ପାକିସ୍ତାନ ଅବସ୍ଥିତ ଏକ କମ୍ପାନୀ ତିରୁପତି ମନ୍ଦିରକୁ ଘିଅ ଯୋଗାଣ କରୁଥିଲା।
ସୋସିଆଲ ମିଡିଆରେ ତିରୁପତି ମନ୍ଦିର ପ୍ରସାଦ ବିବାଦ ସହ ଯୋଡିଥିବା କମ୍ପାନୀର କର୍ମଚାରୀଙ୍କ ନାମର ଏକ ସ୍କ୍ରିନସଟ ଭାଇରାଲ ହେଉଛି। ସ୍କ୍ରିନସଟ ସେୟାର କରି ଦାବି କରା ଯାଉଛି ଯେ ତିରୁପତି ମନ୍ଦିର ପାଇଁ ପ୍ରସାଦ ତିଆରି କରିବାକୁ ଏହି କମ୍ପାନୀର ଚୁକ୍ତି କରା ଯାଇଥିଲା। ସ୍କ୍ରିନସଟରେ A.R.Foods (Pvt) ଲିମିଟେଡର କିଛି କର୍ମଚାରୀଙ୍କ ନାମ ଦର୍ଶାଯାଇଛି ଯାହା ପାକିସ୍ତାନର କମ୍ପାନୀ ବୋଲି କୁହା ଯାଉଛି। ଦାବି କରା ଯାଉଛି ଯେ ତିରୁପତି ବାଲାଜୀ ମନ୍ଦିରକୁ ଘିଅ […]
Continue Reading