟକଟ୍ କରିଛି।  ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆଜ୍ ତକ୍ (ହିନ୍ଦୀ) ଚ୍ୟାନାଲର ପରିଚାଳନା ସମ୍ପାଦକ ଅଞ୍ଜନା ଓମ କଶ୍ୟପ କହିଛନ୍ତି ଯେ ସାମ୍ବାଦିକମାନେ ସେମାନଙ୍କର ଅନୈତିକ ଆଚରଣ ଯୋଗୁଁ ସମାଜ ପାଇଁ ଅପୂରଣୀୟ କ୍ଷତି କରିଛନ୍ତି। ଦାବି କରା ଯାଉଛି ଯେ ବିରୋଧୀ ଦଳର […]

Continue Reading

କ’ଣ ଜି-୨୦ ରେ ରଘୁପତି ରାଘବ ଭଜନରୁ ଆଲ୍ଲାର ନାମକୁ ହଟେଇ ଦିଆ ଯାଇଛି? ଜାଣନ୍ତୁ ସତ୍ୟ। 

ଜି-୨୦ ସମିଟ୍ ସମୟରେ ବିଶ୍ଵ ନେତାଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀ ରାଜଘାଟର ପରିଦର୍ଶନ କରିଥିଲେ। ସେହି ଅବସରର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆପଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ସମସ୍ତ ନେତାଙ୍କୁ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧି ଆଡକୁ ଅଗ୍ରସର ହେଉଥିବା ଏବଂ ଦର୍ଶନ କରୁଥିବା ଦେଖିପାରିବେ। ଏହି ଭିଡିଓରେ ରଘୁପତି ରାଘବ ରାଜା ରାମ ଭଜନ ଅଭିନୟ କର ଯାଉଛି। ଦାବି କରା ଯାଉଛି ଯେ ରଘୁପତି ରାଘବ ରାଜା ରାମ […]

Continue Reading

କ’ଣ ଭାଇରାଲ ଫୋଟୋ ମରକ୍କୋରେ ଘଟିବା ଭୟଙ୍କର ଭୂମିକମ୍ପର ଗୋଟିଏ ଦୃଶ୍ୟ? ଜାଣନ୍ତୁ ସତ୍ୟ। 

ନିକଟରେ ମରକ୍କୋ ଦେଶ ଗୋଟିଏ ଭୟଙ୍କର ଭୂମିକମ୍ପର ସାମନା କରିଛି। ଏହି ଭୂମିକମ୍ପରେ ୨୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ବାହାନ ଓ ଘର ଗୁଡିକ କ୍ଷତିଗ୍ରସ୍ତ ହୋଇଛି। ଏହା ମରକ୍କୋରେ ଆସିଥିବା ସବୁଠାରୁ ବିଶାଳ ଭୂମିକମ୍ପ ବୋଲି କୁହା ଯାଉଛି।  ସୋସିଆଲ ମିଡିଆରେ ଏହା ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ କିଛି ବାହାନ ଭଙ୍ଗା ଅବସ୍ଥାରେ […]

Continue Reading

କ’ଣ ଏହି ଭିଡିଓ ନିକଟରେ ମରୋକୋ ଦେଶରେ ଘଟିଥିବା ଭୂମିକମ୍ପର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

ମରକୋରେ ୬.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପରେ ୨୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶ ସହରର ଦକ୍ଷିଣ-ପଶ୍ଚିମ ହାଇ ଆଟଲାସ୍ ପର୍ବତରେ ଥିଲା। ମରକୋକୁ ଥରାଇ ଦେଇଥିବା ଭୂକମ୍ପ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫୋଟୋ ଭାଇରାଲ ହେବାରେ ଲାଗିଛି।  ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ରାତ୍ରି ସମୟରେ ଗୋଟିଏ ବିଶାଳ ବିଲ୍ଦିଙ୍ଗ ଭୁଷୁଡି ପଡୁଛି ଏବଂ […]

Continue Reading

କ’ଣ ପୂର୍ବତନ କ୍ରିକେଟ୍ ଖେଳାଳି ଏବଂ ବିଜେପି ସାଂସଦ ଗୌତମ ଗମ୍ଭୀର ‘ଭାରତ ତେରେ ତୁକଡେ ହୋଙ୍ଗେ’ ନାରା ଦେଉଥିବା ଦର୍ଶକଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ? 

ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଲୋକସଭା ସାଂସଦ ଗୌତମ ଗମ୍ଭୀର ଦର୍ଶକଙ୍କ ଉପରେ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଦର୍ଶକମାନେ ତାଙ୍କୁ ଟ୍ରୋଲ କରୁଥିଲେ, ଯାହା ଗମ୍ଭୀରଙ୍କୁ ବିରକ୍ତ କରିଥିଲା। ଏହା ବିବାଦ ସୃଷ୍ଟି କରିଥିଲା। ଗମ୍ଭୀର କହିଛନ୍ତି ଯେ ଦର୍ଶକମାନେ ଭାରତ ବିରୋଧୀ ନାରା ଦେଉଥିଲେ ଏବଂ ତାଙ୍କ ଦେଶ ପ୍ରତି ଅସମ୍ମାନକୁ ସେ ସାହି ପାରିନଥିଲେ। ଏହି ଘଟଣାର ଗୋଟିଏ ଭିଡିଓ ପୋଷ୍ଟ କରା ଯାଉଛି ଯେଉଁଥିରେ […]

Continue Reading

କ’ଣ ଏହି ଭିଡିଓରେ ଗୋଟିଏ ଚିତାବାଘ ମଦ୍ୟ ନିଶାରେ ଲୋକଙ୍କ ଭିଡ ସହିତ ଚାଲୁଅଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଚିତାବାଘ ଲୋକଙ୍କ ଭିଡ ସହିତ ଚାଲୁଥିବା ଦେଖିବାକୁ ମିଳିଛି। ଲୋକ ମାନେ ବାଘକୁ ସ୍ପର୍ଶ କରୁଥିବା ସହିତ ସେଲ୍ଫି ମଧ୍ୟ ନେଉଛନ୍ତି। ଆଶ୍ଚର୍ଯ୍ୟ କରୁଥିବା କଟା ଏହା ଯେ ଏତେ ଲୋକଙ୍କ ଭିଡ ଦେଖି ମଧ୍ୟ ଚିତାବାଘଟି କିଛି ପ୍ରତିକ୍ରିୟା ଦେଉନାହିଁ।  ଦାବି କରା ଯାଉଛି ଯେ ଏହି ଚିତାବାଘ ମଦଭାଟିରେ ପଶି ନିଶା କରି ସାରିଲା ପରେ ଏପରି ଅବସ୍ଥାରେ ଅଛି।  କିନ୍ତୁ […]

Continue Reading

କ’ଣ ଆମେରିକାର ୪ ଲକ୍ଷ ବାସିନ୍ଦା ମାନେ କ୍ରିଷ୍ଟ ଧର୍ମ ପରିତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ବହୁ ସଂଖ୍ୟାରେ ଲୋକମାନେ ଏକତ୍ର ହୋଇ କୀର୍ତନ କରୁଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ଗୁଡିକ ଆମେରିକାର ଅଟେ ଯେଉଁଠାରେ ୪ ଲକ୍ଷରୁ ଅଧିକ କ୍ରିଷ୍ଟ ଧର୍ମ ଲୋକମାନେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ହେଉଥିବା ଫୋଟୋ ଆମେରିକାର ଏବଂ ରୁଷରେ ISKCON ଦ୍ଵାରା ଆୟୋଜିତ ଗୋଟିଏ ସତସଙ୍ଗର […]

Continue Reading

ମହାକାଶରୁ ଚନ୍ଦ୍ରୟାନ ଦ୍ୱାରା ନିଆଯାଇଥିବା ପୃଥିବୀର ଏହା ଏକ ଫୋଟୋ କି? ଜାଣନ୍ତୁ ସତ୍ୟ। 

୨୩ ଅଗଷ୍ଟ ଦିନ ଚନ୍ଦ୍ରୟାନ ୩ ଚନ୍ଦ୍ରର ପ୍ରୁଷ୍ଠରେ ଅବତରଣ କରିଥିଲା। ଏହା ପରେ ସେଠାରେ ସେ ଇସ୍ରୋ ଅନେକ ଫୋଟୋ ପଠାଇଥିଲା। ଏହା ନେଇ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ସେହି ଫୋଟୋ ଗୁଡିକ ଚନ୍ଦ୍ରୟାନ ଦ୍ଵାରା ନିଆ ଯାଇଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ମହାକାଶରେ ପୃଥିବୀ ବିକୃତ […]

Continue Reading

କ’ଣ ଭାଇରାଲ ଭିଡିଓ ଚନ୍ଦ୍ରର ପରିବେଶର ଅଟେ ଯାହା ଚନ୍ଦ୍ରୟାନ ୩ ଦ୍ଵାରା ଶୁଟ୍ କରା ଯାଇଛି? ଜାଣନ୍ତୁ ସତ୍ୟ। 

ଚନ୍ଦ୍ରୟାନ ୩, ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପରେ ସେଠାରୁ ଅନେକ ଫୋଟୋ ପୃଥିବୀକୁ ପଠାଇଛି ଯାହା ଇସ୍ରୋ ଦ୍ଵାରା ଜନସାଧାରଣଙ୍କ ଦେଖିବା ପାଇଁ ପ୍ରକାଶିତ କରା ଯାଇଛି। ଏହି ପ୍ରସଙ୍ଗରେ ୪ ଟି ଭିଡିଓ ଥିବା ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ମରୁଭୁମି ଏବଂ ଗୋଟିଏ ରୋଭର ଦେଖିବାକୁ ମିଳିଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ଗୁଡିକ ଚନ୍ଦ୍ରର ଦକ୍ଷିଣ ମେରୁରୁ ଆସିଛି ଯେଉଁଠାରେ ଚନ୍ଦ୍ରୟାନ ୩ ଲ୍ୟାଣ୍ଡ କରିଥିଲା।  କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଇସ୍ରୋର ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ଅଶୋକ ସ୍ତମ୍ଭର ଚିତ୍ର ଅଙ୍କନ କରିଛି? ଜାଣନ୍ତୁ ସତ୍ୟ। 

ଚନ୍ଦ୍ରୟାନ -୩ ଚନ୍ଦ୍ରରେ ଅବତରଣ କରିବା ପରେ ପ୍ରଜ୍ଞାନ ରୋଭର ସେଠାରେ ଯାତ୍ରା କରିବ ଏବଂ ବୈଜ୍ଞାନିକ ଅନୁସନ୍ଧାନ ଏବଂ ସୂଚନା ସଂଗ୍ରହ କରିବ। ଏହି ସମୟରେ କୁହାଯାଉଛି ଯେ ଏହି ରୋଭରର ଚକରେ ଭାରତୀୟ ଜାତୀୟ ପ୍ରତୀକ ଅଶୋକସ୍ତମ୍ବର ଡିଜାଇନ୍ ରହିଛି ଏବଂ ଚନ୍ଦ୍ରରେ ଅବତରଣ ପରେ ଏହି ଡିଜାଇନ୍ ଚନ୍ଦ୍ର ପ୍ରୁଷ୍ଠରେ ଅଙ୍କନ ହୋଇଛି। ଏହାର ଗୋଟିଏ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା […]

Continue Reading

କ’ଣ ଏହି ଭିଡିଓ ଚନ୍ଦ୍ରର ପ୍ରୁଷ୍ଠରୁ ପୃଥିବୀର ସୁନ୍ଦର ଦୃଶ୍ୟକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

ଚନ୍ଦ୍ରୟାନ -୩ ର ବିକ୍ରମ ଲ୍ୟାଣ୍ଡର୍ ଅଗଷ୍ଟ ୨୩ ରେ ସନ୍ଧ୍ୟା ୬ ତ ସମୟ ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ତାହା ପୂର୍ବରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚନ୍ଦ୍ରରୁ ପୃଥିବୀ କିପରି ଦେଖାଯାଏ ଏହି ଭିଡିଓରେ ଦର୍ଶାଯାଇଛି। ଦାବି କରା ଯାଉଛି ଯେ ଏହି ଭିଡିଓ ଚନ୍ଦ୍ରୟାନ ଦ୍ୱାରା ନିଆଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଚନ୍ଦ୍ରରୁ ପୃଥିବୀର ପ୍ରକୃତ ଦୃଶ୍ୟ ନୁହେଁ, […]

Continue Reading

କ’ଣ ଭିଡିଓରେ ରିଲାଏନ୍ସ ବିରୁଦ୍ଧରେ ଭାଷଣ ଦେଉଥିବା ବ୍ୟକ୍ତି ହିମାଳୟ କମ୍ପାନୀ ମାଲିକ ଅଟନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ରିଲାଏନ୍ସ, ଆରଏସଏସ ଏବଂ ବାବା ରମାଦେବଙ୍କ ବିରୁଦ୍ଧରେ ଭାଷଣ ଦେଉଥିବା ନଜର ଆସିଛନ୍ତି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତି ହିମାଳୟ ଆୟୁର୍ବେଦ କମ୍ପାନୀ ମାଲିକ ଅଟନ୍ତି। ପୋଷ୍ଟର କମେଣ୍ଟରେ ଅନେକ ଲୋକ ହିମାଳୟ କମ୍ପାନୀ ଉତ୍ପାଦନକୁ ବୟକଟ୍ କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଭାଷଣ ଦେଉଥିବା ବ୍ୟକ୍ତି […]

Continue Reading

କ’ଣ ଚଣ୍ଡିଗଡ଼ର ଗୋଟିଏ ମୁସ୍ଲିମ ହୋଟେଲରେ ନାଳ ପାଣିରୁ ବିରିଆନୀ ରନ୍ଧା ହେଉଥିବା ବେଳେ ସେହି ହୋଟେଲ ମାଲିକ ଧରା ପଡିଛି? ଜାଣନ୍ତୁ ସତ୍ୟ। 

ନିକଟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣ ଦେଖିପାରିବେ କିଛି ଲୋକ ଜଣେ ବ୍ୟକ୍ତିଙ୍କ ସହିତ ଅସଦାଚରଣ କରୁଛନ୍ତି। ଦାବି କରା ଯାଉଛି ଯେ ହରିୟାଣାରେ ଅବସ୍ଥିତ ଶମା ବିରିୟାନି ଢାବା ଗଟର ପାଣି ବ୍ୟବହାର କରି ଖାଦ୍ୟ ରାନ୍ଧୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହି ଘଟଣା ନାଳ ପାଣିରୁ ଖାଦ୍ୟ ରାନ୍ଧିବାନେଇ ହୋଇନଥିଲା। ହୋଟେଲ ମାଲିକ ନାଳ ପାଣିକୁ ରାସ୍ତାଉପରେ ଫିଙ୍ଗୁଠିବା ନେଇ ଏହି ସ୍ଥାନୀୟ […]

Continue Reading

କ’ଣ ଜିମ୍ବାୱେର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ସ୍ଵର୍ଗବାସ ହେଇଛି? ଜାଣନ୍ତୁ ସତ୍ୟ।

ନିକଟରେ ସୋସିଆଲ ମିଡିଆରେ ଏହ ଖବର ବିସ୍ତାର ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଜିମ୍ବାୱେର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ହେଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା […]

Continue Reading

କ’ଣ ଭାଇରାଲ ଫୋଟୋ ନିକଟରେ ଲଦାଖରେ ଭାରତୀୟ ସେନାର ଟ୍ରକ୍ ଦୁର୍ଘଟଣାର ଏକ ଫୋଟୋ? ଜାଣନ୍ତୁ ସତ୍ୟ। 

ନିକଟରେ ଲଦାଖରେ ଭାରତୀୟ ସେନା ବସ୍ ଦୁର୍ଘଟଣାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହିପରି ଗୋଟିଏ ଫଟୋ ଆମ ସମ୍ମୁଖରେ ଆସିଛି ଯେଉଁଥିରେ ଗୋଟିଏ ଘାଟିରେ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଅନେକ ସେନା ଯବାନ ମଧ୍ୟ ଛିଡା ହୋଇଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ନିକଟରେ ଲଦାଖରେ ଦୁର୍ଘଟଣା ହୋଇଥିବା ଏକ ଭାରତୀୟ ସେନାର ଗାଡି ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ ଭାଇରାଲ ଫୋଟୋ ନିକଟରେ ଲଦାଖରେ ଗୋଟିଏ ସେନାବାହିନୀ ଗାଡ଼ି ଦୁର୍ଘଟଣାର ଦୃଶ୍ୟ? ଜାଣନ୍ତୁ ସତ୍ୟ। 

ଲଦାଖରେ ଏକ ସେନାବାହିନୀ ଗାଡିର ଏକ ଦୁଖଦ ଦୁର୍ଘଟଣାରେ ଜୁନିଅର କମିଶନ ଅଫିସର (ଜେସିଓ) ଏବଂ ୮ ଜଣ ସୈନିକ ନିଜ ମୂଲ୍ୟବାନ ଜୀବନ ହରାଇଛନ୍ତି। ଲଦାଖର ନିଓମା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଏକ ସାମରିକ ଗାଡି ରାସ୍ତାରୁ ଖସି ଏକ ଗଭୀର ଉପତ୍ୟକାକୁ ଖସିପଡିଥିଲା ଏହି ପ୍ରସଙ୍ଗରେ, ସୋସିଆଲ ମିଡିଆରେ କ୍ଷତିଗ୍ରସ୍ତ ସାମରିକ ଯାନର ଗୋଟିଏ ଫୋଟୋ ଭାଇରାଲ ହେଉଛି। ଏହା ନିକଟରେ ଲାଦାଖରେ ଘଟିଥିବା ଏକ ଘଟଣା ବୋଲି ଦାବି କରା […]

Continue Reading

କ’ଣ ଦୁବାଇ ସରକାର ପାକିସ୍ତାନର ସ୍ଵାଧୀନତା ଦିବସ ଦିନ ବୁର୍ଜ ଖାଲିଫାରେ ପାକିସ୍ତାନର ପତକା ଉତ୍ତୋଳନ କରିଲେ ନାହିଁ? ଜାଣନ୍ତୁ ସତ୍ୟ। 

୧୪ ଅଗଷ୍ଟ ରେ ପାକିସ୍ତାନ ନିଜ ସ୍ଵାଧୀନତା ଦିବସ ପାଳନ କରି ଥାଏ। ପ୍ରତ୍ଯେକ ବର୍ଷ ପାକିସ୍ତାନ ହେଉ କିମ୍ବା ଭାରତ, ଦୁବାଇର ବୁର୍ଜ ଖାଲିଫାରେ ସ୍ଵାଧୀନତା ଦିବସରେ ବୁର୍ଜ ଖାଲିଫାରେ ଉଭୟ ଦେଶର ପତକା ଉତ୍ତୋଳନ କରା ଯାଏ।  ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବହୁ ପରିମାଣରେ ଲୋକ ମାନେ ବୁର୍ଜ ଖାଲିଫା ନିକଟରେ ଛିଡା ହୋଇ ପାକିସ୍ତାନ ଜିନ୍ଦାବାଦ ନାରା ଦେଉଛନ୍ତି। ଭିଡିଓରେ ଆମେ ଜଣେ ମହିଳାଙ୍କୁ […]

Continue Reading

କ’ଣ ଗଦର ୨ ସିନେମା ଦେଖୁଥିବା ସମୟରେ ଜଣେ ଦର୍ଶକ ପାକିସ୍ତାନ ସମର୍ଥକ ନାରା ଉଠାଇବା ପରେ ବରେଲିର ଏକ ସିନେମା ହଲରେ ଝଗଡା ଆରମ୍ଭ ହୋଇଥିଲା କି? 

ସନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଗଦର ୨ ଚଳଚ୍ଚିତ୍ର କିଛି ଦିନ ପୂର୍ବରୁ ଦେଶରେ ରିଲିଜ୍ ହେଇଥିଲା। ଗୋଟିଏ ସିନେମା ହଲର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଗଦର ୨ ସିନେମା ଚାଲୁଥିବା ସମୟରେ କିଛି ଲୋକ ମାନେ ଝଗଡା କରୁଛନ୍ତି।  ଦାବି କରାଯାଉଛି ଯେ ଚଳଚ୍ଚିତ୍ରର ସ୍କ୍ରିନିଂ ସମୟରେ ଜଣେ ଦର୍ଶକ ପାକିସ୍ତାନ ସମର୍ଥକ ନାରା ଦେଇଥିଲେ। ଏହି ନାରାରେ ଅନ୍ୟ କିଛି ଦର୍ଶକ ବିରକ୍ତ ହୋଇ […]

Continue Reading

କ’ଣ ପ୍ରକୃତରେ ଏହି ଭିଡିଓରେ ଜଣେ ମୁସ୍ଲିମ ବ୍ୟକ୍ତି ଜଣେ ହିନ୍ଦୁଙ୍କୁ ନିଜ ଅଞ୍ଚଳରୁ ଧକା ଦେଇ ବାହାର କରୁଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ସେୟାର କରାଯାଉଛି, ଯେଉଁଥିରେ ଜଣେ ମୁସଲମାନ ଟୋପି ପିନ୍ଧିଥିବା ଜଣେ ବ୍ୟକ୍ତି ଭଗବା ସ୍କାର୍ଫ ପିନ୍ଧିଥିବା ବ୍ୟକ୍ତିଙ୍କ ସହ ଅସଦାଚରଣ କରୁଥିବା ଦେଖାଯାଉଛି। ଦାବି କରାଯାଉଛି ଯେ ଜଣେ ହିନ୍ଦୁ ଜଣେ ମୁସଲମାନ ଅଞ୍ଚଳରେ ଭଗବା ସ୍କାର୍ଫ ପିନ୍ଧି ଠିଆ ହୋଇଥିବାରୁ ତାଙ୍କୁ ମୁସ୍କିମ ବ୍ୟକ୍ତି ସେଠାରୁ ତାଙ୍କୁ ଠେଲି ବାହାର କରିବାର ଉଦ୍ଦ୍ୟୟମ କରୁଛନ୍ତି।  ଭାଇରାଲ ଭିଡିଓରେ ପ୍ରଥମ ମୁସଲମାନ ବ୍ୟକ୍ତି ଭଗବା କପଡା ପିନ୍ଧିଥିବା ବ୍ୟକ୍ତିଙ୍କୁ […]

Continue Reading

କ’ଣ ଅକ୍ସଫର୍ଡ ଅଭିଧାନରେ ଇଣ୍ଡିଆର ଅର୍ଥ ପୁରୁଣା ଚିନ୍ତାଧାରା ଏବଂ ଅପରାଧୀ ଲୋକ ବୋଲି କୁହା ଯାଇଛି? ଜାଣନ୍ତୁ ସତ୍ୟ। 

ଗତ କିଛି ବର୍ଷରୁ ଆମ ଦେଶର କିଛି ଲୋକ ମାନେ ଦେଶର ନାମ ଇଣ୍ଡିଆରୁ ବଦଳାଇ ଭାରତ କରିବାର ଦାବି କରୁଛନ୍ତି। ଏହି ମାମଲା ନେଇ ସୁପ୍ରିମ୍ କୋର୍ଟ କହିଥିଲା ଯେ ଆମ ସମ୍ବିଧାନରେ ଇଣ୍ଡିଆ ଏବଂ ଭାରତ ଦୁଇଟି ନାମର ଉଲ୍ଲେଖ କରା ଯାଇଛି। ଏହା ପରେ ମାମଲାକୁ ଖାରଜ କରା ଯାଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଅକ୍ସଫର୍ଡ ଅଭିଧାନରେ ଇଣ୍ଡିଆର […]

Continue Reading

କ’ଣ ଭାଇରାଲ ଭିଡିଓରେ ହିଂସାର ବିଭିନ୍ନ ଘଟଣା ମଣିପୁର ରାଜ୍ୟ ସହିତ ଜଡ଼ିତ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଘଟଣାର କ୍ଲିପ୍ ଏବଂ ଫୋଟୋ ଥିବାର ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ସବୁ ଘଟଣା ମଣିପୁର ରାଜ୍ୟ ସହିତ ଜଡ଼ିତ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା କ୍ଲିପ୍ ଗୁଡିକ ଭାରତର ବିଭିନ୍ନ ସ୍ଥାନରେ ଘଟିବା ବିଭିନ୍ନ ଘଟଣାକୁ ମଣିପୁରର ହୋଇଥିବା ଦାବି ସହିତ ଭାଇରାଲ କରା ଯାଉଛି।  ନିମ୍ନରେ ଆପଣ ମାନେ ସେହି […]

Continue Reading

କ’ଣ ଆମେରିକାର ଗୋଟିଏ କମ୍ପାନୀ ନିଜ ନୂତନ କାରର ନାମ ରାମ ରଖିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଅସିଆଲ ମିଡିଆରେ ଗୋଟିଏ କାରର ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କରର ନାମ ରାମ ବୋଲି ଲେଖା ଯାଇଛି। ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ଯେ ଆମେରିକାର ଗୋଟିଏ କମ୍ପାନୀ ଗୋଟିଏ କାର ଉତ୍ପାଦନ କରି ତାହାର ନାମ ରାମ ରଖିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହି କାରର ନାମ ରାମ ହେବାରର ପ୍ରଭୁ ରାମଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ।  କ’ଣ ଦାବି କରା ଯାଇଛି […]

Continue Reading

କ’ଣ ଗଛରେ ଝୁଲେଇ ଜଣେ ମହୁଇଲାଙ୍କ ଉପରେ ଅତ୍ୟାଚାର କରୁଥିବା ଏହି ଭିଡିଓ ମଣିପୁରର ଘଟଣା ଅଟେ? ଜାଣନ୍ତୁ ସତ୍ୟ।

ମଣିପୁରରେ ଚାଲିଥିବା ହିଂସାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଫ୍ୟାକ୍ଟ କ୍ରିଷେଣ୍ଡୋ ଅନେକ ଭିଡିଓକୁ ମିଥ୍ୟା ବୋଲି ପ୍ରମାଣ କରି ସାରିଛି।  ଏହି ପ୍ରସଙ୍ଗରେ ଆହୁରି ଗୋଟିଏ ଭିଡିଓ ସାମନାକ୍ୟୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ଗୋଟିଏ ମହିଳାକୁ ଗଛରେ ବାନ୍ଧି ଝୁଲେଇଛନ୍ତି ଏବଂ ତାଙ୍କ ଉପରେ ବାଡ଼ିରେ ଆକ୍ରମଣ କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ସମ୍ପ୍ରତ୍ତି ସମୟରେ […]

Continue Reading

କ’ଣ ଉଲଗ୍ନ ଅବସ୍ଥାରେ ମହିଳା ମାନେ ବିରୋଧ କରୁଥିବା ଏହି ଭିଡିଓ ମଣିପୁରର ଅଟେ? ଜାଣନ୍ତୁ ସତ୍ୟ।

ଗତ 2 ମାସ ଧରି ମଣିପୁରରେ ହିଂସା କମୁନାହିଁ। ପ୍ରାୟ ପ୍ରତ୍ୟେକ ଦିନ ନୂଆ ଅପରାଧିକ ମାମଲା ଉପରେ ରିପୋର୍ଟ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଉଲଗ୍ନ ଅବସ୍ଥାରେ ପୋଲିସକୁ ଧମକ ଦେଉଛନ୍ତି ଏବଂ ବାଡ଼ି ଧରି ପୋଲିସକୁ ଗୋଡ଼ାଉଛନ୍ତି।  ଆମକୁ ଏହି ଭିଡିଓର ତଥ୍ୟ ଯାଞ୍ଚ କରିବା ପାଇଁ ୱ୍ହାଟ୍ସ ଅପ୍ ନମ୍ବର 9049053770 ରେ ଅନୁରୋଧ ଆସିଥିଲା।  ଭିଡିଓ ସେୟାର କରି ଦାବି […]

Continue Reading

କ’ଣ ରାସ୍ତା ମଝିରେ ଜଣେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଥିବା ଭିଡିଓ ମଣିପୁରର ଅଟେ? ଜାଣନ୍ତୁ ସତ୍ୟ।

ମଣିପୁରରେ ହିଂସା ଥମିବାର ନାମ ନେଉଆ ନାହିଁ। ନିକଟରେ କିଛି ଜଘନୀୟ ଘଟଣା ମଣିପୁରରେ ଦେଖିବାକୁ ମିଳିଛି। ଲୋକଙ୍କ ଏକ ସମୂହ ଦୁଇ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ପ୍ୟାରେଡ୍ କରେଇବା ସହିତ ତାଙ୍କ ଗଣଦୁଷ୍କର୍ମ ମଧ୍ୟ କରିଛନ୍ତି। ଏହା ନେଇ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଏହା ପରେ ଅନ୍ୟ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳାଙ୍କୁ କିଛି ବନ୍ଧୁକ ବିଶିଷ୍ଟ ଲୋକମାନେ […]

Continue Reading

ମଣିପୁର ଗଣଦୁଷ୍କର୍ମ ଘଟଣାରେ ଆରଏସଏସ (RSS) କାର୍ଯ୍ୟକର୍ତ୍ତାଙ୍କ ଫୋଟୋ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

ନିକଟରେ ମଣିପୁରରୁ ଗୋଟିଏ ନିନ୍ଦନୀୟ ଘଟଣା ଘଟିଥିଲା। ଲୋକଙ୍କ ଗୋଟିଏ ବିଶାଳ ସମୂହ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ପ୍ୟାରେଡ୍ କରାଇବା ପରେ କିଛି ଲୋକେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଆରଏସଏସ କାର୍ଯ୍ୟକର୍ତ୍ତାଙ୍କର ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ମଣିପୁରର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଏହି ଦୁଇ […]

Continue Reading

କ’ଣ ମଣିପୁରରେ ହେଇଥିବା ଘଟଣା ପରେ ଅକ୍ଷୟ କୁମାର ଏହି ଭିଡିଓରେ ନିଜ କ୍ରୋଧ ପ୍ରକାଶ କରୁଛନ୍ତି? ଜାଣନ୍ତୁ ସତ୍ୟ

ମଣିପୁରର ଦୁଇ ଜଣ କୁକି ସମ୍ପ୍ରଦାୟ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ପ୍ୟାରେଡ୍ କରାଯିବା ସହ ବହୁ ସଂଖ୍ୟାରେ ପୁରୁଷଙ୍କ ଦ୍ୱାରା ତାଙ୍କ ଯୌନ ନିର୍ଯାତନା ହୋଇଥିବାର ଏକ ଭିଡିଓ ସାରା ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ କରିଛି। ଅନୁସୂଚିତ ଜନଜାତି ନେତାଙ୍କ ଫୋରମ୍ (ଆଇଟିଏଲଏଫ୍) ଅନୁଯାୟୀ, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାର ଗୋଟିଏ ଦିନ ପରେ ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଏହି ଘଟଣା ଘଟିଥିଲା।  ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅଭିଯୁକ୍ତଙ୍କୁ କଠୋର […]

Continue Reading

ପାକିସ୍ତାନୀ ସେନାର ମେଜର ସାମିଆ ରେହମାନଙ୍କ ଫୋଟୋକୁ ସୀମା ହାଇଦରଙ୍କ ନାମରେ ମିଥ୍ୟା ଦାବି ସହ ସେୟାର କରାଯାଉଛି।

ନେପାଳ ଦେଇ ପାକିସ୍ତାନରୁ ଆସିଥିବା ସୀମା ହାୟଦାରଙ୍କ କାହାଣୀ ହେଡଲାଇନରେ ରହିଛି। ଏହାର ଅନେକ ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଆଜିକାଲି ସୀମା ହାଇଦରଙ୍କ ସହ ପାକିସ୍ତାନୀ ସେନା ୟୁନିଫର୍ମ ପିନ୍ଧିଥିବା ଜଣେ ମହିଳାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁନିଫର୍ମରେ ଥିବା ମହିଳା ହେଉଛନ୍ତି ସୀମା ହାୟଦାର ବୋଲି ଦାବି ମଧ୍ୟ କରାଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଆର୍ମୀ ୟୁନିଫର୍ମ ପିନ୍ଧିଥିବା ମହିଳା […]

Continue Reading

କ’ଣ ଏହି ଭିଡିଓ ଶ୍ରୀହରିକୋଟା ଠାରୁ ଚନ୍ଦ୍ରୟାନ ୩ ଉତକ୍ଷେପଣ ହେଉଥିବାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

୧୪ ଜୁଲାଇ ରେ ଇସ୍ରୋ ଚନ୍ଦ୍ରୟାନ ୩ ର ଉତକ୍ଷେପଣ କରିଥିଲା। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ବିମାନରେ ଯାତ୍ରା କରୁଥିବା ସମୟରେ ଗୋଟିଏ ରକେଟ୍ ଉତକ୍ଷେପଣ ହେଉଥିବାର ଭିଡିଓ ଶୁଟ୍ କରିଛନ୍ତି। ସେହି ଭିଡିଓକୁ ବିଭିନ୍ନ ସୋସିଆଲ ମଇଦା ରେ ଭାଇରାଲ କରା ଯାଉଛି ଯେ ଏହା ଚନ୍ଦ୍ରୟାନ ୩ ର ଉତକ୍ଷେପଣ ହେଉଥିବାର ଭିଡିଓ […]

Continue Reading

କ’ଣ ଫୋଟୋରେ ପୋଲିସ ୟୁନିଫର୍ମ ପିନ୍ଧିଥିବା ମହିଳା ହେଉଛନ୍ତି ସୀମା ହାଇଦର? ଜାଣନ୍ତୁ ସତ୍ୟ।

ନିକଟରେ ଗୋଟିଏ ଆଶ୍ଚର୍ଯ୍ୟ ଘଟଣା ଘଟିଛି। ପବଜି ମୋବାଇଲ୍ ଖେଳ ଦ୍ଵାରା ପାକିସ୍ତାନର ଜଣେ ମହିଳା, ସୀମା ହାଇଦର ଭାରତର ଜଣେ ଯୁବକଙ୍କ ପ୍ରେମ କରି ବସିଛନ୍ତି। ପସେହି ପ୍ରେମରେ ପଡି ସେ ପାକିସ୍ତାନରୁ ଅବୈଧ ଭାବରେ ଭାରତ ଆସି ସେ ପିଲାଙ୍କ ସହିତ ଭେଟିଛନ୍ତି। ଏହି ଘଟଣା ନେଇ ବର୍ତ୍ତମାନ ଆମ ଦେଶରେ ଆଲୋଚନା ଚାଲିଛି। ପୋଲିସ ସୀମାଙ୍କ ବିଷୟରେ ତଦନ୍ତ କରୁଛି।  ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। ଏପରି […]

Continue Reading

କ’ଣ ଏହି ଭିଡିଓରେ ପାକିସ୍ତାନର ଜଣେ ପିତା ନିଜ ଝିଅ ସହିତ ବିବାହ କରି ତାକୁ ନିଜ ଚତୁର୍ଥ ସ୍ତ୍ରୀ କରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଖବର ଭାଇରାଲ ହେବାରେ ଲାଗିଛି। ଜଣେ ଦମ୍ପତିଙ୍କ ଫୋଟୋ ସେୟାର କରି ଦାବି କରା ଯାଉହୀ ଯେ ଫୋଟୋରେ ଥିବା ମହିଳା ନିଜ ପିତାଙ୍କ ସହିଇଟ ବିବାହ କରିଛନ୍ତି। ଏହି ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ମୁସ୍ଲିମ ସମ୍ପ୍ରଦାୟ ଲୋକଙ୍କ ବିଷୟରେ ଅପମାନଜନକ ଭାଷା କହୁଛନ୍ତି।  ପୋଷ୍ଟ ହେଇଥିବା ଫୋଟୋରେ ଆମେ ଦେଖିଲୁ ଯେ ଏହାକୁ ଭାସ୍କର ୱେବସାଇଟରୁ ନିଆ ଯାଇଛି। ତେଣୁ ଆମେ ଭାସ୍କରର ଫେସବୁକ […]

Continue Reading

ଗୁରୁଗ୍ରାମରେ ଜଣେ ବାଳିକାକୁ ଛୁରୀରେ ହତ୍ୟା କରାଯାଇଥିବା ଭିଡିଓକୁ ସାମ୍ପ୍ରଦାୟିକ ଏବଂ ପ୍ରେମ୍ ଜିହାଦ ଦାବି ସହିତ ସେୟାର କରାଯାଉଛି।

ନିକଟରେ ଗୁରୁଗ୍ରାମରେ ଜଣେ 19 ବର୍ଷର ବାଳିକାକୁ ବାଳକ ଛୁରୀରେ ହତ୍ୟା କରିଥିଲା। ଏହି ଘଟଣାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓରେ ଆମେ ଦେଖି ପାରିବା ଯେ ଗୋଟିଏ ଝିଅର ମୃତ ଶରୀରର ରାସ୍ତାରେ ପଡିଥିବା ସମୟରେ ସେହି ରାସ୍ତା ରକ୍ତାକ୍ତ ହୋଇଛି। ଆପଣ ମାନେ ଭିଡିଓରେ ଏହା ମଧ୍ୟ ଦେଖି ପାରିବେ ଯେ ଜଣେ ମହିଳା ଗୋଟିଏ ଯୁବକକୁ ମାଡ଼ ମାରୁଛନ୍ତି ଏବଂ ଅନେକ ଲୋକେ ସେଠାରେ ଠିଆ ହୋଇ ଘଟଣା ଦେଖୁଛନ୍ତି।  ଦାବି […]

Continue Reading

କ’ଣ ଜଣେ ପୋଲିସକର୍ମୀ ଗୋଟିଏ ଗୁପ୍ଚୁପ ଦୋକାନ ଭାଙ୍ଗୁଥିବାର ଏହି ଭିଡିଓ ପ୍ରକୃତ ଘଟଣା ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଗୁପ୍ଚୁପ ବିକ୍ରୟ କରୁଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଗୁପ୍ଚୁପ ଦୋକାନରେ ଗୋଟିଏ ମହିଳା ଏବଂ ତାଙ୍କ ଝିଅ ଆସି ପହଞ୍ଚିଛନ୍ତି। ଝିଅଟି ଗୁପ୍ଚୁପ ଖାଉଥିବା ସମୟରେ ଜଣେ ପୋଲିସକର୍ମୀ ମଧ୍ୟ ଆସି ଗୁପ୍ଚୁପ ଖାଇଲେ। ଯେତେବେଳେ ଗୁପ୍ଚୁପ ଦୋକାନୀ ପୋଲିସକର୍ମୀଙ୍କ ଠାରୁ ପଇସା ମାଗିଲା ସେତେବେଳେ ସେ ଗୁପ୍ଚୁପ ଦୋକାନକୁ ଲାଟ ମାରି ଭାଙ୍ଗି ଦେଲେ ଏବଂ ସେଠାରୁ ପଳାଇଲେ।  ଦାବି […]

Continue Reading

କ’ଣ ଜଣେ ମୁସ୍ଲିମ ଯୁବକ ଛୁରୀରେ ନିଜ ହିନ୍ଦୁ ପ୍ରେମିକାର ବେକ କାଟିବାର ଉଦ୍ଦ୍ୟୟମ କରୁଥିବା ସମୟରେ ଲୋକ ମାନେ ତାକୁ ଧରିଛନ୍ତି? କ’ଣ ଏହା ଲଭ୍ ଜିହାଡ ର ମାମଲା? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ମାନେ ଜଣେ ଯୁବକଙ୍କୁ ମାରୁଛନ୍ତି ଏବଂ ପଚରାଉଚରା କରୁଛନ୍ତି ସେଠାରେ ଜଣେ ମହିଳା ଆହତ ଅବସ୍ଥାରେ ଉପସ୍ଥିତ ଅଛନ୍ତି। ଲୋକମାନେ ସେହି ଯୁବକ ଉପରେ ଯୁବତୀର ହତ୍ୟା ଉଦ୍ଦ୍ୟୟମର ଅଭିଯୋଗ ଲଗାଉଛନ୍ତି। ଯୁବତୀ ମଧ୍ୟ ସେଠାରେ ଉପସ୍ଥିତ ଲୋକଙ୍କୁ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ନକରିବା ପାଇଁ ଅନୁରୋଧ କରୁଛନ୍ତି।  ଦାବି କରା ଯାଉଛି ଯେ […]

Continue Reading

କ’ଣ ଭାଇରାଲ ଭିଡିଓ ଟାଇଟାନିକ୍ ଦେଖିବାକୁ ଯାଇଥିବା ପନଡ୍ଡୁବିର ଶେଷ ଭିଡିଓ? ଜାଣନ୍ତୁ ସତ୍ୟ।

ଜୁନ୍ ମାସରେ ଓସେନ୍ ଗେଟ୍ ଦ୍ଵାରା ପରିଚାଳିତ ଟାଇଟେନ୍ ପନଡ୍ଡୁବି କିଛି ଯାତ୍ରୀଙ୍କୁ ନେଇ ସମୁଦ୍ରରେ ବୁଡି ରହିଥିବା ଟାଇଟେନିକ୍ ଜାହାଜର ପରିଦର୍ଶନ ପାଇଁ ଯାଇଥିଲା। ସମୁଦ୍ର ପାଣିରେ କିଛି ଗଭୀରତାକୁ ଯିବା ପରେ ଏହି ପନଡ୍ଡୁବି ସହିତ ସମ୍ପର୍କ ବିଛିନ୍ନ ହେଲା ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଯାତ୍ରା କରୁଥିବା ୫ ଟି ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଗୋଟିଏ ପନଡ୍ଡୁବି ଭିତରେ ବସିଥିବା କିଛି ଲୋକଙ୍କ ଏକ ଭିଡିଓ […]

Continue Reading

କ’ଣ ଏହି ଭିଡିଓରେ ପ୍ଲାଷ୍ଟିକ୍ ନକଲି ଅଣ୍ଡା ଉତ୍ପାଦନ କରା ଯାଉଛି? ଜାଣନ୍ତୁ ସତ୍ୟ।

ଆମେ ଜାଣିଛୁ ଯେ ଅଣ୍ଡା ଶରୀର ପାଇଁ ଏକ ଆବଶ୍ୟକ ପୋଷଣ ବୋଲି ଗ୍ରହଣ କରା ଯାଏ। ଏହା ବଜାରରେ କମ୍ ମୂଲ୍ୟରେ ଏବଂ ସୁବିଧାରେ ଉପଲବ୍ଧ ହେଇଥିବାରୁ ଲୋକମାନେ ଅଣ୍ଡାକୁ ନିଜ ଭୋଜନର ଏକ ଆବଶ୍ୟକ ଅଂଶ ପରି ବ୍ୟବହାର କରନ୍ତି। କିନ୍ତୁ ଯଦି ଏହି ଅଣ୍ଡା କ୍ଷତିକାରକ ହୋଇଯାଏ ତେବେ ଏହା ବିପଦ ମଧ୍ୟ ଆଣି ପାରେ।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ପ୍ଲାଷ୍ଟିକ୍ ଅଣ୍ଡା […]

Continue Reading

କ’ଣ ଉତ୍ତରପ୍ରଦେଶର ଜଣେ ଦଳିତ ମହିଳା ୬ ଜଣ ମୁସ୍ଲିମ ଯୁବକଙ୍କ ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

ୟୁପି ତକ୍ ଦ୍ଵାରା ପ୍ରକାଶିତ ଏକ ଖବରର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଉତ୍ତରପ୍ରଦେଶର ବାବାତପୁରରେ ଜଣେ ହିନ୍ଦୁ ଦଲିତ ମହିଳା, ବଳାତ୍କାର ଓ ଧର୍ମ ପରିବର୍ତ୍ତନ ହେବାର ଧମକ ଦିଆଯିବା ପରେ ୬ ଜଣ ମୁସଲମାନ ଯୁବକଙ୍କ ବେକ କାଟି ହତ୍ୟା କରିଛି ଏବଂ ବର୍ତ୍ତମାନ ସେହି ମହିଳା ନିଖୋଜ ଅଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଲିସ କହିବା ଅନୁଯାୟୀ ଏପରି […]

Continue Reading

କ’ଣ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଲୋକ ମାନେ ଏହି ବିରୋଧ ପ୍ରଦର୍ଶନ କରିଥିଲେ? ଜାଣନ୍ତୁ ସତ୍ୟ।

ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ମୁଖ୍ୟ ପ୍ରସଙ୍ଗରେ ଆସିଛି। ସେ ରାଷ୍ଟ୍ରପତି ଜୋ ବିଡେନଙ୍କୁ ଭେଟି ଆମେରିକା କଂଗ୍ରେସକୁ ସମ୍ବୋଧିତ କରିଥିଲେ। ମୋଦୀଙ୍କ ଆମେରିକା ଗସ୍ତ ସହ ଜଡିତ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ଆମେ ଏକ ଭିଡିଓ ସାମ୍ନାକୁ ଆସିଥିଲୁ ଯେଉଁଥିରେ ରାସ୍ତାରେ ଅନେକ ଲୋକ ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ପ୍ରଦର୍ଶନ ସମୟରେ ସେମାନେ […]

Continue Reading

ଓଡିଶା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ଅଧିକାରୀମାନେ ନିର୍ଦ୍ଦୟ ଭାବରେ ଅଭିଯୁକ୍ତଙ୍କୁ ମାଡ ମାରୁଛନ୍ତି କି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହରବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଉଲଗ୍ନ ଭାବରେ ଅବସ୍ଥାରେ ତଳେ ପଡି ରହିଛନ୍ତି ଏବଂ ଆଉ ଜଣେ ବ୍ୟକ୍ତି କାଠରେ ତାଙ୍କୁ ମାରୁଥିବା ଜଣା ପଡୁଛି। ଦାବି କର ଯାଉଛି ଯେ ନିକଟରେ ଓଡ଼ିଶାର ରେଳ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ଷ୍ଟେସନ୍ ମାଷ୍ଟର ମୋହମ୍ମଦ ଶରିଫଙ୍କୁ ସିବିଆଇ ମାଡ ମାରୁଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଘଟନା […]

Continue Reading

କ’ଣ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ ପୃଥିବୀର ସର୍ବୋତ୍ତମ ଶେଷ ଆଶା’ ବୋଲି ଏକ ସମ୍ବାଦ ପ୍ରକାଶିତ କରିଛି? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଆମେରିକା ଗସ୍ତରେ ଯାଇଥିଲେ ଏବଂ ସେଠାରେ ସେ ରାଷ୍ଟ୍ରପତି ଜୋ ବାଇଡେନ, ଅନ୍ୟାନ୍ୟ ନେତା ଏବଂ ବ୍ୟବସାୟୀଙ୍କ ସହ ସାକ୍ଷାତ କରିଥିଲେ। ଏହା ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାର ଚର୍ଚ୍ଚା ଦେଖିବାକୁ ମିଳିଛି।  ଏହି ପ୍ରସଙ୍ଗରେ ନରେନ୍ଦ୍ର ମୋଦୀଙ୍କ ଫଟୋ ସହିତ ‘ଦି ନ୍ୟୁୟର୍କ ଟାଇମ୍ସ’ ଖବରକାଗଜର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରା ଯାଇଛି ଯେ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ […]

Continue Reading

କ’ଣ ଏହି ଫୋଟୋରେ ଦାଉଦ ସହ ବସିଥିବା ମହିଳା ହେଉଛନ୍ତି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାତେ? ଜାଣନ୍ତୁ ସତ୍ୟ।

ଏକ ଅଫିସରେ ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗଷ୍ଟର ଡାଉଡ୍ ଇବ୍ରାହିମଙ୍କ ବିପକ୍ଷରେ ବସିଥିବା ଜଣେ ମହିଳାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦାବି କରା ଯାଉଛି ଯେ ଏହା କଂଗ୍ରେସର ପୂର୍ବତନ ସାମ୍ବାଦିକ ତଥା ବର୍ତ୍ତମାନର ମୁଖପାତ୍ର ସୁପ୍ରିୟା ଶ୍ରୀନାତେ ଅଟନ୍ତି ଯିଏ ଗ୍ୟାଙ୍ଗଷ୍ଟର ଡାଉଡ୍ ଇବ୍ରାହିମ ସହ ସାକ୍ଷାତ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଥିବା ମହିଳା କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାତେ ନୁହଁନ୍ତି, ବରଂ ଜଣେ ସାମ୍ବାଦିକ […]

Continue Reading

ସମୁଦ୍ରରେ ଫସି ରହିଥିବା ଡଙ୍ଗାର ଏକ ପୁରୁଣା ଭିଡିଓକୁ ବିପର୍ଯ୍ୟୟ ବାତ୍ୟା ସମୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

ଦେଶର ପଶ୍ଚିମ ଉପକୂଳରେ ଆସିଥିବା ବିପର୍ଯ୍ୟୟ ବାତ୍ୟା ଗୁଜୁରାଟ ସହିତ ଅନ୍ୟ କିଛି ରାଜ୍ୟକୁ ମଧ୍ୟ ପ୍ରଭାବୁତ କରିଛି। ଲୋକଙ୍କ ସୁରକ୍ଷା ପାଇଁ ତାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରା ଯାଇଥିଲା। ଏହି ବାତ୍ୟା ଜଡିତ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଏପରି ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ବାତ୍ୟା ସମୟରେ ସମୁଦ୍ରରେ ଏକ ଡଙ୍ଗା ଫସି ରହିଥିବା ସମୟରେ ଗୋଟିଏ ହେଲିକପ୍ଟରରୁ ଏହି ଦୃଶ୍ୟର ଭିଡିଓ ନିଆଯାଇଛି। ଦାବି […]

Continue Reading

କ’ଣ ଏହି ଭିଡିଓ ଗୁଜରାଟରେ ଘଟିଥିବା ବିପର୍ଯୟ ବାତ୍ୟାର ଦୃଶ୍ୟ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ବିପର୍ଯୟ ବାତ୍ୟା ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରୁ ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଦମ୍ପତ୍ତି ବାଇକରେ ଯାଉଥିବା ସମୟରେ ବାତ୍ୟାରେ ଫସି ରହିଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ବାତ୍ୟା ବିପର୍ଯୟ ସମୟରେ ଗୁଜରାଟର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୨୧ ମସିହାରେ ଗୁଜୁରାଟରେ ଆସିଥିବା ତାଉତେ ବାତ୍ୟାର […]

Continue Reading

ବାଂଲାଦେଶରେ ଅବସ୍ଥିତ ଏକ ମସଜିଦରେ କରାଯାଇଥିବା ଦାନର ଭିଡିଓ ଶିର୍ଡି ସାଇ ମନ୍ଦିର ନାମରେ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ଏକ ଧାର୍ମିକ ସ୍ଥଳରୁ ଦାନ ଦିଆ ଯାଇଥିବା ନଗଦ ଟଙ୍କା ବୋରୀ ମାନଙ୍କରେ ଭାରୁଛନ୍ତି ଏବଂ ତାକୁ ଗଣୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଶିରଡି ସାଇ ମନ୍ଦିରର ଅଟେ ଯେଉଁଟା ମୁସ୍ଲିମ ମାନେ ବୋରୀ ରେ ଭରି ନେଉଛନ୍ତି।  କିନ୍ତୁ ଫ୍ଯାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଶିରଡି ସାଇ ମନ୍ଦିରର ହେଇଥିବା ଦାବି […]

Continue Reading

କ’ଣ ଏହି ଭିଡିଓରେ କେରଳର ମୁସ୍ଲିମ ମାନେ ଜଣେ RSS ସମର୍ଥକ ହିନ୍ଦୁ ମହିଳାଙ୍କୁ ଗୁଳି କରି ହତ୍ୟା କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଅପରାଧ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆପଣ ମାନେ ଦେଖି ପାରିବେ ଯେ ବାଇକ୍ ରେ ଦୁଇ ବ୍ୟକ୍ତି ଏକ କାରକୁ ଅଟକାଉଛନ୍ତି ଏବଂ ସେହି କାରରୁ ଜଣେ ମହିଳାଙ୍କୁ ବାହାର କରି ଗୁଳି ମାରି ତାଙ୍କ ହତ୍ୟା କରୁଛନ୍ତି। ସେ ମଳୟାଲାମ ଭାଷାରେ କିଛି କହୁଛନ୍ତି ଏବଂ ଆରଏସଏସ ନାମ ମଧ୍ୟ ନେଉଛନ୍ତି।  ଦାବି କରା ଯାଉଛି ଯେ ଏହି ଘଟଣା କେରଳର ଅଟେ। ଏଥିରେ ଦୁଇ ମୁସ୍ଲିମ ବ୍ୟକ୍ତି […]

Continue Reading

କ’ଣ ବିଜେପି ନେତା ସମ୍ବିତ ପାତ୍ର ଏବଂ ବାବା ରାମଦେବ ଓଡିଶା ଟ୍ରେନ୍ ଦୁର୍ଘଟଣା ପୀଡିତଙ୍କ ପାଇଁ ରକ୍ତ ଦାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ବାଲେଶ୍ଵରର ବାହାନଗାରେ ହେଇଥିବା ଏକ ବିଶାଳ ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଗୁରୁତ ଭାବରେ ଆଘାତ ହୋଇଛନ୍ତି। ଏହା ନେଇ ଦେଶର ଅନେକ ନେତା ଏବଂ ଜନସାଧାରଣ ଲୋକେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବିଜେପି ନେତା ସମ୍ବିତ ପାତ୍ର ଏବଂ ବାବା ରାମଦେବ ରକ୍ତଦାନ କରୁଛନ୍ତି। ଦାବି କରା […]

Continue Reading

ସ୍ୱିଡେନରେ ସ୍ପୋର୍ଟସ୍ ଫେଡେରେସନ୍ ‘ସେକ୍ସକୁ ଏକ ସ୍ପୋର୍ଟସ୍’ ଘୋଷଣା କରିବାର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି!

ବିଶ୍ୱର କେତେକ ଅଞ୍ଚଳରେ ବିଶେଷକରି ଏସିଆର ଦେଶରେ ସେକ୍ସ ବିଷୟରେ ପବ୍ଲିକ୍ ସ୍ଥାନରେ ଚର୍ଚ୍ଚା କିମ୍ବା ଯୌନ ସମ୍ବନ୍ଧ ରଖିବା ଏବେବି ନିଷେଧ। ଏଭଳି ପରିସ୍ଥିତିରେ ଭାରତର କେତେକ ଅଗ୍ରଣୀ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ଯେ ସ୍ୱିଡେନ ପ୍ରଥମ ୟୁରୋପୀୟ ଦେଶ ଯିଏ ସେକ୍ସକୁ ଏକ କ୍ରୀଡ଼ା ରୂପେ ସ୍ମାନ୍ୟତା ଦେଇ, ପ୍ରଥମ ୟୁରୋପୀୟ ସେକ୍ସ ଚାମ୍ପିୟନଶିପ ଆୟୋଜନ କରିବାକୁ ଯୋଜନା କରିଛି।  ଭାଇରାଲ ଭିଡିଓରେ ଦାବି କରା ଯାଇଛି ଯେ, ସ୍ଵିଡେନ ସେକ୍ସକୁ କ୍ରିଡାର ମାନ୍ୟତା […]

Continue Reading

କ’ଣ ଏହି ଭିଡିଓ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ ରେ ସିଗାରେଟ୍ ପିଉଛନ୍ତି? ଜାଣନ୍ତୁ ସତ୍ୟ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟାକଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜନଗହଳି ମଧ୍ୟ ଦେଇ ଯାଉଥିବା ଗୋଟିଏ ବସ୍ ରେ ନବୀନ ପଟ୍ଟନାୟକ ବସି ସିଗାରେଟ୍ ପିଉଛନତି। ଦାବି କରା ଯାଉଛି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ପବ୍ଲିକ୍ ସ୍ଥାନରେ ସିଗାରେଟ ପିଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅସଲି ଭିଡିଓରେ ନବୀନ ପଟ୍ଟନାୟକ ସିଗାରେଟ ପିଉନାହାଁନ୍ତି। ଭିଡିଓକୁ ଏଡିଟ୍ କରି […]

Continue Reading

କ’ଣ ଜଣେ ବ୍ୟକ୍ତି ବାଇକରେ ଗୋଟିଏ ଶବ ନେଉଥିବା ଫୋଟୋ ଭାରତର ଅଟେ? କ’ଣ ଏହା ଲଭ୍ ଜିହାଦର ଏକ ମାମଲା? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ବାଇକରେ ଏକ ଶବ ନେଉଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହା ଏକ ଲଭ୍ ଜିହାଦ ମାମଲା ଯେଉଁଥିରେ ଜଣେ ମୁସଲମାନ ବ୍ୟକ୍ତି ଜଣେ ହିନ୍ଦୁ ମହିଳାଙ୍କ ହତ୍ୟା କରି ତାହାର ଶବକୁ ନେଉଥିବା ଜଣା ପାଡିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋର ଲଭ୍ ଜିହାଦ […]

Continue Reading

କ’ଣ ଏହା ଏକ ହିନ୍ଦୁ ମହିଳାଙ୍କ ଫୋଟୋ, ଯାହାର ମୁସଲମାନ ପ୍ରେମିକ ତାଙ୍କୁ ଏସିଡ୍ ବ୍ୟବହାର କରି ଆକ୍ରମଣ କରିଥିଲେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଲଭ୍-ଜିହାଦ ନାମରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳେ। ଏହି ପୋଷ୍ଟ ଏବଂ ଭିଡିଓରେ କେଉଁ ପରି ମୁସଲମାନ ମାନେ ହିନ୍ଦୁ ଝିଅ ମାନଙ୍କୁ ନିଜ ପ୍ରେମ ଜାଲରେ ଫସେଇ ତାଙ୍କ ହତ୍ୟା କିମ୍ବା ଯନ୍ତ୍ରଣା କରିଥାନ୍ତି ତାହା ଦାବି କରା ଯାଇଥାଏ।  ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ମହିଳା ଜଣେ ହିନ୍ଦୁ ଯାହାର ମୁସଲମାନ […]

Continue Reading

ଏହା ବାଂଲାଦେଶର ହିନ୍ଦୁମାନଙ୍କ ଫୋଟ ନୁହେଁ ଯେଉଁମାନେ ସାଢି ପିନ୍ଧିଥିଲେ କିନ୍ତୁ ବର୍ତ୍ତମାନ ହିଜାବ ପିନ୍ଧିଛନ୍ତି।

ଏକ କଳା ଏବଂ ଧଳା ଏବଂ ଅନ୍ୟ ଏକ କଲର ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋଗୁଡ଼ିକରେ ୪ ଜଣ ମହିଳା ଏକ ଗାଡିରେ ବସିଛନ୍ତି। ପ୍ରଥମ ଫୋଟୋରେ, ଏହି ମହିଳାମାନେ ଗାଡିରେ ଶାଢି ପିନ୍ଧି ଏବଂ ବନ୍ଧୁକ ଧରି ବସିଥିବାବେଳେ ଦ୍ୱିତୀୟ ଫୋଟୋରେ ୪ ଜଣ ମହିଳା ହିଜାବ ପିନ୍ଧି ବନ୍ଧୁକ ଧରି ବସିଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ବାଂଲାଦେଶର ଅଟେ ଏବଂ ଏହି ମହିଳା […]

Continue Reading

କ’ଣ ଏହି ଫୋଟୋ ଗତ କାଲୀ କର୍ଣ୍ଣାଟକରେ ବାୟୁ ସେନାର ଏକ ବିମାନ ଦୁର୍ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଗତ କାଲୀ ଭାରତ ବାୟୁ ସେନାର ଏକ ବିମାନ କରଣତକରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମନାକୁ ଆସିଥିଲା। ଏହା ପରେ ସୋସିଆଲ ମିଡିଆରେ ଘଟନା ଜଡିତ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବିମାନ ଦୁର୍ଘଟଣା ହୋଇଥିବା ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଗତ କାଲୀ କର୍ଣ୍ଣାଟକରେ ହେଇଥିବା ଦୁର୍ଘଟଣାର ଫୋଟୋ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ […]

Continue Reading

କ’ଣ ଏହି ଭିଡିଓରେ ଇଡି ଗୁଜରାଟର ଆମ୍ ଆଦାମୀ ପାର୍ଟି ନେତା ଶେଖର ଅଗ୍ରୱାଲଙ୍କ ଘରେ ରେଡ୍ କରୁଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଅଧିକାରୀ ଏକ ସ୍ଥାନରେ ରେଡ୍ କରି ଅନେକ ନଗଦ ଜବତ କରିଛନ୍ତି ଏବଂ ସେମାନେ ଜବତ କରା ଯାଇଥିବା ନଗଦର ଗଣନା କରୁଛନ୍ତି। ଏହି ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ରେଡର ଏହି ଦୃଶ୍ୟ ଗୁଜୁରାଟ ଆମ୍ ଆଦମୀ ପାର୍ଟି ନେତା ଶେଖର ଅଗ୍ରୱାଲଙ୍କ ଘରର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି […]

Continue Reading

କ’ଣ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ତେଲଙ୍ଗାନାରେ ଜାତୀୟ ପତକାରେ ଅଶୋକ ଚକ୍ର ହଟାଇ କଲମା ଲେଖି ଉତ୍ସବ ପାଳନ କରା ଯାଇଥିଲା? ଜାଣନ୍ତୁ ସତ୍ୟ।

ଗତ ମାସରେ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନରେ ବିପୁଳ ବ୍ୟବଧାନରେ ଜିତିଥିଲା। ଦଳ ପାଇଁ ଏହା ଏକ ବିରାଟ ବିଜୟ ଥିଲା। ଅନେକ ସ୍ଥାନରେ ସମର୍ଥକ ଏବଂ ଦଳର ସଦସ୍ୟ ଏହି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାରତର ଜାତୀୟ ପତକାରେ ଅଶୋକ ଚକ୍ରକୁ ହଟାଇ ଇସଲାମୀକ୍ ଭାଷାରେ କିଛି ଲେଖା ହେଇଥିବା ଏକ ଫୋଟୋ ଭାଇରାଲ ହେଉଥିବା ମିଳିଲା। ଦାବି କରା ଯାଉଛି ଯେ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନ […]

Continue Reading

କ’ଣ ଏହି ଭିଡିଓ ବେଆଇନ୍ ଭାବରେ ଭାରତରେ ପ୍ରବେଶ କରିଥିବା କିଛି ରୋହିଙ୍ଗ୍ଯା ମୁସ୍ଲିମ ମାନଙ୍କର ଅଟେ ଯାହାକୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅନେକ ନାବାଳକ ପୋଲିସ ଉପସ୍ଥିତିରେ ଟ୍ରକରୁ ଓହ୍ଲାଇଥିବାର ଦେଖିବାକୁ ମିଳିଛି। ଭିଡିଓ ସହିତ ଦାବି କରା ଯାଇଛି ଯେ ଏହି ପିଲାମାନ ହେଉଛନ୍ତି ରୋହିଙ୍ଗ୍ଯା ମୁସ୍ଲିମ ଏବଂ ତାଙ୍କୁ ପଶ୍ଚିମବଙ୍ଗ ଦେଇ ବେଆଇନ ଭାବେ ଭାରତରେ ପ୍ରବେଶ କରାଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା ବାଳକ ମାନେ ବିହାର ଏବଂ ପଶ୍ଚିମବଙ୍ଗର ବାସିନ୍ଦା ଯିଏ ଖରା ଛୁଟି […]

Continue Reading

କ’ଣ ପାହାଡୀ ଅଞ୍ଚଳରେ ମୋଟର ସାଇକଲ୍ ଚଲାଉଥିବା ମହିଳା ମାନଙ୍କର ଏହି ଭିଡିଓ ଅରୁଣାଚଳ ପ୍ରଦେଶର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି ମହିଳା ମାନେ ଏକ ପାହାଡୀ ଅଞ୍ଚଳରେ କଠିନତା ସହିତ ମୋଟର ସାଇକଲ୍ ଚଳଉଛନ୍ତି। ଦାବି କରା ଯାଉଛି ଯେ ଏହା ଅରୁଣାଚଳ ପ୍ରଦେଶର ଦୃଶ୍ୟ ଅଟେ ଯେଉଁଠାରେ ଏପରି କଠିନତା ସହ ଜୀବନ ବ୍ଯତୀତ କରିବାକୁ ପଡୁଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଅରୁଣାଚଳ ପ୍ରଦେଶର ନୁହେଁ, ବରଂ ଚୀନ […]

Continue Reading

କ’ଣ ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର ହେବ ପରେ ଲୋକେ ତାଙ୍କ କଳା ଧନ ବାହାର କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଆରବିଆଇ ୨୦୦୦ ଟଙ୍କା ନୋଟ୍ ଗୁଡିକୁ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେଇଛି। ୨୦୧୬ ମସିହାରେ ୨୦୦୦ ଟଙ୍କାର ନୋଟ୍ ଜନସାଧାରଣଙ୍କ ୟବାହାର ପାଇଁ ସୃଷ୍ଟି କର ଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାର ପ୍ରତ୍ୟାହାର ସୂଚନା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ୨୦୦୦ ଟଙ୍କା ନୋଟ୍ ବ୍ଯାଙ୍କରେ ବଦଳାଇବା ପାଇଁ ସୂଚିତ କର ଯାଇଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ […]

Continue Reading

କ’ଣ ବିବାହ ସମୟରେ ଯୌତୁକ ମାଗିଥିବାରୁ ଶଶୁର ନିଜ ଜ୍ଵାଇଁକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଏକ ବିବାହ ସମାରୋହରେ ଜଣେ ବ୍ୟକ୍ତି ବରକୁ ମାଡ ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରାଯାଉଛି ଯେ ବିବାହ ସମୟରେ ବର ଯୌତୁକରେ ଗାଡି ନେବ ବୋଲି ଜିଦ କରିବା ପରେ ତାହାକୁ ମାଡ ମରା ଯାଉଛି।  ଭିଡିଓର କ୍ୟାପସନ୍ ରେ ଲେଖା ଯାଇଛି ଯେ, “ଯୌତୁକରେ ଗାଡି ମାଗିବାରୁ ଚପଲରେ ପିଟିଲା ଶଶୁର” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ପ୍ରକୃତ ଘଟଣା […]

Continue Reading

କ’ଣ ଜଣେ ମୁସ୍ଲିମ ବ୍ୟକ୍ତି ମହିଳାଙ୍କ ସହିତ ଅଭଦ୍ର ଆଚାରନ କରିଥିବାରୁ କେରଳର ହିନ୍ଦୁ ମହିଳା ମାନେ ତାକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ମହିଳା ମାନେ ଜଣେ ବ୍ୟକ୍ତିକୁ ତାଙ୍କ କାରରୁ ଟାଣି ନେଉଥିବାର ନଜର ଆସିଛି। ଦାବି କରା ଯାଉଛି ଯେ ଏହି ଭିଡିଓରେ କିଛି ମହିଳା ମୁସଲମାନ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଅଭିଯୋଗରେ ମାଡ ମାରୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ଦାବି ଅନୁଯାୟୀ, ମହିଳା ମାନେ ହିନ୍ଦୁ ସମ୍ପ୍ରଦାୟର ଅଟନ୍ତି ଏବଂ ସେମାନଙ୍କୁ ଶୋଷଣ କରୁଥିବା ବ୍ୟକ୍ତି ଜଣେ ମୁସଲମାନ ଅଟେ। କୁହାଯାଉଛି ଯେ […]

Continue Reading

କ’ଣ କଂଗ୍ରେସ ନେତା ଦିଗ୍ବିଜୟ ସିଂ କହିଛନ୍ତି ଯେ ଗୋମାଂସ ଖାଇବାରେ କୌଣସି ଭୁଲ ନୁହେଁ? ଜାଣନ୍ତୁ ସତ୍ୟ।

କଂଗ୍ରେସ ନେତା ଦିଗବିଜୟ ସିଂହ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି। ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଆପଣ ମାନେ ତାଙ୍କୁ ଗୋମାଂସ ଖାଇବା ନେଇ ମନ୍ତବ୍ୟ ଦେଉଥିବା ଦେଖି ପାରିବେ।  ଏହି ଭିଡିଓରେ ଦିଗବିଜୟ ସିଂ କହୁଛନ୍ତି ଯେ ଗୋମାଂସ ଖାଇବା କୌଣସି ଖରାବ କଥା ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ଗୋରୁ ନିଜ ମଳ ମଧ୍ୟରେ ଲେଉଟନ୍ତି, ସେମାନେ ମାଁ ନୁହନ୍ତି। ଦାବି […]

Continue Reading

କ’ଣ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କୁ ଲୋକେ ଚପଲରେ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

୧୦ ମଇ ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହୋଇଥିଲା ଯାହାର ଫଳାଫଳ ୧୩ ମଇରେ ବାହାରି ସାରିଛି। ନିର୍ବାଚନରେ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ସହିତ ଜିଟିଛି। କିନ୍ତୁ ୧୦ ମଇରେ ନିର୍ବାଚନ ସମୟରେ ଆମକୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଆମେ ଦେଖି ପାରିବା ଯେ ଏକ ବିଶାଳ ଭିଡ ମଧ୍ୟରେ କର୍ଣ୍ଣାଟକ ପୂର୍ବଟନ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ସଂଘର୍ଷ କରୁଛନ୍ତି। ଭିଡିଓରେ ଏପରି ଜଣା ପଡୁଛି ଯେ ଲୋକେ […]

Continue Reading

କ’ଣ କର୍ଣ୍ଣାଟକ ନିର୍ବାଚନ ପରେ ଲୋକେ ଜଣେ ବିଜେପି ନେତାଙ୍କ ଗାଡିରୁ ଇଭିଏମ ମେଶିନ୍ ପାଇଥିବାରୁ ତାହାକୁ ଭଙ୍ଗାରୁଜା କରୁଛନ୍ତି? ଜାଣନ୍ତୁ ସତ୍ୟ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମ୍ପର୍କରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଲୋକ ଇଭିଏମ ମେସିନ ଭାଙ୍ଗୁଥିବା ଦେଖାଯାଉଛି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ ବିଜେପି ନେତାଙ୍କ କାରରେ ଇଭିଏମ ମେସିନ ମିଳିବା ପରେ ସ୍ଥାନୀୟ ଲୋକ ତାଙ୍କୁ ଭଙ୍ଗାରୁଜା କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?  ଭିଡିଓ ସେୟାର କରି ସୋସିଆଲ […]

Continue Reading

କ’ଣ ଯନ୍ତର ମନ୍ତର ଆନ୍ଦୋଳନରେ ଯୋଗଦେବା ପାଇଁ ନକଲି ବିରୋଧକାରୀମାନେ ନିଜର ପୋଷାକ ବଦଳାଉଛନ୍ତି? ଜାଣନ୍ତୁ ସତ୍ୟ।

ଦିଲ୍ଲୀର ଯନ୍ତର ମନ୍ଥରରେ କୁସ୍ତି ଖେଳାଳିଙ୍କର ଆନ୍ଦୋଳନରେ ଯୋଗଦାନ ଦେବା ପାଇଁ ପଞ୍ଜାବର କୃଷକ ମାନେ ସେଠାରେ ପହଞ୍ଚିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ନିଜ ଟୋପି କାଢି ପାଗଢି ପିନ୍ଧୁଛନ୍ତି। ଏହା ସହିତର ଦାବି କରା ଯାଉଛି ଯେ କେଉଁ ପ୍ରକାର ନକଲି ଲୋକମାନେ କୃଷକ ଭେଷ ହୋଇ ଦିଲ୍ଲୀର ଯନ୍ତର ମନ୍ତରରେ କୁସ୍ତି ଖେଳାଳିଙ୍କ ସମର୍ଥନରେ ଆନ୍ଦୋଳନରେ ଯୋଗ ଦେବା ପାଇଁ […]

Continue Reading

ଗୁଜରାଟରେ ଗତ ୫ ବର୍ଷରେ ୪୦,୦୦୦ ମହିଳାଙ୍କ ନିଖୋଜ ହୋଇଥିବା ବିଷୟରେ ସତ୍ୟତା ଜାଣନ୍ତୁ।

ନିକଟରେ ଗୁଜୁରାଟରୁ ନିଖୋଜ ମହିଳାଙ୍କ ବିଷୟରେ ଏକ ସୂଚନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗତ ୫ ବର୍ଷ ମଧ୍ୟରେ ଗୁଜୁରାଟରୁ ୪୧ ହଜାର ମହିଳା ନିଖୋଜ ହୋଇଯାଇଥିବା ଦାବି ହେଉଛି। ଗତ 5 ବର୍ଷ ମଧ୍ୟରେ ଗୁଜୁରାଟରୁ ୪୧ ହଜାର ମହିଳା ନିଖୋଜ ହୋଇଯାଇଛନ୍ତି ବୋଲି ଏନସିଆରବି ର ଏକ ରିପୋର୍ଟ କହିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ସୂଚନା ନେଇ ସୋସିଆଲ ମିଡିଆରେ ସମ୍ପୁର୍ଣ୍ଣ ତଥ୍ୟ ଦର୍ଶାଅ […]

Continue Reading

କ’ଣ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସମୟରେ ସୋନିୟା ଏବଂ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କୁ ଅସମ୍ମାନ କରିଥିଲେ? ଜାଣନ୍ତୁ ସତ୍ୟ।

୧୦ ମଇ ରେ କର୍ଣ୍ଣାଟକ ନିର୍ବାଚନ ହୋଇଥିଲା। ଏହା ପୂର୍ବରୁ ଅନେକ ରାଜନୈତିକ ଦଳ ନିଜ ପାର୍ଟି ପ୍ରଚାର ପାଇଁ ରେଲି ଆୟୋଜନ କରିଥିଲେ। ଏହି ସମୟରେ କର୍ଣ୍ଣାଟକରେ କଂଗ୍ରେସର ଏକ ରେଲିରେ ପ୍ରଚାର କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ହାତ ଯୋଡି ଛିଡା ହୋଇଥିବା ବେଳେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ତାଙ୍କୁ ଅଣଦେଖା କରି ଅସମ୍ମାନ କରିଛନ୍ତି। […]

Continue Reading

କ’ଣ ଏହି ଭିଡିଓରେ ଜଣେ ମୁସଲିମ ବ୍ୟକ୍ତି ଏକ ବିବାହ ସମୟରେ ମହିଳାଙ୍କୁ ଶାଢି ପିନ୍ଧାଉଛନ୍ତି? ଜାଣନ୍ତୁ ସତ୍ୟ।

ଜଣେ ପୁରୁଷ ଗୋଟିଏ ମହିଳାଙ୍କୁ ଶାଢି ପିନ୍ଧାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଶାଢି ପିଢାଉଥିବା ବ୍ୟକ୍ତି ହେଉଛନ୍ତି ଜଣେ ମୁସ୍ଲିମ ଯିଏ ଗୋଟିଏ ହିନ୍ଦୁ ବିବାହ ସମୟରେ ମହିଳାଙ୍କୁ ଶାଢି ପିନ୍ଧାଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ବ୍ୟକ୍ତି ମୁସ୍ଲିମ ନୁହଁନ୍ତି ଏବଂ ଏହା କୌଣସି ହିନ୍ଦୁ ବିବାହ ଅବସରର ଭିଡିଓ ନୁହେଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  […]

Continue Reading

ଅସଲି ଫୋଟୋକୁ ଏଡିଟ୍ କରି ସେଥିରେ ହିଟଲରର ଫୋଟୋ ଯୋଡି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ସହିତ ତୁଳନା କରା ଯାଉଛି।

କର୍ଣ୍ଣାଟକା ନିର୍ବାଚନ ନିକଟ ହେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ରେଲି କରୁଛନ୍ତି। ଏହି ସମୟରେ ସେ ଅନେକ ରୋଡ୍ ଶୋ ମଧ୍ୟ କରିଛନ୍ତି। କର୍ଣ୍ଣାଟକର କୁଳବର୍ଗୀ ଜିଲ୍ଲାରେ ପ୍ରଧାନମନ୍ତି କିଛି ପିଲା ମାନଙ୍କୁ ମଧ୍ୟ ଭେଟିଥିଲେ। ସେହି ସମୟରେ ତାଙ୍କର ଏବଂ ପିଲା ମାନଙ୍କ ମଝିରେ ଏକ କଣ୍ଟା ତାର ର ବାଡ ରହିଥିଲା। ବିପକ୍ଷ ଏହା ନେଇ ମୋଦୀଙ୍କୁ ନିନ୍ଦା କରୁଛନ୍ତି।  ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି […]

Continue Reading

କ’ଣ ଟ୍ରାଫିକ୍ ଜାମ୍ ହେଇଥିବାରୁ କର୍ଣ୍ଣାଟକର ଏକ ସହରରେ ଲୋକେ ପାଇପ୍ ଦେଇ ଗାଡିରେ ଯାଉଛନ୍ତି? ଜାଣନ୍ତୁ ସତ୍ୟ। 

ଖରାପ ରାସ୍ତା ଏବଂ ଟ୍ରାଫିକ୍ ବାଧା ଯୋଗୁଁ ଜନସାଧାରଣ ଲୋକଙ୍କୁ ଅନେକ ଥର ସମସ୍ଯାର ସାମନା କରିବାକୁ ପଡିଥାଏ। ଏହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥାଏ। କର୍ଣ୍ଣାଟକା ନିର୍ବାଚନ ପାଖେଇ ଆସୁଥିବା ସମୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକେ ଟ୍ରାଫିକ୍ ଜାମ୍ ରୁ ଏଡ଼ାଇବା ପାଇଁ ରାସ୍ତା ପାର୍ଶ୍ଵରେ ରକ୍ଷା ଯାଇଥିବା ପାଇପରେ ଗାଡି ଚଳାଉଛନ୍ତି।  ଦାବି କରା ଯାଉଛି ଯେ ଏହି ଭିଡିଓ କର୍ଣ୍ଣାଟକାର ଅଟେ।  […]

Continue Reading

କ’ଣ ଗୁଳିଚାଳନାର ଏହି ଭିଡିଓ ମଣିପୁରେ ହେଉଥିବା ହିଂସାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

ମଣିପୁରରେ ଆଦିବାସୀଙ୍କୁ ନେଇ ଉତ୍ତେଜନା ଏଖିବାକୁ ମିଳିଛି। ପାହାଡ ଅଞ୍ଚଳରେ ରହୁଥିବା ମେଇଟାଇଙ୍କ ପାଇଁ ଆଦିବାସୀ ମାନ୍ୟତା ଦାବିରେ ଏକ ରାଲି ପରେ ମଣିପୁରରେ ଉତ୍ତେଜନା ଦେଖାଦେଇଥିଲା। ଆଦିବାସୀ ଛାତ୍ର ସଂଗଠନ ୟୁନିଅନ ମଣିପୁର ୩ ମଇ ୨୦୨୩ ରେ ମେଇଟେଇ ମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ବିରୁଦ୍ଧରେ ଏହି ରାଲିର ଆୟୋଜନ କରିଥିଲା। ଏହା ନେଇ ରାଜ୍ୟରେ ହିଂସା ଭୟଙ୍କର ରୂପ ନେଇଛି। ଏହି ହିଂସା ଚୁରାଚାନ୍ଦପୁରରୁ ଆରମ୍ଭ ହୋଇ ରାଜଧାନୀ ଇମ୍ଫାଲ ଭଳି ରାଜ୍ୟର […]

Continue Reading

କ’ଣ ଜଣେ କାର ମାଲିକ ଟ୍ରାଫିକ୍ ପୋଲିସକୁ ନିଜ କାର ଉପରେ ଘୋଷାଡ଼ି ନେଉଥବା ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ।

ଟ୍ରାଫିକ୍ ନିୟମ ଉଲଂଘନ କରିଲେ ଚାଳନ ଦେବାକୁ ପଡିଥାଏ। କିଛି ଲୋକେ ଚାଲାଣ ଦେବାରୁ ଖସି ପଳାଇବା ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି। ଏପରି ଏକ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଟ୍ରାଫିକ୍ ପୋଲିସ ଗୋଟିଏ କାରକୁ ଅଟକାଇ ରଖିଥିଲେ। ହଠାତ ସେହି କାର ଆଗକୁ ବଢିବାକୁ ଲାଗିଲା। କାରକୁ ରୋକିବା ପାଇଁ ଟ୍ରାଫିକ୍ ପୋଲିସ କାର ବନେଟ୍ ଉପରେ ଚଢି ଯାଇଥିଲେ। କିନ୍ତୁ କାରଟି ନ ଅଟକାଇ […]

Continue Reading

କ’ଣ ବିଜେପି କାର୍ଯ୍ୟକର୍ତ୍ତା ପେଟ୍ରୋଲ୍ ଏବଂ ଗ୍ଯାସ୍ ଦରରେ ବୃଦ୍ଧି ନେଇ ଅର୍ଦ୍ଧ ଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଅର୍ଦ୍ଧଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଏକ ଫୋଟୋ ଭାଇରାଲ ହେବରେ ଲାଗିଛି। ଫୋଟୋ ସହିତ କୁଆ ଯାଇଛି ଯେ ପେଟ୍ରୋଲ୍ ଦର ୬୦ ଟଙ୍କା ଥିଲା ଏବଂ ଗ୍ଯାସ୍ ସିଲିଣ୍ଡର ୪୯୩ ଟଙ୍କା ଥିଲା, ତେବେ ମଧ୍ୟ ଏମାନେ ଉଲଗ୍ନ ହୋଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିଜେପି କାର୍ଯ୍ୟକର୍ତ୍ତାଙ୍କର ଅର୍ଦ୍ଧଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଫୋଟୋର ପେଟ୍ରୋଲ୍ କିମ୍ବା […]

Continue Reading

କ’ଣ ରାହୁଲ ଗାନ୍ଧୀ ଜଣେ ବ୍ରାହ୍ମଣ ହୋଇ ଗୋମାଂସ ଏବଂ ଘୁଷୁରି ମାଂସ ଖାଉଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ରାହୁଲ ଗାନ୍ଧୀ ଏବଂ ଖାଦ୍ୟ ସାମ୍ବାଦିକ କୁନାଲ ବିଜୟକାର ଦିଲ୍ଲୀର ରାସ୍ତାରେ ଚାଲି ସେଠିକାର ସ୍ଵାଦିଷ୍ଟ ଭୋଜନ ଖାଉଥିବା ଦେଖିବାକୁ ମିଳିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାହୁଲ ଗାନ୍ଧୀ ଖାଦ୍ୟ ସାମ୍ବାଦିକ କୁନାଲ ବିଜୟକାରଙ୍କ ସହ ଏକ ରେଷ୍ଟୁରାଣ୍ଟରେ ଆମିଷ ଖାଦ୍ୟ ଖାଉଛନ୍ତି। ଦାବି ଅନୁଯାୟୀ ରାହୁଲ ଗାନ୍ଧୀ ସେଠାରେ ଗୋମାଂସ ଏବଂ ଘୁଷୁରି ମାଂସ ଖାଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

କ’ଣ ଏହି ଫୋଟୋ ଗୁଡିକ ନିକଟରେ ଛତ୍ତିସଗଡରେ ହେଇଥିବା ନକ୍ସଲ ଆକରଣର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

ନିକଟରେ ଛତ୍ତିସଗଡରେ ମାଓବାଦୀ ଆକ୍ରମଣର ଖବର ସାମନାକୁ ଆସୁଛି। ଛତ୍ତିସଗଡର ଦାନ୍ତେୱାଡା ଜିଲ୍ଲାରେ ଏକ ମିଶନ୍ ରୁ ଫେରୁଥିବା ବେଳେ ଏକ ମାଓବାଦୀ ଆକ୍ରମଣରେ ୧୦ ଟି ସୁରକ୍ଷା ବଳ ଯବାନ ଏବଂ ଜଣେ ସାଧାରଣ ନାଗରିକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି।  ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏପରି ଗୋଟିଏ ପୋଷ୍ଟରେ ଦୁଇଟି ଫୋଟୋ ସେୟାର କରା ଯାଇଛି ଯେଉଁଥିରେ ପ୍ରଥମ ଫୋଟୋରେ ରାସ୍ତା ମାଝିରେ ଏକ ବିସ୍ଫୋରଣ […]

Continue Reading

ଗୋଟିଏ 3D ଏନିମେଶନ୍ ଭିଡିଓକୁ ସମୁଦ୍ର ତଳେ ଡୁବୁ ରହିଥିବା ଦ୍ଵାରିକାର ଦୁର୍ଲଭ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ରାଧା-କୃଷ୍ଣ ମନ୍ଦିର ସମୁଦ୍ର ଭିତରେ ଦୃଶ୍ୟମାନ ହେଉଛି। ଦ୍ୱାରକା ସହର ସମୁଦ୍ର ତଳେ ଅଛି ବୋଲି ଏକ ଦାବି ସହିତ ଏହି ଭିଡିଓରେ ଦର୍ଶାଯାଇଛି ଏବଂ ଦାବି କରା ଯାଉଛି ଯେ ସମୁଦ୍ରରେ ବୁଡ଼ିଯିବା ପରେ ମଧ୍ୟ ଏହା ଦେଖିବାକୁ ମିଲିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଉପଯୁକ୍ତ ପ୍ରସଙ୍ଗ ବିନା ସେୟାର କରା ଯାଉଥିବା ପାଇଲା। ଗୋଟିଏ 3D ଏନିମେଶନ୍ ଭିଡିଓକୁ ସମୁଦ୍ର ତଳେ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ମୋଦୀ ମୁସ୍ଲିମ ସମୁଦାଯ ଲୋକଙ୍କ ସହିତ ଇଦ୍ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଇସଲାମ ଧର୍ମ ଗୁରୁଙ୍କୁ ଆଲିଙ୍ଗନ କରିଛନ୍ତି। ସେହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ମୁସ୍ଲିମ ସମୁଦାଯର ଅନେକ ଲୋକ ଉପସ୍ଥିତ ଅଛନ୍ତି। ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ମୁସ୍ଲିମ ସମୁଦାଯ ଲୋକଙ୍କ ମଧ୍ୟରେ ଯାଇ ଇଦ୍ ପାଳନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ ଗୋଟିଏ କୁକୁର ବିଜେପି ପତକା ସହିତ ବୁଲୁଥିବା ଦୃଶ୍ୟ ଝାରସୁଗୁଡାର ଅଟେ? ଜାଣନ୍ତୁ ସତ୍ୟ।

ଝାରସୁଗୁଡା ଉପନିର୍ବାଚନ ପାଖେଇ ଆସୁଥିବା ସମୟରେ ବିଜେଡ଼ି ଦୀପାଳି ଦାସଙ୍କୁ ପାର୍ଟି ଟିକେଟ୍ ଦେଇଛି। ଏହା ନେଇ ଦୀପାଳି ଦାସ ନୋମିନେସନ୍ ପତ୍ର ମଧ୍ୟ ଦାଖଲ କରିଛନ୍ତି। ଏହି ଅବସରରେ ବିଜେଡ଼ି ଝାରସୁଗୁଡାରେ ଏକ ଶୋଭାଯାତ୍ରା ମଧ୍ୟ ଆୟୋଜନ କରିଥିଲା।  ଏହାକୁ ତୁଳନା କରି ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ କୁକୁର ଶରୀରରେ ବିଜେପି ପତାକା ବନ୍ଧା ହେଇଥିବା ଦେଖିବାକୁ ମିଳିଛି। ବିଜେପି ଦଳର ପରିହାସ କରି ଦାବି କରା ଯାଉଛି ଯେ ରେଲି ପାଇଁ ଲୋକ […]

Continue Reading

କ’ଣ ରାମ ନବମୀରେ ପଥର ମରା ଘଟଣା ପରେ ଗୁଜରାତ ପୋଲିସ ଲୋକଙ୍କୁ ଗିରଫ କରୁଛି? ଜାଣନ୍ତୁ ସତ୍ୟ।

ରାମ ନବମୀ ଅବସରରେ ଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଦୋକାନ-ବଜାର ଭଙ୍ଗାରୁଜା କରିବା ସହ ଶୋଭାଯାତ୍ରା ଉପରେ ପଥର ଫିଙ୍ଗି ଆକ୍ରମଣ କରିଥିବା ଖବର ମଧ୍ୟ ସାମନାକୁ ଆସିଥିଲା। ପଶ୍ଚିମବଙ୍ଗ, ବିହାର ଏବଂ ଅନ୍ୟାନ୍ୟ ସ୍ଥାନରେ ହିଂସା ଜୋର ଧରିଥିଲା। ପୋଲିସ କହିବା ଅନୁଯାୟୀ ଏହି ହିଂସାକୁ ସୋସିଆଲ ମିଡିଆ ମାଧ୍ୟମରେ ଯୋଜନା କରା ଯାଇଥିଲା। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପୋଲିସ […]

Continue Reading

ଇନ୍ଦୋର ସହରରେ ରଙ୍ଗପଞ୍ଚମୀ ଉତ୍ସବ ପାଳନର ଭିଡିଓକୁ ହାଇଦ୍ରାବାଦରେ ହନୁମାନ ଜୟନ୍ତୀ ସମୟର ଭିଡିଓ ଦାବିରେ ଭାଇରାଲ ହେଉଛି।

ନିକଟରେ ହନୁମାନ ଜୟନ୍ତୀ ଅବସରରେ ଦେଶରେ ବିଭିନ୍ନ ସ୍ଥାନରେ ଲୋକେ ଉତ୍ସବ ପାଳନ କରିଥିଲେ। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ସେଯାର ମଧ୍ୟ ହୋଇଥିବା ମିଳିଛି।  ଏହି ସମୟରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାସ୍ତାରେ ଲୋକଙ୍କ ଏକ ବିଶାଳ ଭିଡ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଲିଛନ୍ତି। ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଲୋକେ ରଙ୍ଗ ସହିତ ଉତ୍ସବ ପାଳନ କରୁଛନ୍ତି। ଦାବି କରା ଯାଉଛି ଯେ ଏହା […]

Continue Reading

କ’ଣ ଟାଟା କମ୍ପାନୀ ନୂତନ ସଂସଦ ଭବନ ସେଣ୍ଟ୍ରାଲ୍ ଭିଷ୍ଟାକୁ ମାଗଣାରେ ନିର୍ମାଣ କରିଛି? ଜାଣନ୍ତୁ ସତ୍ୟ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନ ସେଣ୍ଟ୍ରାଲ୍ ଭିଷ୍ଟାର ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ବିଭିନ୍ନ କାର୍ଯ୍ୟର ଯାଞ୍ଚ କରିବା ଏବଂ ସଂସଦର ଉଭୟ ଗୃହରେ ନିର୍ମାଣ କରାଯାଉଥିବା ସୁବିଧା ଦେଖିଥିଲେ। ସେ ନିର୍ମାଣ ସ୍ଥଳରେ ଥିବା ଶ୍ରମିକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସ୍ସିଆଲ ମିଡିଆରେ ବର୍ତ୍ତମାନ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ସେଣ୍ଟ୍ରାଲ୍ ଭିଷ୍ଟାର କାର୍ଯ୍ୟ ୧୭ ମାସ […]

Continue Reading

କ’ଣ ଦୁବାଇରେ ଏକ କୁସ୍ତି ପ୍ରତିଯୋଗୀତାରେ ଜଣେ ଭାରତ ମହିଳା ପାକିସ୍ତାନର କୁସ୍ତି ଖେଳାଳିଙ୍କୁ ମାରି ପଛାଡିଛନ୍ତି? ଜାଣନ୍ତୁ ସତ୍ୟ

ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ମହିଳା କୁସ୍ତି ଲଢୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଆରମ୍ଭରୁ ଆମେ ଦେଖି ପାରିବା ଯେ ଜଣେ ମହିଳା କୁସ୍ତି କୁସ୍ତି ଖେଳାଳି ମାଇକ୍ ରେ କିଛି କହୁଛନ୍ତି। ସେହି ସମୟରେ ଦର୍ଶକଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କ ଚ୍ୟାଲେଞ୍ଜ୍ ସ୍ଵୀକାର କରି କୁସ୍ତି ରିଙ୍ଗରେ ପ୍ରବେଶ କରୁଛନ୍ତି। ତାଙ୍କ ମଧ୍ୟରେ କିଛି ଯୁକ୍ତି ହେବା ପରେ ଦର୍ଶକଙ୍କ ମଧ୍ୟରୁ ଆସିଥିବା ମହିଳା ରିଙ୍ଗରେ ଥିବା ମହିଳାଙ୍କୁ ମାଡ […]

Continue Reading

କ’ଣ ରାମ ନବମୀ ଉତ୍ସବ ସମୟରେ ଉତ୍ତରପ୍ରଦେଶ ପୋଲିସ ରାସ୍ତାରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ପୋଲିସ ଅଧିକାରୀ ମାନେ ରାସ୍ତାରେ ନାଚୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଶୋଭାଯାତ୍ରାରେ ଜୟ ଶ୍ରୀ ରାମ ଗୀତରେ କିଛି ପୋଲିସ ଅଧିକାରୀ ମାନେ ନାଚୁଛନ୍ତି।  ଦାବି କରା ଯାଉଛି ଯେ ଏହି ଭିଡିଓଟି ଉତ୍ତରପ୍ରଦେଶର ଅଟେ ଯେଉଁଥିରେ ଉତ୍ତରପ୍ରଦେଶ ପୋଲିସ ଜୟ ଶ୍ରୀ ରାମ ଗୀତରେ ନାଚୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ମହାରାଷ୍ଟ୍ରର […]

Continue Reading

କ’ଣ ଭାଇରାଲ ଭିଡିଓରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ଅମୃତଫଳ ସିଂ ଏବଂ ଖାଲିସ୍ତାନର ସମର୍ଥନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଏବେ ମଧ୍ୟ ପୋଲିସ ଗିରଫ କରିବାକୁ ଉଦ୍ଦୟମ କରୁଛି। କିନ୍ତୁ ତାଙ୍କ ନାମରେ ଦେଶରେ ରାଜନୀତି ଚାଲିଛି। ଏହି ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ୧୦ ସେକେଣ୍ଡର ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ସେଯାର କରି ଦାବି କରାଯାଇଛି ଯେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଅମୃତପାଲ ସିଂଙ୍କୁ ସମର୍ଥନ କରୁଛନ୍ତି। ଭାଇରାଲ ଭିଡିଓରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କହୁଛନ୍ତି ଯେ “ଅମୃତପାଲ […]

Continue Reading

କ’ଣ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସ୍ ହସ୍ତାକ୍ଷର କରିଥିବା କୁଳପତି କେ.ଏସ୍ ଶାସ୍ତ୍ରୀଙ୍କର ୧୯୮୧ ମସିହାରେ ଦେହାନ୍ତ ହୋଇଥିଲ? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଓ ବିତର୍କ ଚାଲିଛି। ନିକଟରେ ଗୁଜୁରାଟ ହାଇକୋର୍ଟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ହାସଲ କରିବା ପାଇଁ ସୂଚନା ଅଧିକାର (ଆରଟିଆଇ) ବ୍ୟବହାର କରିଥିବାରୁ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ୨୫,୦୦୦ ଜୋରିମାନା କରିଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୁଜୁରାଟ ବିଶ୍ଵବିଦ୍ୟାଳୟ କୁଳପତି କେ ଏସ୍ ଶାସ୍ତ୍ରୀଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ଵବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା […]

Continue Reading

କ’ଣ RSS କାର୍ଯ୍ୟକର୍ତ୍ତା ଲୋକଙ୍କ ଗହଣା ଚୋରୀ କରିଥିବାରୁ ଚେନ୍ନାଇ ପୋଲିସ ତାଙ୍କୁ ଧରି ଥିଲେ? ଜାଣନ୍ତୁ ସତ୍ୟ।

କିଛି ଆରଏସଏସ କାର୍ଯ୍ୟକର୍ତ୍ତା ମାନଙ୍କୁ ପୋଲିସ ଧରିଥିବାର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ପୋଲିସ ଆରଏସଏସ କାର୍ଯ୍ୟକର୍ତ୍ତା ମାନଙ୍କୁ ଧରିବା ସହିତ ତାଙ୍କ ଉପରେ ଲାଠିରେ ଆକ୍ରମଣ ମଧ୍ୟ କରୁଛନ୍ତି। ଏହି ଫୋଟୋ ଏବିପି ନ୍ୟୁଜ୍ ଦ୍ଵାରା ପ୍ରସାରିତ ହେଇବା ଜଣା ପଡୁଛି।  ଦାବି କରା ଯାଉଛି ଯେ ଚେନ୍ନାଇରେ ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଆରଏସଏସ କାର୍ଯ୍ୟକର୍ତ୍ତା ମାନେ ତାଙ୍କ ଗହଣା ଲୁଟ କରୁଥିବା […]

Continue Reading

କ’ଣ ରାହୁଲ ଗାନ୍ଧୀ ୨୦୧୩ ରେ ଦୋଷୀ ସାଂସଦମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅଧ୍ୟାଦେଶକୁ ଚିରି ଦେଇଥିଲେ? ଜାଣନ୍ତୁ ସତ୍ୟ।

‘ସମସ୍ତ ଚୋରଙ୍କ ନାମ ମୋଦୀ କାହିଁକି’ ଏକ ଭାଷଣରେ କହିଥିବା କାରଣରୁ ରାହୁଲ ଗାନ୍ଧୀଙ୍କୁ ନିକଟରେ ୨ ବର୍ଷ ଜେଲ୍ ଦଣ୍ଡ ଏବଂ ସଂସାଦରେ ତାଙ୍କ ସଦସ୍ଯତାକୁ ଗୁଜରାଟ ନ୍ୟାୟଳୟ ବାତିଲ କରିଥିଲା। ଲୋକସଭା ସଚିବାଳୟ ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପ୍ରତିନିଧୀ ଅଧିନିୟମ (1951) ଏବଂ ସମ୍ବିଧାନର ଧାରା 102 (1) ଅନୁଯାୟୀ ବାତିଲ କରାଯାଇଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ରାହୁଲ ଗାନ୍ଧୀ କାଗଜ ଚିରୁଥିବା ଏକ ଫୋଟୋ ସୋସିଆଲ […]

Continue Reading

NPCI ଦ୍ୱାରା ଉପସ୍ଥାପିତ ହୋଇଥିବା ବିନିମୟ ଦେୟ କେବଳ PPI ବ୍ୟବସାୟ କାରବାର ପାଇଁ ଏବଂ ନିୟମିତ P2P କାରବାର ପାଇଁ ନୁହେଁ।

UPI ର ନୂତନ ନିୟମ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଘୁରି ବୁଲୁଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି ଯେ ୧ ଏପ୍ରିଲ ୨୦୨୩ ରୁ ୨୦୦୦ ଟଙ୍କା ଉପରେ UPI କାରବାର ରେ ୧.୧% ଅଧିକ ଚାର୍ଜ ଦେବାକୁ ପଡିବ। କିନ୍ତୁ ଆମେ ଜାଣିବାକୁ ପାଇଲୁ ଯେ UPI କାରବାର ଉପରେ କୌଣସି ଅଧିକ ଚାର୍ଜ ଦେବାକୁ ପଡ଼ିବ ନାହିଁ। ୨୦୦୦ ରୁ ଅଧିକ ପିପିଇ ବଣିକ କାରବାରକୁ ଇଣ୍ଟରଚେଞ୍ଜ ଫି […]

Continue Reading

କ’ଣ ରାମ ନବମୀ ଅବସରରେ ବୁର୍ଜ ଖାଲିଫାରେ ପ୍ରଭୁ ରାମଙ୍କ ଚିତ୍ର ଲେଜର ବିମ୍ ରେ ନିର୍ମାଣ କରା ଯାଇଥିଲା? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ପୂର୍ବରୁ ରାମ ନବମୀ ଉତ୍ସବ ପାଳନ କରା ଯାଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରଭୁ ଶ୍ରୀ ରାମଙ୍କ ଚିତ୍ର ଅଙ୍କନ ହେଇଥିବା ଦେଖିବାକୁ ମିଳିଛି।  ଦାବି କରା ଯାଉଛି ଯେ ଏହା ହେଉଛି ଦୁନିଆର ଉଚ୍ଚତମ ବିଲଡିଙ୍ଗ ବୁର୍ଜ ଖାଲିଫ ଯେଉଁଠାରେ ରାମ ନବମୀ ଅବସରରେ ପ୍ରଭୁ ରାମଙ୍କ ଚିତ୍ର ନିର୍ମାଣ କରା ଯାଇଥିଲା ଏବଂ ଏହା ସହିତ ଜୟ ଶ୍ରୀ ରାମ ମଧ୍ୟ […]

Continue Reading

କ’ଣ ଭାଇରାଲ ଫୋଟୋ ଜଣେ ପୁରୁଷଙ୍କର ଅଟେ ଯିଏ ଝିଅ ଭେଷରେ କେରଳରେ ଚମୟାଭେଳାକ୍କୁ ଉତ୍ସବରେ ଯୋଗ ଦେଇଛନ୍ତି ଏବଂ ସର୍ବୋତ୍ତମ ମେକ୍ ଅପ୍ ପ୍ରତିଯୋଗୀତା ଜିତିଛନ୍ତି? ଜାଣନ୍ତୁ ସତ୍ୟ

ଶାଢୀ ପିନ୍ଧିଥିବା ଜଣଙ୍କର ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଜଣେ ପୁରୁଷ ବ୍ୟକ୍ତିର ଅଟେ ଯିଏ ଶାଢୀ ପିନ୍ଧି ମହିଳାଙ୍କ ରୂପରେ ଚମୟାଭେଳାକ୍କୁ ଉତ୍ସବରେ ଯୋଗଦାନ ଦେଇଥିଲେ ଏବଂ ତାଙ୍କର ଏହି ବେଶକୁ ସର୍ବଶ୍ରେଷ୍ଟ ଘୋଷଣା କରା ଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଶାଢୀ ପିନ୍ଧି ଥିବା ବ୍ୟକ୍ତି କେରଳର ଜଣେ କିନ୍ନର ମଡେଲ୍ ଅଟନ୍ତି।  […]

Continue Reading

କ’ଣ ଭାଇରାଲ ଫୋଟୋରେ ଥିବା ସମ୍ପତ୍ତି ଗୁଡିକ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ଵାରା ଲାଲୁଆ ପ୍ରସାଦ ଯାଦବଙ୍କ ଘରୁ ଜବତ କରା ଯାଇଛି? ଜାଣନ୍ତୁ ସତ୍ୟ।

ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ନିକଟରେ ଲାଲୁଆ ପ୍ରସାଦ ଯାଦବଙ୍କ ପରିବାର ସଦସ୍ୟଙ୍କ ଘରେ ଏକ ରେଡ୍ ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଜମି-ଚାକିରି ମାମଲାରେ ୧ କୋଟି ନଗଦ ଟଙ୍କା ଜବତ କରିଛି। ଏହା ବାବଦ କ୍ରାଇମବ୍ରାଞ୍ଚର ଅନ୍ୟ ୬୦୦ କୋଟି ଟଙ୍କା ମଧ୍ୟ ଚିହ୍ନଟ କରିଛି। ଘର, ଜମି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଲାଲୁ ପ୍ରସାଦଙ୍କ ପରିବାର ପକ୍ଷରୁ କରା ଯାଇଥବା ନିବେଶର ମଧ୍ୟ ଯାଞ୍ଚ ଚାଲିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ […]

Continue Reading

କ’ଣ ନେସଲେ କମ୍ପାନୀ ଭାରତରେ ଗୋମାଂସ ସ୍ଵାଦର ମେଗୀ ଉତ୍ପାଦନ କରୁଛି? ଜାଣନ୍ତୁ ସତ୍ୟ।

ଭାରତରେ ଗୋମାଂସ କିମ୍ବା ଗୋମାତାଙ୍କର କୌଣସି ଅଂଶକୁ ଖାଇବା ଜିନିଷର ଉତ୍ପାଦନରେ ବ୍ୟବହାର କରିବା କିମ୍ବା ତାହାର ବିକ୍ରୟ କରିବା ନିଷେଧ ଅଟେ। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଆମେ ଦେଖିବାକୁ ପାଇଲୁ ଯେ ଏକ ମ୍ୟାଗୀ ପେକେଟରେ ବିଫ୍ ଫ୍ଲେଭର (ଗୋମାଂସ ସ୍ଵାଦ) ବୋଲି ଲେଖା ଯାଇଛି।  ଦାବି କର ଯାଉଛି ଯେ ନେସଲେ କମ୍ପାନୀ ଭାରତରେ ଗୋମାଂସ ସ୍ଵାଦର ମ୍ୟାଗୀ ଉତ୍ପାଦନ କରି ବିକ୍ରୟ କରୁଛି। କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଭୟଙ୍କର କୁଆ ପଥର ବର୍ଷାର ଏହି ଭିଡିଓ ଓଡିଶାର ଯାଜପୁର ସହର ଅଟେ? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ପରିସ୍ଥିତି ଲାଗି ରହିଛି। କିଛି ସ୍ଥାନରେ କୁଆ ପଥର ବର୍ଷା ହେଉଥିବା ଖବର ମଧ୍ୟ ସାମନାଲୁ ଆସିଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଆଦିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଚାଷ ଜମି ପରି ସ୍ଥାନରେ ଭୟଙ୍କର କୁଆ ପଥର ବର୍ଷା ହେଉଛି। ଦାବି କରା ଯାଉଛି ଯେ ଏହି ଘଟଣା ରାଜ୍ୟର ଯାଜପୁର ଜିଲ୍ଲାରେ ଘଟିଛି। କିନ୍ତୁ […]

Continue Reading

ବୁର୍ଖା ପିନ୍ଧି ଶିଶୁକୁ ଅପହରଣ କରୁଥିବାର ଏକ ନାଟକୀୟ ଭିଡିଓକୁ ଅସଲି ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଚ୍ଗି ଯେଉଁଥିରେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ଗୋଟିଏ ଶିଶୁକୁ ଧରିଛି ଏବଂ ଅନ୍ୟ ଜଣେ ବ୍ୟକ୍ତି ତାହା ଉପରେ ଆକ୍ରମଣ କରୁଛି। ଦାବି କରା ଯାଉଛି ଯେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ପିଲା ଚୋରୀ କରୁଥିବା ସମୟରେ ଧାରା ପଡିଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶରେ ନିଜ ଭାଷଣରେ ଭାରତର ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରିବାବେଳେ ମୋଦୀ ସରକାରଙ୍କ ଉପରେ କଡ଼ା ଅଭିଯୋଗ ଲଗାଇଥିଲେ। ଏହା ପରେ ବିଜେପି ଏହାର ପ୍ରତିଶୋଧ ନେଇ କହିଛି ଯେ କଂଗ୍ରେସ ନେତାମାନେ ନିଜ ଦେଶକୁ ବିଦେଶୀ ଦେଶରୁ ବଦନାମ କରିବା କାମ କରୁଛନ୍ତି। ଏହି ସମସ୍ତ ଅଭିଯୋଗ ଏବଂ ପ୍ରତିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 22 ସେକେଣ୍ଡର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି। ଏହି ଭିଡିଓରେ ମୋଦୀଙ୍କୁ କହିବାର […]

Continue Reading

ଉତ୍ତରପ୍ରଦେଶର ଏକ କୋର୍ଟରେ ଦୁଇ ଓକିଲଙ୍କ ମଧ୍ୟରେ ସଂଘର୍ଷର ଭାଇରାଲ ଭିଡିଓକୁ ମହାରାଷ୍ଟ୍ରର ଏକ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ଦୁଇ ମହିଳାଙ୍କ ମଧ୍ୟରେ ସଂଘର୍ଷର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୁଇ ମହିଳା ଏବଂ ତାଙ୍କ ଆଖ-ପାଖରେ ଥିବା ଲୋକେ ଓକିଲଙ୍କର ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଲିଛନ୍ତି।  ଦାବି କରାଯାଇଛି ଯେ ଏହି ସଂଗ୍ରାମ ମହାରାଷ୍ଟ୍ରର ଜଣେ ଓକିଲ ଏବଂ ବିଚାରପତିଙ୍କ ମଧ୍ୟରେ ହୋଇଥିଲା। କିନ୍ତୁ, ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଛି। ଏହା ଉତ୍ତରପ୍ରଦେଶର ଏକ ଘଟଣା ଯେଉଁଠାରେ ଦୁଇ ମହିଳା ଓକିଲଙ୍କ ମଧ୍ୟରେ ଝଗଡା ହୋଇଥିଲା। କ’ଣ […]

Continue Reading

କ’ଣ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ହିନ୍ଦୀ ଭାଷା କହୁଥିବା ଶ୍ରମିକ ମାନଙ୍କୁ ରାଜ୍ୟ ଛାଡି ପଳାଇବା ପାଇଁ କହିଛନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ହେବ ତାମିଲ ନାଡୁରେ ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣ ଏବଂ ତାଙ୍କ ହତ୍ୟାର ଖବର ସାମନାକୁ ଆସୁଛି। ବିହାରୀ ଶ୍ରମିକ ମାନେ ସ୍ଥାନୀୟ ଲୋକଙ୍କ ରୋଜଗାର ଛଡାଇ ନେବା ଅଭିଯୋଗରେ ତାଙ୍କ ଉପରେ ଜନସାଧାରଣ ଲୋକେ ଆକ୍ରମଣ କରୁଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ନାମରେ ଏକ ଖବର କାଗଜ କ୍ଲିପ୍ ଭାଇରାଲ ହେଉଛି। ଏହି ଖବର କାଗଜ ସମ୍ବାଦ ଅନୁଯାୟୀ, ତାମିଲ ନାଡୁ […]

Continue Reading