ବାଂଲାଦେଶ ପୋଲିସ ଦ୍ୱାରା ଦୀପୁ ଚନ୍ଦ୍ର ଦାସଙ୍କୁ ଭିଡ଼ ହାତରେ ହସ୍ତାନ୍ତର କରାଯାଇଥିବାର ଏକ ଅସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବାଂଲାଦେଶ ପୋଲିସ ଜଣେ ଯୁବକଙ୍କୁ ଏକ ଭିଡ଼ ହାତରେ ହସ୍ତାନ୍ତର କରୁଥିବା ନଜର ଆସୁଛନ୍ତି। ଭିଡିଓରେ ଯୁବକ ବିକଳ ହୋଇ କାନ୍ଦୁଥିବା ମଧ୍ୟ ନଜର ଆସିଛନ୍ତି। ସେ ବାରମ୍ବାର କହୁଛନ୍ତି ଯେ ସେ ଦୋଷୀ ନୁହଁନ୍ତି, ସେ ନିରୀହ।  ଦାବି କରା ଯାଉଛି ଯେ ଭିଡିଓରେ ଥିବା ଯୁବକ ହେଉଛନ୍ତି ଦିପୁ ଚନ୍ଦ୍ର ଦାସ ଯାହାଙ୍କୁ ବାଂଲାଦେଶରେ କିଛି ଲୋକେ ଜୀବନ୍ତ ଜାଳି ଦେଇଥିଲେ।  କିନ୍ତୁ ଫ୍ୟାକ୍ଟ […]

Continue Reading

ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କର ଅସମ୍ପୂର୍ଣ୍ଣ ଭିଡିଓ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ ହେଉଛି। 

ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କର ରାଜ୍ୟ ସଭାରେ ଦେଇଥିବା ଏକ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ରେ ସଞ୍ଜୟ ସିଂଙ୍କୁ ‘ହରାମରେ ମଧ୍ୟ ରାମ ଅଛି’ ବୋଲି କହୁହିବା ଶୁଣିବାକୁ ମିଳିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ଏକ ଅସମ୍ପୁର୍ଣ୍ଣ ଭିଡିଓ। ପ୍ରକୃତରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଲ୍ ବିହାରୀ ଭାଜପାୟୀଙ୍କ ଉଦ୍ଧୃତି ଦେଉଥିଲେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  […]

Continue Reading

ପ୍ରଦୂଷଣ ଭୋଟ୍ ଚୋରୀ କାରଣରେ ହେଉଥିବା ରାହୁଲ ଗାନ୍ଧୀଙ୍କ ଭାଷଣ ଏକ କ୍ଲିପ୍ଡ଼ ଭିଡିଓ। 

ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କର ଏକ ଭାଷଣ ଭାଇରାଲ ହେଉଛି ଯେଉଁଥିରେ ସେ ପ୍ରଦୂଷଣର କାରଣ ଭୋଟ ଚୋରୀ ବୋଲି କହୁଥିବା ଶୁଣିବାକୁ ମିଳିଛି। ଏହି କଥା ନେଇ ସୋସିଆଲ ମିଡିଆରେ ତାଙ୍କର ପରିହାସ କର ଯାଉଛି।  କିନତି ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓଟି ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କର ଯାଉଛି।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ […]

Continue Reading

ଆରଏସଏସ କର୍ମୀଙ୍କ ନାଚୁଥିବାର ଭିଡିଓ ୨୦୧୫ ମସିହାର। ଏହା ସ୍ଵାଧୀନତା ପୂର୍ବର ଘଟଣା ହେଇଥିବା ଦାବି ବିଭ୍ରାନ୍ତକାରୀ। 

ସୋସିଆଲ ମିଡିଆରେ ଆରଏସଏସ କର୍ମୀଙ୍କର ନାଚୁଥିବା ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଯେତେବେଳେ ଦେଶ ଇଂରାଜୀ ଶାସନରେ ଥିଲା ସେତେବେଳେ ଦେଶର ସ୍ଵାଧୀନତା ରେ ଯୋଗଦାନ ନ ଦେଇ ଆରଏସଏସ କର୍ମୀମାନେ ଗୀତ ଗାଈ ନାଚୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବି ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଭାଇରାଲ ଭିଡିଓ ସ୍ବାଧିନତା ପୂର୍ବର ନୁହେଁ। ଏହା ୨୦୧୫ ମସିହାରେ ନାଗପୁର ସହର ର ଏକ ଭିଡିଓ। କ’ଣ ଦାବି କରା […]

Continue Reading

ବିମାନରେ ଭଗବଦ୍ ଗୀତା ସହିତ ଭ୍ଲାଦିମିର ପୁଟିନଙ୍କ ଚିତ୍ର AI ଦ୍ୱାରା ପ୍ରସ୍ତୁତ କରା ଯାଇଛି। 

ଦୁଇ ଦିନିଆ ଗସ୍ତରେ ଭାରତ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବଦ୍ ଗୀତାର ରୁଷୀୟ ଅନୁବାଦର ଏକ କପି ଉପହାର ଦେଇଛନ୍ତି। ଏହି ପ୍ରସଙ୍ଗରେ, ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିମାନରେ ଭଗବଦ୍ ଗୀତା ସହିତ ବସିଥିବା ଦେଖା ଯାଇ ପାରିବ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ବାସ୍ତବିକ ଫୋଟୋ ନୁହେଁ। AI ବ୍ୟବହାର କରି ଏହି […]

Continue Reading

ଭୂମିକମ୍ପର ପୁରୁଣା ଭିଡିଓ ଜାପାନରେ ଘଟିଥିବା ସାମ୍ପ୍ରତିକ ଭୂମିକମ୍ପ ନାମରେ ଭାଇରାଲ ହେଉଛି। 

ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ ପରେ, ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଏହି ସମୟରେ, ଗୋଟିଏ କାର ର ଡ୍ୟାସକ୍ୟାମର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟିକୁ ଏହି ଦାବି ସହିତ ସେୟାର କରାଯାଉଛି ଯେ, “ଏହା ଜାପାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପର ଏକ ଭିଡିଓ।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ଏକ ପୁରୁଣା ଭିଡିଓ ଏବଂ ଏହାର ଜାପାନରେ ଘଟିଥିବା ସାମ୍ପ୍ରତିକ ଭୂମିକମ୍ପ ସହିତ […]

Continue Reading

ପାକିସ୍ତାନ ସଂସଦରେ ଗୋଟିଏ ଗଧ ପ୍ରବେଶ କରିଥିବା ଭିଡିଓ AI ବ୍ୟବହାର କରି ତିଆରି କରା ଯାଇଛି। 

ପାକିସ୍ତାନର ସଂସଦରେ ଗୋଟିଏ ଗଧ ପ୍ରବେଶ କରି ସେଠାରେ ହଇ-ଚଇ ସୃଷ୍ଟି କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ସଂସଦ ସଭା ଚାଲୁଥିବା ସମୟରେ ଏକ ଗଧ ସେଠାରେ ଦଉଡ଼ି ପ୍ରବେଶ କରିଲା ପରେ ଏକ ଭୟର ପରିସ୍ଥିତି ସୃଷ୍ଟି ହୋଇଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଭାଇରାଲ ଭିଡିଓ AI ବ୍ୟବହାର କରି ତିଆରି କରା ଯାଇଛି। ଏହା ଏକ ବାସ୍ତବିକ […]

Continue Reading

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବିମାନ ଚଳାଚଳ ମନ୍ତ୍ରୀଙ୍କ ନାଚୁଥିବାର ପୁରୁଣା ଭିଡିଓ ଭାଇରାଲ ହେଉଛି. 

ଭାରତର ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଗୋଟିଏ ସପ୍ତାହ ମଧ୍ୟରେ ୪୫୦୦ ରୁ ଅଧିକ ଉଡ଼ାଣ ବାତିଲ କରିଲା ପରେ ଦେଶର ପ୍ରମୁଖ ବିମାନ ବନ୍ଦରଗୁଡ଼ିକରେ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି।  ଏହି ପ୍ରସଙ୍ଗରେ, ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରପୁ ରାମ ମୋହନ ନାଇଡୁଙ୍କ ଏକ ମଞ୍ଚ ଉପରେ ନାଚିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଦେଶ ଏକ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ କେନ୍ଦ୍ର ବିମାନ ଚଳାଚଳ […]

Continue Reading

ପୁରୁଣା ଅସମ୍ପର୍କୀୟ ଫୋଟୋକୁ ନିକଟରେ ଇଣ୍ଡିଗୋ ଫ୍ଲାଇଟ୍ ବାତିଲ ହେବା ଘଟଣା ସହିତ ଯୋଡ଼ି ଭାଇରାଲ କରା ଯାଉଛି। 

ନିକଟରେ ଇଣ୍ଡିଗୋ ୧୦୦୦ ରୁ ଉର୍ଦ୍ଧ ବିମାନ ବାତିଲ କରିବା ପରେ ଅନେକ ଲୋକଙ୍କୁ ଏହା ନେଇ ଅସୁବିଧାର ସାମନା କରିବାକୁ ପଡ଼ିଛି। ଲୋକେ ଏୟାରପୋର୍ଟ ରେ ଇଣ୍ଡିଗୋ କର୍ମଚାରୀଙ୍କ ସହ ଝଗଡ଼ା କରୁଥିବା ଏବଂ ସହ ସହ ଲୋକେ ବିମାନ ର ଅପେକ୍ଷାରେ ସେଠାରେ ବସି ରହିଥିବା ମଧ୍ୟ ନଜର ଆସିଛନ୍ତି।  ଏହି ପ୍ରସଙ୍ଗରେ କିଛି ଲୋକେ ବିମାନ ନିକଟରେ ବସିଥିବା ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋ ସେୟାର କରି […]

Continue Reading

ଦିଲ୍ଲୀ ବିସ୍ଫୋରଣ ପରେ ରାହୁଲ ଗାନ୍ଧୀ ବିଦେଶ ଯାତ୍ରା ରେ ଯାଇଥିବା ଦାବି ବିଭ୍ରାନ୍ତକାରୀ ଅଟେ। ଭାଇରାଲ ଭିଡିଓ ବିସ୍ଫୋରଣ ପୂର୍ବରୁ ଘଟିଥିଲା। 

ଜଣେ ମଇଳାଙ୍କ ସହିତ ଏୟାରପୋର୍ଟ ରେ ଚାଲୁଥିବା ସମୟର ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଦିଲ୍ଲୀରେ ବିସ୍ଫୋରଣ ହେବା ପରେ ରାହୁଲ ଗାନ୍ଧୀ ବିଦେହ ଯାତ୍ରା କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକରି ବୋଲି ଜାଣିବାକୁ ପାଇଲା। ଏହା ଦିଲ୍ଲୀ ବିସ୍ଫୋରଣ ପୂର୍ବର ଭିଡିଓ ଏବଂ ରାହୁଲ ଗାନ୍ଧୀଙ୍କ ସହିତ ଥିବା ମହିଳା ହେଉଛନ୍ତି ତାଙ୍କ ଭାଣଜୀ।  କ’ଣ ଦାବି କରା ଯାଇଛି […]

Continue Reading

ପୋଲାଣ୍ଡ ଦେଶର ବିମାନ ଦୁର୍ଘଟଣାକୁ ନିକଟରେ ଦୁବାଇ ରେ ତେଜସ ଯୁଧ୍ୟ ବିମାନ କ୍ରାଶ୍ ର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି। 

୨୧ ନଭେମ୍ବର ୨୦୨୫ ରେ ଦୁବାଇ ଏୟାର ଶୋ’ରେ ଉଡ଼ାଣ ପ୍ରଦର୍ଶନ ସମୟରେ ଏକ ତେଜସ୍ ଲଢ଼ୁଆ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନର ପାଇଲଟ୍ ୱିଙ୍ଗ କମାଣ୍ଡର ନମାଂଶ ସିଆଲ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ବୋଲି IAF ନିଶ୍ଚିତ କରିଛି।  ଏହି ପ୍ରସଙ୍ଗରେ, ଏକ ଲଢ଼ୁଆ ବିମାନର ଚାଳନା ଏବଂ ଦୁର୍ଘଟଣାଗ୍ରସ୍ତ ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଥିଲା ଯେ ଏହା ଦୁବାଇ ଏୟାର ଶୋ’ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା […]

Continue Reading

ପଶ୍ଚିମବଙ୍ଗରେ ଦେବୀ କାଳୀଙ୍କ ମୂର୍ତ୍ତି ବିସର୍ଜନର ଏକ ଭିଡିଓକୁ SIR ଲାଗୁ ହେବା ପରେ ଅବୈଧ ପ୍ରବାସୀ ମାନେ ପଳାୟନ କରୁଥିବା ଦାବି ସହିତ ସେୟାର କରା ଯାଉଛି। 

SIR ହେଉଛି ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଚଳିତ ଏକ ପ୍ରକ୍ରିୟା ଯେଉଁଥିରେ ଭୋଟର ତାଲିକାର ଏକ ବ୍ୟାପକ ସମୀକ୍ଷା ଅନ୍ତର୍ଭୁକ୍ତ। ଏହି ପ୍ରକ୍ରିୟାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଏକ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା। ଏହା ଏକ ତାଲିକା ଯାହା ନିଶ୍ଚିତ କରେ ଯେ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ସଠିକ୍ ଭାବରେ ଲିପିବଦ୍ଧ ହୋଇଛି ଏବଂ କୌଣସି ଅଯୋଗ୍ୟ କିମ୍ବା ସମାନ ନାମର ଏକାଧିକ ପ୍ରବେଶ ନାହିଁ। ପଶ୍ଚିମବଙ୍ଗରେ SIR ଘୋଷଣା ପରେ, […]

Continue Reading

ସ୍ୱର୍ଗତ କରୁଣାନିଧିଙ୍କର ରିକ୍ସା ଟାଣୁଥିବା ବ୍ୟକ୍ତି ତାମିଲନାଡ଼ୁର ମନ୍ତ୍ରୀ ଇ.ଭି.ଭେଲୁ ନୁହଁନ୍ତି। 

ସ୍ୱର୍ଗତ କରୁଣାନିଧି ରିକ୍ସାରେ ଚିଡ଼ା ହୋଇ ପ୍ରଚାର କରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କର ରିକ୍ସା ଟାଣୁଆ ଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ରିକ୍ସା ଟାଣୁଥିବା ବ୍ୟକ୍ତି ବର୍ତ୍ତମାନ ତାମିଲନାଡ଼ୁର ଜଣେ ମନ୍ତ୍ରୀ ଇ.ଭି.ଭେଲୁ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫଟୋଟି ୧୯୯୧ ମସିହାର ଏବଂ ସ୍ୱର୍ଗତ କରୁଣାନିଧିଙ୍କ ରିକ୍ସା ଟାଣିବା ଦେଖାଯାଉଥିବା ବ୍ୟକ୍ତି ଜଣକ ତାମିଲନାଡୁର ମନ୍ତ୍ରୀ […]

Continue Reading

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ଅମିତ ଶାହଙ୍କ ପାଦ ଛୁଇଁଥିବା ଭିଡିଓ AI ବ୍ୟବହାର କରି ତିଆରି କରା ଯାଇଛି। 

ଗତ କିଛି ମାସ ଧରି ବିରୋଧୀ ଦଳ ଅଭିଯୋଗ କରିଆସୁଛନ୍ତି ଯେ ନିର୍ବାଚନ କମିଶନ ଶାସକ ଦଳକୁ ଭୋଟ ଚୋରିରେ ସହାୟତା କରୁଛନ୍ତି। ଏହି ପ୍ରସଙ୍ଗରେ, ଏକ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଦ ସ୍ପର୍ଶ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଏହି ଭିଡିଓଟି ସେମାନଙ୍କ ପାଇଁ ଯେଉଁମାନେ ବିହାର ନିର୍ବାଚନ ଫଳାଫଳ ବିଷୟରେ ବ୍ୟାଖ୍ୟା […]

Continue Reading

ବାଂଲାଦେଶର ଭିଡିଓକୁ SIR ଆରମ୍ଭ ହେବା ପରେ ପଶ୍ଚିମବଙ୍ଗରୁ ପଳାୟନ କରୁଥିବା ଅବୈଧ ପ୍ରବାସୀ ଦାବି ସହିତ ସେୟାର କରା ଯାଉଛି।

୨୭ ଅକ୍ଟୋବର ୨୦୨୫ ରେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଘୋଷଣା କରିଥିଲେ ଯେ ପଶ୍ଚିମବଙ୍ଗ ସମେତ ୧୨ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କରାଯିବ। ସ୍ୱତନ୍ତ୍ର ସଘନ ସଂଶୋଧନ ହେଉଛି ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଏକ ପ୍ରକ୍ରିୟା ଯେଉଁଥିରେ ଭୋଟର ତାଲିକାର ଏକ ବ୍ୟାପକ ସମୀକ୍ଷା ଅନ୍ତର୍ଭୁକ୍ତ, ତାଲିକାର ସଠିକତା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ସ୍ତରରେ ଏକ ବିସ୍ତୃତ ଯାଞ୍ଚ ଅନ୍ତର୍ଭୁକ୍ତ। […]

Continue Reading

ଗୁଜୁରାଟର ବିର୍ଷା ମୁଣ୍ଡା ଜୟନ୍ତୀ ଭିଡିଓକୁ ବିହାରରେ ଭୋଟ୍ ଚୋରି ବିରୁଦ୍ଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି। 

ରାସ୍ତାରେ ଲୋକଙ୍କ ଏକ ବିଶାଳ ଭିଡ଼ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ବିହାର ବିଧାନସଭା ନିର୍ବାଚନ ପରେ, ସେଠାରେ ଲୋକମାନେ ଭୋଟ ହେରଫେର ବିରୋଧରେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ବିହାର ର ନୁହେଁ ବରଂ ଗୁଜୁରାଟରେ ବିର୍ଷା ମୁଣ୍ଡା ଜୟନ୍ତୀ ଉତ୍ସବର ଏକ ଭିଡିଓ।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର କରି ଜଣେ […]

Continue Reading

ରାଜସ୍ଥାନର ଏକ ପୁରୁଣା ଭିଡିଓକୁ ନିର୍ବାଚନ ଫଳାଫଳ ପରେ ବିହାରରେ ବିଜେପି ଏବଂ ଇସିଆଇ ବିରୋଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି।

୨୦୨୫ ବିହାର ବିଧାନସଭା ନିର୍ବାଚନରେ, NDA ୨୪୩ ଆସନରୁ ୨୦୨ ଟି ଜିତି ସ୍ପଷ୍ଟ ବିଜୟ ହାସଲ କରିଥିଲା। ଏହା ମଧ୍ୟରେ, ନିର୍ବାଚନ ଫଳାଫଳ ପରେ ବିହାରରେ ଭାରତୀୟ ନିର୍ବାଚନ କମିଶନ (ECI) ଏବଂ ବିଜେପି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ଦାବି କରି ଏକ ବିଶାଳ ଜନସମାବେଶର ଶୋଭାଯାତ୍ରାରେ ମଶାଲ ଧରି ଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା […]

Continue Reading

ଆସାମର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ଅନ୍ତିମ ଯାତ୍ରା ଭିଡିଓକୁ ବିହାରର ବିଜେପି ବିରୁଦ୍ଧରେ ପ୍ରଦର୍ଶନର ଦାବି ସହିତ ସେୟାର କରା ଯାଉଛି।

ରାସ୍ତାରେ ଲୋକଙ୍କର ଏକ ବିଶାଳ ସମାବେଶର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କର ଯାଉଛି ଯେ ବିହାରରେ NDA ସରକାର ନିର୍ବାଚନ ଜିତିବା ପରେ ଲୋକେ ଭୋଟ୍ ଚୋରୀ ଅଭିଯୋଗ ଆଣି ସରକାର ବିରୁଦ୍ଧରେ ପ୍ରଦର୍ଶନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଆସାମର ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ଅନ୍ତିମ ଯାତ୍ରା ଭିଡିଓକୁ ବିହାରର ବିଜେପି ବିରୁଦ୍ଧରେ ପ୍ରଦର୍ଶନର ଦାବି ସହିତ ସେୟାର କରା […]

Continue Reading

ପଶ୍ଚିମବଙ୍ଗର ଏକ ଫୋଟୋକୁ ଜର୍ମାନୀର ଗୁରୁକୁଲ ଆଶ୍ରମର ଫୋଟୋ ଦାବି ସହିତ ସେୟାର କରା ଯାଉଛି।

ତଳେ ବସି, ମୁଖରେ ହସ ନେଇ ଏବଂ କଦଳୀ ପାତ୍ରରେ ଭୋଜନ କରୁଥିବା କିଛି ଛୋଟ ପିଲାଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ଜର୍ମାନୀ ଦେଶରେ ଥିବା ଏକ ଗୁରୁକୁଳ ଆଶ୍ରମର ଫୋଟୋ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଜର୍ମାନୀ ଦେଶର ଫୋଟୋ ନୁହେଁ, ଏହା ପଶ୍ଚିମବଙ୍ଗର ଇସ୍କନ ଦ୍ୱାରା ପ୍ରତିଷ୍ଠିତ ଏକ ବୈଦିକ ଶିକ୍ଷାନୁଷ୍ଠାନର ଫୋଟୋ।  କ’ଣ ଦାବି କରା […]

Continue Reading

ରାଲିରେ ଭଙ୍ଗା ଚେୟାରର ଫୋଟୋ ୨୦୨୫ ବିହାର ନିର୍ବାଚନର ନୁହେଁ। 

ବିଜେପି ର ଏକ ସଭାରେ ଭାଙ୍ଗା ଚେୟାର ର ଏକ ଫୋଟୋ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି। ଏହି ଫୋଟୋଟି କୁ ୨୦୨୫ ବିହାର ବିଧାନସଭା ନିର୍ବାଚନ ସମୟର ଘଟଣା ସହିତ ଯୋଡ଼ି ସେୟାର କରା ଯାଉଛି। ଜଣେ ୟୁଜର ଲେଖିଛନ୍ତି, “ବିଜେପି ବାଲାଙ୍କ ବିହାର ର ହାଲତ।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ପୁରୁଣା ଫୋଟୋ ଯାହା କୁ ବିନା ସଠିକ୍ ପ୍ରସଙ୍ଗ ସହିତ ସୋସିଆଲ ମିଡିଆରେ ସେୟାର […]

Continue Reading

ପୁରୁଣା ଏବଂ ଅସମ୍ପର୍କିତ ଭିଡିଓକୁ ପଶ୍ଚିମବଙ୍ଗରେ SIR ବିରୁଦ୍ଧରେ ରାଲି ଦାବି ସହିତ ସେୟାର କରା ଯାଉଛି।

୨୭ ଅକ୍ଟୋବର, ୨୦୨୫ ରେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଘୋଷଣା କରିଥିଲେ ଯେ ପଶ୍ଚିମବଙ୍ଗ ସମେତ ୧୨ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କରାଯିବ। SIR ହେଉଛି ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଏକ ପ୍ରକ୍ରିୟା ଯେଉଁଥିରେ ଭୋଟର ତାଲିକାର ଏକ ବ୍ୟାପକ ସମୀକ୍ଷା ଅନ୍ତର୍ଭୁକ୍ତ, ତାଲିକାର ସଠିକତା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ସ୍ତରରେ ଏକ ବିସ୍ତୃତ ଯାଞ୍ଚ ଅନ୍ତର୍ଭୁକ୍ତ। ପଶ୍ଚିମବଙ୍ଗରେ SIR […]

Continue Reading

ପୁରୁଣା ଭିଡିଓକୁ ସେୟାର କରି ଦାବି କରା ଯାଉଛି ଯେ ନିତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି କହୁଛନ୍ତି। 

ବର୍ତ୍ତମାନ ନିତୀଶ କୁମାରଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ମନ୍ତବ୍ୟ ଦେଇଥିବା ଶୁଣିବାକୁ ମିଳିଛି। ନିଜ ଭାଷଣରେ ନିତୀଶ କୁମାର କହୁଛନ୍ତି, “ଆଦରଣୀୟ ନରେନ୍ଦ୍ର ମୋଦୀ ଜି ପୁଣି ମୁଖ୍ୟମନ୍ତ୍ରୀ ହେବା ଉଚିତ, ଦେଶର ବିକାଶ ହେଉ।” ଏହି ଭିଡିଓଟି ଏପରି ସେୟାର କରାଯାଇଛି ଯେପରି ଏହା 2025 ବିହାର ନିର୍ବାଚନ ସହିତ ଜଡିତ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ […]

Continue Reading

ଚନ୍ଦ୍ରପୁରର ଗେଷ୍ଟ ହାଉସ୍ ଅଞ୍ଚଳକୁ ବାଘ ଆକ୍ରମଣ କରିନାହିଁ….. ମିଥ୍ୟା ଦାବି ସହିତ AI ଭିଡିଓ ଭାଇରାଲ୍।

ଚନ୍ଦ୍ରପୁର ଜିଲ୍ଲାର ବ୍ରହ୍ମପୁରୀ ଗେଷ୍ଟ ହାଉସ୍ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ବାଘ ଆକ୍ରମଣ କରୁଥିବାର ଏକ ଭିଡିଓ ସିସିଟିଭିରେ କଏଦ ହୋଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଗେଷ୍ଟ ହାଉସ୍ ବାହାରେ ବସିଥିବା ସମୟରେ ବାଘ ଆକ୍ରମଣ କରି ତାଙ୍କୁ ଘୋଷାଡ଼ି ନେଇ ପଳାଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଟେକି ନେଲା ମହାବଳ ବ୍ରହ୍ମପୁରୀ ଫରେଷ୍ଟ ଗେଷ୍ଟ ହାଉସରେ ସିସିଟିଭି ରେକର୍ଡିଂ।” Facebook | […]

Continue Reading

ଭଗବାନଙ୍କ ସହ ସିଧାସଳଖ ସମ୍ପର୍କ ବିଷୟରେ ରାହୁଲ ଗାନ୍ଧୀଙ୍କ ଅସମ୍ପୂର୍ଣ୍ଣ ଭାଷଣ ଭ୍ରାମକ ଦାବି ସହିତ ଭାଇରାଲ ହେଉଛି।

ବିହାର ନିର୍ବାଚନ ସମୟରେ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ କହୁଛନ୍ତି ଯେ ତାଙ୍କୁ କୌଣସି ରୋଗ ହୁଏ ନାହିଁ କାରଣ ତାଙ୍କର ଭଗବାନଙ୍କ ସହିତ ସିଧାସଳଖ ସମ୍ପର୍କ ଅଛି।  ଦାବି କରା ଯାଉଛି ଯେ ବିହାର ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ ନିଜ ଏବଂ ଭଗବାନଙ୍କ ସମ୍ପର୍କ ବିଷୟ କହୁଛନ୍ତି। ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ବିହାର ନିର୍ବାଚନ ଏପର୍ଯ୍ୟନ୍ତ ବହୁତ […]

Continue Reading

AI ବ୍ୟବହାର କରି ସୃଷ୍ଟି କରା ଯାଇଥିବା ଏକ ଭିଡିଓକୁ ମେଲିସା ବାତ୍ୟାର ଭିଡିଓ ଦାବି ସହିତ ସେୟାର କରା ଯାଉଛି।

ଅନ୍ତର୍ଜାତୀୟ ଖବର ରିପୋର୍ଟ ଅନୁଯାୟୀ, ସବୁଠାରୁ ଶକ୍ତିଶାଳୀ ଆଟଲାଣ୍ଟିକ ଘୂର୍ଣ୍ଣିବାତ୍ୟା ମଧ୍ୟରୁ ଗୋଟିଏ, ହରିକେନ୍ ମେଲିସା, ହାଇତି ଏବଂ ଜାମାଇକାରେ ପ୍ରବଳ କ୍ଷତି କରିଥିଲା ଏବଂ କ୍ୟୁବା ଆଡକୁ ଯାଇଥିଲା। ଏହି ପରିସ୍ଥିତିରେ, ଆମେରିକୀୟ ସୈନିକ ହରିକେନ୍ ମେଲିସାର କେନ୍ଦ୍ରକୁ ଯାଇ ଏକ ଭିଡିଓ ନେଇଥିଲେ।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଆକାଶରୁ ବାତ୍ୟାର ଭିଡିଓ ନିଆ ଯାଇଛି। ଦାବି କରା ଯାଇଛି ଯେ ଏହି ଭିଡିଓ ମେଲିସା ବାତ୍ୟାର […]

Continue Reading

ସଲମାନ ଖାନଙ୍କୁ ପାକିସ୍ତାନ ଆତଙ୍କବାଦୀ ଘୋଷଣା କରିଥିବା ଦାବି ମିଥ୍ୟା ଅଟେ। ସମ୍ପୁର୍ଣ୍ଣ ସତ୍ୟତା ଜାଣନ୍ତୁ। 

କିଛି ଦିନ ପୂର୍ବେ, ସାଉଦି ଆରବର ରିୟାଦରେ ଅନୁଷ୍ଠିତ ଜୟ ଫୋରମ୍ ୨୦୨୫ ରେ ଅଭିନେତା ସଲମାନ ଖାନ, ଶାହରୁଖ ଖାନ ଏବଂ ଆମିର ଖାନ ସମେତ ଅନ୍ୟ ବଲିଉଡ୍ ସୁପରଷ୍ଟାରଙ୍କ ସହ ଯୋଗ ଦେଇଥିଲେ। ସେ ବେଲୁଚିସ୍ତାନ ଏବଂ ପାକିସ୍ତାନକୁ ପୃଥକ ଭାବରେ ଉଲ୍ଲେଖ କରି ବିବାଦ ସୃଷ୍ଟି କରିଥିଲେ।  ସେ କହିଥିଲେ, “ବର୍ତ୍ତମାନ, ଯଦି ଆପଣ ଏକ ହିନ୍ଦୀ ଫିଲ୍ମ ତିଆରି କରନ୍ତି ଏବଂ ଏହାକୁ ଏଠାରେ (ସାଉଦି ଆରବରେ) ରିଲିଜ୍ କରନ୍ତି, ତେବେ […]

Continue Reading

ଆସାମର ଗୌହାଟୀରେ ପାଣି ପାଇପ୍ ଫାଟିଥିବା ଭିଡିଓକୁ କୋରାପୁଟରେ ବାଦଳଫଟା ବର୍ଷା ହେଉଥିବା ଦାବି ସହିତ ସେୟାର କରା ଯାଉଛି। 

କିଛି ଦିନ ପୂର୍ବରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ହୋଇଥିବା ସୂଚନା ସାମନାକୁ ଆସିଥିଲା। ଏହି ମଧ୍ୟରେ ସୋସିଆଲ ମିଡିଆର ଗୋଟିଏ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଏପରି ପ୍ରତୀତ ହେଉଛି ଯେଉପରି କି ଏକ ସହରରେ ବାଦଳଫଟା ବର୍ଷା ହେଉଛି।  ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଦୃଶ୍ୟ ଆମ ରାଜ୍ୟ ଓଡ଼ିଶାର କୋରାପୁଟ ଜିଲ୍ଲାର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

ପୁରୁଣା ଏବଂ ଅସମ୍ପର୍କୀୟ ଭିଡିଓକୁ ଦୁବାଇରେ ଦୀପାବଳୀ ଉତ୍ସବ ପାଳନ ଦାବି ସହିତ ସେୟାର କରା ଯାଉଛି। 

ଦିଲ୍ଲୀରେ ପ୍ରଦୂଷଣ ଯୋଗୁଁ ଦୀପାବଳୀରେ ବାଣ ଫଟାଇବା ନେଇ ଦେଶରେ ବିବାଦ ସୃଷ୍ଟି ହୋଇଥିଲା। ଅନେକ ଲୋକ ପର୍ବ ପାଳନକୁ ଗୁରୁତ୍ଵ ଏଇ ବନ ଫଟାଇବାରେ କୌଣସି ପ୍ରତିବନ୍ଧ ନ ଲଗାଇବାକୁ ଜୋର ଦେଇଥିଲେ।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବାଣ ଫୁଟେଇବା ସମୟରେ ରାସ୍ତାରେ ଅନେକ ଲୋକ ଛିଡ଼ା ହୋଇ ଏହାର ଆନନ୍ଦ ନେଉଥିବା ଦେଖିବାକୁ ମିଳିଛି।  ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଭାରତର […]

Continue Reading

ପ୍ରଧାନମନ୍ତ୍ରୀ ମୋଦିଙ୍କ ପାରିବାରିକ ଜୀବନ ଉପରେ ରେଖା ଗୁପ୍ତା ମନ୍ତବ୍ୟ ଦେଉଥିବା ଭିଡିଓ ର ସତ୍ୟତା କ’ଣ? 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି, ଯେଉଁଥିରେ ସେ ଏକ ମଞ୍ଚରୁ ଭାଷଣ ଦେଉଛନ୍ତି। ଭିଡିଓରେ ରେଖା ଗୁପ୍ତା କହୁଛନ୍ତି, “ଯେଉଁ ବ୍ୟକ୍ତି ନିଜ ପରିବାରକୁ ପରିଚାଳନା କରିପାରିବେ ନାହିଁ ସେ କିପରି ବିହାରକୁ ପରିଚାଳନା କରିପାରିବେ? ଯଦି ସେ ନିଜ ପରିବାରକୁ ପରିଚାଳନା କରିପାରିବେ ନାହିଁ, ଯଦି ସେ ଏହାକୁ ପରିଚାଳନା କରିପାରିବେ ନାହିଁ, ତେବେ ବିହାରର ଶାସନ ଶକ୍ତିକୁ ଶକ୍ତିଶାଳୀ ହାତକୁ ହସ୍ତାନ୍ତର କରାଯିବା ଉଚିତ।” ଭିଡିଓଟିକୁ ଏହି […]

Continue Reading

କ’ଣ ଭାଇରାଲ ଫୋଟୋ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ମୁର୍ମୁ, ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କର ଅଟେ? ଜାଣନ୍ତୁ ସତ୍ୟତା। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉତ୍ତରପ୍ରଦେଶ ମୁଖ୍ୟ ଯୋଗୀ ଆଦିତ୍ୟନାଥ ଏବଂ ଏକନାଥ ସିନ୍ଦେ ବୋଲି ଦାବି କରାଯାଇଥିବା ଚାରିଟି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଗୁଡ଼ିକ ଉପରୋକ୍ତ ନେତା ମାନଙ୍କର ଯୁବକ ଥିବା ସମୟର ଫୋଟୋ ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅସଲି ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। କ’ଣ […]

Continue Reading

ଶିରିଡି ସାଇ ବାବା ଟ୍ରଷ୍ଟ ପକ୍ଷରୁ ହଜ୍ କମିଟିକୁ ୩୫ କୋଟି ଟଙ୍କାର ଦାନ ଦିଆଯାଇଥିବା ଦାବି ମିଥ୍ୟା।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଶିରିଡି ସାଇ ବାବା ଟ୍ରଷ୍ଟ ପକ୍ଷରୁ ହଜ୍ କମିଟିକୁ ୩୫ କୋଟି ଟଙ୍କାର ଦାନ ଦିଆଯାଇଛି। ୟୁଜର ମାନେ ପୋଷ୍ଟ ସେୟାର କରି ନିଜ ନିରାଶା ପ୍ରକାଶ କରିଛନ୍ତି ଯେ ହିନ୍ଦୁ ମାନଙ୍କର ଦାନକୁ ମୁସ୍ଲିମ ମାନଙ୍କୁ ଦିଆ ଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଶିରିଡି ସାଇ ବାବା ଟ୍ରଷ୍ଟ ସ୍ପଷ୍ଟ କରିଛି […]

Continue Reading

ଇରାନରେ ବସ୍ ଦୁର୍ଘଟଣାରେ ମୃତ ପାକିସ୍ତାନୀ ନାଗରିକଙ୍କ ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି। 

କିଛି ଦିନ ଧରି ଚାଲିଥିବା ତୀବ୍ର ଯୁଦ୍ଧ ପରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ଦୋହାରେ ଶାନ୍ତି ଆଲୋଚନା କରିଥିଲେ। ହିଂସା ବନ୍ଦ କରିବା ପାଇଁ ଉଭୟ ଦେଶ ତୁରନ୍ତ ରାଜି ହୋଇଥିଲେ। ଆଫଗାନିସ୍ତାନ ପ୍ରତିଶ୍ରୁତି ଦେଇଛି ଯେ ସେ ନିଜ ମାଟିରେ ଥିବା ସଶସ୍ତ୍ର ଗୋଷ୍ଠୀଗୁଡ଼ିକୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଦେବ ନାହିଁ, ଯେତେବେଳେ ପାକିସ୍ତାନ ଆଫଗାନିସ୍ତାନକୁ ତାଗିଦ କରିଥିଲା ​​ଯେ ସେ ନିଜ ଅଞ୍ଚଳରୁ କାର୍ଯ୍ୟ କରୁଥିବା କଥିତ ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ କରିବ।  ଏହି […]

Continue Reading

କ’ଣ ଏକ ସମ୍ମିଳନୀରେ ବିଶ୍ଵ ନେତା ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଣଦେଖା କରୁଛନ୍ତି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବିଭିନ୍ନ ଦେଶର ନେତା ମାନେ ଏକ ସମ୍ମିଳନୀରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଭିଡିଓରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଅନେକ ନେତାଙ୍କ ସହିତ ହାତ ମିଳାଇଥିବା ବେଳେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଣଦେଖା କରିଛନ୍ତି ବୋଲି ସୋସିଆଲ ମିଡିଆ ୟୁଜର ମାନେ ଦାବି କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। […]

Continue Reading

UNSC ରେ ଭାରତକୁ ଭିଟୋ ପାୱାର ମିଳିଛି କି? ଜାଣନ୍ତୁ ସତ୍ୟତା। 

ଭାରତ ଜାତିସଂଘ ସୁରକ୍ଷା ପରିଷଦ ରେ ଭିଟୋ ପାୱାର ପାଇଥିବା ନେଇ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହା ନେଇ ଲୋକେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା ମଧ୍ୟ କରିଛନ୍ତି।  କିନ୍ତୁ ଆମ ଅନୁସନ୍ଧାନରେ ଜଣାପଡ଼ିଲା ଯେ ଭାରତକୁ ଭିଟୋ ପାୱାର ମିଳିନାହିଁ। ଜାତିସଂଘ ୱେବସାଇଟରେ ଏହା ନେଇ କୌଣସି ସୂଚନା ଦିଆ ଯାଇ ନାହିଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ପୋଷ୍ଟ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ମିଳିତ […]

Continue Reading

ରାଜସ୍ଥାନରେ ଏକ ବିମାନ ଦୁର୍ଘଟଣା ଭିଡିଓକୁ ଆଫଘାନିସ୍ତାନ ଦ୍ଵାରା ପାକିସ୍ତାନ ଯୁଧ୍ୟ ବିମାନ ନଷ୍ଟ କରିବା ଦାବି ସହିତ ଭାଇରାଲ ହେଉଛି। 

ଆଫଘାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ଯୁଧ୍ୟ ଚାଲିଛି। ପାକିସ୍ତାନ ଆଫଘାନିସ୍ତାନର ୨୦୦ ଯବାନ ମାରିଥିବା ଦାବି କରିଥିବା ସମୟରେ ଆଫଘାନିସତନ ପାକିସ୍ତାନର ୫୮ ଯବାନ ମାରିଥିବା ଦାବି କରିଛି।  ଏହି ପ୍ରସଙ୍ଗରେ ଏକ ବିମାନ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ରାତ୍ରି ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ସେଥିରେ ନିଆଁ ଲାଗିଛି। ଦାବି କରା ଯାଉଛି ଯେ ଏହା ଆଫଘାନିସ୍ତାନ ଦ୍ଵାରା ପାକିସ୍ତାନ ଯୁଧ୍ୟ ବିମାନ ନଷ୍ଟ […]

Continue Reading

କ’ଣ ରାହୁଲ ଗାନ୍ଧୀ  ନିଜ ଭାଷଣରେ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବା ପାଇଁ କହୁଛନ୍ତି ? ଏଡିଟେଡ୍ କ୍ଲିପ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ ଉଭୟ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବାକୁ ପଡ଼ିବ। ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଗଧଭଲଙ୍କ ଗୋସେଇଁ ରାଷ୍ଟ୍ରୀୟ ଗସ ପପୁ ଦେଶରୁ ହିନ୍ଦୁଙ୍କୁ ବାହାର କରିବାକୁ ଚାହୁଁଛି” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ ହିନ୍ଦୁତ୍ୱ ଏବଂ ହିନ୍ଦୁମାନଙ୍କୁ ଦେଶରୁ ବାହାର କରିବା ପାଇଁ କହୁ ନାହାଁନ୍ତି। ଭିଡିଓର […]

Continue Reading

ଏସିଆ କପ୍ ଫାଇନାଲରେ ଭାରତଠାରୁ ହାରିବା ପରେ ପାକିସ୍ତାନୀ ପ୍ରଶଂସକଙ୍କ ପ୍ରତିକ୍ରିୟା ଦର୍ଶାଉଥିବା ପୁରୁଣା ଭିଡିଓ ଭାଇରାଲ ହେଉଛି।

ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆ କପ୍ ଫାଇନାଲରେ ଭାରତ ପାକିସ୍ତାନକୁ ପାଞ୍ଚ ୱିକେଟରେ ପରାସ୍ତ କରିଥିଲା। କିନ୍ତୁ ଭାରତୀୟ ଖେଳାଳିମାନେ ଏସିଆ କ୍ରିକେଟ ପରିଷଦର ଅଧ୍ୟକ୍ଷ ମୋହସିନ ନକଭିଙ୍କ ଠାରୁ ବିଜେତା ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲେ, ଯିଏ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଏବଂ ସେଠିକାର ଜଣେ ମନ୍ତ୍ରୀ। ବିଜୟ ପରେ, ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ପାକିସ୍ତାନୀ ପ୍ରଶଂସକମାନେ ଷ୍ଟାଡିୟମ ଭିତରେ ଚେୟାର ଫିଙ୍ଗିଥିବାର ଦାବି କରାଯାଇଥିଲା। ପୋଷ୍ଟର […]

Continue Reading

କ’ଣ Taurine ଯାହା ଷ୍ଟିଙ୍ଗରେ ଉପାଦାନ ପରି ମିଶା ଯାଏ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ? ଜାଣନ୍ତୁ ସତ୍ୟତା। 

ସମ୍ପ୍ରତି ସମୟରେ ସୋସିଆଲ ମିଡିଆ ୟୁଜର ମାନେ ଦାବି କରୁଛନ୍ତି ଯେ ଷ୍ଟିଙ୍ଗ ଏନର୍ଜି ଡ୍ରିଙ୍କସ୍‌ରେ Taurine ପରି କ୍ଷତିକାରକ ଉପାଦାନ ରହିଛି। ଏହି ଉପାଦାନ କିଡନି ଏବଂ ହୃଦୟ ରୋଗର ଏକ ବିଶେଷ କାରଣ। ଏହା ଶିଶୁଙ୍କ ପାଇଂ ମଧ୍ୟ ଗମ୍ଭୀର ଭାବରେ କ୍ଷତିକାରକ ବୋଲି କୁହା ଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏଫଡ଼ିଏ ଏବଂ ଇଏଫଏସଏ ପରି ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା Taurine କୁ ଷ୍ଟିଙ୍ଗ […]

Continue Reading

ଏହି ଭିଡିଓ, ଯାହାକୁ ମଣିପୁରର ବୋଲି ଦାବି କରାଯାଉଛି, ଏହା ପ୍ରକୃତରେ କୋଲକାତାର ୱାକଫ ବିଲ୍ ବିରୋଧରେ ଏକ ପ୍ରଦର୍ଶନ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଭିଡ଼ ଦେଖାଯାଉଛି। ସେମାନେ ନାରା ଦେଉଥିବା ସହ ପୋଷ୍ଟର ଏବଂ ବ୍ୟାନର ଧରିଛନ୍ତି। ଭିଡିଓଟିକୁ ମଣିପୁରର ବୋଲି ଦାବି କରି ସେୟାର କରାଯାଉଛି ଏବଂ ଏହି ପ୍ରଦର୍ଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଥିଲା ବୋଲି ମଧ୍ୟ କୁହା ଯାଉଛି। ଏହା ଉଲ୍ଲେଖ କରିବା ଉଚିତ ଯେ ପ୍ରଧାନମନ୍ତ୍ରୀ ମୋଦି ସମ୍ପ୍ରତି ସେପ୍ଟେମ୍ବର ୧୩, ୨୦୨୫ ରେ ମଣିପୁର ଗସ୍ତ […]

Continue Reading

ରାସ୍ତାରେ ବିମୁଦ୍ରୀକରଣ ହୋଇଥିବା 500 ଟଙ୍କାର ନୋଟ୍ ର ଭିଡିଓ ପାକିସ୍ତାନର ନୁହେଁ ଲକ୍ଷ୍ନୋ ସହରର। 

ଟଙ୍କା ଲଣ୍ଡରିଂ ବିରୋଧରେ ଲଢ଼ିବା ଏବଂ ଅର୍ଥନୀତିରୁ “କଳାଧନ” ଦୂର କରିବା ପାଇଁ, ପ୍ରଧାନମନ୍ତ୍ରୀ ମୋଦୀ ୮ ନଭେମ୍ବର, ୨୦୧୬ ରେ ଏକ ବିବାଦୀୟ ରଣନୀତି ଉନ୍ମୋଚନ କରିଥିଲେ। ସେ ଘୋଷଣା କରିଥିଲେ ଯେ ମହାତ୍ମା ଗାନ୍ଧୀ ସିରିଜର ୫୦୦ ଏବଂ ୧,୦୦୦ ଟଙ୍କା ନୋଟ୍ ଆଉ ଆଇନଗତ ଟଙ୍କା ଭାବରେ ଗ୍ରହଣ କରାଯିବ ନାହିଁ। ସୋସିଆଲ ମିଡିଆରେ ଦୁଇଟି ପିଲାଙ୍କ ହାତରେ ₹୫୦୦ ନୋଟର ବଣ୍ଡଲ ଧରିଥିବା ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି […]

Continue Reading

ଗଣତନ୍ତ୍ରକୁ ବଞ୍ଚାଇବା ମୋର କାମ ନୁହେଁ”: ରାହୁଲ ଗାନ୍ଧୀଙ୍କ ଆଂଶିକ ଭିଡିଓ ଭାଇରାଲ୍

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ସାମ୍ବାଦିକ ସମ୍ମିଳନୀର ଭିଡିଓ ଭାଇରାଲ ହେଉଛି। ଏଥିରେ ସେ କହୁଛନ୍ତି, “ମୁଁ ବିରୋଧୀ ଦଳ ନେତା ଏବଂ ମୋର କାମ ସରକାରଙ୍କ ଉପରେ ଚାପ ପକାଇବା। ଭାରତର ଗଣତନ୍ତ୍ରକୁ ବଞ୍ଚାଇବା ମୋର କାମ ନୁହେଁ।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଯାଞ୍ଚ ପରେ ଜଣାପଡିଲା ଯେ ଭାଇରାଲ ଭିଡିଓଟି ଅସମ୍ପୂର୍ଣ୍ଣ। ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ର ବିରୁଦ୍ଧରେ କହୁ ନଥିଲେ। କ’ଣ […]

Continue Reading

ହିମାଚଳ ପ୍ରଦେଶରେ ବନ୍ୟା ପାଣିରେ ଜଣେ ପିଲା ନିଜ ମାଁର ମୃତଦେହକୁ ଟାଣି ନେଉଛି? ଜାଣନ୍ତୁ ସତ୍ୟତା

ବନ୍ୟା ପାଣି ମଧ୍ୟରେ ଜଣେ ପିଲା ଗୋଟିଏ ମହିଳାଙ୍କୁ ଟାଣୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ହିମାଚଳ ପ୍ରଦେଶର ଏକ ବନ୍ୟା ପ୍ରଭାବିତ ଅଞ୍ଚଳ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ସ୍କ୍ରୀପଟେଡ୍ ଭିଡିଓ ଯାହାକୁ ଏକ ଅସଲି ଘଟଣା ଦାବି ସହିତ ସେୟାର କରା ଯାଉଛି।  ଜଣେ ସୋସିଆଲ ମିଡିଆ ୟୁଜର ଭିଡିଓଟିକୁ ରାଜନୈତିକ ରୂପ ଦେଇ […]

Continue Reading

ଇସଲାମିକ ପତାକା ବାହାର କରି ଭଗବା ପତାକା ଲଗାଉଥିବା ଭିଡିଓ ନେପାଳର ନୁହେଁ କର୍ଣ୍ଣାଟକର ଅଟେ।

ନେପାଳରେ ସରକାର ବିରୋଧୀ ପ୍ରଦର୍ଶନ ପରେ, ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଇସ୍ତଫା ଦେଇଥିଲେ, ଯାହା ନେପାଳରେ ରାଜନୈତିକ ସଙ୍କଟକୁ ଆହୁରି ଗମ୍ଭୀର କରିଥିଲା। ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାରକିଙ୍କୁ କ୍ଷମତାରେ ରଖି ଏକ ସରକାର ଗଠନ କରାଯାଇଛି। ଛଅ ମାସ ମଧ୍ୟରେ ନେପାଳରେ ସାଧାରଣ ନିର୍ବାଚନ ଘୋଷଣା କରାଯାଇଛି।  ଏହି ସମୟରେ, ନେପାଳରେ ଜୈନ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ପ୍ରଦର୍ଶନ ସହିତ ଯୋଡ଼ି ଅନେକ ଭ୍ରାମକ ପୋଷ୍ଟ ଏବଂ ଭିଡିଓ ସେୟାର […]

Continue Reading

ଜଣେ ହଲିୱୁଡ୍ ଅଭିନେତ୍ରୀଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଜଣେ ବିଦେଶୀ ମହିଳାଙ୍କ ତିନୋଟି ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେ କିଛି ଲୋକଙ୍କ ସହ ଥିବା ଦେଖିବାକୁ ମିଳିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଫୋଟୋରେ ଥିବା ମହିଳା ହେଉଛନ୍ତି କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ହଲିୱୁଡ୍ ମୁଭି ‘ଡାଃ ନୋ’ ର ଅଭିନେତ୍ରୀ ଉରସୁଲା ଆଣ୍ଡରେସଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ […]

Continue Reading

ସିକ୍କିମର ଏକ ରାଲିର ଭିଡିଓକୁ ନେପାଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଲୱା ଦାବି ସହିତ ସେୟାର କରା ଯାଉଛି। 

୪ ସେପ୍ଟେମ୍ବର, ୨୦୨୫ ରେ ନେପାଳ ସରକାର ୨୬ ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ। ଏହା ଯୁବ ପିଢ଼ିକୁ କ୍ରୋଧିତ କରିଥିଲା। ସେମାନେ କେବଳ ପ୍ରତିବନ୍ଧକ ବିରୋଧରେ ନୁହେଁ ବରଂ ଦୁର୍ନୀତି ଏବଂ ସରକାରୀ ବିଫଳତା ବିରୁଦ୍ଧରେ ମଧ୍ୟ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ। ୮ ସେପ୍ଟେମ୍ବରରୁ ଏହି ଆନ୍ଦୋଳନ ରାଜଧାନୀ କାଠମାଣ୍ଡୁ ସମେତ ବିଭିନ୍ନ ସହରକୁ ବ୍ୟାପିଥିଲା। କିଛି ସ୍ଥାନରେ ହିଂସା ଦେଖାଦେଇଥିଲା, ସଂସଦରେ ନିଆଁ ଲଗାଯାଇଥିଲା। ପୋଲିସ ଗୁଳିରେ […]

Continue Reading

ୟୁନିଫର୍ମ୍ ରେ ଧାର୍ମିକ ନାରା ଦେଉଥିବା ଲୋକମାନେ କେରଳ ପୋଲିସ ନୁହଁନ୍ତି। ଭାଇରାଲ ଦାବି ମିଥ୍ୟା।

କଳା ୟୁନିଫର୍ମ୍ ପିନ୍ଧି କିଛି ଲୋକ ପେରେଡ୍ କରୁଥିବା ସମୟରେ ଧାର୍ମିକ ନାରା ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଏହି ଲୋକ ମାନେ ହେଉଛନ୍ତି କେରଳ ପୋଲିସ। ଦାବି ସହିତ ୟୁଜର ମାନେ କଂଗ୍ରେସ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ କଂଗ୍ରେସ ପାଇଁ ଜୟ ଶ୍ରୀ ରାମ ନାରା ଯିଏ ଦେବ ତା ଉପରେ ହିନ୍ଦୁ ମୁସଲମାନ କରୁଥିବାର ଆରୋପ ଲଗାଜୀବ। କିନ୍ତୁ ଫ୍ୟାକ୍ଟ […]

Continue Reading

ଯୋଗୀ ଆଦିତ୍ୟନାଥଙ୍କ ବ୍ୟାନର ମାର୍ଚ୍ଚ ୨୦୨୫ ରେ ନେପାଳରେ ହୋଇଥିବା ରାଜତନ୍ତ୍ର ସମର୍ଥକ ରାଲିରୁ ଆସିଛି।

ସାମାଜିକ ଗଣମାଧ୍ୟମ ଉପରେ ସରକାରଙ୍କ ନିଷେଧ ପରେ ନେପାଳରେ ବ୍ୟାପକ ଅଶାନ୍ତି ଦେଖାଦେଇଛି। ପ୍ରଦର୍ଶନଗୁଡ଼ିକ ଶୀଘ୍ର ହିଂସାତ୍ମକ ହୋଇଗଲା, ସଂଘର୍ଷରେ ଅନେକ ଲୋକ ମୃତ୍ୟୁ ଏବଂ ଆହତ ହେଲେ। ପ୍ରଦର୍ଶନକାରୀମାନେ ସଂସଦ, ସରକାରୀ କାର୍ଯ୍ୟାଳୟ ଏବଂ ନେତାଙ୍କ ବାସଭବନ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି। ପରିସ୍ଥିତି ଖରାପ ହେବା ସହିତ, ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି, ଏବଂ ଉତ୍ତେଜନା କମ କରିବା ପାଇଁ ନିଷେଧ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ, ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ […]

Continue Reading

ବାଂଲାଦେଶରେ ଟୋଲ୍ ପ୍ଲାଜା ଭଙ୍ଗାରୁଜା କରୁଥିବା ଲୋକଙ୍କ ଭିଡିଓକୁ ଭାରତର ଏକ ଘଟଣା ଦାବି ସହିତ ସେୟାର କରା ଯାଉଛି।

ଏକ ଟୋଲ୍ ପ୍ଲାଜା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ଅନେକ ଲୋକଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ୍‌ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ପିକଅପ୍ ଭ୍ୟାନ୍‌ରେ ଯାତ୍ରା କରୁଥିବା ଲୋକଙ୍କ ଏବଂ ଟୋଲ୍ ପ୍ଲାଜା କର୍ମଚାରୀଙ୍କ ମଧ୍ୟରେ ଝଗଡ଼ା ହେଉଛି। ଜଣେ ବ୍ୟକ୍ତି ଗାଡ଼ି ଅତିକ୍ରମ କରିବା ପାଇଁ ଟୋଲ୍ ଗେଟ୍ ଭାଙ୍ଗିଥିବା ମଧ୍ୟ ଦେଖିବାକୁ ମିଳିଛି। ୟୁଜର ମାନେ ଏହି ଭିଡିଓକୁ ଏପରି ସେୟାର କରୁଛନ୍ତି ଯେପରି […]

Continue Reading

ଡ୍ରୋନ୍ ଶୋରେ ମୋଦୀଙ୍କୁ ‘ଭୋଟ୍ ଚୋର’ ବୋଲି ଦର୍ଶାଉଥିବା ଫୋଟୋ ଏଡିଟେଡ୍ ଅଟେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନର ତିଆନଜିନ୍‌ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO)ର ପରିଷଦର ୨୫ ତମ ବୈଠକରେ ଯୋଗ ଦେଇଥିଲେ। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତ-ଚୀନ୍ ସମ୍ପର୍କକୁ ମଜବୁତ କରିବା, ସୀମା ସମସ୍ୟାର ସମାଧାନ କରିବା ଏବଂ ବିଶ୍ୱ କୂଟନୈତିକ ପରିବର୍ତ୍ତନ ମଧ୍ୟରେ ଆଞ୍ଚଳିକ ସହଯୋଗକୁ ପ୍ରୋତ୍ସାହିତ କରିବା।  ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଏକ ପୋଷ୍ଟ ସେୟାର କରାଯାଉଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁ ସହିତ “ଭୋଟ୍ ଚୋର, ଗଦ୍ଦି […]

Continue Reading

ସୋନିଆ ଗାନ୍ଧୀ ଚୀନର ପ୍ରତିନିଧିଙ୍କୁ ସ୍ୱାଗତ କରିବା ସମୟରେ ଡାଃ ମନମୋହନ ସିଂ ପ୍ରଧାନମନ୍ତ୍ରୀ ନଥିଲେ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଚାଇନା ର କିଛି ପ୍ରତିନିଧିଙ୍କୁ ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ ସିଂ ସ୍ଵାଗତ କରୁଥିବା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଚୀନର ପ୍ରତିନିଧି ପହଞ୍ଚିଥିଲେ ସେତେବେଳେ ସୋନିଆ ଗାନ୍ଧୀ ତାଙ୍କ ନିକଟରେ ଛିଡ଼ା ହୋଇ ଫୋଟୋ ନେଇଥିଲେ।  ଭିଡିଓକୁ ଏପରି ସେୟାର କରା ଯାଇଛି ଯେପରି ଡାଃ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ସୋନିଆ ଗାନ୍ଧୀ ତାଙ୍କୁ ଅସମ୍ମାନ କରି ଚୀନର […]

Continue Reading

ରାହୁଲ ଗାନ୍ଧୀଙ୍କ “ଏକ୍ସ-ରେ ଅର୍ଥ ଜାତି ଜନଗଣନା” କ୍ଲିପ୍ ଏଡିଟେଡ୍ ଏବଂ ବିଭ୍ରାନ୍ତକର

ରାହୁଲ ଗାନ୍ଧୀଙ୍କ ଭାଷଣର ଏକ ଛୋଟ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କ୍ଲିପ୍‌ରେ ରାହୁଲ ଗାନ୍ଧୀ କହୁଛନ୍ତି, “ଏକ୍ସ-ରେ ଅର୍ଥ ଜାତିଗତ ଜନଗଣନା।” ଭିଡିଓରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଜଣେ ପୋଲିସକର୍ମୀଙ୍କ ଗୋଡ଼ ଗାଡ଼ି ତଳେ ଆସି ଯାଉଛି, ସେତେବେଳେ ରାହୁଲ ଗାନ୍ଧୀଙ୍କ ଭାଷଣ ଶୁଣିବାକୁ ମିଳୁଛି, “ଆଜି, ଆମର ସୁରକ୍ଷା କର୍ମୀ ଗାଡ଼ି ତଳେ ଫସିଗଲେ, ତାଙ୍କ ଗୋଡ଼ରେ ଆଘାତ ଲାଗିଲା। ଆମେ ପ୍ରଥମେ ତାଙ୍କୁ ଏକ୍ସ-ରେ କରିବାକୁ କହିଲୁ। ଏକ୍ସ-ରେ ଅର୍ଥ […]

Continue Reading

ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତି ଭାରତର ପ୍ରଥମ CJI ଜଷ୍ଟିସ ଏସବି କ୍ରିପାଳଙ୍କ ନାତି ସୌରଭ କିର୍ପାଲଙ୍କ ନୁହଁନ୍ତି।

ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କ ନୃତ୍ୟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତି ହେଉଛନ୍ତି ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତି ଜଣେ କୋରିୟଗ୍ରାଫର ଅଟନ୍ତି। ସେ ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି ହେଇଥିବା ଦାବି ମିଥ୍ୟା ଅଟେ। କ’ଣ ଦାବି କରା ଯାଇଛି ପୋଷ୍ଟରେ? […]

Continue Reading

୯/୧୧ ରେ ଆମେରିକା ଉପରେ ହୋଇଥିବା ଆକ୍ରମଣର ଭିଡିଓକୁ ନିକଟରେ ରୁଷିଆରେ ଘଟିଥିବା ଭୂମିକମ୍ପ ଦାବି ସହିତ ସେୟାର କରା ଯାଉଛି

ଲୋକମାନେ ଭୟଭୀତ ହୋଇ, ପ୍ରାଣ ରକ୍ଷା କରିବା ପାଇଁ ଦୌଡ଼ୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ସେହି ସମୟରେ ଏକ ବିଶାଳ ଧୂଆଁ/ଧୁଳି ମଧ୍ୟ ଉଠିଥିଲା। ଦାବି କରା ଯାଉଛି ଯେ ଏହା ରୁଷିଆରେ ନିକଟରେ ହୋଇଥିବା ଭୂମିକମ୍ପର ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ୯/୧୧ ରେ ଆମେରିକା ଉପରେ ହୋଇଥିବା ଆକ୍ରମଣର ଭିଡିଓକୁ ନିକଟରେ ରୁଷିଆରେ ଘଟିଥିବା ଭୂମିକମ୍ପ ଦାବି […]

Continue Reading

ବିଶାଳ ଭିଡ଼ର ଏହି ଭାଇରାଲ ଭିଡିଓଟି ବିହାରରେ ରାହୁଲ ଗାନ୍ଧୀଙ୍କ ରାଲି ସହିତ ଜଡିତ ନୁହେଁ।

୧୭ ଅଗଷ୍ଟ, ୨୦୨୫ ରେ ରାହୁଲ ଗାନ୍ଧୀ ବିହାରର ସାସାରାମ ରେ ଏକ ଭୋଟ ଅଧିକାର ଯାତ୍ରା ଆରମ୍ଭ କରିଥିଲେ। ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ବିହାରରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ବିରୋଧ କରିବା। INDI ମେଣ୍ଟର ନେତାମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି। ୧୬ ଦିନିଆ ଏହି ଯାତ୍ରା ରାଜ୍ୟର ୨୦ ରୁ ଅଧିକ ଜିଲ୍ଲା ଦେଇ ଗତି କରିବ ଏବଂ ୧ ସେପ୍ଟେମ୍ବରରେ ପାଟନାରେ ଶେଷ ହେବ। ଏହି […]

Continue Reading

ଚେନ୍ନାଇ ବିମାନବନ୍ଦରର ପୁରୁଣା ଭିଡିଓକୁ ନିକଟରେ ମୁମ୍ବାଇ ବିମାନବନ୍ଦରର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା, ବିଶେଷକରି ମୁମ୍ବାଇ ରେ ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବର୍ଷା ବୋଲି ଜଣା ପଡ଼ିଛି। ଲଗାତାର ବର୍ଷା ଯୋଗୁଁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ଏହି ସମୟରେ ସୋସିଆଲ ମିଡିଆରେ ଏକ ବିମାନବନ୍ଦରରେ ବନ୍ୟା ଦୃଶ୍ୟର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ନିକଟରେ ମୁମ୍ବାଇରେ ହୋଇଥିବା ବର୍ଷା ସମୟର ଭିଡିଓ […]

Continue Reading

ରାହୁଲ ଗାନ୍ଧୀ କୁକୁର ଖାଇଥିବା ବିସ୍କୁଟ୍ ନିଜ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଖାଇବାକୁ ଦେଇଥିବା ଦାବି ବିଭ୍ରାନ୍ତକାଇ ଅଟେ।

ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ଗୋଟିଏ ଜିପ୍ ଉପରେ ବସିଥିବା ସମୟରେ ତାଙ୍କ ସହିତ ଗୋଟିଏ କୁକୁର ମଧ୍ୟ ସେଠାରେ ଥିଲା। ରାହୁଲ ଗାନ୍ଧୀ ସେହି କୁକୁରକୁ ବିସ୍କୁଟ୍ ଖାଇବାକୁ ଦେଉଛନ୍ତି ଏବଂ ତା’ପରେ ସେ ସେହି ବିସ୍କୁଟ ଜଣେ ବ୍ୟକ୍ତିକୁ ଦେଉଛନ୍ତି।  ଦାବି କରା ଯାଉଛି ଯେ ରାହୁଲ ଗାନ୍ଧୀ କୁକୁର ଖାଇଥିବା ବିସ୍କୁଟ ଯେଉଁ ବ୍ୟକ୍ତିଙ୍କୁ ଦେଉଛନ୍ତି ସେ […]

Continue Reading

ଗେଟୱେ ଅଫ୍ ଇଣ୍ଡିଆରେ ଲହଡ଼ି ମାରୁଥିବାର ପୁରୁଣା ଭିଡିଓ ମୁମ୍ବାଇର ଏକ ସାମ୍ପ୍ରତିକ ଭିଡିଓ ଭାବରେ ଭାଇରାଲ ହେଉଛି।

ମୁମ୍ବାଇରେ ଲଗାତାର ପ୍ରବଳ ବର୍ଷା ଜାରି ରହିଥିଲା, ଯାହାଦ୍ୱାରା ବାସିନ୍ଦାଙ୍କ ସାଧାରଣ ଜୀବନଯାତ୍ରାକୁ ସମସ୍ଯା ହୋଇଥିଲା। ଆଇଏମଡି (ଭାରତ ପାଣିପାଗ ବିଭାଗ) ଏକ ଅରେଞ୍ଜ ଆଲର୍ଟ ଜାରି କରିଥିଲା, ଯେଉଁଥିରେ ମହାନଗରର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲା।  ଏହି ପ୍ରସଙ୍ଗରେ ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରେ ବନ୍ୟା ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ଗେଟୱେ ଅଫ୍ ଇଣ୍ଡିଆ ଉପରେ ଶକ୍ତିଶାଳୀ ଲହଡ଼ି […]

Continue Reading

କ’ଣ ହିନ୍ଦୁ ମାନଙ୍କର ପୂଜାପାଠ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଇନଥିବାରୁ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେଟ ନିଜ ନିରାଶା ବ୍ୟକ୍ତ କରୁଛନ୍ତି?

କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେଟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସୁପ୍ରିୟା ଶ୍ରୀନେଟ୍ ପୂଜା ସାମଗ୍ରୀ ଉପରେ ଜିଏସ୍ଟି ବିଷୟରେ କହୁଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆ ୟୁଜର ମାନେ କଂଗ୍ରେସକୁ କଡ଼ା ସମାଲୋଚନା କରୁଛନ୍ତି। ଏହି ଭିଡିଓ ସହିତ ହିନ୍ଦୁମାନଙ୍କର ପୂଜା ସାମଗ୍ରୀ ଉପରେ କୌଣସି ଜିଏସଟି ନ ଥିବାରୁ କଂଗ୍ରେସ ଅସନ୍ତୁଷ୍ଟ ବୋଲି ଦାବି କରାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସୁପ୍ରିୟା ଶ୍ରୀନେଟଙ୍କ […]

Continue Reading

ଦିଲ୍ଲୀର ପାଣି ଜମି ରହିଥିବା ରାସ୍ତାର ଭିଡିଓ ଭୁବନେଶ୍ୱର ଦୃଶ୍ୟ ଦାବି ସହିତ ଭାଇରାଲ ହେଉଛି। 

ରାଜ୍ୟର ଅନେକ ସ୍ଥାନରେ କିଛି ଦିନ ହେବ ବର୍ଷା ଲାଗିରହିଛି। ଏହି ସମୟରେ ରାଜଧାନୀ ଭୁବନେଶ୍ବର ମଧ୍ୟ ବର୍ଷା ପାଗର ସାମନା କରିଛି। ବର୍ତ୍ତମାନ ପାଣି ଜମି ରହିଥିବା ରାସ୍ତାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାହିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ପ୍ରବଳ ବର୍ଷା ପରେ ରାଜଧାନୀ ଭୁବନେଶ୍ବରର ବୋମିଖାଲ ଅଞ୍ଚଳରେ ଏପରି ପାଣି ଜମିରହିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଦିଲ୍ଲୀର ରାସ୍ତାରେ ପାଣି ଜମି […]

Continue Reading

କ’ଣ ଫୋଟୋରେ ହେଲିକପ୍ଟରଟି ଉତ୍ତରାଖଣ୍ଡ ଭୂଷ୍କଳନ ଉଦ୍ଧାର କାର୍ଯ୍ୟ ପାଇଁ ଏକ ଜେସିବି କୁ ନେଉଛି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ଉତ୍ତରକାଶୀର ଏକ ଫୋଟୋରେ ଗୋଟିଏ ହେଲିକପ୍ଟର ଜେସିବି କୁ ଉଠେଇ ନେଉଥିବା ନଜର ଆସିଛି। ସୋସିଆଲ ମିଡିଆ ୟୁଜର ମାନେ ଦାବି କରୁଛନ୍ତି ଯେ ନିକଟରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂଷ୍କଳନ ହେବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ଏହି ହେଲିକପ୍ଟରଟି ଏକ ଜେସିବି କୁ ନେଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ଏଡିଟେଡ୍ ଫୋଟୋ କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର […]

Continue Reading

ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କର ଫୋଟୋକୁ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସୋନିଆ ଗାନ୍ଧୀଙ୍କ ସହ ଜଣେ ଯୁବକ ଛିଡ଼ା ହୋଇଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି ଯେ ସୋନିଆ ଗାନ୍ଧୀଙ୍କ ସହ ଛିଡ଼ା ହୋଇଥିବା ବ୍ୟକ୍ତି ରାହୁଲ ଗାନ୍ଧୀଙ୍କ ପରି ଦେଖା ଯାଉଛନ୍ତି କିନ୍ତୁ ସେ ରାହୁଲ ଗାନ୍ଧୀ ନୁହଁନ୍ତି। ସେ ହେଉଛନ୍ତି ସୋନିଆ ଗାନ୍ଧୀଙ୍କ ସାଙ୍ଗ। ରାଜୀବ ଗାନ୍ଧୀଙ୍କୁ ମୃତ୍ୟୁ ପରେ ଯେତେବେଳେ ରାହୁଲ ଗାନ୍ଧୀଙ୍କ DNA ମଗା ଯାଇଥିଲା ସେତେବେଳେ ସୋନିଆ ଗାନ୍ଧୀ […]

Continue Reading

ମୂଳ ଭିଡିଓର ଛୋଟ ଅଂଶ ନେଇ ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଚୋର ବୋଲି ସ୍ଵୀକାର କରିଛନ୍ତି।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଶୁଣିବକୁ ମିଳିଛି ଯେ ମୋଦୀ କହୁଛନ୍ତି, “ଯେତେବେଳେ ମୁଁ ଛୋଟ ଚୋରୀ କରୁଥିଲି, ଯଦି ସେତେବେଳେ ମୋର ମାଁ ମତେ ଅଟକାଇଥାନ୍ତା ତେବେ ମୁଁ ଏତେ ବଡ଼ ଲୁଟେରା ହୋଇନଥାନ୍ତି।” ଭିଡିଓକୁ ଏପରି ଭାବରେ ସେଯାର କରା ଯାଉଛି ଯେମିତି ମୋଦୀ ନିଜକୁ ଏକ ଚୋର ବୋଲି ସମ୍ବୋଧିତ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। […]

Continue Reading

ବିଜେଡ଼ି ନେତ୍ରୀ ଈପ୍ସିତା ସାହୁଙ୍କର ଏକ ଏଡିଟେଡ୍ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ। 

ସୋସିଆଲ ମିଡିଆରେ ବିଜେଡ଼ି ନେତ୍ରୀ ଈପ୍ସିତା ସାହୁଙ୍କର ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ସେ ଏକ ପୋଷ୍ଟର ଧରିଛନ୍ତି ଯେଉଁଥିରେ ଲେଖା ଯାଇଛି, “ବିଜେଡ଼ି ମହିଳାଙ୍କ ଚରିତ୍ରକୁ ନେଇ ହିନ ରାଜନୀତି କରୁଛି।” ଫୋଟୋ ସେୟାର କରି ଏପରି କୁହା ଯାଇଛି ଯେ ଇପ୍ସିତା ସାହୁ ସ୍ଵୀକାର କରୁଛନ୍ତି ଯେ ବିଜେଡ଼ି ମହିଳାଙ୍କ ଚରିତ୍ରକୁ ଅପମାନିତ କରେ ଏବଂ ତାହା ନେଇ ରାଜନୀତି ମଧ୍ୟ କରେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

ସ୍ୱାମୀ ବିଦ୍ୟାନନ୍ଦ ବିଦେହ ଜବାହରଲାଲ ନେହେରୁଙ୍କୁ ଚାପୁଡ଼ା ମାରିଥିଲେ କି? ଜାଣନ୍ତୁ ସତ୍ୟତା।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଏକ କାର୍ଯ୍ୟକ୍ରମରେ ଯେତେବେଳେ ଆର୍ଯ୍ୟ ହିନ୍ଦୁ ସମାଜକୁ ଭାରତରେ ଶରଣାର୍ଥୀ ବୋଲି କହିଥିଲେ ତାଙ୍କୁ ସ୍ୱାମୀ ବିଦ୍ୟାାନନ୍ଦ ଚାପୁଡ଼ା ମାରିଥିଲେ।  ଏହି ଫଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, ଆଜମେରରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନେହେରୁ କହିଥିଲେ ଯେ ଆର୍ଯ୍ୟ, ମୁସଲମାନ ଏବଂ ବ୍ରିଟିଶ ସମେତ ଅନେକ ଗୋଷ୍ଠୀ ଭାରତକୁ ଆସି ଏହାର ସଂସ୍କୃତି […]

Continue Reading

ଗ୍ରୀନଲ୍ୟାଣ୍ଡର ଏକ ପୁରୁଣା ଭିଡିଓକୁ ନିକଟରେ ରୁଷରେ ଆସିଥିବା ସୁନାମୀ ଘଟଣା ଦାବି ସହିତ ସେୟାର କରା ଯାଉଛି।

୩୦ ଜୁଲାଇ ୨୦୨୫ ରେ ରୁଷିଆର କାମଚାଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ପ୍ରଶାନ୍ତ ମହାସାଗର ସୁନାମି ସତର୍କତା ଜାରି କରାଯାଇଥିଲା। ରୁଷ ଉପକୂଳରେ ହୋଇଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଥମ ତରଙ୍ଗ ହାୱାଇରେ ପହଞ୍ଚିଥିଲା ଏବଂ ଓଆହୁରେ ୪ ଫୁଟ (1.2 ମିଟର) ଲହରୀ ରେକର୍ଡ କରାଯାଇଥିଲା। ଭୂମିକମ୍ପ ପରେ ହାୱାଇ, ଆମେରିକାର ପଶ୍ଚିମ ଉପକୂଳର କିଛି ଅଂଶ ଏବଂ ଜାପାନର ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା। […]

Continue Reading

ଦକ୍ଷିଣ ଆଫ୍ରିକାର ଏକ ପୁରୁଣା ଭିଡିଓକୁ ନିକଟରେ ରୁଷିଆରେ ଆସିଥିବା ଭୂମିକମ୍ପ ହେତୁ ଜାପାନରେ ହୋଇଥିବା ସୁନାମୀ ର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି

ବୁଧବାର ୩୦ ଜୁଲାଇ ୨୦୨୫ ରେ ରୁଷିଆର ପୂର୍ବ କାମଚାଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ପ୍ରଶାନ୍ତ ମହାସାଗର ସୁନାମି ସତର୍କତା ଜାରି କରାଯାଇଥିଲା। ରୁଷ ଉପକୂଳରେ ହୋଇଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଥମ ତରଙ୍ଗ ହାୱାଇରେ ପହଞ୍ଚିଥିଲା, ଓଆହୁ ରେ ୪ ଫୁଟ (୧.୨ ମିଟର) ଲହରୀ ରେକର୍ଡ କରାଯାଇଥିଲା। ଭୂମିକମ୍ପ ପରେ ହାୱାଇ, ଆମେରିକାର ପଶ୍ଚିମ ଉପକୂଳର କିଛି ଅଂଶ ଏବଂ ଜାପାନର ଲୋକମାନଙ୍କୁ ସ୍ଥାନାନ୍ତର […]

Continue Reading

ଏହି ଭିଡିଓଟି ସ୍ପେନର ବାର୍ସିଲୋନାରେ ଥିବା ପିଏରା ମସଜିଦରେ ହୋଇଥିବା ସମ୍ପ୍ରତି ଅଗ୍ନିକାଣ୍ଡ ଘଟଣା ନୁହେଁ।

ସ୍ପେନର ଟୋରେ ପାଚେକୋ ରେ ପ୍ରବାସୀ ବିରୋଧୀ ହିଂସା ଘଟିଛି। ଦକ୍ଷିଣ ସ୍ପେନର ଏକ ଛୋଟ ସହରରେ ଜଣେ ପେନସନଭୋଗୀଙ୍କ ଉପରେ ଆକ୍ରମଣ ପରେ ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଉତ୍ତେଜନା ମଧ୍ୟରେ, ବାର୍ସିଲୋନାର ପିଏରା ମସଜିଦ ଉଦଘାଟନ ହେବାର ଗୋଟିଏ ଦିନ ପୂର୍ବରୁ ନିଆଁ ଲାଗିଯାଇଥିଲା। କିଛି ମିନିଟ୍ ପରେ, ଜରୁରୀକାଳୀନ କର୍ମଚାରୀମାନେ ନିଆଁ ଲିଭାଇବାରେ ସଫଳ ହୋଇଥିଲେ ଏବଂ କୌଣସି ଆଘାତ ହେବାର ସମ୍ଭାବନାକୁ ଏଡାଇ ଦେଇଥିଲେ। ଏହା ମଧ୍ୟରେ ଏକ […]

Continue Reading

ରାହୁଲ ଗାନ୍ଧୀ ଜଗନ୍ନାଥ ରଥଯାତ୍ରାକୁ ନାଟକ ବୋଲି କହି ନାହାଁନ୍ତି, ଭୁଲ ଦାବି ସହିତ ଅସମ୍ପୂର୍ଣ୍ଣ ଭିଡିଓ ଭାଇରାଲ…

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର ହେଉଛି। ଭିଡିଓରେ ରାହୁଲ କହୁଥିବାର ଦେଖାଯାଉଛି, “ଯେତେବେଳେ ଓଡ଼ିଶାରେ ଜଗନ୍ନାଥ ଯାତ୍ରା ହୁଏ, କଳ୍ପନା କରନ୍ତୁ, ରଥ ବାହାରକୁ ଆସେ, ଜଗନ୍ନାଥ ଯାତ୍ରାର ରଥ ବାହାରକୁ ଆସେ। ଲକ୍ଷ ଲକ୍ଷ ଲୋକ, ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖନ୍ତି, ଅନୁସରଣ କରନ୍ତି, ଏବଂ ତା’ପରେ ଏକ ନାଟକ ହୁଏ।” ଲୋକମାନେ ଭିଡିଓଟିକୁ ସେୟାର କରୁଛନ୍ତି ଏବଂ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଛନ୍ତି। ଦାବି କରା […]

Continue Reading

ଓଡ଼ିଶାରେ ଏକ ମୃତ ମହିଳାଙ୍କ ଶରୀରକୁ ଭାଙ୍ଗି ବସ୍ତାରେ ପୁରାଉଥିବା ପୁରୁଣା ଘଟଣାକୁ ସମ୍ପ୍ରତ୍ତି ସମୟର ଘଟଣା ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଏକ ହସ୍ପିଟାଲରେ ଦୁଇଟି ଲୋକ ଜଣେ ମହିଳାଙ୍କ ଶରୀରକୁ ଭାଙ୍ଗିବାର ଚେଷ୍ଟା କରୁଥିବା ଜଣା ପଡ଼ୁଛି। ଦାବି କରି ଏପରି ପୋଷ୍ଟ ସେୟାର କରା ଯାଇଛି ଯେ ଏହା ଓଡ଼ିଶା ର ଘଟଣା ଯାହା ନିକଟରେ ଘଟିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ପ୍ରାୟ ୧୦ ବର୍ଷ ପୁରୁଣା ଘଟଣାକୁ ସମ୍ପ୍ରତ୍ତି ସମୟ ଘଟଣା […]

Continue Reading

ପାଇକ ବିଦ୍ରୋହକୁ ଏନସିଇଆରଟି ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ବାଦ୍ ଦେଇଥିବା ଦାବି ମିଥ୍ୟା। 

ପାଇକ ବିଦ୍ରୋହ ମେ ୧୮୧୭ ରେ ଆରମ୍ଭ ହୋଇଥିଲା ଏବଂ ଡିସେମ୍ବର ୧୮୧୮ ପର୍ଯ୍ୟନ୍ତ ଜାରି ରହିଥିଲା। ଏହା ଗଜପତି ରାଜବଂଶର ଅଧୀନରେ ଖୋର୍ଦ୍ଧାର ପୂର୍ବତନ ସେନାପତି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଏକ ସଶସ୍ତ୍ର ବିଦ୍ରୋହ ଥିଲା, ଯାହା ଓଡ଼ିଶାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଥିଲା।  ତେବେ, ଅଷ୍ଟମ ଶ୍ରେଣୀର ନୂତନ ଏନସିଇଆରଟି ପୁସ୍ତକରେ ପାଇକ ବିଦ୍ରୋହ ସ୍ଥାନ ପାଇ ନ ଥିବା ଦେଖି ଲୋକେ ଦାବି କରୁଛନ୍ତି ଯେ ପାଇକ ବିଦ୍ରୋହ, ଯାହାକୁ […]

Continue Reading

ଫୋଟୋରେ ଥିବା ମହିଳା ସୌମ୍ୟଶ୍ରୀ ବିସିଙ୍କୁ ଆତ୍ମହତ୍ୟା ପାଇଁ ଇନ୍ଧନ ଦେଇ ନାହାଁନ୍ତି। ଏହା ଏକ ପୁରୁଣା ଏବଂ ଅସମ୍ପର୍କିତ ଫୋଟୋ।

ସୌମ୍ୟଶ୍ରୀ ବିସି ମାସେ ପୂର୍ବରୁ ତାଙ୍କ କଲେଜର ବିଭାଗୀୟ ମୁଖ୍ୟଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ, କିନ୍ତୁ ତାଙ୍କ ଅଧ୍ୟକ୍ଷ, ସ୍ଥାନୀୟ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଅଣଦେଖା କରାଯାଇଥିବା ଅନୁଭବ କରି ସେ କଲେଜ ପରିସରରେ ନିଜକୁ ନିଆଁ ଲଗାଇ ଦେଇଥିଲେ ଏବଂ ପରେ ଜୁଲାଇ ୧୪ ତାରିଖରେ AIIMS ଭୁବନେଶ୍ୱରରେ ତାଙ୍କର ଆଘାତ ଯୋଗୁଁ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ […]

Continue Reading

ମେକ୍ସିକୋର ଭିଡିଓକୁ ଭାରତୀୟ ମହିଳାଙ୍କ ଆମେରିକା ଦୋକାନରେ ଚୋରି କରିଥିବା ଘଟଣା ସହିତ ଯୋଡ଼ି ମିଥ୍ୟା ପ୍ରଚାର କରାଯାଉଛି।

ଆମେରିକାର ଏକ ସହରରେ ଟାର୍ଗେଟ ଷ୍ଟୋରରେ ପ୍ରାୟ $1,000 (₹1.1 ଲକ୍ଷ) ମୂଲ୍ୟର ଜିନିଷ ଚୋରି କରିବାକୁ ଚେଷ୍ଟା କରିବା ଅଭିଯୋଗରେ ଜଣେ ଭାରତୀୟ ମହିଳାଙ୍କୁ ଗିରଫ କରାଯାଇଥିଲା। ତାଙ୍କର ସନ୍ଦେହଜନକ ଆଚରଣ ଯୋଗୁଁ ଷ୍ଟୋର କର୍ମଚାରୀମାନେ ପୋଲିସକୁ ଡାକିଥିଲେ। ଏହି ପ୍ରସଙ୍ଗରେ, ଦୋକାନରେ ଚୋରି ହେତୁ ହାତକଡି ପିନ୍ଧା ଜଣେ ମହିଳାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଦାବି କରାଯାଇଛି ଯେ ଏହି ଭିଡିଓରେ ଥିବା ମହିଳା ଭାରତୀୟ ଅଟନ୍ତି ଯାହାକୁ […]

Continue Reading

ଲକ୍ଷ୍ନୌ କୋର୍ଟରେ ରାହୁଲ ଗାନ୍ଧୀଙ୍କ ସହ ସେଲଫି ନେଉଥିବା ବ୍ୟକ୍ତି ବିଚାରପତି ନୁହଁନ୍ତି। ମିଥ୍ୟା ଦାବି ଭାଇରାଲ

ଭାରତୀୟ ସେନା ବିଷୟରେ କଥିତ ମନ୍ତବ୍ୟ ପାଇଁ ଲକ୍ଷ୍ନୌର ସାଂସଦ-ବିଧାୟକ କୋର୍ଟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ପରେ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଏକ ସେଲଫି ଭାଇରାଲ ହେଉଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଫଟୋରେ ଦେଖାଯାଉଥିବା କଳା କୋଟ ପିନ୍ଧିଥିବା ବ୍ୟକ୍ତି ଜଣକ ଜଣେ ବିଚାରପତି। ଜଣେ ବିଚାରପତିଙ୍କୁ ଏପରି ସେଲଫି ନେବା ଦେଖି ଲୋକମାନେ ନ୍ୟାୟ ଉପରେ ପ୍ରଶ୍ନ ଉଠାଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

ଜଣେ ମେଡିକାଲ୍ ଅଫିସରର ଭିଡିଓକୁ ବାଂଲାଦେଶରେ ହିନ୍ଦୁ ଶିକ୍ଷକଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆ ରେ ଜୋତାରେ ତିଆରି ମାଳା ପିନ୍ଧିଥିବା ଜଣେ ବ୍ୟକ୍ତିର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ସେ ବାଂଲାଦେଶରେ ଜଣେ ହିନ୍ଦୁ ଶିକ୍ଷକ ହୋଇଥିବାରୁ ତାଙ୍କୁ ଅପମାନିତ କରାଯାଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ବାଙ୍ଗାଦେଶରେ ଜଣେ ହିନ୍ଦୁ ଶିକ୍ଷକ କୁ ଚାକିରି ର ଶେଷ ଦିନ ଏମିତି ବ୍ୟବହାର” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓରେ ଥିବା ବ୍ୟକ୍ତି […]

Continue Reading

ବିନା ମାଟିରେ ବଞ୍ଚି ରହିଛି ଗଛ? ଏହା ଏକ ଚମତ୍କାର ବା ରହିଛି କିଛି ଅନ୍ୟ ତଥ୍ୟ। 

ସୋସିଆଲ ମିଡିଆରେ ବିନା ମାଟିରେ ହାୱାରେ ଝୁଳୁଥିବା ଏକ ଗଛର ଫୋଟୋ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ ଏହି ଗଛ ମାଟିରେ ଲାଗି ନାହିଁ। ମାଟିରେ ଏହାର ଚେର ଥିବା ବେଳେ ଗଛର ଗଣ୍ଡି ହାୱାରେ ଝୁଲୁଚି। ଦାବି କରା ଯାଉଛି ଯେ ଏହି ଗଛ ରାଜସ୍ଥାନରେ ଦେଖିବାକୁ ମିଳିଛି। ଏହା ଏକ ଚମତ୍କାର ବୋଲି ସୋସିଆଲ ମିଡିଆରେ ଚର୍ଚା ଚାଲିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା […]

Continue Reading

୨୩ ଲକ୍ଷ ଟଙ୍କାରେ ଗୋଲ୍ଡେନ ଭିସା ଦେଉନାହିଁ ସଂଯୁକ୍ତ ଆରବ ଏମିରେଟ୍ସ। ମିଥ୍ୟା ଖବର ସୋସିଆଲ ମିଡିଆରେ ଭାଇରାଲ।

ଗତ କିଛି ଦିନ ଧରି, ସଂଯୁକ୍ତ ଆରବ ଏମିରେଟ୍ସ ଯିବାକୁ ଚାହୁଁଥିବା ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଇଛି। ଏକ ଭାଇରାଲ ଖବରରେ ଦାବି କରାଯାଇଛି ଯେ ଭାରତୀୟମାନେ ମାତ୍ର ୨୩ ଲକ୍ଷ ଟଙ୍କାରେ ଜୀବନବ୍ୟାପୀ UAE ଗୋଲ୍ଡେନ ଭିସା ପାଇପାରିବେ। ମହଙ୍ଗା ସମ୍ପତ୍ତି କିଣିବା କିମ୍ବା ବ୍ୟବସାୟ ଆରମ୍ଭ କରିବାର କୌଣସି ଆବଶ୍ୟକତା ନାହିଁ, କେବଳ ଦେୟ ଦିଅନ୍ତୁ ଏବଂ ସବୁଦିନ ପାଇଁ ରୁହନ୍ତୁ।  ଏହି ଖବରଟି ଦୁବାଇ ସପିଂ ଫେଷ୍ଟିଭାଲ ସେଲ୍ ଅପେକ୍ଷା ଅଧିକ […]

Continue Reading

ଅମିତ ଶାହଙ୍କ ଭାଷଣ ବିବାଦ: କ’ଣ ୧୮୫୭ ମହାକ୍ରାନ୍ତି ସାବର୍କର ବିନା ଅସମ୍ଭବ ଥିଲା ବୋଲି କହିଥିଲେ ଅମିତ ଶାହ?

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବରକାଗଜର କ୍ଳିପ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହ ସ୍ବାଦୀନତା ସଂଗ୍ରାମୀ ବୀର ସାବର୍କରଙ୍କୁ ନେଇ ନିଜ ମନ୍ତବ୍ୟ ଦେଇଛନ୍ତି। ୟୁଜର ମାନେ ଦାବି କରୁଛନ୍ତି ଯେ ଅମିତ ଶାହ କହିଛନ୍ତି, ବୀର ସାବର୍କରଙ୍କ ଯୋଗଦାନ ବିନା ୧୮୭୫ ସ୍ଵାଧୀନତା ସଂଗ୍ରାମ ସମ୍ଭବ ନଥିଲା। ଏହା ନେଇ ସୋସିଆଲ ମିଡିଆରେ ପରିହାସ କରା ଯାଉଛି ଯେ ସାବର୍କରଙ୍କ ଜନ୍ମ ୧୮୮୩ ରେ ହୋଇଥିଲା,  ତେବେ ସେ କେଉଁପରି ସ୍ଵାଧୀନତା […]

Continue Reading

କଂଗ୍ରେସ ଦ୍ୱାରା ବଣ୍ଟନ କରାଯାଇଥିବା ସାନିଟାରୀ ପ୍ୟାଡ୍ ଭିତରେ ରାହୁଲ ଗାନ୍ଧୀଙ୍କ ଫଟୋ ନାହିଁ। ଏଡିଟ୍ କରା ଯାଇଥିବା ଭିଡିଓ ଭ୍ରାମକ ଦାବି ସହିତ ଭାଇରାଲ୍

ବିହାରରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇସାରିଛି। ଏହି କ୍ରମରେ, କଂଗ୍ରେସ ରାଜ୍ୟର 5 ଲକ୍ଷରୁ ଅଧିକ ମହିଳାଙ୍କୁ ଆକର୍ଷିତ କରିବା ପାଇଁ ମାଗଣା ସାନିଟାରୀ ପ୍ୟାଡ୍ ବଣ୍ଟନ କରିବାର ଏକ ଯୋଜନା ଆରମ୍ଭ କରିଛି, ଯାହାର କଭରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫଟୋ ଦେଖାଯାଉଛି। କିନ୍ତୁ କଂଗ୍ରେସର ଏହି ରଣନୀତି ବିବାଦକୁ ଜନ୍ମ ଦେଇଛି। ବିଜେପି ଏହି ଯୋଜନା ଉପରେ ପ୍ରଶ୍ନ ଉଠାଇଛି ଏବଂ […]

Continue Reading

ଚୀନର ଏକ ସହରରେ ଅଗ୍ନିକାଣ୍ଡର ଭିଡିଓ କୁ ଇରାନ ମୋସାଦ ମୁଖ୍ୟାଳୟ ଉପରେ ଆକ୍ରମଣ କରୁଥିବା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଅଞ୍ଚଳରେ ନିଆଁ ଲାଗିଛି ଏବଂ ଆକାଶରେ ଘନ କଳା ଧୂଆଁ ଉଠୁଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରୁଛନ୍ତି ଯେ ଏହା ଇସ୍ରାଏଲର ମୋସାଦ ମୁଖ୍ୟାଳୟ ଉପରେ ଇରାନର ଆକ୍ରମଣ ପରେ ପରିସ୍ଥିତି। ପ୍ରକୃତରେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମ୍ପ୍ରତିକ ବିବାଦକୁ ଦୃଷ୍ଟିରେ ରଖି, ଦାବି କରାଯାଇଛି ଯେ ଇରାନ ଆକ୍ରମଣ ପରେ, ଟେଲ୍ ଅଭିଭ ସହରରେ ଅବସ୍ଥିତ ଇସ୍ରାଏଲର ବିଦେଶୀ ଗୁଇନ୍ଦା […]

Continue Reading

ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିବାରୁ ଜଣେ ଇରାନୀ ଯୁବକଙ୍କୁ ତାଙ୍କ ଝିଅ ସାମ୍ନାରେ ଫାଶି ଦିଆଯାଉଛି? ଜାଣନ୍ତୁ ସତ୍ୟତା।

ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଦାବି କରାଯାଇଛି ଯେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିଥିବାରୁ ତାଙ୍କୁ ନିଜ ଝିଅ ସାମନାରେ ଫାଶୀ ଦିଆ ଯାଇଛି। ଏହି ଫଟୋଟି ଦୁଇଟି ଫଟୋର ଏକ କୋଲାଜ୍, ଗୋଟିଏ ଫଟୋରେ ଜଣେ ବ୍ୟକ୍ତି ବେକରେ ଫାଶୀ ଲଗାଇ ହସୁଥିବା ଦେଖାଯାଉଛି ଏବଂ ଅନ୍ୟ ଫଟୋରେ ଗୋଟିଏ ଛୋଟ ଝିଅ ଠିଆ ହୋଇଥିବା ଦେଖାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

ଜାତୀୟ ରାଜପଥରେ ଦୁଇଚକିଆ ଯାନକୁ ଦେବାକୁ ପଡିବ ନାହିଁ ଟୋଲ୍; ମିଥ୍ୟା ଦାବି ଭାଇରାଲ୍।

ସେତୁ, ରାସ୍ତା, ଏବଂ ରାଜପଥର ନିର୍ମାଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଆଦାୟ କରିବା ଟୋଲ୍ ଟିକସ ଆଦାଯ କରା ଯାଇଥାଏ। ଚାରି ଚକିଆ ଏବଂ ଭାରୀ ଯାନଗୁଡ଼ିକ ଠାରୁ ସାଧାରଣତଃ ଟୋଲ୍ ଆଦାୟ କରାଯାଏ, ମୋଟରସାଇକେଲ୍ ଏବଂ ସ୍କୁଟର ଭଳି ଦୁଇ ଚକିଆ ଯାନଗୁଡ଼ିକ ଅଧିକାଂଶ ଜାତୀୟ ଏବଂ ରାଜ୍ୟ ରାଜପଥରେ ଛାଡ଼ ପାଆନ୍ତି। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଘୂରିବୁଲୁଛି ଯେ ସରକାର ଦୁଇଚକିଆ ଯାନଗୁଡ଼ିକ ଉପରେ ମଧ୍ୟ ଟୋଲ୍ ଟିକସ ଆଦାୟ […]

Continue Reading

ଗାଜାର ଏକ ପୁରୁଣା ଭିଡିଓକୁ ସମ୍ପ୍ରତି ସମୟରେ ଇରାନ-ଇସ୍ରାଏଲ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ଇରାନ-ଇଜ୍ରାଏଲ୍ ଯୁଧ୍ୟ ଚାଲିଥିବା ସମୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କ୍ଷେପଣାସ୍ତ୍ର ଆକ୍ରମଣରେ ଗୋଟିଏ ବିଲଡିଙ୍ଗ ଭୁଶୁଡ଼ି ପଡୁଥିବା ବେଳେ ଜଣେ ବ୍ୟକ୍ତି ସେହି ଦୃଶ୍ୟର ଭିଡିଓ ନେଉଁଛନ୍ତି। ଦାବି କରା ଯାଉଛି ଯେ ଏହା ଇରାନ-ଇଜ୍ରାଏଲ୍ ଯୁଧ୍ୟର ଦୃଶ୍ୟ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୨୧ ମସିହାର ଇଜ୍ରାଏଲ୍ ଗାଜା ଉପରେ କରିଥବା ଆକ୍ରମଣର ଏକ ପୁରୁଣା ଭିଡିଓ। କ’ଣ ଦାବି କରା […]

Continue Reading

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପୋଡ଼ିଯାଇଥିବା ଶିଶୁର ଶରୀର ଭାବରେ ପ୍ରାଚୀନ ମିଶରର ଏକ ଶିଶୁର ମମିର ଭିଡିଓ ସେୟାର କରାଯାଇଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବରେ ଲାଗିଛି ଯେଉଁଥିରେ ଏକ ଶିଶୁର ମମି ଦେଖିବାକୁ ମିଳିଛି। ଏହା ସହିତ ଭିଡିଓରେ କିଛି ଅନ୍ୟ ଶିଶୁ ମାନଙ୍କ ଫୋଟୋ ଦିଆଯାଇଛି। ଦାବି କରା ଯାଉଛି ଯେ ଫୋଟୋରେ ଥିବା ଶିଶୁ ମାନେ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ନିଜ ପ୍ରାଣ ହରାଇଛନ୍ତି ଏବଂ ଭିଡିଓରେ ଥିବା ଶରୀର ଟି ତାଙ୍କ ମଧ୍ୟ ଜଣଙ୍କର।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅହମ୍ମଦାବାଦ ବିମାନ […]

Continue Reading

ବାଂଲାଦେଶ ପତାକା ବିକ୍ରୟ କରିବାରୁ ମାଡ଼ ଖାଉଥିବା ବ୍ୟକ୍ତିଙ୍କ ଭିଡିଓ ଭାରତର ନୁହେଁ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ସୁରକ୍ଷା କର୍ମୀ ବାଂଲାଦେଶୀ ପତାକା ବିକ୍ରୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରୁଛନ୍ତି। ଦାବି କରାଯାଉଛି ଯେ ଜଣେ ବିଏସଏଫ (ସୀମା ସୁରକ୍ଷା ବଳ) ଯବାନ ବାଂଲାଦେଶୀ ପତାକା ବିକ୍ରୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବାଂଲାଦେଶରେ ଫୁଟବଲ୍ ଷ୍ଟାଡିୟମ ସାମନାରେ ପତାକା ବିକ୍ରୟ କରୁଥିବା ବିକ୍ରେତା କୁ ବାଂଲାଦେଶୀ ସେନା […]

Continue Reading

ଲେବାନନରେ ବିସ୍ଫୋରଣର ଭିଡିଓ କୁ ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦୃଶ୍ୟ ଭାବରେ ସେୟାର କରା ଯାଉଛି।

ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ବିମାନଟି ଏକ ମେଡିକାଲ କଲେଜର ହଷ୍ଟେଲ ଉପରେ ପଡ଼ିଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣ ଯାତ୍ରୀ ଏବଂ ମେଡିକାଲ କଲେଜର ଅନେକ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଏଥିରେ, ଏକ ବିଲଡିଙ୍ଗ ନିକଟରେ ଗାଡ଼ିଗୁଡ଼ିକ ପାର୍କିଂ ହେଇଥିବା ବେଳେ, ସେଠାରେ ବିସ୍ଫୋରଣ ହେଉଛି। ଭିଡିଓଟି ସେୟାର କରି ଦାବି କରାଯାଉଛି ଯେ ଏହି ଭିଡିଓଟି […]

Continue Reading

ଋଷିଆ ରେ ହେଲିକପ୍ଟର ଦୁର୍ଘଟଣାର ଏକ ପୁରୁଣା ଭିଡିଓକୁ କେଦାରନାଥର ଘଟଣା ଦାବି ସହିତ ସେୟାର କରା ଯାଉଛି।

ଜୁନ୍ ୧୫ ତାରିଖରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର କେଦାରନାଥ ନିକଟରେ ଆର୍ଯ୍ୟାନ ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପାଇଲଟ୍ ଏବଂ ଛଅ ଜଣ ତୀର୍ଥଯାତ୍ରୀଙ୍କ ସମେତ ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ହେଲିକପ୍ଟର ଲ୍ୟାଣ୍ଡିଂ କରିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ସେଥିରେ ଏକ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ […]

Continue Reading

ଏହି ଭିଡିଓଟି ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାର ବିମାନ ପରିଚାରିକାଙ୍କର ନୁହେଁ, ଦାବିଟି ଭ୍ରାମକ। 

ନିକଟରେ, ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଭାରତ, ୟୁକେ, ପର୍ତ୍ତୁଗାଲ ଏବଂ କାନାଡାର ନାଗରିକଙ୍କ ସମେତ ୨୪୦ ରୁ ଅଧିକ ଲୋକ ଥିଲେ।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ପରିଚାରିକା ନିଜ ଫୋନ୍ ରୁ ସହକର୍ମୀଙ୍କର ଭିଡିଓ ନେଉଛନ୍ତି। ଦାବି କରାଯାଉଛି ଯେ ଏହା ଏୟାର […]

Continue Reading

ରାସ୍ତାରେ ସୋଇଥିବା ବ୍ୟକ୍ତିଙ୍କୁ ଏକ ସିଂହ ସୁଙ୍ଗୁଠିବା ଭିଡିଓ AI ମାଧ୍ୟମର ସୃଷ୍ଟି କରା ଯାଇଛି ଯାହାକୁ ସତ୍ୟ ଘଟଣା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ରୁମ ଟାଙ୍କୁରି ଉଠିବା ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଦୋକାନ ବାହାରେ ଜଣେ ବ୍ୟକ୍ତି ଶୋଇଥିବା ସମୟରେ ଗୋଟିଏ ସିଂହ ତାଙ୍କ ନିକଟ ଦେଇ ଯାଉଛି ଏବଂ କିଛି ସମୟ ପରେ ଆସି ତାଙ୍କୁ ସୁଙ୍ଘୁଛି, କିନ୍ତୁ ସେଇ ଲୋକ ଏହି ଘଟଣା ବିଷୟରେ ଅଜ୍ଞାନ୍ତ ହୋଇ ଶୋଇଛନ୍ତି।  ଦାବି କରା ଯାଉଛି ଯେ ଏହା ଏକ ସତ୍ୟ ଘଟଣା ଏବଂ ବ୍ୟକ୍ତି ଜଣକ ସିଂହ ଦ୍ଵାରା ଶିକାର […]

Continue Reading

ଶାହରୁଖ ଖାନଙ୍କ ଫିଲ୍ମ ବର୍ଜନ କରିବା ବିଷୟରେ ଯୋଗୀ ଆଦିତ୍ୟନାଥଙ୍କ ପୁରୁଣା ବୟାନ ଭ୍ରାମକ ଉପାୟରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଅଭିନେତା ଶାହରୁଖ ଖାନଙ୍କୁ ଆତଙ୍କବାଦୀ ହାଫିଜ୍ ସଇଦଙ୍କ ସହ ତୁଳନା କରୁଥିବାର ଦେଖାଯାଉଛି। ୟୁଜର୍ସ ଏହି ଭିଡିଓକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଉତ୍ତେଜନା ସହିତ ଯୋଡି ସେୟାର କରୁଛନ୍ତି ଏବଂ ଦାବି କରୁଛନ୍ତି ଯେ ଯୋଗୀ ଆଦିତ୍ୟନାଥ ଲୋକମାନଙ୍କୁ ଶାହରୁଖ ଖାନଙ୍କ ଫିଲ୍ମ ନ ଦେଖିବା ପାଇଁ ନିବେଦନ କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା […]

Continue Reading

ଆରବ ଦେଶର ଶାରଜାହ ସହରରେ ହୋଇଥିବା ଏକ ଅଗ୍ନିକାଣ୍ଡ ଭିଡିଓକୁ ରୁଷିଆ-ୟୁକ୍ରେନ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ କାରଖାନା ପରି ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହା ରୁଷିଆର ୟୁକ୍ରେନ୍ ଉପରେ ଆକ୍ରମଣର ଏକ ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଆରବ ଦେଶର ଶାରଜାହ ସହରର ଏକ ତେଲ ଗୋଦାମରେ ଘଟିଥିବା ଅଗ୍ନିକାଣ୍ଡର ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।  କ’ଣ ଦାବି […]

Continue Reading

ପାଲେଷ୍ଟାଇନର ପୁରୁଣା ଭିଡିଓକୁ କାଶ୍ମୀରରେ ଭାରତୀୟ ସେନା ଦ୍ୱାରା ଜଣେ ଲୋକଙ୍କୁ ଗୋଳି ମାରିବା ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି କିଛି ସୈନିକ ମାନଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ସେହି ସମୟରେ ଗୁଳି ଆୱାଜ ହେବା ପରେ ସେହି ଲୋକ ରାସ୍ତାରେ ପଡ଼ିଯାଉଛନ୍ତି। ଦାବି କର ଯାଉଛିଇ ଯେ ଏହି ଭିଡିଓ କାଶ୍ମୀରର ଅଟେ। ସେଠିକାର ଜଣେ ବାସିନ୍ଦା ଭାରତ ସେନା ସହିତ ଦୁର୍ବ୍ୟବହାର କରୁଥିବାରୁ ସୈନିକ ମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

ଏସପି କର୍ମୀ ନିଆଁରେ ପୋଡ଼ିଯିବାର ପୁରୁଣା ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ୍…

ସମାଜବାଦୀ ପାର୍ଟିର ଜଣେ ନେତା ନିଜକୁ ନିଆଁ ଲଗାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ନିଜ ପୋଷାକରେ ନିଆଁ ଲାଗିଯିବା ପରେ ନିଆଁରୁ ନିଜକୁ ବଞ୍ଚାଉଥିବାର ଦେଖିବାକୁ ମିଳୁଛି। ଭିଡିଓ ସହିତ ଦାବି କରାଯାଉଛି ଯେ ସମାଜବାଦୀ ପାର୍ଟି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋ ଦାହ କରିବାକୁ ଯାଇଥିଲେ କିନ୍ତୁ ନିଜେ ଜଳିଗଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ପୁରୁଣା […]

Continue Reading

ରାହୁଲ ଗାନ୍ଧୀଙ୍କ ସହ ଜ୍ୟୋତି ମଲହୋତ୍ରାଙ୍କ ନକଲି ଫଟୋ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି। 

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜଣେ ମହିଳାଙ୍କ ସହ ନଜର ଆସିଛନ୍ତି। ଫୋଟୋରେ ଥିବା ମହିଳା ଜ୍ଯୋତି ମଲହୋତ୍ରା ବୋଲି ଜଣା ପଡ଼ୁଛି, ଯିଏକି ୧୭ ମଇ ୨୦୨୫ରେ ପାକିସ୍ତାନ ଏବଂ ଆଇଏସଆଇ ପାଇଁ ଗୁପ୍ତଚର ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି।  ଏହି ଫଟୋକୁ ଏପରି ଭାବରେ ସେୟାର କରା ଯାଉଛି ଯେ ରାହୁଲ ଗାନ୍ଧୀ ଗୁପ୍ତଚର ଜ୍ଯୋତି ମଲହୋତ୍ରାଙ୍କ ସହିତ […]

Continue Reading

ଗୁଜରାତର ତିରଙ୍ଗା ଯାତ୍ରା ଭିଡିଓକୁ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ପରେ ବାଲୋଚିସ୍ତାନ ବାସିନ୍ଦା ଉତ୍ସବ ପାଳନ କରୁ ଥିବା ଦାବି ସହିତ ସେୟାର କରା ଯାଉଛି।

ବାଲୁଚିସ୍ତାନ ଏବେ ପାକିସ୍ତାନରୁ ସମ୍ପୂର୍ଣ୍ଣ ଅଲଗା ହେବାକୁ ଚାହୁଁଛି। ଯଦି ଆମେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ନଜର ପକାଇବା, ତେବେ ଭାରତ ଦ୍ୱାରା ପାକିସ୍ତାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ପରେ, ପାକିସ୍ତାନର ପ୍ରଦେଶ ବାଲୁଚିସ୍ତାନ ତା’ଠାରୁ ଅଲଗା ହେବା ଘୋଷଣା କରିଥିଲା। ବାଲୁଚିସ୍ତାନ ନେତା ମୀର ୟାର ସାରା ବିଶ୍ୱରୁ ସମର୍ଥନ ଲୋଡ଼ିଥିଲେ। ମୀର ୟାର କହିଛନ୍ତି ଯେ ପାକିସ୍ତାନ ସରକାର ତାଙ୍କ ଲୋକଙ୍କୁ ବହୁତ ନିର୍ଯାତନା ଦେଉଛି, ତେଣୁ ସେ ପାକିସ୍ତାନରୁ ଆନୁଷ୍ଠାନିକ […]

Continue Reading

ଭାଇରାଲ ଭିଡିଓ ଭାରତ ଦ୍ଵାରା ପାକିସ୍ତାନର ବିମାନ ବନ୍ଦର ଧ୍ଵଂସ ହୋଇଥିବା ଦରସାହୁ ନାହିଁ। ଏହା ସୁଡାନ ଦେଶର ଘଟଣା।

ଏକ ସାମ୍ପ୍ରତିକ ଭିଡିଓରେ, ଏକ ଗାଡ଼ି ବିମାନବନ୍ଦର ଦେଇ ଯାଉଥିବାର ଦେଖିବାକୁ ମିଳିଛି ଯେଉଁଥିରେ ଅନେକ କ୍ଷତିଗ୍ରସ୍ତ ବିମାନ ଦୃଶ୍ୟମାନ ହେଉଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଏହା ପାକିସ୍ତାନର ଏୟାରବେସର ଏକ ଦୃଶ୍ୟ, ଯାହା ଭାରତୀୟ ଆକ୍ରମଣରେ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ସୁଡାନ ଦେଶର ଘଟଣା ଯାହାକୁ ଭାରତ ଦ୍ଵାରା ପାକିସ୍ତାନର ଏୟାରବେସ୍ ଧ୍ଵଂସ ହୋଇଥିବା ଦାବି ସହିତ ସେୟାର […]

Continue Reading

ବାଲୁଚିସ୍ତାନର ଏକ ପୁରୁଣା ଡାନ୍ସ ଭିଡିଓ ଅପରେସନ୍ ସିନ୍ଦୁର ପରେ ବାଲୁଚି ଲୋକ ଉତ୍ସବ ପାଳନ କରୁଥିବା ଦାବି ସହିତ ସେୟାର କରା ଯାଉଛି।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ​​ଏବଂ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରିଥିଲା। ଏହାକୁ ଲିଙ୍କ୍ କରି, ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ନାଚି ଉତ୍ସବ ପାଳନ କରୁଥିବା ଦେଖାଯାଇଛି। ଏହି ଭିଡିଓକୁ ସେୟାର କରିବା ସମୟରେ ଦାବି କରାଯାଉଛି ଯେ ବାଲୁଚିସ୍ତାନର ଲୋକମାନେ ଭାରତ ଦ୍ୱାରା ପାକିସ୍ତାନ ବିରୁଦ୍ଧରେ ଆରମ୍ଭ କରାଯାଇଥିବା ଅପରେସନ ସିନ୍ଧୁରକୁ […]

Continue Reading

ତୁର୍କୀ ଦେଶ ଉତ୍ପାଦଗୁଡ଼ିକୁ ବୟକଟ୍ ର ଯୋଜନା କରୁଛନ୍ତି? କୋକା-କୋଲା, ଏରିଏଲ୍ ଏବଂ ଗାର୍ନୀୟର ତୁର୍କୀ ଦେଶ କମ୍ପାନୀ ନୁହଁନ୍ତି। 

ଭାରତ-ପାକିସ୍ତାନ ଯୁଧ୍ୟ ସମୟରେ ତୁର୍କୀ ପାକିସ୍ତାନକୁ ନିଜ ସମର୍ଥନ ଦେଇ ଥିବାରୁ ବର୍ତ୍ତମାନ ଭାରତର ସୋସିଆଲ ମିଡିଆରେ ବୟକଟ୍ ତୁର୍କୀ ଟ୍ରେଣ୍ଡିଂ ହେଉଛି। ଏହି ସମୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ କୋକା-କୋଲା, ଏରିଏଲ୍ ଏବଂ ଗାର୍ନୀୟର କମ୍ପାନୀର ପୋଷ୍ଟର ଫାଡ଼ୁଥିବା ନଜର ଆସିଛନ୍ତି। ଦାବି କରା ଯାଉଛି ଯେ କୋକା-କୋଲା, ଏରିଏଲ୍ ଏବଂ ଗାର୍ନୀୟର ହେଉଛି ତୁର୍କୀ ଦେଶର କଂପାଣି ଯାହାକୁ ବର୍ତ୍ତମାନ ବୟକଟ୍ କରିବା ଉଚ୍ଚିତ।  କିନ୍ତୁ ଫ୍ୟାକ୍ଟ […]

Continue Reading

ଜଣେ ପାକିସ୍ତାନୀ ନ୍ୟୁଜ୍ ଆଙ୍କରଙ୍କ ପୁରୁଣା ଭିଡିଓ ଅପରେସନ ସିନ୍ଦୂର ସହିତ ଲିଙ୍କ୍ କରି ସେୟାର କରାଯାଇଛି

ଅପରେସନ ସିନ୍ଦୂର ପରେ, ଜଣେ ପାକିସ୍ତାନୀ ମହିଳା ନ୍ୟୁଜ୍ ଆଙ୍କରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଦେଖାଯାଉଛି ଯେ ମହିଳା ଆଙ୍କର ରିପୋର୍ଟିଂ କରିବା ସମୟରେ ଭାବପ୍ରବଣ ହୋଇଯାଉଛନ୍ତି। ସୋସିଆଲ ମିଡିଆରେ ଭିଡିଓଟି ସେୟାର କରି ୟୁଜର୍ସମାନେ ଦାବି କରିଛନ୍ତି ଯେ ଭାରତର ଅପରେସନ ସିନ୍ଦୂର ପରେ ମହିଳା ଆଙ୍କର ଭାବପ୍ରବଣ ହୋଇଯାଇଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଏହା ଏକ […]

Continue Reading

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ପରାଜୟ ସ୍ୱୀକାର କରିବାର ଭିଡିଓ ଏଡିଟ୍ କରା ଯାଇଛି

୧୦ ମଇ ୨୦୨୫ ରେ, ଭାରତ ସରକାର ଘୋଷଣା କରିଥିଲେ ଯେ ଅପରେସନ୍ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଧ୍ୟ ରୋକିବା ନେଇ ଏକ  ଚୁକ୍ତିନାମା ହୋଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀଙ୍କ ଅନୁଯାୟୀ, ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (DGMO) ଅପରାହ୍ନ ୩.୩୫ ରେ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ଉଭୟ ପକ୍ଷ ସେହି ଦିନ ସକାଳ ୫.୦୦ ସୁଦ୍ଧା ଗୁଳିଚାଳନା ବନ୍ଦ କରିବାକୁ ରାଜି ହୋଇଥିଲେ। ତଥାପି, […]

Continue Reading

ପାକିସ୍ତାନର ସାଦିକାବାଦରେ ଘଟିଥିବା ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ କରାଚି ସହର ଉପରେ ଭାରତର ଆକ୍ରମଣ ଦାବି ସହିତ ସେୟାର କରା ଯାଉଛି।

ବର୍ତମାନ ସୋସିଆଲ ମିଡିଆରେ ଏକ ବିରାଟ ଅଗ୍ନିକାଣ୍ଡ ଏବଂ ଧୂଆଁର ଭିଡିଓ ଭାଇରାଲ ହୋଇଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରିଛନ୍ତି ଯେ ଭିଡିଓଟି ଅପରେସନ୍ ସିନ୍ଦୂର ସମୟରେ ଭାରତୀୟ ସେନା ଦ୍ୱାରା କରାଚି ଉପରେ ହୋଇଥିବା ଆକ୍ରମଣକୁ ଦର୍ଶାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପାକିସ୍ତାନର ସାଦିକାବାଦରେ ଘଟିଥିବା ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ କରାଚି ସହର ଉପରେ ଭାରତର ଆକ୍ରମଣ ଦାବି ସହିତ ସେୟାର କରା ଯାଉଛି। କ’ଣ […]

Continue Reading