ମେଟ୍ରୋ ଷ୍ଟେସନରେ ବିବାହ ପୂର୍ବ ରୀତିନୀତି ‘ରୋକା’ର ସ୍କ୍ରିପ୍ଟେଡ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ।
ମେଟ୍ରୋ ଷ୍ଟେସନରେ ଜଣେ ମହିଳା, ନିଜ ପୁଅ ଏବଂ ତା’ ପ୍ରେମିକାର ବିବାହ ପୂର୍ବରୁ “ରୋକା” କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଏକ ସତ୍ୟ ଘଟଣା ଭାବରେ ସେୟାର କରାଯାଉଛି। ଦାବି କର ଯାଇଛି ଯେ, ଯେତେବେଳେ ପୁଅଟି ନିଜ ଗାର୍ଲଫ୍ରେଣ୍ଡ ସହ ମେଟ୍ରୋ ଷ୍ଟେସନ୍ ରେ ସାକ୍ଷାତ କରି ଥିଲା ସେତେବେଳେ ତାଙ୍କ ମାଁ ସେଠାକୁ ଆସି ଦୁଇଜଣଙ୍କ ବିବାହର ରୀତିନୀତି କରିଥିଲେ। ଭିଡିଓ ସେୟାର କରି ଜଣେ […]
Continue Reading
